< ମାର୍କ 14 >
1 ନିସ୍ତାର୍ ହଃର୍ବ୍ ଆର୍ କମିର୍ ନଃମିସ୍ଲା ମୁକ୍ଳାଉଁଣି ହଃର୍ବ୍ ଅଃଉଁକେ ଦୁୟ୍ ଦିନ୍ ରିଲି, ସଃଡେବଃଳ୍ ବଃଡ୍ ଜାଜକ୍, ଜିଉଦି ଆର୍ ଦଃର୍ମ୍ ଗୁରୁମଃନ୍ ଜିସୁକେ କଃନ୍କଃରି କୁଟ୍କଃରି ମଃର୍ନେ ମାର୍ତି, ସେତାକ୍ ଉପାୟ୍ କଃର୍ତି ରିଲାୟ୍ ।
GUAJA dos na jaane antes di guipot y pascua yan y taelibadura na pan: ya y magas mamale sija, yan y escriba sija, maaliligao jaftaemano para umafababa, ya umacone, ya umapuno.
2 ସେମଃନ୍ କୟ୍ଲାୟ୍, “ହଃର୍ବ୍ ଦିନ୍ ଜିସୁକେ ବାନ୍ଦୁ ନଃହାରୁ, ସେବାନ୍ୟା କଃଲେକ୍ ଲକ୍ମଃନ୍ ରିସାଅୟ୍ ଉରାଟୁ କଃର୍ତି ।”
Lao ilegñija: Munga gui guipot na jaane, sa noseaja uguaja atboroto ni y taotao sija.
3 ବେତାନିଆ ଗାଉଁଆର୍ ବଃଡ୍ ରଗି ସିମନାର୍ ଗଃରେ ଜିସୁ କାଉଁକେ ବଃସି ରିଲାବଃଳ୍, ଗଟ୍ ମାୟ୍ଜି ତାର୍ ଟାଣେ ଆୟ୍ଲି, ସେ ଗଟ୍ କଣ୍ଡି ବଃର୍ତି ବଃଡେ ମଲାର୍ ବାସ୍ନା ଚିକଣ୍ ଆଣ୍ଲି, ଆର୍ ସେ ଚିକଣ୍ ନିର୍ମୁଳ୍ ଜଟାମାଂସି ଗଃଚାର୍ ରଃସେ ତିଆର୍ ଅୟ୍ରିଲି । ସେ ମାୟ୍ଜି କଃଣ୍ଡିର୍ ମୁଉଁ ବାଙ୍ଗିକଃରି ସଃର୍ତେ ଚିକଣ୍ ଜିସୁର୍ ମୁଣ୍ଡେ ଡାଳୁକେ ଦଃର୍ଲି ।
Ya anae estaba guiya Betania, gui guima Simon y ategtog, ya matachong gui lamasa para uchocho; mato un palaoan mañuñule un alabastro na boteyan inggüenten puro nardo, na gosguaguan; ya mafag y boteya, ya jachuda gui jilo y ilon Jesus.
4 ସେରି ଦଃକି ସେତିରିଲା ଲକ୍ମଃନ୍ କଃଉଆକଇ ଅୟ୍ଲାୟ୍, “ଇ ବାସ୍ନା ଚିକଣ୍ କାୟ୍ତାକ୍ ହର୍ଚ୍ କଃରୁଲି?
Ya guaja sija ninafanbubo sanjalomñija, ya ilegñija: Jafa este na inggüente na manalalastimaja?
5 ଇ ବାସ୍ନା ଚିକଣାର୍ ମଲ୍ ଗଟ୍ ଲକାର୍ ବଃର୍ସେକାର୍ କାମାଉଣି ସଃଙ୍ଗ୍ ସଃମାନ୍ । ଇରି ବିକ୍ଲା ଡାବୁ ନଃୟ୍ ବୁକାର୍ ଲକ୍ମଃନ୍କେ ଦେଉଁକେ ଅୟ୍ଲି ହୁଣି!” ଇବାନ୍ୟା ବଃଲି ସେମଃନ୍ ତାକ୍ ଲିନ୍ଦା କଃଲାୟ୍ ।
Maulegña umabende pot tresientos peseta, ya ufanmanae y mamobble: ya malalatde y palaoan.
6 ଜିସୁ କୟ୍ଲା, “ସେ ମାୟ୍ଜିକେ ଚାଡା; କାୟ୍ତାକ୍ ତାକ୍ କଃସ୍ଟ୍ ଦେଉଁଲାସ୍? ସେ ମର୍ ଗିନେ ନିକ କାମ୍ କଃରିଆଚେ ।
Lao si Jesus ilegña: Pologüe namaesa. Jafaja na inatbororota güe? Mauleg finatinasña nu guajo.
7 କାୟ୍ତାକ୍ବଃଲେକ୍ ଗଃରିବ୍ ଲକ୍ମଃନ୍ ତ ସଃବୁବଃଳ୍ ତୁମାର୍ ଚଃମେ ଆଚ୍ତି, ତୁମି ଜଃଡେବଃଳ୍ ମଃନ୍ କଃରାସ୍, ସଃଡେବଃଳ୍ ସେମଃନାର୍ ଉହ୍କାର୍ କଃରୁ ହାରାସ୍ । ମଃତର୍ ମୁଁୟ୍ ସଃବୁବଃଳ୍ ତୁମାର୍ ସଃଙ୍ଗେ ନଃରେୟ୍ଁ ।
Sa manjajamyoja yan y mamobble siempre; ya ngaeanja nae manmalago jamyo, infatinasja mauleg guiya sija: lao guajo ti tafanjijitaja siempre.
8 ଇ ମାୟ୍ଜି ମର୍ ଗିନେ ତାର୍ ହାରୁସଃକ୍ତି ହଃତେକ୍ କଃଲି ଆଚେ, ସେ ତହ୍ତା ଗିନେ ମର୍ ମଃଲା ଗଃଗାଳ୍କେ ଆଗ୍ତୁ ଚିକଣ୍ ହାଦାୟ୍ ଦିଲି ଆଚେ ।
Güiya jafatinas taemanoja y ninasiñaña: güiya mato antes, para uinggüentiye y tataotaojo, para y naftan.
9 ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଗୁଳା ଜଃଗତାର୍ ଜୁୟ୍ ଜୁୟ୍ ଜଃଗାୟ୍ ନିକ କବୁର୍ ପର୍ଚାର୍ ଅୟ୍ଦ୍, ସେ ଟାଣେ ଇ ମାୟ୍ଜିଟକିକ୍ ମଃନେ ହଃକାଉତା ଗିନେ ସେ କଃରି ରିଲା ଇ କାମାର୍ କଃତା ହେଁ କଃଉଆ ଅୟ୍ଦ୍ ।”
Magajet jusangane jamyo: Manoja este na ebangelio nae mapredica, gui todo y tano, este locue y finatinasña umasangan, para memoriasña.
10 ସେତାକ୍ ବାରଗଟ୍ ଚେଲାମଃନାର୍ ବିତ୍ରେ ଇସ୍କାରିଅତ୍ ଜିଉଦା ନାଉଁଆର୍ ଗଟ୍ ଚେଲା ବଃଡ୍ ଜାଜକ୍ମଃନାର୍ ଆତେ ଜିସୁକେ ସଃହ୍ରି ଦେଉଁକେ ସେମଃନାର୍ ଚଃମେ ଗଃଲା
Ya si Judas Iscariote, uno gui dose, mapos malag y magas mamale, para umentrega güe guiya sija.
11 ବଃଡ୍ ଜାଜକ୍ ଜିଉଦାର୍ ଇବାନ୍ୟା କଃତା ସୁଣି ସଃର୍ଦା ଅୟ୍ଲା । ଜିସୁକେ ଦଃରାୟ୍ ଦିଲେକ୍ ଜିଉଦାକେ ଡାବୁ ଦେଉଁନ୍ଦ୍ ବଃଲି ସଃୟ୍ତ୍ କଃଲାୟ୍, ସେତାକ୍ ଜିଉଦା ଜିସୁକେ ବଃଡ୍ ଜାଜକ୍ମଃନାର୍ ଆତେ କଃନ୍କଃରି ଦଃରାୟ୍ ଦେଉଁ ହାରେ ଇ ଉପାୟ୍ ଲଳୁକ୍ ଦଃର୍ଲା ।
Ya anae majungog, ninafansenmagof, ya mapromete manae güe salape. Ya jaaliligao jaftaemano para uinentrega.
12 ତାର୍ହଃଚେ କମିର୍ ନୟ୍ଲା ରୁଟି କାତା ହଃର୍ବାର୍ ହଃର୍ତୁଦିନ୍, ଜୁୟ୍ଦିନ୍ ନିସ୍ତାର୍ ହଃର୍ବାର୍ ହୁଜାମେଣ୍ଡା ଦିଆ ଅୟ୍ଦ୍, ସେଦିନ୍ ଜିସୁର୍ ଚେଲାମଃନ୍ ଆସି ଜିସୁକେ ହଃଚାର୍ଲାୟ୍, “ଅଃମିମଃନ୍ କୁୟ୍ଟାଣେ ତର୍ଗିନେ ମୁକ୍ଳାଉଁଣି ହଃର୍ବ୍ ବଜି କଃରୁନ୍ଦ୍ ବଃଲି ତୁୟ୍ ମଃନ୍ କଃରୁଲିସ୍?”
Ya y finenana na jaane y taelibadura na pan, anae maofrese y pascua, y disipuluña ilegñija nu güiya; Manojam malagomo guato ya infamauleg nae para unchocho gui pascua?
13 ତାର୍ହଃଚେ ଜିସୁ ଜଳେକ୍ ଚେଲାକେ ଗଃଳ୍ ବିତ୍ରେ ହଃଟାୟ୍ ସେମଃନ୍କେ କୟ୍ଲା, “ଗଃଳ୍ ବିତ୍ରେ ଜାହା, ଆର୍ ହାଣିଡକା ବୟ୍ ଜାତା ଗଟ୍ଲକ୍ ତୁମିମଃନ୍କେ ବେଟ୍ ଅୟ୍ଦ୍, ତୁମି ତାର୍ ହଃଚେହଃଚେ ଜାହା ।
Ya jatago y dos gui disipuluña, ya ilegña nu sija: Janao fanmalag y siuda, sa infanasoda güije yan un taotao na mangangatga un jarran janom: dalalag güe.
14 ସେ ଜୁୟ୍ ଗଃରେ ହୁରେଦ୍, ତୁମି ଜାୟ୍ ସେ ଗଃରାର୍ ମୁଳିକାକ୍ କଃଉଆ, ‘ଅଃମାର୍ ଗୁରୁ ହଃଚାରୁଲା, ମୁଁୟ୍ ଆର୍ ମର୍ ଚେଲାମଃନ୍ କୁୟ୍ ବଃକ୍ରାୟ୍ ମୁକ୍ଳାଉଁଣି ହଃର୍ବ୍ ବଜି କଃର୍ତାର୍ ଆଚେ ସେ ବଃକ୍ରା କୁୟ୍ତି ଆଚେ?’
Ya amanoja nae jumalom, alog ni y taotao guma: Y Maestro, ilegña: Mangue y aposento ni y anae para infañocho gui pascua yan y disipulujo?
15 ସେ ଗଃରାର୍ ମୁଳିକା ତୁମିକେ ସୁନ୍ଦୁର୍କଃରି ସଃଜାୟ୍ଲାର୍ ଟିକ୍ଟାକ୍ ଅୟ୍ଲାର୍ ଉହ୍ରାର୍ ଗଟ୍ ବଃଡ୍ ବଃକ୍ରା ଦଃକାୟ୍ ଦଃୟ୍ଦ୍ ସେତି ଅଃମାର୍ ଗିନେ ବଜି ତିଆର୍ କଃରା ।”
Ya güiya infanfinanue un dangculo na cuatto; esta mafamauleg yan listo; ayo nae famauleg para jita.
16 ତାର୍ହଃଚେ ଚେଲାମଃନ୍ ଗଃଳ୍ ବିତ୍ରେ ଗଃଳାୟ୍, ଆର୍ ଜିସୁ ଜଃନ୍କଃରି କୟ୍ରିଲା ସେତି ସେବାନ୍ୟା ଦଃକି ଚେଲାମଃନ୍ ମୁକ୍ଳାଉଁଣି ହଃର୍ବ୍ ଦିନାର୍ ବଜି ତିଆର୍ କଃଲାୟ୍ ।
Ya y disipuluña sija manmapos, ya manmato gui siuda, ya jasoda jaftaemano y mansinangane sija: ya mafamauleg para y pascua.
17 ସଃଞ୍ଜ୍ ଅୟ୍ଲାକ୍ ଜିସୁ ବାରଗଟ୍ ଚେଲାମଃନ୍କେ ଦଃରି ସେତି ଜାୟ୍ ହଚ୍ଲା ।
Ya y pupuenge mato yan y dose.
18 ସେମଃନ୍ ମିସ୍ଣେ ବଃସି କାତାବଃଳ୍ ଜିସୁ କୟ୍ଲା, “ମୁଁୟ୍ ସଃତ୍ କଃଉଁଲେ, ତୁମାର୍ ବିତ୍ରେ ଗଟ୍ ମାନାୟ୍ ମକ୍ ସଃତ୍ରୁର୍ ଆତେ ସଃହ୍ରି ଦଃୟ୍ଦ୍ ଜୁୟ୍ ମାନାୟ୍ କି ମର୍ ସଃଙ୍ଗ୍ ବଃସି କାଉଁଲା ।”
Ya anae manmatatachong ya mañochocho, si Jesus ilegña: Magajet jusangane jamyo: Uno guiya jamyo umentregayo; güiyaja uchumocho yan guajo.
19 ଚେଲାମଃନ୍ ମଃନ୍ଦୁକ୍ କଃରି ଏକ୍ଲା ଏକ୍ଲା ତାକ୍ ହଃଚାରୁକ୍ ଦଃର୍ଲାୟ୍, “ସେ କାୟ୍ ମୁଁୟ୍?”
Ayo nae ninafangostriste, ya ilegñija nu güiya uno yan otro: Guajo? y otro ilegña: Guajo?
20 ଜିସୁ ସେମଃନ୍କେ କୟ୍ଲା, “ତୁମି ବାର ଲକାର୍ ବିତ୍ରେ ଏକ୍ଲା, ଜେ କି ମର୍ ସଃଙ୍ଗ୍ କପାୟ୍ ଆତ୍ ବୁଡାୟ୍ ଆଚେ ।
Ayo nae manope ilegña nu sija: Uno gui dose ni y jumajame manotche gui tason.
21 ନଃରାର୍ ହୟ୍ସିର୍ କଃତା ଜଃନ୍କଃରି ସାସ୍ତରେ ଲେକା ଆଚେ, ସଃନ୍କଃରି ସେ ମଃରୁକ୍ ଜଃଉଁଲା ସଃତ୍, ମଃତର୍ ଜୁୟ୍ ଲକାର୍ ଆତେହୁଣି ନଃରାର୍ ହୟ୍ସି ସଃହ୍ରି ଅଃଉଁଲା, ସେ ଅଃପର୍ବଳ୍ ଡଃଣ୍ଡ୍ ହାୟ୍ଦ୍, ସେମାନାୟ୍ ଜଃଲମ୍ ଅୟ୍ନଃରିଲେକ୍ ତାର୍ ଗିନେ ବଃଲ୍ ଅୟ୍ଲି ହୁଣି ।”
Y Lajin taotao magajet na mapos, ni y esta matugue pot güiya: lao namaase ayo na taotao ni y jaentrega y Lajin taotao. Maulegña ayo na taotao na ti umafañago.
22 ସଃବୁଲକ୍ ବଃସି କାତାବଃଳ୍ ଜିସୁ ରୁଟି ଦଃରି ଆସିର୍ବାଦ୍ କଃଲା ଆର୍ ସେରି ବାଙ୍ଗାୟ୍ ଦଃୟ୍ କୟ୍ଲା, “ନିଆ, ଇରି ମର୍ ଗଃଗାଳ୍ ।”
Ya anae mañochocho, jachule si Jesus y pan, ya jabendise, ya jaipe, ya janae sija, ilegña: Chile ya incano, sa este y tataotaojo.
23 ଆର୍ କପାୟ୍ ରିଲା ଅଙ୍ଗୁର୍ ରଃସ୍ ଦଃରି ସେତାର୍ ଗିନେ ହେଁ ପାର୍ତ୍ନା କଃଲା ଆର୍ ସେମଃନ୍କେ ଦିଲା, ଆର୍ ସେମଃନ୍ ସେତିର୍ ଡୁକ୍ଲାୟ୍ ।
Ya jachule y posuelo, ya anae munjayan janae grasia, janae sija: ya todos manguimen.
24 ଆର୍ ଜିସୁ ସେମଃନ୍କେ କୟ୍ଲା, “ଜୁୟ୍ ବିଦିର୍ ବଃନି ସଃବୁ ଲକାର୍ ଗିନେ ଦେଉଁଲେ, ଇରି ମର୍ ସେ ବଃନି ।
Ya ilegña nu sija: Este y jâgâjo, gui nuebo na testamento, ni machuda pot y megae.
25 ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମୁଁୟ୍ ଜୁୟ୍ଦିନ୍ ଇସ୍ୱରାର୍ ରାଇଜେ ନଃଉଆଁ କଃରି ଅଙ୍ଗୁର୍ ରଃସ୍ ଡୁକିନ୍ଦ୍, ସେଦିନ୍ ହଃତେକ୍ ଇରି ଆର୍ କଃବେ ହେଁ ନଃଡୁକି ।”
Magajet jusangane jamyo, na ti juguimen talo ni y tinegcha ubas, asta ayo na jaane, na juguimen nuebo gui raenon Yuus.
26 ଆରେକ୍ ସେମଃନ୍ ଦନ୍ୟବାଦ୍ ଗିତ୍ କୟ୍ଲା ହଃଚେ ଜିତ୍ ଡଙ୍ଗ୍ରେ ଗଃଲାୟ୍ ।
Ya anae munjayan macanta un himno, manmapos manmalag y finabeca Olibo.
27 ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ମକ୍ ଚାଡି ହଃଳାଉଆସ୍, ଇରି ସାସ୍ତରେ ଲେକା ଅୟ୍ଆଚେ, ‘ମୁଁୟ୍ ଗଃଉଳିଆକେ ମଃର୍ନେ ମାରିନ୍ଦ୍, ଆର୍ ମେଣ୍ଡାମଃନ୍ ଏଣେ ତେଣେ ହଃଳାଉତି ।
Ya si Jesus ilegña nu sija: Todos jamyo infaninefende pot guajo; sa esta matugue: Bae jupanag y pastot, ya y quinilo sija ufanmachalapon.
28 ମଃତର୍ ମୁଁୟ୍ ମଃରିକଃରି ଆରେକ୍ ଉଟ୍ଲା ହଃଚେ, ତୁମାର୍ ଆଗେ ଗାଲିଲିକେ ଜାୟ୍ନ୍ଦ୍ ।’”
Lao despues di lâlâyo talo, ya cumajuloyo, jujanao esta y menanmiyo guiya Galilea.
29 ମଃତର୍ ପିତର୍ କୟ୍ଲା, “ସଃବୁ ଚେଲାମଃନ୍ ଚାଡି ଗଃଲେକ୍ ହେଁ ମୁଁୟ୍ କଃବେ ଚାଡି ନଃଜାୟ୍ଁ ।”
Ayo nae si Pedro ilegña: Achogja todos maninefende; lao guajo aje.
30 ଜିସୁ ତାକ୍ କୟ୍ଲା, “ମୁଁୟ୍ ତକେ ସଃତ୍ କଃଉଁଲେ, ଆଜି ଇ ରାତି କୁକ୍ଳା ଦୁୟ୍ତର୍ ବାସ୍ତା ହଃର୍ତୁ ତୁୟ୍ ମକ୍ ନଃଜାଣି ବଃଲି ତିନିତର୍ କଃଉସି ।”
Ya sinangane as Jesus ilegña: Magajet jusanganejao na jago pagoja na puenge, antes qui uoo dos biaje y gayo, unpuneyo tres biaje.
31 ମଃତର୍ ପିତର୍ ଇ କଃତା ସୁଣି ଅଃଟୁଆ କଃରି କୟ୍ଲା, “ମକ୍ ତର୍ ସଃଙ୍ଗ୍ ମଃରୁକ୍ ଅୟ୍ଲେକ୍ ହେଁ ମୁଁୟ୍ ତକେ ନଃଜାଣି ବଃଲି କଃବେ ନଃକୟ୍ଁ ।” ସଃବୁ ଚେଲାମଃନ୍ ହେଁ ସେବାନ୍ୟା କୟ୍ଲାୟ୍ ।
Lao guiya janaguefchadeg y cuentosña, ilegña: Yanguin jumitamatae, ti jupunejao ni jaftaemano. Taegüineja locue sinanganñija todos.
32 ତାର୍ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ ଗେତ୍ସିମନି ନାଉଁଆର୍ ଗଟେକ୍ ଟାଣେ ଆୟ୍ଲାୟ୍, ଆର୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, “ମୁଁୟ୍ ପାର୍ତ୍ନା କଃର୍ତା ହଃତେକ୍ ଇତି ବଃସି ରିଆ ।”
Ya manmato un lugat na y naaña Gethsemane: ya ilegña ni y disipuluña sija: Fanmatatachong güine, mientras mananaetaeyo.
33 ଆରେକ୍ ଜିସୁ ତାର୍ ସଃଙ୍ଗ୍ ପିତର୍, ଜାକୁବକ୍ ଆର୍ ଜହନ୍କେ ନିଲା, ଆର୍ ଅଃପର୍ବଳ୍ କାବା ଅୟ୍ଲା ଆର୍ ବଃଡେ ଆର୍ଲା ଅୟ୍ଲା ।
Ya jacone gachongña si Pedro, yan si Santiago, yan si Juan, ya jatutujon manmajalang, yan mangostriste,
34 ଆର୍ ଜିସୁ ସେମଃନ୍କେ କୟ୍ଲା, “ମର୍ ହଃରାଣ୍ ମଃର୍ତା ହର୍ ଉକ୍ଳି ଜଃଉଁଲି, ତୁମିମଃନ୍ ଇତି ରଃୟ୍ ଜାଗିରିଆ ।”
Ya ilegña nu sija: Y antijo sentriste asta qui jumatae; fañaga güine, ya iafanmamulan.
35 ଜିସୁ ସେମଃନ୍ ଚାଡି କଃଣ୍ଡେକ୍ ଦୁରିକ୍ ଜାୟ୍ ବୁୟେଁ ମାଣ୍ଡି କୁଟା ଟେସି ପାର୍ତ୍ନା କଃରି କୟ୍ଲା, “ଜଦି ଅଃଉଁ ହାରେ, ତଃବେ ଇ ବେଳା ମର୍ ତଃୟ୍ହୁଣି ଗୁଚି ଜଃଉଅ ।”
Ya jumanao mona didide, dumimo papa gui jilo oda, ya manaetae, na yanguin siña, ufalofan y ora guiya güiya.
36 ଆରେକ୍ ସେ କୟ୍ଲା, “ଏ ମର୍ ଉବା, ତର୍ ଆତେ ସଃବୁ ଅଃଉଁ ହାରେ, ଇ କଃସ୍ଟାର୍ ଡୁକ୍ତା କପା ମର୍ ତଃୟ୍ହୁଣି ଦୁର୍କଃର୍, ଅୟ୍ଲେକ୍ ହେଁ ମର୍ ଇଚା ନୟ୍, ତର୍ ଇଚା ହୁରୁଣ୍ ଅଃଉଅ ।”
Ya ilegña: Abba, Tata: todo y güinaja mansiña para jago; nasuja este y posuelo guiya guajo: lao ti taemanoja minalagojo, na y minalagomo.
37 ଆରେକ୍ ତାର୍ହଃଚେ ଜିସୁ ବାଉଳି ଆୟ୍ଲା ଆର୍ ତିନିଗଟ୍ ଚେଲା ନିଦଉତି ରିଲାର୍ ଦଃକିକଃରି ସିମନ୍କେ କୟ୍ଲା, “ପିତର୍ ତୁୟ୍ କାୟ୍ ସୟ୍ଆଚ୍ସି? ଚଃନେକ୍ହେଁ କାୟ୍ ଚେତା ରେଉଁ ନାହାର୍ଲିସ୍?”
Ya mato talo guato ya jasoda sija manmaego, ya ilegña as Pedro: Simon mamaegojao? ti siñajao bumela un oraja?
38 ଆର୍ ଜିସୁ ସେମଃନ୍କେ କୟ୍ଲା, “ହାନ୍ଦାୟ୍ ଜଃନ୍କଃରି ତୁମିମଃନ୍ ନଃହେଳାସ୍, ସେତାର୍ଗିନେ ଜାଗିରଃୟ୍ ପାର୍ତ୍ନା କଃରା । ଆତ୍ମାର୍ ଇଚା ସଃତ୍, ମଃତର୍ ଗଃଗାଳ୍ ଦୁର୍ବୁଳ୍ ।”
Fanbela, yan infanmanaetae; para chamiyo fanjajalom gui tentasion: Y Espiritu magajet na malago; lao y catne echecho.
39 ଆରେକ୍ ଗଟ୍ତର୍ ଜାୟ୍ ଆଗାର୍ ହର୍ କୟ୍ ପାର୍ତ୍ନା କଃଲା ।
Ya jumanao talo ya manaetae ya ayoja mismo na sinangan.
40 ତାର୍ହଃଚେ ଆରେକ୍ ବାଉଳି ଆସି ଚେଲାମଃନ୍କେ ସଇରିଲାର୍ ଦଃକ୍ଲା; କାୟ୍ତାକ୍ବଃଲେକ୍ ସେମଃନାର୍ ଆକି ଡାହି ଅଃଉତି ରିଲି, ଆର୍ ସେମଃନ୍ କାୟ୍ରି ଉତୁର୍ ଦେଉଁନ୍ଦ୍ ବଃଲି ଜାଣି ନଃରିଲାୟ୍ ।
Ya anae tumalo guato jasoda talo sija na manmamaego: sa y atadogñija mangosmacat, ya ti ujatungo jafa umaope güe.
41 ଇ ସଃଙ୍ଗ୍ ତିନିତର୍ ଜିସୁ ବାଉଳି ଆସି ସେମଃନ୍କେ କୟ୍ଲା, “ଚଃନେକ୍ ସଇକଃରି ବିସାଉଆ; ବୁତେକ୍ ବେଳ୍ ଅୟ୍ଲି; ନଃରାର୍ ହୟ୍ସି ହାହିମଃନାର୍ ଆତେ ସଃହ୍ରି ଅଃଉତା ବେଳା ଅୟ୍ଲିନି ।
Ya mato talo gui mina tres biaje, ya ilegña nu sija: Fanmaego pago, ya infandescansa: esta najong; y ora esta mato; lie y Lajin taotao na maentrega gui canae y manisao sija.
42 ଉଟା, ଅଃମିମଃନ୍ ଜୁଆଁ, ହଦେ ଦଃକା! ଜେ ମକ୍ ସଃତ୍ରୁର୍ ଆତେ ଦଃରାୟ୍ ଦଃୟ୍ଦ୍ ସେ ମର୍ ଲଃଗେ ଆସି କେଟ୍ଲାବେ ।”
Fangajulo ya nije tafanjanao; sa esta y umentregayo jijot.
43 ଆର୍ ସେଦାହ୍ରେ ସେ କଃତା ଅଃଉତାବଃଳ୍ ବାରଗଟ୍ ଚେଲାମଃନାର୍ ବିତ୍ରେ ଜିଉଦା ନାଉଁଆର୍ ଚେଲା ଆର୍ ତାର୍ ସଃଙ୍ଗ୍ ବଃଡ୍ ଜାଜକ୍, ଦଃର୍ମ୍ଗୁରୁ ଆର୍ ପାରାଚିନ୍ମଃନାର୍ ତଃୟ୍ହୁଣି ଲକ୍ମଃନ୍ କଃଣ୍ଡା ଆର୍ ଟେଙ୍ଗା ଦଃରି ଆୟ୍ଲାୟ୍ ।
Ya enseguidas, mientras cumuecuentos, mato si Judas, uno gui dose, ya mañisija yan un linajyan taotao, manmañuñule espada, yan galute guinen y magas mamale, yan y escriba, yan y manamco sija.
44 ଜିସୁକେ ସଃତ୍ରୁ ଆତେ ଦଃରାୟ୍ ଦେତା ଜିଉଦା ସେମଃନ୍କେ ଇ କଃତା କୟ୍ରିଲା, “ମୁଁୟ୍ ଜାକେ ଚୁମିନ୍ଦ୍ ସେ ହଃକା ଜିସୁ ତାକ୍ ଜଃତୁନେ ଦଃରି ନିଆ ।”
Ya ayo y umentrega güe, mannae señat, ilegña: Jaye y juchico, güiya ayo: guiot ya inquene na seguro.
45 ଇତାକ୍ ଜିଉଦା ହଚୁହଚୁ ଜିସୁର୍ ଲଃଗେ ଗଃଲା ଆର୍ “ଏ ଗୁରୁ!” ବଃଲି ଚୁମ୍ଲା ।
Ya enseguidas nae matogüe, jumajanaoja guato guiya güiya, ya ilegña: Maestro; ya jachico.
46 ଇତାର୍ ଗିନେ ସେମଃନ୍ ଜିସୁକେ ଦଃର୍ଲାୟ୍ ଆର୍ ବାନ୍ଦ୍ଲାୟ୍ ।
Ya ayonae mapolo canae sija gui jiloña ya macone.
47 ମଃତର୍ ଲଃଗେ ଟିଆ ଅୟ୍ରିଲା ଲକ୍ମଃନାର୍ ବିତ୍ରେ ଗଟ୍ ମାନାୟ୍ କଃଣ୍ଡା ବାର୍କଃରି ମୁଳ୍ ଜାଜକାର୍ ଗତିଦଃଙ୍ଗ୍ଳାର୍ କାନ୍ କାଟି ହଃକାୟ୍ଲା ।
Ya uno guiya sija ni y tumotojgue gui oriya, jalagnos y espadaña, ya jataga y tentago y magas mamale, ya jautut talangaña.
48 ଜିସୁ ସେମଃନ୍କେ କୟ୍ଲା, “ଚର୍ମଃନାର୍ ବିରଦେ ବାରାୟ୍ଲା ହର୍ କଃଣ୍ଡା ଆର୍ ଟେଙ୍ଗା ଦଃରି କାୟ୍ ମକ୍ ଦଃରୁକ୍ ଆୟ୍ଲାସ୍?
Ya manope si Jesus ilegña nu sija: Ada manmato jamyo calang contra y saque, na manmañuñule jamyo espada, yan galute para inguiotyo?
49 ମୁଁୟ୍ ଦିନେକେ ମନ୍ଦିର୍ ଗଃରେ ତୁମାର୍ ସଃଙ୍ଗ୍ ରଃୟ୍ ସିକ୍ୟା ଦେତି ରିଲେ, ମଃତର୍ ତୁମି ମକ୍ ଦଃରୁ ନଃଚ୍ଲାସ୍, ମଃତର୍ ସାସ୍ତର୍ ତଃୟ୍ଁ ଲେକା ଅୟ୍ଲା କଃତା ଜଃନ୍କଃରି ହୁରୁଣ୍ ଅୟ୍ଦ୍, ସେତାକ୍ ଇରି ଅଃଉଁଲି ।”
Guinen manjijitaja todo y jaane gui templo manmamananagüe, ya ti inquequeneyo? lao mafatinas este para umacumple y tinigue.
50 ତାର୍ହଃଚେ ସଃବୁ ଚେଲାମଃନ୍ ଜିସୁକେ ଚାଡି ହଃଳାୟ୍ଲାୟ୍ ।
Ya madingo, ya manmalago todos.
51 ମଃତର୍ ଗଟ୍ ବେଣ୍ଡ୍ୟା ମାନାୟ୍ ଡୁମ୍ଣ୍ଡା ଗଃଗାଳେ ଗଟ୍ ହଃଚ୍ୟା ହୁଙ୍ଗ୍ରି ଜିସୁର୍ ହଃଚେହଃଚେ ଜାତାର୍ ଦଃକି, ସେମଃନ୍ ସେ ବେଣ୍ଡ୍ୟା ମାନାୟ୍କେ ଦଃରୁକ୍ ମୁଣ୍ଡ୍ୟାୟ୍ଲାୟ୍ ।
Ya dinalalaggüe un patgon na taotao, na jatatampe güe un sábanas, sa taya magagago: ya y mamatgon sija na taotao, maguot güe.
52 ମଃତର୍ ସେ ତାର୍ ହାତୁଳ୍ ହଃଚ୍ୟା ହିଙ୍ଗିକଃରି ଡୁମ୍ଣ୍ଡା ଗଃଗାଳେ ହଃଳାୟ୍ଲା ।
Lao güiya japolo y sábanas, ya malago sin magago.
53 ତାର୍ହଃଚେ ସେମଃନ୍ ଜିସୁକେ ମୁଳ୍ ଜାଜକ୍ ଲଃଗେ ନିଲାୟ୍, ଆରେକ୍ ବଃଡ୍ ଜାଜକ୍, ପାରାଚିନ୍ମଃନ୍ ଆର୍ ଦଃର୍ମ୍ଗୁରୁମଃନ୍ ଆସି ରୁଣ୍ଡ୍ଲାୟ୍ ।
Ya macone si Jesus para y magas na pale: ya mandaña y manmagas mamale yan y manamco, yan y escriba sija.
54 ପିତର୍ ଦୁରିକ୍ ରଃୟ୍ ତାକାର୍ ହଃଚେହଃଚେ ଜାୟ୍ ମୁଳ୍ ଜାଜକାର୍ କୁଆଳେ ହୁରି ଜାଗୁଆଳିମଃନାର୍ ସଃଙ୍ଗ୍ ଜୟ୍ ଚେକୁକ୍ ବଃସ୍ଲା ।
Ya si Pedro dinalalag güe, lao chago, asta gui sanjalom, sanjalom y palasyon y magas na pale: ya matachong yan y tentago sija, ya janama maope güe gui guafe.
55 ସଃଡେବଃଳ୍ ବଃଡ୍ ଜାଜକ୍ ଆର୍ ଜିଉଦି ବଃଡ୍ କୁଟୁମାର୍ ଲକ୍ମଃନ୍ ଜିସୁକେ ମଃର୍ନେ ମାରୁକ୍ ତାର୍ ବିରଦେ ସାକି ଲଳୁକ୍ ଦଃର୍ଲାୟ୍, ମଃତର୍ ହାଉଁ ନଃହାୟ୍ଲାୟ୍ ।
Ya y magas mamale, yan todo y inetnon ofisiat, manmanaliligao testimonio contra si Jesus para umapuno; lao taya masoda.
56 କାୟ୍ତାକ୍ବଃଲେକ୍ ଜଃତେକ୍ ଲକ୍ ତାର୍ ବିରଦେ ମିଚ୍ ସାକି ଦିଲେକ୍ ହେଁ କାର୍ କଃତା କାକେ ନଃମିସ୍ଲି ।
Sa megae manmannae ti manmagajet na testimonio contra güiya: lao y testimonioñija ti manparejo.
57 ତାର୍ହଃଚେ କଃତିଲକ୍ ଟିଆଅୟ୍ ତାର୍ ବିରଦେ ସାକି ଦେଉଁକେ ଦଃର୍ଲାୟ୍,
Ya mangajulo palo ni manmannae contra güiya y testimonio na ti manmagajet, ilegñija:
58 “ଅଃମି ଇ କଃତା ତାର୍ ଟଣ୍ଡେହୁଣି କଃଉତାର୍ ସୁଣିଆଚୁ, ‘ମୁଁୟ୍ ମାନାୟ୍ ଆତେ ବାନ୍ଦ୍ଲା ମନ୍ଦିର୍କେ ବଃସ୍ଳାୟ୍କଃରି, ତିନିଦିନ୍ ବିତ୍ରେ ଆରେକ୍ ଗଟେକ୍ ମାନାୟ୍ର୍ ଆତ୍ ତିଆର୍ ନଃକେର୍ତା ମନ୍ଦିର୍ ତିଆର୍ କଃରିନ୍ଦ୍ ।’”
Injingog y ilegña: Juyulang este na templo, ni y mafatinas nu canae, ya y tres na jaane, janacajulo talo otro na ti finatinas canae.
59 ମଃତର୍ ଇ କଃତା ହେଁ ସାକି ଲଃଗେ ନଃମିସ୍ଲି ।
Lao este na testimonioñija, locue ti manparejo.
60 ସେତାର୍ଗିନେ ମୁଳ୍ ଜାଜକ୍ ଉଟି ମଃଜାୟ୍ ଟିଆ ଅୟ୍ ଜିସୁକେ ହଃଚାର୍ଲା, “ତର୍ ବିରଦେ ଲକ୍ମଃନ୍ ଜୁୟ୍ ସାକି ଦେଉଁଲାୟ୍, ତାର୍ କାୟ୍ ଉତୁର୍ ନଃଦେଉଁଲିସ୍?”
Ya y magas na pale tumojgue julo gui talolo, ya jafaesen si Jesus ilegña: Ti unfanope ni jafa? Jafa este sija na testimonioñija contra jago?
61 ମଃତର୍ ଜିସୁ ତୁନ୍ହାଳି ରିଲା, କାୟ୍ହେଁ ଉତୁର୍ ନଃଦିଲା ମୁଳ୍ ଜାଜକ୍ ଆରେକ୍ ଗଟ୍ତର୍ ହଃଚାର୍ଲା, “ତୁୟ୍ କାୟ୍ ଉହ୍କାର୍ କାରି ଇସ୍ୱରାର୍ ହୟ୍ସି କ୍ରିସ୍ଟ?”
Lao mamatquiquiloja, taya inepeña. Tumalo y magas na pale finaesen ilegña: Jago si Jesucristo Lajin y Bendito?
62 ଜିସୁ ତାକ୍ ଉତୁର୍ ଦିଲା, “ହିଁ ମୁଁୟ୍ ସେ, ଆର୍ ତୁମିମଃନ୍ ମୁଁୟ୍ ଜେ ନଃରାର୍ ହୟ୍ସି, ସଃବ୍କେ ବଃଡ୍ ସଃକ୍ତିମାନାର୍ କାତାବାଟ୍ୟା ବଃସ୍ତାର୍ ଆର୍ ଅଃଗାସ୍ ମେଗ୍ମାଳେ ଆସ୍ତାର୍ ଦଃକାସ୍ ।”
Ya si Jesus ilegña: Guajo; ya umamaela y tiempo anae inlie y Lajin taotao matatachong gui agapa y gaeninasiña na canae, ya umamaela gui jalom y mapagajes y langet.
63 ମୁଳ୍ ଜାଜକ୍ ଅଃହ୍ଣାର୍ ଆଙ୍ଗି ଚିରି କୟ୍ଲା, “ଅଃମିକ୍ ଆରେକ୍ ଅଃଦିକ୍ ସାକିର୍ କାୟ୍ ଲଳା ଆଚେ?
Ayonae y magas na pale, jatiteg y magaguña, ya ilegña: Para jafajit palo testigo sija?
64 ତୁମିମଃନ୍ ଇସ୍ୱର୍କେ ଲିନ୍ଦା କଃର୍ତାର୍ ସୁଣ୍ଲାସ୍, ତୁମାର୍ ମଃନେ କାୟ୍ ବିଚାର୍ କଃରୁଲାସ୍?” ସେତାକ୍ ସେ ମଃର୍ନ୍ ଡଃଣ୍ଡ୍ ହାଉଅ ବଃଲି ସଃବୁଲକ୍ ଦସି କଃଲାୟ୍ ।
Injingogja y chinatfinoña contra si Yuus: Jafa jinasonmimiyo? Ya todos manmañentensia para umapuno.
65 ଆରେକ୍ କେ କେ ଜିସୁର୍ ଉହ୍ରେ ତୁକୁକ୍ ଦଃର୍ଲାୟ୍ ଆର୍ ସେମଃନ୍ ତାର୍ ମୁୟେ ତୁଆଲ୍ ବାନ୍ଦ୍ଲାୟ୍ ଆର୍ ବିଦା ମାରି କଃଉଁକେ ଦଃର୍ଲାୟ୍, “ତୁୟ୍ ତ ଗଟେକ୍ ବାବ୍ବାଦି, ତକ୍ କେ ମାର୍ଲା କଃଉ? ଇବାନ୍ୟା କୟ୍ ଜାଗୁଆଳିମଃନ୍ ଚାହୁଳ୍ ମାରିମାରି ତାକ୍ ଦଃରି ନିଲାୟ୍ ।”
Ya y palo matutujon matolae, yan matatampe mataña, yan mapatmada, ya ilegñija nu güiya: Profetisa: ya y ofisiat sija rumesibe güe ya japatmada ni y canaeñija.
66 ସଃଡେବଃଳ୍ କୁଆଳେ ପିତର୍ ରିଲାବଃଳ୍, ମୁଳ୍ ଜାଜକାର୍ ଦଃଙ୍ଗ୍ଳି ପିତର୍କେ ଜୟ୍ ଚେକ୍ତାର୍ ଦଃକ୍ଲି ।
Ya anae si Pedro gaegue gue sanpapa gui palasyo, mato un palaoan tentago y magas na pale:
67 ଆର୍ ପିତର୍କେ ନିକ କଃରି ଦଃକି କୟ୍ଲି, “ତୁୟ୍ ହେଁ ନାଜରିତ୍ ଜିସୁର୍ ସଃଙ୍ଗ୍ ରିଲିସ୍ ।”
Ya anae jalie si Pedro na janamamaepe güe, jaatan ya ilegña: Jago locue manjajamyo yan si Jesus Nasareno?
68 ମଃତର୍ ପିତର୍ ନାୟ୍ ବଃଲି କାୟ୍ଲା, “ତାକ୍ ମୁଁୟ୍ ନଃଜାଣି ଆର୍ ତୁୟ୍ କାୟ୍ ବଃଲି କଃଉଁଲିସ୍ ମୁଁୟ୍ ନଃବୁଜୁଲେ ।” ଇରି କୟ୍ ସେ ହଃଦା ବାଟ ବାରାୟ୍ ଗଃଲା । ଆର୍ ସଃଡେବଃଳ୍ ହଃକା କୁକ୍ଳା ଡାକ୍ଲି ।
Lao jadague ilegña: Ti jutungo, ni jutungo jafa ilelegmo. Ya mapos juyong gui cajida; ya umoo y gayo.
69 ଆରେକ୍ ସେ ଦଃଙ୍ଗ୍ଳି ତାକ୍ ଦଃକି ଲଃଗେ ଟିଆ ଅୟ୍ରିଲା ଲକ୍ମଃନ୍କେ ଆରେକ୍ ଗଟ୍ତର୍ କଃଉଁକେ ଦଃର୍ଲି, “ଇ ଲକ୍ ହେଁ ସେମଃନାର୍ ବିତ୍ରେ ଏକ୍ଲା ।”
Ya linie talo ni y palaoan, ya jatutujon sumangane ayo sija y manotojgue gui oriyaña: Este uno guiya sija.
70 ମଃତର୍ ପିତର୍ ଆରେକ୍ ଗଟ୍ତର୍ ନାୟ୍ ବଃଲି କଃଉଁକେ ଦଃର୍ଲା । ଚଃନେକ୍ ରିଲାହଃଚେ ଆରେକ୍ ଗଟ୍ତର୍ ତାର୍ ଲଃଗେ ଟିଆ ଅୟ୍ରିଲା ଲକ୍ମଃନ୍ ପିତର୍କେ କୟ୍ଲାୟ୍, “ବାୟ୍ଦ୍ରେ ତୁୟ୍ ହେଁ ସେ ଲକ୍ମଃନାର୍ ବିତ୍ରେ ଏକ୍ଲା, କାୟ୍ତାକ୍ବଃଲେକ୍ ତୁୟ୍ ତ ଗାଲିଲିର୍ ଲକ୍ ।”
Ya jadague talo. Ti apmam ayo y manotojgue gui oriya ilegñija as Pedro: Magajet na jago uno guiya sija? sa jago taotao Galileajao.
71 ମଃତର୍ ସେ ନିଜ୍କେ ସାୟ୍ପ୍ ଦଃୟ୍ ଆର୍ ହଃର୍ମାଣ୍ କଃଉଁକେ ଦଃର୍ଲା, “ତୁମିମଃନ୍ ଜୁୟ୍ ମାନାୟ୍ର୍ କଃତା କଃଉଁଲାସ୍ ତାକ୍ ମୁଁୟ୍ ନଃଜାଣି ।”
Lao jatutujon mamatdise yan manjula ya ilegña: Ti jutungo este na taotao y insasangan.
72 ସେଦାହ୍ରେ ଦୁୟ୍ତର୍ କୁକ୍ଳା ବାସ୍ଲି, ସଃଡେବଃଳ୍, “ଦୁୟ୍ତର୍ କୁକ୍ଳା ବାସ୍ତା ଆଗ୍ତୁ ତୁୟ୍ ମକ୍ ନଃଜାଣି ବଃଲି ତିନିତର୍ କଃଉସି,” ଇ କଃତା ଜିସୁ ପିତର୍କେ କୟ୍ରିଲା, ସେ କଃତା ତାକ୍ ଏତୁହଃଳ୍ଲି, ଆର୍ ସେ କଃତା ଏତାୟ୍ କାନ୍ଦୁକ୍ ଦଃର୍ଲା ।
Ya enseguidas y mina dos biaje umoo y gayo. Jajaso si Pedro y sinangan, jaftaemano si Jesus nu güiya ilegña: Antes que uoo y gayo dos biaje, undagueyo tres biaje. Ya anae jajaso, tumanges.