< ଜହନ୍ 5 >
1 ଇତାର୍ ହଃଚେ ଜିଉଦିମଃନାର୍ ଗଟ୍ ହଃର୍ବ ଆୟ୍ଲି, ଆର୍ ଜିସୁ ଜିରୁସାଲମେ ଗଃଲା ।
Post hæc erat dies festus Iudæorum, et ascendit Iesus Ierosolymam.
2 ଜିରୁସାଲମାର୍ ମେଣ୍ଡା ଦୁଆର୍ ଲଃଗେ ସେତି ଗଟ୍ ହାଣିବଃନ୍ଦ୍ ଆଚେ । ଏବ୍ରି ବାସାୟ୍ ତାକ୍ ବେତ୍ସଃୟ୍ଦା ବଃଲି କଃଉତି, ତାର୍ ହାଁଚ୍ଗଟ୍ ହିଣ୍ଡା ଆଚେ ।
Est autem Ierosolymis Probatica piscina, quæ cognominatur Hebraice Bethsaida, quinque porticus habens.
3 ସେ ହିଣ୍ଡା ଉହ୍ରେ ଗାଦେକ୍ ରଗେ ହଃଳ୍ଲା ଲକ୍ମଃନ୍, କାଣା, ଚଟା, ଗଃଗାଳ୍ ସୁକ୍ଲା ଲକ୍ମଃନ୍ ରେତିରିଲାୟ୍ । ସେମଃନ୍ ହାଣି ଜୁଲୁକ୍ତାର୍ ଜାଗି ରେତିରିଲାୟ୍ ।
In his iacebat multitudo magna languentium, cæcorum, claudorum, aridorum expectantium aquæ motum.
4 ବଃଲେକ୍ କଃଡେକଃଡେ ବଃଳ୍ ମାପ୍ରୁର୍ ଦୁତ୍ ହାଣିବଃନ୍ଦେ ଉତ୍ରି ହାଣି ଜୁଲ୍କାଉତି ରିଲା, ଆର୍ ହାଣି ଜୁଲୁକ୍ଲା ହଃଚେ ଜେ ଆଗ୍ତୁ ସେତି ବୁଡ୍ତି ରିଲା, ସେ ଜୁୟ୍ ରଗେ ହଃଳି ରିଲେକ୍ ହେଁ ଉଜ୍ ଅଃଉତି ରିଲା ।
Angelus autem Domini descendebat secundum tempus in piscinam: et movebatur aqua. Et qui prior descendisset in piscinam post motionem aquæ, sanus fiebat a quacumque detinebatur infirmitate.
5 ସେତି ଦୁୟ୍କଳି ଅଃଟ୍ର ବଃର୍ସ୍ ଦଃରି ଗଟେକ୍ ମଃଳୁ ହଃଳ୍ଲା ଲକ୍ ରିଲା ।
Erat autem quidam homo ibi triginta et octo annos habens in infirmitate sua.
6 ଜିସୁ ତାକେ ସେତି ରିଲାର୍ ଦଃକି, ବୁତେକ୍ ବଃର୍ସ୍ ହୁଣି ରଗେ ହଃଳି ଆଚେ ବଃଲି ଜାଣି ତାକ୍ ହଃଚାର୍ଲା, “ତୁୟ୍ କାୟ୍ ଉଜ୍ ଅଃଉଁକେ ମଃନ୍ କଃରୁଲିସ୍?”
Hunc autem cum vidisset Iesus iacentem, et cognovisset quia iam multum tempus haberet, dicit ei: Vis sanus fieri?
7 ସେ ରଗି ଜିସୁକେ କୟ୍ଲା, “ଏ ମାପ୍ରୁ, ହାଣି ଦଃମ୍କ୍ଲା ବଃଳ୍ ମକ୍ ବଃନ୍ଦ୍ ବିତ୍ରେ ଟେକି ନେଉଁକ୍ ମର୍ କେ ହେଁ ନାୟ୍; ଆର୍ ମୁୟ୍ ଜଃଉଁ ଜଃଉଁ ବିନ୍ ଲକ୍ ମର୍ ଆଗ୍ତୁ ହାଣାୟ୍ ଜାୟ୍ ବୁଡୁଲା ।”
Respondit ei languidus: Domine, hominem non habeo, ut cum turbata fuerit aqua, mittat me in piscinam: dum venio enim ego, alius ante me descendit.
8 ଜିସୁ ତାକ୍ କୟ୍ଲା, “ଉଟ୍, ତର୍ ଟାଟି ଦଃରି ଇଣ୍ଡ୍ ।”
Dicit ei Iesus: Surge, tolle grabatum tuum, et ambula:
9 ସେଦାହ୍ରେ ସେ ରଗି ଉଜ୍ ଅୟ୍ଲା ଆର୍ ତାର୍ କଃଟ୍ ଦଃରି ଇଣ୍ଡୁକ୍ ଦଃର୍ଲା । ସେଦିନ୍ ବିସାଉଁଣି ବାର୍ ରିଲି ।
Et statim sanus factus est homo ille: et sustulit grabatum suum, et ambulabat. Erat autem sabbatum in die illo.
10 ସେତାକ୍ ଜିଉଦି ମୁଳିକାମଃନ୍ ଉଜ୍ ଅୟ୍ରିଲା ଲକେ କାଉଁକେ ଦଃର୍ଲାୟ୍, “ଆଜି ବିସାଉଁଣିବାର୍, ତର୍ ଟାଟି ଉଟାୟ୍ ନେତାର୍ ବିଦି ନାୟ୍ ।”
Dicebant ergo Iudæi illi, qui sanatus fuerat: Sabbatum est, non licet tibi tollere grabatum tuum.
11 ମଃତର୍ ସେ କୟ୍ଲା, “ଜେ ମକ୍ ଉଜ୍ କଃଲା, ସେ ମକ୍ ଟାଟି ଦଃରି ଇଣ୍ଡି ଜାଆ ବଃଲି କୟ୍ଲା ।”
Respondit eis: Qui me sanum fecit, ille mihi dixit: Tolle grabatum tuum, et ambula.
12 ସେମଃନ୍ ତାକ୍ ହଃଚାର୍ଲାୟ୍, “ତର୍ ଟାଟି ଦଃରି ଇଣ୍ଡି ଜାଆ ବଃଲି ଜେ କୟ୍ଲା, ସେ ମାନାୟ୍ କେ?”
Interrogaverunt ergo eum: Quis est ille homo, qui dixit tibi, Tolle grabatum tuum, et ambula?
13 ମଃତର୍ ସେ କେ, ସେ ଉଜ୍ ଅୟ୍ଲା ମାନାୟ୍ ଜାଣି ନଃରିଲା, ବଃଲେକ୍ ସେତି ଅଲେକାର୍ ଲକ୍ ରିଲାକ୍, ଜିସୁ, ନଃଜାଣ୍ଲା ହର୍ ବାରାୟ୍ ଗଃଲା ।
Is autem, qui sanus fuerat effectus, nesciebat quis esset. Iesus enim declinavit a turba constituta in loco.
14 ଇତାର୍ ହଃଚେ, ଜିସୁ ତାକେ ମନ୍ଦିରେ ବେଟ୍ ହାୟ୍ଲା ଆର୍ କୟ୍ଲା, “ଦଃକ୍, ଅଃବେ ତୁୟ୍ ଉଜ୍ ଅୟ୍ ଆଚ୍ସି; ହାହ୍ କଃର୍ ନାୟ୍, ଜଃନ୍କଃରି ତର୍ ଉହ୍ରେ ଅଃଦିକ୍ ଡଃଣ୍ଡ୍ ନଃହେଳେ ।”
Postea invenit eum Iesus in templo, et dixit illi: Ecce sanus factus es: iam noli peccare, ne deterius tibi aliquid contingat.
15 ସେ ଲକ୍ ଜାୟ୍କଃରି, ଜେ ତାକ୍ ଉଜ୍ କଃରିରିଲା, ସେ ଜିସୁ ବଃଲି ଜିଉଦି ମୁଳିକାମଃନ୍କେ କୟ୍ଲା ।
Abiit ille homo, et nunciavit Iudæis quia Iesus esset, qui fecit eum sanum.
16 ତଃବେ ଜିସୁ ବିସାଉଁଣିବାର୍ ବିନ୍ ଉଜ୍ କଃର୍ତା କାମ୍ କଃରି ରିଲାକ୍, ଜିଉଦି ମୁଳିକାମଃନ୍ ତାକ୍ କଃସ୍ଟ୍ ଦେଉଁକ୍ ଦଃର୍ଲାୟ୍ ।
Propterea persequebantur Iudæi Iesum, quia hæc faciebat in sabbato.
17 ଜିସୁ ସେମଃନ୍କେ କୟ୍ଲା, “ମର୍ ଉବା ସଃବୁବଃଳ୍ କାମ୍ କଃରୁଲା, ଆର୍ ମୁୟ୍ ହେଁ କଃରୁଲେ ।”
Iesus autem respondit eis: Pater meus usque modo operatur, et ego operor.
18 ଇ କଃତା ସୁଣି ଜିଉଦି ଲକ୍ମଃନ୍ ଜିସୁକେ ମଃର୍ନେ ମାରୁକ୍ କୁଟ୍ କଃରୁକେ ଦଃର୍ଲାୟ୍; ବଃଲେକ୍ ଜିସୁ ବିସାଉଁଣି ବାରାର୍ ବିଦି ମାନ୍ତି ନଃରିଲା, ସେରି ହଃକା ନାୟ୍, ମଃତର୍ ଜିସୁ ଇସ୍ୱର୍କେ ନିଜାର୍ ଉବା ବଃଲି କୟ୍ ନିଜ୍କେ ଇସ୍ୱର୍ ସଃଙ୍ଗ୍ ସଃମାନ୍ କଃର୍ତି ରିଲା ।
Propterea ergo magis quærebant eum Iudæi interficere: quia non solum solvebat sabbatum, sed et patrem suum dicebat Deum, æqualem se faciens Deo. Respondit itaque Iesus, et dixit eis:
19 ସେତାକ୍ ଜିସୁ ସେମଃନ୍କେ କୟ୍ଲା, “ମୁୟ୍ ତୁମିକେ ସଃତ୍ କଃଉଁଲେ, ହୟ୍ସି ନିଜାର୍ କାୟ୍ରି କଃରୁ ନାହାରେ; ସେ ତାର୍ ଉବାସି ଜାୟ୍ରି କଃର୍ତାର୍ ଦଃକେଦ୍, ହୟ୍ସି ହେଁ ସେରି କଃରେଦ୍ । ଉବାସି ଜାୟ୍ରି କଃରେଦ୍, ହୟ୍ସି ହେଁ ସେରି କଃରେଦ୍ ।
Amen, amen dico vobis: non potest Filius a se facere quidquam, nisi quod viderit Patrem facientem: quæcumque enim ille fecerit, hæc et Filius similiter facit.
20 ବଃଲେକ୍ ଉବାସି ହୟ୍ସିକ୍ ଲାଡ୍ କଃରୁଲା, ଆରେକ୍ ସେ ନିଜେ ଜାୟ୍ଜାୟ୍ରି କଃରେଦ୍ ସେରିମଃନ୍ ତାକେ ଦଃକାୟ୍ଦ୍, ଆର୍ ତୁମିମଃନ୍ ଜଃନ୍କଃରି କାବା ଅଃଉଆସ୍, ଇତାର୍ ଗିନେ ସେ ତାକେ ଇତାର୍ ତଃୟ୍ହୁଣି ଆରେକ୍ ବଃଡ୍ ବଃଡ୍ କାମ୍ ଦଃକାୟ୍ଦ୍ ।
Pater enim diligit Filium, et omnia demonstrat ei, quæ ipse facit: et maiora his demonstrabit ei opera, ut vos miremini.
21 ଜଃନ୍କଃରି ଉବା ମଃଲା ଲକେ ଉଟାୟ୍ ସେମଃନ୍କେ ଜିବନ୍ କଃରେଦ୍, ସେରଃକମ୍ ହୟ୍ସି ହେଁ ଜାକେ ମଃନ୍ କଃରେଦ୍ ତାକ୍ ଜିବନ୍ ଦଃୟ୍ଦ୍ ।
Sicut enim Pater suscitat mortuos, et vivificat: sic et Filius, quos vult, vivificat.
22 ଆର୍ ଉବାସି ହେଁ କାର୍ ବିଚାର୍ ନଃକେରେ, ମଃତର୍ ସଃବୁ ଲକ୍ ଜଃନ୍କଃରି ଉବାକ୍ ଜଃଜ୍ମାନ୍ କଃରୁଲାୟ୍, ସେରଃକମ୍ ହୟ୍ସିକ୍ ହେଁ ମାନ୍ତି କଃର୍ତି, ସେତାର୍ ଗିନେ ହୟ୍ସିକ୍ ସଃବୁ ରଃକମାର୍ ବିଚାର୍ କଃର୍ତା ଅଃଦିକାର୍ ଦଃୟ୍ଆଚେ ।
Neque enim Pater iudicat quemquam: sed omne iudicium dedit Filio,
23 ସେବାନ୍ୟା ଅୟ୍ଲେକ୍ ଉବା ଜଃନ୍କଃରି ମାନ୍ତି ହାଉଁଲା, ହୟ୍ସି ହେଁ ସେନ୍କାର୍ ସଃବ୍କାର୍ ତଃୟ୍ହୁଣି ମାନ୍ତି ହାୟ୍ଦ୍; ଜେ ହୟ୍ସିକ୍ ମାୟ୍ନ୍ ନଃକେରେ, ସେ ତାକ୍ ହଃଟାୟ୍ରିଲା ଉବାସିକ୍ ହେଁ ମାନ୍ତି ନଃକେରେ ।”
ut omnes honorificent Filium, sicut honorificant Patrem: qui non honorificat Filium, non honorificat Patrem, qui misit illum.
24 “ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜେ ମର୍ କଃତା ସୁଣି ମକ୍ ହଃଟାୟ୍ଲା ଉବାକ୍ ବିସ୍ୱାସ୍ କଃରେଦ୍, ସେ ଅଃମ୍ବର୍ ଜିବନ୍ ହାୟ୍ଦ୍, ଆର୍ ସେ ବିଚାର୍ ଦଃଣ୍ଡେ ନଃହେଳି, ମଃର୍ନ୍କେ ଜିଣିକଃରି ଜିବନେ ଜାୟ୍ଆଚେ । (aiōnios )
Amen, amen dico vobis, quia qui verbum meum audit, et credit ei, qui misit me, habet vitam æternam, et in iudicium non venit, sed transiit a morte in vitam. (aiōnios )
25 ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜଃଡେବଃଳ୍ ମଃଲା ଲକ୍ମଃନ୍ ଇସ୍ୱରାର୍ ହୟସିର୍ ଟଣ୍ଡ୍ ସୁଣ୍ତି, ଆର୍ ଜୁୟ୍ ଲକ୍ମଃନ୍ ସୁଣ୍ତି ସେମଃନ୍ ଜିବନ୍ ହାଉତି, ଅଃନ୍କା ବେଳା ଆସୁଲି ଆର୍ ସେ ବେଳା ଅଃବେ ହେଁ ଆୟ୍ଲିନି ।
Amen, amen dico vobis, quia venit hora, et nunc est, quando mortui audient vocem Filii Dei: et qui audierint, vivent.
26 ବଃଲେକ୍ ଉବା ଜଃନ୍କଃରି ନିଜେ ଜିବନ୍, ସେରଃକମ୍ ହୟ୍ସିକ୍ ହେଁ ନିଜେ ଜିବନାର୍ ମୁଳ୍ ଅଃଉଁକେ ଦଃୟ୍ଆଚେ ।
Sicut enim Pater habet vitam in semetipso: sic dedit et Filio habere vitam in semetipso:
27 ଆର୍ ସେ ନଃରାର୍ ହୟ୍ସି ଅୟ୍ଲାକ୍, ଇସ୍ୱର୍ ତାକ୍ ବିଚାର୍ କଃରୁକେ ଅଃଦିକାର୍ ଦିଲା ।
et potestatem dedit ei iudicium facere, quia Filius hominis est.
28 ଇତାର୍ ଗିନେ କାବା ଅଃଉଆ ନାୟ୍, ବେଳା ଆସୁଲି ଜଃଡେବଃଳ୍ ଜୁୟ୍ ଲକ୍ମଃନ୍ ମଃସୁଣ୍ ବିତ୍ରେ ମଃରିଆଚ୍ତି, ସେମଃନ୍ ତାର୍ ଟଣ୍ଡ୍ ସୁଣ୍ତି,
Nolite mirari hoc, quia venit hora, in qua omnes, qui in monumentis sunt, audient vocem Filii Dei:
29 ଆର୍ ଜୁୟ୍ ଲକ୍ମଃନ୍ ସଃତ୍ କାମ୍ କଃରିଆଚ୍ତି, ସେମଃନ୍ ଆରେକ୍ ଜିବନ୍ ହାୟ୍ ମଃସ୍ଣେ ହୁଣି ଉଟ୍ତି ଆର୍ ଅଃମ୍ବର୍ ଜିବନ୍ ହାଉତି ଆର୍ ଜୁୟ୍ ଲକ୍ମଃନ୍ ଦୁସ୍ଟ୍କାମ୍ କଃରି ଆଚ୍ତି, ସେମଃନ୍ ହେଁ ଆରେକ୍ ଉଟ୍ତି ଆର୍ ଡଃଣ୍ଡ୍ ବଗ୍ କଃରୁକେ ବିଚାର୍ ହାଉତି, ଅଃନ୍କା ବେଳା ଆସୁଲି ।”
et procedent qui bona fecerunt, in resurrectionem vitæ: qui vero mala egerunt, in resurrectionem iudicii.
30 “ମୁୟ୍ ଅଃହ୍ଣାର୍ ତଃୟ୍ହୁଣି କାୟ୍ରି ହେଁ କଃରୁ ନାହାରି, ମୁୟ୍ ଜଃନ୍କଃରି ସୁଣିନ୍ଦ୍ ସେନ୍କଃରି ବିଚାର୍ କଃରିନ୍ଦ୍, ଆର୍ ମର୍ ବିଚାର୍ ଟିକ୍, କାୟ୍ତାକ୍ବଃଲେକ୍ ମର୍ ଇଚା ହୁରୁଣ୍ କଃରୁକେ କାମ୍ ନଃକେରି, ମଃତର୍ ମକ୍ ହଃଟାୟ୍ଲା ଉବାର୍ ଇଚା ହୁରୁଣ୍ କଃରୁକେ କାମ୍ କଃରୁଲେ ।”
Non possum ego a meipso facere quidquam. Sicut audio, iudico: et iudicium meum iustum est: quia non quæro voluntatem meam, sed voluntatem eius, qui misit me.
31 “ଜଦି ମୁୟ୍ ମର୍ ନିଜାର୍ ବିସୟେ ନିଜେ କଃତା କୟ୍ଦ୍, ତଃନ୍ଅୟ୍ଲେକ୍ ମର୍ ସାକି ଦିଲାର୍ ସଃତ୍ ନାୟ୍ ।
Si ego testimonium perhibeo de meipso, testimonium meum non est verum.
32 ମର୍ ବାଟ୍ ଅୟ୍ ଜେ କଃତା କଃଉଁଲା ସେ ଆରେଗଟ୍ ଲକ୍; ଆରେକ୍ ମର୍ ବିସୟେ ସେ ଜାୟ୍ରି ସାକି ଦେଉଁଲା, ସେ କଃତା ସଃତ୍, ସେରି ମୁୟ୍ ଜାଣି ।
Alius est, qui testimonium perhibet de me: et scio quia verum est testimonium, quod perhibet de me.
33 ତୁମିମଃନ୍ ଜହନ୍ ହାକ୍ ଲକ୍ ହଃଟାୟ୍ ରିଲାସ୍, ଆର୍ ସେ ସଃତ୍ ହାକ୍ ଅୟ୍ କଃତା ସାକି ଦଃୟ୍ଆଚେ ।
Vos misistis ad Ioannem: et testimonium perhibuit veritati.
34 ମୁୟ୍ ଲକାର୍ କଃତା ନଃଦେରି, ମଃତର୍ ଜଃନ୍କଃରି ତୁମିମଃନ୍ ହାହେହୁଣି ମୁକ୍ତି ହାଉଁ ହାରାସ୍ ସେତାକ୍ ଇରିମଃନ୍ ସାକି ଦେଉଁଲେ ।
Ego autem non ab homine testimonium accipio: sed hæc dico ut vos salvi sitis.
35 ଜହନ୍ ଗଟ୍ କଃଚ୍ତିରିଲା ଉଜାଳ୍ ଦେତା କୁପି ହର୍ ରିଲା, ଆର୍ ତୁମିମଃନ୍ ଅଃଳକ୍ ଦିନ୍ ହଃତେକ୍ ସେ ଉଜାଳେ ଉଜାଳ୍ ଅଃଉଁକେ ମଃନ୍ କଃର୍ତି ରିଲାସ୍ ।
Ille erat lucerna ardens, et lucens. Vos autem voluistis ad horam exultare in luce eius.
36 ମଃତର୍ ଜହନ୍ ତଃୟ୍ହୁଣି ମର୍ ଗଟେକ୍ ବଃଡ୍ ସାକି ଆଚେ, ବଃଲେକ୍ ମର୍ ଉବା ଜୁୟ୍ କାମ୍ ସଃରାଉଁକେ ଦିଲାଆଚେ, ସେ ସଃବୁ ମୁୟ୍ କଃରୁଲେ, ଉବା ମକ୍ ହଃଟାୟ୍ ଆଚେ ବଃଲି ସେସଃବୁ ମର୍ ବିସୟେ କଃଉଁଲି ।
Ego autem habeo testimonium maius Ioanne. Opera enim, quæ dedit mihi Pater ut perficiam ea: ipsa opera, quæ ego facio, testimonium perhibent de me, quia Pater misit me:
37 ଆର୍ ଜୁୟ୍ ଉବା ମକ୍ ହଃଟାୟ୍ଲା, ସେ ମର୍ ବିସୟେ ସାକି ଦେଉଁଲା । ତୁମିମଃନ୍ କଃବେ ହେଁ ତାର୍ ଟଣ୍ଡ୍ ନଃସୁଣାସ୍ କି ତାର୍ ମୁଉଁ ନଃଦେକାସ୍,
et qui misit me Pater, ipse testimonium perhibuit de me: neque vocem eius umquam audistis, neque speciem eius vidistis.
38 ଆର୍ ତାର୍ କଃତା ତୁମାର୍ ମଃନ୍ ବିତ୍ରେ ଟାଣ୍ ନଃହାୟ୍, ବଃଲେକ୍ ଇସ୍ୱର୍ ଜାକେ ହଃଟାୟ୍ଲା, ତାକେ ତୁମିମଃନ୍ ବିସ୍ୱାସ୍ ନଃକେରୁଲାସ୍ ।
et verbum eius non habetis in vobis manens: quia quem misit ille, huic vos non creditis.
39 ତୁମିମଃନ୍ ଦଃର୍ମ୍ ସାସ୍ତର୍ ଲଳୁଲାସ୍, ବଃଲେକ୍ ସେତିହୁଣି ଅଃମ୍ବର୍ ଜିବନ୍ ହାଉନ୍ଦ୍ ବଃଲି ବାବୁଲାସ୍; ଆର୍, ସେ ଦଃର୍ମ୍ସାସ୍ତର୍ ମର୍ ବିସୟେ ସାକି ଦେଉଁଲି । (aiōnios )
Scrutamini Scripturas, quia vos putatis in ipsis vitam æternam habere: et illæ sunt, quæ testimonium perhibent de me: (aiōnios )
40 ମଃତର୍ ତୁମିମଃନ୍ ଜିବନ୍ ହାଉଁକ୍ ମର୍ ଲଃଗେ ଆସୁକ୍ ମଃନ୍ ନଃକେରୁଲାସ୍ ।
et non vultis venire ad me ut vitam habeatis.
41 ମୁୟ୍ ମାନାୟ୍ମଃନାର୍ ତଃୟ୍ହୁଣି ଜଃଜ୍ମାନ୍ ହାଉଁକ୍ ମଃନ୍ ନଃକେରି,
Claritatem ab hominibus non accipio.
42 ମଃତର୍ ମୁୟ୍ ତୁମିମଃନ୍କେ ଜାଣିଆଚି, ତୁମିମଃନ୍ କଃନ୍କା ଲକ୍, ଆର୍ ତୁମିମଃନାର୍ ମଃନ୍ ବିତ୍ରେ ଇସ୍ୱରାର୍ ଗିନେ ଲାଡ୍ ନାୟ୍ ।
Sed cognovi vos, quia dilectionem Dei non habetis in vobis.
43 ମୁୟ୍ ମର୍ ଉବାର୍ ନାଉଁଏ ଆୟ୍ଲେ ଆଚି, ଆର୍ ତୁମିମଃନ୍ ତ ମକେ ନଃଦେରୁଲାସ୍; ମଃତର୍ ବିନ୍ ଲକ୍ ଜଦି ନିଜାର୍ ନାଉଁଏ ଆସେଦ୍, ତଃବେ ତୁମିମଃନ୍ ତାକ୍ ଦଃରାସ୍ ।
Ego veni in nomine Patris mei, et non accipitis me: si alius venerit in nomine suo, illum accipietis.
44 ତୁମିମଃନ୍ ମକ୍ କଃନ୍କଃରି ବିସ୍ୱାସ୍ କଃରାସ୍? ତୁମିମଃନ୍ ତ ତୁମାର୍ ତୁମାର୍ ତଃୟ୍ହୁଣି ଜଃଜ୍ମାନ୍ ହାଉଁଲାସ୍, ମଃତର୍ ଗଟେକ୍ ବଃଲି ଇସ୍ୱରାର୍ ଜୁୟ୍ ଜଃଜ୍ମାନ୍ ଆଚେ ସେରି ହାଉଁକ୍ ମଃନ୍ ନଃକେରୁଲାସ୍ ।
Quomodo vos potestis credere, qui gloriam ab invicem accipitis: et gloriam, quæ a solo Deo est, non quæritis?
45 ମୁୟ୍ ଜେ ଉବାର୍ ଲଃଗେ ତୁମାର୍ ବିରଦେ କଃତା କୟ୍ନ୍ଦ୍, ଇରି ବାବା ନାୟ୍; ଜୁୟ୍ ମସାକ୍ ତୁମିମଃନ୍ ଆସା କଃରି ଆଚାସ୍, ସେ ତୁମାର୍ ବିରଦେ କଃତା କଃଉଁଲା ।
Nolite putare quia ego accusaturus sim vos apud Patrem. est qui accusat vos Moyses, in quo vos speratis.
46 ବଃଲେକ୍ ତୁମିମଃନ୍ ଜଦି ମସାକ୍ ବିସ୍ୱାସ୍ କଃରି ରିଲେକ୍ ମକ୍ ହେଁ ବିସ୍ୱାସ୍ କଃଲାସ୍ ହୁଣି, ବଃଲେକ୍, ସେ ମର୍ ବିସୟେ ଲେକିଆଚେ ।
Si enim crederetis Moysi, crederetis forsitan et mihi: de me enim ille scripsit.
47 ମଃତର୍ ତୁମିମଃନ୍ ଜଦି ମସା ଲେକ୍ଲା ଲେକା ବିସ୍ୱାସ୍ ନଃକେରୁଲାସ୍, ତଃବେ କଃନ୍କଃରି ମୁୟ୍ କୟ୍ଲା କଃତାକ୍ ବିସ୍ୱାସ୍ କଃରାସ୍?”
Si autem illius litteris non creditis: quomodo verbis meis credetis?