< ଜିଉଦା 1 >

1 ମୁୟ୍‌ଁ ଜିଉଦା, ଜିସୁ କ୍ରିସ୍ଟର୍‌ ଗଟେକ୍‌ ଗତିଦଃଙ୍ଗ୍‌ଳା ଆର୍‌ ଜାକୁବର୍‌ ବାୟ୍‌ସି ଜୁୟ୍‌ ଲକ୍‌ମଃନ୍‌କେ ମାପ୍ରୁ କୁଦିଆଚେ ଉବା ଇସ୍ୱରାର୍‌ ଲାଡାର୍‌ ଲକ୍‌ ଆରେକ୍‌ ଜିସୁ କ୍ରିସ୍ଟର୍‌ ଗିନେ ରଃକ୍ୟାହାୟ୍‌ଲାର୍‌ ସେମଃନାର୍‌ ହାକ୍‌ ଚିଟି ଲେକୁଲେ ।
Judas, Knecht [O. Sklave] Jesu Christi und Bruder des Jakobus, den in Gott, dem Vater, geliebten und in Jesu Christo [O. für, oder durch Jesum Christum] bewahrten Berufenen:
2 ଇସ୍ୱରାର୍‌ ଦଃୟା, ସୁସ୍ତା ଆର୍‌ ଲାଡ୍‌ ହୁର୍ନ୍‌କଃରି ତୁମାର୍‌ ଉହ୍ରେ ଅଃଉଅ ।
Barmherzigkeit und Friede und Liebe sei euch [O. Barmherzigkeit euch, und Friede und Liebe sei] vermehrt!
3 ଏ ଲାଡାର୍‌ ମଃନ୍ ମୁଁୟ୍‌ ତୁମାର୍‌ ହାକ୍‌ ଅଃମିମଃନାର୍‌ ସଃବୁଲକ୍‌ ହାୟ୍‌ ରିଲା ମୁକ୍ତି ବିସୟେ ତୁମିମଃନାର୍‌ ହାକ୍‌ ଲେକୁକ୍‌ ବଃଡେ ଜଃତୁନ୍ ଅୟ୍‌ ଦଃର୍ମିମଃନାର୍‌ ହାକ୍‌ ଗଟେକ୍‌ତର୍‌ ସଃହ୍ରିଦିଲା ବିସ୍ୱାସ୍‌ ଗିନେ ମଃନ୍ ହଃରାଣ୍‌ ସଃଙ୍ଗ୍ ଜୁଜ୍‌ କଃରୁକେ ତୁମିମଃନ୍ କେ ସାସ୍‌ ଦେଉଁକେ ଲେକୁକ୍‌ ମଃନ୍‌କଃଲେ ।
Geliebte, indem ich allen Fleiß anwandte, euch über unser gemeinsames Heil zu schreiben, war ich genötigt, euch zu schreiben und zu ermahnen, für den einmal den Heiligen überlieferten Glauben zu kämpfen.
4 କାୟଃତାକ୍‌ବଃଲେକ୍‌ ହୁର୍ବାର୍‌ ସାସ୍ତରେମଃନ୍ ଡଃଣ୍ଡାର୍‌ ଜୟ୍‌ଗ୍‌ ବଃଲି ଲେକା ଅୟ୍‌ରିଲା କଃତେକ୍‌ ଲକ୍‌ ତୁମିମଃନାର୍‌ ବିତ୍ରେ ଲୁକ୍‌ଣେ ଆସି ଆଚ୍‌ତି, ସେମଃନ୍ ଅଃଦଃର୍ମି, ଅଃମିମଃନାର୍‌ ଇସ୍ୱରାର୍‌ ଦଃୟାକ୍‌ ଉଲ୍‌ଟା ବାବେ କଃରାବ୍‌ ଇଚାୟ୍‌ ବେବାର୍‌ କଃର୍ତି ଆରେକ୍‌ ଅଃମିମଃନାର୍‌ ଗଟେକ୍‌ ବଃଲି ସାଉକାର୍‌ ଆର୍‌ ମାପ୍ରୁ ଜିସୁ କ୍ରିସ୍ଟକେ ନଃମାନ୍‌ତି ।
Denn gewisse Menschen haben sich nebeneingeschlichen, die schon vorlängst zu diesem Gericht [O. Urteil] zuvor aufgezeichnet waren, Gottlose, welche die Gnade unseres Gottes in Ausschweifung verkehren und unseren alleinigen Gebieter und Herrn Jesus Christus [O. den alleinigen Gebieter und unseren Herrn Jesus Christus] verleugnen.
5 ଅୟ୍‌ଲେକ୍‌ ହେଁ ତୁମିମ୍‌ମନ୍ ସଃବୁ କଃତା ନିକକଃରି ଜାଣି ଆଚାସ୍‌ ତଃବେ ହେଁ ମୁଁୟ୍‌ ତୁମିମଃନ୍‌କେ ଏତାୟ୍‌ ଦେଉଁକ୍‌ ମଃନ୍ କଃରୁଲେ ଜେ, ମାପ୍ରୁ ମିସର୍‌ ଦେସେ ହୁଣି ଲକ୍‌ମଃନ୍‌କେ ମୁକ୍ଳାୟ୍‌ଲା, ଆର୍‌ ଜୁୟ୍‌ ଲକ୍‌ମଃନ୍ ସଃତ୍‌ ନକେଲାୟ୍‌, ସେମଃନ୍‌କେ ନାସ୍‌ କଃଲା ।
Ich will euch aber, die ihr einmal alles wußtet, daran erinnern, daß der Herr, nachdem er das Volk aus dem Lande Ägypten gerettet hatte, zum anderenmal die vertilgte, welche nicht geglaubt haben;
6 ଆରେକ୍‌ ସଃର୍ଗାର୍‌ ଜୁୟ୍‌ ଦୁତ୍‌ମଃନ୍ ଅଃହ୍‌ଣା ଅଃହ୍‌ଣାର୍‌ ବଃଡ୍‌ ହଃଦେ ନଃରେୟ୍‌ ନିଜାର୍‌ ନିଜାର୍‌ ବାସାକ୍‌ର୍ତା ଟାଣ୍ ଚାଡ୍‌ଲାୟ୍‌ ସେମଃନ୍‌କେ ମାପ୍ରୁ ବଃଡ୍‌ ବିଚାର୍‌ ଦିନ୍ ହଃତେକ୍‌ ସଃବୁ ଦିନାର୍‌ ବାନ୍ଦୁଣେ ବାନ୍ଦିକଃରି ଅଃନ୍ଦାର୍‌ ଟାଣେ ସଃଙ୍ଗାୟ୍‌ ଆଚେ । (aïdios g126)
und Engel, die ihren ersten Zustand nicht bewahrt, sondern ihre eigene Behausung verlassen haben, hat er zum Gericht des großen Tages mit ewigen Ketten unter der Finsternis verwahrt. (aïdios g126)
7 ସେନ୍‌କାର୍‌ ସଦମ୍‌ ଆରେକ୍‌ ଗମ୍‌ରା ଆର୍‌ ସେମଃନାର୍‌ ଚାରିବାଟାର୍‌ ଗଃଳାର୍‌ ଲକ୍‌ମଃନ୍ ଦାରି ଆର୍‌ କଃରାବ୍‌ କାମ୍‌ କଃଲାକ୍‌ ସଃବୁ ଦିନାର୍‌ ଜୟେ ଦଃଣ୍ଡ୍‍ବୟ୍‌ଗ୍‌ କଃରି ଦଃକ୍‌ଲା ହର୍‌ ଅୟ୍‌ ଆଚ୍‌ତି । (aiōnios g166)
Wie Sodom und Gomorra und die umliegenden Städte, die sich, gleicherweise wie jene, [Eig. diese] der Hurerei ergaben und anderem Fleische nachgingen, als ein Beispiel vorliegen, indem sie des ewigen Feuers Strafe leiden. (aiōnios g166)
8 ସେରଃକମ୍‌ ଅୟ୍‌ଲେକ୍‌ ହେଁ ଚଃହ୍ନେ ଦଃକୁମଃନ୍ ହେଁ ସେ ହର୍‌ ଗଃଗାଳ୍‌କେ, ବିଟାଳ୍‌ କଃର୍ତି, ସେମଃନ୍ ମାପ୍ରୁ ଚାଲାଉତାର୍‌ ଅମାନ୍ୟା କଃର୍ତି ଆର୍‌ ଜଃଜ୍‌ମାନାର୍‌ ସଃର୍ଗ୍‌ ଦୁତ୍‌ମଃନ୍‌କେ ଲିନ୍ଦାକଃର୍ତି ।
Doch gleicherweise beflecken auch diese Träumer das Fleisch und verachten die Herrschaft und lästern Herrlichkeiten. [O. Würden, Gewalten]
9 ମଃତର୍‌ ସଃର୍ଗାର୍‌ ମୁଳ୍‌ ଦୁତ୍‌ ମିକାଏଲ୍‌ ମସାର୍‌ ମଃଲା ଗଃଗାଳ୍‌ ବିସୟେ ସୟ୍‌ତାନ୍ ସଃଙ୍ଗ୍ ଦଃରାମ୍‌ସ୍କା ବଃଳ୍‌ ଲିନ୍ଦା କଃରି ତାର୍‌ ବିଚାର୍‌ କଃରୁକେ ସାସ୍‌ କଃରିନଃରିଲା ମଃତର୍‌ ଅଃତେକ୍‌ କୟ୍‌ଲା ମାପ୍ରୁ ତଃକ୍‌ ଦଃକାଦେଉଅ ।
Michael aber, der Erzengel, als er, mit dem Teufel streitend, Wortwechsel hatte um den Leib Moses, wagte nicht ein lästerndes Urteil über ihn zu fällen, sondern sprach: Der Herr schelte dich!
10 ମଃତର୍‌ ଇ ଲକ୍‌ମଃନ୍ ଜୁୟ୍‌ ସଃବୁ କଃତା ନଃଜାଣ୍‌ତି ସେସଃବୁର୍‌ ଲିନ୍ଦା କଃର୍ତି, ଆରେକ୍‌ ଗିଆନ୍ ନଃୟ୍‌ଲା ହସୁ ହର୍‌ ଜାୟ୍‌ଜାୟ୍‌ରି ଅଃଳକ୍‌ ବୁଜ୍‌ତି, ସେତାର୍‌ ଗିନେ ନାସ୍‌ ଅଃଉତି ।
Diese aber lästern, was [Eig. was irgend] sie nicht kennen; was irgend sie aber von Natur wie die unvernünftigen Tiere verstehen, darin verderben sie sich.
11 ଚି, ସେମଃନ୍ ଦଃଣ୍ଡାର୍‌ ଜୟ୍‌ଗ୍‌, କାୟଃତାକ୍‌ବଃଲେକ୍‌ ସେମଃନ୍ କଇନାର୍‌ ବାଟେ ଗଃଳାୟ୍‌ ଆଚ୍‌ତି, ଡାବୁ ଲ୍‌ବାର୍‌ ଗିନେ ବିଲିଆମାର୍‌ ହର୍‌ ବୁଲ୍‌କି ଆଚ୍‌ତି ଆର୍‌ କରହ ରଃକମ୍‌ ବିରଦ୍‌ କଃରି ସେମଃନ୍ ନାସ୍‌ ଅୟ୍‌ ଆଚ୍‌ତି ।
Wehe ihnen! denn sie sind den Weg Kains gegangen und haben sich für Lohn dem Irrtum Balaams überliefert, und in dem Widerspruch Korahs sind sie umgekommen.
12 ସେମଃନ୍ ନିଲାଜ୍‌ ହାଣେ ତୁମାର୍‌ ସଃଙ୍ଗ୍ କାଉଆ ହିଉଆ କଃରି ତୁମିମଃନାର୍‌ ଲାଡାର୍‌ ବଜିର୍‌ ବାଗ୍‌ହାଉ ହର୍‌ ଅଃଉତି, ସେମଃନ୍ ଅଃହ୍‌ଣାର୍‌ ଅଃହ୍‌ଣାର୍‌ ହେଟ୍‌ ହୁରାଉତି, ସେମଃନ୍ ହଃବନେ ଉଡ୍‌ତା ହାଣି ନୟ୍‌ଲା ମେଗ୍ ହର୍‌; ସେମଃନ୍ ଦୁୟ୍‌ତର୍‌ ମଃଲାର୍‌ ଚେରେ ହୁଣି ଉଟ୍‌କି ଅୟ୍‌ଲା ବଃଦ ଦଃସ୍ରା ମାସାର୍‌ ହଃଳ୍‌ ନୟ୍‌ଲା ଗଃଚ୍ ହର୍‌ ।
Diese sind Flecken [O. Klippen] bei euren Liebesmahlen, indem sie ohne Furcht Festessen mit euch halten und sich selbst weiden; Wolken ohne Wasser, von Winden hingetrieben; spätherbstliche Bäume, fruchtleer, zweimal erstorben, entwurzelt;
13 ସେମଃନ୍ ଅଃହ୍‌ଣା ଅଃହ୍‌ଣାର୍‌ ଲାଜ୍‌ ହର୍‌ ହେହୁଲ୍‌ ବାନ୍ୟା ଉକାଳ୍‌ତା ସଃମ୍‌ନ୍ଦାର୍‌ ତିର୍‌ ନୟ୍‌ଲା ଉଲାଳ୍‌ ହର୍‌, ସେମଃନ୍ ଏଣେ ତେଣେ ବୁଲ୍‌ତା ତାରା ହର୍‌ । ସେମଃନାର୍‌ ଗିନେ ବଃଡେ ଅଃନ୍ଦାର୍‌ ଟାଣ୍ ସଃବୁ ଦିନାର୍‌ ଗିନେ ସଃଙ୍ଗାଜାୟ୍‌ ଆଚେ । (aiōn g165)
wilde Meereswogen, die ihre eigenen Schändlichkeiten ausschäumen; Irrsterne, denen das Dunkel der Finsternis in Ewigkeit aufbewahrt ist. (aiōn g165)
14 ଆଦମାର୍‌ ତଃୟ୍‌ହୁଣି ସାତ୍‌ କୁଳ୍‌ବଃଉଁସ୍‌ ଜେ ହନକ୍‌ ସେ ହେଁ ସେମଃନାର୍‌ ବିସୟେ ବାବ୍‌ବାଣି ପର୍ଚାର୍‌ କଃରି କୟ୍‌ରିଲା ମାପ୍ରୁ ଅଃଜାର୍‌ ଅଃଜାର୍‌ ସଃର୍ଗାର୍‌ ପବିତ୍ର ଦୁତ୍‌ମଃନାର୍‌ ସଃଙ୍ଗ୍ ।
Es hat aber auch Henoch, der siebte von Adam, von diesen geweissagt und gesagt: "Siehe, der Herr ist gekommen inmitten seiner [O. mit seinen] heiligen Tausende,
15 ଦଃକା ମାପ୍ରୁ ସଃବ୍‌କାର୍‌ ବିଚାର୍‌ କଃରୁକେ, ଆରେକ୍‌ ଅଃଦଃର୍ମି ଲକ୍‌ମଃନ୍ ସଃବୁ ନିଜାର୍‌ ନିଜାର୍‌ ଜିବନ୍‌ କାଟ୍‌ତାବଃଳ୍‌ ଅଃଦଃର୍ମେ ଜୁୟ୍‌ସଃବୁ ଅଃଦଃର୍ମ୍‌ କାମ୍‌ କଃରି ଆଚ୍‌ତି ଆର୍‌ ଅଃଦଃର୍ମି ହାହିମଃନ୍ ତାର୍‌ ବିରଦେ ଜୁୟ୍‌ସଃବୁ ଲିନ୍ଦା କଃତା କୟ୍‌ ଆଚ୍‌ତି ସେସଃବୁ ସେମଃନ୍‌କେ ଦସିକଃରି ଡଃଣ୍ଡ୍‌ ଦେଉଁକେ ।
Gericht auszuführen wider alle und völlig zu überführen alle ihre Gottlosen von allen ihren Werken der Gottlosigkeit, die sie gottlos verübt haben, und von all den harten Worten, welche gottlose Sünder wider ihn geredet haben".
16 ଏ ଲକ୍‌ମଃନ୍ ସଃବୁବଃଳ୍‌ ଗାଣେଞ୍ଜ୍‌କାରି ସେମଃନ୍ ଅଃହ୍‌ଣା ଅଃହ୍‌ଣାର୍‌ ଅବୁସ୍ତାୟ୍‌ ସଃର୍ଦା ନାୟ୍‌ ଆର୍‌ ନିଜାର୍‌ ନିଜାର୍‌ କଃରାବ୍‌ ଇଚାୟ୍‌ ଚାଲ୍‌ତି; ସେମଃନାର୍‌ ଟଣ୍ଡ୍ ବଃଡ୍‌ବଃଡ୍ କଃତା କୟ୍‌ଦ୍‌ ଆର୍‌ ସେମଃନ୍ ନିଜାର୍‌ ଲାବ୍‌ ଗିନେ ବିନ୍ ଲକେ ମୁଏଁ ମୁଏଁ ହଃକା ନିକ ବଃଲି କଃଉତି ।
Diese sind Murrende, mit ihrem Lose Unzufriedene, die nach ihren Lüsten wandeln; und ihr Mund redet stolze Worte, und Vorteils halber bewundern sie Personen. [O. viell.: Unzufriedene, obwohl sie wandeln; und ihr Mund redet stolze Worte, obwohl sie. Personen bewundern]
17 ମଃତର୍‌ ଏ ଲାଡାର୍‌ମଃନ୍ ଅଃମିମଃନାର୍‌ ମାପ୍ରୁ ଜିସୁ କ୍ରିସ୍ଟର ପେରିତ୍‌ମଃନ୍‌ ହୁର୍ବେ ଜୁୟ୍‌ସଃବୁ କଃତା କୟ୍‌ଆଚ୍‌ତି ସେରି ସଃବୁ ଏତାଉଆ;
Ihr aber, Geliebte, gedenket an die von den Aposteln unseres Herrn Jesu Christi zuvor gesprochenen Worte,
18 ସେମଃନ୍ କଃନ୍‌କଃରି ତୁମିମଃନ୍‌କେ କଃଉତି ରିଲାୟ୍‌, ସେସ୍‌କାଳେ ନିଜାର୍‌ ନିଜାର୍‌ କଃରାବ୍‌ ଇଚାୟ୍‌ ଚାଲ୍‌ତା ଇସ୍ୱର୍‌ ବିରଦି ଲକ୍‌ମଃନ୍ ବାରାୟ୍‌ ତୁମିମଃନ୍‌କେ ଗେଙ୍ଗ୍ରାଉତି ।
daß sie euch sagten, daß am Ende der Zeit Spötter sein werden, die nach ihren eigenen Lüsten der Gottlosigkeit wandeln.
19 ଏ ଲକ୍‌ମଃନ୍ ଦଃଳ୍‌ ବାଗ୍‌ବାଗ୍ କଃର୍ତି । ସେମଃନ୍ ଜଃଗତାର୍‌ ମଃନ୍ କଃର୍ତି, ଆର୍‌ ସେମଃନ୍ ଇସ୍ୱରାର୍‌ ଆତ୍ମା ନୟ୍‌ଲାର୍‌ ।
Diese sind es, die sich absondern, [O. die Parteiungen machen] natürliche [O. seelische] Menschen, die den Geist nicht haben.
20 ମଃତର୍‌ ଏ ଲାଡାର୍‌ ବାୟ୍‌ବେଣିମଃନ୍, ତୁମିମଃନ୍ ଅଃହ୍‌ଣାମଃନାର୍‌ ବଃଡେ ପବିତ୍ର ବିସ୍ୱାସ୍‌ ଉହ୍ରେ ଦଃର୍ମ୍‌ ଜିବନ୍ ହର୍‌ ଗଃର୍‌ ବାନ୍ଦା, ପବିତ୍ର ଆତ୍ମାୟ୍‌ ପାର୍ତ୍‌ନା କଃରା ।
Ihr aber, Geliebte, euch selbst erbauend auf euren allerheiligsten Glauben, betend im Heiligen Geiste,
21 ଆର୍‌ ମାପ୍ରୁ ଜିସୁ କ୍ରିସ୍ଟାର୍‌ ଦଃୟାୟ୍‌ ଅଃମ୍ବର୍‌ ଜିବନ୍ ହାଉତା ହାୟ୍‌ଁ ଜାଗୁ ଜାଗୁ ଇସ୍ୱରାର୍‌ ଲାଡେ ତିର୍‌ ରିଆ । (aiōnios g166)
erhaltet euch selbst [Eig. habet euch selbst erhalten, d. h. seid in diesem Zustande] in der Liebe Gottes, indem ihr die Barmherzigkeit unseres Herrn Jesu Christi erwartet zum ewigen Leben. (aiōnios g166)
22 ଜୁୟ୍‌ ଲକ୍‌ମଃନ୍ ଅଃହ୍ରାତ୍‌ ତଃୟ୍‌ ହଃଳ୍‌ତି, ସେମଃନାର୍‌ ମଃନ୍‌ ବିତ୍ରେ ବିସ୍ୱାସ୍‌ ଦଃକାଉଆ ।
Und die einen, welche streiten, [O. zweifeln] weiset zurecht, [O. überführet]
23 ବୁଲ୍‌ତଃୟ୍‌ ହଃଳି ନାସ୍‌ ଅଃଉଁକେ ଜାତିରିଲା ଲକ୍‌ମଃନ୍‌କେ ଜୟେହୁଣି ବଚାଉଆ । ଆରେକ୍‌ କଃତେକ୍‌ ଲକାର୍‌ ହାହ୍‌ କାମେ ମାଟି କାୟ୍‌ଲା ହଃଚ୍ୟାକେ ହେଁ ଗିଣ୍ କଃରା, ମଃତର୍‌ ଡିରାର୍‌ ସଃଙ୍ଗ୍ ସେମଃନ୍‌କେ ଦଃୟା ଦଃକାଉଆ ।
die anderen aber rettet mit Furcht, sie aus dem Feuer reißend, [O. nach and. Les.: andere aber rettet, sie aus dem Feuer reißend, anderer aber erbarmet euch mit Furcht] indem ihr auch das von dem Fleische befleckte Kleid [Eig. Unterkleid, Leibrock] hasset.
24 ଜେ ତୁମିକେ ଅଦୁର୍ଲାର୍‌ ତଃୟ୍‌ହୁଣି ବଚାଉଁକ୍‌ ଆର୍‌ ଅଃହ୍‌ଣାର୍‌ ଜଃଜ୍‌ମାନାର୍‌ ମୁଏଁ ନିର୍ଦସି ଆର୍‌ ସଃର୍ଦା କଃରି ଟିଆ କଃରୁକେ ସଃକ୍ତି ଆଚେ ।
Dem aber, der euch ohne Straucheln zu bewahren und vor seiner Herrlichkeit tadellos darzustellen vermag mit Frohlocken,
25 ଅଃମିମଃନାର୍‌ ସେ ଗଟେକ୍‌ ମଃତର୍‌ ମୁକ୍ତିକଃର୍ତା ଇସ୍ୱରାର୍‌ ଜଃଜ୍‌ମାନ୍, ଉଜାଳ୍‌, ସଃକାତ୍‌ ଆର୍‌ ଅଃଦିକାର୍‌ ଅଃମାର୍‌ ମାପ୍ରୁ ଜିସୁ କ୍ରିସ୍ଟର୍‌ ଦଃୟ୍‌ ଜାର୍‌ ଆରୁମ୍‌ ନୟ୍‌ଲା କାଳେ ହୁଣି ଅଃବେ ଆର୍‌ ଜୁଗେଜୁଗେ ତାର୍‌ ଆମେନ୍‌ । (aiōn g165)
dem alleinigen Gott, unserem Heilande, durch Jesum Christum, unseren Herrn, sei Herrlichkeit, Majestät, Macht und Gewalt vor aller Zeit und jetzt und in alle Zeitalter! Amen. (aiōn g165)

< ଜିଉଦା 1 >