< ଲୁକ 9 >
1 ଇ ବିତ୍ରେ ଜିସୁ ବାର ଗଟ୍ ଚେଲାକେ କୁଦି ଗଟ୍ ଟାଣେ ରୁଣ୍ଡାୟ୍ଲା, ଆର୍ ସେମଃନ୍କେ ସଃବୁ ବୁତ୍ ଚାଡାଉଁକେ ଆରେକ୍ ରଗ୍ ଉଜ୍ କଃରୁକେ ସଃକ୍ତି ଆର୍ ଅଃଦିକାର୍ ଦିଲା ।
And He called his twelve disciples together, and gave them power and authority over all demons, and to cure diseases:
2 ସେ ସେମଃନ୍କେ ମାପ୍ରୁର୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃରୁକେ ଆର୍ ରଗିମଃନ୍କେ ନିକ କଃରୁକେ ଅଃଦିକାର୍ ଦଃୟ୍ ହଃଟାୟ୍ଲା ।
and He sent them forth to preach the kingdom of God, and to heal the sick.
3 ଆର୍ ସେମଃନ୍କେ କୟ୍ଲା, “ତୁମିମଃନ୍ ଜାତା ବଃଳ୍ ଡାଙ୍ଗ୍, ମଣା, ରୁଟି କି ଟଃକା, କାୟ୍ରି ହେଁ ନିଆ ନାୟ୍, ଆରେକ୍ ଜଳେକ୍ ଆଙ୍ଗି ହେଁ ସଃଙ୍ଗେ ଦଃରା ନାୟ୍ ।
And He said unto them, Take nothing for your journey, neither staves, nor bag, nor bread, nor money; nor two coats a piece.
4 ଆର୍ ଜୁୟ୍ ଗଃରେ ଜାହାସ୍, ସେତିହୁଣି ନଃବାଉଳ୍ତା ହଃତେକ୍ ସେତି ରିଆ ।
And into whatever house ye enter, continue there, till ye leave that place.
5 ଆର୍ ଜଃତେକ୍ ଲକ୍ ତୁମିମଃନ୍କେ ନଃଦେର୍ତି, ସେ ଗଃଳେ ହୁଣି ବାରାୟ୍ ଜାତା ବଃଳ୍, ସେମଃନାର୍ ବିରଦେ ସାକି ଦେଉଁକେ ତୁମାର୍ ହାଦାର୍ ଦୁଳି ହାହଳି ଦିଆସ୍ ।”
And whosoever will not receive you, when ye depart from that city, shake off the very dust from your feet, for a testimony against them.
6 ସେତାକ୍ ସେମଃନ୍ ସେତିହୁଣି ଗଃଲାୟ୍ ଆର୍ ସଃବୁ ହାକ୍ ନିକ କବୁର୍ ପର୍ଚାର୍ ଆର୍ ରଗିମଃନ୍କେ ଉଜ୍ କଃରୁ କଃରୁ ଗାଉଁ ଗାଉଁ ବୁଲୁକ୍ ଦଃର୍ଲାୟ୍ ।
And they went from town to town, preaching the gospel and healing every where.
7 ଜଃଡେବଃଳ୍ ତଃଳ୍ୟାରଃଜା ହେରଦ୍ ଇସଃବୁ ଗଃଟ୍ଣା କଃତା ସୁଣି ବେସି କାବା ଅୟ୍ଲା, ଆର୍ ତାର୍ ବୁଦି ବାଣା ଅୟ୍ଲି, କାୟ୍ତାକ୍ବଃଲେକ୍ ବାପ୍ତିସମ୍ ଦେତା ଜହନ୍ ମଃର୍ନେ ହୁଣି ଉଟି ଆଚେ ବଃଲି କେ କେ କଃଉତି ରିଲାୟ୍ ।
Now Herod the tetrarch heard of all the things that were done by Him; and was perplexed, because it was said by some that John was risen from the dead;
8 ଆରେକ୍ କେ କେ ଏଲିୟ ଦଃକାୟ୍ ଅୟ୍ଆଚେ ଆର୍ ବିନ୍ ଲକ୍ମଃନ୍ ଆଗ୍ ହୁର୍ବାର୍ ବାବ୍ବାଦିମଃନାର୍ ବିତ୍ରେ ଗଟେକ୍ ମଃର୍ନେହୁଣି ଉଟି ଆଚେ ବଃଲି କଃଉତି ରିଲାୟ୍ ।
and by some that Elias had appeared; and by others, that one of the ancient prophets was risen again.
9 ମଃତର୍ ହେରଦ୍ ରଃଜା କୟ୍ଲା, “ଜହନ୍କେ ମୁଣ୍ଡ୍ ତ ମୁଁୟ୍ କାଟି ଆଚି, ମଃତର୍ ଜାର୍ ବିସୟେ ମୁଁୟ୍ ଅଃନ୍କାର୍ ସୁଣୁଲେ ଏ ତଃବେ କେ?” ଆର୍ ସେ ତାକ୍ ଦଃକୁକ୍ ମଃନ୍ କଃର୍ତି ରିଲା ।
And Herod said, John have I beheaded: but who is this, of whom I hear such things? and he wanted to see Him.
10 ତାର୍ହଃଚେ ହଃଟାୟ୍ଲା ଚେଲାମଃନ୍ ବାଉଳି ଆସି, ଜାୟ୍ରି ଜାୟ୍ରି କଃରି ରିଲାୟ୍ ସେରି ସଃବୁ ଜିସୁକେ ଗଟେକ୍ ଗଟେକ୍ କଃରି କୟ୍ଲାୟ୍, ଆର୍ ସେମଃନ୍କେ ସଃଙ୍ଗେ ଦଃରି ଅଃଲ୍ଗା ଅୟ୍ ବେତ୍ସାଇଦା ନାଉଁଆର୍ ଗଃଳେ ଗଃଳାୟ୍ ।
And the apostles; when they were returned, told Him all that they had done: and He took them and retired privately into a desert place belonging to the city Bethsaida.
11 ମଃତର୍ ଲକ୍ମଃନ୍ ସେରି ଜାଣି ତାର୍ ହଃଚେ ହଃଚେ ଗଃଳାୟ୍, ଜିସୁ ମଃନ୍ବିଚାରି ସେମଃନ୍କେ କୁଦ୍ଲା, ଆର୍ ମାପ୍ରୁ ରାଇଜାର୍ କଃତା ସେମଃନ୍କେ କଃଉଁକେ ଦଃର୍ଲା, ଆର୍ ଜୁୟ୍ ଲକ୍ମଃନାର୍ ରଗେ ହୁଣି ଉଜ୍ ଅଃଉତାର୍ ଲଳା ରିଲି ସେମଃନ୍କେ ଉଜ୍ କଃଲା ।
But when the people knew it they followed Him; and He received them, and spake to them concerning the kingdom of God, and healed those that had need of a cure.
12 ଇ ବିତ୍ରେ ବେଳ୍ ଆଡ୍ ମାରୁକ୍ ଦଃର୍ଲି, ସେତାକ୍ ବାର ଚେଲାମଃନ୍ ଆସି ଜିସୁକେ କୟ୍ଲାୟ୍, “ଲକ୍ମଃନ୍ ଜଃନ୍କଃରି ଚାରିହଃକାର୍ ଗାଉଁ ଆର୍ ହାଳା ମଃନ୍କେ ଜାୟ୍ ରେଉଁକେ ଟାଣ୍ ଆର୍ କାଦି ହାଉଁ ହାର୍ତି, ସେତାକ୍ ସେମଃନ୍କେ ସେଲ ଦେସ୍, କାୟ୍ତାକ୍ବଃଲେକ୍ ଅଃମିମଃନ୍ ଇତି ଲକ୍ବାକ୍ ନୟ୍ଲା ଟାଣେ ଆଚୁ ।”
And when the day began to decline, the twelve came and said to Him, Dismiss the people, that they may go into the villages and country-places round about, and bait, and get food: for here we are in a desert place.
13 ମଃତର୍ ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ସେମଃନ୍କେ କାଦି କାଳାଉଆ ।” ସେମଃନ୍ କୟ୍ଲାୟ୍, “ଅଃମାର୍ ଚଃମେ ହାଁଚ୍ ଗଟ୍ ରୁଟି ଆର୍ ଜଳେକ୍ ମାଚ୍ ହୁଣି ଅଃଦିକ୍ ନାୟ୍, ସେରି ନୟ୍ଲେକ୍ ଅଃମିମଃନ୍ କାୟ୍ ଜାୟ୍ ଇ ସଃବୁ ଲକ୍ମଃନାର୍ ଗିନେ କାଦି ଗେନୁଆଁ?”
But He said unto them, Do ye give them food. And they said, We have but five loaves and two fishes: unless we should go and buy provisions for all this people:
14 କାୟ୍ତାକ୍ବଃଲେକ୍ ସେମଃନ୍ ମାୟ୍ଜି ଆର୍ ହିଲାଟକିକେ ଚାଡି ଅଃବ୍କା ଅଃଣ୍ଡ୍ରାମଃନ୍ ହାକାହାକି ହାଁଚ୍ ଆଜାର୍ ରିଲାୟ୍, ଆର୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, “ଦୁୟ୍କଳି ଦଃସ୍ ଲେକା ଦଃଳ୍ ଦଃଳ୍ କଃରି ଲକ୍ମଃନ୍କେ ବଃସାଉଆ ।”
for they were about five thousand men. And He said to his disciples, Make them sit down in companies by fifty.
15 ସେତାକ୍ ସେମଃନ୍ ସେନ୍ କଃରି ବଃସାୟ୍ଲାୟ୍ ।
And they did so, and caused them all to sit down.
16 ଆରେକ୍ ସେ ହାଁଚ୍ଗଟ୍ ରୁଟି ଆର୍ ଜଳେକ୍ ମାଚ୍କେ ଦଃରି ସଃର୍ଗ୍ ହାକ୍ ଦଃକି ସେରି ଆସିର୍ବାଦ୍ କଃଲା ଆରେକ୍ ବାଙ୍ଗି ଲକ୍ମଃନ୍କେ ଦେଉଁକେ ଚେଲାମଃନ୍କେ ଦେଉଁକେ ଦଃର୍ଲା ।
And He took the five loaves and the two fishes, and looking up to heaven He blessed them; and brake and gave them to the disciples to set before the multitude.
17 ସେତାକ୍ ସଃବୁ ଲକ୍ ଆଦାର୍ ହୁର୍ନେ କାୟ୍ଲାୟ୍ ଆର୍ ତାକାର୍ ତଃୟ୍ ଉବ୍ରି ରିଲାର୍ ଚେଲାମଃନ୍ ବାର ଡଃଲା ବାଙ୍ଗ୍ଲା ରୁଟିମଃନ୍ ବେଟ୍ଲାୟ୍ ।
And they did eat, and were all satisfied: and there was taken up what remained even of fragments twelve baskets.
18 ଗଟ୍ତର୍ ଜିସୁ ଲକ୍ବାକ୍ ନୟ୍ଲା ଟାଣେ ପାର୍ତ୍ନା କଃର୍ତା ବଃଳ୍, ଚେଲାମଃନ୍ ତାର୍ ସଃଙ୍ଗ୍ ରିଲାୟ୍ ଆର୍ ସେ ସେମଃନ୍କେ ହଃଚାର୍ଲା, “ମୁଁୟ୍ କେ ବଃଲି ଲକ୍ମଃନ୍ କାୟ୍ରି କଃଉଁଲାୟ୍?”
And it came to pass, as He was praying in private, his disciples were with Him: and He asked them saying, Whom say the people that I am?
19 ଇତାକ୍ ସେମଃନ୍ କୟ୍ଲାୟ୍, “ବାପ୍ତିସମ୍ ଦେତା ଜହନ୍, ମଃତର୍ କେ କେ କଃଉତି ଏଲିୟ ଆର୍ କେ କେ କଃଉତି ଆଗ୍ ହୁର୍ବାର୍ ବାବ୍ବାଦିମଃନାର୍ ବିତ୍ରେ ଗଟେକ୍ ମଃର୍ନେ ହୁଣି ଉଟି ଆଚେ ।”
They answering said, John the baptist: but others say Elias: and others, that some ancient prophet is risen again.
20 ଜିସୁ ସେମଃନ୍କେ ହଃଚାର୍ଲା, “ମଃତର୍ ମୁଁୟ୍ କେ ବଃଲି ତୁମିମଃନ୍ କାୟ୍ରି କଃଉଁଲାସ୍,” ପିତର୍ କୟ୍ଲା, “ତୁୟ୍ ଇସ୍ୱରାର୍ କ୍ରିସ୍ଟ ।”
And He said unto them, But whom say ye that I am? And Peter answered and said, The Christ the Son of God.
21 ସେତାକ୍ ଜିସୁ ଇ କଃତା କାକେ ହେଁ ନଃକଉଁକ୍ ଅଃଟୁଆ କଃରି ଚେଲାମଃନ୍କେ କୟ୍ଲା,
But He strictly charged and commanded them to tell this to no one,
22 ଆରେକ୍ ସେ ସେମଃନ୍କେ କୟ୍ଲା, “ନଃରାର୍ ହୟ୍ସିକେ ଜଃନ୍କଃରି ହେଁ ବଃଡେ ଦୁକ୍ ବୟ୍ଗ୍ କଃରୁକେ ଅୟ୍ଦ୍ ଆର୍ ପାରାଚିନ୍, ବଃଡ୍ ଜାଜକ୍ ଆର୍ ଦଃର୍ମ୍ ଗୁରୁମଃନ୍ ତାକେ ଦୁର୍ କଃର୍ତି, ଆର୍ ମଃର୍ନେ ମାର୍ତି ଆର୍ ତିନି ଦିନାର୍ ତଃଳେ ଉଟୁକ୍ ଅୟ୍ଦ୍ ।”
saying, the Son of man must suffer many things, and be rejected by the elders, and chief priests, and scribes, and be put to death, and be raised again the third day.
23 ସଃଡେବଃଳ୍ ସେ ସଃବ୍କେ କୟ୍ଲା, “କେ ଜଦି ମର୍ ହଃଚେ ଆସୁକ୍ ମଃନ୍ କଃରେଦ୍, ତଃବେ ସେ ଅଃହ୍ଣାକ୍ ଚାଡ ଆର୍ ହଃତି ଦିନ୍ ଅଃହ୍ଣାର୍ କ୍ରୁସ୍ ବୟ୍କଃରି ମର୍ ହଃଚେ ହଃଚେ ଆସ ।
And He said unto them all, if any one is willing to come after me, let him deny himself, and take up his cross daily, and follow me:
24 କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ ଅଃହ୍ଣାର୍ ଜିବନ୍ ରଃକ୍ୟାକଃରୁକେ ମଃନ୍କଃରେଦ୍, ସେ ସେରି ଆରାୟ୍ଦ୍, ମଃତର୍ ଜୁୟ୍ ଲକ୍ ମର୍ ଗିନେ ଅଃହ୍ଣାର୍ ଜିବନ୍ ଆରାୟ୍ଦ୍, ସେ ତାର୍ ଜିବନ୍ ବଚାୟ୍ଦ୍ ।
for he that would save his life shall lose it, but he that would lose his life for my sake shall save it.
25 ଆର୍ ମାନାୟ ଜଃଡେବଃଳ୍ ଜଃଗତାର୍ ସଃବୁ ହାୟ୍ ଅଃହ୍ଣାକ୍ ଆରାୟ୍ଦ୍, ତଃବେ ତାର୍ କାୟ୍ ଲାବ୍?
For what is a man profited, if he gain the whole world, and lose himself, or be destroyed?
26 ସେତାକ୍ ଜୁୟ୍ ଲକ୍ ମର୍ ବଃଚନ୍ ଗିନେ ଲାଜ୍ ଅୟ୍ଦ୍, ନଃରାର୍ ହୟ୍ସି ଜଃଡେବଃଳ୍ ଅଃହ୍ଣାର୍ ଆର୍ ଉବାସିର୍ ଆରେକ୍ ପବିତ୍ର ଦୁତ୍ ମଃନାର୍ ଜଃଜ୍ମାନ୍ ସଃଙ୍ଗ୍ ଆସେଦ୍, ସଃଡେବଃଳ୍ ସେ ହେଁ ତାର୍ ବିସୟେ ଲାଜ୍ କଃରେଦ୍ ।
For whosoever shall be ashamed of me and of my words, of him shall the Son of man be ashamed, when He comes in his own glory, and in his Father's, and of the holy angels.
27 ମଃତର୍ ମୁଁୟ୍ ତୁମିକେ ସଃତ୍ କଃଉଁଲେ ମାପ୍ରୁର୍ ରାଇଜ୍ ନଃଦେକ୍ତା ହଃତେକ୍ ଇତି ଟିଆ ଅୟ୍ ରିଲା ଲକ୍ମଃନାର୍ ବିତ୍ରେ କଃତେକ୍ ଲକ୍ ବାୟ୍ଦ୍ରେ ନଃମେର୍ତି ।”
And I assure you, there be some of those who stand here, that shall not taste of death, till they have seen the kingdom of God.
28 ଇ ସଃବୁ ଗଃଟ୍ଣାର୍ ଆଟ୍ଦିନ୍ ହଃଚେ ଜିସୁ ପିତର୍, ଜହନ୍, ଆର୍ ଜାକୁବକେ ସଃଙ୍ଗେ ଦଃରି ପାର୍ତ୍ନା କଃରୁକେ ଡଙ୍ଗୁର୍ ଉହ୍ରେ ଗଃଲା ।
About eight days after these discourses, He took Peter, and John, and James, and went up to a mountain to pray.
29 ଆରେକ୍ ସେ ପାର୍ତ୍ନା କଃର୍ତା ବଃଳ୍ ତାର୍ ମୁଆଁର୍ ରୁହ୍ ବାଦୁଲ୍ଲି ଆର୍ ତାର୍ ବଃସ୍ତର୍ ଚିଟ୍ଦବ୍ ଆର୍ ବଃଡେ ଉଜାଳ୍ ଅୟ୍ଲି ।
And as He was praying the form of his countenance was altered, and his raiment white and glistering:
30 ଆର୍ ଦଃକା, ତଃତ୍କାଣ୍, ମସା ଆର୍ ଏଲିୟ ଇ ଦୁୟ୍ ଲକ୍ ତାର୍ ସଃଙ୍ଗ୍ କଃତାବାର୍ତା ଅଃଉଁକେ ଦଃର୍ଲାୟ୍ ।
and behold two men talked with Him, which were Moses and Elias;
31 ସେମଃନ୍ ସଃର୍ଗାର୍ ଜଃଜ୍ମାନ୍ ସଃଙ୍ଗ୍ ଦଃକାୟ୍ ଅଃଉତି ରିଲାୟ୍, ଜିସୁ ଜିରୁସାଲମେ ଜଃଉଁକେ ଜୁୟ୍ ମଃନ୍ କଃର୍ତି ରିଲା ବିସୟ୍କ୍ ଦଃରି କଃତାବାର୍ତା ଅଃଉତି ରିଲାୟ୍ ।
who appeared in glory, and spake of his exit, which He was to make at Jerusalem.
32 ସଃଡେବଃଳ୍ ପିତର୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ ବର୍ ନିଦେ ସଇ ରିଲାୟ୍, ମଃତର୍ ସେମଃନ୍ ନିଦେହୁଣି ଚେତା ଅୟ୍ଲାକ୍, ଜିସୁର୍ ଜଃଜ୍ମାନ୍ ଆର୍ ତାର୍ ସଃଙ୍ଗ୍ ଟିଆ ଅୟ୍ରିଲା ଦୁୟ୍ ଲକ୍କେ ଦଃକ୍ଲାୟ୍ ।
Now Peter and they that were with Him were heavy with sleep; but being awakened they saw his glory, and the two men that stood with Him.
33 ଆରେକ୍ ସେମଃନ୍ ତାକାର୍ ତଃୟ୍ହୁଣି ଆସ୍ତା ବଃଳ୍ ପିତର୍ ଜିସୁକେ କୟ୍ଲା, “ଏ ଗୁରୁ, ଅଃମିମଃନ୍ ଇତି ଆଚୁ ଇରି ନିକ ଅଃମିମଃନ୍ ତିନିଗଟ୍ କୁଳିଆ ତିଆର୍ କଃରୁନ୍ଦ୍ ତର୍ ଗିନେ ଗଟେକ୍ ମସାର୍ ଗିନେ ଗଟେକ୍ ଆର୍ ଏଲିୟର୍ ଗିନେ ଗଟେକ୍,” ମଃତର୍ ପିତର୍ କାୟ୍ରି କଃଉଁଲା, ସେରି ଜାଣୁ ନଃହାର୍ଲା ।
And as they were departing from Him, Peter said unto Jesus, Master, it is good for us to be here, let us make three tabernacles, one for Thee, and one for Moses, and one for Elias: not knowing what he said.
34 ପିତର୍ ଇରି କଃଉଁ କଃଉଁ କଃଣ୍ଡେକ୍ ମେଗ୍ ଆସି ସେମଃନ୍କେ ଡାହ୍ଲି ଆର୍ ସେମଃନ୍ ମେଗେ ହୁର୍ତା ବଃଳ୍ ଡିର୍ଲାୟ୍ ।
And as he was saying this, there came a cloud and overshadowed them; and they were afraid, when they went up into the cloud and disappeared.
35 ଆରେକ୍ ସେ ମେଗେ ହୁଣି ଇ କଃତା ସୁଣା ଅୟ୍ଲି, “ଇରି ମର୍ ହଅ, ମୁୟ୍ଁ ବାଚ୍ଲାର୍, ଆର୍ କଃତା ସୁଣା ।”
And there came a voice out of the cloud saying, This is my beloved Son, hear ye Him.
36 ଇ କଃତା ସୁଣ୍ଲା ହଃଚେ ଜିସୁ ଏକ୍ଲା ଡିସ୍ଲା, ଆର୍ ସେମଃନ୍ ତୁନ୍ ହାଳ୍ଲାୟ୍ ଆର୍ ଜାୟ୍ରି ଜାୟ୍ରି ଦଃକି ରିଲାୟ୍, ସେତିର୍ କାୟ୍ କଃତା ସଃଡେବଃଳ୍ କାକେ ହେଁ ନଃକୟ୍ଲାୟ୍ ।
And when the voice was uttered, Jesus was found alone. And they kept it to themselves, and told no one at that time any of the things which they had seen.
37 ତାର୍ ଆର୍କ ଦିନ୍ ଜିସୁ ଆର୍ ତାର୍ ତିନିଗଟ୍ ଚେଲାମଃନ୍ ଡଙ୍ଗ୍ରେ ହୁଣି ଉତୁର୍ଲାକ୍ ବୁତେକ୍ ଲକ୍ମଃନ୍ ତାକ୍ ବେଟ୍ ଅୟ୍ଲାୟ୍,
And the next day, when they came down from the mountain, a great multitude met Him:
38 ଆର୍ ଦଃକା, ଲକ୍ମଃନାର୍ ବିତ୍ରେ ଗଟ୍ ଲକ୍ ଆଉଲି ଅୟ୍ କୟ୍ଲା, “ଏ ଗୁରୁ ମୁଁୟ୍ ତକେ ଗଃଉଆରି କଃରୁଲେ ମର୍ ହିଲାକ୍ ଦଃର୍ମ୍ କଃର୍, କାୟ୍ତାକ୍ବଃଲେକ୍ ସେ ମର୍ ଗଟେକ୍ ବଃଲି ହିଲା ।
and one of the people cried out, saying, Master, I beseech thee look upon my son, for he is my only child;
39 ଦଃକ୍ ତାକ୍ ଗଟେକ୍ ବୁତ୍ ଦଃରେଦ୍ ଆର୍ ସେ ତଃତ୍କାଣ୍ ଆଉଲି ଅୟ୍ଦ୍, ଆରେକ୍ ସେ ତାକ୍ ଅଃନ୍କା ଆଳାଡାଳା କଃରେଦ୍ ମୁଏଁ ହୁଣି ହେହୁଲ୍ ବାରାୟ୍ଦ୍, ଆରେକ୍ ସେ ତାକେ ବାନା କାବ୍ରା କଃରି ବଃଡେ କଃସ୍ଟେ ବାରାୟ୍ ଜାୟ୍ଦ୍ ।
and lo, a spirit seizeth him, and all on a sudden he screameth, and it convulses him with foaming; and bruising him, with much ado departs from him.
40 ତାକ୍ ଚାଡାଉଁକେ ତର୍ ଚେଲାମଃନ୍କେ ଗଃଉଆରି କଃଲେ, ମଃତର୍ ସେମଃନ୍ ନଃହାର୍ଲାୟ୍ ।”
And I prayed thy disciples to cast him out, and they could not.
41 ଜିସୁ କୟ୍ଲା, “ରେ ଅବିସ୍ୱାସି ବିନ୍ ବାଟ୍ ଜାତା ବଃଉଁସ୍ କଃତେକ୍ କାଳ୍ ମୁଁୟ୍ ତୁମାର୍ ସଃଙ୍ଗ୍ ରଃୟ୍ ତୁମିମଃନାର୍ ଇବାନ୍ୟା କଃତା ସଃମ୍ବାଳିନ୍ଦ୍, ତର୍ ହଅକେ ଇତି ଆଣ୍,”
Then Jesus answered and said, O unbelieving and perverse generation, how long shall I be with you, and bear with you? Bring thy son hither.
42 ସେ ଆସ୍ତା ବଃଳ୍ ବୁତ୍ ତାକ୍ ତଃଳେ ଅଦ୍ରାୟ୍ ବଃଡେ ଆଳାଡାଳା କଃଲି, ମଃତର୍ ଜିସୁ ବିଟାଳ୍ ବୁତ୍କେ ଦଃମ୍କାୟ୍ଲା ଆର୍ ବାର୍ କଃଲା ଆର୍ ହିଲାକ୍ ଉଜ୍ କଃରି ତାର୍ ଉବାସିର୍ ଆତେ ଦିଲା ।
And as he was coming along, the devil bruised and convulsed him: but Jesus rebuked the impure spirit, and healed the child, and delivered him to his father.
43 ସେତାକ୍ ସଃବୁଲକ୍ ଇସ୍ୱରାର୍ ବଃଡେ ସଃକ୍ତି ଦଃକି କାବା ଅୟ୍ଲାୟ୍, ମଃତର୍ ତାର୍ କଃଲା ସଃବୁ କାମ୍ ଗିନେ ସଃବୁ ଲକ୍ କାବା ଅଃଉତାବଃଳ୍ ସେ ଅଃହ୍ଣାର୍ ଚେଲା ମଃନ୍କେ କୟ୍ଲା ।
And they were all amazed at the mighty power of God: but while they were all wondering at the things which Jesus did, He said to his disciples,
44 “ଇ ସଃବୁ କଃତା ତୁମିମଃନାର୍ କାନେ ହୁରାଉଆ, କାୟ୍ତାକ୍ବଃଲେକ୍ ନଃରାର୍ ହୟ୍ସି ମାନାୟ୍ମଃନାର୍ ଆତେ ସଃର୍ହି ଅଃଉଁକେ ଜଃଉଁଲା ।”
Receive these words into your ears; for the Son of man is going to be delivered into the hands of men.
45 ମଃତର୍ ଚେଲାମଃନ୍ ସେକଃତା ବୁଜୁ ନଃହାର୍ଲାୟ୍, ଆର୍ ସେରି ସେମଃନାର୍ ତଃୟ୍ ଲୁକ୍ଣେ ରିଲି, ଜଃନ୍କଃରି ସେମଃନ୍ ବୁଜୁକ୍ ନଃହାର୍ତି, ଆରେକ୍ ସେମଃନ୍ ସେ କଃତା ତାକ୍ ହଃଚାରୁକ୍ ଡିର୍ତି ରିଲାୟ୍ ।
But they understood not this saying, and it was hid from them, so that they perceived it not, and they were afraid to ask Him concerning it.
46 ସେମଃନାର୍ ବିତ୍ରେ କେ ବଃଡ୍ ସେ କଃତାକ୍ ସେମଃନ୍ ତାକାର୍ ତାକାର୍ ବିତ୍ରେ ଦଃରାଦଃରି ଅୟ୍ଲାୟ୍ ।
Then a dispute rose among them, which of them should be greatest.
47 ମଃତର୍ ଜିସୁ ସେମଃନାର୍ ଦଃରାଦଃରି ଅଃଉତାର୍ ମଃନ୍ ବିତ୍ରେ ଜାଣି ଗଟେକ୍ ସାନ୍ ହିଲାକ୍ ଦଃରି ଅଃହ୍ଣାର୍ ଚଃମେ ଟିଆ କଃରାୟ୍ ସେମଃନ୍କେ କୟ୍ଲା,
And Jesus knowing the thought of their heart, took a child and set him by Him, and said unto them,
48 “ଜୁୟ୍ ଲକ୍ ମର୍ ନାଉଁଏ ଇ ସାନ୍ ହିଲାକ୍ ଆଗଳେଦ୍ ସେ ମକେ ଆଗଳେଦ୍ ଆର୍ ଜେ ମକେ ଆଗଳେଦ୍ ସେ ମର୍ ହଃଟାୟ୍ଲା ଉବାକ୍ ଆଗଳେଦ୍, କାୟ୍ତାକ୍ବଃଲେକ୍ ତୁମାର୍ ସଃବ୍କାର୍ ବିତ୍ରେ ଜେ ସଃବେକ୍ ସାନ୍ ସେ ସଃବ୍କେ ବଃଡ୍ ।”
Whosoever shall receive this little child for my sake, receiveth me: and he that receiveth me, receiveth Him that sent me. For he that is lest among you all, shall be great.
49 ସେତାକ୍ ଜହନ୍ କୟ୍ଲା, “ଏ ଗୁରୁ, ଅଃମିମଃନ୍ ଗଟ୍ ଲକ୍କେ ତର୍ ନାଉଁଏ ବୁତ୍ ଚାଡାଉତାର୍ ଦଃକ୍ଲୁ ଆର୍ ସେ ଅଃମାର୍ ଦଃଳେ ନଃରିଲାକ୍ ଅଃମି ତାକେ ମଃନା କଃଲୁ ।”
And John answered and said, Master, we saw one casting out demons in thy name, and we forbad him, because he followeth not thee with us.
50 ମଃତର୍ ଜିସୁ କୟ୍ଲା, “ମଃନା କଃରା ନାୟ୍, କାୟ୍ତାକ୍ବଃଲେକ୍ ଜେ ତୁମାର୍ ବିରଦି ନାୟ୍ ସେ ତୁମାର୍ ଦଃଳାର୍ ଲକ୍ ।”
And Jesus said unto him, Forbid him not; for he, that is not against us, is for us.
51 ହଃଚେ ଜଃଡେବଃଳ୍ ଜିସୁର୍ ସଃର୍ଗେ ଜାତାର୍ ବେଳା ହୁରୁଣ୍ ଅୟ୍ ଆସ୍ତି ରିଲି, ସଃଡେବଃଳ୍ ସେ ଜିରୁସାଲମ୍ ଜଃଉଁକେ ମଃନ୍କେ ଅଃଟୁଆ କଃରି,
And it came to pass, as the days were almost fulfilled of his being received up again into heaven, that He set his face to go to Jerusalem,
52 ଅଃହ୍ଣାର୍ ଆଗ୍ତୁ ଲକ୍ ହଃଟାୟ୍ଲା, ସେମଃନ୍ ଜାୟ୍ ତାର୍ ଗିନେ ସଃବୁ ଟିକ୍ କଃରୁକେ ସମିରଣିୟ ମଃନାର୍ ଗଟେକ୍ ଗାଉଁଏ ହୁର୍ଲାୟ୍ ।
and sent messengers before Him: who went into a village of the Samaritans to get a place ready for Him.
53 ମଃତର୍ ସେ ଜିରୁସାଲମ୍ ଜଃଉଁକେ ମଃନ୍ କଃରି ଆଚେ ବଃଲି ଜାଣି ତାକେ ମାନ୍ତି ନଃକେଲାୟ୍ ।
But they would not entertain Him, because his face was towards Jerusalem.
54 ଇରି ଦଃକି ଜାକୁବ ଆର୍ ଜହନ୍ ସେ ଦୁୟ୍ ଚେଲା କୟ୍ଲାୟ୍, “ମାପ୍ରୁ, ଏଲିୟ ହେଁ ଜଃନ୍ କଃରି ରିଲା ସେନ୍ କଃର୍, ଅଃଗାସ୍ ଉହ୍ରେ ହୁଣି ଜୟ୍ ଅଦ୍ରି ସେମଃନ୍କେ ନାସ୍ କଃର, ଇରି ଅଃମିମଃନ୍ କଃଉନ୍ଦ୍ ବଃଲି କାୟ୍ ତର୍ ମଃନ୍?”
And when his disciples James and John saw it, they said, Lord, wilt thou that we command fire to come down from heaven and consume them, as Elias did?
55 ମଃତର୍ ସେ ଲେଉଟି କଃରି ସେମଃନ୍କେ ରିସା ଅୟ୍ଲା ଆର୍ ଦଃକା ଦିଲା ଆର୍ କୟ୍ଲା, “ତୁମିମଃନ୍ କଃନ୍କା ଆତ୍ମାର୍ ଲକ୍ ଇରି ନଃଜାଣୁଲାସ୍, ନଃରାର୍ ହୟ୍ସି ମାନାୟ୍ମଃନାର୍ ହଃରାଣ୍ ନାସ୍ କଃରୁକେ ନାସେ ମଃତର୍ ବଚାଉଁକେ ଆସି ଆଚେ”
But He turned and rebuked them, and said, Ye know not what spirit ye are of:
56 ତାର୍ହଃଚେ ସେମଃନ୍ ଆରେକ୍ ଗଟ୍ ବିନ୍ ଗାଉଁ ଗଃଳାୟ୍ ।
for the Son of man came not to destroy mens lives, but to save them. And they went to another village.
57 ସେମଃନ୍ ବାଟେ ଜାତା ବଃଳ୍ ଗଟେକ୍ ଲକ୍ ଜିସୁକେ କୟ୍ଲା, “ତୁୟ୍ ଜୁୟ୍ତି ଗଃଲେକ୍ ହେଁ ମୁଁୟ୍ ତର୍ ହଃଚେ ହଃଚେ ଆସିନ୍ଦ୍ ।”
And as they were going by the way, there was one said to Him, Lord, I will follow thee whithersoever thou goest:
58 ଜିସୁ ତାକ୍ କୟ୍ଲା, “କଲ୍ୟାର୍ ହାର୍ ଆଚେ, ଅଃଗାସ୍ ଉହ୍ରାର୍ ଚେଳେମଃନାର୍ ବାସା ଆଚେ, ମଃତର୍ ନଃରାର୍ ହୟ୍ସିର୍ ମୁଣ୍ଡ୍ ଗୁଞ୍ଜୁକେ ଟାଣ୍ ନାୟ୍ ।”
and Jesus answered him, The foxes have holes, and the fowls of heaven their nests, but the Son of man hath not where to lay his head.
59 ତାର୍ହଃଚେ ସେ ଆରେକ୍ ଗଟ୍ ଲକ୍କେ କୟ୍ଲା, “ମର୍ ହଃଚେ ହଃଚେ ଆଉ ।” ମଃତର୍ ସେ କୟ୍ଲା, “ଏ ମାପ୍ରୁ, ହଃର୍ତୁ ଜାୟ୍ ମର୍ ଉବାକ୍ ବେଟି ହଃକାଉଁକ୍ ମକ୍ ଚାଡି ଦେ ।”
And He said to another, Follow me: but he said, Lord, permit me to go first and bury my father:
60 ମଃତର୍ ସେ ତାକେ କୟ୍ଲା, “ମଃଲା ଲକ୍ମଃନ୍କେ ଅଃହ୍ଣା ଅଃହ୍ଣାର୍ ମଃଲା ଲକ୍କେ ବେଟି ହଃକାଉଁକ୍ ଚାଡି ଦେସ୍, ମଃତର୍ ତୁୟ୍ ଜା ଆର୍ ମାପ୍ରୁର୍ ରାଇଜ୍ କଃତା ପର୍ଚାର୍ କଃର୍ ।”
but Jesus said unto him, Leave the dead to bury their dead; but go thou and preach the kingdom of God.
61 ଆରେକ୍ ଗଟ୍ ଲକ୍ ହେଁ କୟ୍ଲା, “ମାପ୍ରୁ ତର୍ ହଃଚେ ହଃଚେ ଆସିନ୍ଦ୍ ମଃତର୍ ହଃର୍ତୁ ମର୍ ଗଃରାର୍ ଲକ୍ମଃନ୍ ତଃୟ୍ହୁଣି ସେଲ ମାଗି ଆସୁକ୍ ଚାଡି ଦେ ।”
And another also said, Lord, I will follow thee, but allow me first to go and take my leave of my family.
62 ମଃତର୍ ଜିସୁ ତାକ୍ କୟ୍ଲା, “ଜେ ନାଗୁରେ ଆତ୍ ଚାହି କଃରି ହଃଚ୍ବାଟ୍ ଦଃକେଦ୍, ସେ ମାପ୍ରୁର୍ ରାଇଜାର୍ ଜୟ୍ଗ୍ ନୟ୍ ।”
But Jesus said unto him, No one, that hath put his hand to the plough and looketh back, is fit for the kingdom of God.