< ମାତିଉ 14 >

1 ସଃଡେବଃଳ୍‌ ଚଃକର୍‌ବତି ହେରଦ୍‌ ଜିସୁର୍‌ କଃତା ସୁଣି, ତାର୍‌ ଦଃଙ୍ଗ୍‌ଳାମଃନ୍‌କେ କୟ୍‌ଲା,
På den Tid hørte Fjerdingsfyrsten Herodes Rygtet om Jesus.
2 “ଇ ବାପ୍ତିସମ୍‌ ଦେତା ଜହନ୍‌ ତାର୍‌ ଦଃଙ୍ଗ୍‌ଳା, ସେ ମଃଲା ଲକ୍‌ମଃନାର୍‌ ତଃୟ୍‌ହୁଣି ଜିବନ୍ ହାୟ୍‌ ଉଟିଆଚେ, ସେତାର୍‌ ଗିନେ ଇ ସଃବୁ ସଃକ୍ତି ତାର୍‌ ତଃୟ୍‌ କାମ୍‌ କଃରୁଲି ।”
Og han sagde til sine Tjenere: "Det er Johannes Døberen; han er oprejst fra de døde, derfor virke Kræfterne i ham."
3 ବଃଲେକ୍‌ ହେରଦ୍‌ ନିଜାର୍‌ ବାୟ୍‌ସି ପିଲିପାର୍‌ ଡକୁର୍ସି ହେରଦିଆର୍‌ ଗିନେ ଜହନ୍‌କେ ଦଃର୍ଲା ଆର୍‌ ବାନ୍ଦି ଜଃଇଲ୍‌ ଗଃରେ ହୁରାୟ୍‌ରିଲା ।
Thi Herodes havde grebet Johannes og bundet ham og sat ham i Fængsel for sin Broder Filips Hustru, Herodias's Skyld.
4 କାୟ୍‌ତାକ୍‌ବଃଲେକ୍‌ ଜହନ୍‌ ତାକ୍‌ କଃଉତି ରିଲା, “ହେରଦିଆକେ ସଃଙ୍ଗାଉତାର୍‌ ତର୍‌ ବିଦି ନାୟ୍‌ ।”
Johannes sagde nemlig til ham: "Det er dig ikke tilladt at have hende."
5 ଆର୍‌ ହେରଦ୍‌ ଜହନ୍‌କେ ମଃର୍ନେ ମାରୁକ୍‌ ମଃନ୍ କଃର୍ତି ରିଲେକ୍‌ ହେଁ ଲକ୍‌ମଃନ୍‌କେ ଡିର୍ତିରିଲା ଆର୍‌ ମାରୁ ନଃଚ୍‌ତିରିଲା, କାୟ୍‌ତାକ୍‌ବଃଲେକ୍‌ ସେମଃନ୍ ଜହନ୍‌କେ ବାବ୍‌ବାଦି ବଃଲି ମାନ୍‌ତି ରିଲାୟ୍‌ ।
Og han vilde gerne slå ham ihjel, men frygtede for Mængden, thi de holdt ham for en Profet.
6 ମଃତର୍‌ ହେରଦାର୍‌ ଜଃଲମ୍‌ ଦିନ୍ ଆୟ୍‌ଲାକ୍‌, ହେରଦିଆର୍‌ ଜିସି ଗତିଆମଃନାର୍‌ ମୁଏଁ ନାଚି କଃରି ହେରଦ୍‌କେ ସଃର୍ଦା କଃରାୟ୍‌ଲି ।
Men da Herodes's Fødselsdag kom, dansede Herodias's Datter for dem; og hun behagede Herodes.
7 ସେତାକ୍‌ ହେରଦ୍‌ ହଃର୍ମାଣ୍‌ କଃରି କୟ୍‌ଲା, “ମୁଁୟ୍‌ ସଃୟ୍‌ତ୍‌ କଃରି କଃଉଁଲେ, ତୁୟ୍‌ ଜୁୟ୍‌ରି ମାଗ୍‌ଲେକ୍‌ ମୁଁୟ୍‌ ତକେ ସେରି ଦଃୟ୍‌ନ୍ଦ୍ ।”
Derfor lovede han med en Ed at give hende, hvad som helst hun begærede.
8 ଆର୍‌ ସେ ଟକିକେ ତାର୍‌ ଆୟ୍‌ସି ସିକାୟ୍‌ଲାକ୍‌, ସେ କୟ୍‌ଲି, “ବାପ୍ତିସମ୍‌ ଦେତା ଜହନାର୍‌ ମୁଣ୍ଡ୍ ମକେ ଅଃବେ ଇତି ଗଟ୍‌ ତାଳି ତଃୟ୍‌ ଦେ ।”
Og tilskyndet af sin Moder siger hun: "Giv mig Johannes Døberens Hoved hid på et Fad!"
9 ଇରି ସୁଣି ରଃଜା ବଃଡେ ଦୁକ୍‌ କଃଲା, ଅୟ୍‌ଲେକ୍‌ ହେଁ ତାର୍‌ ସଃଙ୍ଗ୍ ବଜିୟେ ବଃସି ରିଲା ଲକ୍‌ମଃନାର୍‌ ମୁଏଁ ହଃର୍ମାଣ୍‌ କଃରି ରିଲାର୍‌ ଗିନେ, ସେରି ଦେଉଁକେ ଆଦେସ୍‌ ଦିଲା ।
Og Kongen blev bedrøvet; men for sine Eders og for Gæsternes Skyld befalede han, at det skulde gives hende.
10 ସେତାକ୍‌ ଜାଗୁଆଳିକେ ହଃଟାୟ୍‌ ଜଃଇଲ୍‌ ଗଃରେ ଜହନ୍‌କେ ମୁଣ୍ଡ୍ କାଟାୟ୍‌ଲା ।
Og han sendte Bud og lod Johannes halshugge i Fængselet.
11 ଆର୍‌ ତାର୍‌ ମୁଣ୍ଡ୍ ଗଟ୍‌ ତାଳାୟ୍‌ ଆଣାୟ୍‌ ସେ ଟକିକେ ଦିଲାୟ୍‌, ଆରେକ୍‌ ସେ ଟକି ସେରି ଦଃରି ଆୟ୍‌ସି ହାକ୍‌ ନିଲି ।
Og hans Hoved blev bragt på et Fad og givet Pigen, og hun bragte det til sin Moder.
12 ତାର୍‌ହଃଚେ ଜହନାର୍‌ ଚେଲାମଃନ୍ ଆସି ଜହନାର୍‌ ମଃଲାମଃଳ୍‌ ନଃୟ୍‌ ମଃସୁଣ୍‌ କାଲେ ତହ୍‌ଲାୟ୍‌ ଆର୍‌ ଜାୟ୍‌ ଜିସୁକେ ଜାଣାୟ୍‌ଲାୟ୍‌ ।
Da kom hans Disciple og toge Liget og begravede ham, og de kom og forkyndte Jesus det.
13 ଜିସୁ ସେରି ସୁଣି ସେ ଟାଣ୍ ଚାଡି ଡଙ୍ଗାୟ୍‌ ଚଃଗି ଗଟେକ୍‌ ସିଣିନ୍ଦ୍ ଟାଣେ ଗଃଲା । ଆର୍‌ ଲକ୍‌ମଃନ୍ ଇରି ସୁଣି ଗଃଳ୍‌ ବିତ୍ରେହୁଣି ଆସି ଇଣ୍ଡି ଇଣ୍ଡି ତାର୍‌ ଚଃମେ ଗଃଳାୟ୍‌ ।
Og da Jesus hørte det, drog han bort derfra i et Skib til et øde Sted afsides; og da Skarerne hørte det, fulgte de ham til Fods fra Byerne.
14 ଆର୍‌ ଜିସୁ ଡଙ୍ଗାୟ୍‌ହୁଣି ବାରାୟ୍‌ ଅଲେକାର୍‌ ଲକ୍‌ମଃନ୍‌କେ ଦଃକି ସେମଃନ୍‌କେ ଦଃୟା ଦଃକାୟ୍‌ଲା ଆର୍‌ ସେମଃନାର୍‌ ରଗିମଃନ୍‌କେ ଉଜ୍‌ କଃଲା ।
Og da han kom i Land, så han en stor Skare, og han ynkedes inderligt over dem og helbredte deres syge.
15 ବେଳ୍‌ ଅୟ୍‌ଲାକ୍‌ ଚେଲାମଃନ୍ ତାର୍‌ ଲଃଗେ ଆସି କୟ୍‌ଲାୟ୍‌, “ଇରି ଗଟେକ୍‌ ସିଣିନ୍ଦ୍ ଟାଣ୍, ଆରେକ୍‌ ଉତୁର୍‌ ବେଳା ଅୟ୍‌ଲିନି; ସେତାକ୍‌ ଲକ୍‌ମଃନ୍ ଗାଉଁଏମଃନ୍‌ ଜାୟ୍‌ ନିଜାର୍‌ ନିଜାର୍‌ ଗିନେ କାଦି ଗେନୁକ୍‌ ସେମଃନ୍‌କେ ଚାଡି ଦେସ୍‌ ।”
Men da det blev Aften, kom Disciplene til ham og sagde: "Stedet er øde, og Tiden er allerede forløben; lad Skarerne gå bort, for at de kunne gå hen i Landsbyerne og købe sig Mad."
16 ମଃତର୍‌ ଜିସୁ ସେମଃନ୍‌କେ କୟ୍‌ଲା, “ସେମଃନ୍ ଜଃଉଁକେ ଲଳା ନାୟ୍‌, ତୁମିମଃନ୍ ସେମଃନ୍‌କେ କାଳାଉଆ ।”
Men Jesus sagde til dem: "De have ikke nødig at gå bort; giver I dem at spise!"
17 ସେମଃନ୍ ଜିସୁକେ କୟ୍‌ଲାୟ୍‌, “ଅଃମାର୍‌ ତଃୟ୍‌ ଅଃକାୟ୍‌ ହାଁଚ୍ ଗଟ୍‌ ରୁଟି ଆର୍‌ ଜୁଳେକ୍‌ ମାଚ୍ ଆଚେ ।”
Men de sige til ham: "Vi have ikke her uden fem Brød og to Fisk."
18 ଜିସୁ କୟ୍‌ଲା, “ସେରିମଃନ୍ ମର୍‌ ହାକ୍‌ ଆଣା ।”
Men han sagde: "Henter mig dem hid!"
19 ଆରେକ୍‌, ସେ ଲକ୍‌ମଃନ୍‌କେ ରଃନ୍ ଉହ୍ରେ ବଃସୁକେ କୟ୍‌ଲା, ଆର୍‌ ଜିସୁ ସେ ହାଁଚ୍ ଗଟ୍‌ ରୁଟି ଆର୍‌ ଜଳେକ୍‌ ମାଚ୍‌କେ ଆତେ ଦଃରି ସଃର୍ଗ୍‌ ବାଟ୍ୟା ଦଃକି ଆସିର୍ବାଦ୍‌ କଃରି ରୁଟିମଃନ୍ ବାଙ୍ଗାୟ୍‌ ଚେଲାମଃନ୍‌କେ ଦିଲା, ଆର୍‌ ଚେଲାମଃନ୍ ଲକ୍‌ମଃନ୍‌କେ ବାଟାକଃରି ଦିଲାୟ୍‌ ।
Og han bød Skarerne at sætte sig ned i Græsset og tog de fem Brød og de to Fisk, så op til Himmelen og velsignede; og han brød Brødene og gav Disciplene dem, og Disciplene gave dem til Skarerne.
20 ସଃବୁ ଲକ୍‌ମଃନ୍ ହେଟ୍‌ ହୁର୍ନେ କାୟ୍‌ଲାୟ୍‌ ଆର୍‌ ଚେଲାମଃନ୍ ଉବୁର୍ଲାର୍‌ କୁଦ୍ରି ରୁଟି ବେଟି ବାର ଡଃଲା ବଃର୍ତି କଃଲାୟ୍‌ ।
Og de spiste alle og bleve mætte; og de opsamlede det, som blev tilovers af Stykkerne, tolv Kurve fulde
21 ସେତି କାୟ୍‌ଲା ଲକ୍‌, ମାୟ୍‌ଜି ଆର୍‌ ସାନ୍ ହିଲାମଃନ୍‌କେ ଚାଡିକଃରି ହାକାହାକି ହାଁଚ୍ ଅଃଜାର୍‌ ଅଃଣ୍ଡ୍ରାଲକ୍‌ ରିଲାୟ୍‌ ।
Men de, som spiste, vare omtrent fem Tusinde Mænd, foruden Kvinder og Børn.
22 ସେଦାହ୍ରେ ଜିସୁ ଚେଲାମଃନ୍‌କେ ଡଙ୍ଗାୟ୍‌ ଚଃଗି ତାର୍‌ ଆଗ୍‌ତୁ ସଃମ୍‌ନ୍ଦ୍ ସେହାଟି ଜଃଉଁକେ କୟ୍‌ଲା, ଆରେକ୍‌ ଜିସୁ ଲକ୍‌ମଃନ୍‌କେ ସେଲ ଚାଡି ଦିଲା ।
Og straks nødte han sine Disciple til at gå om Bord i Skibet og i Forvejen sætte over til hin Side, medens han lod Skarerne gå bort.
23 ଲକ୍‌ମଃନ୍‌କେ ସେଲ ଚାଡି ଦିଲା ହଃଚେ, ସେ ପାର୍ତ୍‌ନା କଃରୁକେ ଅଃଲ୍‌ଗା ଅୟ୍‌କଃରି ଡଙ୍ଗୁର୍‌ ଉହ୍ରେ ଗଃଲା, ଆର୍‌ ସଃଞ୍ଜ୍ ଅୟ୍‌ଲାକ୍‌ ହେଁ ସେତି ଏକ୍ଲା ରିଲା ।
Og da han havde ladet Skarerne gå bort, gik han op på Bjerget afsides for at bede. Og da det blev silde, var han der alene.
24 ମଃତର୍‌ ଡଙ୍ଗା ସଃଡେବଃଳ୍‌ କଃଣ୍ଡାୟ୍‌ ହୁଣି ଅଃନାୟ୍‌ ଦୁରି ରିଲି, ଆର୍‌ ଜଃବର୍‌ ବାଉର୍‌ ଗିନେ ଉଲାଳ୍‌କେ ସେରି ଏଣେ ତେଣେ ଅଃଉତି ରିଲି ।
Men Skibet var allerede midt på Søen og led Nød af Bølgerne; thi Vinden var imod.
25 ମଃତର୍‌ ରାତି ଚାର୍‌ଟା ବଃଳ୍‌ ସେ ସଃମଃନ୍ଦ୍ ଉହ୍ରେ ଇଣ୍ଡି ଇଣ୍ଡି ଚେଲାମଃନାର୍‌ ଚଃମେ ଆୟ୍‌ଲା ।
Men i den fjerde Nattevagt kom han til dem, vandrende på Søen.
26 ସେତାକ୍‌ ଚେଲାମଃନ୍ ଜିସୁକେ ସଃମ୍‌ନ୍ଦ୍ ଉହ୍ରେ ଇଣ୍ଡ୍‌ତାର୍‌ ଦଃକି ଡିରିକଃରି କୟ୍‌ଲାୟ୍‌, “ଇରି ତ ଡୁମା!” ଆର୍‌ ସେମଃନ୍ ଡିରାର୍‌ ଗିନେ ବେଲ୍‌କି ଅୟଃଲାୟ୍‌ ।
Og da Disciplene så ham vandre på Søen, bleve de forfærdede og sagde: "Det er et Spøgelse;" og de skrege af Frygt.
27 ମଃତର୍‌ ଜିସୁ ସେଦାହ୍ରେ ସେମଃନାର୍‌ ସଃଙ୍ଗ୍ ଟଣ୍ଡ୍‌ଅୟ୍‌ କୟ୍‌ଲା, “ସାସ୍‌ ଦଃରା, ଇରି ତ ମୁଁୟ୍‌, ଡିରି ଜାହାନାୟ୍‌ ।”
Men straks talte Jesus til dem og sagde: "Værer frimodige; det er mig, frygter ikke!"
28 ସେତାକ୍‌ ପିତର୍‌ ଉତୁର୍‌ ଦିଲା, “ଏ ମାପ୍ରୁ, ଜଃବେ ତୁୟ୍‌, ତଃବେ ହାଣି ଉହ୍ରେ ତର୍‌ ଲଃଗେ ଜଃଉଁକେ ମକ୍‌ ଆଦେସ୍‌ ଦେ ।”
Men Peter svarede ham og sagde: "Herre! dersom det er dig, da byd mig at komme til dig på Vandet!"
29 ଜିସୁ ତାକ୍‌ କୟ୍‌ଲା, “ଆଉ ।” ସେତାକ୍‌ ପିତର୍‌ ଡଙ୍ଗାୟ୍‌ହୁଣି ଉତ୍ରି ହାଣି ଉହ୍ରେ ଇଣ୍ଡି ଇଣ୍ଡି ଜିସୁର୍‌ ଚଃମେ ଗଃଲା ।
Men han sagde: "Kom!" Og Peter trådte ned fra Skibet og vandrede på Vandet for at komme til Jesus.
30 ମଃତର୍‌ ସେ ବାଉକେ ଦଃକି ଡିର୍‌ଲା ଆର୍‌ ହାଣାୟ୍‌ ବୁଡୁକ୍‌ ଦଃର୍ଲା ଆର୍‌ ବେଲ୍‌କି ଅୟ୍‌ କୟ୍‌ଲା, “ଏ ମାପ୍ରୁ, ମକେ ବଚାଉ ।”
Men da han så det stærke Vejr, blev han bange; og da han begyndte at synke, råbte han og sagde: "Herre, frels mig!"
31 ଜିସୁ ସେଦାହ୍ରେ ଆତ୍‌ ଲାମାୟ୍‌ ତାକେ ଦଃରି କୟ୍‌ଲା, “ଏ ଅଃଳକ୍‌ ବିସ୍ୱାସି, କାୟ୍‌ତାକ୍‌ ମକ୍‌ ସଃତ୍‌ ନଃକେଲିସ୍‌ ।”
Og straks udrakte Jesus Hånden og greb ham, og han siger til ham: "Du lidettroende, hvorfor tvivlede du?"
32 ଆର୍‌ ସେମଃନ୍ ଡଙ୍ଗାୟ୍‌ ଚଃଗ୍‌ଲାକେ ବାଉ ତିର୍‌ ଅୟ୍‌ଲି ।
Og da de stege op i Skibet, lagde Vinden sig.
33 ସେତାକ୍‌ ଡଙ୍ଗାୟ୍‌ ରିଲା ଚେଲାମଃନ୍ ଜିସୁକେ ଜୁଆର୍‌ କଃରି କୟ୍‌ଲାୟ୍‌, “ତୁୟ୍‌ ନିଜ୍‌କଃରି ଇସ୍ୱରାର୍‌ ହୟ୍‌ସି ।”
Men de, som vare i Skibet, faldt ned for ham og sagde: "Du er sandelig Guds Søn."
34 ସେମଃନ୍ ସଃମ୍‌ନ୍ଦ୍ ଲିଙ୍ଗି ଗିନେସ୍‌ରଃତ୍‌ କଃଣ୍ଡାୟ୍‌ ହଚ୍‌ଲାୟ୍‌ ।
Og da de vare farne over, landede de i Genezareth.
35 ଆର୍‌ ସେତିର୍‌ ଲକ୍‌ମଃନ୍ ଜିସୁକେ ଚିନୁ ହାରି ସେତିର୍‌ ଚାରିବାଟ୍ୟା କବୁର୍‌ ହଃଟାୟ୍‌ଲାୟ୍‌ ଆର୍‌ ଲକ୍‌ମଃନ୍ ସଃବୁ ରଗିମଃନ୍‌କେ ତାର୍‌ ଟାଣେ ଆଣ୍‌ଲାୟ୍‌ ।
Og da Folkene på det Sted kendte ham, sendte de Bud til hele Egnen der omkring og bragte alle de syge til ham.
36 ଆର୍‌ ରଗ୍ୟାମଃନ୍ ଜଃନ୍‌କଃରି ଜିସୁର୍‌ ଗଃଗାଳାର୍‌ ହଃଚ୍ୟା ଆଚଳ୍‌ ଚିଉତି, ସେତାର୍‌ଗିନେ ଲକ୍‌ମଃନ୍ ହାଦେ ହଃଳି ଗଃଉଆରି କଃରୁକେ ଦଃର୍ଲାୟ୍‌, ଆରେକ୍‌ ଜଃତେକ୍‌ ଲକ୍‌ ଚୁୟ୍‌ଲାୟ୍‌ ସେମଃନ୍ ଉଜ୍‌ ଅୟ୍‌ଲା ।
Og de bade ham, at de blot måtte røre ved Fligen af hans Klædebon; og alle de, som rørte derved, bleve helbredede.

< ମାତିଉ 14 >