< ଲୁକ 1 >
1 ଏ ତିଅପିଲସ୍, ଜୁୟ୍ ଲକ୍ମଃନ୍ ଅଃମାର୍ ବିତ୍ରେ ଗଃଟିଜାୟ୍ରିଲା ଗଃଟ୍ଣା ମଃନାର୍ କଃତେକ୍ କଃତାମଃନ୍ ଟିକ୍କଃରି ଲେକୁକ୍ ମଃନ୍ କଃଲାୟ୍,
わたしたちの間で実現したさまざまな事柄について,
2 ସେରି ନିଜାର୍ ଆକାୟ୍ ଦଃକି ରିଲାର୍ ଜାଗୁଆଳି ଆର୍ ନିକ କବୁର୍ ପର୍ଚାର୍ କଃର୍ତା ଲକ୍ମଃନ୍ ଅଃମିମଃନ୍କ୍ ଜାଣାୟ୍ଲା ହଃର୍କାରେ,
初めからの目撃証人またみ言葉の奉仕者であった者たちがわたしたちに伝えたとおりに,その物語を順序正しくまとめようと,すでに多くの人が手を着けてきましたが,
3 ଏ ମାୟ୍ନାର୍ ତିଅପିଲ ମୁଳେ ହୁଣି ସଃବୁ କଃତା ଗଟେକ୍ ଗଟେକ୍ କଃରି ମିସାୟ୍ ଆଗେହୁଣି ଅୟ୍ ଆସ୍ତା କଃତାମଃନ୍ ତର୍ ଗିନେ ଲେକୁକ୍ ମୁଁୟ୍ ହେଁ ଟିକ୍ ବଃଲି ମଃନେ ବାବ୍ଲେ ।
わたしもすべての成り立ちを初めからつぶさにたどりましたので,テオフィロス閣下,あなたに順序正しく書いて差し上げるのが良いと思いました。
4 ଜଃନ୍କଃରି ଜୁୟ୍ ଜୁୟ୍ ସଃବୁ କଃତା ସିକି ଆଚ୍ସି ସେ ସଃବୁ କଃତାକ୍ ବାୟ୍ଦ୍ରେ ଜାଣୁ ହାର୍ସି ।
それは,学ばれた事柄が確実なものであることを知っていただくためです。
5 ହେରଦ୍ ଜିଉଦା ଦେସାର୍ ରଃଜା ରିଲା ବଃଳ୍ ଅବିୟ ଜାଜକ୍ ଦଃଳାର୍ ଜିକରିଅ ନାଉଁଆର୍ ଗଟେକ୍ ଜାଜକ୍ ରିଲା; ତାର୍ ଡକୁର୍ସିର୍ ନାଉଁ ଏଲିସାବେତ୍, ସେ ହାରଣ୍ ଜାଜକ୍ ବଃଉଁସାର୍ ରିଲି ।
ユダヤの王ヘロデの時代に,アビヤの祭司組の者で,ザカリアという名の祭司がいた。彼にはアロンの娘である妻がいて,名をエリザベツといった。
6 ସେମଃନ୍ ଦୁୟ୍ ଲକ୍ ହେଁ ଇସ୍ୱରାର୍ ସଃବୁ ନିୟମ୍ ଆର୍ ବିଦି ମାନ୍ତି ରିଲାୟ୍ ଆର୍ ମାପ୍ରୁର୍ ଆକାୟ୍ ଦଃର୍ମି ଲକ୍ ଅୟ୍ରିଲାୟ୍ ।
二人とも神の前に正しい者で,主のすべてのおきてと法令の内を非の打ちどころなく歩んでいた。
7 ମଃତର୍ ସେମଃନାର୍ ହିଲାମଃନ୍ ନଃରିଲାୟ୍, କାୟ୍ତାକ୍ବଃଲେକ୍ ଏଲିସାବେତ୍ ବାଞ୍ଜି ରିଲି, ଆରେକ୍ ସେ ଦୁୟ୍ ଲକ୍ ବୁଡାବୁଡି ଅୟ୍ରିଲାୟ୍ ।
しかし彼らには子供がなかった。エリザベツが不妊であり,二人ともかなり年を取っていたからである。
8 ଜିକରିଅ ଅଃହ୍ଣାର୍ ଦଃଳାର୍ ହାଳୁ ହଃର୍କାରେ ଇସ୍ୱରାର୍ ମନ୍ଦିର୍ ଲଃଗେ ଜାୟ୍ ଜାଜକ୍ କାମ୍ କଃର୍ତି ରିଲା ବଃଳ୍,
さて,彼が自分の組の順番に従って神の前で祭司職を務めていたときのこと,
9 ଜାଜକ୍ କାମାର୍ ବିଦି ହଃର୍କାରେ କେଳି ବାଚିକଃରି ତାକ୍ ମାପ୍ରୁର୍ ମନ୍ଦିର୍ ବିତ୍ରେ ହୁରି କଃରି ଦୁହ୍ଣି ହଡାଉଁକ୍ ହଃଳ୍ଲି ।
祭司職の習慣に従って彼が主の聖所に入って香をたくことになった。
10 ଆର୍ ସେ ଦୁହ୍ଣି ହଡାଉତା ବଃଳ୍ ସଃର୍ନେ ଲକ୍ମଃନ୍ଦା ହଃଦାୟ୍ ପାର୍ତ୍ନା କଃର୍ତି ରିଲାୟ୍ ।
民の群衆はみな,香の時刻に外で祈っていた。
11 ସଃଡେବଃଳ୍ ମାପ୍ରୁର୍ ଗଟେକ୍ ଦୁତ୍ ଦୁହ୍ଣି ହଡାଉତା ବେଦିର୍ କାତା ବାଟ୍ୟା ଆସି ଟିଆ ଅୟ୍ ତାକ୍ ଦଃକାୟ୍ ଅୟ୍ଲା ।
主のみ使いが彼に現われて,香の祭壇の右側に立っていた。
12 ଜିକରିଅ ତାକ୍ ଦଃକି, କାବା ଅୟ୍ଲା ଆର୍ ଡିରି ଗଃଲା ।
ザカリアはそれを見て動転し,恐れにとらわれた。
13 ମଃତର୍ ଦୁତ୍ ତାକ୍ କୟ୍ଲା, “ଜିକରିଅ, ଡିର୍ ନାୟ୍, କାୟ୍ତାକ୍ବଃଲେକ୍ ତର୍ ପାର୍ତନା ଇସ୍ୱର୍ ସୁଣି ଆଚେ, ଆର୍ ତର୍ ଡକୁର୍ଦି ଏଲିସାବେତ୍ ତର୍ ଗିନେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ତୁୟ୍ ତାର୍ ନାଉଁ ଜହନ୍ ସଃଙ୍ଗାଉସି ।
しかしみ使いは彼に言った,「恐れてはいけない,ザカリアよ,あなたの願いは聞き入れられたからだ。すなわち,あなたの妻エリザベツは,あなたに男の子を産むだろう。そして,あなたはその名をヨハネと呼ぶことになる。
14 ତାର୍ ଗିନେ ତୁମିମଃନ୍ ବଃଡେ ସଃର୍ଦା କଃରାସ୍, ଆର୍ ବିନ୍ ସଃବୁ ଲକ୍ମଃନ୍ ହେଁ ତାର୍ ଜଃଲମେ ସଃର୍ଦା କଃର୍ତି ।
あなたには歓喜と喜びとがあり,多くの人がその誕生を喜ぶだろう。
15 ଜଃନ୍କଃରି ସେ ମାପ୍ରୁର୍ ଲଃଗେ ଗଟେକ୍ ବଃଡ୍ ଲକ୍ ଅୟ୍ଦ୍, ସେ କଃବେ ହେଁ ଅଙ୍ଗୁର୍ ରଃସ୍ କି ଲଃନ୍ଦାମଃଦ୍ ନଃକାୟ୍, ଆର୍ ସେ ଆୟ୍ସିର୍ ହେଟେ ହୁଣି ହେଁ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ଦ୍ ।
彼は主のみ前で大いなる者となり,ぶどう酒や酔わせる飲み物を飲まないからだ。彼は母の胎にいる時から聖霊に満たされるだろう。
16 ଆର୍ ସେ ଇସ୍ରାଏଲ୍ ଜାତିର୍ କଃତେକ୍ ଲକ୍ମଃନ୍କେ ସେମଃନାର୍ ସଃର୍ଗାର୍ ମାପ୍ରୁ ଇସ୍ୱରାର୍ ହାକ୍ ଲେଉଟାୟ୍ ଆଣେଦ୍ ।
彼は多くのイスラエルの子らを,その神なる主に立ち返らせるだろう。
17 ଉବାସି ଆୟ୍ସିମଃନାର୍ ମଃନ୍, ହିଲାମଃନାର୍ ଗିନେ ଆର୍ ଅମାନ୍ୟାମଃନ୍କେ ଦଃର୍ମି ଲକ୍ମଃନାର୍ ଗ୍ୟାନ୍ ସଃଙ୍ଗ୍ ମାନୁକ୍ ଲେଉଟାଉଁକ୍ ଆର୍ ମାପ୍ରୁର୍ ଗିନେ ଲକ୍ମଃନ୍କେ ତିଆର୍ କଃରୁକେ ଏଲିୟର୍ ଆତ୍ମା ଆର୍ ସଃକାତ୍ ସଃଙ୍ଗ୍ ତାର୍ ଆଗେ ଇଣ୍ଡେଦ୍ ।”
彼はエリヤの霊と力のうちにそのみ前を行くだろう。『父たちの心を子供たちに立ち返らせ』,不従順な者たちを義人の知恵に立ち返らせ,準備のできた民を主のために備えるためだ」。
18 ଇତାର୍ ଗିନେ ଜିକରିଅ ଦୁତ୍କେ ହଃଚାର୍ଲା, “ଇରି ଗଃଟେଦ୍ ବଃଲି ମୁଁୟ୍ କଃନ୍କଃରି ଜାଣିନ୍ଦ୍? କାୟ୍ତାକ୍ବଃଲେକ୍ ମୁଁୟ୍ ତ ବୁଡା ଅୟ୍ଲେବେ ଆର୍ ମର୍ ବୁଡିର୍ ବଃୟ୍ସ୍ ହେଁ ଅଃଦିକ୍ ଅୟ୍ଲିନି ।”
ザカリアはみ使いに言った,「どうしてそのことを信用できるでしょうか。わたしは老人ですし,わたしの妻もかなり年を取っているからです」。
19 ଦୁତ୍ ତାକ୍ ଉତୁର୍ ଦିଲା, “ମୁଁୟ୍ ଗାବ୍ରିଏଲ୍, ମୁଁୟ୍ ଇସ୍ୱରାର୍ ଲଃଗେ ଟିଅଉତା ଦୁତ୍, ଆର୍ ତକେ ଇ କଃତା କଃଉଁକେ ଆର୍ ଇ ସଃର୍ଦାର୍ କବୁର୍ ପର୍ଚାର୍ କଃରୁକେ ମାପ୍ରୁ ମକ୍ ହଟାୟ୍ଲା ଆଚେ ।
み使いは彼に答えた,「わたしはガブリエル,神のみ前に立つ者だ。わたしはあなたに語るため,この良いたよりをあなたにもたらすために遣わされたのだ。
20 ଦଃକ୍ ଇସଃବୁ ନଃଗଟ୍ତା ଦିନ୍ ହଃତେକ୍ ତୁୟ୍ ଗୁଲା ଅୟ୍ କଃତା କଃଉ ନଃହାର୍ସି, କାୟ୍ତାକ୍ବଃଲେକ୍ ମର୍ ଜୁୟ୍ ସଃବୁ କଃତା ଟିକ୍ ବେଳାୟ୍ ହୁରୁଣ୍ ଅୟ୍ଦ୍, ଇସଃବୁ କଃତାକ୍ ତୁୟ୍ ସଃତ୍ ନଃକେଲିସ୍ ।”
見よ,これらの事が起きるその日まで,あなたは声が出ず,ものが言えなくなるだろう。しかるべき時に実現するわたしのこれらの言葉を信じなかったからだ」。
21 ଇ ବିତ୍ରେ ଲକ୍ମଃନ୍ ଜିକରିଅକେ ହଃଦାୟ୍ ଜାଗିରିଲାୟ୍, ଆର୍ ମନ୍ଦିର୍ ବିତ୍ରେ ସେ ବୁତେକ୍ଗଃଳି ରିଲାଲାଗି ସେମଃନ୍ କାବା ଅଃଉତିରିଲାୟ୍ ।
民はザカリアを待っていたが,彼が聖所で手間取っているのを不思議に思っていた。
22 ମଃତର୍ ସେ ବାରାୟ୍ ଆସି ସେମଃନ୍କେ ଟଣ୍ଡ୍ ଅଃଉଁକେ ନଃହାର୍ଲା, ଇତାକ୍ ସେ ମନ୍ଦିର୍ ବିତ୍ରେ ଦଃର୍ସନ୍ ହାଇଆଚେ ବଃଲି ସେମଃନ୍ ଜାଣ୍ଲାୟ୍ ଆର୍ ସେ ସେମଃନ୍କେ ଆତ୍ସଃଗ୍ୟା କଃରୁକେ ଦଃର୍ଲା, ଆର୍ ଗୁଲା ଅୟ୍ ରିଲା ।
外に出て来た時,彼は彼らに話すことができなかった。そこで彼らは,彼が聖所で幻を見たのだと分かった。彼は彼らに手まねを続けるだけで,口がきけないままであった。
23 ତାର୍ହଃଚେ ତାର୍ ସେବା କଃର୍ତା ହାଳୁ ଦିନ୍ ସଃବୁ ସଃର୍ଲାକ୍, ସେ ନିଜାର୍ ଗଃରେ ବାଉଳି ଗଃଲା ।
その奉仕の日々が満ちた時,彼は自分の家に帰って行った。
24 କଃତି ଦିନ୍ ଗଃଲା ହଃଚେ ତାର୍ ଡକୁର୍ସି ଏଲିସାବେତ୍ ଆଙ୍ଗେ ଅୟ୍ଲି, ଆର୍ ସେ ହାଁଚ୍ ମାସ୍ ହଃତେକ୍ ସେ କଃତା କାକେ ହେଁ ନଃକୟ୍ଲି ।
こうした日々ののち,彼の妻エリザベツは子を宿し,五か月の間引きこもって,こう言った,
25 ଆର୍ ମଃନେ ମଃନେ କୟ୍ଲି, “ଲକ୍ମଃନାର୍ ଲିନ୍ଦା ମର୍ ତଃୟ୍ହୁଣି ଦୁର୍ କଃରୁକେ ମାପ୍ରୁ ମର୍ ଉହ୍ରେ ଦଃୟା କଃରି ମକ୍ ଇରଃକମ୍ କଃଲା ଆଚେ ।”
「主はこのごろ,人々の中での恥辱を取り去るためにわたしに目を向けてくださり,わたしに対してこのようにしてくださいました」。
26 ଏଲିସାବେତ୍ ଆଙ୍ଗେ ଅୟ୍ ଚଅ ମାସ୍ ଅୟ୍ଲା ହଃଚେ, ଗାବ୍ରିଏଲ୍ ଦୁତ୍ ଇସ୍ୱର୍ ଲଃଗେହୁଣି ଗାଲିଲି ରାଜିର୍ ନାଜରିତ୍ ନାଉଁଆର୍ ଗଃଳେ ଗଟେକ୍ ଦଃଙ୍ଗ୍ଳି ଟକିର୍ ଚଃମେ ଆୟ୍ଲା ।
さて,六か月目に,み使いガブリエルが,神からガリラヤのナザレという名の町に遣わされた。
27 ସେ ଦଃଙ୍ଗ୍ଳି ଟକିକେ ଦାଉଦ୍ ବଃଉଁସାର୍ ଜସେପ୍ ନାଉଁଆର୍ ଗଟେକ୍ ମାନାୟ୍ ସଃଙ୍ଗ୍ ବିବା ଅଃଉଁକେ ମାଗ୍ଣି କଃରି ରିଲାୟ୍, ସେ ଦଃଙ୍ଗ୍ଳି ଟକିର୍ ନାଉଁ ମରିୟମ୍ ।
ダビデの家のヨセフという名の男と結婚を誓っていた,一人の処女のもとに遣わされたのである。その処女の名前はマリアといった。
28 ସେ ଦୁତ୍ ଗଃରେ ହୁରି ତାର୍ ଲଃଗେ ଆସି କୟ୍ଲା, “ଏ ଦଃୟାର୍ ଜୟ୍ଗ୍ ଟକି, ତର୍ ସୁସ୍ତା ଅଃଉଅ, ମାପ୍ରୁ ତର୍ ସଃଙ୍ଗ୍ ଆଚେ ।”
み使いは入って来ると彼女に言った,「喜べ,大いに恵まれた者よ。主があなたと共におられる。女たちの中であなたは幸いな人だ!」
29 ମଃତର୍ ମରିୟମ୍ ଇ କଃତାକ୍ ସୁଣି ଜଃବର୍ କାବା ଅୟ୍ଲି ଆର୍ ଇ କଃତାର୍ ବାବ୍ କାୟ୍ରି ବଃଲି ମଃନେ ମଃନେ ବାବୁକ୍ ଦଃର୍ଲି ।
しかし,彼を見た時,彼女はその言葉にひどく動転し,いったいこれは何のあいさつなのだろうと考えていた。
30 ସେତାର୍ ଗିନେ ଦୁତ୍ ତାକ୍ କୟ୍ଲା, “ଏ ମରିୟମ୍, ଡିର୍ ନାୟ୍, କାୟ୍ତାକ୍ବଃଲେକ୍ ଇସ୍ୱର୍ ତକେ ଦଃୟା କଃରି ଆଚେ ।
み使いは彼女に言った,「恐れてはいけない,マリアよ,あなたは神からの恵みを見いだしたからだ。
31 ଆର୍ ଦଃକ୍, ତୁୟ୍ ଆଙ୍ଗେ ଅୟ୍କଃରି ଗଟେକ୍ ହିଲା ଜଃଲମ୍ କଃର୍ସି, ଆର୍ ତାର୍ ନାଉଁ ଜିସୁ ବଃଲି ଦିଆସ୍ ।
見よ,あなたは胎内に子を宿し,男の子を産むだろう。そして,その名を『イエス』と呼ぶことになる。
32 ସେ ସଃବ୍କେ ଉଟ୍ୟା ଅୟ୍ଦ୍, ଆର୍ ସେ ସଃବ୍କେ ବଃଡ୍ ମାପ୍ରୁର୍ ହୟ୍ସି ବଃଲି ଡାକେ ହୁଟେଦ୍; ଆର୍ ଇସ୍ୱର୍ ତାକ୍ ତାର୍ ଦାଦିବାବୁ ଦାଉଦାର୍ ହର୍ ସିଙ୍ଗାସଣ୍ ଦଃୟ୍ଦ୍ ।
彼は偉大になり,いと高き方の子と呼ばれるだろう。主なる神は彼にその父ダビデの王座をお与えになるだろう。
33 ସେ ଜାକୁବକ୍ ବଃଉଁସ୍ ଉହ୍ରେ ଜୁଗେଜୁଗେ ରାଜ୍ କଃରେଦ୍, ଆର୍ ତାର୍ ରାଇଜ୍ କଃବେ ସେସ୍ ନହୟ୍ ।” (aiōn )
そして彼はヤコブの家を永久に支配することになる。彼の王国には終わりがないだろう」。 (aiōn )
34 ମଃତର୍ ମରିୟମ୍ ଦୁତ୍କେ କୟ୍ଲି, “ଇରି କଃନ୍କଃରି ଅୟ୍ଦ୍? ମୁଁୟ୍ ତ କୁୟ୍ ଅଃଣ୍ଡ୍ରାକେ ହେଁ ନଃଜାଣି ।”
マリアはみ使いに言った,「どうしてそのようなことが起こり得るのでしょうか。わたしは処女ですのに」。
35 ଦୁତ୍ ତାକ୍ ଉତୁର୍ ଦିଲା, “ପବିତ୍ର ଆତ୍ମା ତର୍ ଉହ୍ରେ ଉତ୍ରେଦ୍ ଆର୍ ସଃବ୍କେ ଉଟ୍ୟା ଇସ୍ୱର୍ ସଃକ୍ତି ତକେ ଦଃରେଦ୍, ଆର୍ ସେତାର୍ଗିନେ ଜୁୟ୍ ହିଲା ଜଃଲମ୍ ଅୟ୍ଦ୍, ସେ ପବିତ୍ର ଆର୍ ସେ ମାପ୍ରୁର୍ ହୟ୍ସି ବଃଲାୟ୍ ଅୟ୍ଦ୍ ।
み使いは彼女に答えた,「聖霊があなたの上に臨み,いと高き方の力があなたを影で覆うだろう。それゆえにも,あなたから生まれる聖なる者は神の子と呼ばれることになる。
36 ଆରେକ୍ ଦଃକ୍, ତର୍ ନିଜାର୍ ଲକ୍ ଏଲିସାବେତ୍ ହେଁ ବୁଡି ବଃଇଁସେ ଗଟେକ୍ ହିଲାକ୍ ହେଟେ ଦଃରିଆଚେ । ଜେ ବାଞ୍ଜି ବଃଲି ଡାକେ ହୁଟିରିଲି, ତାକ୍ ଅଃବେ ଆଙ୍ଗେ ଅୟ୍କଃରି ଚଅ ମାସ୍ ଅୟ୍ଲିନି ।
見よ,あなたの親族エリザベツも老齢で男の子を宿している。不妊と呼ばれていた彼女が六か月目になっている。
37 କାୟ୍ତାକ୍ବଃଲେକ୍ ଇସ୍ୱରାର୍ କୟ୍ଲା ଟଣ୍ଡାର୍ କଃତା କଃବେ ହେଁ ନଃହିଟେ ।”
神によって語られたことはすべてが可能なのだ」。
38 ଆର୍ ମରିୟମ୍ କୟ୍ଲି, “ଦଃକ୍, ମୁଁୟ୍ ତ ମାପ୍ରୁର୍ ଗଟେକ୍ ଗତିଦଃଙ୍ଗ୍ଳି; ତୁୟ୍ କୟ୍ଲା କଃତା ହର୍ ମର୍ ଜିବନେ ଗଃଟ ।” ତାର୍ହଃଚେ ଦୁତ୍ ତାର୍ ଚଃମେହୁଣି ବାରାୟ୍ ଗଃଲା ।
マリアは言った,「ご覧ください,主の女召使いです。あなたのお言葉どおりのことがわたしに起きますように」。 み使いは彼女から去って行った。
39 ସଃଡେବଃଳ୍ ମରିୟମ୍ ଉଟିକଃରି ଡଙ୍ଗୁର୍ ହଲି ତଃୟ୍ ରିଲା ଜିଉଦା ରାଜିର୍ ଗଟେକ୍ ଗଃଳେ ସେଦାହ୍ରେ ଗଃଲି ।
そのころ,マリアは立ち上がり,急いで山岳地帯に向かい,ユダのある町に行き,
40 ଆରେକ୍ ଜିକରିଅର୍ ଗଃର୍ ବିତ୍ରେ ହୁରି ଏଲିସାବେତ୍କେ ଜୁଆର୍ କଃଲି ।
ザカリアの家に入ってエリザベツにあいさつした。
41 ଆର୍ ଏଲିସାବେତ୍ ମରିୟମାର୍ ଜୁଆର୍ ସୁଣ୍ଲା ଦାହ୍ରେ ଏଲିସାବେତାର୍ ହେଟେ ରିଲା ହିଲା ନାଚୁକ୍ ଦଃର୍ଲା, ଆର୍ ଏଲିସାବେତ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍,
エリザベツがマリアのあいさつを聞いた時,その胎内で赤子が飛び跳ねて,エリザベツは聖霊に満たされた。
42 ଜଃବର୍ ଟଣ୍ଡ୍ ଅୟ୍ କୟ୍ଲି, “ସଃବୁ ମାୟ୍ଜିମଃନାର୍ ବିତ୍ରେ ତର୍ ବାୟ୍ଗ୍, ଆର୍ ବାୟ୍ଗ୍ ତର୍ ଗଃର୍ବାର୍ ହଃଳ୍ ।
彼女は大声で叫んでこう言った,「女たちの中であなたは幸いな人,あなたの胎の実も幸いなもの!
43 ଆର୍ ମର୍ ମାପ୍ରୁର୍ ଆୟ୍ସି ମକ୍ ଦଃକୁକ୍ ଆସେଦ୍, ମର୍ ଅଃଡେକ୍ ନିକ ବାୟ୍ଗ୍ କୁୟ୍ତି ହୁଣି ଅୟ୍ଲି ।
わたしはなぜこれほど恵まれているのでしょう,わたしの主の母がわたしのもとに来てくださるとは。
44 କାୟ୍ତାକ୍ବଃଲେକ୍ ଦଃକ୍, ତର୍ କଃତା ସୁଣ୍ଲା ଦାହ୍ରେ ମର୍ ହେଟେ ରିଲା ହିଲା ନାଚି ଉଟ୍ଲା ।
ご覧なさい,あなたのあいさつの声がわたしの耳に入った時,わたしの胎内の赤子は喜んで飛び跳ねたのです!
45 ଜେ ବିସ୍ୱାସ୍ କଃଲି, ତାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ମାପ୍ରୁର୍ ତଃୟ୍ହୁଣି ତାକ୍ ଜୁୟ୍ ଜୁୟ୍ରି କଃଉଆ ଅୟ୍ଆଚେ, ସେ ସଃବୁ କଃତା ହୁରୁଣ୍ ଅୟ୍ଦ୍ ।”
信じた女は幸いです。主から語られた事柄は実現するからです!」
46 ଆର୍ ମରିୟମ୍ କୟ୍ଲି, “ମର୍ ହଃରାଣ୍ ମାପ୍ରୁର୍ ଦନ୍ୟବାଦ୍ କଃରୁଲି;
マリアは言った, 「わたしの魂は主をたたえます。
47 ଆରେକ୍ ମର୍ ଆତ୍ମା ମର୍ ମୁକ୍ଳାଉତା ଇସ୍ୱର୍ ମାପ୍ରୁର୍ ଲଃଗେ ଅଃନାୟ୍ ସଃର୍ଦା କଃରୁଲି,
わたしの霊は,わたしの救い主なる神を喜びます。
48 କାୟ୍ତାକ୍ବଃଲେକ୍ ମାପ୍ରୁ ଅଃହ୍ଣାର୍ ଗତିଦଃଙ୍ଗ୍ଳିର୍ ଗଃରିବ୍ଅଃବୁସ୍ତା ଦଃକିଆଚେ, ଆର୍ ଦଃକ୍, ଅଃବେହୁଣି ଜୁଗ୍ ଜୁଗ୍ ହଃତେକ୍ ସଃବୁ ଲକ୍ମଃନ୍ ମର୍ ବାୟ୍ଗ୍ ବଃଲି କଃଉତି ।
卑しい身分の女召使いに目をとめてくださったからです。ご覧ください,今からのち,あらゆる世代の人々がわたしを幸いな者と呼ぶでしょう。
49 କାୟ୍ତାକ୍ବଃଲେକ୍ ଅଃନାୟ୍ ବଃଡ୍ ସଃକାତିଆ ମାପ୍ରୁ, ସେ ମର୍ ଗିନେ ଅଃନାୟ୍ ବଃଡ୍ କାମ୍ କଃରି ଆଚେ । ତାର୍ ନାଉଁ ପବିତ୍ର;
強力な方がわたしのために大いなる事柄をなさったからです。そのみ名は神聖です。
50 ଆର୍ ତାକ୍ ମାନ୍ତି କଃର୍ତା ଲକ୍ମଃନାର୍ ଗିନେ ତାର୍ ଦଃୟା ଜୁଗେ ଜୁଗେ ରଃୟ୍ଦ୍ ।
そのあわれみは世々にわたり,その方を恐れる人々の上に臨みます。
51 ସେ ଅଃହ୍ଣାର୍ ଡେଣାର୍ ବଃଳ୍ସଃକାତ୍ ଦଃକାୟ୍ଆଚେ, ଆର୍ ଆକାରିମଃନ୍କେ ସେମଃନାର୍ ମଃନ୍ ବିତ୍ରାର୍ ବାବ୍ନାକେ ଜଃତ୍କଃତ୍ କଃରିଆଚେ ।
主はそのみ腕で力を示されました。心の想いの高慢な者たちを散らされました。
52 ସେ ବଃଳ୍ସଃକାତ୍ ରିଲା ରଃଜାମଃନ୍କେ ସିଙ୍ଗାସଣ୍ ତଃୟ୍ହୁଣି ଉତ୍ରାୟ୍ ଆଚେ, ଆର୍ ଇନସ୍ତା ଲକ୍ମଃନ୍କେ ବଃଡ୍ କଃରିଆଚେ ।
君主たちをその座から引き降ろされました。そして身分の低い者たちを高くされました。
53 ସେ ବୁକେ ରିଲା ଲକ୍କେ ନିକ ନିକ କାଦି ହେଟ୍ ହୁର୍ନେ କାଳାୟ୍ ଆଚେ; ଆର୍ ମାଜନ୍ ଲକ୍ମଃନ୍କେ ଚୁଚା ଆତେ ହଃଟାୟ୍ଲା ଆଚେ ।
飢えた者たちを数々の良い物で満たされました。富んだ者たちを何も持たせないで帰らされました。
54 ଅଃମାର୍ ହୁର୍ବାର୍ ଦାଦିବାବୁମଃନାର୍ ସଃଙ୍ଗ୍ କଃରିରିଲା ସଃୟ୍ତ୍ ହୁରୁଣ୍ କଃରି ତାର୍ ଦଃଙ୍ଗ୍ଳା ଇସ୍ରାଏଲ୍କେ ଉହ୍କାର୍ କଃରୁକେ ଆସିଆଚେ; ଆର୍ ଅଃହ୍ଣାର୍ ଆର୍ ଦଃର୍ମି ଅବ୍ରାହାମ୍ ଆର୍ ତାର୍ ହୟ୍ସି ମଃନାର୍ ଗିନେ,
あわれみを忘れないために,ご自分の召使いイスラエルに助けを与えられました。
55 ସେ ଜୁଗେଜୁଗେ ଅବ୍ରାହାମ୍ ଆର୍ ତାର୍ ସଃବୁ ବଂସାର୍ ଲକ୍ମଃନ୍କେ ଦଃୟା କଃରୁକେ ହାସ୍ରି ନଃକେରେ ।” (aiōn )
わたしたちの父祖たちに,アブラハムとその子孫に対して永久に語られたとおりに」。 (aiōn )
56 ଆର୍ ମରିୟମ୍ ହାକାହାକି ତିନି ମାସ୍ ହଃତେକ୍ ଏଲିସାବେତ୍ ସଃଙ୍ଗ୍ ରିଲି ଆର୍ ଅଃହ୍ଣାର୍ ଗଃରେ ବାଉଳି ଗଃଲି ।
マリアは彼女のもとに三か月ほど滞在し,それから自分の家に帰って行った。
57 ତାର୍ହଃଚେ ଏଲିସାବେତ୍ ହିଲା ଜଃଲମ୍ କଃର୍ତା ବେଳା ଆୟ୍ଲାକ୍, ସେ ଗଟେକ୍ ହିଲା ଜଃଲମ୍ କଃଲି ।
さて,エリザベツの出産する時が満ちて,彼女は男の子を産んだ。
58 ଆର୍ ମାପ୍ରୁ ତାର୍ ସଃଙ୍ଗ୍ କଃତେକ୍ ବଃଡ୍ ଦଃର୍ମ୍ କଃରିଆଚେ, ଇ କଃତା ସୁଣି ତାର୍ ହାକି ହଃଳ୍ସା ଲକ୍ ଆର୍ ତାର୍ ନିଜାର୍ ଲକ୍ମଃନ୍ ସଃର୍ଦା କଃରୁକେ ଦଃର୍ଲାୟ୍ ।
彼女の隣人や親族は,主が彼女のためにそのあわれみを増してくださったと聞いて,彼女と共に喜んだ。
59 ଜଃଡେବଃଳ୍ ହିଲା ଜଃଲମ୍ ଅୟ୍କଃରି ଆଟ୍ଦିନ୍ ଅୟ୍ଲି, ତାକାର୍ ରିତିବିଦି ହଃର୍କାରେ ସେ ହିଲାକ୍ ସୁନତ୍ କଃରୁକେ ନିଲାୟ୍, ଆର୍ ତାର୍ ଉବାସିର୍ ନାଉଁ ହଃର୍କାରେ ତାର୍ ନାଉଁ ଜିକରିଅ ବଃଲି ସଃଙ୍ଗାଉଁକ୍ ମଃନ୍ କଃଲାୟ୍ ।
八日目のこと,人々が幼子に割礼を施すためにやって来て,彼を父の名にならってザカリアと呼ぼうとした。
60 ମଃତର୍ ତାର୍ ଆୟ୍ସି ଉତୁର୍ ଦିଲି, “ନାୟ୍, ତାର୍ ନାଉଁ ଜହନ୍ ଅୟ୍ଦ୍ ।”
その母は答えた,「それはいけません,ヨハネと呼ばれるのです」。
61 ସେମଃନ୍ ତାକ୍ କୟ୍ଲାୟ୍, “ତୁମାର୍ ନିଜାର୍ ବଃଉଁସାର୍ ଲକ୍ମଃନାର୍ ବିତ୍ରେ ଇବାନ୍ୟା ନାଉଁ ତ କାର୍ ହେଁ ନାୟ୍ ।”
人々は彼女に言った,「あなたの親族の中ではその名によって呼ばれている者は一人もいない」。
62 ତାର୍ହଃଚେ କାୟ୍ ନାଉଁ ଦିଆଅୟ୍ଦ୍ ବଃଲି ତାର୍ ଉବାସି ମଃନ୍କଃରୁଲା, ସେରି ସେମଃନ୍ ତାର୍ ଉବାସିକ୍ ଆତ୍ସଃଗ୍ୟା କଃରି ହଃଚାରୁକ୍ ଦଃର୍ଲାୟ୍ ।
人々はその父に向かって,その子を何と呼びたいのかと手まねをした。
63 ସେତାର୍ ଗିନେ ଜିକରିଅ ଗଟେକ୍ ଲେକଃତା ହାଟା ମାଗ୍ଲା, ଆର୍ “ତାର୍ ନାଉଁ ଜହନ୍,” ବଃଲି ଲେକ୍ଲା । ଇତାର୍ ଗିନେ ସଃବୁଲକ୍ କାବା ଅୟ୍ଲାୟ୍ ।
彼は書き板を求め,「その名はヨハネ」と書いた。 人々はみな驚いた。
64 ଆର୍ ସେଦାହ୍ରେ ତାର୍ ଟଣ୍ଡ୍ ହୁଟ୍ଲି ଆର୍ ଜିବ୍ ଇଟ୍ଲି ଲାଗି ଆରେକ୍ ଗଟ୍ତର୍ କଃତା ଅଃଉଁକେ ଦଃର୍ଲା ଆର୍ ଇସ୍ୱରାର୍ ଗୁଣ୍ କଃଉଁକେ ଦଃର୍ଲା ।
すぐに彼の口は開き,舌は解かれ,語り出して神を賛美した。
65 ତାର୍ ହାକିହଃଳ୍ସାର୍ ସଃବୁ ଲକ୍ମଃନ୍ ଡିରି ଗଃଲାୟ୍, ଆର୍ ଇସଃବୁ କଃତା ଜିଉଦା ଦେସାର୍ ଡଙ୍ଗୁର୍ ହଲିର୍ ସଃବୁ ଗଃଳେ ଆର୍ ଗାଉଁଏମଃନ୍ ଲକ୍ମଃନ୍ କଃଉଆକଇ ଅୟ୍ଲାୟ୍ ।
近くに住む人々すべての上に恐れが臨み,これらのすべての話がユダヤの山岳地帯のあらゆる所でうわさされた。
66 ଆରେକ୍ ସୁଣ୍ଲା ସଃବୁ ଲକ୍ମଃନ୍ ସେସଃବୁ ନିଜାର୍ ନିଜାର୍ ମଃନ୍ ବିତ୍ରେ ଦଃରି କୟ୍ଲାୟ୍, “ଇ ହିଲା ତଃବେ କାୟ୍ରି ଅୟ୍ଦ୍?” କାୟ୍ତାକ୍ବଃଲେକ୍ ମାପ୍ରୁର୍ ଆତ୍ ତାର୍ ଉହ୍ରେ ଆଚେ ।
それを聞いた者たちはみな,それを自分の心に留めて,「この子はいったい何になるのだろう」と言った。主の手が彼と共にあった。
67 ଆର୍ ଜହନାର୍ ଉବାସି ଜିକରିଅ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ ଇ ବାବ୍ବାଣି କୟ୍ଲା-
その父ザカリアは,聖霊に満たされ,預言してこう言った。
68 “ଦନ୍ୟ ମାପ୍ରୁ, ଇସ୍ରାଏଲାର୍ ଇସ୍ୱର୍, କାୟ୍ତାକ୍ବଃଲେକ୍ ସେ ତାକାର୍ ଲକ୍ମଃନ୍କେ ଦଃୟା କଃରି ମୁକ୍ତିଦେଉଁକେ ଆସିଆଚେ ।
「イスラエルの神なる主が賛美されるように。その民に目を向けて請け戻しをされたからだ。
69 ସେ ଅଃମିମଃନାର୍ ମୁକ୍ତିକାରି ସେ ନିଜାର୍ ଦଃଙ୍ଗ୍ଳା ଦାଉଦ୍ ବଃଉଁସାର୍, ଗଟେକ୍ ବପୁକାରି ମୁକ୍ଳାଉତା ଲକ୍କେ ଅଃମିମଃନ୍କ୍ ଦିଲା ଆଚେ ।
そして,その召使いダビデの家に,わたしたちのための救いの角を起こされた。
70 ଆଗେହୁର୍ବେ ହୁଣି ମାପ୍ରୁ ତାର୍ ପବିତ୍ର ବାବ୍ବାଦିମଃନାର୍ ଟଣ୍ଡେ ଜାୟ୍ ବଃଲି କୟ୍ ରିଲା । (aiōn )
(古くからその聖なる預言者たちの口によって語られたとおりに。) (aiōn )
71 ସେବାନ୍ୟା ଅଃମାର୍ ସଃତ୍ରୁମଃନାର୍ ତଃୟ୍ହୁଣି ଆର୍ ଅଃମିକ୍ ଇନସ୍ତା କଃର୍ତା ସଃବୁଲକାର୍ ଆତେ ହୁଣି ଅଃମିକ୍ ମୁକ୍ତି କଃରିଆଚେ ଆଚେ ।
わたしたちの敵からの救い,またわたしたちを憎むすべての者の手からの救いを。
72 ଜଃନ୍କଃରି ସେ ଅଃମାର୍ ହୁର୍ବାର୍ ନିର୍ମୁଳ୍ ଦାଦିବାବୁମଃନ୍କେ ଦଃୟା ଦଃକାୟ୍ଦ୍, ଆର୍ ସେମଃନାର୍ ପବିତ୍ର ବିଦି ଏତାଉଁକେ,
わたしたちの父祖たちにあわれみを示し,その聖なる契約を忘れないために。
73 ଆର୍ ଅଃମାର୍ ଉବା ଅବ୍ରାହାମାର୍ ଲଃଗେ ଜୁୟ୍ ହଃର୍ମାଣ୍ କଃରି ରିଲା, ଅଃହ୍ଣାର୍ ସେ ପବିତ୍ର ବିଦି ଏତାୟ୍ଦ୍,
わたしたちの父祖アブラハムに立てられた誓い,
74 ଆରେକ୍ ଜଃନ୍କଃରି ଅଃମି ସଃତ୍ରୁମଃନାର୍ ଆତେ ହୁଣି ଅଃମିକ୍ ରଃକ୍ୟା ହାୟ୍, ନଃଡିର୍ତେ ଜୁଗ୍ଜୁଗ୍ ହଃତେକ୍ ତାର୍ ସେବା କଃରୁନ୍ଦ୍,
それがわたしたちにもたらすことは,わたしたちが敵の手から解き放たれ,恐れることなくその方に仕えること,
75 ଜିବନ୍ କାଳେ ଅଃମିମଃନ୍ ପବିତ୍ର ଆର୍ ଦଃର୍ମେ ଜିବନ୍ କାଟୁଆଁ ଇରି ଇସ୍ୱରାର୍ ଇଚା ।”
わたしたちの命の日々の限り,神聖さと義のうちに,そのみ前で仕えることなのだ。
76 “ଆର୍ ଏ ମର୍ ହିଲା, ତୁୟ୍ ସଃବ୍କେ ଉଟ୍ୟା ଇସ୍ୱରାର୍ ଗଟେକ୍ ବାବ୍ବାଦି ବଃଲି ଡାକେ ହୁଟ୍ସି, ତୁୟ୍ ମାପ୍ରୁର୍ ଗଟେକ୍ ଆଗ୍ତୁର୍ କବୁର୍କାରିଆ ହର୍, ତାର୍ ଗିନେ ତାର୍ ବାଟ ତିଆର୍ କଃର୍ସି ।
そして子供よ,お前はいと高き方の預言者と呼ばれるだろう。お前は主の面前を行き,その道を整え,
77 କାୟ୍ତାକ୍ବଃଲେକ୍ ଅଃନ୍ଦାରେ ଆର୍ ମଃରୁକ୍ ବଃସିରିଲା ଲକ୍କେ ହାହେ ହୁଣି ମୁକ୍ତି ଦେଉଁକେ,
その民に罪の許しによる救いの知識を与えることになるからだ。
78 ଆରେକ୍ ଅଃମାର୍ ଇସ୍ୱର୍ ମାପ୍ରୁ ଦଃୟାକାରି ଆର୍ କଃଉଁଣା ମଃନାର୍, ସେ ଅଃମାର୍ ଗିନେ ମୁକୁଳ୍ତା ସଃକ୍ତି ଉଦାୟ୍ଦ୍ ।
それは,わたしたちの神の優しいあわれみによる。そのあわれみによって,夜明けが高い所からわたしたちに訪れ,
79 ସେ ଲାଡାର୍ ଦଃୟା ଗିନେ ଇସ୍ୱରାର୍ ଲକ୍ମଃନ୍କେ ସେମଃନାର୍ ହାହ୍ କେମା ସଃଙ୍ଗ୍ ମୁକୁଳ୍ତା ସୁସ୍ତାର୍ ଗିଆନ୍ ଦେଉଁକେ, ତୁୟ୍ ତାକାର୍ ବାଟ ତିଆର୍ କଃରୁକେ ତାକାର୍ ଆଗେ ଇଣ୍ଡ୍ସି ।”
闇と死の陰に座る者たちの上に輝き,わたしたちの足を平和の道に導くだろう」。
80 ଆରେକ୍ ସେ ହିଲା ଗଃଗାଳ୍ ଆର୍ ପବିତ୍ର ଆତ୍ମାୟ୍ ବାଡୁକେ ଦଃର୍ଲା, ଆର୍ ସେ ଇସ୍ରାଏଲ୍ ମଃନାର୍ ଲଃଗେ ଦଃକାୟ୍ ନଃଉତା ହଃତେକ୍ ଲକ୍ବାକ୍ ନୟ୍ଲା ସୁକ୍ଲା ବଃଟାୟ୍ ରେତିରିଲା ।
幼子は成長し,霊において強くなってゆき,イスラエルに対する公の出現の日まで寂しい所にいた。