< ମାତିଉ 5 >
1 ଜିସୁ ଲକ୍ମଃନ୍କେ ଦଃକି ଗଟେକ୍ ଡଙ୍ଗୁର୍ ଉହ୍ରେ ଗଃଲା, ଆର୍ ସେତି ବଃସ୍ଲା; ତାର୍ହଃଚେ ଜିସୁର୍ ଚେଲାମଃନ୍ ତାର୍ ଲଃଗେ ଆୟ୍ଲାୟ୍ ।
But, seeing the multitudes, he went up into a mountain, —and, when he had taken a seat, his disciples came unto him;
2 ସେତାକ୍ ଜିସୁ ସେମଃନ୍କେ ସିକ୍ୟା ଦେଉଁକେ ଦଃର୍ଲା ।
and, opening his mouth, he began teaching them, saying: —
3 “ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ଆତ୍ମା ଉହ୍ରେ ବଃର୍ସା କଃର୍ତି, ସେମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ସେମଃନ୍କାର!
Happy, the destitute, in spirit; for, theirs, is the kingdom of the heavens;
4 କାନ୍ଦ୍ତା ଲକ୍ମଃନାର୍ ବାୟ୍ଗ୍; ସେମଃନ୍ ଦୁକ୍ ବଃଳ୍ ସାସ୍ ହାଉଁ ହାର୍ତି!
Happy, they who mourn; for, they, shall be comforted:
5 ମାୟଃନ୍କାରି ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ଇସ୍ୱର୍ ବୁୟ୍ଁ ଦେଉଁକେ ସଃୟ୍ତ୍ କଃରି ଆଚେ, ସେରି ସେମଃନ୍ ହାଉତି!
Happy, the meek; for, they, shall inherit the earth:
6 ଇସ୍ୱରାର୍ ଇଚା ଦଃର୍ମ୍କାମ୍ କଃରୁକେ ଜୁୟ୍ ଲକ୍ମଃନାର୍ ମଃନ୍, ସେମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ଇସ୍ୱର୍ ସେମଃନାର୍ ମଃନ୍ ସଃର୍ଦା କଃରାୟ୍ଦ୍!
Happy, they who hunger and thirst for righteousness; for, they, shall be filled:
7 ବିନ୍ ଲକ୍କେ ଦଃୟା ଦଃକାଉତା ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସେମଃନ୍ ଦଃୟା ହାଉତି!
Happy, the merciful; for, they, shall receive mercy:
8 ମଃନ୍ବିତ୍ରେ ଜେ ନିର୍ମୁଳ୍ ସେମଃନ୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସେମଃନ୍ ଇସ୍ୱର୍କେ ଦଃକ୍ତି!
Happy, the pure, in heart; for, they, shall, see God:
9 ସୁସ୍ତାକାରି ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସେମଃନ୍ ଇସ୍ୱରାର୍ ହୟ୍ସି ବଃଲି ଡାକେ ହୁଟ୍ତି!
Happy, the peacemakers; for, they, shall be, called sons of God:
10 ଇସ୍ୱରାର୍ ଇଚାୟ୍ ଦଃର୍ମ୍କାମ୍ କଃରି ତାଡ୍ନା ହାଉତା ଲକ୍ମଃନାର୍ ବାୟ୍ଗ୍; କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ସେମଃନାର୍ ।”
Happy, they who have been persecuted for righteousness’ sake; for, theirs, is the kingdom of the heavens.
11 “ଲକ୍ମଃନ୍ ଜଃଡେବଃଳ୍ ତୁମିମଃନ୍କେ ମର୍ ଗିନେ ଲିନ୍ଦା ଆର୍ ତାଡ୍ନା କଃର୍ତି, ଆରେକ୍ ମିଚେ ତୁମାର୍ ବିରଦେ ସଃବୁ ରଃକମାର୍ କଃରାବ୍ କଃତା କଃଉତି, ତଃବେ ତୁମିମଃନାର୍ ବାୟ୍ଗ୍ ।
Happy, are ye, whensoever they may reproach you and persecute you, and say every evil thing against you, falsely, for my sake:
12 ତୁମିମଃନ୍ ଅଃନାୟ୍ ସଃର୍ଦା କଃରା, କାୟ୍ତାକ୍ବଃଲେକ୍ ସଃର୍ଗ୍ ହୁରେ ତୁମାର୍ ଗିନେ ଗାଦେକ୍ ପୁରିସ୍କାର୍ ଆଚେ; ସେବାନ୍ୟା ତ ତୁମାର୍ ହୁର୍ବାର୍ ବାବ୍ବାଦିମଃନ୍କେ ତାଡ୍ନା କଃରି ରିଲାୟ୍ ।”
Rejoice and exult, because, your reward, is great in the heavens; for, so, persecuted they the prophets who were before you.
13 “ତୁମିମଃନ୍ ହୁର୍ତିବିର୍ ଲକ୍ମଃନାର୍ ଗିନେ ନଣ୍ ହର୍, ମଃତର୍ ନଣ୍ ଜଦି ତାର୍ ସୁଆଦ୍ ଆରାୟ୍ଦ୍, ତଃବେ ସେରି କଃନ୍କଃରି ହେଁ ନଣାର୍ ଗୁଣ୍ କଃରି ହାରି ନୟ୍ । ସେରି ଆର୍ କୁୟ୍ କାମେ ହେଁ ନଃଲାଗେ, ସେରି ହଃଦାୟ୍ ହଃବ୍ଳାୟ୍କଃରି ଲକ୍ମଃନ୍ ତାକ୍ ମାଡ୍ତା ଜୟ୍ଗ୍ ।”
Ye, are the salt of the earth; but, if the salt become tasteless, wherewith shall it be salted? it is good, for nothing, any more, save, being cast out, to be trampled on by men.
14 “ତୁମିମଃନ୍ ଜଃଗତାର୍ ଉଜାଳ୍ ହର୍ । ଡଙ୍ଗୁର୍ ଉହ୍ରେ ତିଆର୍ ଅୟ୍ଲା ଗଃଳ୍ ଲୁକି ରେଉଁ ନାହାରେ ।
Ye, are the light of the world: it is impossible for a city to be hid, on the top of a mountain, lying.
15 ଆର୍ ଲକ୍ମଃନ୍ କୁପି ଲାଗାୟ୍ ମାଣ୍ ତଃଳେ ନଃସେଙ୍ଗାଉତି, ମଃତର୍ ଦିହ୍ରୁକା ଉହ୍ରେ ସଃଙ୍ଗାଉତି, ସେତାକ୍ ସେରି ଗଃରେ ରିଲା ସଃବୁ ଲକ୍କେ ଉଜାଳ୍ ଦଃୟ୍ଦ୍ ।
Neither light they a lamp, and place it under the measure; but upon the lampstand, and it giveth light to all that are in the house.
16 ସେନ୍କାର୍ ତୁମିମଃନାର୍ ଉଜାଳ୍ ଲକ୍ମଃନାର୍ ଆଗେ ଡିସ, ଜଃନ୍କଃରି ସେମଃନ୍ ତୁମିମଃନାର୍ ସଃତ୍କାମ୍ ଦଃକି ତୁମିମଃନାର୍ ସଃର୍ଗ୍ ଉହ୍ରେ ରିଲା ଉବାଦିର୍ ଜଃଜ୍ମାନ୍ କଃର୍ତି ।”
In like manner, let your light shine before men, —that they may see your good works, —and glorify your Father who is in the heavens.
17 “ମୁଁୟ୍ ଜେ ମସାର୍ ବିଦି କି ବାବ୍ବାଦିମଃନାର୍ ଦଃର୍ମ୍ ସାସ୍ତର୍ ନଃସ୍ଟ୍ କଃରୁକେ ଆସିଆଚି ବଃଲି ବାବା ନାୟ୍; ନଃସ୍ଟ୍ କଃରୁକେ ନଃଆସି ମଃତର୍ ହୁରୁଣ୍ କଃରୁକେ ଆସିଆଚି ।
Do not think, that I came to pull down the law, or the prophets, —I came not to pull down, but to fulfil.
18 କାୟ୍ତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସଃର୍ଗ୍ ଆର୍ ହୁର୍ତିବି ରେତା ହଃତେକ୍, ମସାର୍ ବିଦିର୍ ଗଟେକ୍ ମଃତ୍ରା କି ଗଟେକ୍ ଟପା ନଃସ୍ଟ୍ ନୟ୍, ସଃବୁ କଃତା ହୁର୍ନ୍ ନଃଉତା ହଃତେକ୍ ଇରି ନଃଗେଟେ ।
For, verily, I say unto you, until the heaven and the earth shall pass away, one least letter, or one point, may in nowise pass away from the law, till all be accomplished.
19 ବଃଲେକ୍ ଜୁୟ୍ ଲକ୍ ଇ ସଃବୁ ସାନ୍ ସାନ୍ ଆଦେସ୍ମଃନାର୍ ବିତ୍ରେ କୁୟ୍ ଗଟେକ୍ ଆଦେସ୍ ନଃମାନେ ଆର୍ ଲକ୍ମଃନ୍କେ ହେଁ ସେବାନ୍ୟା ସିକ୍ୟା ଦଃୟଃଦ୍, ସେ ସଃର୍ଗ୍ ରାଇଜେ ସାନ୍ ବଃଲାୟ୍ ଅୟ୍ଦ୍; ମଃତର୍ ଜୁୟ୍ ଲକ୍ ସେ ସଃବୁ ମାନେଦ୍ ଆର୍ ସିକ୍ୟା ଦଃୟଃଦ୍, ସେ ସଃର୍ଗ୍ ରାଇଜ୍ ତଃୟ୍ଁ ବଃଡ୍ ବଃଲାୟ୍ ଅୟ୍ଦ୍ ।
Whosoever, therefore, shall relax one of these commandments, the least, and teach men so, shall be called, least, in the kingdom of the heavens; but, whosoever shall do and teach, the same, shall be called, great, in the kingdom of the heavens.
20 କାୟ୍ତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜଃବେ ହଃତେକ୍ ତୁମିମଃନାର୍ କାମ୍ ଇସ୍ୱରାର୍ ଇଚା ହଃର୍କାରେ ଆର୍ ଦଃର୍ମ୍ ଗୁରୁ ଆର୍ ପାରୁସି ମଃନାର୍ ତଃୟ୍ହୁଣି ଅଃଦିକ୍ ବିସ୍ୱାସ୍ ଅୟ୍ନଃରିଲେକ୍, ତଃବେ ତୁମିମଃନ୍ ସଃର୍ଗ୍ ରାଇଜେ ଜଃଉଁ ନଃହାରାସ୍ ।”
For I say unto you, that, unless your righteousness exceed that of the Scribes and Pharisees, in nowise, may ye enter into the kingdom of the heavens.
21 “ତୁମିମଃନ୍ ସୁଣି ଆଚାସ୍ ଜେ, ହୁର୍ବ୍ କାଳେ ଲକ୍ମଃନ୍କେ କଃଉଆ ଅୟ୍ଆଚେ, ‘ନଃର୍ ମାରା ନାୟ୍, ଆର୍ ଜୁୟ୍ଲକ୍ ନଃର୍ ମାରେଦ୍, ସେ ବିଚାର୍ କଃର୍ତା ଟାଣେ ଡଃଣ୍ଡ୍ ହାୟ୍ଦ୍ ।’
Ye have heard, that it was said, to them of olden time, —Thou shalt not commit murder, and, whosoever shall commit murder, shall be, liable, to judgment.
22 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ ଲକ୍ ଅଃହ୍ଣାର୍ ବାୟ୍ ଉହ୍ରେ ରିସା ଅୟ୍ଦ୍, ସେ ବିଚାର୍ କଃର୍ତା ଟାଣେ ଡଃଣ୍ଡ୍ ହାୟ୍ଦ୍ । ଆରେକ୍ ଜୁୟ୍ଲକ୍ ଅଃହ୍ଣାର୍ ବାୟ୍କ୍ ନିର୍ବୁଦିଆ ବଃଲି କୟ୍ଦ୍, ସେ ବେରାଣେ ଡଃଣ୍ଡ୍ ହାୟ୍ଦ୍; ଆର୍ ଜୁୟ୍ଲକ୍ ଲଳାକ୍ ନୟ୍ଲାର୍ ବଃଲି କୟ୍ଦ୍, ସେ ଜୟ୍ ଲାଗ୍ତା ନଃର୍କେ ଡଃଣ୍ଡ୍ ହାୟ୍ଦ୍, (Geenna )
But, I, say unto you, that, every one who is angry with his brother, shall be, liable, to judgment, —and, whosoever shall say to his brother, Worthless one!, shall be, liable, to the high council; and, whosoever shall say, Rebel!, shall be, liable, unto the fiery gehenna. (Geenna )
23 ଇତାକ୍, ଇସ୍ୱରାର୍ ଗିନେ ବେଦି ଲଃଗେ ତୁମି ତୁମାର୍ ଦାନ୍ ଆଣ୍ତି ରିଲା ବଃଳ୍ ତୁମାର୍ ବିରଦେ ତୁମାର୍ ବାୟ୍ଦିର୍ କାୟ୍ କଃତା ଆଚେ ବଃଲି ସେତି ତୁମିକେ ଏତୁହଃଳେଦ୍,
If, therefore, thou be bearing thy gift towards the altar, and, there, shouldst remember that, thy brother, hath aught against thee,
24 ତଃବେ ସେତିର୍ ବେଦି ତଃଳେ ତୁମାର୍ ଦାନ୍ ସଃଙ୍ଗାୟ୍ ବାଉଳି ଜାହା, ଆଗ୍ତୁ ନିଜାର୍ ବାୟ୍ ସଃଙ୍ଗ୍ ମିସା, ଆର୍ ତାର୍ହଃଚେ ତୁମାର୍ ଦାନ୍ ବେଦି ଉହ୍ରେ ଆଣି ଦିଆସ୍ ।”
leave, there, thy gift before the altar, and withdraw, —first, be reconciled unto thy brother, and, then, coming, be offering thy gift.
25 “ତୁମାର୍ ବିରଦି ସଃଙ୍ଗ୍ ବାଟେ ରିଲାବଃଳ୍ ବେଗି ତାର୍ ସଃଙ୍ଗ୍ ମିସାବିଳା ବାବ୍ ଦଃକାଉଆ, ନୟ୍ଲେକ୍ ବିରଦି ତୁମିକେ ବିଚାର୍ କଃର୍ତା ଲକାର୍ ଆତେ ସଃହ୍ରି ଦଃୟଃଦ୍, ଆରେକ୍ ବିଚାର୍କଃରୁ ତୁମିକେ ଜାଗୁଆଳି ଆତେ ସଃହ୍ରି ଦଃୟ୍ଦ୍, ଆର୍ ତୁମି ଜଃଇଲେ ହୁରାସ୍ ।
Be making agreement with thine adversary, quickly, while thou art with him, in the way, —lest once thine adversary deliver thee up unto the judge, and the judge, unto the officer, and, into prison, thou be cast.
26 ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମି ସଃରା ସଃରି ଗଟେକ୍ କାସୁ ହେଁ ନଃସୁଜ୍ତା ହଃତେକ୍ ସେ ଜଃଗାୟ୍ ହୁଣି କଃନ୍କଃରି ହେଁ ମୁକ୍ଳି ଆସୁ ନଃହାରାସ୍ ।”
Verily, I say unto thee, In nowise, mayest thou come out from thence, until thou pay the last halfpenny.
27 “ତୁମିମଃନ୍ ସୁଣି ଆଚାସ୍, ଲେକାଆଚେ, ‘ଦାରିକାମ୍ କଃରା ନାୟ୍ ।’
Ye have heard, that it was said, Thou shalt not commit adultery:
28 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ଲକ୍ ଜୁୟ୍ ମାୟ୍ଜିକେ କଃରାବ୍ ଆକାୟ୍ ଦଃକେଦ୍, ସେ ତାର୍ ସଃଙ୍ଗ୍ ମଃନ୍ ବିତ୍ରେ ଦାରିକାମ୍ କଃରି ସଃର୍ଲାନି ।
But, I, say unto you, that, Every one who looketh on a woman so as to covet her, already, hath committed adultery with her, in his heart.
29 ଆର୍ ତୁମିକେ ଜଃଡେବଃଳ୍ କାତା ଆକି ହାହ୍ କଃରାୟ୍ଦ୍, ତଃବେ ସେରି କାଡି ହଃବ୍ଳାଉଆ, କାୟ୍ତାକ୍ବଃଲେକ୍ ତୁମାର୍ ସଃବୁ ଗଃଗାଳ୍ ନଃର୍କେ ନଃସ୍ଟ୍ ଅଃଉତା ବାଟା ଗଟେକ୍ ଆକି ନଃସ୍ଟ୍ ଅଃଉତାର୍ ତୁମାର୍ ଗିନେ ନିକ । (Geenna )
And, if, thy right eye, is causing thee to stumble, pluck it out, and cast it from thee, —for it profiteth thee, that, one of thy members, should perish, and not, thy whole body, be cast into gehenna. (Geenna )
30 ଆରେକ୍ ତୁମିକେ ଜଃଡେବଃଳ୍ କାତା ଆତ୍ ହାହ୍ କାମ୍ କଃରାୟ୍ଦ୍, ତଃବେ ସେରି କାଟି ହଃବ୍ଳାଉଆ, କାୟ୍ତାକ୍ବଃଲେକ୍ ତୁମାର୍ ସଃବୁ ଗଃଗାଳ୍ ନଃର୍କେ ହଃଳ୍ତା ବାଟା ଗଟେକ୍ ଆତ୍ ନଃସ୍ଟ୍ ଅଃଉତାର୍ ତୁମାର୍ ଗିନେ ନିକ ।” (Geenna )
And, if, thy right hand, is causing thee to stumble, cut it off, and cast it from thee, —for it profiteth thee, that, one of thy members, should perish, and not, thy whole body, into gehenna, depart. (Geenna )
31 “ଆରେକ୍ ଲେକା ଆଚେ, ‘ଜୁୟ୍ଲକ୍ ଅଃହ୍ଣାର୍ ମାୟ୍ଜିକେ ଚାଡେଦ୍, ସେ ତାକ୍ ଚାଡ୍ହଃତାର୍ ଲେକି ଦେଉଅ ।’
It was said, moreover, Whosoever shall divorce his wife, let him give her a writing of divorcement;
32 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ଲକ୍ ଅଃହ୍ଣାର୍ ମାୟ୍ଜିକେ ଦାରିକାମାର୍ ଦଃସ୍ ଚାଡି ବିନ୍ କାମାର୍ ଗିନେ ଚାଡେଦ୍, ତଃବେ ସେ ତାକ୍ ଦାରିଆଣି କଃରାୟ୍ଦ୍, ଆର୍ ଜୁୟ୍ ଲକ୍ ସେ ଚାଡ୍ଲା ମାୟ୍ଜିକେ ସଃଙ୍ଗାୟ୍ଦ୍, ସେ ହେଁ ଦାରିକାମ୍ କଃରେଦ୍ ।”
But, I, say unto you, that, Everyone who divorceth his wife—saving for unfaithfulness, causeth her to be made an adulteress, —[and, whosoever shall marry a divorced woman, committeth adultery].
33 “ଆରେକ୍ ତୁମିମଃନ୍ ସୁଣି ଆଚାସ୍ ଜେ, ହୁର୍ବ୍ କାଳେ ଲକ୍ମଃନ୍କେ କଃଉଆ ଜାୟ୍ରିଲି, ‘ତୁମି ମିଚ୍ ହଃର୍ମାଣ୍ କଃରାନାୟ୍, ମଃତର୍ ଅଃହ୍ଣାର୍ ହଃର୍ମାଣ୍ ସଃବୁ ମାପ୍ରୁର୍ ଗିନେ ହୁରୁଣ୍ କଃରା ।’
Again, ye have heard that it was said, to them of olden time, Thou shalt not swear falsely, —but shalt render unto the Lord, thine oaths.
34 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ସଃୟ୍ତ୍ କଃର୍ତାବଃଳ୍ କଃବେ ହେଁ ହଃର୍ମାଣ୍ କଃରା ନାୟ୍; ସଃର୍ଗାର୍ ହଃର୍ମାଣ୍ କଃରା ନାୟ୍, ବଃଲେକ୍ ସେରି ଇସ୍ୱରାର୍ ସିଙ୍ଗାସଣ୍;
But, I, tell you—not to swear, at all: Neither by heaven, because it is the, throne of God, —
35 କି ହୁର୍ତିବିର୍ ହଃର୍ମାଣ୍ କଃରା ନାୟ୍, ବଃଲେକ୍ ସେରି ଇସ୍ୱରାର୍ ହାଦ୍ ସଃଙ୍ଗାଉତା ଟାଣ୍; ଜିରୁସାଲମାର୍ ହଃର୍ମାଣ୍ କଃରା ନାୟ୍, ବଃଲେକ୍ ସେରି ମଃହାରଃଜାର୍ ଗଃଳ୍;
Nor by the earth, because it is his, footstool; nor by Jerusalem, because, it is the, city, of the Great King;
36 ଆରେକ୍ ଅଃହ୍ଣାର୍ ମୁଣ୍ଡାର୍ ହଃର୍ମାଣ୍ କଃରା ନାୟ୍, ବଃଲେକ୍ ସେତିର୍ ଗଟେକ୍ ବାଳ୍ ହେଁ ଦବ୍ କି କଃଳ୍ୟା କଃରୁକେ ତୁମାର୍ ସଃକ୍ତି ନାୟ୍ ।
Nor, by thine own head, mayest thou swear, because thou art not able to make, one hair, white or black.
37 ତୁମିମଃନ୍ ‘ହେଁ’ ଅଲେ ‘ହେଁ’ ବଃଲା, ‘ନାୟ୍’ ଅଲେ ‘ନାୟ୍’ ବଃଲା, ଇତିହୁଣି ଜାୟ୍ରି ଅଃଦିକ୍, ସେରି ଦୁସ୍ଟ୍ ଆତ୍ମା ତଃୟ୍ହୁଣି ଆସେଦ୍ ।”
But let your word be, Yea, yea, —Nay, nay; and, what goeth beyond these, is, of evil.
38 “ତୁମିମଃନ୍ ସୁଣି ଆଚାସ୍, ଲେକା ଆଚେ, ‘ଆକିର୍ ବାଦୁଲେ ଆକି ଆର୍ ଦାତାର୍ ବାଦୁଲେ ଦାତ୍ ।’
Ye have heard, that it was said, —Eye for eye, and tooth for tooth.
39 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, କେ ତୁମାର୍ ଦୁସ୍ଟ୍ କଃଲେକ୍ ତାର୍ ବାଦ୍ଲା ନିଆନାଁୟ୍, ମଃତର୍ ଜେ ତୁମାର୍ କାତା ଗାଲେ ଚାହୁଳ୍ ମାରେଦ୍, ତାକ୍ ଡେବ୍ରି ଗାଲ୍ ହେଁ ଦଃକାୟ୍ ଦିଆସ୍ ।
But, I, tell you, not to resist evil, —Nay, whoever is smiting thee on the right cheek, turn to him, the other also;
40 ଆର୍ କେ ଜଦି ତୁମାର୍ ଆଙ୍ଗି ନେଉଁକେ ମଃନ୍କଃରି ବିଚାର୍ କଃର୍ତା ଟାଣେ ନଃୟ୍ଦ୍, ତଃବେ ତାକ୍ ତୁମାର୍ ହଃଚ୍ୟା ହେଁ ଦିଆସ୍ ।
And, him who is desiring thee to be judged, and to take, thy tunic, let him have, thy mantle also.
41 ଆର୍ ଜଦି ଗଟେକ୍ ସଃଇନ୍ ତାର୍ ବଜ୍ ବଳାୟ୍ କସେକ୍ ଜୁଉ ବଃଲି ବଃଳ୍ମାଡ୍ କଃଲେକ୍, ତୁମି ତାର୍ ସଃଙ୍ଗ୍ ଦୁୟ୍ କସ୍ ଜାହା ।
And, whoever shall impress thee one mile, go with him two:
42 କେ ଜଦି ତୁମିକେ କାୟ୍ରି ମାଗେଦ୍, ତାକ୍ ଦିଆସ୍; ଆର୍ କେ ଜଦି ତୁମାର୍ ତଃୟ୍ହୁଣି ରିଣ୍ ନେଉଁକେ ମଃନ୍ କଃରେଦ୍, ତାକ୍ ଦିଆସ୍ ।”
To him who is asking thee, give; and, him who is desiring from thee to borrow, do not thou turn away.
43 “ତୁମିମଃନ୍ ସୁଣି ଆଚାସ୍, ଲେକା ଆଚେ, ‘ତୁମାର୍ ନିଜାର୍ ଲକ୍କେ ଲାଡ୍ କଃରା ଆର୍ ତୁମାର୍ ସଃତ୍ରୁକେ ଲାଡ୍ କଃରା ନାୟ୍ ।’
Ye have heard, that it was said, Thou shalt love thy neighbour, and hate thine enemy.
44 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ତୁମିମଃନାର୍ ସଃତ୍ରୁମଃନ୍କେ ଲାଡ୍ କଃରା, ଆର୍ ଜୁୟ୍ ଲକ୍ମଃନ୍ ତୁମିକେ କଃସ୍ଟ୍ ଦେତି, ସେମଃନାର୍ ଗିନେ ପାର୍ତ୍ନା କଃରା,
But, I, say unto you, Be loving your enemies, and praying for them who are persecuting you:
45 ଜଃନ୍କଃରି ତୁମିମଃନ୍ ତୁମାର୍ ସଃର୍ଗାର୍ ଉବାଦିର୍ ହୟ୍ସି ଅଃଉଆସ୍; ସେ ତ ମିଚ୍ ଆର୍ ସଃତ୍ ଲକାର୍ ଉହ୍ରେ ଅଃହ୍ଣାର୍ ବେଳ୍ ଉଦାଉଁଲା, ଆରେକ୍ ଦଃର୍ମି ଆର୍ ଅଃଦଃର୍ମି ଲକ୍ମଃନାର୍ ଉହ୍ରେ ବଃର୍ସା ମାରାଉଁଲା ।
That ye may become sons of your Father who is in the heavens: because, his sun, he maketh arise on evil and good, and sendeth rain, on just and unjust.
46 ଆର୍ ଜୁୟ୍ ଲକ୍ମଃନ୍ ତୁମିକେ ଲାଡ୍ କଃର୍ତି, ସେମଃନ୍କେ ହଃକା ଲାଡ୍ କଃଲେକ୍ ତୁମାର୍ କାୟ୍ ପୁରିସ୍କାର୍? ରିବ୍ନିମଃନ୍ ହେଁ ତ ସେବାନ୍ୟା କଃରୁଲାୟ୍!
For, if ye love them that love you, what reward have ye? are not, even the tax-collectors, the same thing, doing?
47 ଆର୍ ତୁମିମଃନ୍ ଜଦି ନିଜାର୍ ନିଜାର୍ ବାୟ୍କ୍ ହଃକା ଜୁଆର୍ କଃରାସ୍, ତଃବେ ତୁମି ଅଃଦିକ୍ କାୟ୍ରି କଃରୁଲାସ୍? ଅଜିଉଦିମଃନ୍ ହେଁ ତ ସେବାନ୍ୟା କଃରୁଲାୟ୍!
And, if ye salute your brethren only, what, more than common, are ye doing? are not, even the nations, the same thing, doing?
48 ବଃଲେକ୍, ତୁମିମଃନାର୍ ସଃର୍ଗାର୍ ଉବାଦି ଜଃନ୍କାର୍ ସିଦ୍, ତୁମିମଃନ୍ ହେଁ ସେବାନ୍ୟା ସିଦ୍ ଅଃଉଆ ।”
Ye, therefore, shall become, perfect: as, your heavenly Father, is perfect.