< ମାତିଉ 24 >
1 ଜିସୁ ମନ୍ଦିର୍ ବିତ୍ରେହୁଣି ବାରାୟ୍ ଜାତିରିଲା ବଃଳ୍, ତାର୍ ଚେଲାମଃନ୍ ମନ୍ଦିରାର୍ ମେଳ୍ଗଃର୍ମଃନ୍ ଦଃକାଉଁକ୍ ତାର୍ ହାକ୍ ଆୟ୍ଲାୟ୍ ।
En Jezus ging uit en vertrok van den tempel; en Zijn discipelen kwamen bij Hem, om Hem de gebouwen des tempels te tonen.
2 ତଃବେ ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ କାୟ୍ରି ଇସଃବୁ ନଃଦେକୁଲାସ୍? ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇ ଗଟେ ଟେଳା ଆରେକ୍ ଗଟେକ୍ ଟେଳା ଉହ୍ରେ ନଃରେୟ୍, ସଃବୁ ହେଁ ବୁୟେଁକୁଳାୟ୍ ଅୟ୍ଦ୍ ।”
En Jezus zeide tot hen: Ziet gij niet al deze dingen? Voorwaar zeg Ik: Hier zal niet een steen op den anderen steen gelaten worden, die niet afgebroken zal worden.
3 ତାର୍ହଃଚେ ଜିସୁ ଜିତ୍ ଡଙ୍ଗ୍ରେ ବଃସ୍ଲାକେ ଚେଲାମଃନ୍ ତାର୍ ଲଃଗେ ଲୁକ୍ଣେ ଆସି ତାକ୍ ହଃଚାର୍ଲାୟ୍, “ଅଃମିମଃନ୍କେ କଃଉ, ଇ ସଃବୁ ଗଃଟ୍ଣା କଃବେ ଗଃଟେଦ୍? ଆର୍ ତର୍ ଆସ୍ତାର୍ ଆର୍ ଜୁଗ୍ ସେସ୍ ଅଃଉତା ଚିନ୍ କାୟ୍ରି ସେରି ଅଃମିକ୍ କଃଉ ।” (aiōn )
En als Hij op den Olijfberg gezeten was, gingen de discipelen tot Hem alleen, zeggende: Zeg ons, wanneer zullen deze dingen zijn, en welk zal het teken zijn van Uw toekomst, en van de voleinding der wereld? (aiōn )
4 ତଃବେ ଜିସୁ ସେମଃନ୍କେ କୟ୍ଲା, “ଜଃଗ୍ରାତ୍ ଅୟ୍ରିଆ, ଜଃନ୍କଃରି କେ ହେଁ ତୁମିକେ ନଃବୁଲ୍କାଉତି ।
En Jezus, antwoordende, zeide tot hen: Ziet toe, dat u niemand verleide.
5 ବଃଲେକ୍ କଃତେକ୍ ଲକ୍ମଃନ୍ ମର୍ ନାଉଁଏ ଆସି ‘ମୁଁୟ୍ କ୍ରିସ୍ଟ ବଃଲେକ୍ ମଃସିଆ!’ ବଃଲି କୟ୍କଃରି ଗାଦି ଲକ୍ମଃନ୍କେ ବୁଲ୍କାଉତି ।
Want velen zullen komen onder Mijn Naam, zeggende: Ik ben de Christus; en zij zullen velen verleiden.
6 ତୁମିମଃନ୍ ଜୁଜ୍ ଅଃଉତା କଃତା ସୁଣାସ୍ ଆର୍ ଜୁଜ୍ ଅଃଉତିରିଲାର୍ କବୁର୍ ସୁଣାସ୍, ମଃତର୍ ଜଃଗ୍ରାତ୍, ଡିରା ନାୟ୍, ବଃଲେକ୍ ଇ ସଃବୁ ବାୟ୍ଦ୍ରେ ଗଃଟେଦ୍, ମଃତର୍ ସଃଡେବଃଳ୍ ଜୁଗ୍ ନଃବୁଡେ ।
En gij zult horen van oorlogen, en geruchten van oorlogen; ziet toe, wordt niet verschrikt; want al die dingen moeten geschieden, maar nog is het einde niet.
7 କାୟ୍ତାକ୍ବଃଲେକ୍ ଦେସ୍ ବିରଦେ ଦେସ୍, ଲକ୍ ବିରଦେ ଲକ୍ ଉଟ୍ତି, ଆରେକ୍ ଟାଣେ ଟାଣେ କଃତାର୍ ଅୟ୍ଦ୍ ଆର୍ ଦଃର୍ତି ଲଃଦ୍ବଃଦେଦ୍ ।
Want het ene volk zal tegen het andere volk opstaan, en het ene koninkrijk tegen het andere koninkrijk; en er zullen zijn hongersnoden, en pestilentien, en aardbevingen in verscheidene plaatsen.
8 ମଃତର୍ ଇ ସଃବୁ ଗଃଟ୍ଣା ମାୟ୍ଜିର୍ ହିଲା ଜଃଲମ୍ କଃର୍ତା ଆଗ୍ତୁ ଆରୁମ୍ ଦୁକା ହର୍ ।”
Doch al die dingen zijn maar een beginsel der smarten.
9 “ମଃତର୍ ସଃଡେବଃଳ୍ ଲକ୍ମଃନ୍ ତୁମିକେ କଃସ୍ଟ୍ବଗ୍ କଃରୁକେ ସଃହ୍ରି ଦେତି, ଆର୍ ସେମଃନ୍ ତୁମିକେ ମଃର୍ନେ ମାର୍ତି, ଆର୍ ମର୍ ନାଉଁଏ ବିସ୍ୱାସ୍ କଃର୍ତା ଗିନେ ସଃବୁ ଜାତିର୍ ଲକ୍ମଃନ୍ ତୁମିକେ ଗିଣ୍ କଃର୍ତି ।
Alsdan zullen zij u overleveren in verdrukking, en zullen u doden, en gij zult gehaat worden van alle volken, om Mijns Naams wil.
10 ସଃଡେବଃଳ୍ ଗାଦେକ୍ ଲକ୍ମଃନ୍ ବାଦା ହାଉତି ଆର୍ ମାପ୍ରୁ ବିସ୍ୱାସ୍ ଚାଡି ସେମଃନ୍ ତାକାର୍ ତାକାର୍ ବିତ୍ରେ ଦଃରାୟ୍ଦେତି ଆର୍ ତାକାର୍ ତାକାର୍ ବିତ୍ରେ ଗିଣ୍ କଃରାକଃରି ଅଃଉତି ।
En dan zullen er velen geergerd worden, en zullen elkander overleveren, en elkander haten.
11 ଆର୍ ସଃଡେବଃଳ୍ ବୁତେକ୍ ବାମାଉତା ବାବ୍ବାଦିମଃନ୍ ବାରାୟ୍କଃରି ଗାଦେକ୍ ଲକ୍ମଃନ୍କେ ବୁଲ୍କାଉତି ।
En vele valse profeten zullen opstaan, en zullen er velen verleiden.
12 ସଃଡେବଃଳ୍ ଅଃଦଃର୍ମ୍ କାମ୍ ଜଃବର୍ ଅୟ୍ଦ୍, ଇତାକ୍ ଇସ୍ୱରାର୍ ଗିନେ ଗାଦେକ୍ ଲକାର୍ ଲାଡ୍ ଉଣା ଅୟ୍ଦ୍ ।
En omdat de ongerechtigheid vermenigvuldigd zal worden, zo zal de liefde van velen verkouden.
13 ମଃତର୍ ଜେ ସେସ୍ ହଃତେକ୍ ସାସ୍ ଦଃରି ରଃୟ୍ଦ୍, ସେ ନିଜ୍କେ ବଚାଉ ହାରେ ।
Maar wie volharden zal tot het einde, die zal zalig worden.
14 ଆର୍ ସଃବୁ ବାସାର୍ ଲକ୍ମଃନାର୍ ତଃୟ୍ ସାକି ଦେଉଁକେ ସଃର୍ଗ୍ ରାଇଜାର୍ ଇ ନିକ କବୁର୍ ହୁର୍ତି ସଃରା ପର୍ଚାର୍ କଃରା ଅୟ୍ଦ୍, ତାର୍ହଃଚେ ଜୁଗ୍ ସେସ୍ ଅୟ୍ଦ୍ ।”
En dit Evangelie des Koninkrijks zal in de gehele wereld gepredikt worden tot een getuigenis allen volken; en dan zal het einde komen.
15 “ଇତାକ୍ ତୁମିମଃନ୍ ଜଃଡେବଃଳ୍ ଦାନିଏଲ୍ ବାବ୍ବାଦି କୟ୍ଲା, ସେ ନାସ୍କାରି ଗିଣ୍ ଆସ୍ତିକ୍ ମନ୍ଦିରାର୍ ପବିତ୍ର ଟାଣେ ରେତାର୍ ଦଃକାସ୍ ।” ହଳ୍ତା ଲକ୍ ଇରି ବୁଜତ୍ ।
Wanneer gij dan zult zien den gruwel der verwoesting, waarvan gesproken is door Daniel, den profeet, staande in de heilige plaats; (die het leest, die merke daarop!)
16 “ସଃଡେବଃଳ୍ ଜୁୟ୍ ଲକ୍ମଃନ୍ ଜିଉଦା ରାଜାୟ୍ ରେତି ସେମଃନ୍ ଡଙ୍ଗ୍ରେ ହଃଳାୟ୍ ଜଃଉଅତ୍ ।
Dat alsdan, die in Judea zijn, vlieden op de bergen;
17 ସଃଡେବଃଳ୍ ଜୁୟ୍ ଲକ୍ମଃନ୍ ଚାନି ଉହ୍ରେ ରେତି ସେମଃନ୍ ନିଜାର୍ ଗଃର୍ ବିତ୍ରାର୍ ଆସ୍ତିବାଡି ନେଉଁକେ ଉତ୍ରି ନାସତ୍ ।
Die op het dak is, kome niet af, om iets uit zijn huis weg te nemen;
18 ଆର୍ ସଃଡେବଃଳ୍ ଜେ ତାସ୍ ହଃଦାୟ୍ ରଃୟ୍ଦ୍, ସେ ତାର୍ ହଃଚ୍ୟା ଆଣୁକେ ଗଃରେ ବାଉଳି ଜଃଉଅ ନାୟ୍ ।
En die op den akker is, kere niet weder terug, om zijn klederen weg te nemen.
19 ସଃଡେବଃଳ୍ ଜୁୟ୍ ମାୟ୍ଜିମଃନ୍ ଆଙ୍ଗେ ରେତି ଆର୍ ଦୁଦ୍ କାଳାଉତିରେତି, ସେମଃନ୍ ଜଃବର୍ ଡଃଣ୍ଡ୍ ହାଉତି ।
Maar wee den bevruchten, en den zogenden vrouwen in die dagen!
20 ମଃତର୍ ତୁମାର୍ ହଃଳାଉତାର୍ ଜଃନ୍କଃରି ସିତ୍ ବଃଳ୍ କି ବିସାଉଁଣିବାର୍ ଦିନ୍ ନଃଉଅ, ଇତାକ୍ ଇସ୍ୱର୍କେ ପାର୍ତ୍ନା କଃରା ।
Doch bidt, dat uw vlucht niet geschiede des winters, noch op een sabbat.
21 ବଃଲେକ୍ ସଃଡେବଃଳ୍ ଇ ରଃକମ୍ ଜଃବର୍ ଡଃଣ୍ଡ୍ ଗଃଟେଦ୍ ଜେ, ଜଃଗତାର୍ ଆରୁମେ ହୁଣି ଆଜି ହଃତେକ୍ ନଃଗେଟେ, ଆର୍ କଃବେ ହେଁ ନଃଗେଟେ ।
Want alsdan zal grote verdrukking wezen, hoedanige niet is geweest van het begin der wereld tot nu toe, en ook niet zijn zal.
22 ମଃତର୍ ଇସ୍ୱର୍ ସେ କଃସ୍ଟାର୍ ଦିନ୍ ଉଣା କଃରି ନଃରିଲେକ୍ କେହେଁ ମୁକ୍ତି ହାଉଁକେ ନଃହାର୍ଲାୟ୍ ହୁଣି । ମଃତର୍ ଇସ୍ୱର୍ ବାଚ୍ଲାର୍ ଲକ୍ମଃନାର୍ ଗିନେ ସେ ଦିନ୍କେ ଉଣା କଃରାଅୟ୍ଦ୍ ।”
En zo die dagen niet verkort werden, geen vlees zou behouden worden; maar om der uitverkorenen wil zullen die dagen verkort worden.
23 “ଆର୍ ସଃଡେବଃଳ୍ କେ ତୁମିମଃନ୍କେ ‘କ୍ରିସ୍ଟ ଇତି ଆଚେ,’ କି, ସେତିଆଚେ,' ବଃଲି କୟ୍ଲେକ୍, ତୁମି ତାକ୍ ବିସ୍ୱାସ୍ କଃରାନାୟ୍ ।
Alsdan, zo iemand tot ulieden zal zeggen: Ziet, hier is de Christus, of daar, gelooft het niet.
24 ବଃଲେକ୍ ସଃଡେବଃଳ୍ ବାମାଉତା କ୍ରିସ୍ଟ ଆର୍ ବାମାଉତା ବାବ୍ବାଦିମଃନ୍ ଉଟି ବଃଡ୍ ବଃଡ୍ ଚିନ୍ ଆର୍ କାବା ଅଃଉତା କାମ୍ମଃନ୍ ଦଃକାଉତି, ଜଦି ଅଃଉଁ ହାରେ ଇସ୍ୱର୍ ବାଚ୍ଲା ଲକ୍ମଃନ୍କେ ହେଁ ବୁଲ୍କାଉତି ।
Want er zullen valse christussen en valse profeten opstaan, en zullen grote tekenen en wonderheden doen, alzo dat zij (indien het mogelijk ware) ook de uitverkorenen zouden verleiden.
25 ଦଃକା, ମୁଁୟ୍ ଗଃଟ୍ଣା ଗଃଟ୍ତା ଆଗ୍ତୁ ତୁମିମଃନ୍କେ ସଃବୁ ଜାଣାୟ୍ଲେ ।”
Ziet, Ik heb het u voorzegd!
26 “ତଃବେ ଦଃକା, ଲକ୍ମଃନ୍ ତୁମିକେ ମାପ୍ରୁ ବଃଟାୟ୍ ଆଚେ ବଃଲି କଃଉତି, ତଃବେ ବାରାୟ୍ ଜାହା ନାୟ୍, ଦଃକା ସେ ବିତୁର୍ ଗଃରେ ଲୁକି ଆଚେ ବଃଲି କଃଉତି, ତଃବେ ତାକାର୍ କଃତା ବିସ୍ୱାସ୍ କଃରା ନାୟ୍ ।
Zo zij dan tot u zullen zeggen: Ziet, hij is in de woestijn; gaat niet uit; Ziet, hij is in de binnenkameren; gelooft het niet.
27 ବଃଲେକ୍ ବିଜ୍ଲି ଜଃନ୍କଃରି ହୁର୍ବ୍ ଦିଗେ ମଃଲ୍କାୟ୍ ବେଳ୍ ବୁଡ୍ତି ଦିଗ୍ ହଃତେକ୍ ଉଜାଳ୍ ଦଃକାଜାୟ୍ଦ୍, ନଃରାର୍ ହୟ୍ସି ହେଁ ସଃନ୍କଃରି ଆସେଦ୍ ।”
Want gelijk de bliksem uitgaat van het oosten, en schijnt tot het westen, alzo zal ook de toekomst van den Zoon des mensen wezen.
28 “ବଃଲେକ୍ ଜୁୟ୍ଟାଣେ ମଃଲା ଗଃଗାଳ୍ ରଃୟ୍ଦ୍, ସେଟାଣେ ରାବଣ୍ମଃନ୍ ହେଁ ଗଟେତଃୟ୍ ରୁଣ୍ଡ୍ତି ।”
Want alwaar het dode lichaam zal zijn, daar zullen de arenden vergaderd worden.
29 “ମଃତର୍ ସେ ଦିନାର୍ ଡଃଣ୍ଡ୍ ହଃଚେ, ସେଦାହ୍ରେ ବେଳ୍ ଅଃନ୍ଦାର୍ ଅୟ୍ଦ୍ ଆର୍ ଜଃନ୍ ଉଜାଳ୍ ନଃଦେୟ୍, ତାରାମଃନ୍ ସଃର୍ଗେ ହୁଣି ଅଦୁର୍ତି ଆର୍ ଅଃଗାସାର୍ ସଃବୁ ସଃକ୍ତିମଃନ୍ ଏଣେ ତେଣେ ଅଃଉତି ।
En terstond na de verdrukking dier dagen, zal de zon verduisterd worden, en de maan zal haar schijnsel niet geven, en de sterren zullen van den hemel vallen, en de krachten der hemelen zullen bewogen worden.
30 ସଃଡେବଃଳ୍ ଅଃଗାସ୍ ଉହ୍ରେ ନଃରାର୍ ହୟ୍ସିର୍ ଚିନ୍ମଃନ୍ ଡିସେଦ୍ ଆର୍ ସଃଡେବଃଳ୍ ହୁର୍ତିବିର୍ ସଃବୁ ବାସାର୍ ଲକ୍ମଃନ୍ କାନ୍ଦ୍ତି ଆର୍ ନଃରାର୍ ହୟ୍ସିକେ ସଃକ୍ତି ଆର୍ ବଃଡେ ଜଃଜ୍ମାନ୍ ସଃଙ୍ଗ୍ ଅଃଗାସାର୍ ମେଗେ ଆସ୍ତାର୍ ଦଃକ୍ତି ।
En alsdan zal in den hemel verschijnen het teken van den Zoon des mensen; en dan zullen al de geslachten der aarde wenen, en zullen den Zoon des mensen zien, komende op de wolken des hemels, met grote kracht en heerlijkheid.
31 ଆର୍ ତୁରି ହୁକି ଅଃହ୍ଣାର୍ ସଃର୍ଗ୍ ଦୁତ୍ମଃନ୍କେ ହଃଟାୟ୍ଦ୍ ଆର୍ ଦୁତ୍ମଃନ୍ ହୁର୍ତିବିର୍ ଗଟ୍ କନେହୁଣି ଆରେକ୍ ଗଟ୍ କଃନ୍ ହଃତେକ୍ ଚାରିହଃକାର୍ ତାର୍ ବାଚ୍ଲା ଲକ୍ମଃନ୍କେ ରୁଣ୍ଡାଉତି ।”
En Hij zal Zijn engelen uitzenden met een bazuin van groot geluid, en zij zullen Zijn uitverkorenen bijeenvergaderen uit de vier winden, van het ene uiterste der hemelen tot het andere uiterste derzelve.
32 “ଡୁମ୍ବୁର୍ ଗଃଚାର୍ ଗଟେକ୍ କଃତା ସିକା, ଜଃଡେବଃଳ୍ ତାର୍ କଃନ୍ଦାୟ୍ କଃଉଁଣା ହଃତାର୍ ଦଃରେଦ୍ ଆର୍ ଡାଳ୍ ହଃତାର୍ ଅୟ୍ ବାଡି ଆସେଦ୍, ସଃଡେବଃଳ୍ ତୁମି କଃରା ଦିନ୍ ଆସୁଲି ବଃଲି ଜାଣାସ୍ ।
En leert van den vijgeboom deze gelijkenis: wanneer zijn tak nu teder wordt, en de bladeren uitspruiten, zo weet gij, dat de zomer nabij is.
33 ସେରଃକମ୍ ତୁମିମଃନ୍ ଜଃଡେବଃଳ୍ ଇସଃବୁ ଗଃଟ୍ଣା ଦଃକ୍ଲେକ୍, ନଃରାର୍ ହୟ୍ସି ଦୁଆର୍ ଚଃମେ ବଃଲି ଜାଣା ।
Alzo ook gijlieden, wanneer gij al deze dingen zult zien, zo weet, dat het nabij is, voor de deur.
34 ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇ ସଃବୁ କଃତା ନଃଗଟ୍ତା ହଃତେକ୍ ଅଃବେ ଇ କାଳାର୍ ଲକ୍ମଃନ୍ କଃନ୍କଃରି ହେଁ ନଃମେର୍ତି ।
Voorwaar, Ik zeg u: Dit geslacht zal geenszins voorbijgaan, totdat al deze dingen zullen geschied zijn.
35 ଅଃଗାସ୍ ଆର୍ ହୁର୍ତିବି ନଃସ୍ଟ୍ ଅୟ୍ଦ୍, ମଃତର୍ ମର୍ କଃତା କଃବେ ନଃସ୍ଟ୍ ନୟେ ।”
De hemel en de aarde zullen voorbijgaan, maar Mijn woorden zullen geenszins voorbijgaan.
36 “ମଃତର୍ ସେ କଃବେ ଆସେଦ୍, ସେ ଦିନ୍ ଆର୍ ବେଳା କେ ନଃଜାଣ୍ତି, ସଃର୍ଗାର୍ ଦୁତ୍ମଃନ୍ କି ହୟ୍ସି ହେଁ ନଃଜାଣେ, ମଃତର୍ ସଃର୍ଗାର୍ ଉବା ହଃକା ଏକ୍ଲା ଜାଣେଦ୍ ।
Doch van dien dag en die ure weet niemand, ook niet de engelen der hemelen, dan Mijn Vader alleen.
37 ଆର୍ ନହର୍ ବଃଳ୍ ଜୁୟ୍ରଃକମ୍ ଗଃଟିରିଲି ନଃରାର୍ ହୟ୍ସି ଆସ୍ତା ବଃଳ୍ହେଁ ସେରଃକମ୍ ଅୟ୍ଦ୍ ।
En gelijk de dagen van Noach waren, alzo zal ook zijn de toekomst van den Zoon des mensen.
38 ହାଣି ମାରି ହୁର୍ତି ବୁଡ୍ତା ଆଗ୍ତୁ ନହ ଜାଜେ ହୁର୍ତା ଦିନ୍ ହଃତେକ୍ ଲକ୍ମଃନ୍ ଜଃନ୍କଃରି କାଉଆ ହିଉଆ ଆର୍ ବିବା କଃରୁକ୍ ଆର୍ ବିବା ଦେଉଁକେ ମାତି ରିଲାୟ୍ ।
Want gelijk zij waren in de dagen voor den zondvloed, etende en drinkende, trouwende en ten huwelijk uitgevende, tot den dag toe, in welken Noach in de ark ging;
39 ହୁର୍ ହାଣି ଆସି ସଃବୁଲକେ ବଳାୟ୍ ନଃନେତା ହଃତେକ୍ ଜଃନ୍କଃରି କାୟ୍ରି ଅୟ୍ଦ୍, ସେରି କେ ଜାଣି ନଃରିଲାୟ୍, ନଃରାର୍ ହୟ୍ସି ଆସ୍ତା ବଃଳ୍ ହେଁ ସେରଃକମ୍ ଅୟ୍ଦ୍ ।
En bekenden het niet, totdat de zondvloed kwam, en hen allen wegnam; alzo zal ook zijn de toekomst van den Zoon des mensen.
40 ସଃଡେବଃଳ୍ ଦୁୟ୍ ଲକ୍ ତାସ୍ ହଃଦାୟ୍ ରେତି, ଗଟେକ୍ ଲକ୍କେ ନିଆ ଅୟ୍ଦ୍ ଆର୍ ଗଟ୍ ଲକ୍କେ ଚାଡି ଦିଆ ଅୟ୍ଦ୍ ।
Alsdan zullen er twee op den akker zijn, de een zal aangenomen, en de ander zal verlaten worden.
41 ଜଳେକ୍ ମାୟ୍ଜିମଃନ୍ ଜଃତାୟ୍ ରୁଚ୍ତି ରେତି, ଏକ୍ଲାକେ ନିଆ ଅୟ୍ଦ୍, ଆରେକ୍ ଏକ୍ଲାକେ ଚାଡି ଦିଆ ଅୟ୍ଦ୍ ।”
Er zullen twee vrouwen malen in den molen, de ene zal aangenomen, en de andere zal verlaten worden.
42 “ଇତାର୍ ଗିନେ ତୁମିମଃନ୍ ଜଃଗ୍ରାତ୍ ଅୟ୍ରିଆ, ବଃଲେକ୍ ତୁମାର୍ ମାପ୍ରୁ କୁୟ୍ ଦିନ୍ ଆସେଦ୍ ସେରି ତୁମିମଃନ୍ ନଃଜାଣାସ୍ ।
Waakt dan; want gij weet niet, in welke ure uw Heere komen zal.
43 ମଃତର୍ ତୁମିମଃନ୍ ଇରି ଜାଣିରିଆ ଜେ, କୁୟ୍ ବେଳାୟ୍ ଚର୍ ଆସେଦ୍ ଇରି ଗଃରାର୍ ମୁଳିକା ଜାଣି ରିଲେକ୍, ସେ ଜଃଗ୍ରାତ୍ ଅୟ୍ରିଲା ହୁଣି ଆର୍ ଗଃରେ ସିନ୍ଦ୍ ମାରୁକ୍ ନଃଦିଲା ହୁଣି ।
Maar weet dit, dat zo de heer des huizes geweten had, in welke nachtwake de dief komen zou, hij zou gewaakt hebben, en zou zijn huis niet hebben laten doorgraven.
44 ତଃବାର୍ଗିନେ ତୁମିମଃନ୍ ହେଁ ଜଃଗ୍ରାତ୍ ଅୟ୍ରିଆ ବଃଲେକ୍ ଜୁୟ୍ ବେଳାୟ୍ ତୁମିମଃନ୍ ମଃନେ ବାବି ନଃରିଆସ୍ ସେ ବେଳାୟ୍ ନଃରାର୍ ହୟ୍ସି ଆସେଦ୍ ।”
Daarom, zijt ook gij bereid; want in welke ure gij het niet meent, zal de Zoon des mensen komen.
45 “ତଃବେ ସାଉକାର୍ ତାର୍ ଲକ୍ମଃନ୍କେ ଟିକ୍ ବେଳାୟ୍ ହଃଳିବାତ୍ୟା ଦେଉଁକେ ଜାକେ ସେମଃନାର୍ ଉହ୍ରେ ବାଚ୍ଲା ଆଚେ, ଇବାନ୍ୟା ସଃତ୍ ଆର୍ ବୁଦିର୍ ଗତିଦଃଙ୍ଗ୍ଳା କେ?
Wie is dan de getrouwe en voorzichtige dienstknecht, denwelken zijn heer over zijn dienstboden gesteld heeft, om hunlieder hun voedsel te geven ter rechter tijd?
46 ସାଉକାର୍ ଆସି ତାର୍ ଜୁୟ୍ ଗତିଦଃଙ୍ଗ୍ଳାକ୍ ସେରଃକମ୍ କାମ୍ କଃର୍ତି ରିଲାର୍ ଦଃକେଦ୍, ତଃବେ ସେ ଦଃଙ୍ଗ୍ଳାର୍ ବାୟ୍ଗ୍ ।
Zalig is die dienstknecht, welken zijn heer, komende, zal vinden alzo doende.
47 ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସାଉକାର୍ ସେ ଦଃଙ୍ଗ୍ଳାକେ ତାର୍ ସଃବୁ ସଃମ୍ପତି ଉହ୍ରେ ଅଃଦିକାର୍ ଦଃୟ୍ଦ୍ ।
Voorwaar, Ik zeg u, dat hij hem zal zetten over al zijn goederen.
48 ମଃତର୍ ଜଦି ସେ ଦୁସ୍ଟ୍ ଗତିଦଃଙ୍ଗ୍ଳା ମର୍ ସାଉକାର୍ ଆସ୍ତାର୍ ବିଲମ୍ କଃରେଦ୍ ବଃଲି ମଃନ୍ ବିତ୍ରେ କୟ୍,
Maar zo die kwade dienstknecht in zijn hart zou zeggen: Mijn heer vertoeft te komen;
49 ଅଃହ୍ଣାର୍ ସଃଙ୍ଗାର୍ ଗତିଦଃଙ୍ଗ୍ଳାମଃନ୍କ୍ ମାଡ୍ ମାରୁକ୍ ଦଃରେଦ୍ ଆର୍ ମଃଦୁଆ ମଃନାର୍ ସଃଙ୍ଗ୍ କାଉଆ ହିଉଆ କଃରେଦ୍,
En zou beginnen zijn mededienstknechten te slaan, en te eten en te drinken met de dronkaards;
50 ସେବାନ୍ୟା ଅୟ୍ଲେକ୍ ଜୁୟ୍ ଦିନ୍ ସେ ଜାଗି ନଃରେୟ୍, ଆର୍ ଜୁୟ୍ ବେଳା ଗତିଦଃଙ୍ଗ୍ଳା ଜାଣି ନଃରେୟ୍, ସେ ଦିନ୍ ଆର୍ ସେ ବେଳାୟ୍ ତାର୍ ସାଉକାର୍ ଆସେଦ୍ ।
Zo zal de heer van dezen dienstknecht komen ten dage, in welken hij hem niet verwacht, en ter ure, die hij niet weet;
51 ଆରେକ୍ ସାଉକାର୍ ସେ ଗତିଦଃଙ୍ଗ୍ଳାକ୍ କଃଣ୍ଡ୍ କଃଣ୍ଡ୍ କଃରି କାଟି ହେଟ୍କପଟ୍ୟା ମଃନାର୍ ସଃଙ୍ଗ୍ ବାଗ୍ ବାଟା ଟିକ୍ କଃରେଦ୍; ସେତି ସେ କାନ୍ଦି କାନ୍ଦି ଦାତ୍ ଚାବି ଅୟ୍ଦ୍ ।”
En zal hem afscheiden, en zijn deel zetten met de geveinsden; daar zal wening zijn en knersing der tanden.