< ମାର୍କ 6 >
1 ଜିସୁ ସେ ଟାଣ୍ ଚାଡି ଅଃହ୍ଣାର୍ ଗାଉଁ ନାଜରିତେ ଗଃଲା ଆର୍ ଚେଲାମଃନ୍ ତାର୍ ହଃଚେ ଗଃଳାୟ୍ ।
And he went out from there, and came into his fatherland, and his disciples follow him.
2 ବିସାଉଁଣିବାର୍ ଦିନ୍ ଆୟ୍ଲାକ୍ ସେ ପାର୍ତ୍ନା ଗଃରେ ସିକ୍ୟା ଦେଉଁକେ ଦଃର୍ଲା, କଃତେକ୍ ଲକ୍ ତାର୍ କଃତା ସୁଣି କାବାଅୟ୍ କୟ୍ଲାୟ୍, “ଇମାନାୟ୍ର୍ ଇ ବୁଦି କୁୟ୍ତିହୁଣି ଆୟ୍ଲି? ଆରେକ୍ ଇ ବୁଦି କୁୟ୍ତିହୁଣି ହାୟ୍ଲା ଆଚେ? ଆର୍ ଜୁୟ୍ ସଃକ୍ତିର୍ କାମ୍ ତାର୍ ଆତେ ଅଃଉଁଲି, ଇରିମଃନ୍ କାୟ୍ରି?
And having become sabbath, he began to teach in the synagogue. And many who heard him were astonished, saying, How are these things in this man? and, What is the wisdom that was given to him, and such mighty works happen by his hands?
3 ଇ ମାନାୟ୍ କାୟ୍ ସେ ବାଡାୟ୍ ନୟ୍? ଏ କାୟ୍ ମରିୟମାର୍ ହୟ୍ସି ଆର୍ ଜାକୁବକ୍, ଜସି, ଜିଉଦା ଆର୍ ସିମନାର୍ ବାୟ୍ସି ନୟ୍? ଆର୍ ଇତାର୍ ବେଣିମଃନ୍ କାୟ୍ ଅଃମାର୍ ସଃଙ୍ଗ୍ ଇତି ନଃରେଉଁଲାୟ୍?” ଇରି କୟ୍ ସେମଃନ୍ ଜିସୁକେ ମାନ୍ତି ନଃକେଲାୟ୍ ।
Is this not the carpenter, the son of Mary, and brother of James and Joses and Judah and Simon? And are not his sisters here with us? And they were offended by him.
4 ଜିସୁ ସେମଃନ୍କେ କୟ୍ଲା, “ନିଜାର୍ ଗାଉଁଏ, ନିଜାର୍ କୁଟୁମ୍ ଆର୍ ନିଜାର୍ ଗଃରାର୍ ଲକ୍ମଃନ୍କେ ଚାଡି ବାବ୍ବାଦି ସଃବୁ ତଃୟ୍ ମାନ୍ତି ହାୟ୍ଦ୍ ।”
But Jesus said to them, A prophet is not without honor, except in his fatherland, and among his kin, and in his house.
5 ସେଟାଣେ ଜିସୁ କଃତିଗଟ୍ ରଗି ଉହ୍ରେ ଆତ୍ ସଃଙ୍ଗାୟ୍ ସେମଃନ୍କେ ଉଜ୍ କଃର୍ତାର୍ ଚାଡି, ସେତି ଆର୍ କାୟ୍ ସଃକ୍ତିର୍ କାମ୍ ନଃକେଲା ।
And he could do no mighty work there, none, except having laid his hands upon a few feeble men he healed them.
6 ଆର୍ ସେମଃନାର୍ ଅବିସ୍ୱାସ୍ ଦଃକି ଜିସୁ କାବା ଅୟ୍ଲା ।
And he marveled because of their unbelief. And he went around the villages teaching.
7 ଜିସୁ ଚାରି ଦିଗେ ଗାଉଁ ଗାଉଁ ବୁଲି ଲକ୍ମଃନ୍କେ ସିକ୍ୟା ଦେଉଁକେ ଦଃର୍ଲା । ଇତାର୍ହଃଚେ ଜିସୁ ବାରଗଟ୍ ଚେଲାମଃନ୍କେ ଗଟେ ଟାଣେ କୁଦ୍ଲା ଆର୍ ସେମଃନ୍କେ ଦୁୟ୍ଦୁୟ୍ ଲକେ ହଃଟାଉଁକେ ଦଃର୍ଲା, ଆର୍ ସେମଃନ୍କେ ବିଟାଳ୍ ବୁତ୍ମଃନାର୍ ଉହ୍ରେ ଅଃଦିକାର୍ ଦଃୟ୍ ହଃଟାୟ୍ଲା ।
And he summons the twelve, and began to send them forth in pairs. And he gave them authority over the unclean spirits.
8 ସେମଃନ୍ ଜାତାବଃଳ୍ ଗଟ୍ ଡାଙ୍ଗ୍କେ ଚାଡି ରୁଟି, କି ମଣା, କି ଅଃଟା ବାନ୍ଦୁଣ୍ ଜାଲିଆ ବିତ୍ରେ ଡାବୁ ନଃନେଉଁକେ ଜିସୁ ସେମଃନ୍କେ କୟ୍ଲା ।
And he commanded them that they should take up nothing for the way, except only a staff-no scrip, no bread, no copper in the belt-
9 ମଃତର୍ ସେମଃନ୍କେ ହାଣ୍ଡାୟ୍ ହିନ୍ଦୁକେ କୟ୍ଲା, ଆର୍ ହିନ୍ଦିରିଲା ଆଙ୍ଗି ଚାଡି, ବିନ୍ ଆଙ୍ଗି ନିଆନାଁୟ୍ ବଃଲି କୟ୍ଲା ।
but shod with sandals, and, Do not wear two coats.
10 ଜିସୁ ଆରେକ୍ ସେମଃନ୍କେ କୟ୍ଲା, “ତୁମିମଃନ୍ ଜୁୟ୍ ଗଃରେ ହୁରାସ୍, ବାଉଳ୍ତା ହଃତେକ୍ ସେ ଗଃରେ ରିଆ ।
And he said to them, Wherever ye enter into a house, lodge there until ye depart from there.
11 ମଃତର୍ ଜୁୟ୍ ଗାଉଁଆର୍ ଲକ୍ମଃନ୍ ତୁମିକେ ନଃଦେର୍ତି, କି ତୁମାର୍ କଃତା ନଃସୁଣ୍ତି, ସେତିହୁଣି ବାଉଳ୍ତା ବଃଳ୍, ସେମଃନାର୍ ସାକି ଅଃଉଁକେ ତୁମାର୍ ହାଦାର୍ ଦୁଳି ହାହଳି ଦିଆସ୍ ।”
And as many as might not receive you nor hear you, as ye depart from there, shake off the dust under your feet for a testimony to them. Truly I say to you, it will be more tolerable for Sodom or Gomorrah in the day of judgment than for that city.
12 ସେତାର୍ଗିନେ ଚେଲାମଃନ୍ ବାରାୟ୍ ଜାୟ୍ ଦଃସ୍ ହାହ୍ ଚାଡି ଜିବନ୍ ବାଦ୍ଲାଉଁକ୍ ପର୍ଚାର୍ କଃଲାୟ୍ ।
And having departed, they preached that men should repent.
13 ଆର୍ ଗାଦି ଲକ୍ମଃନ୍କେ ବୁତ୍ ଚାଡାୟ୍ଲାୟ୍ ଆର୍ ଗାଦି ରଗିମଃନ୍କେ ଚିକଣ୍ ଲାଗାୟ୍ ଉଜ୍ କଃଲାୟ୍ ।
And they cast out many demons, and anointed many feeble men with olive oil, and healed them.
14 ଜିସୁର୍ ନାଉଁ ସଃବୁହାକ୍ ଡାକ୍ ହୁଟ୍ଲି ଲାଗି ହେରଦ୍ ରଃଜା ତାର୍ କଃତା ସୁଣ୍ଲା ଆର୍ ଲକ୍ କଃଉତି ରିଲାୟ୍, “ବାପ୍ତିସମ୍ ଦେତା ଜହନ୍ ମଃଲା ଲକାର୍ ବିତ୍ରେହୁଣି ଉଟି ଆଚେ, ସେତାକ୍ ଇସଃବୁ କାବା ଅଃଉତା କାମ୍ କଃରୁକେ ସେ ସଃକ୍ତି ହାୟ୍ଆଚେ ।”
And king Herod heard, for his name had become well known. And he said, John, the man who immerses, was raised from the dead, and because of this the powers work in him.
15 ମଃତର୍ ବିନ୍ ଲକ୍ମଃନ୍ କଃଉତି ରିଲାୟ୍, “ଏ ଏଲିୟ, ଆରେକ୍ କଃତି ଲକ୍ କଃଉତି ରିଲାୟ୍, ହୁର୍ବାର୍ ବାବ୍ବାଦିମଃନାର୍ ବିତ୍ରେ ଏହେଁ ଗଟେକ୍ ବାବ୍ବାଦି ।”
Others said, He is Elijah, and others said, He is a prophet, like one of the prophets.
16 ମଃତର୍ ହେରଦ୍ ଇରି ସୁଣି କୟ୍ଲା, “ଜୁୟ୍ ଜହନ୍କ୍ ମୁଣ୍ଡ୍ ମୁଁୟ୍ କାଟିରିଲେ, ସେ ଆରେକ୍ ଉଟିଆଚେ ।”
But Herod, when he heard, said, This is John whom I beheaded. He was raised from the dead.
17 ହେରଦ୍ ନିଜାର୍ ବାୟ୍ସି ପିଲିପାର୍ ଡକୁର୍ସି ହେରଦିଆକେ ସଃଙ୍ଗାଇ ରିଲା, ସେତାର୍ଗିନେ ହେରଦିଆକେ ସଃର୍ଦା କଃରାଉଁକ୍ ନିଜେ ଲକ୍ ହଃଟାୟ୍ ଜହନ୍କେ ଦଃରି ଆଣି ବାନ୍ଦି ଜଃଇଲ୍ ବିତ୍ରେ ହୁରାୟ୍ ରିଲା ।
For Herod himself having sent forth, he arrested John, and bound him in prison because of Herodias, his brother Philip's wife, because he married her.
18 କାୟ୍ତାକ୍ବଃଲେକ୍ ବାପ୍ତିସମ୍ ଦେତା ଜହନ୍ ହେରଦ୍କେ କଃଉତିରିଲା, “ନିଜାର୍ ବାୟ୍ଦିର୍ ଡକୁର୍ସିକେ ସଃଙ୍ଗାଉତାର୍ ତର୍ ବିଦିନାୟ୍ଁ ।”
For John said to Herod, It is not permitted for thee to have thy brother's wife.
19 ସେତାର୍ଗିନେ ହେରଦିଆ ରିସା ଅୟ୍ ଜହନ୍କେ ମଃର୍ନେ ମାରୁକ୍ ମଃନ୍ କଃର୍ତିରିଲି, ମଃତର୍ ଜହନ୍କେ ମାରୁ ନଃହାର୍ତି ରିଲି ।
And Herodias was resentful toward him, and wanted to kill him. And she could not,
20 କାୟ୍ତାକ୍ବଃଲେକ୍ ହେରଦ୍ ଜହନ୍କେ ଗଟ୍ ଦଃର୍ମି ଆର୍ ପବିତ୍ର ମାନାୟ୍ ବଃଲି ଜାଣି ଡିରି ରିଲା ଆର୍ ମାରୁ ନଃଚ୍ତି ରିଲା । ଆର୍ ଜହନାର୍ କଃତା ସୁଣି ରିସା ଅୟ୍ଲେକ୍ ହେଁ, ତାର୍ କଃତା ସୁଣ୍ତି ରିଲା ।
for Herod feared John, knowing him to be a righteous and holy man, and he protected him. And having heard of him-the many things he was doing-he even heard of him gladly.
21 ତାର୍ହଃଚେ ହେରଦିଆକେ ଗଟ୍ ବାଟ ମିଳ୍ଲି, ସେଦିନ୍ ହେରଦାର୍ ଜଃଲମ୍ ଦିନ୍, ମଃତ୍ରିମଃନାର୍ ଗିନେ, ହାଁଚ୍ କଳି ସଃଇନ୍ ଉହ୍ରେ ବଃଡ୍ ସଃଇନ୍ମଃନାର୍ ଗିନେ ଆର୍ ଗାଲିଲିର୍ ବଃଡ୍ ବଃଡ୍ ଲକାର୍ ଗିନେ ରାତ୍ୟା ଗଟେକ୍ ବଃଡ୍ ବଜି ଅୟ୍ଲି ।
And having become an opportune day, when Herod on his birthday made a dinner for his chiefs, and the high captains, and the leading men of Galilee,
22 ଆର୍ ହେରଦିଆର୍ ନିଜାର୍ ଜିସି ବିତ୍ରେ ଆସି ନାଚ୍ଲି, ଆର୍ ହେରଦ୍ ଆର୍ ତାର୍ ସଃଙ୍ଗ୍ ବଜିୟେ ବଃସିରିଲା ଲକ୍ମଃନ୍କେ ସଃର୍ଦା କଃରାୟ୍ଲି । ସେତାର୍ଗିନେ ହେରଦ୍ ରଃଜା, ଜିସିକେ କୁଦି କୟ୍ଲା, “ଜାୟ୍ରି ମଃନ୍ କଃରୁଲିସ୍, ସେରି ମାଗ୍, ମୁଁୟ୍ ତକେ ସେରି ଦଃୟ୍ନ୍ଦ୍ ।”
and the daughter of her (of Herodias) having come in and danced, and having pleased Herod and those who sat with the king, he said to the maiden, Ask of me whatever thou may want, and I will give to thee.
23 ରଃଜା ଜିସିକେ କୟ୍ଲା, “ମୁଁୟ୍ ହଃର୍ମାଣ୍ କଃରି କଃଉଁଲେ, ତୁୟ୍ ଜାୟ୍ରି ମାଗ୍ଲେକ୍, ଆର୍ ରାଇଜାର୍ ଆଦ୍ବାଗ୍ ମାଗ୍ଲେକ୍ ହେଁ ମୁଁୟ୍ ସେରି ଦଃୟ୍ନ୍ଦ୍ ।”
And he swore to her, Whatever thou may ask of me, I will give to thee, as much as half of my kingdom.
24 ସେତାକ୍ ସେ ଜିସି ବାରାୟ୍ ଜାୟ୍ ତାର୍ ଆୟ୍ସିକ୍ ହଃଚାର୍ଲି, “ମୁୟ୍ଁ କାୟ୍ରି ମାଗିନ୍ଦ୍?” ତଃବେ ତାର୍ ଆୟ୍ସି ତାକ୍ କୟ୍ଲି, “ବାପ୍ତିସମ୍ ଦେତା ଜହନାର୍ ମୁଣ୍ଡ୍ ମାଗ୍ ।”
And having gone out, she said to her mother, What shall I ask? And she said, The head of John the immerser.
25 ସୁଣ୍ଲା ଦାହ୍ରେ ଜିସି ରଃଜାର୍ ହାକ୍ ବାଉଳି ଆୟ୍ଲି ଆର୍ ଇରି କୟ୍ ମାଗ୍ଲି, “ମର୍ ମଃନ୍, ତୁୟ୍ ବାପ୍ତିସମ୍ ଦେଉ ଜହନାର୍ ମୁଣ୍ଡ୍ ଗଟ୍ ତାଳି ତଃୟ୍ ମକ୍ ଇ ଦାହ୍ରେ ଦେ ।”
And having come in straightaway with haste to the king, she asked, saying, I want that thou may give me, of it on a platter, the head of John the immerser.
26 ସେତାର୍ଗିନେ ରଃଜା ବଃଡେ ଦୁକ୍ କଃଲା, ମଃତର୍ ରଃଜା ଅଃହ୍ଣାର୍ ହଃର୍ମାଣ୍ ଆର୍ କାଉଁକେ ବଃସିରିଲା ଲକାର୍ ଗିନେ ନାୟ୍ ବଃଲି କଃଉଁକେ ନଃହାର୍ଲା ।
And the king, who became exceeding sorry, did not want to refuse her because of the oaths, and of those dining together.
27 ସେତାର୍ଗିନେ ରଃଜା ସେଦାହ୍ରେ ଗଟ୍ ସଃଇନ୍ ହଃଟାୟ୍ ଜହନାର୍ ମୁଣ୍ଡ୍କାଟି ଆଣୁକେ କୟ୍ଲା । ତାର୍ହଃଚେ ସଃଇନ୍ ଜଃଇଲ୍ ଗଃରେ ଜାୟ୍ ତାର୍ ମୁଣ୍ଡ୍କାଟି ଆଣ୍ଲା ।
And straightaway having sent an executioner, the king commanded his head to be brought. And having departed, he beheaded him in the prison,
28 ଆର୍ ସେରି ଗଟ୍ ତାଳି ତଃୟ୍ ଜିସିକେ ଦିଲା, ଆର୍ ଜିସି ସେରି ନଃୟ୍ ତାର୍ ଆୟ୍ସିକ୍ ଦିଲି ।
and brought his head on a platter, and gave it to the maiden. And the maiden gave it to her mother.
29 ଜହନାର୍ ଚେଲାମଃନ୍ କବୁର୍ ହାୟ୍ ଆୟ୍ଲାୟ୍ ଆର୍ ଜହନାର୍ ମଃଲାମଃଳ୍ ନଃୟ୍ ମଃସୁଣ୍ କାଲେ ତହ୍ଲାୟ୍ ।
And when his disciples heard, they came and took up his corpse, and laid it in a sepulcher.
30 ତାର୍ହଃଚେ ପେରିତ୍ମଃନ୍ ଜିସୁର୍ ଲଃଗେ ରୁଣ୍ଡ୍ଲାୟ୍ ଆର୍ ସେମଃନ୍ ଜାୟ୍ରି ଜାୟ୍ରି କଃରି ରିଲାୟ୍ ଆର୍ ତୁୟ୍ ଜୁୟ୍ରି ସିକ୍ୟା ଦଃୟ୍ରିଲାୟ୍ ସେରିମଃନ୍ ତାକ୍ କୟ୍ଲାୟ୍ ।
And the apostles gather together to Jesus, and reported all to him, and how many things they did, and how many things they taught.
31 ଗାଦେକ୍ ଲକ୍ ଜାଆଆସ୍ ଅଃଉତିରିଲାୟ୍ ଲାଗି, ସେମଃନ୍ କାଉଁକେ ହେଁ ନଃହାର୍ତି ରିଲାୟ୍ । ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ଅଃମିମଃନ୍ ଅଃଲ୍ଗା ଅୟ୍ ଗଟେକ୍ ସିଣିନ୍ଦ୍ ଟାଣେ ଜୁଆଁ, ଆର୍ ସେତି ଚଃନେକ୍ ବିସାଉଆ ।”
And he said to them, Come ye yourselves in private into a desolate place, and rest a while. For there were many coming and going, and they had no opportunity even to eat.
32 ତାର୍ହଃଚେ ସେମଃନ୍ ସେ ଟାଣ୍ ଚାଡି ଡଙ୍ଗାୟ୍ ବଃସି ଗଟ୍ ସିଣିନ୍ଦ୍ ଟାଣେ ବାରାୟ୍ ଗଃଳାୟ୍ ।
And they departed in the boat to a desolate place in private.
33 ମଃତର୍ କଃତିଲକ୍ ସେମଃନ୍କେ ବାରାୟ୍ ଜାତାର୍ ଦଃକ୍ଲାୟ୍ ଆର୍ ଚିନ୍ଲାୟ୍ ଆର୍ ଲକ୍ମଃନ୍ ସଃବୁ ଗଃଳେହୁଣି ହାଦେ ଇଣ୍ଡିଜାୟ୍ ସେତି ଅଃକା ସଃଙ୍ଗ୍ ଦଃବ୍ଳିଜାୟ୍ ସେମଃନାର୍ ଆଗାଳି ହଚ୍ଲାୟ୍ ।
And they saw them going. And many recognized him, and ran together on foot there from all the cities. And they went before them, and came together to him.
34 ଜିସୁ ଡଙ୍ଗାୟ୍ ହୁଣି ଉତ୍ରି ଅଲେକାର୍ ଲକ୍ମଃନ୍କେ ଦଃକି ସେ ଲକାର୍ ଗିନେ ମଃନ୍ ବିତ୍ରେ ଦଃୟା ଆୟ୍ଲି, କାୟ୍ତାକ୍ବଃଲେକ୍ ସେମଃନ୍ ଗଃଉଳିଆ ନୟ୍ଲା ମେଣ୍ଡା ହର୍ ରିଲାୟ୍, ଆର୍ ସେମଃନ୍କେ ଅଃନେକ୍ କଃତା ସିକ୍ୟା ଦେଉଁକ୍ ଦଃର୍ଲା ।
And Jesus having come out, he saw a great multitude. And he felt compassion toward them, because they were as sheep not having a shepherd. And he began to teach them many things.
35 ବେସି ବେଳ୍ ଆୟ୍ଲାକ୍ ଜିସୁର୍ ଚେଲାମଃନ୍ ଆସି ତାକ୍ କୟ୍ଲାୟ୍, “ଇଟାଣ୍ ତ ଲକ୍ବାକ୍ ନୟ୍ଲା ଟାଣ୍ ଆର୍ ବେସି ବେଳ୍ ଅୟ୍ଲିବେ;
And now many an hour having come to pass, his disciples having come to him, they say, The place is desolate, and it is now many an hour.
36 ଲକ୍ମଃନ୍ ଜଃନ୍କଃରି ଚାରିହାକ୍ ଗାଉଁଗୁଡାୟ୍ ଜାୟ୍ ନିଜାର୍ ନିଜାର୍ ଗିନେ କାଉଁକେ କାଦି ଗେନ୍ତି । ଇତାର୍ ଗିନେ ସେମଃନ୍କେ ସେଲ ଦେସ୍ ।”
Send them away, so that after going into the fields and villages around, they may buy loaves for themselves, for they do not have what they may eat.
37 ମଃତର୍ ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ସେମଃନ୍କେ କାଳାଉଆ ।” ସେତାକ୍ ଚେଲାମଃନ୍ କୟ୍ଲାୟ୍, “ଅଃମିମଃନ୍ ଜାୟ୍ ହାଁଚ୍କଳି ଟଃକାର୍ ରୁଟି ଗେନିଆଣି କାୟ୍ ସେମଃନ୍କେ କାଳାଉଁକ୍ ହାରୁନ୍ଦ୍?”
But having answered, he said to them, Give ye them to eat. And they say to him, After departing, shall we buy loaves of two hundred denarii, and give them to eat?
38 ଜିସୁ ସେମଃନ୍କେ ହଃଚାର୍ଲା, “ତୁମାର୍ହାକ୍ କଃତିଗଟ୍ ରୁଟି ଆଚେ ଜାୟ୍ ଦଃକା ।” ଚେଲାମଃନ୍ ଦଃକିଆସି କୟ୍ଲାୟ୍, “ହାଁଚ୍ ଗଟ୍ ରୁଟି ଆର୍ ଜଳେକ୍ ମାଚ୍ ଆଚେ ।”
And he says to them, How many loaves have ye? Go and see. And when they knew, they say, Five, and two fishes.
39 ସେତି ଜଃନ୍କଃରି ଦଃଳ୍ ଦଃଳ୍ ଅୟ୍ କଃଉଁଳା ରଃନ୍ ଉହ୍ରେ ଲକ୍ମଃନ୍କେ ବଃସାଉଁକ୍ ଜିସୁ ଚେଲାମଃନ୍କେ କୟ୍ଲା ।
And he commanded them to sit down, all by companies upon the green grass.
40 ସେତାକ୍ ଲକ୍ମଃନ୍ ସଃବୁ ହାଁଚ୍କଳି ଆର୍ ଦୁୟ୍କଳି ଦଃସ୍ ଲେକା ଅୟ୍ ବଃସ୍ଲାୟ୍ ।
And they sat down in groups, by hundreds and by fifties.
41 ତାର୍ହଃଚେ ଜିସୁ ସେ ହାଁଚ୍ ଗଟ୍ ରୁଟି ଜଳେକ୍ ମାଚ୍ ଦଃରି ସଃର୍ଗ୍ ବାଟ୍ୟା ଦଃକି ଇସ୍ୱର୍କେ ପାର୍ତ୍ନା କଃଲା ଆର୍ ରୁଟିମଃନ୍ ଆସିର୍ବାଦ୍ କଃରି ଲକ୍ମଃନ୍କେ ବାଟାକଃରି ଦେଉଁକେ ଚେଲାମଃନ୍କେ କୟ୍ଲା, ଆର୍ ସେ ଜଳେକ୍ ମାଚ୍କ୍ ସେ ସଃବୁ ଲକ୍ମଃନ୍କେ ବାଟାକଃରି ଦେଉଁକେ ଦିଲା ।
And after taking the five loaves and the two fishes, having looked up to heaven, he blessed, and broke the loaves in pieces, and he gave to the disciples so that they might set before them. And he distributed the two fishes to them all.
42 ସେତିର୍ ସଃବୁଲକ୍ ହେଟ୍ ହୁର୍ନେ କାୟ୍ଲାୟ୍ ।
And they all ate, and were filled.
43 ସଃବୁଲକ୍ କାୟ୍ ସଃର୍ଲା ହଃଚେ, ଚେଲାମଃନ୍ ଉବୁର୍ଲାର୍ ବାଙ୍ଗ୍ଲା ରୁଟି ଆର୍ ମାଚ୍ ରୁଣ୍ଡାୟ୍ ବାରଡଃଲା ବଃର୍ତି କଃଲାୟ୍ ।
And they took up fragments, twelve baskets full, and from the fishes.
44 ଜଃତେକ୍ ଲକ୍ମଃନ୍ ରୁଟି କାୟ୍ରିଲାୟ୍ ସେମଃନାର୍ ବିତ୍ରେ ଅଃବ୍କା ଅଃଣ୍ଡ୍ରାହିଲା ହଃକା ହାଁଚ୍ ଅଃଜାର୍ ରିଲାୟ୍ ।
And those who ate the loaves were five thousand men.
45 ତଃତ୍କାଣ୍ ଜିସୁ ତାର୍ ଚେଲାମଃନ୍କେ ଡଙ୍ଗାୟ୍ ଚଃଗି ସଃମ୍ନ୍ଦ୍ ସେହାଟିର୍ ବେତ୍ସାଇଦାକେ ଆଗ୍ତୁ ହଃଟାୟ୍ଲା, ଆର୍ ତାର୍ହଃଚେ ଲକ୍ମଃନ୍କେ ହେଁ ଗଃରେ ହଃଟାୟ୍ଲା ।
And straightaway he compelled his disciples to enter into the boat, and to go ahead to the other side, to Bethsaida, while he himself would send the crowd away.
46 ଜିସୁ ଲକ୍ମଃନ୍କେ ସେଲଚାଡି ଦଃୟ୍ ପାର୍ତ୍ନା କଃରୁକେ ଡଙ୍ଗୁର୍ ଉହ୍ରେ ଗଃଲା ।
And after sending them away, he departed onto the mountain to pray.
47 ସଃଞ୍ଜ୍ ଅୟ୍ଲା ହଃଚେ, ଡଙ୍ଗା ମଃଜି ସଃମ୍ନ୍ଦେ ରିଲାବଃଳ୍ ଜିସୁ ସଃମ୍ନ୍ଦ୍ କଃଣ୍ଡିଏ ଏକ୍ଲା ରିଲା ।
And having become evening, the boat was in the midst of the sea, and he alone on the land.
48 ଚେଲାମଃନ୍ ଡଙ୍ଗା ଗାଟୁକେ କଃସ୍ଟ୍ ହାଉତାର୍ ଜିସୁ ଦଃକ୍ଲା, କାୟ୍ତାକ୍ବଃଲେକ୍ ତାକାର୍ ଆଗ୍ବାଟ୍ୟା ବାଉ ଅଃଉତି ରିଲି, ଉଜାଳ୍ ଅଃଉତାବଃଳ୍ ଚାର୍ଟା ବଃଳ୍ ଜିସୁ ସଃମ୍ନ୍ଦ୍ ଉହ୍ରେ ଇଣ୍ଡି ଇଣ୍ଡି ତାକାର୍ ଚଃମେ ଆୟ୍ଲା, ଆର୍ ସେମଃନ୍କେ ଜିଣ୍ତେ ହାକ୍ମାରି ଜଃଉଁକେ ମଃନ୍ କଃର୍ତିରିଲା ।
And he saw them toiling in rowing, for the wind was against them. And about the fourth watch of the night he comes to them, walking on the sea, and wanted to passed by them.
49 ମଃତର୍ ସେମଃନ୍ ତାକ୍ ସଃମ୍ନ୍ଦ୍ ଉହ୍ରେ ଇଣ୍ଡ୍ତାର୍ ଦଃକି ଡୁମା ବଃଲି ବେଲ୍କି ଅୟ୍ଲାୟ୍ ।
But they, when they saw him walking on the sea, supposed it to be a ghost, and cried out.
50 କାୟ୍ତାକ୍ବଃଲେକ୍ ସଃବୁଲକ୍ ତାକ୍ ଦଃକି ଡିରି ଗଃଲାୟ୍ । ମଃତର୍ ଜିସୁ ତଃତ୍କାଣ୍ ତାକାର୍ ସଃଙ୍ଗ୍ କଃତାଅୟ୍ କୟ୍ଲା, “ଡିରା ନାୟ୍ ସାସ୍ ଦଃରା, ଇରି ତ ମୁଁୟ୍ ।”
For they all saw him, and were troubled. And straightaway he spoke with them, and says to them, Cheer up. It is I, fear not.
51 ଆରେକ୍ ସେ ସେମଃନାର୍ ଲଃଗେ ଜାୟ୍ ଡଙ୍ଗାୟ୍ ବଃସ୍ଲା, ଆର୍ ବାଉ ବଃନ୍ଦ୍ ଅୟ୍ଲି, ସେତାର୍ଗିନେ ଚେଲାମଃନ୍ ମଃନେ ମଃନେ ଅଃପର୍ବଳ୍ କାବା ଅୟ୍ଲାୟ୍ ।
And he went up to them into the boat, and the wind ceased. And they were exceedingly amazed in themselves, extraordinarily so. And they wondered,
52 କାୟ୍ତାକ୍ବଃଲେକ୍ ଜିସୁ ହାଁଚ୍ ଆଜାର୍ ଲକ୍ମଃନ୍କେ କାଦି କାଳାୟ୍ଲାର୍ ବୁଦି ସେମଃନ୍କେ ଅୟ୍ନଃରିଲି, ଆର୍ ତାକାର୍ ମଃନ୍ ଅଃଟୁଆ ଅୟ୍ରିଲି ।
for they did not understand about the loaves, for their heart was hardened.
53 ସେମଃନ୍ ସଃମ୍ନ୍ଦ୍ ଲିଙ୍ଗି ଗିନେସ୍ରଃତ୍ କଃଣ୍ଡାୟ୍ ଆୟ୍ଲାୟ୍, ଆର୍ ସେତି ସେମଃନ୍ ଡଙ୍ଗା ବାନ୍ଦ୍ଲାୟ୍ ।
And having crossed over, they came to the land of Gennesaret, and moored to the shore.
54 ଆର୍ ସେମଃନ୍ ଡଙ୍ଗାୟ୍ହୁଣି ଉତୁର୍ଲା ଦାହ୍ରେ ଲକ୍ମଃନ୍ ଜିସୁକେ ଚିନ୍ଲାୟ୍ ।
And when they came out of the boat, straightaway, having recognized him,
55 ସେଦାହ୍ରେ ଲକ୍ମଃନ୍ ଲଃଗାର୍ ଗାଉଁମଃନ୍କେ ଦଃବ୍ଳି ଜାୟ୍, ଜୁୟ୍ ଜୁୟ୍ ଟାଣେ ଜିସୁ ଆଚେ ବଃଲି ସୁଣ୍ଲାୟ୍, ସେ ଟାଣେ ମଃଳୁହଃଳ୍ଲା ଲକ୍ମଃନ୍କେ ଟାଟି ତଃୟ୍ଁ ବୟ୍ଆଣୁକେ ଦଃର୍ଲାୟ୍ ।
after running around that whole region around, they began to carry about on beds those who were faring badly, where they heard he was there.
56 ଆର୍ ଜିସୁ ଜୁୟ୍ ଜୁୟ୍, ଗଃଳେ ଆର୍ ଗାଉଁଏ ଗୁଡାୟ୍ ଗଃଲା, ଲକ୍ମଃନ୍ ସେ ସଃବୁଟାଣେ ଜୁୟ୍ ମାନାୟ୍ମଃନ୍ ମଃଳୁ ହଃଳି ରିଲାୟ୍, ସେମଃନ୍କେ ଲକ୍ମଃନ୍ ଆଟ୍ ବଃଜାରେ ନଃୟ୍ ସଳାୟ୍ ସେମଃନ୍ ଜଃନ୍କଃରି ଜିସୁର୍ ହଃଚ୍ୟାର୍ ଆଚଳ୍ ଚିଉତି, ସେତାକ୍ ତାକ୍ ଗଃଉଆରି କଃଲାୟ୍ ଆର୍ ଜଃତେକ୍ ଲକ୍ ଚୁୟ୍ଲାୟ୍ ସେମଃନ୍ ଉଜ୍ ଅୟ୍ଲାୟ୍ ।
And wherever he entered, into villages or cities or fields, they laid those who were feeble in the marketplaces, and besought him that if they might but touch the hem of his garment. And as many as touched him were being healed.