< ଜହନ୍ 8 >
1 ତାର୍ହଃଚେ ଜିସୁ ଜିତ୍ ଡଙ୍ଗ୍ରେ ଗଃଲା ।
[Or Jésus se rendit sur la montagne des Oliviers;
2 ତାର୍ ଆର୍କ ଦିନ୍ ସଃକାଳ୍ୟା ଜିସୁ ମନ୍ଦିର୍କେ ବାଉଳି ଆୟ୍ଲା, ଆର୍ ସେତି ସଃବୁ ଲକ୍ମଃନ୍ ରୁଣ୍ଡ୍ଲାକ୍, ସେ ବଃସି ସେମଃନ୍କେ ସିକ୍ୟା ଦେଉଁକ୍ ମୁଳ୍ୟାୟ୍ଲା ।
mais à l'aube il vint de nouveau dans le temple, et tout le peuple venait à lui, et s'étant assis il les enseignait.
3 ଆର୍ ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍ ଦାରି କାମେ ଦଃରା ହଃଳ୍ଲା ଗଟେକ୍ ମାୟ୍ଜିକେ ଦଃରି ଆଣ୍ଲାୟ୍ ଆର୍ ସଃବୁ ଲକାର୍ ମଃଜାୟ୍ ଟିଆ କଃରି ଜିସୁକେ ହଃଚାର୍ଲାୟ୍,
Les scribes et les pharisiens lui amènent une femme prise en flagrant délit d'adultère, et l'ayant placée au milieu,
4 “ଏ ଗୁରୁ, ଇ ମାୟ୍ଜି ଦାରିକାମ୍ କଃର୍ତା ବଃଳ୍ ଦଃରା ହଃଳି ଆଚେ ।
ils lui disent: « Maître, cette femme a été prise en flagrant délit d'adultère;
5 ଅଃନ୍କା ମାୟ୍ଜିମଃନ୍କେ ଟେଳା ସୁତ୍ରି ମାରୁକ୍ ମସା ଅଃମିକ୍ ବିଦି ତଃୟ୍ ଆଡର୍ ଦଃୟ୍ଆଚେ । ତଃବେ ତୁୟ୍ ଇ ବିସୟେ କାୟ୍ ବଃଲୁଲିସ୍?”
or, dans la loi, Moïse nous a ordonné de lapider ces femmes-là; toi donc que prononces-tu? »
6 ସେମଃନ୍ ଜିସୁକେ ହାନ୍ଦେ ହଃକାୟ୍ ଦଃସ୍ ଲାଦୁକ୍ ଇ କଃତା ହଃଚାରି ରିଲାୟ୍, ମଃତର୍ ଜିସୁ ମୁଆଁର୍ ହାଣି ଆଦ୍କଃରି ଆଙ୍ଗଟି ସଃଙ୍ଗ୍ ବୁୟେଁ ଲେକୁକ୍ ଦଃର୍ଲା ।
Or ils parlaient ainsi pour l'éprouver, afin de pouvoir l'accuser. Mais Jésus, s'étant baissé, écrivait avec le doigt sur la terre.
7 ସେମଃନ୍ ଜିସୁକେ ଆରେକ୍ ହଃଚାର୍ଲାକ୍, ଜିସୁ ମୁଣ୍ଡ୍ ଟେକି ସେମଃନ୍କେ କୟ୍ଲା, “ତୁମାର୍ ବିତ୍ରେ ଜେ କଃବେ କାୟ୍ ହାହ୍ ନଃକେରେ, ସେ ଆସି ତାକ୍ ହଃର୍ତୁ ଟେଳା ମାର ।”
Mais comme ils persistaient à l'interroger, s'étant relevé il leur dit: « Que celui de vous qui est sans péché lui jette le premier la pierre. »
8 ଇରି କୟ୍ ଜିସୁ ଆରେକ୍ ଗଟ୍ତର୍ ମୁଆଁର୍ ହାଣି ଆଦ୍କଃରି ବୁୟେଁ ଲେକୁକ୍ ଦଃର୍ଲା ।
Et s'étant baissé de nouveau il écrivait avec le doigt sur la terre.
9 ଜିସୁର୍ କଃତା ସୁଣି ସେମଃନ୍ ବଃଡ୍ ତଃୟ୍ହୁଣି ଆରୁମ୍ କଃରି ସାନ୍ ହଃତେକ୍ ଗଟେକ୍ ହଃଚେ ଗଟେକ୍ କଃରି ସଃବୁ ହଃଳାୟ୍ଲାୟ୍ । ଆରେକ୍ ଜିସୁ ଆର୍ ସେ ମାୟ୍ଜି ହଃକା ସେତି ଟିଆ ଅୟ୍ରିଲାୟ୍ ।
Mais eux, l'ayant entendu, et étant repris par leur conscience, ils sortirent l'un après l'autre, à commencer par les anciens jusques aux derniers, et Jésus fut laissé seul avec la femme qui était au milieu.
10 ଆରେକ୍ ଜିସୁ ମୁଣ୍ଡ୍ ଟେକି ମାୟ୍ଜିକେ ହଃଚାର୍ଲା, “ସେମଃନ୍ କଃୟ୍? ତକ୍ ଦସି କଃରି ଡଃଣ୍ଡ୍ ଦେଉଁକ୍ କାୟ୍ ଗଟେକ୍ ଲକ୍ହେଁ ନଃରିଲାୟ୍?”
Or Jésus s'étant relevé et n'ayant vu personne que la femme lui dit: « Femme, où sont-ils ces gens qui se sont faits tes accusateurs? Personne ne t'a-t-il condamnée? »
11 ସେ କୟ୍ଲି, “ନାୟ୍ ମାପ୍ରୁ, କେ ହେଁ ନାୟ୍ ।” ସେତାକ୍ ଜିସୁ କୟ୍ଲା, “ମୁୟ୍ ହେଁ ତକ୍ ଦସି ବଃଲି ନଃକୟ୍ଁ । ଜାଆ, ମଃତର୍ ଆରେକ୍ ହାହ୍ କଃର୍ ନାୟ୍ ।”
Or elle dit: « Personne, Seigneur. » Et Jésus lui dit: « Moi non plus je ne te condamne pas, va, et ne pèche plus. » ]
12 ଜିସୁ ଆରେକ୍ ଲକ୍ମଃନ୍କେ କୟ୍ଲା, “ମୁୟ୍ ଜଃଗତାର୍ ଉଜାଳ୍, ଜେ ମର୍ ହଃଚେ ହଃଚେ ଆସେଦ୍, ସେ ଜିବନାର୍ ଉଜାଳ୍ ହାୟ୍ଦ୍, ଆର୍ ସେ କଃବେ ହେଁ ଅଃନ୍ଦାରେ ନିଣ୍ଡେ ।”
Jésus s'adressa donc derechef à eux en disant: « Je suis la lumière du monde, celui qui me suit ne marchera certainement point dans les ténèbres, mais il possédera la lumière de la vie. »
13 ସେତାକ୍ ପାରୁସିମଃନ୍ ତାକ୍ କୟ୍ଲାୟ୍, “ଅଃବେ ତୁୟ୍ ନିଜେ ନିଜାର୍ ବିସୟେ ସାକି ଦେଉଁଲିସ୍, ସେତାକ୍ ତର୍ ସାକି ସଃତ୍ ନାୟ୍ ।”
Les pharisiens lui dirent donc: « Tu portes témoignage en ta faveur; ton témoignage n'est pas véridique. »
14 ଜିସୁ ସେମଃନ୍କେ କୟ୍ଲା, “ନାୟ୍, ମୁୟ୍ ନିଜାର୍ ଗିନେ ସାକି ଦିଲେକ୍ ହେଁ, ମୁୟ୍ ଜାୟ୍ରି କଃଉଁଲେ ସେରି ସଃତ୍, କାୟ୍ତାକ୍ବଃଲେକ୍ ମୁୟ୍ କୁୟ୍ତି ହୁଣି ଆସି ଆଚି ଆର୍ କୁୟ୍ତି ଜଃଉଁଲେ, ସେରି ମୁୟ୍ ଜାଣି ଆଚି, ମଃତର୍ ମୁୟ୍ କୁୟ୍ତି ହୁଣି ଆସି ଆଚି ଆର୍ କୁୟ୍ତି ଜଃଉଁଲେ, ତୁମି ସେରି ନଃଜାଣାସ୍ ।
Jésus leur répliqua: « Lors même que je porte témoignage en ma faveur, mon témoignage est véridique, parce que je sais d'où je suis venu et où je vais, mais vous, vous ne savez d'où je viens et où je vais.
15 ତୁମିମଃନ୍ ମାନାୟ୍ ଇସାବେ ବିଚାର୍ କଃରାସ୍, ମଃତର୍ ମୁୟ୍ କାର୍ ବିଚାର୍ ନଃକେରି ।
Pour vous, vous jugez selon la chair, pour moi je ne juge personne;
16 ମଃତର୍ ମୁୟ୍ ଜଦି ବିଚାର୍ କଃରିନ୍ଦ୍, ତଃବେ ହେଁ ମର୍ ବିଚାର୍ ସଃତ୍ୟା, ବଃଲେକ୍ ମୁୟ୍ ଏକ୍ଲା ଇ କାମ୍ ନଃକେରି, ମଃତର୍ ମକ୍ ହଃଟାୟ୍ଲା ଉବା ମର୍ ସଃଙ୍ଗ୍ ଆଚେ ।
mais d'ailleurs si je juge, mon jugement est véritable, parce que je ne suis pas seul, mais qu'avec moi est aussi le Père qui m'a envoyé.
17 ତୁମାର୍ ବିଦି ସାସ୍ତରେ ଲେକା ଆଚେ, ‘ଦୁୟ୍ ଲକାର୍ ସାକି ସଃମାନ୍ ଅୟ୍ଲେକ୍, ସେମଃନ୍ ଜାୟ୍ରି କଃଉଁଲାୟ୍ ସେରି ସଃତ୍ ।’
Et en outre dans votre loi il est écrit que le témoignage de deux hommes est véridique;
18 ମୁୟ୍ ନିଜାର୍ ଗିନେ ସାକି ଦେଉଁଲେ, ଆର୍ ମକ୍ ହଃଟାୟ୍ଲା ଉବା ହେଁ ମର୍ ଗିନେ ସାକି ଦେଉଁଲା ।”
c'est moi qui porte témoignage en ma faveur, et le Père qui m'a envoyé porte aussi témoignage en ma faveur. »
19 ସେତାକ୍ ସେମଃନ୍ ଜିସୁକେ ହଃଚାର୍ଲାୟ୍, “ତର୍ ଉବାଦି କଃୟ୍?” ଜିସୁ କୟ୍ଲା, “ତୁମିମଃନ୍ ମକ୍ କି ମର୍ ଉବାକ୍ ନଃଜାଣାସ୍, ମକେ ଜାଣ୍ଲେକ୍ ମର୍ ଉବାକ୍ ଜାଣ୍ଲାସ୍ ହୁଣି ।”
Ils lui disaient donc: « Où est ton Père? » Jésus répliqua: « Vous ne connaissez ni moi, ni mon Père; si vous me connaissiez, vous connaîtriez aussi mon Père. »
20 ଜିସୁ ମନ୍ଦିର୍ ବିତ୍ରେ ସିକ୍ୟା ଦେତାବଃଳ୍ ବଃଣ୍ଡାର୍ ବଃକ୍ରା ଚଃମେ ଇ ସଃବୁ କଃତା କୟ୍ ସିକ୍ୟା ଦେତିରିଲା, ମଃତର୍ ଜିସୁର୍ ବେଳ୍ ଆସି ନଃରିଲାକ୍ କେ ତାକ୍ ବାନ୍ଦୁକେ ନଃହାର୍ଲାୟ୍ ।
Il prononça ces paroles près du trésor, pendant qu'il enseignait dans le temple; et personne ne le saisit, parce que son heure n'était pas encore venue.
21 ଜିସୁ ଆରେକ୍ ସେମଃନ୍କେ କୟ୍ଲା, “ମୁୟ୍ ଜଃଉଁଲେ, ଆର୍ ତୁମିମଃନ୍ ମକ୍ ଲଳାସ୍, ମଃତର୍ ତୁମିମଃନ୍ ନିଜାର୍ ନିଜାର୍ ହାହେ ମଃରାସ୍ । ମୁୟ୍ ଜୁୟ୍ତି ଜଃଉଁଲେ, ସେତି ତୁମିମଃନ୍ ଜଃଉଁ ନାହାରାସ୍ ।”
Il leur dit donc derechef: « Je m'en vais, et vous me chercherez, et vous mourrez dans votre péché; là où moi je vais, vous, vous ne pouvez venir. »
22 ସେତାକ୍ ଜିଉଦି ବଃଡ୍ ଲକ୍ମଃନ୍ କଃଉଆକଇ ଅଃଉଁକେ ଦଃର୍ଲାୟ୍, “ସେ କଃଉଁଲା, ‘ସେ ଜୁୟ୍ତି ଜାୟ୍ଦ୍, ସେତି ଅଃମିମଃନ୍ ଜଃଉଁ ନଃହାରୁ,’ ସେ କାୟ୍ ଉଚ୍କି ଅୟ୍ ମଃରୁକ୍ ଜଃଉଁଲା?”
Les Juifs disaient donc: « Est-ce qu'il se tuera, qu'il dit: Là où moi je vais, vous, vous ne pouvez venir? »
23 ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ଇ ଜଃଗତେ ହୁଣି ଜାତ୍, ମଃତର୍ ମୁୟ୍ ସଃର୍ଗେ ହୁଣି ଆୟ୍ଲେ ଆଚି । ତୁମିମଃନ୍ ଇ ଜଃଗତାର୍, ମଃତର୍ ମୁୟ୍ ଇ ଜଃଗତାର୍ ନାୟ୍ ।
Et il leur disait: « Pour vous, vous êtes d'en bas, mais je suis d'en haut; vous, vous êtes de ce monde, moi, je ne suis pas de ce monde.
24 ସେତାକ୍ ମୁୟ୍ କଃଉଁଲେ, ତୁମିମଃନ୍ ନିଜାର୍ ନିଜାର୍ ହାହେ ମଃରାସ୍ । ମୁୟ୍ ଇରି ତୁମିକେ କୟ୍ଲେ, ବଃଲେକ୍ ମୁୟ୍ ଜେ, ମୁୟ୍ ସେ ମାନାୟ୍, ଇରି ତୁମିମଃନ୍ ବିସ୍ୱାସ୍ ନଃକେଲେକ୍, ନିଜାର୍ ନିଜାର୍ ହାହେ ମଃରାସ୍ ।”
Je vous ai donc dit que vous mourrez dans vos péchés; car si vous ne croyez pas que c'est moi qui le suis, vous mourrez dans vos péchés. »
25 ସେତାକ୍ ସେମଃନ୍ ତାକ୍ ହଃଚାର୍ଲାୟ୍, “ତୁୟ୍ କେ?” ଜିସୁ ସେମଃନ୍କେ କୟ୍ଲା, “ସେ କଃତା ମୁୟ୍ ଆରୁମେ ହୁଣି କୟ୍ ଆସୁଲେ ।
Ils lui disaient donc: « Toi, qui es-tu? » Jésus leur dit: « Cela même dont je vous parle dès le commencement.
26 ତୁମିମଃନାର୍ କଃତା କଃଉଁକେ ଆର୍ ତୁମିମଃନ୍କେ ବିଚାର୍ କଃରୁକେ ମର୍ ଗାଦେକ୍ କଃତା ଆଚେ । ମଃତର୍ ମକେ ଜେ ହଃଟାୟ୍ଲା ଆଚେ, ସେ ସଃତ୍, ତାର୍ ତଃୟ୍ହୁଣି ଜାୟ୍ରି ସୁଣି ଆଚି, ସେରି ଜଃଗତ୍କେ ଜାଣାଉଁଲେ ।”
J'ai beaucoup à dire et à juger à votre égard, mais Celui qui m'a envoyé est véridique, et quant à moi, ce que j'ai entendu de Lui, c'est ce dont je parle dans le monde. »
27 ଜିସୁ ତାର୍ ଉବାସିର୍ କଃତା କଃଉଁଲା, ଇରି ସେମଃନ୍ ବୁଜୁ ନଃହାୟ୍ଲାୟ୍ ।
Ils ne comprirent pas qu'il leur parlait du Père.
28 ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ଜଃଡେବଃଳ୍ ତୁମିମଃନ୍ ନଃରାର୍ ହୟ୍ସିକ୍ ଉହ୍ରେ ଉଟା ଅୟ୍ଦ୍, ସଃଡେବଃଳ୍ ମୁୟ୍ ଜେ, ମୁୟ୍ ସେ ମାନାୟ୍; ଆର୍ ମୁୟ୍ ନିଜାର୍ ଅଃଦିକାରେ କାୟ୍ରି ହେଁ ନଃକେରି, ମଃତର୍ ଉବା ମକ୍ ଜଃନ୍କଃରି ସିକ୍ୟା ଦଃୟ୍ଆଚେ, ସେନ୍କଃରି ଇସଃବୁ କଃତା ଜେ କଃଉଁଲେ, ଇରି ତୁମିମଃନ୍ ବୁଜୁ ହାରାସ୍ ।
Jésus dit donc: « Quand vous aurez élevé le fils de l'homme, alors vous connaîtrez que c'est moi qui le suis, et que je ne fais rien de mon chef, mais que je parle comme mon Père m'a enseigné,
29 ଜେ ମକ୍ ହଃଟାୟ୍ ଆଚେ, ସେ ମର୍ ସଃଙ୍ଗ୍ ଆଚେ, ସେ ମକ୍ ଏକ୍ଲାକେ କଃବେ ନଃଚାଡେ, କାୟ୍ତାକ୍ବଃଲେକ୍ ତାର୍ ଜାୟ୍ରି ମଃନ୍, ମୁୟ୍ ସେରି କଃରୁଲେ ।”
et que Celui qui m'a envoyé est avec moi; Il ne m'a pas laissé seul, parce que je fais toujours ce qui Lui plaît. »
30 ଜିସୁର୍ ଇ କଃତା ସଃବୁ ସୁଣି ଗାଦେକ୍ ଲକ୍ ତାର୍ ତଃୟ୍ ବିସ୍ୱାସ୍ କଃଲାୟ୍ ।
Pendant qu'il parlait ainsi, plusieurs crurent en lui.
31 ବଃଲେକ୍ ତାକ୍ ବିସ୍ୱାସ୍ କଃର୍ତା ଜିଉଦିମଃନ୍କେ ଜିସୁ କୟ୍ଲା, “ଜଦି ମର୍ କଃତା ମାନି ତିର୍ ଅୟ୍ରିଆସ୍, ତଃବେ ତୁମି ନିଜ୍କଃରି ମର୍ ଚେଲା ଅଃଉଆସ୍ ।
Jésus disait donc aux Juifs qui avaient cru en lui: « Si vous demeurez dans ma parole, vous êtes vraiment mes disciples,
32 ତୁମିମଃନ୍ ସଃତ୍ ଜାଣାସ୍, ଆର୍ ସେ ସଃତ୍ ତୁମିମଃନ୍କେ ମୁକ୍ଳାୟ୍ଦ୍ ।”
et vous connaîtrez la vérité, et la vérité vous rendra libres. »
33 ଜିଉଦିମଃନ୍ କୟ୍ଲାୟ୍, “ଅଃମି ଅବ୍ରାହାମାର୍ ବଃଉଁସ୍, ଅଃମି କଃବେ କାର୍ ଗତିଦଃଙ୍ଗ୍ଳା ଅୟ୍ ସେବା ନଃକେରୁ, ତଃବେ ତୁମିମଃନ୍ ମୁକ୍ଳାସ୍ ବଃଲି କଃନ୍କଃରି କଃଉଁଲିସ୍? ଇ କଃତାର୍ ଅଃର୍ତ୍ କାୟ୍ରି?”
Ils lui répliquèrent: « Nous sommes la postérité d'Abraham, et jamais nous ne fûmes esclaves de personne; comment peux-tu dire: vous deviendrez libres? »
34 ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ସଃତ୍ କଃଉଁଲେ, ଜୁୟ୍ ଲକ୍ମଃନ୍ ହାହ୍ କଃର୍ତି, ସେ ହାହାର୍ ଗତିଦଃଙ୍ଗ୍ଳା ।
Jésus leur répliqua: « En vérité, en vérité je vous déclare que quiconque pratique le péché est esclave du péché;
35 ଗତିଦଃଙ୍ଗ୍ଳା ସଃବୁବଃଳ୍ ଗଃର୍ କୁଟୁମାର୍ ଲକ୍ ଅୟ୍ ନଃରେୟ୍, ମଃତର୍ ହଅ ସଃବୁ ଦିନ୍ ଗଃରାର୍ ଲକ୍ ଅୟ୍ ରଃୟ୍ଦ୍ । (aiōn )
or l'esclave ne demeure pas éternellement dans la famille; le fils y demeure éternellement; (aiōn )
36 ବଃଲେକ୍ ହଅ ଜଦି ତୁମିମଃନ୍କେ ମୁକ୍ଳାୟ୍ଦ୍, ତଃବେ ତୁମିମଃନ୍ ନିଜ୍କଃରି ମୁକ୍ଳାସ୍ ।
si donc le fils vous délivre, vous serez réellement libres.
37 ତୁମିମଃନ୍ ଅବ୍ରାହାମାର୍ ବଃଉଁସ୍ ଇରି ମୁୟ୍ ଜାଣି ଆଚି । ଅୟ୍ଲେକ୍ ହେଁ ତୁମିମଃନ୍ ମକେ ମାରୁକ୍ ମଃନ୍ ହାଚୁଲାସ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ମର୍ ସିକ୍ୟା ସୁଣି ମାନୁକ୍ ମଃନ୍ ନଃକେରୁଲାସ୍ ।
Je sais que vous êtes la postérité d'Abraham, mais vous cherchez à me faire mourir, parce que ma parole ne trouve pas accès parmi vous.
38 ମର୍ ଉବାର୍ ଟାଣେ ଜାୟ୍ ଜାୟ୍ରି ଦଃକି ଆଚି, ସେରି ସଃବୁ କଃଉଁଲେ । ମଃତର୍ ତୁମାର୍ ଉବାଦି କୟ୍ଲା ହର୍ ତୁମିମଃନ୍ କାମ୍ କଃରୁଲାସ୍ ।”
Pour moi, je parle de ce que j'ai vu auprès de mon Père; vous donc aussi, vous faites ce que vous avez appris de votre père. »
39 ସେମଃନ୍ ତାକ୍ କୟ୍ଲାୟ୍, “ଅଃମାର୍ ଉବା ଅବ୍ରାହାମ୍ ।” ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ଜଦି ନିଜ୍କଃରି ଅବ୍ରାହାମାର୍ ହୟ୍ସି ଅୟ୍ରିଲାସ୍ ହୁଣି, ତଃବେ ଅବ୍ରାହାମ୍ କଃଲା କାମ୍ ସଃବୁ କଃଲାସ୍ ହୁଣି ।
Ils lui répliquèrent: « Notre père est Abraham. » Jésus leur dit: « Si vous étiez enfants d'Abraham, vous feriez les œuvres d'Abraham;
40 ଇସ୍ୱର୍ ତଃୟ୍ହୁଣି ସୁଣ୍ଲା ସଃତ୍କେ ଚାଡି, ମୁୟ୍ ଆରେକ୍ କାୟ୍ରି ନଃକୟ୍ଁ, ଅୟ୍ଲେକ୍ ହେଁ ତୁମିମଃନ୍ ମକେ ମଃର୍ନେ ମାରୁକ୍ ଚେସ୍ଟା କଃରୁଲାସ୍, ଅବ୍ରାହାମ୍ ଇବାନ୍ୟା କାମ୍ କଃରି ନଃରିଲା ।
mais maintenant vous cherchez à me faire mourir, moi, un homme qui vous ai annoncé la vérité que j'ai entendue de Dieu; c'est ce que n'a point fait Abraham;
41 ତୁମିମଃନ୍ ତୁମାର୍ ଉବାଦିର୍ କାମ୍ କଃରୁଲାସ୍ ।” ସେମଃନ୍ ତାକ୍ କୟ୍ଲାୟ୍, “ଅଃମିମଃନ୍ ଦାରି ମାୟ୍ଜିର୍ ହିଲା ନାୟ୍; ଇସ୍ୱର୍ ହଃକା ଅଃମାର୍ ଉବା, ଆର୍ ଅଃମିମଃନ୍ ସଃତ୍କଃରି ତାର୍ ହଅ ।”
vous faites les œuvres de votre père. » Ils lui dirent: « Nous ne sommes point nés d'un commerce impudique, nous n'avons qu'un seul et unique père, qui est Dieu. »
42 ଜିସୁ ସେମଃନ୍କେ କୟ୍ଲା, “ଇସ୍ୱର୍ ଜଦି ନିଜ୍କଃରି ତୁମାର୍ ଉବାଦି ଅୟ୍ରିଲେକ୍ ତୁମିମଃନ୍ ମକ୍ ଲାଡ୍ କଃଲାସ୍ ହୁଣି, ବଃଲେକ୍ ମୁୟ୍ ଇସ୍ୱର୍ ତଃୟ୍ହୁଣି ଆସି ଅଃବେ ଇତି ଆଚି, ମୁୟ୍ ମର୍ ଅଃଦିକାରେ ନାସି, ମଃତର୍ ଇସ୍ୱର୍ ମକେ ହଃଟାୟ୍ ଆଚେ ।
Jésus leur dit: « Si Dieu était votre père, vous m'aimeriez; en effet je suis issu de Dieu et je viens de Lui, car je ne suis point venu de mon chef, mais c'est Lui qui m'a envoyé.
43 ମୁୟ୍ ଜାୟ୍ରି କଃଉଁଲେ, ତୁମିମଃନ୍ କାୟ୍ତାକ୍ ବୁଜୁ ନଃହାରୁଲାସ୍? କାୟ୍ତାକ୍ବଃଲେକ୍ ତୁମିମଃନ୍ ମର୍ ସିକ୍ୟା ସୁଣି ସଃମ୍ବାଳୁ ନଃହାରୁଲାସ୍ ।
Pourquoi ne comprenez-vous pas mon langage? Parce que vous ne pouvez écouter ma parole;
44 ତୁମାର୍ ଉବାଦି ସୟ୍ତାନ୍, ତାର୍ ଇଚା ହଃର୍କାରେ ତାର୍ କାମ୍ କଃରୁକେ ତୁମାର୍ ମଃନ୍; ରାଜି ଉବୁଜ୍ଲା ଦିନ୍ ହୁଣି ସେ ନଃର୍ ମାରୁ ରିଲା, ଆର୍ ସେ କଃବେ ସଃତ୍ ବାଟ୍ୟା ନଃରେୟ୍, କାୟ୍ତାକ୍ବଃଲେକ୍ ତାର୍ ତଃୟ୍ ସଃତ୍ ନାୟ୍, ଜଃଡେବଃଳ୍ ସେ ମିଚ୍ କୟ୍ଦ୍, ସଃଡେବଃଳ୍ ସେ ନିଜାର୍ ତଃୟ୍ହୁଣି କୟ୍ଦ୍ । କାୟ୍ତାକ୍ବଃଲେକ୍ ସେ ମିଚ୍ ଆର୍ ସେ ସଃବୁ ମିଚୁଆମଃନାର୍ ଉବାସି ।
pour vous, vous êtes issus du père qui est le diable, et vous voulez accomplir les désirs de votre père; il a été homicide dès le commencement, et il ne se tient pas dans la vérité, parce qu'il n'y a pas de vérité en lui; lorsqu'il profère le mensonge, il parle de son propre fonds, car il est menteur et en est le père.
45 ମଃତର୍ ମୁୟ୍ ସଃତ୍ କଃଉଁଲାକ୍ ତୁମିମଃନ୍ ମକ୍ ବିସ୍ୱାସ୍ ନଃକେରୁଲାସ୍ ।
Mais moi, parce que je vous dis la vérité, vous ne me croyez pas.
46 ମୁୟ୍ ହାହି ବଃଲି ତୁମାର୍ ବିତ୍ରେ କେ ମକ୍ ହଃର୍ମାଣ୍ ଦେଉଁ ହାରେ? ମୁୟ୍ ଜଦି ସଃତ୍ କୟ୍ଦ୍ ତୁମିମଃନ୍ କାୟ୍ତାକ୍ ମକ୍ ବିସ୍ୱାସ୍ ନଃକେରୁଲାସ୍?
Qui d'entre vous me convainc de péché? Si je dis la vérité, pourquoi ne me croyez-vous pas?
47 ଜେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ସେ ଇସ୍ୱରାର୍ କଃତା ସୁଣେଦ୍, ତୁମିମଃନ୍ ଇସ୍ୱର୍ ତଃୟ୍ହୁଣି ଜଃଲମ୍ ନଃଉଁଆସ୍, ସେତାକ୍ ମର୍ କଃତା ନଃସୁଣୁଲାସ୍ ।”
Celui qui est issu de Dieu écoute les paroles de Dieu; vous, vous ne les écoutez pas, parce que vous n'êtes pas issus de Dieu. »
48 ଜିଉଦିମଃନ୍ ଜିସୁକେ କୟ୍ଲାୟ୍, “ତୁୟ୍ ଗଟେକ୍ ସମିରଣିୟ, ଆର୍ ତକ୍ ଜେ ବୁତ୍ ଡଃସି ଆଚେ, ଇରି କାୟ୍ ଅଃମିମଃନ୍ ଟିକ୍ ନଃକଉଁଲୁ?”
Les Juifs lui répliquèrent: « N'avons-nous pas raison de dire que tu es un Samaritain, et que tu as un démon? »
49 ଜିସୁ ସେମଃନ୍କେ କୟ୍ଲା, “ନାୟ୍, ମକ୍ ବୁତ୍ ନଃଡେସେ, ମଃତର୍ ମୁୟ୍ ମର୍ ଉବାକ୍ ମାନ୍ତି କଃରୁଲେ, ମଃତର୍ ତୁମିମଃନ୍ ମକ୍ ନଃମାନୁଲାସ୍ ।
Jésus répliqua: « Pour moi, je n'ai pas de démon, mais j'honore mon Père, et vous, vous me déshonorez;
50 ମଃତର୍ ମୁୟ୍ ନିଜେ ନିଜ୍କେ ଜଃଜ୍ମାନ୍ କଃରୁକେ ମଃନ୍ ନଃକେରି, ମଃତର୍ ଇ କଃତା ମର୍ ଗିନେ ଆରେକ୍ ଗଟ୍ଲକ୍ ମଃନ୍ କଃରୁଲା, ଆର୍ ସେ ମର୍ ହାକ୍ ଅୟ୍ ବିଚାର୍ କଃରେଦ୍ ।
mais je ne recherche pas ma propre gloire; il y en a Un qui la recherche et qui juge.
51 ମୁୟ୍ ସଃତ୍ କଃଉଁଲେ, ଜେ ମର୍ ସିକ୍ୟା ମାନେଦ୍, ସେ କଃବେ ହେଁ ମଃର୍ନ୍ ନଃଦେକେ ।” (aiōn )
En vérité, en vérité je vous déclare que si quelqu'un a observé ma parole, il ne verra certainement jamais la mort. » (aiōn )
52 ଜିଉଦିମଃନ୍ ତାକ୍ କୟ୍ଲାୟ୍, “ଅଃବେ ଅଃମିମଃନ୍ ଟିକ୍ ଜାଣ୍ଲୁ ଜେ, ସଃତ୍କଃରି ତକ୍ ବୁତ୍ ଡଃସି ଆଚେ । ଅବ୍ରାହାମ୍ ଆର୍ ବାବ୍ବାଦିମଃନ୍ ସଃବୁ ମଃଲାୟ୍ ଆର୍ ତୁୟ୍ କଃଉଁଲିସ୍, ଜେ ତର୍ ସିକ୍ୟା ମାନେଦ୍ ସେ କଃବେ ହେଁ ମଃର୍ନାର୍ ଗଃନ୍ଦ୍ ନାହାୟ୍ । (aiōn )
Les Juifs lui dirent: « Maintenant nous reconnaissons que tu as un démon; Abraham est mort ainsi que les prophètes, et toi tu dis: Si quelqu'un a observé ma parole, il ne verra certainement jamais la mort. (aiōn )
53 ତୁୟ୍ କାୟ୍ ଅଃମାର୍ ଉବା ଅବ୍ରାହାମ୍ ହୁଣି ବଃଡ୍? ସେ ତ ମଃରି ଆଚେ, ବାବ୍ବାଦିମଃନ୍ ହେଁ ମଃଲାୟ୍ ଆଚ୍ତି, ତୁୟ୍ ନିଜ୍କେ କାୟ୍ ବଃଲି ମଃନେ କଃରୁଲିସ୍?”
Est-ce que tu es plus grand que notre père Abraham, lequel est pourtant mort? Les prophètes aussi sont morts. Qui prétends-tu être? »
54 ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ଜଦି ନିଜ୍କେ ଜଃଜ୍ମାନ୍ କଃରୁଲେ, ତଃବେ ମର୍ ଜଃଜ୍ମାନାର୍ କାୟ୍ ମଲ୍ ନାୟ୍, ଜେ ମର୍ ଜଃଜ୍ମାନ୍ କଃରୁଲା, ସେ ମର୍ ଉବା, ଜାକେ ତୁମିମଃନ୍ ତୁମାର୍ ଇସ୍ୱର୍ ବଃଲି କଃଉଁଲାସ୍ ।
Jésus répliqua: « Si c'est moi qui me glorifie moi-même, ma gloire n'est rien; c'est mon Père qui me glorifie, Lui que vous dites être votre Dieu,
55 ତୁମିମଃନ୍ କଃବେ ତାକ୍ ନଃଜାଣାସ୍, ମଃତର୍ ମୁୟ୍ ତାକ୍ ଜାଣି, ତାକ୍ ମୁୟ୍ ନଃଜାଣି ବଃଲି ଜଦି କୟ୍ଦ୍, ତଃବେ ତୁମାର୍ ହର୍ ମୁୟ୍ ହେଁ ଗଟେକ୍ ମିଚୁଆ ଅୟ୍ନ୍ଦ୍ । ମଃତର୍ ମୁୟ୍ ନିଜ୍କଃରି ତାକ୍ ଜାଣି ଆର୍ ତାର୍ କଃତା ମାନୁଲେ ।
et cependant vous ne Le connaissez pas, mais moi je Le connais; et si je disais que je ne Le connais pas, je serais un menteur comme vous, mais je Le connais et j'observe Sa parole.
56 ତୁମିମଃନାର୍ ଉବାଦି ଅବ୍ରାହାମ୍ ମର୍ ଆସ୍ତା ଦିନ୍ ଦଃକିନ୍ଦ୍ ବଃଲି ଆସା କଃରି ବଃଡେ ସଃର୍ଦା ଅୟ୍ରିଲା । ସଃତ୍କଃରି ସେ ମକ୍ ଦଃକି ବଃଡେ ସଃର୍ଦା ଅୟ୍ରିଲା ।”
Abraham votre père a tressailli de joie de ce qu'il verrait ma journée, et il l'a vue, et il s'est réjoui. »
57 ସେତାକ୍ ଜିଉଦିମଃନ୍ ଜିସୁକେ କୟ୍ଲାୟ୍, “ତକ୍ ତ ଦୁୟ୍କଳି ଦଃସ୍ ବଃର୍ସ୍ ହେଁ ନାୟ୍, ତୁୟ୍ କାୟ୍ ଅବ୍ରାହାମ୍କେ ଦଃକି ଆଚ୍ସି?”
Les Juifs lui dirent donc: « Tu n'as pas encore cinquante ans, et tu as vu Abraham! »
58 ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ସଃତ୍ କଃଉଁଲେ, ଅବ୍ରାହାମାର୍ ଜଃଲମ୍ ହୁର୍ବେ ମୁୟ୍ ଆଚି ।”
Jésus leur dit: « En vérité, en vérité je vous le déclare, avant qu'Abraham existât, je suis. »
59 ସେତାକ୍ ଇରି ସୁଣି ସେମଃନ୍ ଜିସୁକେ ମାରୁକ୍ ଟେଳା ବେଟ୍ଲାୟ୍, ମଃତର୍ ଜିସୁ ସଃବୁ ଲକାର୍ ତଃୟ୍ହୁଣି ହିଟ୍କିକଃରି ମନ୍ଦିରେ ହୁଣି ବାରାୟ୍ ଗଃଲା ।
Ils prirent donc des pierres pour les lui jeter; Jésus se cacha et sortit du temple.