< ମାତିଉ 25 >
1 “ସଃଡେବଃଳ୍ ସଃର୍ଗ୍ ରାଇଜ୍ ଦଃସ୍ଗଟ୍ ଦଃଙ୍ଗ୍ଳି ହର୍ ଅୟ୍ଦ୍; ସେମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ଦଃରି ବଃରକେ ବେଟୁକ୍ ବାରାୟ୍ଲାୟ୍ ।
Then may the kingdom of heaven be shadowed forth by ten virgins, who took their lamps and went out to meet the bridegroom and bride.
2 ସେମଃନାର୍ ବିତ୍ରେ ହାଁଚ୍ ଗଟ୍ ନିର୍ବୁଦିଆଣି ରିଲାୟ୍ ଆର୍ ହାଁଚ୍ ଗଟ୍ ବୁଦିଆଣି ରିଲାୟ୍ ।
And five of them were wise, and five were foolish.
3 ସେ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ଦଃରି ଗଃଳାୟ୍, ମଃତର୍ ସେମଃନ୍ ବିନେ ଅଃଦିକ୍ ଚିକଣ୍ ଦଃରି ନଃରିଲାୟ୍ ।
And the foolish took their lamps, but took no oil with them.
4 ମଃତର୍ ବୁଦିଆଣି ଦଃଙ୍ଗ୍ଳିମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ସଃଙ୍ଗ୍ ବିନେ ଅଃଦିକ୍ ଚିକଣ୍ ଦଃରି ରିଲାୟ୍ ।
But the wise took oil in vessels, with their lamps.
5 ବଃର ଆସୁକ୍ ବେଳ୍ କଃଲା ଗିନେ ସଃବୁ ଦଃଙ୍ଗ୍ଳିମଃନ୍ ଗୁନି ଗୁନି ସଇଲାୟ୍ ।”
And while the bridegroom delayed, they all became sleepy and fell asleep.
6 “ମଃତର୍ ମଃଜାରାତି ବଃଳ୍, ‘ଏଦେ ଦଃକା, ବଃର ଆୟ୍ଲାନି, ଆସା ବେଟୁକ୍ ଜୁଆଁ,’ ବଃଲି ଲକ୍ମଃନ୍ ଉଲ୍ଗାଟ୍ ଅୟଃଲାୟ୍ ।
And at midnight there was an outcry: Behold, the bridegroom cometh; go ye out to meet him.
7 ସଃଡେବଃଳ୍ ସେ ଦଃସ୍ଗଟ୍ ଦଃଙ୍ଗ୍ଳିମଃନ୍ ଉଟି ଅଃହ୍ଣା ଅଃହ୍ଣାର୍ କୁପି ହଃଜାଳ୍ଲାୟ୍ ।
Then all those virgins arose, and trimmed their lamps.
8 ତାର୍ହଃଚେ ସେ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ସେ ବୁଦିଆଣି ଦଃଙ୍ଗ୍ଳିମଃନ୍କେ କୟ୍ଲାୟ୍, ‘ତୁମାର୍ ଚିକଣ୍ ଅଃମିକ୍ କଃଣ୍ଡେକ୍ ଦିଆ, କାୟ୍ତାକ୍ବଃଲେକ୍ ଅଃମାର୍ କୁପିସଃବୁ ଲିବି ଜଃଉଁଲି ।’
And the foolish said to the wise; Give us of your oil; for, behold, our lamps have gone out.
9 ମଃତର୍ ବୁଦିଆଣି ଦଃଙ୍ଗ୍ଳିମଃନ୍ କୟ୍ଲାୟ୍, ‘ନାୟ୍, ନାୟ୍, ନାୟ୍, ତୁମାର୍ ଅଃମାର୍ ଗିନେ ଚିକଣ୍ ନଃକେଟେ । ଦୁକାଣେ ଜାୟ୍ ନିଜାର୍ ନିଜାର୍ ଗିନେ ଚିକଣ୍ ଗେନି ଆଣା ।’
The wise answered and said: We must refuse, lest there should not be enough for us and for you: but go ye to them that sell, and buy for yourselves.
10 ମଃତର୍ ସେମଃନ୍ ଚିକଣ୍ ଗେନୁକ୍ ଜାତାବଃଳ୍ ବଃର ଆୟ୍ଲା, ଆର୍ ଜୁୟ୍ ହାଁଚ୍ ଗଟ୍ ଦଃଙ୍ଗ୍ଳିମଃନ୍ ତିଆର୍ ଅୟ୍ରିଲାୟ୍, ସେମଃନ୍ ବଃର ସଃଙ୍ଗ୍ ବିବା ଗଃରେ ହୁର୍ଲାୟ୍, ଆର୍ ଦୁଆର୍ ଡାହାଅୟ୍ଲି ।”
And while they went to buy, the bridegroom came; and they that were ready, went with him into the house of the nuptials, and the door was shut.
11 “ତାର୍ହଃଚେ ସେ ହାଁଚ୍ଗଟ୍ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ହେଁ ଆସି କୟ୍ଲାୟ୍, ‘ଏ ମାପ୍ରୁ, ଏ ମାପ୍ରୁ, ଅଃମାର୍ ଗିନେ କଃହାଟ୍ ଉଗାଳା ।’
And at length came also the other virgins, and said: Our lord, our lord, open to us.
12 ମଃତର୍ ବଃର ସେମଃନ୍କେ କୟ୍ଲା, ‘ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମୁଁୟ୍ ତୁମିମଃନ୍କେ ନଃଜାଣି ।’”
But he answered, and said to them: Verily I say to you, I know you not.
13 ଇ କଃତା କୟ୍ ସଃରାୟ୍ ଜିସୁ କୟ୍ଲା, “ତଃବେ ଜଃଗ୍ରାତ୍ ଅୟ୍ରିଆ, କାୟ୍ତାକ୍ବଃଲେକ୍ ତୁମିମଃନ୍ ନଃରାର୍ ହୟ୍ସି ଆସ୍ତାର୍ ସେଦିନ୍ କି ସେବେଳା ନଃଜାଣାସ୍ ।”
Watch, therefore, seeing ye know not the day nor the hour.
14 “ଗଟ୍ ଦିନ୍ ଗଟ୍ ଲକ୍ ଅଃହ୍ଣାର୍ ଗତିଦଃଙ୍ଗ୍ଳାମଃନ୍କ୍ କୁଦିକଃରି ଅଃହ୍ଣାର୍ ସଃବୁ ଦଃନ୍ବିତ୍ ତାକାର୍ ଆତେ ସଃର୍ହି ଦିଲା, ଆର୍ ବିଦେସ୍ ଜଃଉଁକେ ବାରାୟ୍ଲା, ସଃର୍ଗ୍ ରାଇଜ୍ ଇହର୍ ।
For, as a man that took a journey, called his servants and delivered to them his property;
15 ସେ ଗଟ୍ ଲକ୍କେ ହାଁଚ୍ ଅଃଜାର୍ ରୁହା ଟଃକା ଆର୍ ଗଟ୍ ଲକ୍କେ ଦୁୟ୍ ଅଃଜାର୍ ରୁହା ଟଃକା ଆର୍ ଗଟ୍ ଲକ୍କେ ଗଟେକ୍ ଅଃଜାର୍ ରୁହା ଟଃକା, ଇରଃକମ୍ ସେମଃନ୍କେ ସେମଃନାର୍ ହାର୍ତା ସଃକାତ୍ ଦଃକି ଦଃୟ୍କଃରି, ସେ ବିଦେସ୍ ଗଃଲା ।
to one he gave five talents; to another, two; and to another, one: to each, according to his ability: and he immediately departed.
16 ଜୁୟ୍ ଦଃଙ୍ଗ୍ଳା ହାଁଚ୍ ଅଃଜାର୍ ରୁହା ଟଃକା ହାୟ୍ରିଲା, ସେ ସଃଙ୍ଗେ ସଃଙ୍ଗେ ସେରି ବେବାର୍ କଃରି ଆରେକ୍ ହାଁଚ୍ ଅଃଜାର୍ ରୁହା ଟଃକା ଲାବ୍ କଃଲା ।
Then he that received five talents, went and traded with them, and gained five more.
17 ସେରଃକମ୍ ଦୁୟ୍ ଅଃଜାର୍ ରୁହା ଟଃକା ହାୟ୍ରିଲା, ସେ ହେଁ ଆରେକ୍ ଦୁୟ୍ ଅଃଜାର୍ ରୁହା ଟଃକା ଲାବ୍ କଃଲା ।
And likewise: the one of two talents, by trading gained two more.
18 ମଃତର୍ ଜୁୟ୍ ଦଃଙ୍ଗ୍ଳା ଗଟେକ୍ ଅଃଜାର୍ ରୁହା ଟଃକା ହାୟ୍ ରିଲା, ସେ ଜାୟ୍ ଗଟ୍ କାଲ୍ କଃଣି ଅଃହ୍ଣାର୍ ସାଉକାରାର୍ ସେ ଟଃକାକ୍ ତହିକଃରି ମାଟାୟ୍ ଲୁକାୟ୍ ରିଲା ।”
But he that received one, went and digged in the earth, and hid his lord's money.
19 “ବୁତେକ୍ ଦିନାର୍ ହଃଚେ ସେ ଗତିଦଃଙ୍ଗ୍ଳାମଃନାର୍ ସାଉକାର୍ ବାଉଳି ଆସି ସେମଃନାର୍ ସଃଙ୍ଗ୍ ତଃହ୍ଣା ଦଃୟ୍ରିଲା ଟଃକାର୍ ଇସାବ୍ କଃରୁକେ ଦଃର୍ଲା ।
And after a long time, the lord of those servants came, and received account from them.
20 ଜୁୟ୍ ଦଃଙ୍ଗ୍ଳା ହାଁଚ୍ ଅଃଜାର୍ ରୁହା ଟଃକା ହାୟ୍ରିଲା, ସେ ଆରେକ୍ ହାଁଚ୍ ଅଃଜାର୍ ରୁହା ଟଃକା ଆଣି କୟ୍ଲା, ‘ସାଉକାର୍ ତୁୟ୍ ମକ୍ ହାଁଚ୍ ଅଃଜାର୍ ରୁହା ଟଃକା ଦଃୟରିଲିସ୍, ଦଃକ୍, ଅଃବେ ମୁଁୟ୍ ଆରେକ୍ ହାଁଚ୍ ଅଃଜାର୍ ରୁହା ଟଃକା ବେବାର୍ କଃରି ଲାବ୍ କଃରି ଆଚି ।’
And he who had received the five talents, came and brought five others; and said, My lord, thou gavest me five talents; behold, I have gained by trading five more to them.
21 ତାର୍ ସାଉକାର୍ ତାକ୍ କୟ୍ଲା, ‘ବଃଡେ ସଃତ୍, ଆର୍ ସଃତ୍ ଗତିଦଃଙ୍ଗ୍ଳା, ତୁୟ୍ ଅଃଳକ୍ କଃତାୟ୍ ମାୟଃନ୍କାରି ଅୟ୍ଲିସ୍, ମୁଁୟ୍ ତକେ ବୁତେକ୍ ବିସୟେ ଅଃଦିକାର୍ ଦଃୟ୍ନ୍ଦ୍, ତୁୟ୍ ତର୍ ସାଉକାର୍ ସଃଙ୍ଗ୍ ମିସି ସଃର୍ଦା କଃର୍ ।’”
His lord said to him: Well done! good and faithful servant: thou hast been faithful with a little; I will set thee over much: enter thou into the joy of thy lord.
22 “ତାର୍ହଃଚେ ଜୁୟ୍ ଦଃଙ୍ଗ୍ଳା ଦୁୟ୍ ଅଃଜାର୍ ରୁହା ଟଃକା ହାୟ୍ରିଲା ସେ ହେଁ ଆସି କୟ୍ଲା, ‘ସାଉକାର୍ ତୁୟ୍ ମକ୍ ଦୁୟ୍ ଅଃଜାର୍ ରୁହା ଟଃକା ଦଃୟରିଲିସ୍, ଦଃକ୍ ମୁଁୟ୍ ଆରେକ୍ ଦୁୟ୍ ଅଃଜାର୍ ରୁହା ଟଃକା ଲାବ୍ କଃରି ଆଚି ।’
And he of the two talents came, and said: My lord, thou gavest me two talents; behold, I have by trading gained two more to them.
23 ତାର୍ ସାଉକାର୍ ତାକ୍ କୟ୍ଲା, ‘ତୁୟ୍ ବଃଡେ ସଃତ୍ ଗତିଦଃଙ୍ଗ୍ଳା, ତୁୟ୍ ଅଃଳକ୍ କଃତାୟ୍ ମାୟଃନ୍କାରି ଅୟ୍ଲିସ୍, ତକେ ବୁତେକ୍ କଃତା ଉହ୍ରେ ଅଃଦିକାର୍ ଦଃୟ୍ନ୍ଦ୍ । ତୁୟ୍ ଅଃହ୍ଣାର୍ ସାଉକାର୍ ସଃଙ୍ଗ୍ ମିସି ସଃର୍ଦା କଃର୍ ।’”
His lord said to him: Well done! good and faithful servant: thou hast been faithful with a little; I will set thee over much: enter thou into the Joy of thy lord.
24 “ତାର୍ହଃଚେ ଜୁୟ୍ ଦଃଙ୍ଗ୍ଳା ଗଟେକ୍ ଅଃଜାର୍ ରୁହା ଟଃକା ହାୟ୍ରିଲା ସେ ହେଁ ଆସି କୟ୍ଲା, ‘ସାଉକାର୍ ଦଃକ୍, ତୁୟ୍ ବଃଡେ ଅଃଟୁଆ ମଃନାର୍ ଲକ୍ । ତୁୟ୍ ଜୁୟ୍ତି ବୁଣି ନଃରେସି ସେତି କାଟ୍ସି ଆର୍ ଜୁୟ୍ତି ତୁୟ୍ ଉଡାଳି ନଃରେସି ସେତି ରୁଣ୍ଡାଉସି, ଇରି ମୁଁୟ୍ ଜାଣିରିଲେ ।
And he also that received the one talent, came and said: My lord, I knew thee, that thou art a hard man, reaping where thou hast not sowed, and gathering where thou hast not scattered;
25 ଇତାର୍ ଗିନେ ମୁଁୟ୍ ତକେ ଡିରିକଃରି ତର୍ ଟଃକାକ୍ ମାଟିତଃଳେ ତହି ଲୁକାୟ୍ ସଃଙ୍ଗାୟ୍ ରିଲେ, ଦଃକ୍ ତୁୟ୍ ନିଜାର୍ ଟଃକା ହାୟ୍ଲିସ୍ ।’”
and I was afraid, and I went and hid thy talent in the earth. Behold, thou hast what is thine.
26 “ମଃତର୍ ତାର୍ ସାଉକାର୍ ତାକ୍ କୟ୍ଲା, ‘ଏରେ ଦୁସ୍ଟ୍ ଆର୍ ଅଃଳ୍ସିଆ ଗତିଦଃଙ୍ଗ୍ଳା, ମୁଁୟ୍ ଜୁୟ୍ତି ବୁଣି ନଃରେୟ୍ ସେତି କାଟିନ୍ଦ୍, ଆର୍ ଜୁୟ୍ତି ତାସ୍ ଉଡାଳି ନଃକେରି ସେତି ରୁଣ୍ଡାୟ୍ନ୍ଦ୍, ଇରି କାୟ୍ ତୁୟ୍ ଜାଣିରିଲିସ୍?
His lord answered, and said to him: Wicked and slothful servant! Thou knewest me, that I reap where I have not sowed, and gather where I have not scattered!
27 ତଃବେ ତୁୟ୍ କଃଣ୍ତର୍ ଲାଗାୟ୍ ରିଲେକ୍, ମୁଁୟ୍ ଆସି କଃଣ୍ତର୍ ସଃଙ୍ଗ୍ ମର୍ ଟଃକା ହାୟ୍ଲେହୁଣି ।’
Thou oughtest to have cast my money into the exchange; and I might have come and demanded my property with its interest.
28 ଆରେକ୍ ସାଉକାର୍ କୟ୍ଲା, ‘ଇ ଲକାର୍ ତଃୟ୍ହୁଣି ଇ ଟଃକା ନଃୟ୍ ଜାର୍ ଦଃସ୍ ଅଃଜାର୍ ଟଃକା ଆଚେ, ତାକ୍ ଦିଆସ୍ ।
Take therefore the talent from him, and give it to him that hath ten talents.
29 ବଃଲେକ୍ ଜୁୟ୍ ଲକାର୍ ଆଚେ ତାକ୍ ଦିଆ ଅୟ୍ଦ୍ ଆର୍ ତାର୍ ଜଃବର୍ ଅୟ୍ଦ୍ । ମଃତର୍ ଜାର୍ ନାୟ୍, ତାର୍ ହାକ୍ ଜାୟ୍ରି ଆଚେ, ସେରି ହେଁ ତାର୍ ତଃୟ୍ହୁଣି ନିଆ ଅୟ୍ଦ୍ ।
For, to him that hath, shall be given, and he shall have more; but from him that hath not, even what he hath shall be taken away.
30 ଆର୍ ତୁମିମଃନ୍ ଇ ଅଃଳ୍ସିଆ ଗତିଦଃଙ୍ଗ୍ଳାକ୍ ହଃଦାୟ୍ ଅଃନ୍ଦାରେ ହଃକାଉଆ, ସେତି ସେ କାନ୍ଦି କାନ୍ଦି ଦାତ୍ ଚାବି ଅୟ୍ଦ୍ ।’”
And cast ye the unprofitable servant into the outer darkness: there will be weeping and gnashing of teeth.
31 “ଜଃଡେବଃଳ୍ ସଃବୁ ସଃର୍ଗ୍ଦୁତ୍ ସଃଙ୍ଗ୍ ରଃଜା ଅୟ୍ ଜଃଜ୍ମାନ୍ ସଃଙ୍ଗ୍ ନଃରାର୍ ହୟ୍ସି ଆସେଦ୍, ସଃଡେବଃଳ୍ ସେ ଅଃହ୍ଣାର୍ ଜଃଜ୍ମାନ୍ ସିଙ୍ଗାସଣ୍ ଉହ୍ରେ ବଃସେଦ୍ ।
And when the Son of man shall come in his glory, and all his holy angels with him, then will he sit upon the throne of his glory.
32 ଆରେକ୍ ତାର୍ ମୁଏଁ ସଃବୁ ବାସାର୍ ଲକ୍ମଃନ୍କେ ଗଟେତଃୟ୍ଁ କଃରା ଅୟ୍ଦ୍, ଆର୍ ସେମଃନ୍କେ ଦୁୟ୍ ଦଃଳ୍ କଃରି ବାଗ୍ କଃରେଦ୍, ଜଃନ୍କଃରି ଗଃଉଳିଆ ଚେଳିକ୍ ଆର୍ ମେଣ୍ଡାକେ ଅଃଲ୍ଗା କଃରି,
And before him will be gathered all nations; and he will separate them one from another, as a shepherd severeth the sheep from the goats.
33 ମେଣ୍ଡାମଃନ୍କେ ତାର୍ କାତା ବାଟ୍ୟା ଆର୍ ଚେଳିମଃନ୍କେ ତାର୍ ଡେବ୍ରି ବାଟ୍ୟା ଟିଆ କଃରେଦ୍ ।
And he will place the sheep on his right hand, and the goats on his left.
34 ତାର୍ହଃଚେ ରଃଜା ତାର୍ କାତା ବାଟ୍ୟାର୍ ଲକ୍ମଃନ୍କେ କୟ୍ଦ୍, ‘ଆସା, ମର୍ ଉବାର୍ ଆସିର୍ବାଦ୍ ହାୟ୍ଲା ଲକ୍ମଃନ୍ । ତୁମାର୍ ଗିନେ ଜଃଗତାର୍ ଆରୁମେ ଜୁୟ୍ ରାଇଜ୍ ତିଆର୍ ଅୟ୍ଆଚେ, ଆସା ସେ ରାଇଜାର୍ ଅଃଦିକାରି ଅଃଉଆ ।
Then will the king say to those on his right hand: Come, ye blessed of my Father; inherit the kingdom that was prepared for you from the foundation of the world.
35 ବଃଲେକ୍ ମୁଁୟ୍ ବୁକେ ରିଲେ, ତୁମିମଃନ୍ ମକ୍ କାଉଁକେ ଦିଲାସ୍; ଆର୍ ମୁଁୟ୍ ସସେ ରିଲେ, ତୁମିମଃନ୍ ମକ୍ ହାଣି ସକୁକ୍ ଦିଲାସ୍; ମୁଁୟ୍ ହଃର୍ବାସି ରିଲେ, ମକ୍ ରେଉଁକ୍ ତୁମାର୍ ଗଃରେ ଟାଣ୍ ଦିଲାସ୍;
For I was hungry, and ye gave me food; I was thirsty, and ye gave me drink; I was a stranger, and ye took me home;
36 ମୁଁୟ୍ ନଃଗ୍ଳା ରିଲେ, ତୁମିମଃନ୍ ମକ୍ ବଃସ୍ତର୍ ହିନ୍ଦାୟ୍ଲାସ୍; ମଃଳୁହଃଳି ରିଲାବଃଳ୍ ମର୍ ଜଃତୁନ୍ କଃଲାସ୍; ମୁଁୟ୍ ଜଃଇଲ୍ବିତ୍ରେ ରିଲେ ତୁମିମଃନ୍ ମକ୍ ଦଃକୁକେ ଆସି ରିଲାସ୍ ।’”
I was naked, and ye clothed me; I was sick, and ye visited me; I was in prison, and ye came to me.
37 “ତଃବେ ଦଃର୍ମି ଲକ୍ମଃନ୍ ତାକ୍ କଃଉତି, ‘ଏ ମାପ୍ରୁ ଅଃମି କଃବେ ତକେ ବୁକେ ରିଲାର୍ ଦଃକି କାଉଁକେ ଦଃୟ୍ରିଲୁ? ଆର୍ ସସେ ରିଲାର୍ ଦଃକି ହାଣି ସକୁକ୍ ଦଃୟ୍ରିଲୁ?
Then will the righteous say to him: Our Lord, when saw we thee hungry, and fed thee? or thirsty, and gave thee drink?
38 ଆର୍ କଃବେ ତକେ ହଃର୍ବାସି ରିଲାର୍ ଦଃକି, ଅଃମାର୍ ଗଃରେ ଟାଣ୍ ଦିଲୁ? ଆର୍ ତକେ ନଃଗ୍ଳା ଦଃକି ବଃସ୍ତର୍ ହିନ୍ଦାୟ୍ଲୁ?
And when saw we thee a stranger, and took thee home? or naked, and clothed thee?
39 ଆର୍ କଃବେ ତୁୟ୍ ମଃଳୁହଃଳି ରିଲାବଃଳ୍ ଆର୍ ଜଃଇଲେ ରିଲା ବଃଳ୍ ଅଃମି ତର୍ ଲଃଗେ ଆସିରିଲୁ?’
And when saw we thee sick, or in prison, and came to thee?
40 ସଃଡେବଃଳ୍ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ଜଃଡେବଃଳ୍ ମର୍ ଇ ଇନସ୍ତା ବାୟ୍ମଃନାର୍ ବିତ୍ରେ ଗଟେକ୍ ନିଗାଳ୍ ଲକ୍କେ ଇସଃବୁ କଃରି ରିଲାସ୍ ବଃଲି ସେରି ସଃବୁ ତୁମିମଃନ୍ ମକେ କଃରିଆଚାସ୍ ।’”
And the king will answer, and say to them: Verily I Say to you, That inasmuch as ye did so to one of these my little brothers, ye did so to me.
41 “ତାର୍ହଃଚେ ରଃଜା ତାର୍ ଡେବ୍ରି ବାଟ୍ୟାର୍ ଲକ୍ମଃନ୍କେ ହେଁ କୟ୍ଦ୍, ‘ଏ ଇସ୍ୱରାର୍ ସାୟ୍ପ୍ ହାୟ୍ଲା ଲକ୍ମଃନ୍ ମର୍ ମୁୟେଁହୁଣି ଦୁର୍ ଅଃଉଆ! ଆର୍ ସୟ୍ତାନ୍ ଆର୍ ତାର୍ ଦୁତ୍ ମଃନାର୍ ଗିନେ ସଃବୁ ଦିନାର୍ ହାଁୟ୍ ଜୁୟ୍ ଜୟ୍ ତିଆର୍ ଅୟ୍ଆଚେ ସେତି ଜଃହା । (aiōnios )
Then will he say also to them on his left hand: Go from me, ye accursed, into everlasting fire, which was prepared for the Calumniator and his angels, (aiōnios )
42 ବଃଲେକ୍ ମୁଁୟ୍ ବୁକେ ରିଲେ ତୁମିମଃନ୍ ମକ୍ କାଉଁକେ ନଃଦିଲାସ୍; ସସେ ରିଲେ, ମକେ ହାଣି ସକୁକ୍ ନଃଦିଲାସ୍ ।
For I was hungry, and ye gave me no food; and I was thirsty, and ye gave me no drink;
43 ମୁଁୟ୍ ହଃର୍ବାସି ରିଲେ, ମକ୍ ତୁମିମଃନ୍ ଟାଣ୍ ନଃଦିଲାସ୍; ମୁଁୟ୍ ନଃଗ୍ଳା ରିଲେ, ମକ୍ ବଃସ୍ତର୍ ହିନ୍ଦୁକେ ନଃଦିଲାସ୍; ମୁଁୟ୍ ମଃଳୁହଃଳି ରିଲେ ଆର୍ ଜଃଇଲେ ରିଲେ, ମକ୍ ଦଃକୁକେ ନାୟ୍ଲାସ୍ ।’”
and I was a stranger, and ye took me not home; and I was naked, and ye clothed me not; and I was sick and in prison, and ye did not visit me.
44 “ତଃବେ ସେମଃନ୍ ହେଁ କଃଉତି, ‘ଏ ମାପ୍ରୁ, କଃବେ ଅଃମିମଃନ୍ ତକେ ବୁକେ ରିଲାର୍ କି ସସେ ରିଲାର୍, ଆର୍ ହଃର୍ବାସି ରିଲାର୍ କି ନଃଗ୍ଳା ରିଲାର୍, ଆର୍ ମଃଳୁହଃଳି ରିଲାର୍ କି ଜଃଇଲେ ରିଲାର୍ ଦଃକି ତର୍ ସେବା ନଃକେଲୁ?’
Then will they also answer and say: Our Lord, when saw we thee hungry, or thirsty, or a stranger, or naked, or sick, or in prison, and did not minister to thee?
45 ତଃବେ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇ ଇନସ୍ତା ଲକାର୍ ବିତ୍ରାର୍ ଗଟେକ୍ ନିଗାଳ୍ ଲକ୍କେ ହେଁ ଇ ସଃବୁ କଃରି ନଃରିଲାର୍ଗିନେ ତୁମିମଃନ୍ ମକ୍ ନଃକେଲାସ୍ ।’
Then will he answer, and say to them: Verily I say to you, That in as much as ye did not so to one of these little ones, ye did not so to me.
46 ଆର୍ ଇ ଲକ୍ମଃନ୍ ସଃବୁ ଦିନାର୍ ଗିନେ ଡଃଣ୍ଡ୍ ବଃଗ୍ତି, ମଃତର୍ ଦଃର୍ମି ଲକ୍ମଃନ୍ ସଃବୁ ଦିନାର୍ ଗିନେ ଅଃମ୍ବର୍ ଜିବନ୍ ଅଃଦିକାରି କଃରୁକେ ଜାତି ।” (aiōnios )
And these will go into everlasting torment, and the righteous into everlasting life. (aiōnios )