< ଜହନ୍ 20 >
1 ରୟ୍ବାର୍ ଦିନ୍ ବର୍ ସଃକାଳ୍ୟା ଅଃନ୍ଦାର୍ ରେଉଁ ରେଉଁ ମଗ୍ଦଲିନି ମରିୟମ୍ ମଃସୁଣ୍ ଲଃଗେ ଜାୟ୍ ସେଲଃଗେ ଡାହିରିଲା ଟେଳା ଗୁଚିରିଲାର୍ ଦଃକ୍ଲି ।
Now on the first day of the week Mary Magdalene comes early, while it was still darkness, to the sepulcher, and sees the stone taken away from the sepulcher.
2 ତଃବେ ସେ ଦଃବ୍ଳି ଜାୟ୍ ସିମନ୍ ପିତର୍ ଆର୍ ଜିସୁ ଜାକେ ଲାଡ୍ କଃର୍ତିରିଲା, ସେ ବିନ୍ ଚେଲାର୍ ଲଃଗେ ଆୟ୍ଲି, ଆର୍ ସେମଃନ୍କେ କୟ୍ଲି, “ସେମଃନ୍ ମାପ୍ରୁକ୍ ମଃସୁଣ୍ କାଲେ ହୁଣି ନଃୟ୍ ଗଃଲାୟ୍ ଆଚ୍ତି, ଆରେକ୍ ତାକ୍ କୁୟ୍ ଟାଣେ ସଃଙ୍ଗାୟ୍ ଆଚ୍ତି, ସେରି ଅଃମିମଃନ୍ ନଃଜାଣୁ ।”
Therefore she runs and comes to Simon Peter, and to the other disciple whom Jesus loved, and says to them, They have taken away the Lord out of the sepulcher, and we know not where they have laid him.
3 ସେତାକ୍ ପିତର୍ ଆର୍ ସେ ବିନ୍ ଚେଲା ମଃସୁଣ୍ ଲଃଗେ ଜଃଉଁକେ ବାରାୟ୍ଲାୟ୍ ।
Peter therefore went forth, and the other disciple, and they went toward the sepulcher.
4 ସେମଃନ୍ ଦୁୟ୍ଲକ୍ ଅଃକାବଃଳ୍ ଦଃବ୍ଳୁକ୍ ଦଃର୍ଲାୟ୍, ଆର୍ ସେ ବିନ୍ ଚେଲା ପିତର୍କେ ହଃଚେ ଚାଡି ଆଗ୍ତୁ ମଃସୁଣ୍ ଲଃଗେ ହଚ୍ଲା,
And the two men ran together, and the other disciple ran ahead quicker than Peter and came first to the sepulcher.
5 ଆର୍ ଲଃହ୍ଟିକଃରି ବିତ୍ରେ ଦଃକି ଜିସୁକେ ଜୁୟ୍ ମଃସ୍ଣି ହଃଚ୍ୟା ଗୁଳ୍ୟାୟ୍ ରିଲାୟ୍ ସେରି ସଃବୁ ଅଦ୍ରି ରିଲାର୍ ଦଃକ୍ଲା, ମଃତର୍ ସେ ବିତ୍ରେ ନଃହୁର୍ଲା ।
And after stooping down, he sees the linen cloths lying, yet he entered not.
6 ହଃଚେ ସିମନ୍ ପିତର୍ ହେଁ ତାର୍ ହଃଚେ ହଃଚେ ଆସି ହଚ୍ଲା ଆର୍ ମଃସୁଣ୍ ବିତ୍ରେ ହୁରି ଦଃକ୍ଲା ଜେ, ସେ ମଃସ୍ଣି ହଃଚ୍ୟାମଃନ୍ ଅଦ୍ରିଆଚେ,
Simon Peter therefore comes following him, and he entered into the sepulcher. And he sees the linen cloths lying,
7 ଆରେକ୍ ତାର୍ ମୁଣ୍ଡେ ଜୁୟ୍ ତୁଆଲ୍ ବାନ୍ଦା ଅୟ୍ରିଲି, ସେରି ସେ ମଃସ୍ଣି ହଃଚ୍ୟା ସଃଙ୍ଗ୍ ନଃରେୟ୍ ବିନେ ଗଟେକ୍ ଜଃଗାୟ୍ ଗୁଳ୍ୟାୟ୍ ଅୟ୍ଆଚେ ।
and the face cloth that was on his head, not lying with the linen cloths, but wrapped up in one place separately.
8 ସଃଡେବଃଳ୍ ଜୁୟ୍ ବିନ୍ ଚେଲା ଆଗ୍ତୁ ମଃସୁଣ୍ ଲଃଗେ ଆସିରିଲା, ସେ ହେଁ ବିତ୍ରେ ହୁରି ଦଃକ୍ଲା ଆର୍ ବିସ୍ୱାସ୍ କଃଲା;
Therefore then the other disciple who came first to the sepulcher, also entered in, and he saw and believed.
9 ମଃତର୍ ମଃଲା ଲକ୍ମଃନାର୍ ବିତ୍ରେହୁଣି ଜିସୁକେ ଜେ ଜିବନ୍ ହାୟ୍ ଉଟୁକ୍ ଅୟ୍ଦ୍, ଦଃର୍ମ୍ ସାସ୍ତର୍ ତଃୟ୍ର୍ ଇ ବଃଚନ୍ ସେମଃନ୍ ସଃଡେବଃଳ୍ ହଃତେକ୍ ବୁଜି ନଃରିଲାୟ୍ ।
For they had not yet known the scripture that he must rise from the dead.
10 ତାର୍ହଃଚେ ଚେଲାମଃନ୍ ସେମଃନାର୍ ଗଃରେ ବାଉଳି ଗଃଳାୟ୍ ।
So the disciples departed again to themselves.
11 ମଃତର୍ ମରିୟମ୍ କାନ୍ଦି କାନ୍ଦି ହଃଦାୟ୍ ମଃସୁଣ୍ ଲଃଗେ ଟିଆ ଅୟ୍ରିଲି; ଆରେକ୍ କାନ୍ଦି କାନ୍ଦି ସେ ଲଃହ୍ଟିକଃରି ମଃସୁଣ୍ ବିତ୍ରେ ଦଃକ୍ଲି,
But Mary had stood outside near the sepulcher weeping. So, as she wept, she stooped down to the sepulcher.
12 ଆର୍ ଜିସୁର୍ ଗଃଗାଳ୍ ଜୁୟ୍ ଜଃଗାୟ୍ ସଃଙ୍ଗା ଅୟ୍ରିଲି, ସେତିର୍ ମୁଣ୍ଡ୍ ଲଃଗେ ଗଟ୍ଲକ୍ ଆର୍ ହାଦ୍ ଲଃଗେ ଆରେକ୍ ଗଟ୍ଲକ୍, ଇବାନ୍ୟା ଦୁୟ୍ ଲକ୍ ଦବ୍ ବଃସ୍ତର୍ ହିନ୍ଦିରିଲା ଦୁତ୍କେ ବଃସି ରିଲାର୍ ଦଃକ୍ଲି ।
And she sees two agents in white, sitting, one at the head and one at the feet, where the body of Jesus was lain.
13 ସେମଃନ୍ ତାକ୍ କୟ୍ଲାୟ୍, “ଏ ଆୟା, କାୟ୍ତାକ୍ କାନ୍ଦୁଲିସ୍?” ସେ ସେମଃନ୍କେ କୟ୍ଲି, “କୁୟ୍ ଲକ୍ କି ମର୍ ମାପ୍ରୁକ୍ ନିଲାୟ୍ ଆଚ୍ତି, ଆର୍ ତାକ୍ କୁୟ୍ ଟାଣେ ସଃଙ୍ଗାୟ୍ ଆଚ୍ତି, ସେରି ମୁୟ୍ ନଃଜାଣି ।”
And those men say to her, Woman, why weep thou? She says to them, Because they have taken away my Lord, and I know not where they have laid him.
14 ସେ ଇରି କୟ୍ ହଃଚ୍ବାଟ୍ୟା ଲେଉଟିକଃରି ଜିସୁକେ ଟିଆ ଅୟ୍ରିଲାର୍ ଦଃକ୍ଲି, ମଃତର୍ ସେ ଜେ ଜିସୁ ସେରି ଜାଣୁ ନାହାର୍ଲି ।
And having said these things, she turned backward, and sees Jesus standing. And she had not known that it is Jesus.
15 ଜିସୁ ତାକ୍ କୟ୍ଲା, “ଏ ଆୟା, କାୟ୍ତାକ୍ କାନ୍ଦୁଲିସ୍? କାକେ ଲଳୁଲିସ୍?” ସେ ତାକ୍ ବାଳାର୍ ଜାଗୁଆଳି ବଃଲି ବାବି କୟ୍ଲି, “ମାପ୍ରୁ, ତୁୟ୍ ଜଦି ତାକ୍ ନଃୟ୍ ଆଚ୍ସି, ତଃବେ ତାକ୍ କୁୟ୍ ଟାଣେ ସଃଙ୍ଗାୟ୍ ଆଚ୍ସି, ମକ୍ କଃଉ, ଆର୍ ମୁୟ୍ ତାକ୍ ନଃୟ୍ନ୍ଦ୍ ।”
Jesus says to her, Woman, why weep thou? Whom seek thou? That woman, supposing that he is the gardener, says to him, Sir, if thou have taken him, tell me where thou have laid him, and I will take him away.
16 ଜିସୁ ତାକ୍ କୟ୍ଲା, “ମରିୟମ୍ ।” ସେ ଲେଉଟିକଃରି ଏବ୍ରି ବାସାୟ୍ କୟ୍ଲି, “ରାବ୍ବୁନି!” ବଃଲେକ୍, “ଏ ଗୁରୁ ।”
Jesus says to her, Mary. After turning around, that woman says to him, Rabboni, which says, Teacher.
17 ଜିସୁ ତାକ୍ କୟ୍ଲା, “ମକ୍ ଦଃରି ରିଆ ନାୟ୍, କାୟ୍ତାକ୍ବଃଲେକ୍ ମୁୟ୍ ଅଃବେ ହଃତେକ୍ ଉବାର୍ ଲଃଗେ ନଃଜାୟ୍ଁତା; ମଃତର୍ ମର୍ ବାୟ୍ମଃନାର୍ ଲଃଗେ ଜାୟ୍ ସେମଃନ୍କେ କଃଉ, ମୁୟ୍ ମର୍ ଉବା ଆର୍ ସେମଃନାର୍ ଉବାସି, ମର୍ ଇସ୍ୱର୍ ଆର୍ ସେମଃନାର୍ ଇସ୍ୱରାର୍ ଲଃଗେ ଜଃଉଁଲେ ।”
Jesus says to her, Do not touch me, for I have not yet ascended to my Father. But go to my brothers, and say to them, I ascend to my Father and your Father, and my God and your God.
18 ମଗ୍ଦଲିନି ମରିୟମ୍ ଜାୟ୍, ମୁୟ୍ ମାପ୍ରୁକ୍ ଦଃକି ଆଚି, ଆର୍ ସେ ମକ୍ ଇସଃବୁ କୟ୍ଆଚେ ବଃଲି ଚେଲାମଃନ୍କେ କୟ୍ଲି ।
Mary Magdalene comes informing the disciples that she has seen the Lord, and he spoke these things to her.
19 ସେଦିନ୍, ବଃଲେକ୍, ରୟ୍ବାର୍ ଦିନ୍ ସଃଞ୍ଜ୍ବେଳ୍ୟା ଜଃଡେବଃଳ୍ ଚେଲାମଃନ୍ ଜୁୟ୍ ଗଃରେ ରିଲାୟ୍, ସେତିର୍ ଜିଉଦି ଅଃଦିକାରିମଃନ୍କେ ଡିରିକଃରି ଦୁଆର୍ ଡାହି ଅୟ୍ ରେତିରିଲାୟ୍, ସଃଡେବଃଳ୍ ଜିସୁ ଆସି ମଃଜି ଟାଣେ ଟିଆ ଅୟ୍ ସେମଃନ୍କେ କୟ୍ଲା, “ତୁମିମଃନାର୍ ସୁସ୍ତା ଅଃଉଅ ।”
Therefore being evening that day, the first day of the week, and the doors having been shut where the disciples were who assembled because of fear of the Jews, Jesus came and stood in the midst, and says to them, Peace to you.
20 ଆରେକ୍, ଇରି କୟ୍ ସେ ସେମଃନ୍କେ ଅଃହ୍ଣାର୍ ଆତ୍ ଆର୍ କୁଚି ଦଃକାୟ୍ଲା । ସେତାକ୍ ଚେଲାମଃନ୍ ମାପ୍ରୁକ୍ ଦଃକି ସଃର୍ଦା ଅୟ୍ଲାୟ୍ ।
And having said this, he showed them his hands and side. His disciples therefore rejoiced when they saw the Lord.
21 ଜିସୁ ସେମଃନ୍କେ ଆରେକ୍ କୟ୍ଲା, “ତୁମିମଃନାର୍ ସୁସ୍ତା ଅଃଉଅ; ଉବା ଜଃନ୍କଃରି ମକ୍ ହଃଟାୟ୍ ଆଚେ, ମୁୟ୍ ହେଁ ସେବାନ୍ୟା ତୁମିମଃନ୍କେ ହଃଟାଉଁଲେ ।”
Jesus therefore said to them again, Peace to you. As the Father has sent me, I also send you.
22 ସେ ଇରି କୟ୍ ସେମଃନାର୍ ଉହ୍ରେ ହୁଣ୍ଡାଣ୍ ଚାଡି ସେମଃନ୍କେ କୟ୍ଲା, “ପବିତ୍ର ଆତ୍ମାକେ ହାଉଆ ।
And after saying this, he breathed on them, and says to them, Receive ye the Holy Spirit.
23 ତୁମିମଃନ୍ ଜଦି କାର୍ ହାହ୍ କେମା କଃରାସ୍, ତାର୍ ହାହ୍ କେମା ଅୟ୍ଦ୍; ଆରେକ୍, ଜଦି କାର୍ ହାହ୍ କେମା ନଃକେରାସ୍, ତାର୍ ହାହ୍ କେମା ନୟ୍ ।”
If ye forgive the sins of any, they are forgiven them. If ye retain of any, they are retained.
24 ମଃତର୍ ଜିସୁ ଜଃଡେବଃଳ୍ ଆସିରିଲା, ସଃଡେବଃଳ୍ ବାର ଲକାର୍ ବିତ୍ରେ ତମା ନାଉଁଆର୍ ଗଟ୍ଲକ୍, ଜାକେ ଦିଦୁମ୍ ବଃଲି କଃଉତି, ସେ ସେମଃନାର୍ ସଃଙ୍ଗ୍ ନଃରିଲା ।
But Thomas, one of the twelve, called Didymus, was not with them when Jesus came.
25 ତଃବେ ବିନ୍ ଚେଲାମଃନ୍ ତାକ୍ କୟ୍ଲାୟ୍, “ଅଃମିମଃନ୍ ମାପ୍ରୁକ୍ ଦଃକି ଆଚୁ ।” ମଃତର୍ ତମା ସେମଃନ୍କେ କୟ୍ଲା, “ତାର୍ ଆତେ କୁଟି ମାର୍ଲା ଚିନ୍ ସଃବୁ ନଃଦେକ୍ଲେକ୍, ଆର୍ ସେ ସଃବୁ ଜଃଗା ଲଃଗେ ମର୍ ଆଙ୍ଗଟି ସଃଙ୍ଗ୍ ନଃଚୁୟ୍ଲେକ୍ ଆର୍ ତାର୍ କୁଚାୟ୍ ମର୍ ଆତ୍ ନଃଚୁୟ୍ଲେକ୍ ମୁୟ୍ କଃବେ ହେଁ ବିସ୍ୱାସ୍ ନଃକେରି ।”
The other disciples therefore said to him, We have seen the Lord. But he said to them, Unless I may see the mark of the nails in his hands, and put my finger into the mark of the nails, and put my hand into his side, I will, no, not believe.
26 ଆଟ୍ ବିନ୍ ହଃଚେ ଜିସୁର୍ ଚେଲାମଃନ୍ ଆରେକ୍ ଗଃର୍ ବିତ୍ରେ ରିଲାୟ୍ ଆର୍ ତମା ହେଁ ସେମଃନାର୍ ସଃଙ୍ଗ୍ ରିଲା । ଆର୍ ଦୁଆର୍ ସଃବୁ ଡାହି ଅୟ୍ରିଲାବଃଳ୍ ଜିସୁ ଆସି ମଃଜାୟ୍ ଟିଆ ଅୟ୍ କୟ୍ଲା, “ତୁମିମଃନାର୍ ସୁସ୍ତା ଅଃଉଅ ।”
And after eight days his disciples were again inside, and Thomas with them. Jesus comes, the doors being shut, and stood in the midst, and said, Peace to you.
27 ହଃଚେ ସେ ତମାକ୍ କୟ୍ଲା, “ଇହାକ୍ ତର୍ ଆଙ୍ଗଟି ଆଣି ମର୍ ଆତ୍ ଦଃକ୍ ଆର୍ ଆତ୍ ଲାମାୟ୍ ମର୍ କୁଚାୟ୍ ଚିଉ; ଅବିସ୍ୱାସି ନୟ୍କଃରି ସଃତ୍କଃର୍ ।”
Then he says to Thomas, Bring thy finger here, and see my hands, and bring thy hand, and put into my side, and do not become faithless, but believing.
28 ତମା ଜିସୁକେ କୟ୍ଲା, “ମର୍ ମାପ୍ରୁ, ମର୍ ଇସ୍ୱର୍ ।”
Thomas answered and said to him, My Lord and my God.
29 ଜିସୁ ତାକ୍ କୟ୍ଲା, “ତୁୟ୍ କାୟ୍ ମକ୍ ଦଃକ୍ଲାକ୍ ବିସ୍ୱାସ୍ କଃଲିସ୍? ଜୁୟ୍ ଲକ୍ମଃନ୍ ନଃଦେକି ବିସ୍ୱାସ୍ କଃରି ଆଚ୍ତି, ସେମଃନାର୍ ବାୟ୍ଗ୍ ।”
Jesus says to him, Because thou have seen me, thou have believed. Blessed are those who have not seen, and have believed.
30 ଜିସୁ ଚେଲାମଃନାର୍ ମୁୟେ ଇବାନ୍ୟା ଗାଦେକ୍ ବିନ୍ ବିନ୍ ରଃକମାର୍ କାବା ଅଃଉତା ଚିନ୍ କଃଲା, ସେସଃବୁ ଇ ପୁସ୍ତକ୍ ଲଃଗେ ଲେକା ନୟ୍;
And indeed therefore many other signs Jesus did in the presence of his disciples, which are not written in this book.
31 ମଃତର୍ ତୁମିମଃନ୍ ଜଃନ୍କଃରି ବିସ୍ୱାସ୍ କଃରାସ୍ ଜେ, ଜିସୁ ଇସ୍ୱରାର୍ ହୟ୍ସି କ୍ରିସ୍ଟ, ଆରେକ୍ ବିସ୍ୱାସ୍ କଃରି ଜଃନ୍କଃରି ତୁମିମଃନ୍ ତାର୍ ନାଉଁଏ ଜିବନ୍ ହାଉଆସ୍, ଇତାର୍ ଗିନେ ଇ ସଃବୁ ଲେକା ଜାୟ୍ ଆଚେ ।
But these are written, so that ye may believe that Jesus is the Christ, the Son of God, and that believing ye may have life in his name.