< ମାତିଉ 19 >
1 ଜିସୁ ଇସଃବୁ କଃତା କୟ୍ ସଃର୍ଲା ହଃଚେ, ଗାଲିଲି ତଃୟ୍ହୁଣି ଲେଉଟି ଜର୍ଦନ୍ ଗାଡାର୍ ସେହାଟି ରେତା ଜିଉଦା ରାଇଜ୍ ହାକ୍ ହଚ୍ଲା ।
Et il advint, lorsque Jésus eut terminé ces discours, qu'il s'éloigna de la Galilée et passa dans le territoire de la Judée, par l'autre côté du Jourdain.
2 ଆରେକ୍ ଗାଦେକ୍ ଲକ୍ ତାର୍ ହଃଚେ ହଃଚେ ଗଃଳାୟ୍, ଆର୍ ସେତି ସେ ରଗିମଃନ୍କେ ଉଜ୍ କଃଲା ।
Et une foule nombreuse le suivit, et il les guérit en cet endroit.
3 ସଃଡେବଃଳ୍ ପାରୁସିମଃନ୍ ଜିସୁର୍ ଚଃମେ ଆୟ୍ଲାୟ୍ ଆର୍ ତାକ୍ କଃଟ୍ହାଳ୍ କଃରି ହଃଚାର୍ଲାୟ୍, “କାୟ୍ତାର୍ ଗିନେ ହେଁ ଅଃହ୍ଣାର୍ ମାୟ୍ଜିକେ ମସାର୍ ବିଦି ହଃର୍କାରେ କାୟ୍ ଚାଡୁକ୍ ଅୟ୍ଦ୍?”
Et des pharisiens s'approchèrent de lui pour le mettre à l'épreuve, en disant: « Est-il permis de répudier sa femme pour quelque motif que ce soit? »
4 ଜିସୁ କୟ୍ଲା, “ତୁମିମଃନ୍ କାୟ୍ରି ଦଃର୍ମ୍ ସାସ୍ତର୍ ନଃହଳାସ୍? ରାଜି ଉବ୍ଜାୟ୍ଲା ମାପ୍ରୁ ଆଗେହୁଣି ସେମଃନ୍କେ ଅଃଣ୍ଡ୍ରା ଆର୍ ଟକି କଃରି ତିଆର୍ କଃରିଆଚେ ।
Et il répliqua: « N'avez-vous pas lu que Celui qui les créa à l'origine les fit mâle et femelle,
5 ଆର୍ କୟ୍ଲା, ‘ଇତାର୍ ଗିନେ ମାନାୟ୍ ଆୟାଉବାକ୍ ଚାଡେଦ୍ ଆର୍ ଅଃହ୍ଣାର୍ ମାୟ୍ଜି ଟାଣେ ମଃନ୍ ଦଃୟଃଦ୍ ଆର୍ ଦୁୟ୍ ଲକ୍ ଗଟେକ୍ ଅଃଉତି ।’
et qu'il dit: « à cause de cela l'homme quittera son père et sa mère, et il s'unira étroitement à sa femme, et les deux deviendront une seule chair? »
6 ଇତାକ୍ ସେମଃନ୍ ଆର୍ ବିନ୍ ନଃଉତି, ମଃତର୍ ଗଟେକ୍ ଅଃଉତି; ବଃଲେକ୍ ଜାୟ୍ରି ଇସ୍ୱର୍ ମିସାୟ୍ ଆଚେ, ମାନାୟ୍ ସେରି ଅଃଲ୍ଗା ଅଃଲ୍ଗା ନଃକେର ।”
En sorte qu'ils ne sont plus deux, mais une seule chair. Ainsi donc que ce que Dieu à conjoint, l'homme ne le sépare pas. »
7 ପାରୁସିମଃନ୍ ତାକ୍ ହଃଚାର୍ଲାୟ୍, “ତଃବେ ମସା କାୟ୍ତାକ୍ ଚାଡ୍ହଃତାର୍ ଲେକି ଦଃୟ୍ ମାୟ୍ଜିକେ ଚାଡୁକ୍ ଆଦେସ୍ ଦଃୟ୍ ଆଚେ?”
Ils lui disent: « Pourquoi donc Moïse a-t-il commandé de donner un acte de divorce et de la répudier? »
8 ଜିସୁ ସେମଃନ୍କେ କୟ୍ଲା, “କାୟ୍ତାକ୍ବଃଲେକ୍ ମସା ତୁମିମଃନାର୍ ଅଃଟୁଆ ମଃନ୍ ଦଃକିକଃରି ତୁମିମଃନାର୍ ଅଃହ୍ଣା ଅଃହ୍ଣାର୍ ମାୟ୍ଜିକେ ଚାଡୁକ୍ କୟ୍ଲା, ମଃତର୍ ଆଗ୍ତୁ ହୁଣି ସେନ୍କାର୍ ନଃରିଲି ।
Il leur dit: « C'est à cause de votre dureté de cœur que Moïse vous a permis de répudier vos femmes; mais à l'origine cela ne s'est pas passé ainsi.
9 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ ଲକ୍ ଅଃହ୍ଣାର୍ ମାୟ୍ଜିକେ, ଦାରି ଦଃସ୍ ଚାଡି ବିନ୍ କଃତାର୍ ଗିନେ ଚାଡ୍ ହଃତାର୍ ଦଃୟଃଦ୍ ଆର୍ ଆରେକ୍ ଗଟେକ୍ ମାୟ୍ଜିକେ ସଃଙ୍ଗାୟ୍ଦ୍ ସେ ଦାରିକାମ୍ କଃରେଦ୍ ।”
Pour moi, je vous le déclare: celui qui aura répudié sa femme, sauf pour cause d'impudicité, la pousse à commettre un adultère, et celui qui aura épousé une femme répudiée commet un adultère. »
10 ଚେଲାମଃନ୍ ଜିସୁକେ କୟ୍ଲାୟ୍, “ମାୟ୍ଜି ସଃଙ୍ଗ୍ ଅଃଣ୍ଡ୍ରାର୍ ଜଦି ଇରଃକମ୍ ବିସୟ୍ ଆଚେ, ତଃବେ ବିବା କଃଉତାର୍ ନିକ ନାୟ୍ ।”
Les disciples lui disent: « Si telle est la relation de l'homme avec la la femme, il ne convient pas de se marier. »
11 ମଃତର୍ ଜିସୁ ସେମଃନ୍କେ କୟ୍ଲା, “ସଃବୁ ଲକ୍ ଇ କଃତା ମାନୁ ନଃହାର୍ତି, ମଃତର୍ ଜୁୟ୍ ଲକ୍ମଃନ୍କେ ସଃକ୍ତି ଦିଆ ଅୟ୍ଆଚେ, ସେମଃନ୍ ହଃକା କଃରୁ ହାର୍ତି ।
Mais il leur dit: « Tous n'acquiescent pas à cette parole, mais seulement ceux auxquels cela est accordé;
12 କାୟ୍ତାକ୍ବଃଲେକ୍ କେ କେ ଆୟ୍ସିର୍ ହେଟେହୁଣି ବେଜୁ ଅୟ୍ ଜଃଲମ୍ ଅୟ୍ ଆଚ୍ତି, ଆର୍ କେ କେ ମାନାୟ୍ ତଃୟ୍ହୁଣି ବେଜୁ କଃରାଜାୟ୍ ଆଚ୍ତି, ଆରେକ୍ କେ କେ ସଃର୍ଗ୍ ରାଇଜ୍ ଗିନେ ଅଃହ୍ଣା ଅଃହ୍ଣାକ୍ ବେଜୁ କଃରି ଆଚ୍ତି । ଜୁୟ୍ ଲକ୍ ଇରି କଃରୁ ହାରେ, ସେ କଃର ।”
en effet, il y a des eunuques qui sont sortis tels du ventre de leur mère, et il y a des eunuques qui ont été mutilés par les hommes, et il y a des eunuques qui se sont mutilés eux-mêmes à cause du royaume des cieux. Que celui qui peut acquiescer, acquiesce. »
13 ଜିସୁ ଜଃନ୍କଃରି ସାନ୍ ହିଲାମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ପାର୍ତ୍ନା କଃରେଦ୍, ଇତାର୍ ଗିନେ ଲକ୍ମଃନ୍ ତାର୍ ଚଃମେ ସାନ୍ ସାନ୍ ହିଲାମଃନ୍କେ ଆଣ୍ଲାୟ୍, ମଃତର୍ ଚେଲାମଃନ୍ ଆଣ୍ତା ଲକ୍ମଃନ୍କେ ଦଃକାଦିଲାୟ୍ ।
Alors on lui amena de petits enfants, afin qu'il leur imposât les mains et qu'il priât; mais les disciples leur en firent des remontrances.
14 ମଃତର୍ ଜିସୁ କୟ୍ଲା, “ସାନ୍ ହିଲାମଃନ୍କେ ଚାଡି ଦିଆସ୍, ସେମଃନ୍କେ ମର୍ ଚଃମେ ଆସୁକ୍ ମଃନା କଃରା ନାୟ୍, କାୟ୍ତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଇରଃକମ୍ ଲକ୍ମଃନାର୍ ।”
Or Jésus dit: « Laissez ces petits enfants, et ne les empêchez pas de venir à moi, car c'est à ceux qui leur ressemblent qu'appartient le royaume des cieux. »
15 ଆର୍ ଜିସୁ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ଆସିର୍ବାଦ୍ କଃରି ସେତିହୁଣି ବାରାୟ୍ ଗଃଲା ।
Puis, après leur avoir imposé les mains, il partit de là.
16 ଆର୍ ଗଟ୍ ମାଜନ୍ ଦଃଙ୍ଗ୍ଳା ଜିସୁର୍ ଚଃମେ ଆସି ହଃଚାର୍ଲା, “ଏ ସଃତ୍ ଗୁରୁ, ଅଃମ୍ବର୍ ଜିବନ୍ ହାଉଁକ୍ ମୁଁୟ୍ କାୟ୍ ନିକ କାମ୍ କଃରିନ୍ଦ୍?” (aiōnios )
Et voici, quelqu'un s'étant approché de lui, dit: « Maître que dois-je faire de bon pour posséder la vie éternelle? » (aiōnios )
17 ଜିସୁ ତାକ୍ କୟ୍ଲା, “ନିକ ବିସୟେ ମକ୍ କାୟ୍ତାକ୍ ହଃଚାରୁଲି? ଇସ୍ୱର୍ ହଃକା ସଃତ୍, ମଃତର୍ ତୁୟ୍ ଜଦି ଅଃମ୍ବର୍ ଜିବନ୍ ହାଉଁକେ ମଃନ୍ କଃରୁଲିସ୍, ତଃବେ ଇସ୍ୱରାର୍ ବିଦି ସଃବୁ ମାନ୍ ।”
Mais il lui dit: « Pourquoi m'interroges-tu sur ce qui est bon? Un seul est Le Bon; mais si tu veux entrer dans la vie, garde les commandements. »
18 ସେ ଜିସୁକେ ହଃଚାର୍ଲା, “କାୟ୍ କାୟ୍ ରଃକମ୍ ବଲ୍?” ଜିସୁ ତାକ୍ କୟ୍ଲା, “ଇରିମଃନ୍, ‘ନଃର୍ ମାରା ନାୟ୍, ଦାରିକାମ୍ କଃରା ନାୟ୍, ଚରି କଃରାନାୟ୍, ମିଚ୍ ସାକି ଦିଆସ୍ ନାୟ୍ ।
Il lui dit: « Lesquels? » Or Jésus dit: « Ceux-ci: tu ne tueras point; tu ne commettras point d'adultère; tu ne déroberas point; tu ne feras point de faux témoignage;
19 ଆୟା ଉବାକ୍ ମାନ୍ତି କଃରା, ଆରେକ୍ ତୁମାର୍ ହାକିହଃଳ୍ସାକେ ଅଃହ୍ଣାକ୍ ଲାଡ୍ କଃଲା ହର୍ ଲାଡ୍ କଃରା ।’”
honore ton père et ta mère; tu aimeras ton prochain comme toi-même. »
20 ସେ ବେଣ୍ଡ୍ୟା ମାନାୟ୍ ଜିସୁକେ କୟ୍ଲା, “ଇରିମଃନ୍ ମୁଁୟ୍ ସଃବୁ କଃରି ଆସୁଲେ, ମର୍ ଆର୍ କାୟ୍ରି କଃରୁକେ ବାକି ଆଚେ?”
Le jeune homme lui dit: « J'ai observé toutes ces choses; que me manque-t-il encore? »
21 ଜିସୁ ତାକ୍ କୟ୍ଲା, “ଜଦି ତୁୟ୍ ହୁରୁଣ୍ ଅଃଉଁକେ ମଃନ୍ କଃରୁଲିସ୍, ତଃବେ ଜାୟ୍କଃରି ଅଃହ୍ଣାର୍ ସଃର୍ନେ ଦଃନ୍ ବିକିକଃରି କାୟ୍ରି ନୟ୍ଲା ଲକ୍ମଃନ୍କେ ଦାନ୍ କଃରି ଦେସ୍, ଆର୍ ତୁୟ୍ ସଃର୍ଗେ ଦଃନ୍ ହାଉସି; ତାର୍ହଃଚେ, ମର୍ ହଃଚେ ହଃଚେ ଆଉ ।”
Jésus lui dit: « Si tu veux être parfait, va, vends tes biens, et donne-les aux pauvres, et tu auras un trésor dans les cieux, puis viens, suis-moi. »
22 ମଃତର୍ ଇ କଃତା ସେ ବେଣ୍ଡ୍ୟା ସୁଣ୍ଲା, ଆର୍ ମଃନ୍ ଦୁକ୍କଃରି ବାରାୟ୍ ଗଃଲା, ବଃଲେକ୍ ତାର୍ ଜଃବର୍ ଦଃନ୍ ରିଲି ।
Mais le jeune homme, après avoir entendu ce discours, s'en alla tout triste; car il avait de grandes richesses.
23 ସେତାକ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, “ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମାଜନ୍ ଲକ୍ କଃଡେ କଃସ୍ଟେ ସଃର୍ଗ୍ ରାଇଜେ ଜାୟ୍ଦ୍ ।
Or Jésus dit à ses disciples: « En vérité, je vous déclare qu'un riche entrera difficilement dans le royaume des cieux.
24 ଆରେକ୍ ଗଟ୍ତର୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଗଟ୍ ମାଜନ୍ ଲକ୍ ଇସ୍ୱରାର୍ ରାଇଜେ ଜାତା ବାଟା, ସୁତ୍ଲିର୍ କାଣାବାଟ୍ ଅୟ୍ ଉଟ୍ ଚିଙ୍ଗୁଳ୍ତାର୍ ଉସାସ୍ ।”
Or je vous le déclare encore, il est plus facile qu'un chameau passe par un trou d'aiguille, qu'un riche n'entre dans le royaume de Dieu. »
25 ଚେଲାମଃନ୍ ଇରି ସୁଣ୍ଲାୟ୍ ଆର୍ କାବା ଅୟ୍ କୟ୍ଲାୟ୍, “ତଃବେ କେ ହାହେହୁଣି ନିଜ୍କେ ବଚାଉ ହାରେ?”
Ce que les disciples ayant ouï, ils étaient dans une grande stupéfaction, et ils disaient: « Qui donc peut être sauvé? »
26 ଜିସୁ ସେମଃନ୍କେ ଦଃକି କୟ୍ଲା, “ଇରି ମାନାୟ୍ କଃରୁ ନଃହାରେ ମଃତର୍ ଇସ୍ୱର୍ ସଃବୁ କଃରୁହାରେ ।”
Mais Jésus, ayant fixé sur eux ses regards, dit: « Quant aux hommes cela est impossible, mais quant à Dieu tout est possible. »
27 ପିତର୍ ଜିସୁକେ କୟ୍ଲା, “ଦଃକ୍, ଅଃମିମଃନ୍ ସଃବୁ ଚାଡିକଃରି ତର୍ ହଃଚେ ହଃଚେ ଆସି ଆଚୁ, ଅଃମିମଃନ୍ ତଃବେ କାୟ୍ରି ହାଉନ୍ଦ୍?”
Alors Pierre reprenant la parole lui dit: « Voici, pour nous, nous avons tout abandonné, et nous t'avons suivi; qu'avons-nous donc à attendre? »
28 ଜିସୁ ସେମଃନ୍କେ କୟ୍ଲା, “ମୁଁୟ୍ ତୁମିମଃନ୍କେ ସଃତ୍ କଃରି କଃଉଁଲେ, ନଃଉଆଁ ଜୁଗ୍ ଆୟ୍ଲେକ୍ ଜଃଡେବଃଳ୍ ନଃରାର୍ ହୟ୍ସି ଅଃହ୍ଣାର୍ ଜଃଜ୍ମାନ୍ ସିଙ୍ଗାସଣ୍ ତଃୟ୍ଁ ବଃସେଦ୍, ସଃଡେବଃଳ୍ ମର୍ ହଃଚେ ହଃଚେ ଆସି ଆଚାସ୍, ତୁମିମଃନ୍ ହେଁ ବାରଗଟ୍ ସିଙ୍ଗାସଣେ ବଃସିକଃରି ଇସ୍ରାଏଲାର୍ ବାର ବଃଉଁସ୍ ଉହ୍ରେ ରାଜ୍ କଃରାସ୍ ।
Et Jésus leur dit: « En vérité, je vous déclare que vous qui m'avez suivi, lors du renouvellement, quand le fils de l'homme se sera assis sur le trône de sa gloire, vous aussi vous serez assis sur douze trônes pour juger les douze tribus d'Israël.
29 ଆରେକ୍ ଜୁୟ୍ ଲକ୍ ମର୍ ନାଉଁ ଗିନେ ଗଃର୍, ବାୟ୍, ବେଣି, ଉବା, ଆୟା, ହିଲା, କି ବୁୟ୍ଁ ଚାଡେଦ୍ ସେ ସଏ ଗୁଣ୍ ଅଃଦିକ୍ ଆସିର୍ବାଦ୍, ଆର୍ ଅଃମ୍ବର୍ ଜିବନ୍ ହାୟ୍ଦ୍ । (aiōnios )
Et quiconque a abandonné maisons, ou frères, ou sœurs, ou père, ou mère, ou enfants, ou champs, à cause de mon nom, recevra infiniment davantage, et il héritera la vie éternelle. (aiōnios )
30 ମଃତର୍ ହଃର୍ତୁ ରିଲା କଃତେକ୍ ଲକ୍ ହଃଚେ ଅଃଉତି ଆର୍ ହଃଚେ ରିଲା କଃତେକ୍ ଲକ୍ ହଃର୍ତୁ ଅଃଉତି ।”
Mais plusieurs, quoique des derniers, seront des premiers, et des derniers, quoique des premiers.