< ଲୁକ 2 >
1 ସଃଡେବଃଳ୍ ରମିୟ ଦେସ୍ ବିତ୍ରାର୍ ଚଃକର୍ବତି ଅଗସ୍ଟ କାଇସର୍ ତଃୟ୍ହୁଣି ଦେସାର୍ ସଃବୁ ଲକ୍ମଃନାର୍ ନାଉଁ ଲେକାଉଁକ୍ ଆଦେସ୍ ଆୟ୍ଲି ।
And it came to pass in those days, there went forth a decree from Caesar Augustus that all the world be registered—
2 ସୁରିଆର୍ ଗର୍ନର୍ କୁରିଣିୟର୍ ବଃଳ୍ ହଃର୍ତୁମ୍ ତର୍ ଇ ଲକ୍ ଗଃଣ୍ତି ଆରୁମ୍ ଅୟ୍ରିଲି ।
this census first came to pass when Quirinius was governor of Syria—
3 ସେତାର୍ ଗିନେ ସଃବୁ ଲକ୍ମଃନ୍ ନାଉଁ ଲେକାଉଁକ୍ ଅଃହ୍ଣା ଅଃହ୍ଣାର୍ ଗଃଳେ ଜାତିରିଲାୟ୍ ।
and all were going to be registered, each to his proper city,
4 ସେତାର୍ ଗିନେ ଜସେପ୍ ହେଁ ନାଉଁ ଲେକାଉଁକ୍ ମରିୟମ୍ ସଃଙ୍ଗ୍ ଗାଲିଲି ରାଜିର୍ ନାଜରିତ୍ ଗଃଳେହୁଣି ଜିଉଦା ରାଜିର୍ ବେତ୍ଲିହିମ୍ ନାଉଁଆର୍ ଦାଉଦାର୍ ଗଃଳେ ଗଃଳାୟ୍, କାୟ୍ତାକ୍ବଃଲେକ୍ ସେ ଦାଉଦାର୍ ବଃଉଁସାର୍ ଲକ୍ ରିଲା ।
and Joseph also went up from Galilee, out of the city of Nazareth, to Judea, to the city of David, that is called Beth-Lehem, because of his being of the house and family of David,
5 ତାର୍ ସଃଙ୍ଗ୍ ମରିୟମ୍କ୍ ବିବା ଅଃଉଁକେ ମାଗ୍ଣି ଅୟ୍ରିଲି ଆର୍ ମରିୟମ୍ ଆଙ୍ଗେ ରିଲି । ସେତାର୍ ଗିନେ ସେ ମରିୟମ୍ ସଃଙ୍ଗ୍ ନାଉଁ ଲେକାଉଁକ୍ ଗଃଲା ।
to register himself with Mary his betrothed wife, being with Child.
6 ସେମଃନ୍ ବେତ୍ଲିହିମ୍ ଗଃଳେ ରିଲା ବଃଳ୍ ମରିୟମାର୍ ହିଲା ଜଃଲମ୍ ଅଃଉତା ବେଳ୍ ଅୟ୍ଲି ।
And it came to pass, in their being there, the days were fulfilled for her bringing forth,
7 ଆରେକ୍ ମରିୟମ୍ ହଃର୍ତୁ ହିଲା ଜଃଲମ୍ କଃଲି ଆର୍ ତାକ୍ ହଃଚ୍ୟାୟ୍ ଗୁଳ୍ୟାୟ୍ ଗାଇ ସାଳାର୍ ଡଙ୍ଗାୟ୍ ସଳାୟ୍ଲାୟ୍ । କାୟ୍ତାକ୍ବଃଲେକ୍ ବାସାଗଃରେ ସେମଃନାର୍ ଗିନେ ଟାଣ୍ ନଃରିଲି ।
and she brought forth her Son—the firstborn, and wrapped Him up, and laid Him down in the manger, because there was not a place for them in the guest-chamber.
8 ସେ ବେତ୍ଲିହିମ୍ ହଲିଲଃଗେ କଃତିଗଟ୍ ମେଣ୍ଡା ଗଃଉଳିଆମଃନ୍ ହଃଦାୟ୍ ରଃୟ୍ ରାତିଆ ସେମଃନାର୍ ମେଣ୍ଡାମଃନ୍ଦାକେ ଜାଗ୍ତି ରିଲାୟ୍ ।
And there were shepherds in the same region, lodging in the field and keeping the night-watches over their flock,
9 ମାପ୍ରୁର୍ ଗଟେକ୍ ଦୁତ୍ ସେମଃନାର୍ ଲଃଗେ ଆୟ୍ଲା, ଆରେକ୍ ମାପ୍ରୁର୍ ଜଃଜ୍ମାନାର୍ ଉଜାଳ୍ ସେମଃନାର୍ ଚାରିବେଳ୍ତ୍ ଅୟ୍ଲି, ଆର୍ ସେମଃନ୍ ଅଃନାୟ୍ ଡିରି ଗଃଲାୟ୍ ।
and behold, a messenger of the LORD stood over them, and the glory of the LORD shone around them, and they feared [with] a great fear.
10 ସେତାକ୍ ଦୁତ୍ ସେମଃନ୍କେ କୟ୍ଲା, “ଡିରି ଜାହାନାୟ୍; ଦଃକା, ମୁଁୟ୍ ସଃବୁଲକାର୍ ବଃଡେ ସଃର୍ଦାର୍ ନିକ କବୁର୍ ତୁମିମଃନ୍କେ ପର୍ଚାର୍ କଃରୁଲେ,
And the messenger said to them, “Do not fear, for behold, I bring you good news of great joy that will be to all the people,
11 କାୟ୍ତାକ୍ବଃଲେକ୍ ଆଜି ଦାଉଦାର୍ ଗଃଳେ ତୁମାର୍ ଗିନେ ରଃକ୍ୟାକାରି ଲକ୍ ଜଃଲମ୍ ଅୟ୍ଲା ଆଚେ, ସେ କ୍ରିସ୍ଟ ମାପ୍ରୁ ।
because today in the city of David a Savior was born to you, who is Christ the LORD!
12 ଆର୍ ତୁମାର୍ ଗିନେ ଇରି ଚିନ୍ ହର୍ ଅୟ୍ଦ୍, ତୁମିମଃନ୍ ଗଟେକ୍ ହିଲାକ୍ ହଚ୍ୟାୟ୍ ଗୁଳ୍ୟାୟ୍ କଃରି ଗାଇ ଡଙ୍ଗାୟ୍ ସଇରିଲାର୍ ଦଃକାସ୍ ।”
And this [is] the sign to you: you will find a Baby wrapped up, lying in the manger.”
13 ଆରେକ୍ ଉଲୁସ୍ତେ ସେ ଦୁତାର୍ ସଃଙ୍ଗ୍ ସଃର୍ଗାର୍ ଦୁତ୍ମଃନ୍ଦା ଆସିକଃରି ଇସ୍ୱରାର୍ ନାଉଁଏ ସଃର୍ଦାର୍ ଗିତ୍ କଃଉଁକେ ଦଃର୍ଲାୟ୍,
And suddenly there came with the messenger a multitude of the heavenly host, praising God, and saying,
14 “ସଃର୍ଗ୍ ଉହ୍ରାର୍ ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ, ଆରେକ୍ ହୁର୍ତିବି ବିତ୍ରେ ତାର୍ ସଃନ୍ମତ୍ ଲକ୍ମଃନାର୍ ଉହ୍ରେ ସୁସ୍ତା ଅଃଉଅ ।”
“Glory in the highest to God, and on earth peace, among men—good will!”
15 ଦୁତ୍ମଃନ୍ ସେମଃନାର୍ ତଃୟ୍ହୁଣି ସଃର୍ଗେ ବାଉଳି ଗଃଲା ହଃଚେ, ମେଣ୍ଡା ଗଃଉଳିଆମଃନ୍ ତାକାର୍ ତାକାର୍ ବିତ୍ରେ କଃତା ଅଃଉଁକେ ଦଃର୍ଲାୟ୍, “ଆସା, ଅଃମିମଃନ୍ ବେତ୍ଲିହିମ୍ ହଃତେକ୍ ଜାୟ୍କଃରି ମାପ୍ରୁ ଅଃମିମଃନ୍କ୍ ଇ ଜୁୟ୍ ଗଃଟ୍ଣା ଜାଣାୟ୍ଲା, ସେରି ଦଃକୁଆଁ ।”
And it came to pass, when the messengers were gone away from them to the heavens, that the men, the shepherds, said to one another, “We may indeed go over to Beth-Lehem and see this thing that has come to pass, that the LORD made known to us!”
16 ଆର୍ ହଃଚେ ସେମଃନ୍ ବେଗି ଜାୟ୍ ଲଳିକଃରି ମରିୟମ୍ ଆର୍ ଜସେପ୍, ଆରେକ୍ ଗାଇଡଙ୍ଗାୟ୍ ହିଲାକ୍ ସଇରିଲାର୍ ଦଃକ୍ଲାୟ୍ ।
And they came, having hurried, and found both Mary, and Joseph, and the Baby lying in the manger,
17 ସେମଃନ୍ ତାକ୍ ଦଃକିକଃରି ସେ ହିଲାର୍ କଃତା ଦୁତ୍ ଜାୟ୍ବଃଲି କୟ୍ରିଲା, ସେ ସଃବୁ ହୁଟାୟ୍କଃରି କୟ୍ଲାୟ୍ ।
and having seen, they made known abroad concerning the saying spoken to them concerning the Child.
18 ଆରେକ୍ ଜଃତେକ୍ ଲକ୍ ମେଣ୍ଡା ଗଃଉଳିଆମଃନାର୍ ତଃୟ୍ହୁଣି ସେ ସଃବୁ କଃତା ସୁଣ୍ଲାୟ୍, ସେସଃବୁ ଲକ୍ମଃନ୍ କାବା ଅୟ୍ ଗଃଳାୟ୍ ।
And all who heard [it] wondered concerning the things spoken to them by the shepherds;
19 ମଃତର୍ ମରିୟମ୍ ଇ ସଃବୁ କଃତା ମଃନ୍ ବିତ୍ରେ ଦଃରି ବାବୁକ୍ ଦଃର୍ଲି ।
and Mary was preserving all these things, pondering [them] in her heart;
20 ଆର୍ ମେଣ୍ଡା ଗଃଉଳିଆମଃନ୍କେ ଦୁତ୍ ଜଃନ୍କଃରି କୟ୍ରିଲା, ସେବାନ୍ୟା ସେମଃନ୍ ଜାୟ୍ ଜାୟ୍ରି ସୁଣିରିଲାୟ୍ ଆର୍ ଦଃକିରିଲାୟ୍, ସେ ସଃବୁର୍ ଗିନେ ଇସ୍ୱରାର୍ ଜଃଜ୍ମାନ୍ ଆର୍ ଗୁଣାର୍ ଗିତ୍ କୟ୍ କୟ୍ କଃରି ବାଉଳି ଗଃଳାୟ୍ ।
and the shepherds turned back, glorifying and praising God for all those things they heard and saw, as it was spoken to them.
21 ଆଟ୍ଦିନ୍ ଅୟ୍ଲା ହଃଚେ, ମସାର୍ ରିତିବିଦି ହଃର୍କାରେ ହିଲାକ୍ ସୁନତ୍ କଃରୁକେ ମନ୍ଦିରେ ନଃୟ୍, ସେ ହିଲାର୍ ନାଉଁ ଜିସୁ ଦିଲାୟ୍; ମରିୟମ୍ ଆଙ୍ଗେ ନଃଉତ୍ ସଃର୍ଗ୍ ଦୁତ୍ ସେମଃନ୍କେ ଇ ନାଉଁ ସଃଙ୍ଗାଉଁକ୍ କୟ୍ରିଲା ।
And when eight days were fulfilled to circumcise the Child, then was His Name called Jesus, having been so called by the messenger before His being conceived in the womb.
22 ହଃଚେ ଜଃଡେବଃଳ୍ ମସାର୍ ବିଦିବିଦାନ୍ ହଃର୍କାରେ ସେମଃନାର୍ ନିର୍ମୁଳ୍ ଅଃଉତା ଦିନ୍ ଆୟ୍ଲି, ତଃବେ ସେମଃନ୍ ହିଲାକ୍ ମାପ୍ରୁତଃୟ୍ ସଃହ୍ରି ଦେଉଁକେ ଜିରୁସାଲମ୍ ମନ୍ଦିରେ ନିଲାୟ୍ ।
And when the days of their purification were fulfilled, according to the Law of Moses, they brought Him up to Jerusalem, to present to the LORD,
23 ଜଃନ୍କଃରି ମାପ୍ରୁର୍ ବିଦିବିଦାନ୍ ସାସ୍ତରେ ଲେକା ଅୟ୍ଲା ହଃର୍କାରେ, ସଃଡେବଃଳ୍, “ସଃବୁ ହଃର୍ତୁମ୍ ଜଃଲମ୍ ଅୟ୍ଲା ଅଃଣ୍ଡ୍ରାହିଲା ମାପ୍ରୁର୍ ନାଉଁଏ ପବିତ୍ର ବଃଲି ଗଃଣ୍ତି ଅଃଉତି ।”
as it has been written in the Law of the LORD: “Every male opening a womb will be called holy to the LORD,”
24 ଆରେକ୍, ସେମଃନ୍ ତାକ୍ ମାପ୍ରୁକ୍ ଦେତା ହାୟ୍ ଆର୍ ମାପ୍ରୁର୍ ବିଦିବିଦାନ୍ ସାସ୍ତରେ ଲେକା ଅୟ୍ଲା ଲେକା ହଃର୍କାରେ ଜଳେକ୍ ହାଣ୍ଡ୍କା, ନୟ୍ଲେକ୍ ଜଳେକ୍ ହାରୁଆ ହୁଜା ଦେଉଁକ୍ ତାକ୍ ଜିରୁସାଲମେ ନିଲାୟ୍ ।
and to give a sacrifice, according to that said in the Law of the LORD: “A pair of turtle-doves, or two young pigeons.”
25 ଆର୍ ଦଃକା, ଜିରୁସାଲମେ ସିମିଅନ୍ ନାଉଁଆର୍ ଗଟେକ୍ ଦଃର୍ମି ଆର୍ ମାପ୍ରୁର୍ ଦିଆନ୍ କାରିଆ ରିଲା; ସେ ଇସ୍ରାଏଲ୍କେ ମୁକ୍ଳାଉତା ଲକ୍ କଃବେ ଆସେଦ୍ ବଃଲି ଜାଗି ରିଲା, ଆରେକ୍ ପବିତ୍ର ଆତ୍ମା ତାର୍ ସଃଙ୍ଗ୍ରଃୟ୍ ସାସ୍ ଦେତିରିଲି ରିଲି,
And behold, there was a man in Jerusalem whose name [is] Simeon, and this man is righteous and devout, looking for the comforting of Israel, and the Holy Spirit was on him,
26 ଆର୍, ମାପ୍ରୁ କ୍ରିସ୍ଟକେ ନଃଦେକ୍ତା ହଃତେକ୍ ତାର୍ ମଃର୍ନ୍ ନୟ୍, ଇ କଃତା ପବିତ୍ର ଆତ୍ମା ତାକ୍ ଜାଣାୟ୍ରିଲି ।
and it has been divinely told him by the Holy Spirit—not to see death before he may see the Christ of the LORD.
27 ସେ ପବିତ୍ର ଆତ୍ମା କାଡାୟ୍ ଆଣ୍ଲାକ୍ ମନ୍ଦିରେ ଆୟ୍ଲା, ଆରେକ୍ ଜିସୁ ହିଲାର୍ ଆୟ୍ସି ଉବାସି ଜଃଡେବଃଳ୍ ତାକାର୍ ବିଦିବିଦାନ୍ ହଃର୍କାରେ କାମ୍ କଃରୁକେ ଜିସୁକେ ମନ୍ଦିର୍ ବିତ୍ରେ ଆଣ୍ଲାୟ୍,
And he came in the Spirit into the temple, and in the parents bringing in the child Jesus, for their doing according to the custom of the Law regarding Him,
28 ସଃଡେବଃଳ୍ ସିମିଅନ୍ ହିଲାକ୍ କଳେ ଦଃରି ଇସ୍ୱରାର୍ ଗୁଣ୍ ଗିତ୍ କୟ୍ କଃରି କୟ୍ଲା-
then he took Him in his arms, and blessed God, and he said,
29 “ଏ ମାପ୍ରୁ, ଅଃବେ ତୁୟ୍ ଅଃହ୍ଣାର୍ କଃତା ହଃର୍କାରେ, ତର୍ ଗତିଦଃଙ୍ଗ୍ଳାକ୍ ସୁସ୍ତାୟ୍ ଜଃଉଁକେ ଦେଉଁଲିସ୍,
“Now You send Your servant away, O LORD, according to Your word, in peace,
30 କାୟ୍ତାକ୍ବଃଲେକ୍ ମର୍ ଆକି ତର୍ ମୁକ୍ତି ଦଃକିଆଚେ,
because my eyes saw Your salvation,
31 ଜୁୟ୍ରି ତୁୟ୍ ସଃବୁ ଲକ୍ମଃନାର୍ ମୁଏଁ ତିଆର୍ କଃରି ଆଚ୍ସି ।
which You prepared before the face of all the peoples,
32 ଆର୍, ଅଜିଉଦିମଃନ୍କେ ସଃତ୍ ଜାଣାଉତା ଉଜାଳ୍ ଆରେକ୍ ତର୍ ଲକ୍ ଇସ୍ରାଏଲାର୍ ଜଃଜ୍ମାନ୍ କଃରିଆଚ୍ସି ।”
a light to the uncovering of nations, and the glory of Your people Israel.”
33 ସାନ୍ ହିଲାର୍ ବିସୟେ କଃଉଆ ଅୟ୍ରିଲାର୍ ସଃବୁ କଃତା ସୁଣି, ତାର୍ ଆୟ୍ସି ଉବାସି କାବା ଅୟ୍ଲାୟ୍ ।
And Joseph and His mother were wondering at the things spoken concerning Him,
34 ଆର୍ ସିମିଅନ୍ ସେମଃନ୍କେ ଆସିର୍ବାଦ୍ କଃରି ଜିସୁର୍ ଆୟ୍ସି ମରିୟମ୍କେ କୟ୍ଲା, “ଇ ହିଲା ଇସ୍ରାଏଲାର୍ ବେସି ଲକାର୍ ନଃସ୍ଟ୍ ଆର୍ ରଃକ୍ୟା କଃରୁକେ ଆଚେ ସେ ଇସ୍ୱରାର୍ ତଃୟ୍ ହୁଣି ଚିନ୍ ଅୟ୍ଦ୍ ଅଃନେକ୍ ଲକ୍ ତାର୍ ବିରଦେ ଉଟ୍ତି ।
and Simeon blessed them and said to His mother Mary, “Behold, this [One] is set for the falling and rising again of many in Israel, and for a sign spoken against—
35 ସେତାକ୍ ଇ ହିଲା କଃତେକ୍ ଲକାର୍ ବୁଡ୍ତାର୍ ଆର୍ ଉଟ୍ତାର୍, ଆର୍ ଜାର୍ ବିରଦେ କଃତା କଃଉଆ ଅୟ୍ଦ୍, ଇବାନ୍ୟା ଗଟେକ୍ ଚିନ୍ ହର୍ ଅଃଉଁକେ ବାଚା ଅୟ୍ଆଚେ; ଆରେକ୍ ତର୍ ଜିବନ୍ ବିତ୍ରେ ହେଁ କଃଣ୍ଡା ବୁସି ଅୟ୍ଦ୍ ।”
(and also a sword will pass through your own soul)—that the reasonings of many hearts may be revealed.”
36 ଆର୍ ହାନା ନାଉଁଆର୍ ଗଟେକ୍ ବାବ୍ବାଦିଣି ରିଲି; ସେ ଆସେର୍ ବଃଉଁସାର୍ ପିନୁଏଲାର୍ ଜିସି । ତାର୍ ବୁତେକ୍ ବଃର୍ସ୍ ଅୟ୍ରିଲି; ସେ ବାଳତ୍ ଦଃଙ୍ଗ୍ଳି ରିଲା ହଃଚେ ବିବା ଅୟ୍କଃରି ସାତ୍ ବଃର୍ସ୍ ତାର୍ ଡକ୍ରାସି ସଃଙ୍ଗ୍ ରିଲି ଆର୍ ଡକ୍ରାସି ମଃଲାକ୍ ରାଣ୍ଡି ଅୟ୍ରିଲି, ତାକ୍ ଚାରିକଳି ଚାରି ବଃର୍ସ୍ ଜିବନ୍ କାଟ୍ଲି ।
And there was Anna, a prophetess, daughter of Phanuel, of the tribe of Asher, she was much advanced in days, having lived with a husband seven years from her virginity,
37 ସେ ସଃବୁବଃଳ୍ ମନ୍ଦିର୍ ବିତ୍ରେ ରେତିରିଲି, ଆର୍ ଦିନ୍ରାତି ଉହାସ୍ ଆର୍ ପାର୍ତନା ସଃଙ୍ଗ୍ ମାପ୍ରୁର୍ ସେବା କଃର୍ତିରିଲି ।
and she [is] a widow of about eighty-four years, who did not depart from the temple, serving with fasts and supplications, night and day,
38 ହିଲା ଜିସୁକେ ମନ୍ଦିରେ ଟେକି ଦିଲା ହଃଚେ, ହାନା ସେତି ହଚି ଇସ୍ୱର୍କେ ଦନ୍ୟବାଦ୍ ଦିଲି ଆର୍ ଜିରୁସାଲମାର୍ ଲକ୍ମଃନ୍କେ ମୁକ୍ତି ଦଃୟ୍ଦ୍ ବଃଲି ଜୁୟ୍ମଃନ୍ ବିସ୍ୱାସ୍ କଃରି ଜାଗି ରିଲାୟ୍ ସେ ସଃବ୍କେ ଜିସୁର୍ କଃତା ଜାଣାୟ୍ଲି ।
and she, at that hour, having come in, was confessing, likewise, to the LORD, and was speaking concerning Him to all those looking for redemption in Jerusalem.
39 ହଃଚେ ଜସେପ୍ ଆର୍ ମରିୟମ୍ ମାପ୍ରୁର୍ ବିଦିବିଦାନ୍ ହଃର୍କାରେ ସଃବୁ କାମ୍ ସଃରାୟ୍କଃରି ସେମଃନ୍ ନିଜାର୍ ଗାଲିଲିର୍ ନାଜରିତ୍ ଗଃଳେ ବାଉଳି ଗଃଳାୟ୍ ।
And when they completed all things according to the Law of the LORD, they turned back to Galilee, to their city of Nazareth;
40 ଆର୍ ସେ ହିଲା ବାଡୁକେ ଦଃର୍ଲା ଆର୍ ବୁଦି ଗ୍ୟାନେ ହୁର୍ନ୍ ଅଃଉଁ ଅଃଉଁ ବଃଳ୍ସଃକାତ୍ ଅୟ୍ଲା, ଆର୍ ଇସ୍ୱରାର୍ ଦଃୟା ତାର୍ ଉହ୍ରେ ରିଲି ।
and the Child grew and was strengthened in spirit, being filled with wisdom, and the grace of God was on Him.
41 ହଃତିବଃର୍ସ୍ ମୁକ୍ଳାଉଁଣି ହଃର୍ବ୍ ମାନୁକ୍ ଜିସୁର୍ ଆୟ୍ସି ଉବାସି ଜିରୁସାଲମେ ଜାତିରିଲାୟ୍ ।
And His parents were going yearly to Jerusalem, at the Celebration of the Passover,
42 ଜଃଡେବଃଳ୍ ଜିସୁକେ ବାର ବଃର୍ସ୍ ଅୟ୍ଲି, ରିତିବିଦି ହଃର୍କାରେ ସେମଃନ୍ ହଃର୍ବ୍ ମାନୁକ୍ ଜିରୁସାଲମେ ଗଃଳାୟ୍ ।
and when He became twelve years old, they having gone up to Jerusalem according to the custom of the celebration,
43 ତାକାର୍ ହଃର୍ବ୍ ମାନ୍ତା ଦିନ୍ ସଃର୍ଲାକ୍, ଜଃଡେବଃଳ୍ ସେମଃନ୍ ବାଉଳି ଆସ୍ତି ରିଲାୟ୍, ସଃଡେବଃଳ୍ ଜିସୁ ହିଲା ଜିରୁସାଲମେ ତେବ୍ଲା, ଇ କଃତା ତାର୍ ଆୟ୍ସି ଉବାସି ଜାଣି ନଃରିଲାୟ୍ ।
and having finished the days, in their returning the child Jesus remained behind in Jerusalem, and Joseph and His mother did not know,
44 ମଃତର୍ ଜିସୁ ସେମଃନାର୍ ସଃଙ୍ଗାର୍ ଲକ୍ମଃନାର୍ ସଃଙ୍ଗ୍ ଆଚେ ବଃଲି ମଃନେ ବାବି, ସେମଃନ୍ ଗଟେକ୍ ଦିନାର୍ ବାଟ ଗଃଲା ହଃଚେ, ସେମଃନ୍ ତାକାର୍ ନିଜାର୍ ଲକ୍ମଃନାର୍ ବିତ୍ରେ ଜିସୁକେ ଲଳୁକ୍ ଦଃର୍ଲାୟ୍,
and having supposed Him to be in the company, they went a day’s journey, and were seeking Him among the relatives and among the acquaintances,
45 ଆରେକ୍ ଜିସୁକେ ନଃମିଳାୟ୍, ଲଳି ଲଳି ଜିରୁସାଲମେ ଲେଉଟି ଗଃଳାୟ୍ ।
and having not found Him, they turned back to Jerusalem seeking Him.
46 ତିନି ଦିନାର୍ ହଃଚେ ସେମଃନ୍ ଜିସୁକେ ମନ୍ଦିରେ ବେଟ୍ ହାୟ୍ଲାୟ୍, ସେ ହଃଣ୍ଡିତ୍ ମଃନାର୍ ସଃଙ୍ଗ୍ ବଃସି କଃରି ସେମଃନାର୍ କଃତା ସୁଣ୍ତି ରିଲା ଆର୍ ସେମଃନ୍କେ କଃତେକ୍ କଃତା ହଃଚାର୍ତି ରିଲା,
And it came to pass, after three days they found Him in the temple, sitting in the midst of the teachers, both hearing them and questioning them,
47 ଆର୍ ଜଃତେକ୍ ଲକ୍ ତାର୍ କଃତା ସୁଣ୍ତି ରିଲାୟ୍, ସେ ସଃବୁ ଲକ୍ମଃନ୍ ତାର୍ ବୁଦିକ୍ ଆର୍ ସେ ଦେତିରିଲା ଉତୁର୍କେ ସୁଣି କାବା ଅୟ୍ ଜାତିରିଲାୟ୍ ।
and all those hearing Him were astonished at His understanding and answers.
48 ଜଃଡେବଃଳ୍ ଜିସୁର୍ ଆୟ୍ସି ଉବାସି ତାକ୍ ଦଃକ୍ଲାୟ୍, ସେମଃନ୍ କାବା ଅୟ୍ଲାୟ୍, ଆର୍ ତାର୍ ଆୟ୍ସି ତାକ୍ କୟ୍ଲି, “ଏ ହିଲା, କାୟ୍ତାକ୍ ତୁୟ୍ ଅଃମାର୍ ସଃଙ୍ଗ୍ ଇବାନ୍ୟା କଃଲିସ୍? ଦଃକ୍, ତର୍ ଉବାଦି ଆର୍ ମୁଁୟ୍ କଃତେକ୍ କାକୁଲ୍ତି ଅୟ୍ ତକେ ଲଳୁଲୁ ।”
And having seen Him, they were amazed, and His mother said to Him, “Child, why did You do this to us? Behold, Your father and I, sorrowing, were seeking You.”
49 ଜିସୁ ସେମଃନ୍କେ କୟ୍ଲା, “କାୟ୍ତାକ୍ ତୁମିମଃନ୍ ମକ୍ ଲଳ୍ତି ରିଲାସ୍? ମର୍ ଉବାର୍ ଗଃରେ ରେତାର୍ ମର୍ ବିଦି, ଇ କଃତା କାୟ୍ ତୁମି ଜାଣି ନଃରିଲାସ୍?”
And He said to them, “Why [is it] that you were seeking Me? Did you not know that it is necessary for Me to be in the things of My Father?”
50 ମଃତର୍ ସେ ସେମଃନ୍କେ ଜୁୟ୍ କଃତା କୟ୍ଲା, ସେରି ସେମଃନ୍ ବୁଜୁ ନଃହାୟ୍ଲାୟ୍ ।
And they did not understand the saying that He spoke to them,
51 ହଃଚେ ଜିସୁ ସେମଃନାର୍ ସଃଙ୍ଗ୍ ମିସି ନାଜରିତ୍ ବାଉଳି ଆୟ୍ଲା ଆର୍ ସେମଃନାର୍ କଃତା ମାନିକଃରି ରିଲା, ଆରେକ୍, ତାର୍ ଆୟ୍ସି ଇ ସଃବୁ କଃତା ଗଟେକ୍ ଗଟେକ୍ କଃରି ତାର୍ ମଃନ୍ବିତ୍ରେ ଦଃର୍ଲି ।
and He went down with them, and came to Nazareth, and He was subject to them, and His mother was keeping all these sayings in her heart,
52 ଆର୍ ଜିସୁ ଗ୍ୟାନେ ଆର୍ ଗଃଗାଳେ, ଆରେକ୍ ଇସ୍ୱରାର୍ ଆର୍ ନଃର୍ମଃନାର୍ ଦଃୟାୟ୍ ବାଡୁକେ ଦଃର୍ଲା ।
and Jesus was advancing in wisdom, and in stature, and in favor with God and men.