< ପ୍ରକାସିତ୍ 8 >
1 ମେଣ୍ଡାହିଲା ଜଃଡେବଃଳ୍ ସାତ୍ ଲଃମ୍ବର୍ ମୁଦ୍ରା ବାଙ୍ଗ୍ଲା, ସଃଡେବଃଳ୍ ସଃର୍ଗେ ହାକାହାକି ଅଦା ଗଣ୍ଟା ହଃତେକ୍ ଚିମ୍ରା ଚାହି ଗଃଲି ।
Og da det åbnede det syvende Segl, blev der Tavshed i Himmelen omtrent en halv Time.
2 ତାର୍ହଃଚେ ମୁୟ୍ଁ ଇସ୍ୱରାର୍ ମୁୟେ ଟିଆ ଅୟ୍ଲା ସାତ୍ ଗଟ୍ ଦୁତ୍କେ ଦଃକ୍ଲେ, ସେମଃନ୍କେ ସାତ୍ଗଟ୍ ତୁରି ଦିଆ ଅୟ୍ଲି ।
Og jeg så de syv Engle, som stå for Guds Åsyn; og der blev givet dem syv Basuner.
3 ସେତାକ୍ ଆରେକ୍ ଗଟେକ୍ ଦୁତ୍ ଆସି ବେଦି ଲଃଗେ ଟିଆ ଅୟ୍ଲି, ତାର୍ ଆତେ ସନାର୍ ବଃତିରୁକା ରିଲି, ଆରେକ୍ ସିଙ୍ଗାସଣ୍ ମୁଁ ଲଃଗାର୍ ସନାର୍ ବେଦି ଉହ୍ରେ ସଃବୁ ଦଃର୍ମି ଲକ୍ମଃନାର୍ ପାର୍ତ୍ନା ସଃଙ୍ଗ୍ ମିସୁକ୍ ତାକ୍ ଗାଦେକ୍ ଦୁହ୍ଣି ଦିଆ ଅୟ୍ଲି ।
Og en anden Engel kom og stillede sig ved Alteret med et Guldrøgelsekar, og der blev givet ham megen Røgelse, for at han skulde føje den til alle de helliges Bønner på Guldalteret foran Tronen.
4 ସେତାକ୍ ଦୁତାର୍ ଆତେହୁଣି ଦୁହ୍ଣିର୍ ଦୁଆଁ ଦଃର୍ମି ଲକ୍ମଃନାର୍ ପାର୍ତ୍ନା ସଃଙ୍ଗ୍ ଇସ୍ୱର୍ ମୁୟେ ଉଟ୍ଲି ।
Og Røgen af Røgelsen steg op, med de helliges Bønner, fra Engelens Hånd før Guds Åsyn.
5 ହଃଚେ ସେ ଦୁତ୍ ବଃତିରୁକା ଦଃରି ବେଦିର୍ ଜୟେ ସେରି ହୁର୍ନ୍ କଃରି ହୁର୍ତି ଉହ୍ରେ ହଃକାୟ୍ଲା । ସେତାକ୍ ବିଜ୍ଲି ସଃବ୍ଦ୍, ବିନ୍ବିନ୍ ସଃବ୍ଦ୍, ଉଜାଳ୍ ଆର୍ ମାଟି ଲଦ୍ବଃଦ୍ଲି ।
Og Engelen tog Røgelsekarret og fyldte det med Ild fra Alteret og kastede den på Jorden; og der kom Torden og Røster og Lyn og Jordskælv.
6 ସଃଡେବଃଳ୍ ସାତ୍ଗଟ୍ ତୁରି ଦଃର୍ଲା ସାତ୍ଗଟ୍ ଦୁତ୍ ତୁରି ସଃବଦ୍ କଃରୁକେ ଜଃଗ୍ରାତ୍ ଅୟ୍ଲାୟ୍ ।
Og de syv Engle, som havde de syv Basuner, gjorde sig rede til at basune.
7 ହଃର୍ତୁ ଦୁତ୍ ତୁରି ସଃବ୍ଦ୍ କଃଲା ଦାହ୍ରେ ବଃନି ମିସ୍ଲା ଟେଳା ଆର୍ ଜୟ୍ ଆସି ହୁର୍ତିୟେ ହଃକାୟ୍ ଅୟ୍ଲି; ସେତାକ୍ ହୁର୍ତି ଆର୍ ଗଃଚ୍ମଃନାର୍ ତିନିବାଗ୍ ହୁଣି ଗଟେକ୍ ବାଗ୍ ଆରେକ୍ ସଃବୁ କଃଚା ହଃତ୍ରିଆ ଡିସ୍ତା ରଃନ୍ ସଃବୁ ହଡିଗଃଲି ।
Og den første basunede, og der kom Hagl og Ild, blandet med Blød, og blev kastet på Jorden; og Tredjedelen af Jorden blev opbrændt, og alt grønt Græs opbrændtes.
8 ଦୁୟ୍ ଲଃମ୍ବର୍ ଦୁତ୍ ତୁରି ସଃବଦ୍ କଃଲାଦାହ୍ରେ ଜଃନ୍କଃରି ଜୟ୍ଲାଗ୍ତା ଗଟେକ୍ ବଃଡ୍ ହଃର୍ବାତ୍ ସଃମ୍ନ୍ଦେ ହଃକାୟ୍ ଅୟ୍ଲି । ସେତାକ୍ ସଃମ୍ନ୍ଦାର୍ ତିନିବାଗ୍ ହୁଣି ଗଟେ ବାଗ୍ ବଃନି ଅୟ୍ଗଃଲି,
Og den anden 'Engel basunede, og det var, som et stort brændende Bjerg blev kastet i Havet; og Tredjedelen af Havet blev til Blod.
9 ଆରେକ୍ ସଃମ୍ନ୍ଦେ ରିଲା ଜଃତୁମଃନାର୍ ତିନିବାଗ୍ ମଃଲାୟ୍ ଆର୍ ଡଙ୍ଗାର୍ ତିନିବାଗ୍ ନଃସ୍ଟ୍ ଅୟ୍ଲି ।
Og Tredjedelen af de Skabninger i Havet, som havde Liv, døde; og Tredjedelen af Skibene blev ødelagt.
10 ତିନି ଲଃମରାର୍ ଦୁତ୍ ତୁରି ସଃବ୍ଦ୍ କଃଲାଦାହ୍ରେ ଜୟ୍ଦାଉ ହର୍ ଲାଗ୍ତା ଗଟେକ୍ ବଃଡ୍ ତାରା ଅଃଗାସେ ହୁଣି ଉଟ୍କି ଅୟ୍ ଗାଡ୍ ମଃନାର୍ ତିନିବାଗେ ହୁଣି ଗଟେ ବାଗ୍ ହାଜ୍ରାହାଣି ଉହ୍ରେ ଅଦୁର୍ଲି ।
Og den tredje Engel basunede, og fra Himmelen faldt der en stor Stjerne, brændende som en Fakkel, og den faldt på Tredjedelen al Floderne og på Vandkilderne.
11 ସେ ତାରାର୍ ନାଉଁ “ହିତା ।” ସେତାକ୍ ହାଣିର୍ ୩ ବାଗ୍ ହୁଣି ଗଟେ ବାଗ୍ ହିତା ଅୟ୍ଲି, ଆର୍ ଗାଦେକ୍ ଲକ୍ ସେ ହାଣିର୍ ଗିନେ ମଃଲାୟ୍, ବଃଲେକ୍ ସେରି ହିତା କଃରା ଜାୟ୍ରିଲି ।
Og Stjernens Navn kaldes Malurt; og Tredjedelen af Vandene blev til Malurt, og mange af Menneskene døde af Vandene, fordi de vare blevne beske.
12 ଚାରି ଲଃମ୍ବର୍ ଦୁତ୍ ତୁରି ସଃବ୍ଦ୍ କଃଲା ଦାହ୍ରେ, ବେଳ୍, ଜଃନ୍ ଆର୍ ତାରାମଃନାର୍ ତିନିବାଗ୍ ହୁଣି ଗଟେବାଗ୍ ଦଃକା ହାୟ୍ଲାକ୍ ସେସଃବୁର୍ ତିନିବାଗାର୍ ଗଟେ ବାଗ୍ ଅଃନ୍ଦାର୍ ଅୟ୍ଲି, ଦିନାର୍ ତିନିବାଗାର୍ ଗଟେ ବାଗ୍ ଉଜାଳ୍ ନୟ୍ଲି ଆର୍ ରାତି ହେଁ ସେରଃକମ୍ ଅୟ୍ଲି ।
Og den fjerde Engel basunede, og Tredjedelen af Solen og Tredjedelen af Månen og Tredjedelen af Stjernerne blev ramt, så at Tredjedelen af dem blev formørket, og Dagen mistede Tredjedelen af sit Lys og Natten ligeså.
13 ହଃଚେ ମୁଁୟ୍ ଦଃକ୍ଲେ, ଆର୍ ଅଃଗାସାର୍ ମଃଜି ବାଗେ ଉଡ୍ତିରିଲା ଗଟେକ୍ ରାବଣ୍ ଚେଳେ ଉଲ୍ଗାଟ୍ ଅୟ୍ ଇରି କଃଉତି ରିଲାର୍ ସୁଣ୍ଲେ, ଚି! ଚି! ଚି! ହୁର୍ତିବିର୍ ଦୁକ୍ ହାଉତା ଲକ୍ମଃନ୍, କାୟ୍ତାକ୍ବଃଲେକ୍ ଆରେକ୍ ତିନି ଗଟ୍ ଦୁତ୍ ତୁରି ସଃବ୍ଦ୍ କଃରୁକେ ଜଃଉଁଲାୟ୍ ।
Og jeg så, og jeg hørte en Ørn flyve midt oppe under Himmelen og sige med høj Røst: Ve, ve, ve dem, som bo på Jorden, for de øvrige Basunrøster fra de tre Engle, som skulle basune.