< ରମିୟ 11 >
1 ତଃବେ ମୁୟ୍ଁ ଆରେକ୍ ହଃଚାରୁଲେ, ଇସ୍ୱର୍ କି ଅଃହ୍ଣାର୍ ଲକ୍ମଃନ୍କେ ଚାଡି ଆଚେ? ସେରି କଃବେ ହେଁ ନଃଉଅ; ବଃଲେକ୍ ମୁୟ୍ଁ ହେଁ ଅବ୍ରାହାମାର୍ ବଃଉଁସେ ଜଃର୍ନ୍ ବିନ୍ୟାମିନ୍ କୁଟୁମାର୍ ଗଟେକ୍ ଇସ୍ରାଏଲିୟ ।
१इसलिए मैं कहता हूँ, क्या परमेश्वर ने अपनी प्रजा को त्याग दिया? कदापि नहीं! मैं भी तो इस्राएली हूँ; अब्राहम के वंश और बिन्यामीन के गोत्र में से हूँ।
2 ଇସ୍ୱର୍ ଆରୁମେ ହୁଣି ବାଚିରିଲା ତାର୍ ଲକ୍ମଃନ୍କେ କଃବେ ନଃଚାଡେ । ତୁମିମଃନ୍ ସାସ୍ତର୍ ତଃୟ୍ଁ ହଳି ଆଚାସ୍ କଃନ୍କଃରି ଏଲିୟ ଇସ୍ୱରାର୍ ଚଃମେ ଇସ୍ରାଏଲ୍ମଃନାର୍ ବିରଦେ ଦଃସ୍ ଦଃୟ୍ କଃରି କୟ୍ରିଲା ।
२परमेश्वर ने अपनी उस प्रजा को नहीं त्यागा, जिसे उसने पहले ही से जाना: क्या तुम नहीं जानते, कि पवित्रशास्त्र एलिय्याह की कथा में क्या कहता है; कि वह इस्राएल के विरोध में परमेश्वर से विनती करता है।
3 “ମାପ୍ରୁ, ସେମଃନ୍ ତର୍ ବାବ୍ବାଦିମଃନ୍କେ ଅଃତ୍ୟା କଃରି ଆଚ୍ତି, ତର୍ ହୁଜା ବେଦି ସଃବୁ କଃଣି ହଃକାୟ୍ ଆଚ୍ତି ଆର୍ ମୁୟ୍ଁ ଏକ୍ଲା ବାକି ଆଚି, ଆରେକ୍ ସେମଃନ୍ ମର୍ ଜିବନ୍ ନେଉଁକ୍ ଲଳୁଲାୟ୍ ।”
३“हे प्रभु, उन्होंने तेरे भविष्यद्वक्ताओं को मार डाला, और तेरी वेदियों को ढा दिया है; और मैं ही अकेला बच रहा हूँ, और वे मेरे प्राण के भी खोजी हैं।”
4 ମଃତର୍ ଇସ୍ୱର୍ ତାକେ କାୟ୍ ଉତୁର୍ ଦଃୟ୍ରିଲା? ଜୁୟ୍ ଲକମଃନ୍ ମିଚ୍ ବାଲ୍ ଦେବ୍ତା ଲଃଗେ ହାଦେହଃଳି ହୁଜା ନଃକେର୍ତି ଇରଃକମ୍ ସାତ୍ ଅଃଜାର୍ ଲକ୍ ମୁୟ୍ଁ ଅଃହ୍ଣାର୍ ଗିନେ ବାକି ସଃଙ୍ଗାୟ୍ ଆଚି ।
४परन्तु परमेश्वर से उसे क्या उत्तर मिला “मैंने अपने लिये सात हजार पुरुषों को रख छोड़ा है जिन्होंने बाल के आगे घुटने नहीं टेके हैं।”
5 ସେହର୍ ଇ ଅଃବାର୍ ବେଳାୟ୍ ହେଁ ଦଃୟାର୍ ବାଚ୍ଲା ହର୍ ଅଃଳକ୍ କଃତେକ୍ ବାକି ଆଚ୍ତି ।
५इसी रीति से इस समय भी, अनुग्रह से चुने हुए कुछ लोग बाकी हैं।
6 ଇସ୍ୱର୍ ସେମଃନ୍କେ ବାଚି ଆଚେ ନିଜାର୍ ନିଜାର୍ ଦଃୟାର୍ ଗିନେ । ଜଦି ସେମଃନାର୍ ସଃତ୍ କାମାର୍ ଗିନେ ଇସ୍ୱର୍ ସେମଃନ୍କେ ବାଚ୍ତାକ୍, ତାର୍ ଦଃୟା ସଃତ୍ ଦଃୟା ନଃୟ୍ଲି ହୁଣି ।
६यदि यह अनुग्रह से हुआ है, तो फिर कर्मों से नहीं, नहीं तो अनुग्रह फिर अनुग्रह नहीं रहा।
7 ତଃବେ କାୟ୍ରି ଅୟ୍ଲି? ଇସ୍ରାଏଲ୍ମଃନ୍ ଜାୟ୍ରି କଜ୍ତି ରିଲାୟ୍, ସେରି ନଃହାୟ୍ଲାୟ୍; ମଃତର୍ ଇସ୍ୱର୍ ବାଚ୍ଲା ଲକ୍ମଃନ୍ ସେରି ହାୟ୍ଆଚ୍ତି, ଆର୍ ବାକି ଲକ୍ମଃନ୍ ମଃନ୍ ନଃଦିଲାୟ୍;
७फिर परिणाम क्या हुआ? यह कि इस्राएली जिसकी खोज में हैं, वह उनको नहीं मिला; परन्तु चुने हुओं को मिला और शेष लोग कठोर किए गए हैं।
8 ଜଃନ୍କଃରି ସାସ୍ତରେ ଲେକା ଆଚେ, “ଇସ୍ୱର୍ ଆଜି ହଃତେକ୍ ସେମଃନ୍କେ ଅଃଟୁଆ ମଃନ୍ ଆତ୍ମା ଦଃୟ୍ଆଚେ, ଇରଃକମ୍ ଆକି ଦଃୟ୍ଆଚେ, ଜଃନ୍କଃରି ସେମଃନ୍ ଦଃକୁ ନଃହାର୍ତି, ଆର୍ ଇ ହର୍ କାନ୍ ଦଃୟ୍ଆଚେ, ଜଃନ୍କଃରି ସେମଃନ୍ ନଃସୁଣ୍ତି ।”
८जैसा लिखा है, “परमेश्वर ने उन्हें आज के दिन तक मंदता की आत्मा दे रखी है और ऐसी आँखें दी जो न देखें और ऐसे कान जो न सुनें।”
9 ଆରେକ୍ ଦାଉଦ୍ ଲେକିଆଚେ, “ସେମଃନାର୍ ହଃର୍ବ୍ ହୁନି ହାଳୁନ୍ କଃର୍ତାବଃଳ୍ ହାନ୍ଦାୟ୍ ହଃଳତ୍ । ତଃଳେ ଅଦ୍ରି ଡଃଣ୍ଡ୍ ବୟ୍ଗ୍ କଃରତ୍ ।
९और दाऊद कहता है, “उनका भोजन उनके लिये जाल, और फंदा, और ठोकर, और दण्ड का कारण हो जाए।
10 ଜଃନ୍କଃରି ସେମଃନ୍ ଦଃକୁ ନଃହାର୍ତି, ଇତାର୍ ହାଁୟ୍ ସେମଃନାର୍ ଆକି ଅଃନ୍ଦ୍ ଅଃଉଅ, ଆର୍ ତୁୟ୍ ସେମଃନାର୍ ଅଃଟା ସଃବୁବଃଳ୍ କୁବ୍ଳା କଃରିରେ ।”
१०उनकी आँखों पर अंधेरा छा जाए ताकि न देखें, और तू सदा उनकी पीठ को झुकाए रख।”
11 ତଃବେ ମୁୟ୍ଁ ହଃଚାରିନ୍ଦ୍, ଜିଉଦିମଃନ୍ ଜଟ୍ୟାୟ୍ ଅୟ୍ଲାର୍ ଗିନେ ନାସ୍ ଅୟ୍ଲାୟ୍ କି? କଃବେ ନାୟ୍ । ସେମଃନ୍ ହାହ୍ କଃଲାକ୍, ସେମଃନ୍କେ ଗିଜ୍ରି କଃରାଉଁକ୍ ଅଜିଉଦିମଃନ୍କେ ମୁକ୍ତି ହାଉତାର୍ ଅଃଦିକାର୍ ଦିଆଅୟ୍ଲି ।
११तो मैं कहता हूँ क्या उन्होंने इसलिए ठोकर खाई, कि गिर पड़ें? कदापि नहीं परन्तु उनके गिरने के कारण अन्यजातियों को उद्धार मिला, कि उन्हें जलन हो।
12 ଜିଉଦିମଃନାର୍ ହାହ୍, ଜଃଗତାର୍ ବିନ୍ ସଃବୁଲକାର୍ ହାୟ୍ଁ ଜଃବର୍ ଆସିର୍ବାଦ୍ ଆଣିଆଚେ । ଜିଉଦିମଃନାର୍ ଆତ୍ମିକ୍ ବାବେ ଗଃରିବ୍ ଅୟ୍ଲାକ୍ ଅଜିଉଦିମଃନ୍ ଆସିର୍ବାଦ୍ ଜଃବର୍ ଲାବ୍ କଃରି ଆଚ୍ତି । ଜଦି ସଃବୁ ଜିଉଦି ଜାତି ରଃକ୍ୟା ହାଉଁହାର୍ତି, ତଃନ୍ଅୟ୍ଲେକ୍ ସେତାର୍ଗିନେ ଆରେକ୍ କଃତେକ୍ ଅଃଦିକ୍ ଆସିର୍ବାଦ୍ ନଃମିଳେ?
१२अब यदि उनका गिरना जगत के लिये धन और उनकी घटी अन्यजातियों के लिये सम्पत्ति का कारण हुआ, तो उनकी भरपूरी से कितना न होगा।
13 ଅଜିଉଦିମଃନ୍କେ ମୁୟ୍ଁ କଃଉଁଲେ, ତୁମିମଃନାର୍ ଗିନେ ପେରିତ୍ ଚେଲା ବାବେ ସେବା କାମ୍ କଃରୁଲାକେ ମୁୟ୍ଁ ଗୁଣ୍ କଃରୁଲେ ।
१३मैं तुम अन्यजातियों से यह बातें कहता हूँ। जबकि मैं अन्यजातियों के लिये प्रेरित हूँ, तो मैं अपनी सेवा की बड़ाई करता हूँ,
14 ଜଃନ୍କଃରି ହେଁ ମର୍ ନିଜ୍ ଜାତିମଃନ୍କେ କାକ୍ରି କଃରାୟ୍ନ୍ଦ୍ ସେ ସଃବୁ ଲକାର୍ ବିତ୍ରେ କଃତେକ୍ ଲକ୍କେ ହେଁ ମୁକ୍ଳାଉଁକ୍ ହାରିନ୍ଦ୍ ।
१४ताकि किसी रीति से मैं अपने कुटुम्बियों से जलन करवाकर उनमें से कई एक का उद्धार कराऊँ।
15 ବଃଲେକ୍ ଜଦି ସେମଃନ୍କେ ହାକ୍ରେହଃକାୟ୍ଲାକେ, ଇସ୍ୱରାର୍ ସଃଙ୍ଗ୍ ଜଃଗତାର୍ ମିସ୍ତାର୍ ଗଃଟ୍ଲି । ତଃବେ ସେମଃନ୍କେ ନିଜାର୍ କଃଲେକ୍ ତାର୍ ହଃଳ୍ କାୟ୍ରି ଅୟ୍ଦ୍? ସେରି ମଃଲା ଲକ୍ ଜିବନ୍ ହାୟ୍ଲା ହର୍ ଅୟ୍ଦ୍ ।
१५क्योंकि जबकि उनका त्याग दिया जाना जगत के मिलाप का कारण हुआ, तो क्या उनका ग्रहण किया जाना मरे हुओं में से जी उठने के बराबर न होगा?
16 ଇସ୍ୱର୍ ହଃର୍ତୁ ଦିଲାର୍ ପବିତ୍ର ସେତାକ୍ ରୁଟିର୍ ସଃବୁ ହେଁ ଦିଆ ଅୟ୍ଆଚେ ବଃଲି ଦଃରାଅୟଃଦ୍ । ଗଟ୍ ଗଃଚାର୍ ଚେର୍ ଜଦି ପବିତ୍ର ତଃବେ କଃନ୍ଦାମଃନ୍ହେଁ ପବିତ୍ର ।
१६जब भेंट का पहला पेड़ा पवित्र ठहरा, तो पूरा गूँधा हुआ आटा भी पवित्र है: और जब जड़ पवित्र ठहरी, तो डालियाँ भी ऐसी ही हैं।
17 ବାଳେ ଲାଗାୟ୍ ରିଲା ଗଟେକ୍ ଜିତ୍ ଗଃଚାର୍ କଃତିଗଟ୍ କଃନ୍ଦା କାଟିକଃରି, ବଃନାର୍ ଜିତ୍ ଗଃଚାର୍ କଃନ୍ଦା ସେଟାଣେ କଲମ୍ କଃରାଜାୟ୍ ଆଚେ, ଅଜିଉଦିମଃନ୍ ସେ ବଃନାର୍ ଜିତ୍ ଗଃଚ୍ ହର୍ । ତୁମିମଃନ୍ ଅଃବେ ଜିଉଦିମଃନାର୍ ଅଃଟୁଆ ଆତ୍ମିକ୍ ଜିବନାର୍ ବାଗିଦାରି ଅୟ୍ ଆଚାସ୍ ।
१७और यदि कई एक डाली तोड़ दी गईं, और तू जंगली जैतून होकर उनमें साटा गया, और जैतून की जड़ की चिकनाई का भागी हुआ है।
18 ତଃବେ ତୁମିମଃନ୍ ଅଃଲ୍ଗା କଃରାଜାୟ୍ ରିଲା କଃନ୍ଦାମଃନ୍କେ ଇନସ୍ତା କଃରାନାୟ୍ ତୁମିମଃନ୍ କାୟ୍ କଃରୁକେ ଗଃର୍ବ କଃରୁଲାସ୍? ତୁମିମଃନ୍ ତ କଃନ୍ଦା, ଗଃଚାର୍ ଚେର୍କେ ତୁମିମଃନ୍ ନଃହାଳାସ୍ ମଃତର୍ ଚେର୍ ତୁମିମଃନ୍କେ ବାରାୟ୍ ଆଚେ ।
१८तो डालियों पर घमण्ड न करना; और यदि तू घमण्ड करे, तो जान रख, कि तू जड़ को नहीं, परन्तु जड़ तुझे सम्भालती है।
19 ତଃବେ ତୁମି କଃଉଁ ହାରାସ୍, “ହେଁ ମଃତର୍ ମଃକ୍ ଜଃଗା ଦେତା ହାୟ୍ଁ ତ ସେ କଃନ୍ଦାମଃନ୍କେ ଗଃର୍ଣ୍ଡା ଜାୟ୍ରିଲି ।”
१९फिर तू कहेगा, “डालियाँ इसलिए तोड़ी गई, कि मैं साटा जाऊँ।”
20 ସେରି ସଃତ୍ ସେମଃନ୍ ବିସ୍ୱାସ୍ ନଃକେଲାକେ ଅଃଲ୍ଗା ଅୟ୍ଲାୟ୍ । ତୁମିମଃନ୍ ବିସ୍ୱାସ୍ କଃଲାର୍ ସେ ଟାଣ୍ ଅଃଦିକାର୍ କଃରି ଆଚାସ୍ । ମଃତର୍ ଗଃର୍ବ୍ ନଃକେରି ଡିରା ।
२०भला, वे तो अविश्वास के कारण तोड़ी गईं, परन्तु तू विश्वास से बना रहता है इसलिए अभिमानी न हो, परन्तु भय मान,
21 ବଃଲେକ୍ ଜଦି ଗଃଚାର୍ ନିଜାର୍ କଃନ୍ଦା ହର୍ ଜିଉଦି ମଃନ୍କେ ଇସ୍ୱର୍ ଡଃଣ୍ଡ୍ ନଃଦେୟ୍, ତଃବେ ତୁମିମଃନ୍କେ ସେ କାୟ୍ ଚାଡି ଦଃୟ୍ଦ୍?
२१क्योंकि जब परमेश्वर ने स्वाभाविक डालियाँ न छोड़ी, तो तुझे भी न छोड़ेगा।
22 ଇତି ହୁଣି ଜାଣ୍ବା କଃତା, ଇସ୍ୱର୍ ଦଃୟାକାରି ଆର୍ ଦଃୟାକାରି ନୟ୍ଲାର୍ ହେଁ । ଜୁୟ୍ ଲକ୍ମଃନାର୍ ହାଦ୍ ଗଃସ୍ରି ଜାୟ୍ଆଚେ, ସେମଃନାର୍ ଗିନେ ସେ ଦଃୟା ନୟ୍ଲାର୍ ଅୟ୍ଆଚେ; ମଃତର୍ ତୁମିମଃନାର୍ ଗିନେ ସେ ଦଃୟାକାରି, ଜଃତି ବିନ୍ ହଃତେକ୍ ତୁମିମଃନ୍ ତାର୍ ଦଃୟାର୍ ଲକ୍ ଅୟ୍ରିଆସ୍ । ତାର୍ ଦଃୟା ଆରାୟ୍ଲେକ୍ ତୁମିକେ ହେଁ କାଟା ଅୟ୍ଦ୍ ।
२२इसलिए परमेश्वर की दयालुता और कड़ाई को देख! जो गिर गए, उन पर कड़ाई, परन्तु तुझ पर दयालुता, यदि तू उसमें बना रहे, नहीं तो, तू भी काट डाला जाएगा।
23 ଆର୍ ଜିଉଦିମଃନ୍ ଜଦି ଅବିସ୍ୱାସେ ରେତି ତଃବେ ସେମଃନ୍ ହେଁ ଆରେକ୍ କଲମ୍ କଃରାଜାତି, ବଃଲେକ୍ ସେମଃନ୍କେ ଆରେକ୍ ତରେକ୍ କଲମ୍ କଃରୁକେ ଇସ୍ୱର୍ ହାରେଦ୍ ।
२३और वे भी यदि अविश्वास में न रहें, तो साटे जाएँगे क्योंकि परमेश्वर उन्हें फिर साट सकता है।
24 ଅଜିଉଦିମଃନ୍ ବଃନ୍ଜିତ୍ ଗଃଚାର୍ କଃନା ହର୍ ସେରି ଅଃଲ୍ଗା ଅୟ୍ ସଃମାନ୍ ନୟ୍ଲା ବାଳାର୍ ଲାଗାୟ୍ଲା ଜିତ୍ ଗଃଚ୍ ସଃଙ୍ଗ୍ କଲମ୍ କଃରାଜାୟ୍ ଆଚେ । ଜିଉଦି ଜାତି ବାଳାର୍ ଲାଗାୟ୍ଲା ଜିତ୍ ଗଃଚ୍ ହର୍ । ଇ ଗଃଚାର୍ ଅଃଲ୍ଗା ଅୟ୍ଲା କଃନା ମଃନ୍କେ ଆରେକ୍ ଗଟ୍ତର୍ ଗଃଚ୍ ସଃଙ୍ଗ୍ ଜଳୁକେ ଇସ୍ୱରାର୍ ତଃୟ୍ କଃସ୍ଟ୍ ନାୟ୍ ।
२४क्योंकि यदि तू उस जैतून से, जो स्वभाव से जंगली है, काटा गया और स्वभाव के विरुद्ध अच्छी जैतून में साटा गया, तो ये जो स्वाभाविक डालियाँ हैं, अपने ही जैतून में साटे क्यों न जाएँगे।
25 ବାୟ୍ବେଣିମଃନ୍ ଇ ବିସୟେ ଗଟେକ୍ ଗୁପ୍ତ୍ ସଃତ୍ କଃତା ଜାଣାଉଁଲେ, ସେରି ସୁଣ୍ଲେକ୍, ତୁମିମଃନ୍ ନିଜେନିଜେ ଗ୍ୟାନି ବଃଲି ବାବୁ ନଃହାରାସ୍ । ଇସ୍ରାଏଲାର୍ ଲକ୍ମଃନ୍ ସଃବୁବଃଳ୍ ଅମାନ୍ୟା ଅୟ୍ ନଃରେତି । ଅଜିଉଦିମଃନ୍ ସଃବୁ ଲକ୍ ଇସ୍ୱରାର୍ ହାକ୍ ଆସ୍ତା ହଃତେକ୍ ସେମଃନ୍ ସେନ୍କାର୍ ରେତି ।
२५हे भाइयों, कहीं ऐसा न हो, कि तुम अपने आपको बुद्धिमान समझ लो; इसलिए मैं नहीं चाहता कि तुम इस भेद से अनजान रहो, कि जब तक अन्यजातियाँ पूरी रीति से प्रवेश न कर लें, तब तक इस्राएल का एक भाग ऐसा ही कठोर रहेगा।
26 ଆର୍ ଇ ହଃର୍କାରେ ସଃବୁ ଇସ୍ରାଏଲ୍ ମଃନ୍ ମୁକ୍ତି ହାଉତି, ଜଃନ୍କଃରି ଦଃର୍ମ୍ସାସ୍ତରେ ଲେକା ଆଚେ, “ସିଅନେ ହୁଣି ଉଦାର୍ କାରି ଆସେଦ୍, ସେ ଜାକୁବ ତଃୟ୍ହୁଣି ଅଃଦଃର୍ମ୍ ଦୁର୍ କଃରେଦ୍ ।”
२६और इस रीति से सारा इस्राएल उद्धार पाएगा; जैसा लिखा है, “छुड़ानेवाला सिय्योन से आएगा, और अभक्ति को याकूब से दूर करेगा।
27 ଆର୍ ଜଃଡେବଃଳ୍ ଅଃମାର୍ ହାହ୍ ସଃବୁ ଦୁର୍ କଃରୁନ୍ଦ୍ ସଃଡେବଃଳ୍ ସେମଃନାର୍ ସଃଙ୍ଗ୍ ଇ ନିଅମ୍ ଅୟ୍ଦ୍ ।
२७और उनके साथ मेरी यही वाचा होगी, जबकि मैं उनके पापों को दूर कर दूँगा।”
28 ତୁମିମଃନାର୍ ବଃଲାର୍ ହାୟ୍ ଜିଉଦିମଃନ୍ ନିକ କବୁର୍ ଲାତ୍ ମାରି ଇସ୍ୱରାର୍ ସଃତ୍ରୁ ଅୟ୍ଆଚ୍ତି । ମଃତର୍ ଇସ୍ୱରାର୍ ବାଚ୍ଲାର୍ ଗିନେ ଆର୍ ସେମଃନାର୍ ଦାଦିବାବୁର୍ ଗିନେ ସେମଃନ୍ ଇସ୍ୱରାର୍ ଲାଡାର୍ ଅୟ୍ ଆଚ୍ତି ।
२८सुसमाचार के भाव से तो तुम्हारे लिए वे परमेश्वर के बैरी हैं, परन्तु चुन लिये जाने के भाव से पूर्वजों के कारण प्यारे हैं।
29 ବଃଲେକ୍, ଇସ୍ୱର୍ ଜୁୟ୍ମଃନ୍କ୍ ବାଚିକଃରି ଆସିର୍ବାଦ୍ କଃରିଆଚେ, ସେମଃନାର୍ ଗିନେ ତାର୍ ଦାନ୍ସଃବୁ ସଃମାନ୍ ।
२९क्योंकि परमेश्वर अपने वरदानों से, और बुलाहट से कभी पीछे नहीं हटता।
30 ଅଜିଉଦିମଃନ୍ ହୁର୍ବେ ଇସ୍ୱରାର୍ ଅମାନ୍ୟା ରିଲାୟ୍; ମଃତର୍ ଅଃବେ ଜିଉଦିମଃନାର୍ ଅମାନ୍ୟାର୍ ଗିନେ ଅଜିଉଦିମଃନ୍ ଇସ୍ୱରାର୍ ଦଃୟା ହାୟ୍ଆଚ୍ତି ।
३०क्योंकि जैसे तुम ने पहले परमेश्वर की आज्ञा न मानी परन्तु अभी उनके आज्ञा न मानने से तुम पर दया हुई।
31 ସେତାର୍ଗିନେ ଅଜିଉଦିମଃନ୍ ହେଁ ଦଃୟା ହାୟ୍ଆଚ୍ତି, ଜିଉଦିମଃନ୍ ଅଃବେ ଇସ୍ୱରାର୍ ତଃୟ୍ହୁଣି ଦୁରିକ୍ ଜାୟ୍ ରିଲେକ୍ ହେଁ, ଦିନେକ୍ ସେମଃନ୍ ବାଉଳି ଆସି ଦଃୟା ହାଉତି ।
३१वैसे ही उन्होंने भी अब आज्ञा न मानी कि तुम पर जो दया होती है इससे उन पर भी दया हो।
32 ଇସ୍ୱର୍ ସଃବ୍କେ ଅମାନ୍ୟା ଅଃଉଁକେ ଚାଡି ଦଃୟ୍ ଆଚେ, ସେତାକ୍ ସଃବୁଲକ୍ ଇସ୍ୱରାର୍ ଦଃୟା ହାଉଁ ହାର୍ତି । (eleēsē )
३२क्योंकि परमेश्वर ने सब को आज्ञा न मानने के कारण बन्द कर रखा है ताकि वह सब पर दया करे। (eleēsē )
33 ଇସ୍ୱର୍ କଃଡେକ୍ ବଃଡ୍, ତାର୍ ବୁଦି ଆର୍ ଗ୍ୟାନ୍ କଃତେକ୍ ଡେଙ୍ଗ୍! ତାର୍ ବିଚାର୍ ସଃବୁ କେ ବୁଜାଉଁ ହାରେ? କେ ତାର୍ ବାଟ୍ ସଃବୁ ଜାଣୁ ହାରେ?
३३अहा, परमेश्वर का धन और बुद्धि और ज्ञान क्या ही गम्भीर है! उसके विचार कैसे अथाह, और उसके मार्ग कैसे अगम हैं!
34 ସାସ୍ତରେ ଜଃନ୍କାର୍ ଲେକା ଆଚେ, “କେ ଇସ୍ୱରାର୍ ମଃନ୍ ବାବ୍ ଜାଣି ଆଚେ? କେ ତାକ୍ ଉପ୍ଦେସ୍ ଦେଉଁକ୍ ହାରେ?
३४“प्रभु कि बुद्धि को किसने जाना? या उनका मंत्री कौन हुआ?
35 କେ ଇସ୍ୱର୍କେ ଅଃନ୍କାର୍ କାୟ୍ରି ଦେଉଁ ହାରି ଆଚେ, ସେତାର୍ ବାଦୁଲ୍ ଇସ୍ୱର୍କେ ଦେଉଁକେ ହଃଳିଆଚେ?”
३५या किसने पहले उसे कुछ दिया है जिसका बदला उसे दिया जाए?”
36 ବଃଲେକ୍ ସଃବୁ ବିସୟ୍ ଇସ୍ୱର୍ ତଃୟ୍ହୁଣି ତିଆର୍ ଅୟ୍ଆଚେ, ସଃବୁ ବିସୟ୍ ତାର୍ ଗିନେ ଆର୍ ତାର୍ ଜଃଜ୍ମାନ୍ ଗିନେ ଅୟ୍ଆଚେ । ଜୁଗେଜୁଗେ ତାର୍ ଜଃଜ୍ମାନ୍ । ଆମେନ୍ । (aiōn )
३६क्योंकि उसकी ओर से, और उसी के द्वारा, और उसी के लिये सब कुछ है: उसकी महिमा युगानुयुग होती रहे। आमीन। (aiōn )