< ପ୍ରକାସିତ୍ 4 >
1 ଇତାର୍ ହଃଚେ ମୁଁୟ୍ ଦଃକ୍ଲେ, ଆର୍ ଦଃକା, ସଃର୍ଗେ ଗଟେକ୍ ଦୁଆର୍ ଉଗାଳା ଆଚେ; ଆରେକ୍ ତୁରିର୍ ସଃବ୍ଦ୍ ହର୍ ମର୍ ସଃଙ୍ଗ୍ କଃତା ଅଃଉତା ଜୁୟ୍ ଟଣ୍ଡ୍ ମୁୟ୍ଁ ହୁର୍ବେ ସୁଣି ରିଲେ, ସେରି କୟ୍ଲି, “ଇହାକ୍ ଉଟିଆଉ; ଜୁୟ୍ସଃବୁ ଇତାର୍ହଃଚେ ବାୟ୍ଦ୍ରେ ଗଃଟେଦ୍, ସେ ସଃବୁ ମୁଁୟ୍ ତକ୍ ଦଃକାୟ୍ନ୍ଦ୍ ।”
Potom jsem viděl, a aj, dveře otevříny byly v nebi, a hlas první, kterýž jsem byl slyšel jako trouby, an mluví se mnou, řkoucí: Vstup sem, a ukážiť, co se má díti potom.
2 ସେଦାହ୍ରେ ମୁୟ୍ଁ ଆତ୍ମାୟ୍ ହୁର୍ନ୍ ଅୟ୍ଲେ, ଆର୍ ଦଃକା, ସଃର୍ଗେ ଗଟେକ୍ ସିଙ୍ଗାସଣ୍ ସଃଙ୍ଗାୟ୍ଲାର୍ ଆଚେ, ଆରେକ୍ ସଃର୍ଗେ ସିଙ୍ଗାସଣ୍ ଉହ୍ରେ ଗଟେକ୍ ଲକ୍ ବଃସି ଆଚେ ।
A hned byl jsem u vytržení ducha, a aj, trůn postaven byl na nebi, a na trůnu jeden seděl.
3 ବଃସିରିଲା ଲକାର୍ ରୁହ୍ ହିରା ଆର୍ ମଣି ହର୍, ଜିକ୍ଜିକା ଡିସ୍ତିରିଲି ଆର୍ ସିଙ୍ଗାସଣାର୍ ଚାରିବେଳ୍ତ୍ ଗଟେକ୍ ଲିଙ୍ଗିଲାଟି, ଆର୍ ମରକତ ମଣି ହର୍ ଡିସ୍ତି ରିଲି ।
A ten, jenž seděl, podoben byl obličejem kameni jaspidu a sardiovi; a vůkol toho trůnu byla duha, na pohledění podobná smaragdu.
4 ଆରେକ୍ ସିଙ୍ଗାସଣାର୍ ଚାରି ବାଟ୍ୟା ଚାରିଗଟ୍ ସିଙ୍ଗାସଣ୍ ସଃଙ୍ଗା ଅୟ୍ଆଚେ ଆର୍ ସିଙ୍ଗାସଣ୍ମଃନାର୍ ଉହ୍ରେ ଚବିସ୍ଗଟ୍ ପାରାଚିନ୍ ବଃସି ଆଚ୍ତି, ସେମଃନ୍ ଦବ୍ଳା ବଃସ୍ତର୍ ହିନ୍ଦି ଆଚ୍ତି ଆର୍ ସେମଃନାର୍ ମୁଣ୍ଡ୍ ଉହ୍ରେ ସନାର୍ ମୁକୁଟ୍ ।
A okolo toho trůnu bylo stolic čtyřmecítma, a na těch stolicích viděl jsem čtyřmecítma starců sedících, oblečených v roucha bílá. A měli na hlavách svých koruny zlaté.
5 ସିଙ୍ଗାସଣ୍ ତଃୟ୍ହୁଣି ବିଜ୍ଲି, ବିନ୍ବିନ୍ ଟଣ୍ଡ୍ ଆର୍ ମେଗାର୍ ଗଃର୍ଜାଣ୍ ବାରାଉଁଲି, ଆର୍ ସିଙ୍ଗାସଣାର୍ ମୁୟେ ଜୟ୍ଲାଗ୍ତା ସାତ୍ଗଟ୍ କୁପି ଲାଗୁଲି, ଇ ସାତ୍ଗଟ୍ କୁପି ଇସ୍ୱରାର୍ ସାତ୍ଗଟ୍ ଆତ୍ମା ।
A z toho trůnu pocházelo blýskání, a hromobití, a hlasové. A sedm lamp ohnivých hořících před trůnem, jenž jsou sedm Duchů Božích.
6 ସିଙ୍ଗାସଣ୍ ମୁୟେ କାଚ୍ ହର୍ ହଃଟିଚ୍ ଗଟେକ୍ ସଃମ୍ନ୍ଦ୍; ସିଙ୍ଗାସଣ୍ ଚାରିବାଟାର୍ ମଃଜାୟ୍ ଚାରିଗଟ୍ ଜଃତୁ ରିଲାୟ୍, ସେମଃନାର୍ ଆଗ୍ବାଟ୍ ଆର୍ ହଃଚ୍ବାଟ୍ ଆକିମଃନ୍ ରିଲି ।
A před trůnem bylo moře sklené, podobné křišťálu, a uprostřed trůnu a vůkol trůnu čtvero zvířat, plných očí zpředu i zzadu.
7 ହଃର୍ତୁ ଜଃତୁ ସିମାବାଗ୍ ହର୍, ଦୁୟ୍ ଲଃମର୍ ଜଃତୁ ସଃଣ୍ଡ୍ ହର୍, ତିନି ଲଃମ୍ବର୍ ଜଃତୁର୍ ମୁଉଁ ନଃର୍ ମୁଉଁ ହର୍, ଆରେକ୍ ଚାରି ଲଃମ୍ବର୍ ଜଃତୁ ଉଡ୍ତା ରାବଣ୍ ହର୍ ।
A zvíře první podobné bylo lvu, a druhé zvíře podobné teleti, a třetí zvíře mající tvárnost jako člověk, a čtvrté zvíře podobné orlu letícímu.
8 ହଃତି ଜଃତୁର୍ ଚଅ ଚଅ ଗଟ୍ ଡେଣା, ସେ ଡେଣାମଃନାର୍ ହଃଦାବାଟ୍ ଆର୍ ବିତୁର୍ ବାଟ୍ ଅଃକାୟ୍ ହୁର୍ନ୍ ଆଚେ । ସେମଃନ୍ ଦିନ୍ରାତି ନଃବିସାୟ୍ କଃଉଁଲାୟ୍, “ଜେ ସଃବ୍କେ ସଃକାତ୍, ଜେ ରିଲା, ଆଚେ ଆର୍ ଆସୁକ୍ ଆଚେ, ସେ ମାପ୍ରୁ ଇସ୍ୱର୍ ପବିତ୍ର, ପବିତ୍ର, ପବିତ୍ର ।”
A jedno každé z těch čtyř zvířat mělo šest křídel okolo, a vnitř plná byla očí, a neměla odpočinutí dnem i nocí, říkajíce: Svatý, svatý, svatý Pán Bůh všemohoucí, kterýž byl, a jest, i přijíti má.
9 ଜିବ୍ଜଃତୁମଃନ୍ ଜଃଡେବଃଳ୍ ସେ ସିଙ୍ଗାସଣେ ବଃସିରିଲା ସଃବୁବଃଳ୍ ଜିବନ୍ ରେତା ଲକ୍କେ ଜଃଜ୍ମାନ୍, ମାନ୍ତି ଆର୍ ଜୁଆର୍ କଃର୍ତି ରିଲାୟ୍, (aiōn )
A když ta zvířata vzdávala slávu a čest i díků činění sedícímu na trůnu, živému na věky věků, (aiōn )
10 ସଃଡେବଃଳ୍ ଚବିସ୍ ପାରାଚିନ୍ ସିଙ୍ଗାସଣେ ବଃସିରିଲା ଲକାର୍ ଚଃମେ ମୁଣ୍ଡିଆ ମାରି ସଃବୁବଃଳ୍ ଜିବନ୍ ରେତା ଲକ୍କେ ଜୁଆର୍ କଃଲାୟ୍ ଆର୍ ସିଙ୍ଗାସଣାର୍ ମୁଏଁ ଅଃହ୍ଣା ଅଃହ୍ଣାର୍ ମୁକୁଟ୍ ସଃଙ୍ଗାୟ୍ କଃଉଁଲାୟ୍, (aiōn )
Padlo těch čtyřmecítma starců před obličejem sedícího na trůnu, a klanělo se živému na věky věků, a metali koruny své před trůnem, řkouce: (aiōn )
11 “ଏ ଅଃମିମଃନାର୍ ମାପ୍ରୁ ଇସ୍ୱର୍, ତୁୟ୍ ଜଃଜ୍ମାନ୍, ମାନ୍ତି ଆର୍ ସଃକ୍ତି ହାଉଁକ୍ ଜୟ୍ଗ୍, ତୁୟ୍ ସଃବୁ ଉବ୍ଜାଣ୍ କଃରି ଆଚ୍ସି, ଆର୍ ତର୍ ଇଚାୟ୍ ସେସଃବୁ ଜିବନ୍ ହାୟ୍ ଉବ୍ଜାଣ୍ ଅୟ୍ଆଚେ ।”
Hoden jsi, Pane, přijíti slávu, a čest, i moc; nebo ty jsi stvořil všecky věci, a pro vůli tvou trvají, i stvořeny jsou.