< ପ୍ରକାସିତ୍ 20 >
1 ତାର୍ହଃଚେ ମୁୟ୍ଁ ଆରେକ୍ ଗଟେକ୍ ଦୁତ୍କେ ସଃର୍ଗେ ହୁଣି ଉତ୍ରି ଆସ୍ତାର୍ ଦଃକ୍ଲେ, ତାର୍ ଆତେ ହଃତାଳ୍ ରାଜିର୍ କୁଚିକାଡା ଆର୍ ଗଟେକ୍ ବଜ୍ ସିକ୍ଳି ରିଲି । (Abyssos )
Og jeg saa en Engel stige ned fra Himmelen, han havde Afgrundens Nøgle og en stor Lænke i sin Haand. (Abyssos )
2 ସେରି ସେ ହଃର୍ନା ନାଗ୍ ସାହ୍, ସେ ଡାଣି ଆର୍ ସୟ୍ତାନ୍କେ ଦଃରି ୧,୦୦୦ ବଃର୍ସ୍ ହଃତେକ୍ ସିକ୍ଳି ତଃୟ୍ ବାନ୍ଦ୍ଲା ।
Og han greb Dragen, den gamle Slange, som er Djævelen og Satan, og bandt ham for tusinde Aar
3 ଆରେକ୍ ତାକ୍ ହଃତାଳ୍ କୁଣ୍ଡେ ହଃକାୟ୍ ସେତିର୍ ଦୁଆର୍ ଡାହ୍ଲାୟ୍ ଆର୍ ଦୁଆରେ ମୁଦ୍ରା ମାର୍ଲାୟ୍ । ଏକ୍ ଆଜାର୍ ବଃର୍ସ୍ ନଃସେର୍ତା ହଃତେକ୍ ସେ ଆରେକ୍ କୁୟ୍ ଦେସାର୍ ଲକ୍କେ ବାମ୍ଳାଉଁ ନାହାରେ । ତାର୍ହଃଚେ କଃତେକ୍ ବେଳାର୍ ଗିନେ ତାକ୍ ଚାଡା ଅୟ୍ଦ୍ । (Abyssos )
og kastede ham i Afgrunden og lukkede og forseglede over ham, for at han ikke mere skulde forføre Folkeslagene, førend de tusinde Aar vare til Ende; derefter skal han løses en lille Tid. (Abyssos )
4 ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ ।
Og jeg saa Troner, og de satte sig paa dem, og Dommermagt blev given dem; og jeg saa deres Sjæle, som vare halshuggede for Jesu Vidnesbyrds og for Guds Ords Skyld, og dem, som ikke havde tilbedet Dyret eller dets Billede og ikke havde taget Mærket paa deres Pande og paa deres Haand; og de bleve levende og bleve Konger med Kristus i tusinde Aar.
5 ବାକି ମଃଲା ଲକ୍ମଃନାର୍ ବିତ୍ରେ ସେ ୧,୦୦୦ ବଃର୍ସ୍ ନଃସେର୍ତା ହଃତେକ୍ କେ ହେଁ ଜିବନ୍ ହାୟ୍ ନଃରିଲାୟ୍ । ଇରି ହଃକା ମଃଲା ଲକ୍ମଃନ୍ ହଃର୍ତୁ ଉଟ୍ତାର୍ ।
De øvrige af de døde bleve ikke levende, førend de tusinde Aar vare til Ende. Dette er den første Opstandelse.
6 ମଃଲା ଲକ୍ମଃନାର୍ ଇ ହଃର୍ତୁ ଉଟ୍ତା ତଃୟ୍ ଜୁୟ୍ମଃନ୍ ମିସି ଆଚ୍ତି, ସେମଃନାର୍ କଃଡେକ୍ ବାୟ୍ଗ୍ ଆର୍ କଃଡେକ୍ ସଃର୍ଦା । ସେମଃନାର୍ ଉହ୍ରେ ଆରେକ୍ ମଃର୍ନାର୍ ଅଃଦିକାର୍ ନାୟ୍ । ମଃତର୍ ସେମଃନ୍ ଇସ୍ୱରାର୍ ଆର୍ କ୍ରିସ୍ଟର୍ ଜାଜକ୍ ଅୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ହଃତେକ୍ ରାଇଜ୍ କଃର୍ତି ।
Salig og hellig er den, som har Del i den første Opstandelse; over disse har den anden Død ikke Magt, men de skulle være Guds og Kristi Præster og skulle være Konger med ham i de tusinde Aar.
7 ସେ ୧,୦୦୦ ବଃର୍ସ୍ ସଃର୍ଲା ହଃଚେ ସୟ୍ତାନ୍କେ ବାନ୍ଦୁଣେ ହୁଣି ମୁକ୍ଳାୟ୍ ଦିଆ ଅୟ୍ଦ୍,
Og naar de tusinde Aar ere til Ende, skal Satan løses af sit Fængsel.
8 ଆର୍ ସେ ଗଗ୍ ଆର୍ ମାଗଗ୍ ହର୍ ହୁର୍ତିବିର୍ ଚାରିହାକ୍ ସଃମ୍ନ୍ଦାର୍ ବାଲି ହର୍ ବିଚ୍ରି ଅୟ୍ରିଲା ଜାତିମଃନାର୍ ଅଲେକାର୍ ଦଃଳ୍କେ ସୟ୍ତାନ୍ ବାମ୍ଳାୟ୍ କଃରି ଜୁଜ୍ ଗିନେ ଗଟେ ତଃୟ୍ କଃରୁକେ ବାରାୟ୍ ଜାୟ୍ଦ୍ ।
Og han skal gaa ud for at forføre Folkeslagene ved Jordens fire Hjørner, Gog og Magog, for at samle dem til Krig; deres Tal er som Havets Sand.
9 ସେମଃନ୍ ହୁର୍ତିବିର୍ ଚାରିହାକ୍ ବିଚ୍ରି ଅୟ୍ ଦଃର୍ମି ଲକ୍ମଃନାର୍ ଜଃଗା ମଃନ୍କେ ଆର୍ ଇସ୍ୱରାର୍ ଲାଡାର୍ ଗଃଳ୍ମଃନ୍କେ ବେଳ୍ତି । ମଃତର୍ ସଃଡେବଃଳ୍ ସଃର୍ଗେ ହୁଣି ଜୟ୍ ଅଦ୍ରି ସେମଃନ୍କେ ବଃସମ୍ କଃରେଦ୍ ।
Og de droge frem over Jordens Flade og omringede de helliges Lejr og den elskede Stad. Og Ild faldt ned fra Himmelen fra Gud og fortærede dem.
10 ଆର୍ ଜୁୟ୍ ଗଃନ୍ଦକ୍ ଜୟ୍ ଲାଗ୍ତା କୁଣ୍ଡେ ଜଃତୁ ଆର୍ ବମ୍ଳାଉତା ବାବ୍ବାଦିକେ ହଃକା ଅୟ୍ରିଲି, ବଃମ୍ଳାଉତା ସୟ୍ତାନ୍କେ ହେଁ ସେଲଃଗେ ହଃକା ଅୟ୍ଦ୍ । ସେମଃନ୍ ବିନ୍ ରାତି ଜୁଗେଜୁଗେ କଃସ୍ଟ୍ ବୟ୍ଗ୍ କଃର୍ତି । (aiōn , Limnē Pyr )
Og Djævelen, som forførte dem, blev kastet i Ild- og Svovlsøen, hvor ogsaa Dyret og den falske Profet var; og de skulle pines Dag og Nat i Evighedernes Evigheder. (aiōn , Limnē Pyr )
11 ତାର୍ହଃଚେ ମୁୟ୍ ଗଟେକ୍ ବଃଡ୍ ଦବ୍ଳା ରଃଙ୍ଗାର୍ ସିଙ୍ଗାସଣ୍ ଆର୍ ସେତି ବଃସି ରିଲା ଗଟେକ୍ ଲକ୍କେ ଦଃକ୍ଲେ । ତାର୍ ମୁୟେ ହୁଣି ହୁର୍ତି ଆର୍ ଅଃଗାସ୍ ମଃଣ୍ଡଳ୍ ହଃଳାୟ୍ଲାୟ୍ ଆର୍ ସେରିମଃନ୍ ନଃଡିସ୍ଲି
Og jeg saa en stor, hvid Trone og ham, som sad derpaa; for hans Aasyn flyede Jorden og Himmelen, og der blev ikke fundet Sted for dem.
12 ଆରେକ୍ ମୁୟ୍ ସାନ୍ ଆର୍ ବଃଡ୍ ସଃବୁ ମଃଲା ଲକ୍ମଃନ୍କେ ସିଙ୍ଗାସଣାର୍ ମୁୟେ ଟିଆ ଅୟ୍ରିଲାର୍ ଦଃକ୍ଲେ । ଆର୍ ପୁସ୍ତକ୍ମଃନ୍ ସଃବୁ ଉଗାଳା ଅୟ୍ଲି, ଆର୍ ଜିବନ୍ ପୁସ୍ତକ୍ ନାଉଁଆର୍ ଆରେକ୍ ଗଟେକ୍ ପୁସ୍ତକ୍ ଉଗାଳା ଅୟ୍ଲି । ସେ ଜିବନ୍ ବଇ ତଃୟ୍ ଲକ୍ମଃନାର୍ କଃଲା କାମ୍ମଃନାର୍ ବିସୟେ ଜାୟ୍ରି ସଃବୁ ଲେକା ଅୟ୍ରିଲି, ସେ ହଃର୍କାରେ ସେମଃନାର୍ ବିଚାର୍ କଃରା ଅୟ୍ଲି ।
Og jeg saa de døde, de store og de smaa, staaende for Tronen, og Bøger bleve aabnede; og en anden Bog blev aabnet, som er Livets Bog; og de døde bleve dømte efter det, som var skrevet i Bøgerne, efter deres Gerninger.
13 ଆର୍ ସଃମ୍ନ୍ଦ୍ ଅଃହ୍ଣାର୍ ବିତ୍ରେ ମଃରିରିଲା ଲକ୍ମଃନ୍କେ ସଃହ୍ରି ଦିଲି । ଆରେକ୍ ମଃର୍ନ୍ ଆର୍ ହଃତାଳ୍ ସେମଃନାର୍ ତଃୟ୍ ରିଲା ମଃଲା ଲକ୍ମଃନ୍କେ ସଃହ୍ରି ଦିଲାୟ୍ । ଆର୍ ସେମଃନ୍ ସଃବୁ ଲକ୍ ନିଜାର୍ ନିଜାର୍ କଃଲା କାମ୍ ହଃର୍କାରେ ବିଚାର୍ କଃରା ଅୟ୍ଲି । (Hadēs )
Og Havet afgav de døde, som vare i det; og Døden og Dødsriget afgave de døde, som vare i dem, og de bleve dømte, hver efter sine Gerninger. (Hadēs )
14 ତାର୍ହଃଚେ ମଃର୍ନ୍ ଆର୍ ହଃତାଳ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହଃକା ଗଃଲି । ଇ ଜୟ୍ ଲାଗ୍ତା କୁଣ୍ଡ୍ ଅୟ୍ଲି, ଦୁୟ୍ ଲମ୍ବର୍ ମଃର୍ନ୍ । (Hadēs , Limnē Pyr )
Og Døden og Dødsriget bleve kastede i Ildsøen. Dette er den anden Død, Ildsøen. (Hadēs , Limnē Pyr )
15 ଜୁୟ୍ ଲକ୍ମଃନାର୍ ନାଉଁ ଜିବନ୍ ସାସ୍ତର୍ ତଃୟ୍ ଲେକା ଅୟ୍ନଃରିଲି, ସେମଃନ୍କେ ସେ ଜୟ୍ ଲାଗ୍ତା କୁଣ୍ଡେ ହିଙ୍ଗା ଅୟ୍ଲି । (Limnē Pyr )
Og dersom nogen ikke fandtes skreven i Livets Bog, blev han kastet i Ildsøen. (Limnē Pyr )