< ପ୍ରକାସିତ୍‌ 12 >

1 ହଃଚେ ଅଃଗାସେ ଗଟେକ୍‌ ବଃଡ୍ ଚିନ୍ ଦଃକା ଗଃଲି; ବେଳ୍‌ ହିନ୍ଦିରିଲା ଗଟେକ୍‌ ମାୟ୍‌ଜି, ତାର୍‌ ହାଦ୍‌ ତଃଳେ ଜଃନ୍ ଆର୍‌ ମୁଣ୍ଡେ ବାରଗଟ୍‌ ତାରା ଲାଗିରିଲା ଗଟେକ୍‌ ମୁକୁଟ୍‌ ।
Og et stort Tegn blev set i Himmelen: En Kvinde, iklædt Solen og med Maanen under sine Fødder og en Krans af tolv Stjerner paa sit Hoved.
2 ସେ ଆଙ୍ଗେ ଅୟ୍‌ ହିଲା ଜଃଲମ୍‌ କଃର୍ତା ଦୁକାକ୍‌ କାନ୍ଦିକଃରି ହିଲା ଜଃଲମାର୍‌ କଃସ୍ଟ୍‌ ହାଉତିରିଲି ।
Og hun var frugtsommelig og skreg i Barnsnød, under Fødselsveer.
3 ଅଃଗାସେ ଆରେକ୍‌ ଗଟେକ୍‌ ଚିନ୍ ଦଃକା ଗଃଲି; ଦଃକା, ଗଟେକ୍‌ ବଃଡ୍ କାଳ୍‌ସାହ୍‌, ତାର୍‌ ସାତ୍‌ଗଟ୍‌ ମୁଣ୍ଡ୍ ଆର୍‌ ଦଃସ୍‌ଗଟ୍‌ ସିଙ୍ଗ୍, ମୁଣ୍ଡ୍ ମଃନାର୍‌ ଉହ୍ରେ ସାତ୍‌ଗଟ୍‌ ମୁକୁଟ୍‌ ।
Og et andet Tegn blev set i Himmelen, og se, der var en stor, ildrød Drage, som havde syv Hoveder og ti Horn og paa sine Hoveder syv Kroner.
4 ତାର୍‌ ଲେଞ୍ଜ୍ ଅଃଗାସାର୍‌ ତିନିବାଗାର୍‌ ଗଟେ ବାଗ୍ ତାରାମଃନ୍‌କେ ଜିକି କଃରି ହୁର୍ତି ତଃୟ୍‌ ହଃକାୟ୍‌ଲି । ଆର୍‌ ସେ ସାହ୍‌, ହିଲା ହାଉଁକ୍‌ ଜାତା ମାୟ୍‌ଜି ହିଲା ହାୟ୍‌ଲା ଦାହ୍ରେ ତାର୍‌ ହିଲାକ୍‌ ଗିଳୁକ୍‌ ତାର୍‌ ମୁୟେ ଟିଆ ଅୟ୍‌ଲି ।
Og dens Hale drog Tredjedelen af Himmelens Stjerner med sig og kastede dem paa Jorden. Og Dragen stod foran Kvinden, som skulde føde, for at sluge hendes Barn, naar hun havde født det.
5 ଜେ ସଃବୁ ଜାତିକ୍‌ ଲଃଉଆର୍‌ ଡାଙ୍ଗ୍ ସଃଙ୍ଗ୍ ସାସନ୍ କଃରେଦ୍‌, ଇବାନ୍ୟା ଗଟେକ୍‌ ଅଃଣ୍ଡ୍ରା ହିଲାକ୍‌ ସେ ମାୟ୍‌ଜି ଜଃଲମ୍‌ କଃଲି, ଆର୍‌ ତାର୍‌ ହିଲା ଇସ୍ୱର୍‌ ଆର୍‌ ତାର୍‌ ସିଙ୍ଗାସଣ୍ ଚଃମେ ଉଟାୟ୍‌ ନିଆଗଃଲି ।
Og hun fødte et Drengebarn, som skal vogte alle Folkeslagene med en Jernstav; og hendes Barn blev bortrykket til Gud og til hans Trone.
6 ଆରେକ୍‌, ସେ ମାୟ୍‌ଜି ବଃଟା ହାକ୍‌ ହଃଳାୟ୍‌ ଗଃଲି, ସେତି ୧,୨୬୦ ବିନ୍ ହଃତେକ୍‌ ରେଉଁକ୍‌ ତାର୍‌ ଗିନେ ଇସ୍ୱର୍‌ ତିଆର୍‌ କଃଲା ଗଟେକ୍‌ ଜଃଗା ରିଲି ।
Og Kvinden flyede ud i Ørkenen, hvor hun har et Sted beredt fra Gud, for at man skal ernære hende der eet Tusinde, to Hundrede og tresindstyve Dage.
7 ତାର୍‌ହଃଚେ ସଃର୍ଗେ ଜୁଜ୍‌ ଅୟ୍‌ଲି, ମିକାଏଲ୍‌ ଆର୍‌ ତାର୍‌ ଦୁତ୍‌ମଃନ୍ ସେ ସାହ୍‌ ଆର୍‌ ତାର୍‌ ଦୁତ୍‌ମଃନାର୍‌ ସଃଙ୍ଗ୍ ଜୁଜ୍‌ କଃଲାୟ୍‌ । ସେତାକ୍‌ ସେ ସାହ୍‌ ଆର୍‌ ତାର୍‌ ଦୁତ୍‌ମଃନ୍ ହେଁ ଜୁଜ୍‌ କଃଲାୟ୍‌,
Og der blev en Kamp i Himmelen: Mikael og hans Engle gave sig til at kæmpe imod Dragen, og Dragen kæmpede og dens Engle.
8 ମଃତର୍‌ ସେମଃନ୍ ଜିଣୁକ୍‌ ନଃହାର୍ଲାୟ୍‌, ଆରେକ୍‌ ସଃର୍ଗେ ସେମଃନ୍ ଟାଣ୍ ନାହାୟ୍‌ଲାୟ୍‌ ।
Men de magtede det ikke, og deres Sted fandtes ikke mere i Himmelen.
9 ସେତାକ୍‌ ସଃବୁ ଜଃଗତ୍‌କେ ଟକଃତାର୍‌, ଦିଆବଳ୍‌ ଆର୍‌ ସୟ୍‌ତାନ୍‌ ନାଉଁଏ ଡାକ୍‌ ହୁଟ୍‌ଲା ସେ ବଃଡ୍ ସାହ୍‌, ସେ ହଃର୍ନା ନାଗ୍, ସେ ଅଃହ୍‌ଣାର୍‌ ଦୁତ୍‌ମଃନାର୍‌ ସଃଙ୍ଗ୍ ହୁର୍ତି ତଃୟ୍‌ ହଃକାୟ୍‌ ଅୟ୍‌ଲି ।
Og den store Drage blev nedstyrtet; den gamle Slange, som kaldes Djævelen og Satan, som forfører den hele Verden, blev nedstyrtet paa Jorden, og hans Engle bleve nedstyrtede med ham.
10 ସଃଡେବଃଳ୍‌ ମୁୟ୍‌ଁ ସଃର୍ଗେ ଇ ବଃଡ୍ ଟଣ୍ଡ୍ ସୁଣ୍‌ଲେ, ଅଃବେ ଅଃମିମଃନାର୍‌ ଇସ୍ୱରାର୍‌ ମୁକ୍ତି, ସଃକାତ୍‌ ଆର୍‌ ରାଇଜ୍‌ ଆରେକ୍‌ ତାର୍‌ କ୍ରିସ୍ଟର୍‌ ଅଃଦିକାର୍‌ ଆସିଆଚେ, କାୟ୍‌ତାକ୍‌ବଃଲେକ୍‌ ଅଃମିମଃନାର୍‌ ବାୟ୍‌ବେଣିମଃନାର୍‌ ଲିନ୍ଦାକଃରୁ, ଜେ ଦିନ୍ ରାତି ସେମଃନାର୍‌ ବିରଦେ ଅଃମାର୍‌ ଇସ୍ୱରାର୍‌ ଚଃମେ ଅଃମାର୍‌ ଦଃସ୍‌ କଃଉତିରିଲି, ସେ ତଃଳେ ହଃକା ଅୟ୍‌ଆଚେ ।
Og jeg hørte en høj Røst i Himmelen sige: Nu er Frelsen og Kraften og Riget blevet vor Guds, og Magten hans Salvedes; thi nedstyrtet er vore Brødres Anklager, som anklagede dem for vor Gud Dag og Nat.
11 ଆର୍‌ ସେମଃନ୍ ମେଣ୍ଡା ହିଲାର୍‌ ବଃନିର୍‌ ଅଃହ୍‌ଣା ଅଃହ୍‌ଣାର୍‌ ସାକିର୍‌ କଃତା ତଃୟ୍‌ ତାକ୍‌ ଜିଣି ଆଚ୍‌ତି, ଆରେକ୍‌ ସେମଃନ୍ ମଃର୍ନ୍‌ ହଃତେକ୍‌ ଅଃହ୍‌ଣା ଅଃହ୍‌ଣାର୍‌ ଜିବନ୍‌କେ ଲାଡ୍‌ ନଃକେର୍ତି ରିଲାୟ୍‌ ।
Og de have overvundet ham i Kraft af Lammets Blod og i Kraft af deres Vidnesbyrds Ord; og de elskede ikke deres Liv, lige til Døden.
12 ବଃଲେକ୍‌, ଏ ସଃର୍ଗ୍‌ ଆର୍‌ ସେତି ବାସା କଃର୍ତା ଲକ୍‌ମଃନ୍, ସଃର୍ଦା କଃରା; ମଃତର୍‌ ଚି! ହୁର୍ତି ଆର୍‌ ସଃମ୍‌ନ୍ଦ୍, ତୁମିମଃନ୍ ଦଃଣ୍ଡାର୍‌ ଜୟ୍‌ଗ୍‌, କାୟ୍‌ତାକ୍‌ବଃଲେକ୍‌ ବେଳ୍‌ ବେସି ଅଃଳକ୍‌ ବଃଲି ଜାଣି ଦିଆବଳ୍‌ ଅଃହ୍‌ଣାର୍‌ ବଃଡେ ରିସାର୍‌ ସଃଙ୍ଗ୍ ତୁମିମଃନାର୍‌ ହାକ୍‌ ଉତ୍ରି ଜାୟ୍‌ଆଚେ ।
Derfor, fryder eder, I Himle, og I, som bo i dem! Ve Jorden og Havet! thi Djævelen er nedstegen til eder og har stor Vrede, fordi han ved, at han kun har liden Tid.
13 ସାହ୍‌ ଅଃହ୍‌ଣାକ୍‌ ହୁର୍ତିୟେ ହଃକା ଅଃଉତାର୍‌ ଦଃକି ସେ ଅଃଣ୍ଡ୍ରାହିଲା ଜଃଲମ୍‌ କଃଲା ମାୟ୍‌ଜିକେ କଃସ୍ଟ୍‌ ଦିଲି ।
Og da Dragen saa, at den var styrtet til Jorden, forfulgte den Kvinden, som havde født Drengebarnet.
14 ସେତାକ୍‌ ସେ ମାୟ୍‌ଜି ଜଃନ୍‌କଃରି ସାହାର୍‌ ମୁୟେ ହୁଣି ରଃକ୍ୟା ହାୟ୍‌ ତିନିବଃର୍ସ୍‌ ଚଅ ମାସ୍‌ ହଃତେକ୍‌ ବାଚି ରୟ୍‌ଦ୍‌, ଇତାର୍‌ ଗିନେ ବଃଟାୟ୍‌ ରିଲା ଅଃହ୍‌ଣାର୍‌ ଜଃଗାୟ୍‌ ଉଡି ଜଃଉଁକେ ତାକ୍‌ ବଃଡ୍ ରାବଣ୍‌ ଚେଳେର୍‌ ଜଳେକ୍‌ ଡେଣା ଦିଆ ଅୟ୍‌ଲି ।
Og den store Ørns tvende Vinger bleve givne Kvinden, for at hun skulde flyve til Ørkenen, til sit Sted, der hvor hun næres en Tid og Tider og en halv Tid, borte fra Slangen.
15 ସେ ମାୟ୍‌ଜିକେ ହାଣାୟ୍‌ ବାସାଉଁକ୍‌ ସାହ୍‌ ତାର୍‌ ହଃଚେ ଅଃହ୍‌ଣାର୍‌ ମୁୟେ ହୁଣି ଗାଡ୍ ହର୍‌ ହାଣି ଉକାଳ୍‌ଲି ।
Og Slangen spyede Vand som en Flod ud af sin Mund efter Kvinden for at bortskylle hende med Floden.
16 ମଃତର୍‌ ହୁର୍ତି ଅଃହ୍‌ଣାର୍‌ ଟଣ୍ଡ୍ ମେଲାକଃରି ସାହ୍‌ ଟଣ୍ଡେ ହୁଣି ବାରାୟ୍‌ଲା ଗାଡ୍‌କେ ଗିଳି କଃରି ମାୟ୍‌ଜିର୍‌ ଉହ୍‌କାର୍‌ କଃଲି ।
Og Jorden kom Kvinden til Hjælp; og Jorden aabnede sin Mund og opslugte Floden, som Dragen havde udspyet af sin Mund.
17 ସେତାକ୍‌ ସାହ୍‌ ମାୟ୍‌ଜିର୍‌ ଉହ୍ରେ ବଃଡେ ରିସା ଅୟ୍‌, ତାର୍‌ ବଃଉଁସାର୍‌ ଜୁୟ୍‌ ବାକିରିଲା ଲକ୍‌ମଃନ୍ ଇସ୍ୱରାର୍‌ ଆଦେସ୍‌ ମାନ୍‌ତି ଆର୍‌ ଜିସୁର୍‌ ବିସୟେ ସାକି ଦେତି, ସେମଃନାର୍‌ ସଃଙ୍ଗ୍ ଜୁଜ୍‌ କଃରୁକେ ଗଃଲି ।
Og Dragen vrededes paa Kvinden og gik bort for at føre Krig imod de øvrige af hendes Sæd, dem, som holde Guds Bud og have Jesu Vidnesbyrd.

< ପ୍ରକାସିତ୍‌ 12 >