< ମାତିଉ 5 >
1 ଜିସୁ ଲକ୍ମଃନ୍କେ ଦଃକି ଗଟେକ୍ ଡଙ୍ଗୁର୍ ଉହ୍ରେ ଗଃଲା, ଆର୍ ସେତି ବଃସ୍ଲା; ତାର୍ହଃଚେ ଜିସୁର୍ ଚେଲାମଃନ୍ ତାର୍ ଲଃଗେ ଆୟ୍ଲାୟ୍ ।
Seeing the multitude of people, Jesus went up the Hill. There He seated Himself, and when His disciples came to Him,
2 ସେତାକ୍ ଜିସୁ ସେମଃନ୍କେ ସିକ୍ୟା ଦେଉଁକେ ଦଃର୍ଲା ।
He proceeded to teach them, and said:
3 “ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ଆତ୍ମା ଉହ୍ରେ ବଃର୍ସା କଃର୍ତି, ସେମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ସେମଃନ୍କାର!
"Blessed are the poor in spirit, for to them belongs the Kingdom of the Heavens.
4 କାନ୍ଦ୍ତା ଲକ୍ମଃନାର୍ ବାୟ୍ଗ୍; ସେମଃନ୍ ଦୁକ୍ ବଃଳ୍ ସାସ୍ ହାଉଁ ହାର୍ତି!
"Blessed are the mourners, for they shall be comforted.
5 ମାୟଃନ୍କାରି ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ଇସ୍ୱର୍ ବୁୟ୍ଁ ଦେଉଁକେ ସଃୟ୍ତ୍ କଃରି ଆଚେ, ସେରି ସେମଃନ୍ ହାଉତି!
"Blessed are the meek, for they as heirs shall obtain possession of the earth.
6 ଇସ୍ୱରାର୍ ଇଚା ଦଃର୍ମ୍କାମ୍ କଃରୁକେ ଜୁୟ୍ ଲକ୍ମଃନାର୍ ମଃନ୍, ସେମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ଇସ୍ୱର୍ ସେମଃନାର୍ ମଃନ୍ ସଃର୍ଦା କଃରାୟ୍ଦ୍!
"Blessed are those who hunger and thirst for righteousness, for they shall be completely satisfied.
7 ବିନ୍ ଲକ୍କେ ଦଃୟା ଦଃକାଉତା ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସେମଃନ୍ ଦଃୟା ହାଉତି!
"Blessed are the compassionate, for they shall receive compassion.
8 ମଃନ୍ବିତ୍ରେ ଜେ ନିର୍ମୁଳ୍ ସେମଃନ୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସେମଃନ୍ ଇସ୍ୱର୍କେ ଦଃକ୍ତି!
"Blessed are the pure in heart, for they shall see God.
9 ସୁସ୍ତାକାରି ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସେମଃନ୍ ଇସ୍ୱରାର୍ ହୟ୍ସି ବଃଲି ଡାକେ ହୁଟ୍ତି!
"Blessed are the peacemakers, for it is they who will be recognized as sons of God.
10 ଇସ୍ୱରାର୍ ଇଚାୟ୍ ଦଃର୍ମ୍କାମ୍ କଃରି ତାଡ୍ନା ହାଉତା ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ସେମଃନାର୍ ।”
"Blessed are those who have borne persecution in the cause of Righteousness, for to them belongs the Kingdom of the Heavens.
11 “ଲକ୍ମଃନ୍ ଜଃଡେବଃଳ୍ ତୁମିମଃନ୍କେ ମର୍ ଗିନେ ଲିନ୍ଦା ଆର୍ ତାଡ୍ନା କଃର୍ତି, ଆରେକ୍ ମିଚେ ତୁମାର୍ ବିରଦେ ସଃବୁ ରଃକମାର୍ କଃରାବ୍ କଃତା କଃଉତି, ତଃବେ ତୁମିମଃନାର୍ ବାୟ୍ଗ୍ ।
"Blessed are you when they have insulted and persecuted you, and have said every cruel thing about you falsely for my sake.
12 ତୁମିମଃନ୍ ଅଃନାୟ୍ ସଃର୍ଦା କଃରା, କାୟ୍ତାକ୍ବଃଲେକ୍ ସଃର୍ଗ୍ ହୁରେ ତୁମାର୍ ଗିନେ ଗାଦେକ୍ ପୁରିସ୍କାର୍ ଆଚେ; ସେବାନ୍ୟା ତ ତୁମାର୍ ହୁର୍ବାର୍ ବାବ୍ବାଦିମଃନ୍କେ ତାଡ୍ନା କଃରି ରିଲାୟ୍ ।”
Be joyful and triumphant, because your reward is great in the Heavens; for so were the Prophets before you persecuted.
13 “ତୁମିମଃନ୍ ହୁର୍ତିବିର୍ ଲକ୍ମଃନାର୍ ଗିନେ ନଣ୍ ହର୍, ମଃତର୍ ନଣ୍ ଜଦି ତାର୍ ସୁଆଦ୍ ଆରାୟ୍ଦ୍, ତଃବେ ସେରି କଃନ୍କଃରି ହେଁ ନଣାର୍ ଗୁଣ୍ କଃରି ହାରି ନୟ୍ । ସେରି ଆର୍ କୁୟ୍ କାମେ ହେଁ ନଃଲାଗେ, ସେରି ହଃଦାୟ୍ ହଃବ୍ଳାୟ୍କଃରି ଲକ୍ମଃନ୍ ତାକ୍ ମାଡ୍ତା ଜୟ୍ଗ୍ ।”
"You are the salt of the earth; but if salt has become tasteless, in what way can it regain its saltness? It is no longer good for anything but to be thrown away and trodden on by the passers by.
14 “ତୁମିମଃନ୍ ଜଃଗତାର୍ ଉଜାଳ୍ ହର୍ । ଡଙ୍ଗୁର୍ ଉହ୍ରେ ତିଆର୍ ଅୟ୍ଲା ଗଃଳ୍ ଲୁକି ରେଉଁ ନାହାରେ ।
You are the light of the world; a town cannot be hid if built on a hill-top.
15 ଆର୍ ଲକ୍ମଃନ୍ କୁପି ଲାଗାୟ୍ ମାଣ୍ ତଃଳେ ନଃସେଙ୍ଗାଉତି, ମଃତର୍ ଦିହ୍ରୁକା ଉହ୍ରେ ସଃଙ୍ଗାଉତି, ସେତାକ୍ ସେରି ଗଃରେ ରିଲା ସଃବୁ ଲକ୍କେ ଉଜାଳ୍ ଦଃୟ୍ଦ୍ ।
Nor is a lamp lighted to be put under a bushel, but on the lampstand; and then it gives light to all in the house.
16 ସେନ୍କାର୍ ତୁମିମଃନାର୍ ଉଜାଳ୍ ଲକ୍ମଃନାର୍ ଆଗେ ଡିସ, ଜଃନ୍କଃରି ସେମଃନ୍ ତୁମିମଃନାର୍ ସଃତ୍କାମ୍ ଦଃକି ତୁମିମଃନାର୍ ସଃର୍ଗ୍ ଉହ୍ରେ ରିଲା ଉବାଦିର୍ ଜଃଜ୍ମାନ୍ କଃର୍ତି ।”
Just so let your light shine before all men, in order that they may see your holy lives and may give glory to your Father who is in Heaven.
17 “ମୁଁୟ୍ ଜେ ମସାର୍ ବିଦି କି ବାବ୍ବାଦିମଃନାର୍ ଦଃର୍ମ୍ ସାସ୍ତର୍ ନଃସ୍ଟ୍ କଃରୁକେ ଆସିଆଚି ବଃଲି ବାବା ନାୟ୍; ନଃସ୍ଟ୍ କଃରୁକେ ନଃଆସି ମଃତର୍ ହୁରୁଣ୍ କଃରୁକେ ଆସିଆଚି ।
"Do not for a moment suppose that I have come to abrogate the Law or the Prophets: I have not come to abrogate them but to give them their completion.
18 କାୟ୍ତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସଃର୍ଗ୍ ଆର୍ ହୁର୍ତିବି ରେତା ହଃତେକ୍, ମସାର୍ ବିଦିର୍ ଗଟେକ୍ ମଃତ୍ରା କି ଗଟେକ୍ ଟପା ନଃସ୍ଟ୍ ନୟ୍, ସଃବୁ କଃତା ହୁର୍ନ୍ ନଃଉତା ହଃତେକ୍ ଇରି ନଃଗେଟେ ।
Solemnly I tell you that until Heaven and earth pass away, not one iota or smallest detail will pass away from the Law until all has taken place.
19 ବଃଲେକ୍ ଜୁୟ୍ ଲକ୍ ଇ ସଃବୁ ସାନ୍ ସାନ୍ ଆଦେସ୍ମଃନାର୍ ବିତ୍ରେ କୁୟ୍ ଗଟେକ୍ ଆଦେସ୍ ନଃମାନେ ଆର୍ ଲକ୍ମଃନ୍କେ ହେଁ ସେବାନ୍ୟା ସିକ୍ୟା ଦଃୟଃଦ୍, ସେ ସଃର୍ଗ୍ ରାଇଜେ ସାନ୍ ବଃଲାୟ୍ ଅୟ୍ଦ୍; ମଃତର୍ ଜୁୟ୍ ଲକ୍ ସେ ସଃବୁ ମାନେଦ୍ ଆର୍ ସିକ୍ୟା ଦଃୟଃଦ୍, ସେ ସଃର୍ଗ୍ ରାଇଜ୍ ତଃୟ୍ଁ ବଃଡ୍ ବଃଲାୟ୍ ଅୟ୍ଦ୍ ।
Whoever therefore breaks one of these least commandments and teaches others to break them, will be called the least in the Kingdom of the Heavens; but whoever practises them and teaches them, he will be acknowledged as great in the Kingdom of the Heavens.
20 କାୟ୍ତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜଃବେ ହଃତେକ୍ ତୁମିମଃନାର୍ କାମ୍ ଇସ୍ୱରାର୍ ଇଚା ହଃର୍କାରେ ଆର୍ ଦଃର୍ମ୍ ଗୁରୁ ଆର୍ ପାରୁସି ମଃନାର୍ ତଃୟ୍ହୁଣି ଅଃଦିକ୍ ବିସ୍ୱାସ୍ ଅୟ୍ନଃରିଲେକ୍, ତଃବେ ତୁମିମଃନ୍ ସଃର୍ଗ୍ ରାଇଜେ ଜଃଉଁ ନଃହାରାସ୍ ।”
For I assure you that unless your righteousness greatly surpasses that of the Scribes and the Pharisees, you will certainly not find entrance into the Kingdom of the Heavens.
21 “ତୁମିମଃନ୍ ସୁଣି ଆଚାସ୍ ଜେ, ହୁର୍ବ୍ କାଳେ ଲକ୍ମଃନ୍କେ କଃଉଆ ଅୟ୍ଆଚେ, ‘ନଃର୍ ମାରା ନାୟ୍, ଆର୍ ଜୁୟ୍ଲକ୍ ନଃର୍ ମାରେଦ୍, ସେ ବିଚାର୍ କଃର୍ତା ଟାଣେ ଡଃଣ୍ଡ୍ ହାୟ୍ଦ୍ ।’
"You have heard that it was said to the ancients, 'Thou shalt not commit murder', and whoever commits murder will be answerable to the magistrate.
22 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ ଲକ୍ ଅଃହ୍ଣାର୍ ବାୟ୍ ଉହ୍ରେ ରିସା ଅୟ୍ଦ୍, ସେ ବିଚାର୍ କଃର୍ତା ଟାଣେ ଡଃଣ୍ଡ୍ ହାୟ୍ଦ୍ । ଆରେକ୍ ଜୁୟ୍ଲକ୍ ଅଃହ୍ଣାର୍ ବାୟ୍କ୍ ନିର୍ବୁଦିଆ ବଃଲି କୟ୍ଦ୍, ସେ ବେରାଣେ ଡଃଣ୍ଡ୍ ହାୟ୍ଦ୍; ଆର୍ ଜୁୟ୍ଲକ୍ ଲଳାକ୍ ନୟ୍ଲାର୍ ବଃଲି କୟ୍ଦ୍, ସେ ଜୟ୍ ଲାଗ୍ତା ନଃର୍କେ ଡଃଣ୍ଡ୍ ହାୟ୍ଦ୍, (Geenna )
But I say to you that every one who becomes angry with his brother shall be answerable to the magistrate; that whoever says to his brother 'Raca,' shall be answerable to the Sanhedrin; and that whoever says, 'You fool!' shall be liable to the Gehenna of Fire. (Geenna )
23 ଇତାକ୍, ଇସ୍ୱରାର୍ ଗିନେ ବେଦି ଲଃଗେ ତୁମି ତୁମାର୍ ଦାନ୍ ଆଣ୍ତି ରିଲା ବଃଳ୍ ତୁମାର୍ ବିରଦେ ତୁମାର୍ ବାୟ୍ଦିର୍ କାୟ୍ କଃତା ଆଚେ ବଃଲି ସେତି ତୁମିକେ ଏତୁହଃଳେଦ୍,
If therefore when you are offering your gift upon the altar, you remember that your brother has a grievance against you,
24 ତଃବେ ସେତିର୍ ବେଦି ତଃଳେ ତୁମାର୍ ଦାନ୍ ସଃଙ୍ଗାୟ୍ ବାଉଳି ଜାହା, ଆଗ୍ତୁ ନିଜାର୍ ବାୟ୍ ସଃଙ୍ଗ୍ ମିସା, ଆର୍ ତାର୍ହଃଚେ ତୁମାର୍ ଦାନ୍ ବେଦି ଉହ୍ରେ ଆଣି ଦିଆସ୍ ।”
leave your gift there before the altar, and go and make friends with your brother first, and then return and proceed to offer your gift.
25 “ତୁମାର୍ ବିରଦି ସଃଙ୍ଗ୍ ବାଟେ ରିଲାବଃଳ୍ ବେଗି ତାର୍ ସଃଙ୍ଗ୍ ମିସାବିଳା ବାବ୍ ଦଃକାଉଆ, ନୟ୍ଲେକ୍ ବିରଦି ତୁମିକେ ବିଚାର୍ କଃର୍ତା ଲକାର୍ ଆତେ ସଃହ୍ରି ଦଃୟଃଦ୍, ଆରେକ୍ ବିଚାର୍କଃରୁ ତୁମିକେ ଜାଗୁଆଳି ଆତେ ସଃହ୍ରି ଦଃୟ୍ଦ୍, ଆର୍ ତୁମି ଜଃଇଲେ ହୁରାସ୍ ।
Come to terms without delay with your opponent while you are yet with him on the way to the court; for fear he should obtain judgement from the magistrate against you, and the magistrate should give you in custody to the officer and you be thrown into prison.
26 ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମି ସଃରା ସଃରି ଗଟେକ୍ କାସୁ ହେଁ ନଃସୁଜ୍ତା ହଃତେକ୍ ସେ ଜଃଗାୟ୍ ହୁଣି କଃନ୍କଃରି ହେଁ ମୁକ୍ଳି ଆସୁ ନଃହାରାସ୍ ।”
I solemnly tell you that you will certainly not be released till you have paid the very last farthing.
27 “ତୁମିମଃନ୍ ସୁଣି ଆଚାସ୍, ଲେକାଆଚେ, ‘ଦାରିକାମ୍ କଃରା ନାୟ୍ ।’
"You have heard that it was said, 'Thou shalt not commit adultery.'
28 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ଲକ୍ ଜୁୟ୍ ମାୟ୍ଜିକେ କଃରାବ୍ ଆକାୟ୍ ଦଃକେଦ୍, ସେ ତାର୍ ସଃଙ୍ଗ୍ ମଃନ୍ ବିତ୍ରେ ଦାରିକାମ୍ କଃରି ସଃର୍ଲାନି ।
But I tell you that whoever looks at a woman and cherishes lustful thoughts has already in his heart become guilty with regard to her.
29 ଆର୍ ତୁମିକେ ଜଃଡେବଃଳ୍ କାତା ଆକି ହାହ୍ କଃରାୟ୍ଦ୍, ତଃବେ ସେରି କାଡି ହଃବ୍ଳାଉଆ, କାୟ୍ତାକ୍ବଃଲେକ୍ ତୁମାର୍ ସଃବୁ ଗଃଗାଳ୍ ନଃର୍କେ ନଃସ୍ଟ୍ ଅଃଉତା ବାଟା ଗଟେକ୍ ଆକି ନଃସ୍ଟ୍ ଅଃଉତାର୍ ତୁମାର୍ ଗିନେ ନିକ । (Geenna )
If therefore your eye, even the right eye, is a snare to you, tear it out and away with it; it is better for you that one member should be destroyed rather than that your whole body should be thrown into Gehenna. (Geenna )
30 ଆରେକ୍ ତୁମିକେ ଜଃଡେବଃଳ୍ କାତା ଆତ୍ ହାହ୍ କାମ୍ କଃରାୟ୍ଦ୍, ତଃବେ ସେରି କାଟି ହଃବ୍ଳାଉଆ, କାୟ୍ତାକ୍ବଃଲେକ୍ ତୁମାର୍ ସଃବୁ ଗଃଗାଳ୍ ନଃର୍କେ ହଃଳ୍ତା ବାଟା ଗଟେକ୍ ଆତ୍ ନଃସ୍ଟ୍ ଅଃଉତାର୍ ତୁମାର୍ ଗିନେ ନିକ ।” (Geenna )
And if your right hand is a snare to you, cut it off and away with it; it is better for you that one member should be destroyed rather than that your whole body should go into Gehenna. (Geenna )
31 “ଆରେକ୍ ଲେକା ଆଚେ, ‘ଜୁୟ୍ଲକ୍ ଅଃହ୍ଣାର୍ ମାୟ୍ଜିକେ ଚାଡେଦ୍, ସେ ତାକ୍ ଚାଡ୍ହଃତାର୍ ଲେକି ଦେଉଅ ।’
"It was also said, 'If any man puts away his wife, let him give her a written notice of divorce.'
32 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ଲକ୍ ଅଃହ୍ଣାର୍ ମାୟ୍ଜିକେ ଦାରିକାମାର୍ ଦଃସ୍ ଚାଡି ବିନ୍ କାମାର୍ ଗିନେ ଚାଡେଦ୍, ତଃବେ ସେ ତାକ୍ ଦାରିଆଣି କଃରାୟ୍ଦ୍, ଆର୍ ଜୁୟ୍ ଲକ୍ ସେ ଚାଡ୍ଲା ମାୟ୍ଜିକେ ସଃଙ୍ଗାୟ୍ଦ୍, ସେ ହେଁ ଦାରିକାମ୍ କଃରେଦ୍ ।”
But I tell you that every man who puts away his wife except on the ground of unfaithfulness causes her to commit adultery, and whoever marries her when so divorced commits adultery.
33 “ଆରେକ୍ ତୁମିମଃନ୍ ସୁଣି ଆଚାସ୍ ଜେ, ହୁର୍ବ୍ କାଳେ ଲକ୍ମଃନ୍କେ କଃଉଆ ଜାୟ୍ରିଲି, ‘ତୁମି ମିଚ୍ ହଃର୍ମାଣ୍ କଃରାନାୟ୍, ମଃତର୍ ଅଃହ୍ଣାର୍ ହଃର୍ମାଣ୍ ସଃବୁ ମାପ୍ରୁର୍ ଗିନେ ହୁରୁଣ୍ କଃରା ।’
"Again, you have heard that it was said to the ancients, 'Thou shalt not swear falsely, but shalt perform thy vows to the Lord.'
34 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ସଃୟ୍ତ୍ କଃର୍ତାବଃଳ୍ କଃବେ ହେଁ ହଃର୍ମାଣ୍ କଃରା ନାୟ୍; ସଃର୍ଗାର୍ ହଃର୍ମାଣ୍ କଃରା ନାୟ୍, ବଃଲେକ୍ ସେରି ଇସ୍ୱରାର୍ ସିଙ୍ଗାସଣ୍;
But I tell you not to swear at all; neither by Heaven, for it is God's throne;
35 କି ହୁର୍ତିବିର୍ ହଃର୍ମାଣ୍ କଃରା ନାୟ୍, ବଃଲେକ୍ ସେରି ଇସ୍ୱରାର୍ ହାଦ୍ ସଃଙ୍ଗାଉତା ଟାଣ୍; ଜିରୁସାଲମାର୍ ହଃର୍ମାଣ୍ କଃରା ନାୟ୍, ବଃଲେକ୍ ସେରି ମଃହାରଃଜାର୍ ଗଃଳ୍;
nor by the earth, for it is the footstool under His feet; nor by Jerusalem, for it is the City of the Great King.
36 ଆରେକ୍ ଅଃହ୍ଣାର୍ ମୁଣ୍ଡାର୍ ହଃର୍ମାଣ୍ କଃରା ନାୟ୍, ବଃଲେକ୍ ସେତିର୍ ଗଟେକ୍ ବାଳ୍ ହେଁ ଦବ୍ କି କଃଳ୍ୟା କଃରୁକେ ତୁମାର୍ ସଃକ୍ତି ନାୟ୍ ।
And do not swear by your head, for you cannot make one hair white or black.
37 ତୁମିମଃନ୍ ‘ହେଁ’ ଅଲେ ‘ହେଁ’ ବଃଲା, ‘ନାୟ୍’ ଅଲେ ‘ନାୟ୍’ ବଃଲା, ଇତିହୁଣି ଜାୟ୍ରି ଅଃଦିକ୍, ସେରି ଦୁସ୍ଟ୍ ଆତ୍ମା ତଃୟ୍ହୁଣି ଆସେଦ୍ ।”
But let your language be, 'Yes, yes,' or 'No, no.' Anything in excess of this comes from the Evil one.
38 “ତୁମିମଃନ୍ ସୁଣି ଆଚାସ୍, ଲେକା ଆଚେ, ‘ଆକିର୍ ବାଦୁଲେ ଆକି ଆର୍ ଦାତାର୍ ବାଦୁଲେ ଦାତ୍ ।’
"You have heard that it was said, 'Eye for eye, tooth for tooth.'
39 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, କେ ତୁମାର୍ ଦୁସ୍ଟ୍ କଃଲେକ୍ ତାର୍ ବାଦ୍ଲା ନିଆନାଁୟ୍, ମଃତର୍ ଜେ ତୁମାର୍ କାତା ଗାଲେ ଚାହୁଳ୍ ମାରେଦ୍, ତାକ୍ ଡେବ୍ରି ଗାଲ୍ ହେଁ ଦଃକାୟ୍ ଦିଆସ୍ ।
But I tell you not to resist a wicked man, but if any one strikes you on the right cheek, turn the other to him as well.
40 ଆର୍ କେ ଜଦି ତୁମାର୍ ଆଙ୍ଗି ନେଉଁକେ ମଃନ୍କଃରି ବିଚାର୍ କଃର୍ତା ଟାଣେ ନଃୟ୍ଦ୍, ତଃବେ ତାକ୍ ତୁମାର୍ ହଃଚ୍ୟା ହେଁ ଦିଆସ୍ ।
If any one wishes to go to law with you and to deprive you of your under garment, let him take your outer one also.
41 ଆର୍ ଜଦି ଗଟେକ୍ ସଃଇନ୍ ତାର୍ ବଜ୍ ବଳାୟ୍ କସେକ୍ ଜୁଉ ବଃଲି ବଃଳ୍ମାଡ୍ କଃଲେକ୍, ତୁମି ତାର୍ ସଃଙ୍ଗ୍ ଦୁୟ୍ କସ୍ ଜାହା ।
And whoever shall compel you to convey his goods one mile, go with him two.
42 କେ ଜଦି ତୁମିକେ କାୟ୍ରି ମାଗେଦ୍, ତାକ୍ ଦିଆସ୍; ଆର୍ କେ ଜଦି ତୁମାର୍ ତଃୟ୍ହୁଣି ରିଣ୍ ନେଉଁକେ ମଃନ୍ କଃରେଦ୍, ତାକ୍ ଦିଆସ୍ ।”
To him who asks, give: from him who would borrow, turn not away.
43 “ତୁମିମଃନ୍ ସୁଣି ଆଚାସ୍, ଲେକା ଆଚେ, ‘ତୁମାର୍ ନିଜାର୍ ଲକ୍କେ ଲାଡ୍ କଃରା ଆର୍ ତୁମାର୍ ସଃତ୍ରୁକେ ଲାଡ୍ କଃରା ନାୟ୍ ।’
"You have heard that it was said, 'Thou shalt love thy neighbour and hate thine enemy.'
44 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ତୁମିମଃନାର୍ ସଃତ୍ରୁମଃନ୍କେ ଲାଡ୍ କଃରା, ଆର୍ ଜୁୟ୍ ଲକ୍ମଃନ୍ ତୁମିକେ କଃସ୍ଟ୍ ଦେତି, ସେମଃନାର୍ ଗିନେ ପାର୍ତ୍ନା କଃରା,
But I command you all, love your enemies, and pray for your persecutors;
45 ଜଃନ୍କଃରି ତୁମିମଃନ୍ ତୁମାର୍ ସଃର୍ଗାର୍ ଉବାଦିର୍ ହୟ୍ସି ଅଃଉଆସ୍; ସେ ତ ମିଚ୍ ଆର୍ ସଃତ୍ ଲକାର୍ ଉହ୍ରେ ଅଃହ୍ଣାର୍ ବେଳ୍ ଉଦାଉଁଲା, ଆରେକ୍ ଦଃର୍ମି ଆର୍ ଅଃଦଃର୍ମି ଲକ୍ମଃନାର୍ ଉହ୍ରେ ବଃର୍ସା ମାରାଉଁଲା ।
that so you may become true sons of your Father in Heaven; for He causes His sun to rise on the wicked as well as the good, and sends rain upon those who do right and those who do wrong.
46 ଆର୍ ଜୁୟ୍ ଲକ୍ମଃନ୍ ତୁମିକେ ଲାଡ୍ କଃର୍ତି, ସେମଃନ୍କେ ହଃକା ଲାଡ୍ କଃଲେକ୍ ତୁମାର୍ କାୟ୍ ପୁରିସ୍କାର୍? ରିବ୍ନିମଃନ୍ ହେଁ ତ ସେବାନ୍ୟା କଃରୁଲାୟ୍!
For if you love only those who love you, what reward have you earned? Do not even the tax-gatherers do that?
47 ଆର୍ ତୁମିମଃନ୍ ଜଦି ନିଜାର୍ ନିଜାର୍ ବାୟ୍କ୍ ହଃକା ଜୁଆର୍ କଃରାସ୍, ତଃବେ ତୁମି ଅଃଦିକ୍ କାୟ୍ରି କଃରୁଲାସ୍? ଅଜିଉଦିମଃନ୍ ହେଁ ତ ସେବାନ୍ୟା କଃରୁଲାୟ୍!
And if you salute only your near relatives, what praise is due to you? Do not even the Gentiles do the same?
48 ବଃଲେକ୍, ତୁମିମଃନାର୍ ସଃର୍ଗାର୍ ଉବାଦି ଜଃନ୍କାର୍ ସିଦ୍, ତୁମିମଃନ୍ ହେଁ ସେବାନ୍ୟା ସିଦ୍ ଅଃଉଆ ।”
You however are to be complete in goodness, as your Heavenly Father is complete.