< ରମିୟ 6 >
1 ତଃବେ ଅଃମିମଃନ୍ କାୟ୍କଃରୁଆଁ? ଦଃୟା ଜଃନ୍କଃରି ବୁତେକ୍ ଅୟ୍ଦ୍ ଇତାର୍ ଗିନେ କାୟ୍ ହାହେ ରେଉଁଆ?
What will we say then? We continue in sin so that grace may abound?
2 ସେରି କଃବେ ହେଁ ନଃଉଅ, ହାହେ ମଃରି ଆଚୁ ଜେ ଅଃମିମଃନ୍, ସେତି କଃନ୍କଃରି ଜିବନ୍ ରେଉଁଆ?
May it not happen! How will we who died to sin, still live in it?
3 ଅଃମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟ ଜିସୁର୍ ତଃୟ୍ ବାପ୍ତିସମ୍ ଅୟ୍ ଆଚୁ, ସଃବୁଲକ୍ ଜେ ତାର୍ ମଃର୍ନେ ବାପ୍ତିସମ୍ ଅୟ୍ ଆଚୁ, ଇରି କି ତୁମିମଃନ୍ ନଃଜାଣାସ୍?
Or are ye ignorant that as many as were immersed into Christ Jesus were immersed into his death?
4 ବଃଲେକ୍ ଅଃମିମଃନ୍ ବାପ୍ତିସମ୍ ତଃୟ୍ ମଃଲାକ୍ ତାର୍ ସଃଙ୍ଗ୍ ତହି ଅୟ୍ ଆଚୁ, ଜଃନ୍କଃରି କ୍ରିସ୍ଟ ଉବାର୍ ଜଃଜ୍ମାନାର୍ ସଃକ୍ତିଏ ମଃଲା ଲକ୍ ତଃୟ୍ହୁଣି ଜୁୟ୍ ହଃର୍କାରେ ଉଟ୍ଲା ଅଃମିମଃନ୍ ହେଁ ସେ ହଃର୍କାରେ ଜିବନାର୍ ନଃଉଆଁ ବାବେ ଚାଲାଚାଲ୍ତି କଃରୁଆଁ ।
We were buried therefore with him through the immersion into death, so that as Christ was raised up from the dead through the glory of the Father, so also we may walk in newness of life.
5 କାୟ୍ତାକ୍ବଃଲେକ୍ ଜଦି ଅଃମିମଃନ୍ ତାର୍ ମଃର୍ନାର୍ ହର୍ ମଃର୍ନ୍ ବୟଃଗ୍ କଃରି ତାର୍ ସଃଙ୍ଗ୍ ଗଟେକ୍ ଅୟ୍ ଆଚୁ ସେନ୍ ଅୟ୍ଲେକ୍ ବାୟ୍ଦ୍ରେ ତାର୍ ଉଟ୍ତାର୍ ହର୍ ହେଁ ଉଟିକଃରି ତାର୍ ସଃଙ୍ଗ୍ ଗଟେକ୍ ଅଃଉଁନ୍ଦ୍ ।
For if we have become co-planted in the likeness of his death, then we will also be of the resurrection.
6 ଅଃମିମଃନ୍ ଇରି ଜାଣିଆଚୁ, କ୍ରିସ୍ଟର୍ ସଃଙ୍ଗ୍ କ୍ରୁସ୍ ଉହ୍ରେ ଅଃମାର୍ ହଃର୍ନା ଜିବନ୍ ମଃରିଆଚେ, ସେତାର୍ ଗିନେ ହାହାର୍ ଗଃଗାଳ୍ ନାସ୍ ଅୟ୍ଆଚେ ଆର୍ ଅଃମି ହାହ୍ ସେବାକାମେ ହୁଣି ମୁକ୍ତି ଅୟ୍ ଆଚୁ ।
Knowing this, that our old man was crucified with him, so that the body of sin might be inactivated, no longer to enslave us to sin.
7 କାୟ୍ତାକ୍ବଃଲେକ୍ ଜେ ମଃରି ଆଚେ ସେ ହାହାର୍ ସଃକ୍ତିଏ ହୁଣି ମୁକ୍ଲିଆଚେ ।
For he who has died has been made righteous away from sin.
8 ମଃତର୍ ଅଃମିମଃନ୍ ଜଦି କ୍ରିସ୍ଟର୍ ସଃଙ୍ଗ୍ ମଃରି ଆଚୁ, ତଃନ୍ଅୟ୍ଲେକ୍ ଅଃମିମଃନ୍ ଜେ ତାର୍ ସଃଙ୍ଗ୍ ହେଁ ବଚୁନ୍ଦ୍, ଇରି ଅଃମିମଃନ୍ ବିସ୍ୱାସ୍ କଃରୁଲୁ ।
And if we died with Christ, we believe that we will also live with him,
9 ଇରି ତ ଅଃମିମଃନ୍ ଜାଣୁ, କ୍ରିସ୍ଟ ମଃଲା ଲକାର୍ ତଃୟ୍ ହୁଣି ଉଟ୍ଲାକ୍, ଆର୍ କଃବେ ନଃମେରେ; ଜିସୁର୍ ଉହ୍ରେ ମଃର୍ନାର୍ ଆର୍ ଅଃଦିକାର୍ ନାୟ୍ ।
knowing that Christ, having been raised from the dead, dies no more. Death no more has dominion over him.
10 କାୟ୍ତାକ୍ବଃଲେକ୍ ସେ ଜୁୟ୍ ମଃର୍ନ୍ ବୟଃଗ୍ କଃଲା, ସେତାର୍ ଗିନେ ସେ ଗଟେକ୍ ତର୍ ହାହ୍ ଗିନେ ମଃଲା, ମଃତର୍ ସେ ଜୁୟ୍ ଜିବନେ ବାଚିଆଚେ ସେରି ଇସ୍ୱରାର୍ ତଃୟ୍ ବାଚ୍ଲା ଆଚେ ।
For that he died, he died to sin once, but that he lives, he lives to God.
11 ସେ ହଃର୍କାରେ ତୁମିମଃନ୍ ହେଁ ଅଃହ୍ଣା ଅଃହ୍ଣାର୍ ହାହେ ମଃରି ଆଚୁ ବଃଲି ମଃନେକଃରା । ମଃତର୍ ତୁମିମଃନ୍ ଅଃବେ କ୍ରିସ୍ଟ ଜିସୁର୍ ଦଃୟ୍ ଜିବନ୍ ହାୟ୍ ଇସ୍ୱରାର୍ ସଃଙ୍ଗ୍ ମିସି ଆଚାସ୍ ।
So also ye, reckon yourselves to be indeed dead to sin, but living to God in Christ Jesus our Lord.
12 ଇତାର୍ ଗିନେ ହାହ୍ ତୁମିମଃନାର୍ ଜଃଗତାର୍ ଗଃଗାଳେ ରାଜ୍ ନଃକେର, ସେରି କଃଲେକ୍ ତୁମିମଃନ୍ ସେତିର୍ କଃରାବ୍ ଇଚାର୍ ତଃଳେ ଚାଲୁଲାସ୍ ।
Let not sin therefore reign in your mortal body in order to obey it, in its lusts.
13 ତୁମିମଃନ୍ ନିଜ୍ ନିଜ୍କେ କୁୟ୍ ହଃର୍କାରେ ହେଁ ହାହାର୍ ଚଃମେ ସଃହ୍ରି ଅୟ୍କଃରି ଦୁସ୍ଟ୍ କାମାର୍ ଅଃସ୍ତର୍ ବାବେ କାମ୍ କଃରା ନାୟ୍ । ମଃତର୍ ମଃର୍ନେ ହୁଣି ରଃକ୍ୟା ହାୟ୍ ଜିବନ୍ ହାୟ୍ରିଲାର୍ ଗିନେ ତୁମିମଃନ୍ ଦଃର୍ମ୍ କାମ୍ ସାଦୁନ୍ କଃର୍ତା ହାୟ୍ଁ ଅଃହ୍ଣା ଅଃହ୍ଣାକ୍ ଇସ୍ୱରାର୍ ତଃୟ୍ ସଃହ୍ରି ଦିଆସ୍ ।
And do not present your body-parts as instruments of unrighteousness to sin, but present yourselves to God, as living out of the dead, and your body-parts as instruments of righteousness to God,
14 ହାହ୍ ତୁମାର୍ ଉହ୍ରେ ରାଜ୍ ନଃକେର । ବଃଲେକ୍ ତୁମିମଃନ୍ ବିଦିର୍ ତଃଳେ ନାୟ୍, ମଃତର୍ ଇସ୍ୱରାର୍ ଦଃୟାର୍ ତଃଳେ ଆଚାସ୍ ।
for sin will not have dominion over you. For ye are not under law, but under grace.
15 ତଃବେ କାୟ୍ରି? ଅଃମିମଃନ୍ ଜେ ବିଦିର୍ ତଃଳେ ନାୟ୍, ମଃତର୍ ଦଃୟାର୍ ତଃଳେ ଆଚୁ, ଇତାର୍ ଗିନେ କାୟ୍ ହାହ୍ କଃରୁଆଁ? ସେରି କଃବେ ହେଁ ନଃଉଅ ।
What then? May we sin, because we are not under law but under grace? May it not happen!
16 ତୁମିମଃନ୍ ବାୟ୍ଦ୍ରେ ଜାଣି ଆଚାସ୍, ଜଦି ତୁମି କାର୍ ତଃଳ୍ୟା ଅୟ୍କଃରି ସେ ଲକାର୍ ହୁରା କଃତା ମାନାସ୍, ତଃବେ ତୁମି ସେଲକାର୍ ଗତିଦଃଙ୍ଗ୍ଳା । ଜଦି ହାହାର୍ ଗତିଦଃଙ୍ଗ୍ଳା ଅଃଉଆସ୍, ତଃବେ ମଃରାସ୍; ଜଦି ଇସ୍ୱରାର୍ ଦଃଙ୍ଗ୍ଳା ଅଃଉଆସ୍, ତଃବେ ତୁମାର୍ ଜିବନ୍ ବଚେଦ୍ ।
Know ye not, that to what ye present yourselves as bondmen for obedience, ye are bondmen to what ye obey, whether of sin for death, or of obedience for righteousness?
17 ମଃତର୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ ଜେ ତୁମିମଃନ୍ ହୁର୍ବେ ହାହାର୍ ଗତିଦଃଙ୍ଗ୍ଳା ରିଲାସ୍, ତୁମିମଃନ୍ ଅଃବେ ନିକ କବୁରାର୍ ସିକ୍ୟା ହାୟ୍ରିଲା, ସଃତ୍ ବିସୟ୍ ସଃବୁ ମଃନ୍ ହଃରାଣେ ମାନୁଲାସ୍ ।
But thanks to God, that ye were bondmen of sin, but ye obeyed from the heart a model of doctrine for which ye were delivered.
18 ତୁମି ହାହେ ହୁଣି ମୁକ୍ଳିକଃରି ଦଃର୍ମାର୍ ଗତିଦଃଙ୍ଗ୍ଳା ଅୟ୍ ଆଚାସ୍ ।
And having been set free from sin, ye were made servile to righteousness
19 ତୁମିମଃନାର୍ ଦୁର୍ବୁଳ୍ ଗିନେ, ଇ ସଃବୁ କଃତା ମୁୟ୍ଁ ଚାଲ୍ତା ବାସାୟ୍ କଃଉଁଲେ । ତୁମିମଃନ୍ ଜଃନ୍କଃରି ଅଃଦଃର୍ମ୍ ଗିନେ ଅଃହ୍ଣା ଅଃହ୍ଣାର୍ ସଃବୁ ଗଃଗାଳ୍କେ ବିଟାଳ୍ ଆର୍ ଅଃଦଃର୍ମାର୍ ତଃୟ୍ ଗତିଦଃଙ୍ଗ୍ଳା ହର୍ ସଃହ୍ରି ରିଲାସ୍, ସେନ୍କଃରି ଅଃବେ ଅଃହ୍ଣା ଅଃହ୍ଣାର୍ ସଃବୁ ଗଃଗାଳ୍କେ ନିର୍ମୁଲ୍ ଗିନେ ଦଃର୍ମ୍ ଟାଣେ ଗତିଦଃଙ୍ଗ୍ଳା ହର୍ ସଃହ୍ରି ଆଚାସ୍ ।
(I speak man-like because of the weakness of your flesh). For as ye presented your body-parts servile to uncleanness, and to lawlessness for lawlessness, so now present your body-parts servile to righteousness for sanctification.
20 ତୁମିମଃନ୍ ହାହାର୍ ଗତିଦଃଙ୍ଗ୍ଳା ରିଲା ବଃଳ୍ ଦଃର୍ମ୍ ବିସୟେ ମୁକ୍ତ୍ ରିଲାସ୍ ।
For when ye were bondmen of sin, ye were uninhibited by righteousness.
21 ଅଃବେ ତୁମିମଃନ୍ ଜୁୟ୍ ସଃବୁ କାମ୍ କଃରୁକେ ଲାଜ୍ ଅଃଉଁଲାସ୍, ସଃଡେବଃଳ୍ ସେସଃବୁ କଃର୍ତି ରିଲାସ୍ । ତଃବେ ସେତି ହୁଣି ତୁମି କାୟ୍ ଲାବ୍ ହାୟ୍ଲାସ୍? ସେ ସଃବୁ କାମାର୍ ହଃଳ୍ ତ ମଃର୍ନ୍ ।
What fruit therefore did ye have then, of which things ye are now ashamed? For the end of those things is death.
22 ମଃତର୍ ଅଃବେ ତୁମିମଃନ୍ ହାହାର୍ ତଃଳେ ହୁଣି ମୁକ୍ଳି କଃରି ଇସ୍ୱରାର୍ ଗତିଦଃଙ୍ଗ୍ଳା ଅୟ୍ ଆଚାସ୍ । ଇତିର୍ ଲାବ୍ ଅଃଉଁଲି, ଇସ୍ୱରାର୍ ତଃୟ୍ ହୁରାହୁରି ଆତ୍ମାୟ୍ ହୁର୍ତାର୍ ଆର୍ ଇତିର୍ ହଃଳ୍ ଅଃମ୍ବର୍ ଜିବନ୍ । (aiōnios )
But now having been made free from sin, and having become servile to God, ye have your fruit for sanctification, and the end, eternal life. (aiōnios )
23 କାୟ୍ତାକ୍ବଃଲେକ୍ ହାହାର୍ ବୁତି ମଃର୍ନ୍, ମଃତର୍ ଇସ୍ୱରାର୍ ଦଃୟାର୍ ଦାନ୍ ଅଃଉଁଲି, ମାପ୍ରୁ ଜିସୁ କ୍ରିସ୍ଟର୍ ସଃଙ୍ଗେ ରିଲେକ୍ ଅଃମ୍ବର୍ ଜିବନ୍ । (aiōnios )
For the wages of sin is death, but the gift of God is eternal life in Christ Jesus our Lord. (aiōnios )