< ମାର୍କ 2 >
1 କଃତି ଦିନାର୍ ହଃଚେ ଜିସୁ କପୁର୍ନାହୁମ୍ ଗଃଳେ ସେ ଜୁୟ୍ ଗଃଳେ ରେତି ରିଲା ସେ ଗଃରେ ବାଉଳି ଆୟ୍ଲା, ଆର୍ ଜିସୁ ଗଃରେ ଆଚେ ବଃଲି କବୁର୍ ଚାରିହାକ୍ ଉର୍ଜି ଅୟ୍ଲି ।
And having again entered into Capernaum, after some days it was heard that he was in a house.
2 ସେତି ଗାଦି ଲକ୍ ରୁଣ୍ଡ୍ଲାୟ୍, ବାଟ ଦୁଆର୍ ମୁଣ୍ଡାୟ୍ ହେଁ ଟାଣ୍ ନଃରିଲି, ଜିସୁ ସେମଃନ୍କେ ଇସ୍ୱରାର୍ କଃତା କଃଉତି ରିଲା ।
And straightaway many were gathered together, so as to accommodate no more, not even near the door. And he spoke the word to them.
3 ସଃଡେବଃଳ୍ ଗଟ୍ ଏକ୍ଅଃଙ୍ଗି ରଗିକେ ଚାରିଲକ୍ ବୟ୍କଃରି ଜିସୁର୍ ଲଃଗେ ଆଣ୍ଲାୟ୍ ।
And they come bringing to him a paralyzed man, being taken by four men.
4 ଟେଲାକୁର୍ଚା ଲକ୍ ମଃନ୍ଦାର୍ ଗିନେ ଜିସୁର୍ ଚଃମେ ଆଣୁ ନଃହାର୍ଲାକ୍ ଜିସୁ ଜୁୟ୍ତି ଟିଅୟ୍ ରିଲା, ସେ ସଃଳ୍କେ ଚାନି କାଣାକଃରି ରଗି ମାନାୟ୍ ସୟ୍ରିଲା ଟାଟି ତଃୟ୍ ଉତ୍ରାୟ୍ଲାୟ୍ ।
And not being able to come near to him because of the crowd, they uncovered the roof where he was. And when they had broken through, they let down the bed on which the paralyzed man lay.
5 ଜିସୁ ସେ ଲକ୍ମଃନାର୍ ବିସ୍ୱାସ୍ ଦଃକି ଏକ୍ଅଃଙ୍ଗି ରଗିକ୍ କୟ୍ଲା, “ଏ ହିଲା ତର୍ ହାହ୍ ସଃବୁ କେମା କଃରା ଅୟ୍ଲି ।”
And having seen their faith, Jesus says to the paralyzed man, Child, thy sins are forgiven thee.
6 କଃତେକ୍ ଦଃର୍ମ୍ଗୁରୁ ମଃନ୍ ବଃସିକଃରି ସେମଃନାର୍ ବିତ୍ରେ ମଃନେ ବାବ୍ଲାୟ୍,
But some of the scholars were sitting there, and deliberating in their hearts,
7 “ଇମାନାୟ୍ କାୟ୍ତାକ୍ ଇବାନ୍ୟା କଃଉଁଲା? ସେ ଇସ୍ୱରାର୍ ଲିନ୍ଦା କଃରୁଲା! ମାପ୍ରୁକ୍ ଚାଡି କେହେଁ ହାହ୍ କେମା କଃରୁ ନଃହାରେ ।”
Why does this man speak blasphemies this way. Who can forgive sins but one, God?
8 ଜିସୁ ସେମଃନାର୍ ମଃନ୍ ବିତ୍ରାର୍ ବାବ୍ନା ଆତ୍ମା ତଃୟ୍ ଜାଣୁ ହାରି, ସେମଃନ୍କେ କୟ୍ଲା, “ତୁମି କାୟ୍ତାକ୍ ଇରଃକମ୍ ମଃନେ ବାବୁଲାସ୍?
And straightaway Jesus, having perceived in his spirit that they so deliberated within themselves, said to them, Why do ye deliberate these things in your hearts?
9 କାୟ୍ରି ଉହାସ୍? ଏକ୍ଅଃଙ୍ଗି ରଗିକ୍, ‘ତର୍ ହାହ୍ କେମା କଃରା ଅୟ୍ଲି,’ ବଃଲି କଃଉତାର୍, କି, ‘ଉଟ୍, ତର୍ ସୟ୍ରିଲା କଃଟ୍ ଦଃରିକଃରି ଜାଆ,’ ବଃଲି କଃଉତାର୍?
Which is easier, to say to the paralyzed man, Thy sins are forgiven thee, or to say, Arise, and take up thy bed and walk?
10 ମଃତର୍ ହୁର୍ତିବି ଉହ୍ରେ ହାହ୍ କେମା କଃର୍ତା ଅଃଦିକାର୍ ନଃରାର୍ ହୟ୍ସି ଜେ ମୁଁୟ୍, ମର୍ ଅଃଦିକାର୍ ଆଚେ, ଇରି ଜଃନ୍କଃରି ତୁମି ଜାଣୁ ହାରାସ୍ ।” ଇତାକ୍ ଏକ୍ଅଃଙ୍ଗି ରଗିକ୍ ଜିସୁ ଇ କଃତା କୟ୍ଲା,
But that ye may know that the Son of man has authority on earth to forgive sins (he says to the paralyzed man),
11 “ମୁଁୟ୍ ତକେ କଃଉଁଲେ, ଉଟ୍ ତର୍ କଃଟ୍ ବୟ୍ ଗଃରେ ଜାଆ!”
I say to thee, Arise, and take up thy bed, and go to thy house.
12 ଜିସୁ କୟ୍ଲା ଦାହ୍ରେ କଃଟ୍ ବୟ୍ ସଃବୁ ଲକାର୍ ମୁୟେ ସେମାନାୟ୍ ବାରାୟ୍ ଗଃଲା । ଇରି ସବୁ ଲକ୍ମଃନ୍ ଦଃକି କାବା ଅୟ୍ଲାୟ୍ ଆର୍ ଇସ୍ୱରାର୍ ଗୁଣ୍ ଗାୟ୍ଲାୟ୍ ଆର୍ କୟ୍ଲାୟ୍, “ଅଃମି କଃବେହେଁ ଅଃନ୍କାର୍ ଦଃକି ନଃରିଲୁ ।”
And straightaway he arose, and having taken up the bed, he went forth before them all, so as for all to be amazed, and to glorify God, saying, We never saw it like this.
13 ଜିସୁ ଆରେକ୍ ଗାଲିଲି ସଃମ୍ନ୍ଦ୍ କଣ୍ଡି ବାଟ ବାରାୟ୍ ଗଃଲା, ଆର୍ ଅଲେକାର୍ ଲକ୍ ତାର୍ ହାକ୍ ଆୟ୍ଲାୟ୍, ଆର୍ ଜିସୁ ସିକ୍ୟା ଦେଉଁକେ ଦଃର୍ଲା ।
And he went forth again by the sea, and all the multitude resorted to him, and he taught them.
14 ଜିସୁ ଜଃଉଁ ଜଃଉଁ ଆଲ୍ପିଅର୍ ହଇସି ଲେବିକେ ତାର୍ ରିବ୍ନି ବଃଙ୍ଗ୍ଲାୟ୍ ବଃସିରିଲାର୍ ଦଃକ୍ଲା । ଆର୍ ତାକେ କୟ୍ଲା, “ମର୍ ହଃଚେ ଆଉ ।” ସେ ଜିସୁର୍ କଃତା ସୁଣ୍ଲା ଦାହ୍ରେ ଉଟି ତାର୍ ହଃଚେ ଗଃଲା ।
And as he passed by he saw Levi the son of Alphaeus sitting at the tax office. And he says to him, Follow thou me. And having risen, he followed him.
15 ହଃଚେ ଜିସୁ ଲେବି ବଃଉଁସାର୍ ଗଃରେ କାଉଁକେ ବଃସ୍ଲା ବଃଳ୍ ଗାଦେକ୍ ରିବ୍ନି, ହାହି ଆର୍ ଚେଲାମଃନ୍ ହେଁ ସଃଙ୍ଗେ ବଃସ୍ଲାୟ୍ । ସେମଃନ୍ ଗାଦା ଲକ୍ ରିଲାୟ୍ ଆର୍ ତାର୍ ସଃଙ୍ଗେ ବୁଲ୍ତି ରିଲାୟ୍ ।
And it came to pass, while he was dining in his house, that many tax collectors and sinners were dining with Jesus and his disciples, for there were many, and they followed him.
16 ଜିସୁ ହାହି ଆର୍ ରିବ୍ନି ମଃନାର୍ ସଃଙ୍ଗେ ବଃସି କାତାର୍ ଦଃକି ପାରୁସି ଦଃଳାର୍ ଦଃର୍ମ୍ ଗୁରୁମଃନ୍ ତାର୍ ଚେଲାମଃନ୍କେ କଃଉଁକେ ଦଃର୍ଲାୟ୍, “ଜିସୁ ରିବ୍ନି ଆର୍ ହାହିମଃନାର୍ ସଃଙ୍ଗେ କାୟ୍ତାକ୍ କାଉଁଲା?”
And the scholars of the Pharisees, when they saw him eating with the tax collectors and sinners, they said to his disciples, Why is it that he eats and drinks with tax collectors and sinners?
17 ଜିସୁ ସେମଃନାର୍ କଃଉତାର୍ ସୁଣି କୟ୍ଲା, “ଜୁୟ୍ ମାନାୟ୍ ଉଜ୍ ଅୟ୍ଆଚେ ତାର୍ ଗିନେ ବୟ୍ଦ୍କାରି ଲଳା ନାୟ୍, ମଃତର୍ ଜୁୟ୍ ମାନାୟ୍ ମଃଳୁ ହଃଳି ଆଚେ ତାର୍ ଗିନେ ଲଳା । ମୁୟ୍ଁ ଦଃର୍ମି ଲକ୍ମଃନ୍କେ କୁଦୁକ୍ ନାସି, ମଃତର୍ ହାହିମଃନାର୍ ଗିନେ ଆସି ଆଚି ।”
And when Jesus heard it he says to them, Those who are strong have no need of a physician, but those faring badly. I came not to call the righteous, but sinners for repentance.
18 ଜହନାର୍ ଚେଲାମଃନ୍ ଆର୍ ପାରୁସିମଃନ୍ ଉହାସ୍ କଃର୍ତି ରିଲାୟ୍, ସେତାର୍ ଗିନେ କଃତେକ୍ ଲକମଃନ୍ ଆୟ୍ଲାୟ୍ ଆର୍ ଜିସୁକେ ହଃଚାର୍ଲାୟ୍, “ଜହନାର୍ ଚେଲାମଃନ୍ ଆର୍ ପାରୁସିମଃନ୍ ଉହାସ୍ କଃରୁଲାୟ୍, ମଃତର୍ ତର୍ ଚେଲାମଃନ୍ କାୟ୍ତାକ୍ ଉହାସ୍ ନଃକେରୁଲାୟ୍?”
And John's disciples and those of the Pharisees were fasting. And they come and say to him, Why do John's disciples and those of the Pharisees fast, but the disciples with you do not fast?
19 ଜିସୁ ସେମଃନ୍କେ କୟ୍ଲା, “ବଃରଗଚ୍ୟାମଃନ୍ ବଃରସଃଙ୍ଗ୍ ବିବା ଗଃରେ ରେତା ବଃଳ୍ ସେମଃନ୍ କାୟ୍ତାକ୍ ଉହାସ୍ କଃର୍ତି? ବଃର ଜଃଡେବଃଳ୍ ହଃତେକ୍ ସେମଃନାର୍ ସଃଙ୍ଗେ ରଃୟ୍ଦ୍, ସଃଡେବଃଳ୍ ହଃତେକ୍ ସେମଃନ୍ ଉହାସ୍ କଃରୁକେ ନଃହାର୍ତି ।
And Jesus said to them, The sons of the wedding hall cannot fast while the bridegroom is with them. As long as they have the bridegroom with them, they cannot fast.
20 ମଃତର୍ ବେଳା ଆସେଦ୍, ଜଃଡେବଃଳ୍ ବଃର ଦଃଙ୍ଗ୍ଳାକେ ସେମଃନାର୍ ତଃୟ୍ହୁଣି କାଡି ନିଆ ଅୟ୍ଦ୍, ସଃଡେବଃଳ୍ ସେମଃନ୍ ଉହାସ୍ କଃର୍ତି ।”
But the days will come when the bridegroom is taken away from them, and then they will they fast in those day.
21 “କେହେଁ ନଃଉଆଁ ହଃଚ୍ୟାର୍ ହାଟ୍ଳି କଃଣ୍ଡେକ୍ ଚିରି ହଃର୍ନା ହଃଚ୍ୟାୟ୍ ମିସାୟ୍ ନଃତୁନ୍ତି, ତୁନ୍ଲେକ୍ ନଃଉଁଆରି ହଃର୍ନା ତାକ୍ ଅଃଦିକ୍ ଚିରେଦ୍, ଆର୍ ଅଃଦିକ୍ ହାଟାୟ୍ଦ୍ ।
And no man sews a new patch of cloth on an old garment, otherwise the patch of it pulls away, the new from the old, and a tear becomes worse.
22 ସେବାନ୍ୟା କେହେଁ ନଃଉଆଁ ଅଙ୍ଗୁର୍ ରଃସ୍ ହଃର୍ନା ଚାମ୍ ମଣାୟ୍ ନଃସେଙ୍ଗାଉତି, ସଃଙ୍ଗାୟ୍ଲେକ୍ ସେରି ମଣାକେ ହାଟାୟ୍ଦ୍, ଆରେକ୍ ଅଙ୍ଗୁର୍ ରଃସ୍ ଆର୍ ଚାମ୍ମଣା ମିସ୍ଣେ ନଃସ୍ଟ୍ ଅୟ୍ଦ୍ । ମଃତର୍ ନଃଉଆଁ ଅଙ୍ଗୁର୍ ରଃସ୍ ନଃଉଆଁ ଚାମ୍ମଣାୟ୍ ସଃଙ୍ଗାୟ୍ବାର୍ ଆଚେ ।”
And no man puts new wine into old wineskins, otherwise the new wine bursts the wineskins, and the wine is spilled, and the wineskins will be destroyed. But new wine must be put into fresh wineskins.
23 ବିସାଉଁଣିବାର୍ ଦିନ୍ ଜିସୁ ଆର୍ ତାର୍ ଚେଲାମଃନ୍ ତାସ୍ ହଃଦା ବାଟ୍ଅୟ୍ ଜାତିରିଲାୟ୍ । ଜଃଉଁ ଜଃଉଁ ତାର୍ ଚେଲାମଃନ୍ ତାସ୍ କେଡ୍ ଚିଡାଉଁକେ ଦଃର୍ଲାୟ୍ ।
And it came to pass, that he was passing through the grain fields on the sabbath day, and his disciples began to make a path while plucking the ears.
24 ସେତାର୍ ଗିନେ ପାରୁସିମଃନ୍ ଜିସୁକେ କୟ୍ଲାୟ୍, “ଦଃକ୍ ତର୍ ଚେଲାମଃନ୍ ବିସାଉଁଣିବାର୍ ଦିନ୍ ଜୁୟ୍ରି କଃର୍ତା ବିଦି ନାୟ୍ କାୟ୍ତାକ୍ ସେରିମଃନ୍ କଃରୁଲାୟ୍?”
And the Pharisees said to him, Look, why are they doing what is not permitted on the sabbath day?
25 ଜିସୁ ସେମଃନ୍କେ କୟ୍ଲା, “କାଦି ଲଳାରିଲା ବଃଳ୍ ଦାଉଦ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ ବୁକେ ରିଲାୟ୍, ସଃଡେବଃଳ୍ ଦାଉଦ୍ କାୟ୍ କଃରିରିଲା, ସେରି କାୟ୍ ତୁମିମଃନ୍ କଃବେହେଁ ନଃହଳାସ୍?
And he said to them, Did ye never read what David did when he had need, and was hungry, he and those with him?
26 ଅବିଆତର୍ ମୁଳ୍ ଜାଜକ୍ ବଃଳ୍ ଦାଉଦ୍ କଃନ୍କଃରି ଇସ୍ୱରାର୍ ଗଃରେ ହୁରି, ଜୁୟ୍ ମାପ୍ରୁର୍ ରୁଟି ଜାଜକ୍ମଃନ୍କେ ଚାଡି କେହେଁ କାତା ବିଦି ନାୟ୍, ମଃତର୍ ଦାଉଦ୍ ସେରି କାୟ୍ଲା ଆର୍ ତାର୍ ସଃଙ୍ଗୁଆଳିମଃନ୍କେ ଦଃୟ୍ରିଲା ।”
How he entered into the house of God under Abiathar the high priest, and ate the loaves of the presentation, which is not permitted to eat except for the priests. And he also gave to those who were with him?
27 ଆର୍ ଜିସୁ ସେମଃନ୍କେ କୟ୍ଲା, “ବିସାଉଁଣିବାର୍ ମାନାୟ୍ମଃନାର୍ ଗିନେ ଅୟ୍ଆଚେ, ମଃତର୍ ମାନାୟ୍ମଃନାର୍ ଗିନେ ନାୟ୍ ।
And he said to them, The sabbath came into being for sake of man, and not man for sake of the sabbath.
28 ସେତାର୍ ଗିନେ ନଃରାର୍ ହୟ୍ସି ହେଁ ବିସାଉଁଣିବାର୍ ମାପ୍ରୁ ।”
So then the Son of man is lord even of the sabbath.