< ଜହନ୍ 3 >
1 ପାରୁସିମଃନାର୍ ବିତ୍ରେ ନିକଦିମ ନାଉଁଆର୍ ଗଟେକ୍ ଜିଉଦିମଃନାର୍ ମୁଳିକା ରିଲା ।
நிகதி³மநாமா யிஹூதீ³யாநாம் அதி⁴பதி: பி²ரூஸீ² க்ஷணதா³யாம்’
2 ସେ ରାତିବଃଳ୍ ଜିସୁର୍ ଲଃଗେ ଆସି ତାକ୍ କୟ୍ଲା, “ଏ ଗୁରୁ, ତୁୟ୍ ଜେ ଇସ୍ୱର୍ ତଃୟ୍ହୁଣି ଆୟ୍ଲା ଗୁରୁ, ଇରି ଅଃମିମଃନ୍ ଜାଣିଆଚୁ, ବଃଲେକ୍ ତୁୟ୍ ଇରି ଜୁୟ୍ ସଃବୁ କାବା ଅଃଉତା ଚିନ୍ କଃରୁଲିସ୍, ଇସ୍ୱର୍ ସଃଙ୍ଗ୍ ନଃରିଲେକ୍ ସେସଃବୁ କେହେଁ କଃରୁ ନାହାରେ ।”
யீஸௌ²ரப்⁴யர்ணம் ஆவ்ரஜ்ய வ்யாஹார்ஷீத், ஹே கு³ரோ ப⁴வாந் ஈஸ்²வராத்³ ஆக³த் ஏக உபதே³ஷ்டா, ஏதத்³ அஸ்மாபி⁴ர்ஜ்ஞாயதே; யதோ ப⁴வதா யாந்யாஸ்²சர்ய்யகர்ம்மாணி க்ரியந்தே பரமேஸ்²வரஸ்ய ஸாஹாய்யம்’ விநா கேநாபி தத்தத்கர்ம்மாணி கர்த்தும்’ ந ஸ²க்யந்தே|
3 ଜିସୁ ତାକ୍ କୟ୍ଲା, “ସଃତ୍କଃରି ମୁୟ୍ ତକ୍ କଃଉଁଲେ, ଆରେକ୍ ଜଃଲମ୍ ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜ୍ ଦଃକୁ ନାହାରେ ।”
ததா³ யீஸு²ருத்தரம்’ த³த்தவாந் தவாஹம்’ யதா²ர்த²தரம்’ வ்யாஹராமி புநர்ஜந்மநி ந ஸதி கோபி மாநவ ஈஸ்²வரஸ்ய ராஜ்யம்’ த்³ரஷ்டும்’ ந ஸ²க்நோதி|
4 ନିକଦିମ ଜିସୁକେ ହଃଚାର୍ଲା, “ବୁଡା ଅୟ୍ଲେକ୍ ମାନାୟ୍ କଃନ୍କଃରି ଆରେକ୍ ତରେକ୍ ଜଃଲମ୍ ଅଃଉଁ ହାରେ? ସେ କାୟ୍ରି ଆରେକ୍ ଗଟ୍ତର୍ ତାର୍ ଆୟ୍ସିର୍ ହେଟେ ହୁରି ଜଃଲମ୍ ଅଃଉଁ ହାରେ?”
ததோ நிகதீ³ம: ப்ரத்யவோசத் மநுஜோ வ்ரு’த்³தோ⁴ பூ⁴த்வா கத²ம்’ ஜநிஷ்யதே? ஸ கிம்’ புந ர்மாத்ரு’ர்ஜட²ரம்’ ப்ரவிஸ்²ய ஜநிதும்’ ஸ²க்நோதி?
5 ଜିସୁ କୟ୍ଲା, “ସଃତ୍ କଃରି ମୁୟ୍ ତକ୍ କଃଉଁଲେ, ହାଣି ଆର୍ ଆତ୍ମାୟ୍ ଆରେକ୍ ତରେକ୍ ଜଃଲମ୍ ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜେ ଜଃଉଁ ନାହାରେ ।
யீஸு²ரவாதீ³த்³ யதா²ர்த²தரம் அஹம்’ கத²யாமி மநுஜே தோயாத்மப்⁴யாம்’ புந ர்ந ஜாதே ஸ ஈஸ்²வரஸ்ய ராஜ்யம்’ ப்ரவேஷ்டும்’ ந ஸ²க்நோதி|
6 ଗଃଗାଳେ ହୁଣି ଜାୟ୍ରି ଜଃଲମ୍ ସେରି ଗଃଗାଳ୍ ଆରେକ୍, ଆତ୍ମା ତଃୟ୍ହୁଣି ଜାୟ୍ରି ଜଃଲମ୍, ସେରି ଆତ୍ମା ।
மாம்’ஸாத்³ யத் ஜாயதே தந் மாம்’ஸமேவ ததா²த்மநோ யோ ஜாயதே ஸ ஆத்மைவ|
7 ତୁମି ସଃବ୍କେ ବାୟ୍ଦ୍ରେ ଆରେକ୍ ତରେକ୍ ଜଃଲମ୍ ଅଃଉଁକେ ହଃଳେଦ୍ ବଃଲି ମୁୟ୍ ଜୁୟ୍ରି କଃଉଁଲେ, ଇତାର୍ ଗିନେ କାବା ଅଃଉଅ ନାୟ୍ ।
யுஷ்மாபி⁴: புந ர்ஜநிதவ்யம்’ மமைதஸ்யாம்’ கதா²யாம் ஆஸ்²சர்யம்’ மா மம்’ஸ்தா²: |
8 ବାଉ ଜୁୟ୍ ଦିଗେ ମଃନ୍କଃରେଦ୍, ସେ ଦିଗେ ଜାୟ୍ଦ୍ ଆର୍ ତୁମିମଃନ୍ ତାର୍ ସଃବ୍ଦ୍ ସୁଣାସ୍, ମଃତର୍ ସେରି କୁୟ୍ତିହୁଣି ଆସେଦ୍ ଆର୍ କୁୟ୍ତି ଜାୟ୍ଦ୍, ସେରି ନଃଜାଣାସ୍; ଆତ୍ମାୟ୍ ହୁଣି ଜଃଲମ୍ ଅୟ୍ଲା ହଃତି ଲକାର୍ କଃତା ସେନ୍କାର୍ ।”
ஸதா³க³திர்யாம்’ தி³ஸ²மிச்ச²தி தஸ்யாமேவ தி³ஸி² வாதி, த்வம்’ தஸ்ய ஸ்வநம்’ ஸு²ணோஷி கிந்து ஸ குத ஆயாதி குத்ர யாதி வா கிமபி ந ஜாநாஸி தத்³வாத்³ ஆத்மந: ஸகாஸா²த் ஸர்வ்வேஷாம்’ மநுஜாநாம்’ ஜந்ம ப⁴வதி|
9 ନିକଦିମ ଜିସୁକେ କୟ୍ଲା, “ଇରିମଃନ୍ କଃନ୍କଃରି ଅଃଉଁ ହାରେ?”
ததா³ நிகதீ³ம: ப்ரு’ஷ்டவாந் ஏதத் கத²ம்’ ப⁴விதும்’ ஸ²க்நோதி?
10 ଜିସୁ ତାକ୍ କୟ୍ଲା, “ତୁୟ୍ ଇସ୍ରାଏଲ୍ମଃନାର୍ ଗଟେକ୍ ଗୁରୁ ଅୟ୍କଃରି ହେଁ ଇ ସଃବୁ କାୟ୍ରି ନଃବୁଜୁଲିସ୍?
யீஸு²: ப்ரத்யக்தவாந் த்வமிஸ்ராயேலோ கு³ருர்பூ⁴த்வாபி கிமேதாம்’ கதா²ம்’ ந வேத்ஸி?
11 ମୁୟ୍ ସଃତ୍କଃରି କଃଉଁଲେ- ଅଃମି ଜୁୟ୍ରି ଜାଣିଆଚୁ ସେରି କଃଉଁଲୁ ଆର୍ ଜୁୟ୍ରି ଦଃକିଆଚୁ ସେରି ସାକି ଦେଉଁଲୁ ଅୟ୍ଲେକ୍ ହେଁ ତୁମି ସଃତ୍ ନଃକେରୁଲାସ୍ ।
துப்⁴யம்’ யதா²ர்த²ம்’ கத²யாமி, வயம்’ யத்³ வித்³மஸ்தத்³ வச்ம: யம்’ச்ச பஸ்²யாமஸ்தஸ்யைவ ஸாக்ஷ்யம்’ த³த்³ம: கிந்து யுஷ்மாபி⁴ரஸ்மாகம்’ ஸாக்ஷித்வம்’ ந க்³ரு’ஹ்யதே|
12 ମୁୟ୍ ତୁମିକେ ଜଃଗତାର୍ କଃତା କୟ୍ଲେକ୍ ତୁମି ସଃତ୍ ନଃକେରୁଲାସ୍, ଜଃଡେବଃଳ୍ ମୁୟ୍ ସଃର୍ଗ୍ହୁରାର୍ କଃତା କୟ୍ଲେକ୍ ତୁମି ମକେ କଃନ୍କଃରି ସଃତ୍ କଃରାସ୍?
ஏதஸ்ய ஸம்’ஸாரஸ்ய கதா²யாம்’ கதி²தாயாம்’ யதி³ யூயம்’ ந விஸ்²வஸித² தர்ஹி ஸ்வர்கீ³யாயாம்’ கதா²யாம்’ கத²ம்’ விஸ்²வஸிஷ்யத²?
13 ଜୁୟ୍ ନଃରାର୍ ହୟ୍ସି ସଃର୍ଗେହୁଣି ଉତୁର୍ଲା, ତାର୍ ବିନା ଆର୍ କେ ସଃର୍ଗେ ନଃଜାୟ୍ଁ ।”
ய: ஸ்வர்கே³(அ)ஸ்தி யம்’ ச ஸ்வர்கா³த்³ அவாரோஹத் தம்’ மாநவதநயம்’ விநா கோபி ஸ்வர்க³ம்’ நாரோஹத்|
14 ମସା ଜଃନ୍କଃରି ସୁକ୍ଲାବଃଟାୟ୍ ହିତୁଳାର୍ ସାହ୍ ଲାଟି ଟିହେ କଃରି ଉହ୍ରେ ଉଟାୟ୍ରିଲା, ସେନ୍କଃରି ନଃରାର୍ ହୟ୍ସି ହେଁ ଉହ୍ରେ ଉଟା ଅୟ୍ଦ୍ ।
அபரஞ்ச மூஸா யதா² ப்ராந்தரே ஸர்பம்’ ப்ரோத்தா²பிதவாந் மநுஷ்யபுத்ரோ(அ)பி ததை²வோத்தா²பிதவ்ய: ;
15 ଜଃନ୍କଃରି ଜେହେଁ ତାର୍ ତଃୟ୍ ବିସ୍ୱାସ୍ କଃରେଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ । (aiōnios )
தஸ்மாத்³ ய: கஸ்²சித் தஸ்மிந் விஸ்²வஸிஷ்யதி ஸோ(அ)விநாஸ்²ய: ஸந் அநந்தாயு: ப்ராப்ஸ்யதி| (aiōnios )
16 ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ । (aiōnios )
ஈஸ்²வர இத்த²ம்’ ஜக³த³த³யத யத் ஸ்வமத்³விதீயம்’ தநயம்’ ப்ராத³தா³த் ததோ ய: கஸ்²சித் தஸ்மிந் விஸ்²வஸிஷ்யதி ஸோ(அ)விநாஸ்²ய: ஸந் அநந்தாயு: ப்ராப்ஸ்யதி| (aiōnios )
17 ଇସ୍ୱର୍ ନିଜାର୍ ହୟ୍ସିକ୍ ଜଃଗତ୍କେ ବିଚାର୍ କଃରୁକେ ନାୟ୍, ମଃତର୍ ଜଃଗତ୍କେ ଜଃନ୍କଃରି ବଚାଉଁକେ ଅୟ୍ଦ୍ ସେତାର୍ଗିନେ ହଃଟାୟ୍ ଆଚେ ।
ஈஸ்²வரோ ஜக³தோ லோகாந் த³ண்ட³யிதும்’ ஸ்வபுத்ரம்’ ந ப்ரேஷ்ய தாந் பரித்ராதும்’ ப்ரேஷிதவாந்|
18 ଜୁୟ୍ ଲକ୍ ହୟ୍ସିର୍ ତାଣେ ବିସ୍ୱାସ୍ କଃରେଦ୍ ତାର୍ ବିଚାର୍ ନାୟ୍; ମଃତର୍ ଜେ ବିସ୍ୱାସ୍ ନଃକେରେ ତାର୍ ବିଚାର୍ ଅୟ୍ ସଃର୍ଲିନି, ବଃଲେକ୍ ସେ ଇସ୍ୱରାର୍ ଗଟେକ୍ବଃଲି ହୟ୍ସିର୍ ନାଉଁଏ ବିସ୍ୱାସ୍ ନଃକେରେ ।
அதஏவ ய: கஸ்²சித் தஸ்மிந் விஸ்²வஸிதி ஸ த³ண்டா³ர்ஹோ ந ப⁴வதி கிந்து ய: கஸ்²சித் தஸ்மிந் ந விஸ்²வஸிதி ஸ இதா³நீமேவ த³ண்டா³ர்ஹோ ப⁴வதி, யத: ஸ ஈஸ்²வரஸ்யாத்³விதீயபுத்ரஸ்ய நாமநி ப்ரத்யயம்’ ந கரோதி|
19 ଆର୍, ସେ ବିଚାର୍ ଇରି, ଜଃଗତାର୍ ଉଜାଳ୍ ତଃରାସି ଆଚେ, ଆର୍ ଲକ୍ମଃନ୍ ଉଲାଳ୍କେ ନଃଚିକଃରି ଅଃନ୍ଦାର୍କେ ଲାଡ୍ କଃଲାୟ୍, ବଃଲେକ୍ ସେମଃନ୍କାର କାମ୍ ସଃବୁ ମଃନ୍ଦ୍ ।
ஜக³தோ மத்⁴யே ஜ்யோதி: ப்ராகாஸ²த கிந்து மநுஷ்யாணாம்’ கர்ம்மணாம்’ த்³ரு’ஷ்டத்வாத் தே ஜ்யோதிஷோபி திமிரே ப்ரீயந்தே ஏததே³வ த³ண்ட³ஸ்ய காரணாம்’ ப⁴வதி|
20 ବଃଲେକ୍ ଜୁୟ୍ ଲକ୍ କଃରାବ୍ କାମ୍ କଃରେଦ୍, ଉଜାଳ୍କେ ଗିଣ୍ କଃରେଦ୍, ବଃଲେକ୍ ତାର୍ କଃରାବ୍ କାମ୍ମଃନ୍ ହଃଦାୟ୍ ହଃଳ୍ତା ଡିର୍କେ ଉଜାଳେ ଆସୁନଃଚେ ।
ய: குகர்ம்ம கரோதி தஸ்யாசாரஸ்ய த்³ரு’ஷ்டத்வாத் ஸ ஜ்யோதிர்ரூ’தீயித்வா தந்நிகடம்’ நாயாதி;
21 ଜାର୍ କାମ୍ ସଃତ୍, ସେ ଉଜାଳେ ଆସୁକ୍ ମଃନ୍ କଃରେଦ୍, ଜଃନ୍କଃରି ତାର୍ କାମ୍ ଇସ୍ୱରାର୍ ତଃୟ୍ହୁଣି ଅୟ୍ଲି ବଃଲି ଜାଣା ହଃଳେଦ୍ ।
கிந்து ய: ஸத்கர்ம்ம கரோதி தஸ்ய ஸர்வ்வாணி கர்ம்மாணீஸ்²வரேண க்ரு’தாநீதி ஸதா² ப்ரகாஸ²தே தத³பி⁴ப்ராயேண ஸ ஜ்யோதிஷ: ஸந்நிதி⁴ம் ஆயாதி|
22 ଇତାର୍ହଃଚେ, ଜିସୁ ଆର୍ ତାର୍ ଚେଲାମଃନ୍ ଜିଉଦା ଦେସେ ଗଃଲାୟ୍, ଆର୍ ସେଟାଣେ ସେମଃନ୍କାର ସଃଙ୍ଗ୍ ରଃୟକଃରି ବାପ୍ତିସମ୍ ଦେଉଁକ୍ ଦଃର୍ଲା ।
தத: பரம் யீஸு²: ஸி²ஷ்யை: ஸார்த்³த⁴ம்’ யிஹூதீ³யதே³ஸ²ம்’ க³த்வா தத்ர ஸ்தி²த்வா மஜ்ஜயிதும் ஆரப⁴த|
23 ଜହନ୍ ହେଁ ସାଲିମ୍ ଚଃମାର୍ ଆନନେ ବାପ୍ତିସମ୍ ଦେତିରିଲା, କାୟ୍କଃରୁକ୍ ବଃଲେକ୍ ସେତି ବୁତେକ୍ ହାଣି ରିଲି, ଆର୍ ଲକ୍ମଃନ୍ ତାର୍ ତଃୟ୍ ଆସ୍ତି ରିଲାୟ୍ ଆର୍ ବାପ୍ତିସମ୍ ନେତି ରିଲାୟ୍ ।
ததா³ ஸா²லம் நக³ரஸ்ய ஸமீபஸ்தா²யிநி ஐநந் க்³ராமே ப³ஹுதரதோயஸ்தி²தேஸ்தத்ர யோஹந் அமஜ்ஜயத் ததா² ச லோகா ஆக³த்ய தேந மஜ்ஜிதா அப⁴வந்|
24 ଜହନ୍ ସଃଡେବଃଳ୍ ହଃତେକ୍ ଜଃଇଲେ ଜାୟ୍ ନଃରିଲା ।
ததா³ யோஹந் காராயாம்’ ந ப³த்³த⁴: |
25 ନିର୍ମୁଳ୍ ଅଃଉତା କଃତାର୍ ଗିନେ, ଜହନ୍ ତଃୟ୍ଁ ହୁଣି ଆୟ୍ଲା କଃତିଗଟ୍ ଚେଲାମଃନ୍ ଗଟ୍ ଜିଉଦି ସଃଙ୍ଗ୍ ଦଃରାଦଃରି ଅୟ୍ଲାୟ୍ ।
அபரஞ்ச ஸா²சகர்ம்மணி யோஹாந: ஸி²ஷ்யை: ஸஹ யிஹூதீ³யலோகாநாம்’ விவாதே³ ஜாதே, தே யோஹந: ஸம்’ந்நிதி⁴ம்’ க³த்வாகத²யந்,
26 ଜହନାର୍ ଚେଲାମଃନ୍ ଜହନ୍ ହାକ୍ ଜାୟ୍ ତାକେ ସାକିଦି ଲାୟ୍, “ଗୁରୁ, ଏତାଉ ଜର୍ଦନ୍ ଗାଡାର୍ ଉଦ୍ୟାନ୍ବାଟ୍ ଜୁୟ୍ ମାନାୟ୍ ତର୍ ସଃଙ୍ଗ୍ ରେତିରିଲା, ଜାର୍ କଃତା ତୁୟ୍ କଃଉତି ରିଲିସ୍, ସେ ଅଃବେ ବାପ୍ତିସମ୍ ଦେଉଁଲା, ଆର୍ ସଃବୁ ଲକ୍ ତାର୍ ହାକ୍ ଜଃଉଁଲାୟ୍ ।”
ஹே கு³ரோ யர்த்³த³நநத்³யா: பாரே ப⁴வதா ஸார்த்³த⁴ம்’ ய ஆஸீத் யஸ்மிம்’ஸ்²ச ப⁴வாந் ஸாக்ஷ்யம்’ ப்ரத³தா³த் பஸ்²யது ஸோபி மஜ்ஜயதி ஸர்வ்வே தஸ்ய ஸமீபம்’ யாந்தி ச|
27 ଜହନ୍ କୟ୍ଲା, ସଃର୍ଗେ ହୁଣି ଇସ୍ୱର୍ ନଃଦିଲେକ୍ କୁୟ୍ ଲକ୍ କାୟ୍ରିହେଁ ହାଉଁନାହାରେ ।
ததா³ யோஹந் ப்ரத்யவோசத்³ ஈஸ்²வரேண ந த³த்தே கோபி மநுஜ: கிமபி ப்ராப்தும்’ ந ஸ²க்நோதி|
28 “ମୁୟ୍ କ୍ରିସ୍ଟ ନାୟ୍, ତାର୍ ଆଗାଳି ହଟାୟ୍ଲାର୍ ଆସିଆଚି, ମୁୟ୍ ଇରି କୟ୍ରିଲେ । ତୁମିମଃନ୍ ନିଜେ ସେ ସାକି ।
அஹம்’ அபி⁴ஷிக்தோ ந ப⁴வாமி கிந்து தத³க்³ரே ப்ரேஷிதோஸ்மி யாமிமாம்’ கதா²ம்’ கதி²தவாநாஹம்’ தத்ர யூயம்’ ஸர்வ்வே ஸாக்ஷிண: ஸ்த²|
29 ଜୁୟ୍ ଲକ୍ କଃନ୍ୟା ଆଣେଦ୍, ସେ ବଃର, ମଃତର୍ ବଃରର୍ ସଃଙ୍ଗ୍ ଅଃହ୍ଣାର୍ ଲକ୍ ଟିଆ ଅୟ୍ କଃତା ସୁଣେଦ୍, ସେ ବଃରର୍ ଗିନେ ବଃଡେ ସଃର୍ଦା ଅୟ୍ଦ୍ । ବଃଲେକ୍ ମର୍ ଇ ସଃର୍ଦା ହୁର୍ନ୍ ଅୟ୍ଆଚେ ।
யோ ஜந: கந்யாம்’ லப⁴தே ஸ ஏவ வர: கிந்து வரஸ்ய ஸந்நிதௌ⁴ த³ண்டா³யமாநம்’ தஸ்ய யந்மித்ரம்’ தேந வரஸ்ய ஸ²ப்³தே³ ஸ்²ருதே(அ)தீவாஹ்லாத்³யதே மமாபி தத்³வத்³ ஆநந்த³ஸித்³தி⁴ர்ஜாதா|
30 ସେ ବାୟ୍ଦ୍ରେ ବାଡୁକେ ହଃଳେଦ୍, ମଃତର୍ ମୁୟ୍ ବୁଡୁକ୍ ହଃଳେଦ୍ ।”
தேந க்ரமஸோ² வர்த்³தி⁴தவ்யம்’ கிந்து மயா ஹ்ஸிதவ்யம்’|
31 ଜେ ସଃର୍ଗେହୁଣି ଆସେଦ୍ ସେ ସଃବ୍କେ ବଃଡ୍ । ଜେ ହୁର୍ତିବିଏ ହୁଣି ଜାତ୍ ଅୟ୍ଆଚେ ସେ ଜଃଗତାର୍, ଆର୍ ସେ ଜଃଗତାର୍ କଃତା କୟ୍ଦ୍ ମଃତର୍ ଜେ ସଃର୍ଗେହୁଣି ଆସେଦ୍ ସେ ସଃବ୍କାର୍ ଉହ୍ରେ ବଃଡ୍ ।
ய ஊர்த்⁴வாதா³க³ச்ச²த் ஸ ஸர்வ்வேஷாம்’ முக்²யோ யஸ்²ச ஸம்’ஸாராத்³ உத³பத்³யத ஸ ஸாம்’ஸாரிக: ஸம்’ஸாரீயாம்’ கதா²ஞ்ச கத²யதி யஸ்து ஸ்வர்கா³தா³க³ச்ச²த் ஸ ஸர்வ்வேஷாம்’ முக்²ய: |
32 ସେ ଜାୟ୍ରି ଦଃକିଆଚେ ଆର୍ ସୁଣି ଆଚେ ସେରି ସାକି ଦଃୟ୍ଦ୍, ମଃତର୍ ତାର୍ କଃତା କେହେଁ ତାର୍ ସାକି ଦିଲାର୍ ସଃତ୍ନଃକେଲାୟ୍ ।
ஸ யத³பஸ்²யத³ஸ்²ரு’ணோச்ச தஸ்மிந்நேவ ஸாக்ஷ்யம்’ த³தா³தி ததா²பி ப்ராயஸ²: கஸ்²சித் தஸ்ய ஸாக்ஷ்யம்’ ந க்³ரு’ஹ்லாதி;
33 ମଃତର୍ ଜେ ତାର୍ ସାକି ଦିଲାର୍ ଦଃରିଆଚେ ଇସ୍ୱର୍ ଜେ ସଃତ୍ ବଃଲି ସେ ମୁଦ୍ରା ମାରାୟ୍ ଆଚେ ।
கிந்து யோ க்³ரு’ஹ்லாதி ஸ ஈஸ்²வரஸ்ய ஸத்யவாதி³த்வம்’ முத்³ராங்கி³தம்’ கரோதி|
34 ଜାକେ ଇସ୍ୱର୍ ହଃଟାୟ୍ ଆଚେ ସେ ଇସ୍ୱରାର୍ କଃତା କୟ୍ଦ୍, ବଃଲେକ୍ ସେ ଇସ୍ୱର୍ ତାକେ ହୁର୍ନ୍କଃରି ତାର୍ ଆତ୍ମା ଦଃୟ୍ଦ୍ ।
ஈஸ்²வரேண ய: ப்ரேரித: ஸஏவ ஈஸ்²வரீயகதா²ம்’ கத²யதி யத ஈஸ்²வர ஆத்மாநம்’ தஸ்மை அபரிமிதம் அத³தா³த்|
35 ଉବାସି ହୟ୍ସିକ୍ ଲାଡ୍ କଃରେଦ୍, ଆର୍ ସଃବୁ ବିସୟ୍ ତାର୍ ଆତେ ସଃହ୍ରି ଦଃୟ୍ଆଚେ ।
பிதா புத்ரே ஸ்நேஹம்’ க்ரு’த்வா தஸ்ய ஹஸ்தே ஸர்வ்வாணி ஸமர்பிதவாந்|
36 ଜେ ହୟ୍ସିର୍ ଟାଣେ ବିସ୍ୱାସ୍ କଃରେଦ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍; ଜେ ହୟ୍ସିକ୍ ମାୟ୍ନ୍ ନଃକେରେ ସେ ଅଃମ୍ବର୍ ଜିବନ୍ ହାଉଁ ନାହାରେ, ମଃତର୍ ଇସ୍ୱରାର୍ ରିସା ତଃଳେ ରଃୟ୍ଦ୍ । (aiōnios )
ய: கஸ்²சித் புத்ரே விஸ்²வஸிதி ஸ ஏவாநந்தம் பரமாயு: ப்ராப்நோதி கிந்து ய: கஸ்²சித் புத்ரே ந விஸ்²வஸிதி ஸ பரமாயுஷோ த³ர்ஸ²நம்’ ந ப்ராப்நோதி கிந்த்வீஸ்²வரஸ்ய கோபபா⁴ஜநம்’ பூ⁴த்வா திஷ்ட²தி| (aiōnios )