< ଜହନ୍ 4 >
1 ପାରୁସିମଃନ୍ ସୁଣ୍ଲାୟ୍ ଜେ ଜିସୁ ଜହନ୍ ତଃୟ୍ହୁଣି ଅଃଦିକ୍ ଚେଲା କଃରୁଲା ଆର୍ ସେମଃନ୍କେ ବାପ୍ତିସମ୍ ଦେଉଁଲା ।
When therefore the Lord knew that the Pharisees had heard that Jesus was making and immersing more disciples than John
2 ସଃତ୍କଃରି ଜିସୁ କାକେହେଁ ବାପ୍ତିସମ୍ ଦେତିନଃରିଲା; ତାର୍ ଚେଲାମଃନ୍ ଦେତି ରିଲାୟ୍ ।
(although Jesus himself did not immerse, but his disciples),
3 ତାର୍ କଃତା ପାରୁସିମଃନ୍ ସୁଣି ଆଚ୍ତି ବଃଲି ଜଃଡେବଃଳ୍ ଜିସୁ ସୁଣ୍ଲା, ସଃଡେବଃଳ୍ ସେ ଜିଉଦା ରାଇଜ୍ ଚାଡି ଆରେକ୍ ଗାଲିଲି ଗଃଲା ।
he left Judea, and departed into Galilee.
4 ମଃତର୍ ଜାତା ବାଟେ ତାକ୍ ସମିରଣ ବାଟ୍ ଅୟ୍ ଜଃଉଁକେ ହଃଳ୍ଲି ।
And it was necessary for him to pass through Samaria.
5 ତଃବେ ଜିସୁ ଜାୟ୍ ଜାକୁବକ୍ ତାର୍ ହୟ୍ସି ଜସେପ୍ ଜୁୟ୍ ବୁୟ୍ଁ କଃଣ୍ଡେକ୍ ଦଃୟ୍ରିଲା, ତାର୍ ଚଃମାର୍ ସୁକାର୍ ନାଉଁଆର୍ ସମିରଣାର୍ ଗଟେକ୍ ଗଃଳେ ହଚ୍ଲା ।
So he comes to a city of Samaria, called Sychar, near the place that Jacob gave to his son Joseph.
6 ସେଟାଣେ ଜାକୁବର୍ କୁଇଁକାଲ୍ ରିଲି, ଜିସୁ ବାଟ୍ ଇଣ୍ଡି ଇଣ୍ଡି ତାକି ରିଲାକ୍, ସେ କୁଇଁକାଲ୍ ଚଃମେ ବଃସ୍ଲା । ସଃଡେବଃଳ୍ ମୁଣ୍ଡେବେଳା ଅୟ୍ରିଲି ।
And Jacob's well was there. Jesus therefore being wearied from the journey, thus was sitting on the well. It was about the sixth hour.
7 ଜିସୁ ସେ କୁଇଁକାଲ୍ ଚଃମେ ବଃସି ରିଲାବଃଳ୍ ଗଟେକ୍ ସମିରଣିୟା ମାୟ୍ଜି ହାଣି ନେଉଁକ୍ ସେ କୁଇଁକାଲେ ଆୟ୍ଲି । ଜିସୁ ତାକେ କୟ୍ଲା, “ମକ୍ ହାଣି ଗୁଳିକ୍ କାଉଁକେ ଦେ ।”
A woman of Samaria comes to draw water. Jesus says to her, Give me to drink.
8 ସଃଡେବଃଳ୍ ତାର୍ ଚେଲାମଃନ୍ କାଦି ଗେନି ଆଣୁକେ ଗଃଳ୍ବିତ୍ରେ ଜାୟ୍ରିଲାୟ୍ ।
For his disciples had gone away into the city so that they might buy food.
9 ସେତାକ୍ ସମିରଣିୟା ମାୟ୍ଜି ଜିସୁକେ କୟ୍ଲି, “ତୁୟ୍ ଗଟେକ୍ ଜିଉଦି ଲକ୍ ଆର୍ ମୁୟ୍ ଗଟେକ୍ ସମିରଣିୟା, ତଃବେ କଃନ୍କଃରି ମର୍ ଆତାର୍ ହାଣି କାଉଁକେ ମାଗୁଲିସ୍? ବଃଲେକ୍ ସମିରଣିୟା ମଃନାର୍ସଃଙ୍ଗ୍ ଜିଉଦିମଃନାର୍ ଚାଲାଚାଲ୍ତି ନଃରିଲି ।”
The Samaritan woman therefore says to him, How do thou, being Jewish, ask to drink from me, being a Samaritan woman, for Jews do not associate with Samaritans?
10 ଜିସୁ କୟ୍ଲା, “ଇସ୍ୱର୍ ଦିଲା ଦାନ୍ ଆର୍ ‘ମକ୍ କାଉଁକେ ଦେ,’ ବଃଲି ଜେ ତକ୍ କଃଉଁଲା, ସେ କେ, ଇରି ଜାଣିରିଲେକ୍, ଆର୍ ତୁୟ୍ ତାକ୍ ମାଗ୍ଲେକ୍ ସେ ତକ୍ ଜିବନ୍ ଦେତା ହାଣି ଦିଲାହୁଣି ।”
Jesus answered and said to her, If thou had known the gift of God, and who it is who says to thee, Give me to drink, thou would have asked him, and he would have given thee living water.
11 ସେ ମାଇଜି ତାକ୍ କୟ୍ଲି, “ଏ ମାପ୍ରୁ, ହାଣି କାଡୁକ୍ ତର୍ହାକ୍ ବାଲ୍ଟି ନାୟ୍, ଆରେକ୍ କୁଇଁକାଲ୍ ତ ଡେଙ୍ଗ୍ । ତୁୟ୍ କୁୟ୍ତିହୁଣି ଜିବନ୍ ଦେତା ହାଣି ହାଉସି?
The woman says to him, Sir, thou have not even a container, and the well is deep. From where then have thou the living water?
12 ଅଃମାର୍ ଦାଦିବାବୁ ଜାକୁବ ଇ କୁଇଁକାଲ୍ କଃଣି ଦଃୟ୍ରିଲା; ସେ ଆର୍ ତାର୍ ହୟ୍ସିମଃନ୍ ଆର୍ ଗାୟ୍ଗରୁ ଇତିର୍ ହାଣି କାତି ରିଲାୟ୍ । ତୁୟ୍ କାୟ୍ ଜାକୁବର୍ ତଃୟ୍ହୁଣି ବଃଡ୍?”
Are thou greater than our father Jacob who gave us the well, and drank from it himself, and his sons, and his livestock?
13 ଜିସୁ ସେ ମାୟ୍ଜିକେ କୟ୍ଲା, “ଇ କୁଇଁକାଲାର୍ ହାଣି ଜେ କାୟ୍ଦ୍ ତାକ୍ ଆରେକ୍ ସସ୍ ଲାଗେଦ୍,
Jesus answered and said to her, Every man who drinks of this water will thirst again,
14 ମୁୟ୍ ଜୁୟ୍ ହାଣି ଦଃୟ୍ନ୍ଦ୍, ସେରି ଜୁୟ୍ ଲକ୍ କାୟ୍ଦ୍ ତାକ୍ କଃବେ ହେଁ ସସ୍ ନୟ୍, ମଃତର୍ ମୁୟ୍ ତାକ୍ ଜୁୟ୍ ହାଣି ଦଃୟ୍ନ୍ଦ୍, ସେରି ଅଃମ୍ବର୍ ଜିବନ୍ ଦେତା ହାଜ୍ରା ହାଣି ହର୍ ତାର୍ ତାଣେ ଉଚୁଳ୍ତି ରଃୟ୍ଦ୍ ।” (aiōn , aiōnios )
but whoever drinks of the water that I will give him will, no, not thirst into the age. But the water that I will give him will become in him a well of water springing up to eternal life. (aiōn , aiōnios )
15 ସେ ମାୟ୍ଜି କୟ୍ଲି, “ଏ ମାପ୍ରୁ, ମକ୍ ସେ ହାଣି ଦେ, ଜଃନ୍କଃରି ମକ୍ କଃବେ ସସ୍ ନଃଲାଗେ, ଆରେକ୍ ହାଣି କାଡୁକ୍ ଅଃତେକ୍ ବାଟ୍ ଆସୁକ୍ ନଃହେଳେ ।”
The woman says to him, Give me this water, sir, that I may not thirst, nor come here to draw out.
16 ଜିସୁ ତାକେ କୟ୍ଲା, “ଜା, ଆର୍ ତର୍ ଡକ୍ରାଦିକ୍ ଇତି କୁଦି ଆଣ୍ ।”
Jesus says to her, Go, call thy husband, and come here.
17 ସେ ମାୟ୍ଜି କୟ୍ଲି, “ମର୍ ଅଃଣ୍ଡ୍ରା ନାୟ୍ ।” ଜିସୁ ତାକ୍ କୟ୍ଲା, “ମର୍ ଅଃଣ୍ଡ୍ରା ନାୟ୍, ଇ କଃତା ସଃତ୍ କୟ୍ଲିସ୍ ।
The woman answered and said to him, I have no husband. Jesus says to her, Thou said correctly, I have no husband.
18 ବଃଲେକ୍ ତର୍ ହାଁଚ୍ ଗଟ୍ ଅଃଣ୍ଡ୍ରା ରିଲାୟ୍, ଆର୍ ଅଃବେ ତୁୟ୍ ଜାର୍ ସଃଙ୍ଗ୍ ଆଚ୍ସି ସେ ହେଁ ତର୍ ଡକ୍ରାଦି ନାୟ୍ । ଇରି ସଃତ୍ କୟ୍ଆଚ୍ସି ।”
For thou have had five husbands, and he whom thou now have is not thy husband. This thou have said true.
19 ମାୟ୍ଜି ଜିସୁକେ କୟ୍ଲି, “ଏ ମାପ୍ରୁ, ତୁୟ୍ ଜେ ଗଟେକ୍ ବାବ୍ବାଦି, ଇରି ମୁୟ୍ ଦଃକୁ ହାରୁଲେ ।
The woman says to him, Sir, I perceive that thou are a prophet.
20 ଅଃମାର୍ ଦାଦିବାବୁମଃନ୍ ଇ ଡଙ୍ଗ୍ରେ ଇସ୍ୱର୍କେ ସେବା କଃଲାୟ୍, ମଃତର୍ ତୁମି ଜିହୁଦିମଃନ୍ କଃଉଁଲାସ୍ ଇସ୍ୱର୍କେ ହୁଜା କଃର୍ତା ଟିକ୍ ଜଃଗା ଅଃଉଁଲି ଜିରୁସାଲମ୍ ।”
Our fathers worshiped on this mountain, and ye say that in Jerusalem is the place where it is necessary to worship.
21 ଜିସୁ ତାକ୍ କୟ୍ଲା, “ଏ ଆୟା, ମର୍ କଃତା ସଃତ୍କଃର୍, ଗଟ୍ ଦିନ୍ ଆସେଦ୍, ଲକ୍ମଃନ୍ ଉବାକ୍ ଇ ଡଙ୍ଗ୍ରେ କି ଜିରୁସାଲମେ ସେବା ନଃକେର୍ତି ।
Jesus says to her, Woman, believe me, that the hour is coming when neither on this mountain, nor in Jerusalem will ye worship the Father.
22 ତୁମି ସମିରଣିୟ ମଃନ୍ ସଃତ୍କଃରି କାକେ ସେବା କଃରୁଲାସ୍ ନଃଜାଣୁଲାସ୍; ମଃତର୍ ଅଃମି ଜିଉଦିମଃନ୍ କାକେ ସେବା କଃରୁଲୁ ଜାଣୁଲୁ, ବଃଲେକ୍ ମୁକ୍ତି କଃର୍ତାର୍ ଜିଉଦିମଃନାର୍ ତଃୟ୍ହୁଣି ଆସେଦ୍ ।
Ye worship what ye do not know. We worship what we know, because salvation is from the Jews.
23 ମଃତର୍ ଜୁୟ୍ ଦିନ୍ ସଃତ୍ ସେବାକଃର୍ତା ଲକ୍ମଃନ୍ ଆତ୍ମାୟ୍ ଆର୍ ସଃତ୍ୟା କଃରି ଉବାର୍ ହୁଜା କଃର୍ତି, ସେନ୍କାର୍ ଦିନ୍ ଆସୁଲି, ଆରେକ୍, ଅଃବେ ହେଁ ଆୟ୍ଲିନି, କାୟ୍ତାକ୍ବଃଲେକ୍ ଉବା ଅଃନ୍କାର୍ ହୁଜାକଃର୍ତା ଲକ୍ମଃନ୍କେ ମଃନ୍ କଃରେଦ୍ ।
But an hour comes, and now is, when the true worshipers will worship the Father in spirit and truth, for also the Father seeks such kind who worship him.
24 ଇସ୍ୱର୍ ଆତ୍ମା । ଆର୍ ଜୁୟ୍ ଲକ୍ମଃନ୍ ଇସ୍ୱରାର୍ ସେବା କଃର୍ତି, ସେମଃନ୍ ସଃତ୍ ଆର୍ ଆତ୍ମାୟ୍ ହୁର୍ନ୍ ଅୟ୍ ହୁଜା କଃର୍ତା ବିଦି ।”
God is Spirit, and those who worship him must worship in spirit and truth.
25 ସେ ମାୟ୍ଜି ଜିସୁକେ କୟ୍ଲି, “ମୁୟ୍ ଜାଣି, ମସିଅ ଜାକେ କ୍ରିସ୍ଟ ବଃଲି କଃଉତି, ସେ ଆସେଦ୍, ଆର୍ ଜଃଡେବଃଳ୍ ସେ ଆସେଦ୍, ସେ ଅଃମିକ୍ ସଃବୁ କଃତା କୟ୍ଦ୍ ।”
The woman says to him, I know that Messiah comes, he who is called Christ. When that man comes he will declare all things to us.
26 ଜିସୁ ତାକ୍ କୟ୍ଲା, “ତର୍ ସଃଙ୍ଗ୍ କଃତା ଅଃଉଁଲେ ଜେ ମୁୟ୍, ମୁୟ୍ ହଃକା ସେମାନାୟ୍ ।”
Jesus says to her, I who speak to thee am the man.
27 ଅଃନ୍କାବଃଳ୍ ଜିସୁର୍ ଚେଲାମଃନ୍ ବାଉଳି ଆୟ୍ଲାୟ୍, ଆର୍ ଜିସୁ ଗଟ୍ ମାୟ୍ଜି ସଃଙ୍ଗ୍ ଗଟିକଃର୍ତାର୍ ଦଃକି ସେମଃନ୍ ବଃଡେ କାବା ଅୟ୍ଲାୟ୍, ମଃତର୍ କେହେଁ ସେ ମାୟ୍ଜିକେ, “ତର୍ କାୟ୍ରି ଲଳା ବଃଲି ନଃକୟ୍ଲାୟ୍, କି କାୟ୍କଃରୁକ୍ ତାର୍ ସଃଙ୍ଗ୍ କଃତା ଅଃଉଁଲିସ୍, ବଃଲି” ଜିସୁକେ ହେଁ ହଃଚାରୁକ୍ ସାସ୍ ନଃକେଲାୟ୍ ।
And upon this his disciples came. And they marveled that he spoke with the woman, yet no man said, What seek thou? or, Why do thou speak with her?
28 ସେତାର୍ହଃଚେ ସେ ମାୟ୍ଜି ତାର୍ ହାଣି ଡକା ସେତି ଚାଡିକଃରି ଗଃଳ୍ ବିତ୍ରେ ଜାୟ୍ ଲକ୍ମଃନ୍କେ କୟ୍ଲି,
The woman therefore left her water pot, and departed into the city, and says to the men,
29 “ଆସା, ଗଟ୍ ଲକ୍କେ ଦଃକାସ୍, ମୁୟ୍ ଜାୟ୍ଜାୟ୍ରି କଃରିଆଚି ସେରି ସଃବୁ ସେ ମକେ କୟ୍ଲା; ସେ କେଜାଣ୍ କ୍ରିସ୍ଟ ଅୟ୍ ରଃୟ୍ଦ୍ କାୟ୍କି?”
Come, see a man who told me all, as many things as I did. Is not this the Christ?
30 ସେତାକ୍ ଲକ୍ମଃନ୍ ଗଃଳେହୁଣି ବାରାୟ୍ ଜିସୁର୍ ହାକ୍ ଜଃଉଁକେ ଦଃର୍ଲାୟ୍ ।
They went out of the city, and came to him.
31 ସଃଡେବଃଳ୍ ଚେଲାମଃନ୍ ଜିସୁକେ ଗଃଉଆରି କଃରି କୟ୍ଲାୟ୍, ଏ ଗୁରୁ କାଦି କାଆ ।
In the meanwhile the disciples asked him, saying, Rabbi, eat.
32 ମଃତର୍ ଜିସୁ ଚେଲାମଃନ୍କେ କୟ୍ଲା, “ତୁମିମଃନ୍ ଜୁୟ୍ କାଦିର୍ କଃତା ନଃଜାଣାସ୍, କାଉଁକେ ଇବାନ୍ୟା କାଦି ମର୍ ତଃୟ୍ ଆଚେ ।”
But he said to them, I have food to eat that ye know not.
33 ସେତାକ୍ ଚେଲାମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, “କେ ଅଲେ ତାକ୍ କାଦି ଆଣି ଦଃୟ୍ ରଃୟ୍ଦ୍ କାୟ୍କି?”
The disciples therefore said to each other, Did any man bring him to eat?
34 ଜିସୁ ସେମଃନ୍କେ କୟ୍ଲା, “ମକ୍ ହଃଟାୟ୍ଲା ଉବା ଦଃୟ୍ରିଲା କାମ୍ ହୁରୁଣ୍ କଃର୍ତାର୍ ହଃକା ଅୟ୍ଲି ମର୍ କାଦି ।”
Jesus says to them, My food is that I do the will of him who sent me, and may finish his work.
35 ଜିସୁ ସେମଃନ୍କେ କୟ୍ଲା, “ତାସ୍ କାଟୁକ୍ ଆରେକ୍ ଚାରି ମାସ୍ ଆଚେ, ଇରି କାୟ୍ ତୁମିମଃନ୍ ନଃକଉଁଲାସ୍? ମଃତର୍ ମୁୟ୍ ତୁମିକେ କଃଉଁଲେ, ନିକ କଃରି ତାସ୍ ହଃଦାୟ୍ମଃନ୍ ଅଃବେ ଦଃକା, ସେ ସଃବୁ କାଟୁକ୍ ହାକି ଆଚେ ।
Do ye not say, There are still four months and the harvest comes? Behold, I say to you, lift up your eyes and see the fields, that they are already white for harvest.
36 ଅଃବେ ହଃତେକ୍ ବୁତିଆର୍କେ ବୁତି ଦିଆ ଅଃଉଁଲି, ସେ ଅଃମ୍ବର୍ ଜିବନ୍ ଗିନେ ତାସ୍ ରୁଣ୍ଡାଉଁଲା; ତଃବେ ବିଆନ୍ ବୁଣୁ ଆର୍ ତାସ୍ କାଟୁ, ଇ ଦୁୟ୍ଲକ୍ ସଃର୍ଦା କଃର୍ତି । (aiōnios )
And he who reaps receives a wage and gathers fruit for eternal life, so that both he who sows and he who reaps may rejoice together. (aiōnios )
37 ଇ କଃତା ସଃତ୍ୟା, ଏକ୍ଲା ବୁଣେଦ୍ ଆରେକ୍ ଏକ୍ଲା କାଟେଦ୍ ।
For in this the saying is true, One is who sows, and another who reaps.
38 ଜୁୟ୍ ହଃଦାୟ୍ ତୁମି କାମ୍ କଃରି ନଃରିଲାସ୍, ସେତି ତାସ୍ କାଟୁକ୍ ମୁୟ୍ ତୁମିକେ ହଃଟାୟ୍ ଆଚି; ବିନ୍ ଲକ୍ ସେତି କଃସ୍ଟ୍ କଃଲାୟ୍ ଆଚ୍ତି, ମଃତର୍ ତୁମି ଲାବ୍ ହାଉଁଲାସ୍ ।”
I sent you to reap what ye have not labored. Others have labored, and ye have entered into their labor.
39 ମୁୟ୍ ଜୁୟ୍ ଜୁୟ୍ରି କଃରିଆଚି ସେରି ସଃବୁ ସେ ମକ୍ କୟ୍ଲା ବଃଲି ଜୁୟ୍ ମାୟ୍ଜି କୟ୍ରିଲି, ତାର୍ ସାକିର୍ ଗିନେ ସେ ଗଃଳାର୍ ସମିରଣିୟା ମଃନାର୍ ବିତ୍ରେ ଗାଦେକ୍ ଲକ୍ ତାର୍ ତଃୟ୍ ବିସ୍ୱାସ୍ କଃଲାୟ୍ ।
And many of the Samaritans from that city believed in him because of the word of the woman, who testified, He told me all, as many things as I did.
40 ସେତାକ୍ ସମିରଣିୟମଃନ୍ ତାର୍ ଚଃମ୍ ଆସି, ସେମଃନ୍ ତାକେ ସେତି ସେମଃନ୍କାର ସଃଙ୍ଗ୍ ରେଉଁକେ ଗଃଉଆରି କଃଲାୟ୍, ତଃବେ ଜିସୁ ସେତି ଦୁୟ୍ଦିନ୍ ରିଲା ।
So when the Samaritans came to him they asked him to remain with them, and he remained there two days.
41 ଆର୍ ଜିସୁର୍ କଃତା ସୁଣି ଆରେକ୍ ଜଃବର୍ ଲକ୍ମଃନ୍ ବିସ୍ୱାସ୍ କଃଲାୟ୍ ।
And many more believed because of his word.
42 ଆର୍ ସେମଃନ୍ ସେ ମାୟ୍ଜିକେ କୟ୍ଲାୟ୍, “ତର୍ କଃତାର୍ ଗିନେ ଅଃମି ବିସ୍ୱାସ୍ ନଃକେରୁ, ମଃତର୍ ଜିସୁର୍ କଃତା ଅଃମିମଃନ୍ ନିଜେ ସୁଣି, ସେ ଜେ ନିଜ୍କଃରି ସଃତ୍ କଃରି ଜଃଗତାର୍ ରଃକ୍ୟାକଃର୍ତା ଲକ୍ ଇରି ଅଃମାର୍ ବିସ୍ୱାସ୍ ଅୟ୍ଆଚେ ।”
And they said to the woman, We no longer believe because of thy speaking, for we have heard ourselves, and know that this really is the Savior of the world, the Christ.
43 ଜିସୁ ସେତି ଦୁୟ୍ଦିନ୍ ରଃୟ୍କଃରି, ସେତି ହୁଣି ବାରାୟ୍ ଗାଲିଲି ଗଃଲା ।
And after the two days he departed from there and went into Galilee.
44 ଗଟ୍ ବାବ୍ବାଦି ନିଜାର୍ ଦେସେ ମାନ୍ତି ନଃହାୟ୍ ବଃଲି ଜିସୁ ନିଜେ ସାକିଦିଲା ।
For Jesus himself testified that a prophet has no honor in his own fatherland.
45 ଆରେକ୍ ଜଃଡେବଃଳ୍ ଜିସୁ ଗାଲିଲି ହଚ୍ଲା, ଲକ୍ମଃନ୍ ଜିସୁକେ ହଃଟଳି ନିଲାୟ୍, କାୟ୍ତାକ୍ବଃଲେକ୍ ମୁକ୍ତି ହଃର୍ବ୍ ବଃଳ୍ ଜିସୁ ଜିରୁସାଲମେ କଃରିରିଲା କାମ୍ ସଃବୁ ସେମଃନ୍ ଦଃକି ରିଲାୟ୍ । ବଃଲେକ୍ ସେମଃନ୍ ସେ ହଃର୍ବେ ଜାୟ୍ରିଲାୟ୍ ।
So when he came into Galilee, the Galileans received him, having seen all the things that he did in Jerusalem at the feast, for they also went to the feast.
46 ତାର୍ ହଃଚେ ଗାଲିଲିର୍ କାନା ଗାଉଁଏ ବାଉଳ୍ଲା, ସେତି ସେ ହାଣିକ୍ ଅଙ୍ଗୁର୍ ରଃସ୍ କଃରିରିଲା । ସେତି ଗଟ୍ ରାଜ୍ ଗୁମୁସ୍ତା ରିଲା ଆର୍ ତାର୍ ହୟ୍ସି କପୁର୍ନାହୁମ୍ ଗଃଳେ ମଃଳୁ ହଃଳି ରିଲା ।
Jesus therefore came again to Cana of Galilee where he made the water wine. And there was a certain nobleman whose son was sick at Capernaum.
47 ସଃଡେବଃଳ୍ ସେ ରାଜ୍ ଗୁମୁସ୍ତା ଜିସୁ ଜିଉଦା ତଃୟ୍ହୁଣି ଗାଲିଲି ଆୟ୍ଲା ଆଚେ ବଃଲି ସୁଣି, ସେ ଜିସୁର୍ ଚଃମେ ଆୟ୍ଲା ଆର୍ କପୁର୍ନାହୁମ୍ ଜାୟ୍ ତାର୍ ହୟ୍ସିକ୍ ଉଜ୍ କଃରୁକେ ଗଃଉଆରି କଃରୁକେ ଦଃର୍ଲା, ବଃଲେକ୍ ତାର୍ ହୟ୍ସି ମଃରୁକ୍ କଃଣ୍ଡେକ୍ ରିଲା ।
This man having heard that Jesus comes out of Judea into Galilee, he went to him and besought him that he would come down and heal his son, for he was going to die.
48 ସେତାକ୍ ଜିସୁ ତାକେ କୟ୍ଲା, “ଚିନ୍ ଆର୍ କାବା ଅଃଉତା କାମ୍ମଃନ୍ ନଃଦେକ୍ଲେକ୍ ତୁମିମଃନ୍ କଃବେ ହେଁ ସଃତ୍ ନଃକେରାସ୍ ।”
Jesus therefore said to him, Unless ye may see signs and wonders, ye will, no, not believe.
49 ରାଜ୍ ଗୁମୁସ୍ତା ଜିସୁକେ କୟ୍ଲା, “ଏ ମାପ୍ରୁ, ମର୍ ହିଲା ମଃର୍ତା ଆଗ୍ତୁ ମର୍ ସଃଙ୍ଗ୍ ଆଉ ।”
The nobleman says to him, Sir, come down before my child dies.
50 ଜିସୁ ତାକେ କୟ୍ଲା, “ଜା, ତର୍ ହୟ୍ଦି ବଚ୍ଲାବେ ।” ଜିସୁ ସେ ଲକେ ଜୁୟ୍ କଃତା କୟ୍ଲା, ସେ କଃତା ସଃତ୍କଃରି ସେତି ହୁଣି ଗଃଲା ।
Jesus says to him, Go, thy son lives. And the man believed the word that Jesus said to him, and he departed.
51 ଆର୍ ସେ ଜଃଉଁଜଃଉଁ ତାର୍ ଗତିଦଃଙ୍ଗ୍ଳାମଃନ୍ ବାଟେ ବେଟ୍ଅୟ୍ ତର୍ ହିଲା ବଚ୍ଲାବେ ବଃଲି କୟ୍ଲାୟ୍ ।
And as he was now going down, his bondmen met him and reported, saying, Thy boy lives.
52 ସେତାକ୍ ରାଜ୍ ଗୁମୁସ୍ତା ସେମଃନ୍କେ ହଃଚାର୍ଲା, “କଃଡେବଃଳ୍ ହିଲା ଉଜ୍ ଅୟ୍ଲା ।” ସେତାକ୍, ତାର୍ ଦଃଙ୍ଗ୍ଳାମଃନ୍ କୟ୍ଲାୟ୍, “ଗଃଲା କାଲି ସାତ୍ ଗଃଟା ବେଳାୟ୍ ତାର୍ ଜଃର୍ ଚାଡ୍ଲି ।”
So he inquired of them the hour in which he fared well. And they said to him, Yesterday at the seventh hour the fever left him.
53 ଇତାକ୍ ଉବାସି ବୁଜ୍ଲା ଜେ, ଜିସୁ ଜୁୟ୍ ବେଳାୟ୍ ତର୍ ହୟ୍ଦି ବଚ୍ଲାବେ ବଃଲି ତାକ୍ କୟ୍ରିଲା, ଟିକ୍ ସଃଡେବଃଳ୍ ଇ ଗଃଟ୍ଣା ଗଃଟ୍ଲି । ଆର୍ ସେ ନିଜେ ଆର୍ ତାର୍ ସଃବୁ ଗଃର୍ କୁଟୁମ୍ ଜିସୁକେ ବିସ୍ୱାସ୍ କଃଲାୟ୍ ।
So the father knew that it was at that hour in which Jesus said to him, Thy son lives. And he himself believed and his whole house.
54 ଜିସୁ ଜିଉଦା ତଃୟ୍ହୁଣି ଆରେକ୍ ଗଟ୍ତର୍ ଗାଲିଲିକେ ଆୟ୍ଲା ହଃଚେ, ସେ ଇତାର୍ ସଃଙ୍ଗ୍ ଦୁୟ୍ତର୍ ଅୟ୍ଲି କାବା ଅଃଉତା ଚିନ୍ କଃଲା ।
This again is a second sign that Jesus did, having come out of Judea into Galilee.