< ମାତିଉ 4 >
1 ଇତାର୍ହଃଚେ ସୟ୍ତାନ୍ ତଃୟ୍ହୁଣି ପରିକ୍ୟା କଃରାୟ୍ ଅଃଉଁକେ ପବିତ୍ର ଆତ୍ମା ଜିସୁକେ ସୁକ୍ଲା ବଃଟାୟ୍ କାଡାୟ୍ ନିଲି ।
Da blev Jesus af Aanden ført op i Ørkenen for at fristes af Djævelen.
2 ଆରେକ୍ ଜିସୁ ଚାଳିସ୍ ଦିନ୍ ଆର୍ ଚାଳିସ୍ ରାତି ଉହାସ୍ ରିଲା ହଃଚେ, ତାକ୍ ବେସି ବୁକ୍ ଲାଗ୍ଲି ।
Og da han havde fastet fyrretyve Dage og fyrretyve Nætter, blev han omsider hungrig.
3 ସଃଡେବଃଳ୍ ସୟ୍ତାନ୍ ତାର୍ ଲଃଗେ ଆସି କୟ୍ଲି, “ତୁୟ୍ ଜଦି ଇସ୍ୱରାର୍ ହୟ୍ସି, ତଃବେ ଇ ଟେଳାମଃନ୍କେ ରୁଟି ଅଃଉଁକେ କଃଉ ।”
Og Fristeren gik til ham og sagde: „Er du Guds Søn, da sig, at disse Stene skulle blive Brød.‟
4 ମଃତର୍ ଜିସୁ ଉତୁର୍ ଦିଲା, “ଦଃର୍ମ୍ସାସ୍ତରେ ଲେକା ଆଚେ, ‘ମାନାୟ୍ ଅଃବ୍କା ରୁଟି କାୟ୍ କଃରି ଜିବନ୍ ନଃରେୟ୍, ମଃତର୍ ଇସ୍ୱରାର୍ ଟଣ୍ଡେ ହୁଣି ବାରାୟ୍ଲା ହଃତି ବଃଚନେ ବାଚେଦ୍, ଜୁୟ୍ରି ଜିବନ୍ ଗିନେ ଲଳା ।’”
Men han svarede og sagde: „Der er skrevet: Mennesket skal ikke leve af Brød alene, men af hvert Ord, som udgaar igennem Guds Mund.‟
5 ଇତାର୍ହଃଚେ ସୟ୍ତାନ୍ ଜିସୁକେ ପବିତ୍ର ଗଃଳ୍ ଜିରୁସାଲମେ ନଃୟ୍ ମନ୍ଦିର୍ ଟିହେ ଟିଆ କଃରାୟ୍ ତାକ୍ କୟ୍ଲି,
Da tager Djævelen ham med sig til den hellige Stad og stiller ham paa Helligdommens Tinde og siger til ham:
6 “ତୁୟ୍ ଜଦି ଇସ୍ୱରାର୍ ହୟ୍ସି, ତଃବେ ଇତି ହୁଣି ତଃଳେ ଡଃଗାଉ, କାୟ୍ତାକ୍ବଃଲେକ୍ ସାସ୍ତରେ ଲେକା ଆଚେ- ‘ସେ ଅଃହ୍ଣାର୍ ଦୁତ୍ମଃନ୍କେ ତକେ ବଚାଉଁକେ ଆଡର୍ ଦଃୟ୍ ହଃଟାୟ୍ଦ୍; ସେମଃନ୍ ତକ୍ ଆତେ ଟେକି ଦଃର୍ତି, ତଃବେ ତର୍ ହାଦ୍ ହେଁ ଟେଳାୟ୍ ନଃହାୟ୍ ।’”
„Er du Guds Søn, da kast dig herned; thi der er skrevet: Han skal give sine Engle Befaling om dig, og de skulle bære dig paa Hænder, for at du ikke skal støde din Fod paa nogen Sten.‟
7 ଜିସୁ ତାକ୍ ଉତୁର୍ ଦିଲା, “ସାସ୍ତରେ ଆରେକ୍ ଲେକା ଆଚେ, ‘ତୁୟ୍ ନିଜାର୍ ମାପ୍ରୁ ଇସ୍ୱର୍କେ ପରିକ୍ୟା କଃର୍ ନାୟ୍ ।’”
Jesus sagde til ham: „Der er atter skrevet: Du maa ikke friste Herren din Gud.‟
8 ଆରେକ୍ ସୟ୍ତାନ୍ ଜିସୁକେ ଗଟେକ୍ ଉଚ୍ ହଃର୍ବାତ୍ ଟିହେ ନିଲି ଆର୍ ଜଃଗତାର୍ ସଃବୁ ରାଇଜ୍ ଆର୍ ସେ ରାଇଜାର୍ ସଃବୁ ଦଃନ୍ ଦଃକାୟ୍ କୟ୍ଲି,
Atter tager Djævelen ham med sig op paa et saare højt Bjerg og viser ham alle Verdens Riger og deres Herlighed; og han sagde til ham:
9 “ତୁୟ୍ ଜଦି ମକ୍ ମୁଣ୍ଡିଆ ମାରି ଜୁଆର୍ କଃର୍ସି, ତଃବେ ଇ ସଃବୁ ମୁୟ୍ ତକ୍ ଦଃୟ୍ନ୍ଦ୍ ।”
„Alt dette vil jeg give dig, dersom du vil falde ned og tilbede mig.‟
10 ତଃବେ ଜିସୁ ଉତୁର୍ ଦିଲା, “ଦୁର୍ ଅଃଉ, ସୟ୍ତାନ୍! ସାସ୍ତରେ ଲେକା ଆଚେ, ‘ତୁୟ୍ ତର୍ ମାପ୍ରୁ ଇସ୍ୱର୍କେ ଜୁଆର୍ କଃର୍ ଆର୍ ତାର୍ ହଃକା ସେବା କଃର୍ ।’”
Da siger Jesus til ham: „Vig bort, Satan! thi der er skrevet: Du skal tilbede Herren din Gud og tjene ham alene.‟
11 ତାର୍ହଃଚେ ସୟ୍ତାନ୍ ଜିସୁକେ ଚାଡି ହଃଳାୟ୍ଲି; ଆର୍ ଦୁତ୍ମଃନ୍ ଆସି ତାର୍ ସେବା କଃରୁକେ ଦଃର୍ଲାୟ୍ ।
Da forlader Djævelen ham, og se, Engle kom til ham og tjente ham.
12 ଜଃଡେବଃଳ୍ ଜହନ୍କେ ବାନ୍ଦି ଜଃଇଲେ ହୁରାୟ୍ଲାୟ୍ ବଃଲି ଜିସୁ ସୁଣ୍ଲା, ସେ ଗାଲିଲିକେ ଗଃଲା ।
Men da Jesus hørte, at Johannes var kastet i Fængsel, drog han bort til Galilæa.
13 ଆର୍ ସେ ନାଜରିତ୍ ତଃୟ୍ ନଃରେୟ୍ ସୁବ୍ଲନ୍ ଆର୍ ନପ୍ତାଲି ହଲିୟେ ରିଲା ଗାଲିଲି ସଃମ୍ନ୍ଦ୍ କଃଣ୍ଡିର୍ କପୁର୍ନାହୁମ୍ ଗଃଳେ ଜାୟ୍ ବାସା କଃଲା ।
Og han forlod Nazareth og kom og tog Bolig i Kapernaum, som ligger ved Søen, i Sebulons og Nafthalis Egne,
14 ଜଃନ୍କଃରି ଜିସାୟ୍ ବାବ୍ବାଦି ଲେକ୍ଲା ଇ କଃତା ହୁରୁଣ୍ ଅୟ୍ଦ୍,
for at det skulde opfyldes, som er talt ved Profeten Esajas, som siger:
15 “ସୁବ୍ଲନ୍ ଦେସ୍ ଆର୍ ନପ୍ତାଲି ଦେସ୍, ସଃମ୍ନ୍ଦ୍ ଚଃମାର୍ ଆର୍ ଜର୍ଦନ୍ ଗାଡାର୍ ସେହାଟି ରିଲା ଅଜିଉଦିମଃନାର୍ ଗାଲିଲି ।
„Sebulons Land og Nafthalis Land langs Søen, Landet hinsides Jordan, Hedningernes Galilæa,
16 ଅଃନ୍ଦାରେ ବାସା କଃର୍ତା ଲକ୍ମଃନ୍ ଗଟେକ୍ ବଃଡ୍ ଉଜାଳ୍ ଦଃକ୍ତି, ଆର୍ ମଃର୍ନାର୍ ଚାୟ୍ ଦେସେ ରେତା ଲକ୍ମଃନାର୍ ଉହ୍ରେ, ସେ ଉଜାଳ୍ ଉଦେଦ୍ ।”
det Folk, som sad i Mørke, har set et stort Lys, og for dem, som sad i Dødens Land og Skygge, for dem er der opgaaet et Lys.‟
17 ସଃଡେବଃଳ୍ ହୁଣି ଜିସୁ ପର୍ଚାର୍ କଃରୁକେ ଆରୁମ୍ କଃରି କଃଉଁକେ ଦଃର୍ଲା, “ତୁମାର୍ ହାହ୍ ଚାଡା, କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଚଃମେ ଅୟ୍ଲିନି ।”
Fra den Tid begyndte Jesus at prædike og sige: „Omvender eder, thi Himmeriges Rige er kommet nær.‟
18 ଜିସୁ ଗାଲିଲି ସଃମ୍ନ୍ଦ୍ କଃଣ୍ଡିବାଟ୍ ବୁଲ୍ତିରିଲା ବଃଳ୍ ସିମନ୍, ଜାକେ ପିତର୍ ବଃଲି କଃଉତି, ଆର୍ ତାର୍ ବାୟ୍ସି ଆନ୍ଦ୍ରିଅ, ଇ ଦୁୟ୍ ବାୟ୍କ୍ ସଃମ୍ନ୍ଦେ ବୟ୍ଜାଲ୍ ହଃକାଉତାର୍ ଦଃକ୍ଲା, କାୟ୍ତାକ୍ବଃଲେକ୍ ସେମଃନ୍ ମାଚୁଆ ରିଲାୟ୍ ।
Men da han vandrede ved Galilæas Sø, saa han to Brødre, Simon, som kaldes Peter, og Andreas, hans Broder, i Færd med at kaste Garn i Søen; thi de vare Fiskere.
19 ଜିସୁ ସେମଃନ୍କେ କୟ୍ଲା, “ମର୍ ସଃଙ୍ଗ୍ ଆସା, ମୁଁୟ୍ ତୁମିମଃନ୍କେ ନଃର୍ମଃନ୍କେ ମାପ୍ରୁର୍ ଲଃଗେ ଆଣୁକେ ସିକାୟ୍ନ୍ଦ୍ ।”
Og han siger til dem: „Følger efter mig, saa vil jeg gøre eder til Menneskefiskere.‟
20 ସେଦାହ୍ରେ ସେମଃନ୍ ତାକାର୍ ଜାଲ୍ ଚାଡ୍ଲାୟ୍ ଆର୍ ଜିସୁର୍ ସଃଙ୍ଗ୍ ଗଃଲାୟ୍ ।
Og de forlode straks Garnene og fulgte ham.
21 ଆରେକ୍ ଜିସୁ ସେତିହୁଣି କଃଣ୍ଡେକ୍ ଆଗେ ଜାୟ୍ ଜେବଦିର୍ ହୟ୍ସି ଜାକୁବ ଆର୍ ଜହନ୍ ନାଉଁଆର୍ ଆରେକ୍ ଦୁୟ୍ ବାୟ୍କ୍ ତାକାର୍ ଉବାସି ଜେବଦି ସଃଙ୍ଗ୍ ଡଙ୍ଗାୟ୍ ଜାଲ୍ ହଃଜାଳ୍ତି ରିଲାର୍ ଦଃକି ସେମଃନ୍କେ କୁଦ୍ଲା ।
Og da han derfra gik videre, saa han to andre Brødre, Jakob, Zebedæus's Søn, og Johannes, hans Broder, i Skibet med deres Fader Zebedæus, i Færd med at bøde deres Garn, og han kaldte paa dem.
22 ଆର୍ ସେମଃନ୍ ସେଦାହ୍ରେ ଡଙ୍ଗା ଆର୍ ତାକାର୍ ଉବାସିକ୍ ଚାଡି ଜିସୁର୍ ହଃଚେ ହଃଚେ ଗଃଲାୟ୍ ।
Og de forlode straks Skibet og deres Fader og fulgte ham.
23 ତାର୍ହଃଚେ ଜିସୁ ସେମଃନାର୍ ପାର୍ତ୍ନା ଗଃରେମଃନ୍ ସିକ୍ୟା ଦଃୟ୍ ସଃର୍ଗ୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃଲା ଆର୍ ସଃବୁ ରଃକମାର୍ ରଗିକ୍ ଉଜ୍ କଃରିକଃରି ଗାଲିଲିର୍ ସଃବୁ ହାକ୍ ବୁଲୁକ୍ ଦଃର୍ଲା ।
Og Jesus gik omkring i hele Galilæa, idet han lærte i deres Synagoger og prædikede Rigets Evangelium og helbredte enhver Sygdom og enhver Skrøbelighed iblandt Folket.
24 ଆର୍ ଜିସୁର୍ କଃତା ସିରିଆ ଦେସାର୍ ସଃବୁ ହାକ୍ ଉର୍ଜି ଅୟ୍ଲି, ଆରେକ୍ ଲକ୍ମଃନ୍ ବୁତ୍ ଡଃସ୍ଲାର୍ ଲକ୍କେ, କୁନ୍ଦେଲ୍ ରଗି, ଏକ୍ଅଃଙ୍ଗି ରଗି, ଇବାନ୍ୟା ଗାଦେକ୍ ରଃକମାର୍ ରଗେ ମଃଳୁ ହଃଳିରିଲା ଲକ୍ ଆର୍ ଦୁକାୟ୍ ହଃଳିରିଲା ସଃବୁ ଲକ୍ମଃନ୍କେ ଜିସୁର୍ ଲଃଗେ ଆଣ୍ଲାୟ୍, ଆର୍ ଜିସୁ ସେମଃନ୍କେ ଉଜ୍ କଃଲା ।
Og hans Ry kom ud over hele Syrien; og de bragte til ham alle dem, som lede af mange Haande Sygdomme og vare plagede af Lidelser, baade besatte og maanesyge og værkbrudne; og han helbredte dem.
25 ଆରେକ୍ ଗାଲିଲିର୍, ଦେକାପଲି ବଃସ୍ତି, ଜିରୁସାଲମ୍, ଜିଉଦା ରାଇଜ୍ ଆର୍ ଜର୍ଦନ୍ ଗାଡ୍ ସେହାଟିର୍ ଗାଦେକ୍ ଲକ୍ମଃନ୍ ତାର୍ ହଃଚେ ହଃଚେ ଗଃଳାୟ୍ ।
Og store Skarer fulgte ham fra Galilæa og Dekapolis og Jerusalem og Judæa og fra Landet hinsides Jordan.