< ପ୍ରକାସିତ୍ 10 >
1 ତାର୍ହଃଚେ ମୁଁୟ୍ ଆରେକ୍ ଗଟେକ୍ ସଃକ୍ତିମାନ୍ ଦୁତ୍କେ ସଃର୍ଗେ ହୁଣି ଉତ୍ରି ଆସ୍ତାର୍ ଦଃକ୍ଲେ; ସେ ମେଗେ ଡାହି ଅୟ୍ରିଲା, ତାର୍ ମୁଣ୍ଡ୍ ଉହ୍ରେ ଲିଙ୍ଗିଲାଟି, ତାର୍ ମୁଉଁ ବେଳ୍ ହର୍ ଆର୍ ହାଦ୍ ଜୟ୍ ମୁଣ୍ଡା ହର୍ ।
And I saw another strong messenger coming down out of Heaven, clothed with a cloud, and a rainbow on the head, and his face as the sun, and his feet as pillars of fire,
2 ତାର୍ ଆତେ ଗଟେକ୍ ଉଗାଳା ରିଲା ସାନ୍ ବଇ ରିଲି । ସେ ଅଃହ୍ଣାର୍ କାତାହାଦ୍ ସଃମ୍ନ୍ଦ୍ ଉହ୍ରେ ଆର୍ ଡେବ୍ରିହାଦ୍ ହୁର୍ତି ଉହ୍ରେ ସଃଙ୍ଗାୟ୍ କଃରି,
and he had in his hand a little scroll opened, and he placed his right foot on the sea, and the left on the land,
3 ସିମାବାଗ୍ ଗଃର୍ଜ୍ଲା ହର୍ ଗଃର୍ଜାଣ୍ ସଃବଦେ କୁଦି କୟ୍ଲା, ସେ କୁଦି କୟ୍ଲା ଦାହ୍ରେ ସାତ୍ଗଟ୍ ମେଗ୍ ଗଃର୍ଜାଣ୍ ଅଃହ୍ଣା ଅଃହ୍ଣାର୍ ସଃବ୍ଦ୍ ସୁଣାୟ୍ଲାୟ୍ ।
and he cried with a great voice, as a lion roars, and when he cried, the seven thunders spoke out their voices;
4 ସେ ସାତ୍ଗଟ୍ ମେଗ୍ ଗଃର୍ଜାଣ୍ ଅଃହ୍ଣା ଅଃହ୍ଣାର୍ ସଃବ୍ଦ୍ ସୁଣାୟ୍ଲା ଦାହ୍ରେ ମୁଁୟ୍ ଲେକୁକ୍ ଜାତିରିଲେ, ସଃଡେବଃଳ୍ ମୁଁୟ୍ ମର୍ ହାକ୍ ଅଃଗାସେ ହୁଣି ଆୟ୍ଲା ଇ କଃତା ସୁଣ୍ଲେ, “ସେ ସାତ୍ଗଟ୍ ମେଗ୍ ଗଃର୍ଜାଣ୍ ଜାୟ୍ସଃବୁ ସୁଣାୟ୍ଲାୟ୍, ସେ ସଃବୁ ମୁଦ୍ରା ମାରିକଃରି ସଃଙ୍ଗାଉ, ଲେକ୍ ନାୟ୍ ।”
and when the seven thunders spoke their voices, I was about to write, and I heard a voice out of Heaven saying to me, “Seal the things that the seven thunders spoke,” and, “You may not write these things.”
5 ତାର୍ହଃଚେ ଜୁୟ୍ ଦୁତ୍କେ ମୁଁୟ୍ ସଃମ୍ନ୍ଦ୍ ଆର୍ ହୁର୍ତି ଉହ୍ରେ ଟିଆ ଅଃଉତାର୍ ଦଃକିରିଲେ, ସେ ଅଃହ୍ଣାର୍ କାତାଆତ୍ ସଃର୍ଗ୍ ବାଟ୍ ଉଟାୟ୍,
And the messenger whom I saw standing on the sea, and on the land, lifted up his hand to the sky,
6 ଜେ ସଃର୍ଗ୍, ହୁର୍ତି, ସଃମ୍ନ୍ଦ୍ ଆର୍ ସେ ବିତ୍ରେ ରିଲା ସଃବୁ ବିସୟ୍ ଉବ୍ଜାୟ୍ ଆଚେ, ସେ ସଃବୁବଃଳ୍ ଜିବନ୍ ରେତା ଲକାର୍ ନାଉଁଏ ସଃୟ୍ତ୍ କଃରି କୟ୍ଲା, ଆର୍ ବିଲମ୍ ନାୟ୍; (aiōn )
and swore by Him who lives through the ages of the ages, who created the sky and the things in it, and the land and the things in it, and the sea and the things in it—that time will not be yet, (aiōn )
7 ମଃତର୍ ଇସ୍ୱର୍ ଅଃହ୍ଣାର୍ ସେବାକାରି ବାବ୍ବାଦିମଃନାର୍ ହାକ୍ ଜାଣାୟ୍ଲା ବଃଲ୍ କବୁର୍ ହଃର୍କାରେ ସାତ୍ ଲଃମ୍ବର୍ ଦୁତ୍ କଃତା ପର୍ଚାର୍ କଃର୍ତା ବଃଳ୍, ବଃଲେକ୍ ଜଃଡେବଃଳ୍ ସେ ତୁରି ସଃବ୍ଦ୍ କଃରୁକେ ଜାୟ୍ଦ୍, ସଃଡେବଃଳ୍ ଇସ୍ୱରାର୍ ବିତ୍ରି ଜଃଜ୍ନା ହେଁ ହୁରୁଣ୍ କଃରେଦ୍ ।
but in the days of the voice of the seventh messenger, when he may be about to sound the trumpet, and the secret of God may be accomplished, as He declared to His own servants, to the prophets.
8 ଆରେକ୍ ମୁୟ୍ ଅଃଗାସେ ହୁଣି ଜୁୟ୍ ସଃବ୍ଦ୍ ସୁଣ୍ଲେ, ସେରି ଆରେକ୍ ଗଟ୍ତର୍ ମର୍ ହାକ୍ ସଃବ୍ଦ୍ କଃରି କୟ୍ଲା, ଜାଆ, ସଃମ୍ନ୍ଦ୍ ଆର୍ ହୁର୍ତି ଉହ୍ରେ ଟିଆ ଅୟ୍ରିଲା ଦୁତାର୍ ଆତେ ଜୁୟ୍ ପୁସ୍ତକ୍ ଉଗାଳା ଆଚେ, ସେରି ନେଏ ।
And the voice that I heard out of Heaven is again speaking with me, and saying, “Go, take the little scroll that is open in the hand of the messenger who has been standing on the sea, and on the land”:
9 ସେତାକ୍ ମୁଁୟ୍ ସେ ଦୁତାର୍ ଲଃଗେ ଜାୟ୍ ସାନ୍ ବଇ ମକ୍ ଦେଉଁକ୍ ତାକ୍ କୟ୍ଲେ । ସେ ମକ୍ କୟ୍ଲା, ଇରି ନଃୟ୍ କାଆ; ଇରି ତର୍ ହେଟ୍କେ ହିତା କଃରେଦ୍, ମଃତର୍ ତର୍ ଟଣ୍ଡ୍କେ ଇରି ମଃଉଁ ହର୍ ସୁଆଦ୍ ଲାଗେଦ୍ ।
and I went away to the messenger, saying to him, “Give me the little scroll”; and he says to me, “Take, and eat it up, and it will make your belly bitter, but in your mouth it will be sweet as honey.”
10 ସେତାକ୍ ମୁଁୟ୍ ଦୁତାର୍ ଆତେ ହୁଣି ସେ ସାନ୍ ବଇକ୍ ନଃୟ୍ ସେରି କାୟ୍ଲେ; ସେରି ମର୍ ଟଣ୍ଡ୍କେ ମଃଉଁ ହର୍ ସୁଆଦ୍ ଲାଗ୍ଲି, ମଃତର୍ ସେରି କାୟ୍ଲା ହଃଚେ ମର୍ ହେଟ୍ ହିତା ଅୟ୍ଗଃଲି ।
And I took the little scroll out of the hand of the messenger, and ate it up, and it was in my mouth sweet as honey, and when I ate it my belly was made bitter;
11 ତାର୍ହଃଚେ ମକ୍ କଃଉଆ ଅୟ୍ଲି, ଗାଦେକ୍ ବଃଉଁସ୍, ଜାତି, ବିନ୍ବିନ୍ ବାସାର୍ ଲକ୍ମଃନ୍ ଆର୍ ରଃଜାମଃନାର୍ ବିସୟେ ତକ୍ ଆରେକ୍ ଗଟ୍ତର୍ ବାବ୍ବାଣି କଃଉଁକେ ଅୟ୍ଦ୍ ।
and he says to me, “You must again prophesy about many peoples, and nations, and tongues, and kings.”