< ଜହନ୍ 19 >
1 ତାର୍ହଃଚେ ପିଲାତ ଜିସୁକେ ନଃୟ୍କଃରି କର୍ଡା ମାରାୟ୍ଲା ।
പീലാതോ യീശുമ് ആനീയ കശയാ പ്രാഹാരയത്|
2 ଆରେକ୍ ସଃଇନ୍ମଃନ୍ କାଟାର୍ ମୁକୁଟ୍ ତିଆର୍ କଃରି ଜିସୁକେ ମୁଣ୍ଡେ ହିନ୍ଦାୟ୍ଲାୟ୍ ଆର୍ ତାକ୍ ଆଙ୍ଗି ହିନ୍ଦାୟ୍ଲାୟ୍;
പശ്ചാത് സേനാഗണഃ കണ്ടകനിർമ്മിതം മുകുടം തസ്യ മസ്തകേ സമർപ്യ വാർത്താകീവർണം രാജപരിച്ഛദം പരിധാപ്യ,
3 ଆର୍ ସେମଃନ୍ ତାର୍ ଲଃଗେ ଆସି କୟ୍ଲାୟ୍, “ଏ ଜିଉଦିମଃନାର୍ ରଃଜା ଜୁଆର୍;” ଆରେକ୍ ସେମଃନ୍ ତାକ୍ ଚାହୁଳ୍ ମାରୁକ୍ ଦଃର୍ଲାୟ୍ ।
ഹേ യിഹൂദീയാനാം രാജൻ നമസ്കാര ഇത്യുക്ത്വാ തം ചപേടേനാഹന്തുമ് ആരഭത|
4 ପିଲାତ ଆରେକ୍ ଗଟ୍ତର୍ ହଃଦାୟ୍ ବାରାୟ୍ ଲକ୍ମଃନ୍କେ କୟ୍ଲା, “ଦଃକା, ମୁୟ୍ ତାକ୍ ତୁମିମଃନାର୍ ଲଃଗେ ବାର କଃରି ଆଣୁଲେ । ଇରି ତୁମିମଃନ୍ ନିଜେ ଜାଣାସ୍ ଜେ, ତାକ୍ ଦସି କଃରୁକେ ମୁୟ୍ ତାର୍ ଲଃଗେ କାୟ୍ ହେଁ ଦଃସ୍ ନଃହାଉଁଲେ ।”
തദാ പീലാതഃ പുനരപി ബഹിർഗത്വാ ലോകാൻ അവദത്, അസ്യ കമപ്യപരാധം ന ലഭേഽഹം, പശ്യത തദ് യുഷ്മാൻ ജ്ഞാപയിതും യുഷ്മാകം സന്നിധൗ ബഹിരേനമ് ആനയാമി|
5 ସେତାକ୍ ଜିସୁ ସେ ବେଜା ରଃଙ୍ଗାର୍ ଆଙ୍ଗି ଆର୍ କାଟାର୍ ମୁକୁଟ୍ ହିନ୍ଦି ହଃଦାୟ୍ ଆୟ୍ଲା । ପିଲାତ ଲକ୍ମଃନ୍କେ କୟ୍ଲା, “ଦଃକା, ଇରି ସେ ଲକ୍ ।”
തതഃ പരം യീശുഃ കണ്ടകമുകുടവാൻ വാർത്താകീവർണവസനവാംശ്ച ബഹിരാഗച്ഛത്| തതഃ പീലാത ഉക്തവാൻ ഏനം മനുഷ്യം പശ്യത|
6 ସେତାକ୍ ବଃଡ୍ ଜାଜକ୍ ଆର୍ ମନ୍ଦିର୍ ଜାଗୁଆଳିମଃନ୍ ଜିସୁକେ ଦଃକି ଉଲ୍ଗାଟ୍ ଅୟ୍ କୟ୍ଲାୟ୍, “ତାକ୍ କ୍ରୁସ୍ ଉହ୍ରେ ଚଃଗାଉଆ, କ୍ରୁସେ ଚଃଗାଉଆ ।” ପିଲାତ ସେମଃନ୍କେ କୟ୍ଲା, “ତୁମିମଃନ୍ ତାକ୍ ନଃୟ୍ କ୍ରୁସେ ଚଃଗାଉଆ, କାୟ୍ତାକ୍ବଃଲେକ୍ ମୁୟ୍ ମଃର୍ନ୍ ଡଃଣ୍ଡ୍ ଦେଉଁକ୍ ତାର୍ ଲଃଗେ କାୟ୍ ହେଁ ଦଃସ୍ ନଃହାୟ୍ ।”
തദാ പ്രധാനയാജകാഃ പദാതയശ്ച തം ദൃഷ്ട്വാ, ഏനം ക്രുശേ വിധ, ഏനം ക്രുശേ വിധ, ഇത്യുക്ത്വാ രവിതും ആരഭന്ത| തതഃ പീലാതഃ കഥിതവാൻ യൂയം സ്വയമ് ഏനം നീത്വാ ക്രുശേ വിധത, അഹമ് ഏതസ്യ കമപ്യപരാധം ന പ്രാപ്തവാൻ|
7 ଜିଉଦିମଃନ୍ ତାକ୍ ଉତୁର୍ ଦିଲାୟ୍, “ଅଃମିମଃନାର୍ ଗଟେକ୍ ବିଦି ଆଚେ ଆର୍ ସେ ବିଦି ହଃର୍କାରେ ସେ ମଃର୍ନ୍ ଡଃଣ୍ଡ୍ ବାୟ୍ଦ୍ରେ ହାଉତା ଜୟ୍ଗ୍, କାୟ୍ତାକ୍ବଃଲେକ୍ ସେ ନିଜ୍କେ ଇସ୍ୱରାର୍ ହୟ୍ସି ବଃଲି କଃଉଁଲା ।”
യിഹൂദീയാഃ പ്രത്യവദൻ അസ്മാകം യാ വ്യവസ്ഥാസ്തേ തദനുസാരേണാസ്യ പ്രാണഹനനമ് ഉചിതം യതോയം സ്വമ് ഈശ്വരസ്യ പുത്രമവദത്|
8 ସେତାକ୍ ପିଲାତ ଇ କଃତା ସୁଣି ଅଃଦିକ୍ ଡିରି ଗଃଲା;
പീലാത ഇമാം കഥാം ശ്രുത്വാ മഹാത്രാസയുക്തഃ
9 ଆରେକ୍, ସେ ଆରେକ୍ ଗଟ୍ତର୍ କୁଆଳ୍ ବିତ୍ରେ ବାଉଳି ଜାୟ୍ ଜିସୁକେ ହଃଚାର୍ଲା, “ତୁୟ୍ କୁୟ୍ତିହୁଣି ଆସି ଆଚ୍ସି?” ମଃତର୍ ଜିସୁ ତାକ୍ ଉତୁର୍ ନଃଦିଲା ।
സൻ പുനരപി രാജഗൃഹ ആഗത്യ യീശും പൃഷ്ടവാൻ ത്വം കുത്രത്യോ ലോകഃ? കിന്തു യീശസ്തസ്യ കിമപി പ്രത്യുത്തരം നാവദത്|
10 ସେତାକ୍ ପିଲାତ ତାକ୍ କୟ୍ଲା, “ମର୍ ସଃଙ୍ଗ୍ କଃତା ନଃଉସି? ତୁୟ୍ ଜାଣ୍, ତକ୍ ମୁକ୍ଳାଉଁକେ ମର୍ ଅଃଦିକାର୍ ଆଚେ ଆର୍ ତକ୍ କ୍ରୁସ୍ ଉହ୍ରେ ଚଃଗାଉଁକ୍ ହେଁ ମର୍ ଅଃଦିକାର୍ ଆଚେ, ଇରି କାୟ୍ ତୁୟ୍ ନଃଜାଣ୍ସି?”
തതഃ പീലാത് കഥിതവാന ത്വം കിം മയാ സാർദ്ധം ന സംലപിഷ്യസി? ത്വാം ക്രുശേ വേധിതും വാ മോചയിതും ശക്തി ർമമാസ്തേ ഇതി കിം ത്വം ന ജാനാസി? തദാ യീശുഃ പ്രത്യവദദ് ഈശ്വരേണാദം മമോപരി തവ കിമപ്യധിപതിത്വം ന വിദ്യതേ, തഥാപി യോ ജനോ മാം തവ ഹസ്തേ സമാർപയത് തസ്യ മഹാപാതകം ജാതമ്|
11 ଜିସୁ କୟ୍ଲା, “ଜଦି ଇସ୍ୱର୍ ତଃୟ୍ହୁଣି ତକ୍ ଅଃଦିକାର୍ ଦିଆଅୟ୍ ନଃରିଲେକ୍, ସେବାନ୍ୟା ଅୟ୍ଲେକ୍ ମର୍ ବିରଦେ ତର୍ କାୟ୍ରି ହେଁ ଅଃଦିକାର୍ ନଃରିଲିହୁଣି; ତଃବେ ଜେ ମକ୍ ତର୍ ଆତେ ସଃହ୍ରି ଦଃୟ୍ଆଚେ, ତାର୍ ହାହ୍ ଅଃନାୟ୍ ବଃଡ୍ ।”
തദാ യീശുഃ പ്രത്യവദദ് ഈശ്വരേണാദത്തം മമോപരി തവ കിമപ്യധിപതിത്വം ന വിദ്യതേ, തഥാപി യോ ജനോ മാം തവ ഹസ്തേ സമാർപയത് തസ്യ മഹാപാതകം ജാതമ്|
12 ସେତାକ୍ ପିଲାତ ତାକ୍ ମୁକ୍ଳାଉଁକେ ଚେସ୍ଟା କଃଲା, ମଃତର୍ ଜିଉଦିମଃନ୍ ଆଉଲି ଅୟ୍କଃରି କୟ୍ଲାୟ୍, “ଜଦି ତୁୟ୍ ଇ ଲକ୍କେ ମୁକ୍ଳାଉସି, ତଃବେ ତୁୟ୍ କାଇସର୍ ସଃଙ୍ଗ୍ ନାୟ୍; ଜୁୟ୍ ଲକ୍ ଅଃହ୍ଣାକ୍ ରଃଜା ବଃଲି କୟ୍ଦ୍, ସେ କାୟ୍ସରାର୍ ବିରଦେ କଃତା କୟ୍ଦ୍ ।”
തദാരഭ്യ പീലാതസ്തം മോചയിതും ചേഷ്ടിതവാൻ കിന്തു യിഹൂദീയാ രുവന്തോ വ്യാഹരൻ യദീമം മാനവം ത്യജസി തർഹി ത്വം കൈസരസ്യ മിത്രം ന ഭവസി, യോ ജനഃ സ്വം രാജാനം വക്തി സഏവ കൈമരസ്യ വിരുദ്ധാം കഥാം കഥയതി|
13 ତଃବେ, ପିଲାତ ଇ ସଃବୁ କଃତା ସୁଣି ଜିସୁକେ ବାର୍କଃରି ଆଣି ଟେଳା ବାଦ୍ହୁର୍, ଜାକେ ଏବ୍ରି ବାସାୟ୍ “ଗବ୍ବତା” ବଃଲି କଃଉତି, ସେ ବିଚାର୍ କଃର୍ତା ଟାଣେ ବଃସ୍ଲା ।
ഏതാം കഥാം ശ്രുത്വാ പീലാതോ യീശും ബഹിരാനീയ നിസ്താരോത്സവസ്യ ആസാദനദിനസ്യ ദ്വിതീയപ്രഹരാത് പൂർവ്വം പ്രസ്തരബന്ധനനാമ്നി സ്ഥാനേ ഽർഥാത് ഇബ്രീയഭാഷയാ യദ് ഗബ്ബിഥാ കഥ്യതേ തസ്മിൻ സ്ഥാനേ വിചാരാസന ഉപാവിശത്|
14 ସେ ଦିନ୍ ମୁକ୍ଳାଉଁଣି ହଃର୍ବ୍ ତିଆର୍ ଅଃଉତା ଦିନ୍ ରିଲି, ଆର୍ ସଃଡେବଃଳ୍ ସଃକାଳ୍ ଚଅ ଗଃଟା ଅୟ୍ରିଲି । ଆରେକ୍, ପିଲାତ ଜିଉଦିମଃନ୍କେ କୟ୍ଲା, “ଦଃକା, ତୁମିମଃନାର୍ ରଃଜା ।”
അനന്തരം പീലാതോ യിഹൂദീയാൻ അവദത്, യുഷ്മാകം രാജാനം പശ്യത|
15 ସେତାକ୍ ସେମଃନ୍ ଆଉଲି ଅୟ୍ କୟ୍ଲାୟ୍, “ତାକ୍ ମଃର୍ନେ ମାରା, ମଃର୍ନେ ମାରା, କ୍ରୁସ୍ ଉହ୍ରେ ଚଃଗାଉଆ ।” ପିଲାତ ସେମଃନ୍କେ କୟ୍ଲା, “ମୁୟ୍ କାୟ୍ ତୁମିମଃନାର୍ ରଃଜାକ୍ କ୍ରୁସେ ଚଃଗାୟ୍ନ୍ଦ୍?” ବଃଡ୍ ଜାଜକ୍ମଃନ୍ କୟ୍ଲା, “କାଇସର୍କେ ଚାଡି ଅଃମାର୍ ଆରେକ୍ କେ ରଃଜା ନାୟ୍ ।”
കിന്തു ഏനം ദൂരീകുരു, ഏനം ദൂരീകുരു, ഏനം ക്രുശേ വിധ, ഇതി കഥാം കഥയിത്വാ തേ രവിതുമ് ആരഭന്ത; തദാ പീലാതഃ കഥിതവാൻ യുഷ്മാകം രാജാനം കിം ക്രുശേ വേധിഷ്യാമി? പ്രധാനയാജകാ ഉത്തരമ് അവദൻ കൈസരം വിനാ കോപി രാജാസ്മാകം നാസ്തി|
16 ସେତାକ୍ ଜିସୁକେ ଜଃନ୍କଃରି କ୍ରୁସ୍ ଉହ୍ରେ ଚଃଗା ଅୟ୍ଦ୍, ଇତାର୍ ଗିନେ, ପିଲାତ ତାକ୍ ସେମଃନାର୍ ଇଚା ହଃର୍କାରେ ସଃହ୍ରି ଦିଲା, ତଃବେ ସେମଃନ୍ ଜିସୁକେ ନିଲାୟ୍ ।
തതഃ പീലാതോ യീശും ക്രുശേ വേധിതും തേഷാം ഹസ്തേഷു സമാർപയത്, തതസ്തേ തം ധൃത്വാ നീതവന്തഃ|
17 ହଃଚେ ସେମଃନ୍ ଜିସୁକେ ଦଃରି ଗଃଲାୟ୍, ଆର୍ ଜିସୁ ନିଜେ କ୍ରୁସ୍ ବୟ୍ କଃହାଳ୍ ନାଉଁଆର୍ ଗଟେକ୍ ଟାଣେ ବାରାୟ୍ ଗଃଲା । ଜାକେ ଏବ୍ରି ବାସାୟ୍ ଗଲ୍ଗତା ବଃଲି କଃଉତି ।
തതഃ പരം യീശുഃ ക്രുശം വഹൻ ശിരഃകപാലമ് അർഥാദ് യദ് ഇബ്രീയഭാഷയാ ഗുൽഗൽതാം വദന്തി തസ്മിൻ സ്ഥാന ഉപസ്ഥിതഃ|
18 ସେତି ସେମଃନ୍ ତାକ୍ କ୍ରୁସ୍ ଉହ୍ରେ ଚଃଗାୟ୍ଲାୟ୍ ଆର୍ ତାର୍ ସଃଙ୍ଗ୍ ଆରେକ୍ ଦୁୟ୍ ଲକ୍କେ ଚଃଗାୟ୍ଲାୟ୍, ଦୁୟ୍ ହାକ୍ ଦୁୟ୍ ଲକ୍କେ ଆର୍ ମଃଜାୟ୍ ଜିସୁକେ ।
തതസ്തേ മധ്യസ്ഥാനേ തം തസ്യോഭയപാർശ്വേ ദ്വാവപരൗ ക്രുശേഽവിധൻ|
19 ଆର୍ ପିଲାତ ଗଟେକ୍ ଲେକା ଲେକି କଃରି ଜିସୁର୍ କ୍ରୁସ୍ ଉହ୍ରେ ଲାଗାୟ୍ଲା । ସେତି ଲେକା ଅୟ୍ରିଲି, “ନାଜରିତ୍ ଜିସୁ, ଜିଉଦିମଃନାର୍ ରଃଜା ।”
അപരമ് ഏഷ യിഹൂദീയാനാം രാജാ നാസരതീയയീശുഃ, ഇതി വിജ്ഞാപനം ലിഖിത്വാ പീലാതസ്തസ്യ ക്രുശോപരി സമയോജയത്|
20 ଜିଉଦିମଃନାର୍ ବିତ୍ରେ ଗାଦେକ୍ ଇ ଲେକା ହଳ୍ଲାୟ୍, କାୟ୍ତାକ୍ବଃଲେକ୍ ଜୁୟ୍ ଟାଣେ ଜିସୁକେ କ୍ରୁସ୍ ଉହ୍ରେ ଚଃଗା ଅୟ୍ରିଲି, ସେରି ଗଃଳାର୍ ଲଃଗେ ରିଲି; ଆରେକ୍ ସେ ଲେକା ଏବ୍ରି, ଲାଟିନ୍ ଆର୍ ଗ୍ରିକ୍ ବାସାୟ୍ ଲେକା ଅୟ୍ରିଲି ।
സാ ലിപിഃ ഇബ്രീയയൂനാനീയരോമീയഭാഷാഭി ർലിഖിതാ; യീശോഃ ക്രുശവേധനസ്ഥാനം നഗരസ്യ സമീപം, തസ്മാദ് ബഹവോ യിഹൂദീയാസ്താം പഠിതുമ് ആരഭന്ത|
21 ତଃବେ ଜିଉଦିମଃନାର୍ ବଃଡ୍ ଜାଜକ୍ମଃନ୍ ପିଲାତକେ କୟ୍ଲାୟ୍, “ତୁୟ୍ ‘ଜିଉଦିମଃନାର୍ ରଃଜା’ ବଃଲି ନଃଲେକି, ‘ମୁୟ୍ ଜିଉଦିମଃନାର୍ ରଃଜା ବଃଲି ନିଜ୍କେ କଃଉତିରିଲା,’ ଇବାନ୍ୟା ଲେକ୍ ।”
യിഹൂദീയാനാം പ്രധാനയാജകാഃ പീലാതമിതി ന്യവേദയൻ യിഹൂദീയാനാം രാജേതി വാക്യം ന കിന്തു ഏഷ സ്വം യിഹൂദീയാനാം രാജാനമ് അവദദ് ഇത്ഥം ലിഖതു|
22 ପିଲାତ କୟ୍ଲା, “ମୁୟ୍ ଜାୟ୍ରି ଲେକିଆଚି, ସେରି ଲେକିଆଚି ।”
തതഃ പീലാത ഉത്തരം ദത്തവാൻ യല്ലേഖനീയം തല്ലിഖിതവാൻ|
23 ସଃଇନ୍ମଃନ୍ ଜିସୁକେ କ୍ରୁସ୍ ଉହ୍ରେ ଚଃଗାୟ୍ଲା ହଃଚେ ଚାରି ଗଟ୍ ସଃଇନ୍ ତାର୍ ବଃସ୍ତର୍ ଚାରି ବାଗ୍ କଃରି ବାଟାକଃରି ନିଲାୟ୍, ହଃତି ସଃଇନ୍ମଃନାର୍ ଗିନେ ଗଟେକ୍ ଗଟେକ୍ ବାଗ୍, ଆର୍ ସେମଃନ୍ ତାର୍ ଆଙ୍ଗିକ୍ ହେଁ ନିଲାୟ୍ । ମଃତର୍ ତାର୍ ଉହ୍ରେ ହିନ୍ଦ୍ଲା ଆଙ୍ଗି ସିଲାୟ୍ ନାୟ୍ ଉହ୍ରେ ହୁଣି ତଃଳେ ହଃତେକ୍ ସଃବୁ ବୁଣା ଅୟ୍ରିଲି ।
ഇത്ഥം സേനാഗണോ യീശും ക്രുശേ വിധിത്വാ തസ്യ പരിധേയവസ്ത്രം ചതുരോ ഭാഗാൻ കൃത്വാ ഏകൈകസേനാ ഏകൈകഭാഗമ് അഗൃഹ്ലത് തസ്യോത്തരീയവസ്ത്രഞ്ചാഗൃഹ്ലത്| കിന്തൂത്തരീയവസ്ത്രം സൂചിസേവനം വിനാ സർവ്വമ് ഊതം|
24 ତଃବେ ସଃଇନ୍ମଃନ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, “ଇତାକ୍ ଚିରୁ ନଃଚୁଆଁ, ମଃତର୍ ଇରି କାର୍ ଅୟ୍ଦ୍, ସେତାର୍ ଗିନେ କେଳି ବାଚୁଆଁ ।” ଜଃନ୍କଃରି ଦଃର୍ମ୍ ସାସ୍ତର୍ ତଃୟ୍ର୍ ଇ ବଃଚନ୍ ହୁରୁଣ୍ ଅୟ୍ଦ୍, “ସେମଃନ୍ ଅଃହ୍ଣା ଅଃହ୍ଣାର୍ ବିତ୍ରେ ମର୍ ବଃସ୍ତର୍ ବାଟା କଃଲାୟ୍, ଆରେକ୍ ମର୍ ଆଙ୍ଗିର୍ ଗିନେ କେଳି ବାଚ୍ଲାୟ୍ ।” ତଃବେ ସଃଇନ୍ମଃନ୍ ଇସଃବୁ କଃଲାୟ୍ ।
തസ്മാത്തേ വ്യാഹരൻ ഏതത് കഃ പ്രാപ്സ്യതി? തന്ന ഖണ്ഡയിത്വാ തത്ര ഗുടികാപാതം കരവാമ| വിഭജന്തേഽധരീയം മേ വസനം തേ പരസ്പരം| മമോത്തരീയവസ്ത്രാർഥം ഗുടികാം പാതയന്തി ച| ഇതി യദ്വാക്യം ധർമ്മപുസ്തകേ ലിഖിതമാസ്തേ തത് സേനാഗണേനേത്ഥം വ്യവഹരണാത് സിദ്ധമഭവത്|
25 ମଃତର୍ ଜିସୁ କ୍ରୁସ୍ ଲଃଗେ ତାର୍ ଆୟ୍ସି, ତାର୍ ଆୟ୍ସିର୍ ବେଣ୍ସି, କ୍ଲପାର୍ ଡକୁର୍ସି ମରିୟମ୍ ଆର୍ ମଗ୍ଦଲିନି ମରିୟମ୍ ଟିଆ ଅୟ୍ରିଲାୟ୍ ।
തദാനീം യീശോ ർമാതാ മാതു ർഭഗിനീ ച യാ ക്ലിയപാ ഭാര്യ്യാ മരിയമ് മഗ്ദലീനീ മരിയമ് ച ഏതാസ്തസ്യ ക്രുശസ്യ സന്നിധൗ സമതിഷ്ഠൻ|
26 ଜିସୁ ତାର୍ ଆୟ୍ସି ଆର୍ ଜୁୟ୍ ଚେଲାମଃନ୍କେ ଲାଡ୍ କଃର୍ତିରିଲା, ସେମଃନ୍କେ ଲଃଗେ ଟିଆ ଅୟ୍ରିଲାର୍ ଦଃକି ଆୟ୍ସିକ୍ କୟ୍ଲା, “ଏ ଆୟା, ଦଃକ୍, ତର୍ ହୟ୍ଦି ।”
തതോ യീശുഃ സ്വമാതരം പ്രിയതമശിഷ്യഞ്ച സമീപേ ദണ്ഡായമാനൗ വിലോക്യ മാതരമ് അവദത്, ഹേ യോഷിദ് ഏനം തവ പുത്രം പശ്യ,
27 ସେଦାହ୍ରେ ସେ ଚେଲାକେ କୟ୍ଲା, “ଦଃକା, ତର୍ ଆୟ୍ଦି!” ଆର୍ ସେଦାହ୍ରେ ହୁଣି ସେ ଚେଲା ଜିସୁର୍ ଆୟ୍ସିକ୍ ଅଃହ୍ଣାର୍ ଗଃରେ ନିଲା ।
ശിഷ്യന്ത്വവദത്, ഏനാം തവ മാതരം പശ്യ| തതഃ സ ശിഷ്യസ്തദ്ഘടികായാം താം നിജഗൃഹം നീതവാൻ|
28 ଇତାର୍ ହଃଚେ ଜିସୁ ଦଃର୍ମ୍ ସାସ୍ତର୍ ତଃୟ୍ର୍ ବଃଚନ୍ ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ସଃବୁ ବିସୟ୍ ଅଃବେ ସଃରିଆଚେ ବଃଲି ଜାଣି କୟ୍ଲା, “ମକ୍ ସସ୍ ଲାଗୁଲି ।”
അനന്തരം സർവ്വം കർമ്മാധുനാ സമ്പന്നമഭൂത് യീശുരിതി ജ്ഞാത്വാ ധർമ്മപുസ്തകസ്യ വചനം യഥാ സിദ്ധം ഭവതി തദർഥമ് അകഥയത് മമ പിപാസാ ജാതാ|
29 ସେତି ହିତା ଅଙ୍ଗୁର୍ ରଃସ୍ ବଃର୍ତି ଅୟ୍ରିଲା ଗଟେକ୍ ଡକା ରିଲି; ତଃବେ ସେମଃନ୍ ସେତି କଃଣ୍ଡେକ୍ ସ୍ପଞ୍ଜ୍ ବୁଡାୟ୍ ସେରି ହାଟ୍ଳି ସଃଙ୍ଗ୍ ଗଟେକ୍ ଡେଙ୍ଗ୍ ଡାଙ୍ଗେ ଗୁଳିଆୟ୍ ତାର୍ ଟଣ୍ଡ୍ ଲଃଗେ ଦିଲାୟ୍ ।
തതസ്തസ്മിൻ സ്ഥാനേ അമ്ലരസേന പൂർണപാത്രസ്ഥിത്യാ തേ സ്പഞ്ജമേകം തദമ്ലരസേനാർദ്രീകൃത്യ ഏസോബ്നലേ തദ് യോജയിത്വാ തസ്യ മുഖസ്യ സന്നിധാവസ്ഥാപയൻ|
30 ସେତାକ୍ ଜିସୁ ସେ ହିତା ଅଙ୍ଗୁର୍ ରଃସ୍ ସୁରି କୟ୍ଲା, “ସେସ୍ ଅୟ୍ଲି ।” ଆର୍ ସେ ମୁଣ୍ଡ୍ ଲଃସାୟ୍ କଃରି ଆତ୍ମା ଚାଡ୍ଲା ।
തദാ യീശുരമ്ലരസം ഗൃഹീത്വാ സർവ്വം സിദ്ധമ് ഇതി കഥാം കഥയിത്വാ മസ്തകം നമയൻ പ്രാണാൻ പര്യ്യത്യജത്|
31 ସେ ଦିନ୍ ହଃର୍ବାର୍ ଗିନେ ତିଆର୍ ହଃଳ୍ତା ଦିନ୍ ରିଲାକ୍, ଗଃଗାଳ୍ମଃନ୍ ଜଃନ୍କଃରି ବିସାଉଁଣି ବାରେ କ୍ରୁସ୍ ଉହ୍ରେ ନଃରେୟ୍, କାୟ୍ତାକ୍ବଃଲେକ୍ ସେ ବିସାଉଁଣିବାର୍ ଦିନ୍ ରିଲି, ସେତାକ୍ ସେମଃନାର୍ ଗଡ୍ ବାଙ୍ଗା ଜଃଉଅ ଆର୍ ସେମଃନ୍କେ କ୍ରୁସ୍ କାଟେ ହୁଣି ଉତ୍ରାୟ୍ ଆଣୁକେ ଜିଉଦି ଅଃଦିକାରିମଃନ୍ ପିଲାତକେ ଗଃଉଆରି କଃଲାୟ୍ ।
തദ്വിനമ് ആസാദനദിനം തസ്മാത് പരേഽഹനി വിശ്രാമവാരേ ദേഹാ യഥാ ക്രുശോപരി ന തിഷ്ഠന്തി, യതഃ സ വിശ്രാമവാരോ മഹാദിനമാസീത്, തസ്മാദ് യിഹൂദീയാഃ പീലാതനികടം ഗത്വാ തേഷാം പാദഭഞ്ജനസ്യ സ്ഥാനാന്തരനയനസ്യ ചാനുമതിം പ്രാർഥയന്ത|
32 ତଃବେ ସଃଇନ୍ମଃନ୍ ଜାୟ୍ ଜିସୁର୍ ସଃଙ୍ଗ୍ କ୍ରୁସ୍କାଟେ ଚଃଗା ଅୟ୍ରିଲା ବିନ୍ ଦୁୟ୍ ଲକାର୍ ଗଡ୍ ବାଙ୍ଗାୟ୍ଲାୟ୍ ।
അതഃ സേനാ ആഗത്യ യീശുനാ സഹ ക്രുശേ ഹതയോഃ പ്രഥമദ്വിതീയചോരയോഃ പാദാൻ അഭഞ്ജൻ;
33 ମଃତର୍ ସେମଃନ୍ ଜିସୁର୍ ଲଃଗେ ଆସି ସେ ମଃରି ଗଃଲାବେ ବଃଲି ଦଃକି ତାର୍ ଗଡ୍ ବାଙ୍ଗାଉଁ ନଃଚ୍ଲାୟ୍ ।
കിന്തു യീശോഃ സന്നിധിം ഗത്വാ സ മൃത ഇതി ദൃഷ്ട്വാ തസ്യ പാദൗ നാഭഞ്ജൻ|
34 ତଃବେ ସଃଇନ୍ମଃନାର୍ ବିତ୍ରେ ଗଟ୍ ଲକ୍ ବାଲା ସଃଙ୍ଗ୍ ଜିସୁର୍ କୁଚାୟ୍ ବୁସ୍ଲା, ଆର୍ ସେଦାହ୍ରେ ବଃନି ଆର୍ ହାଣି ବାରାୟ୍ଲି ।
പശ്ചാദ് ഏകോ യോദ്ധാ ശൂലാഘാതേന തസ്യ കുക്ഷിമ് അവിധത് തത്ക്ഷണാത് തസ്മാദ് രക്തം ജലഞ്ച നിരഗച്ഛത്|
35 ଜେ ଦଃକି ଆଚେ, ସେ ସାକି ଦଃୟ୍ଆଚେ, ଜଃନ୍କଃରି ତୁମିମଃନ୍ ହେଁ ବିସ୍ୱାସ୍ କଃରାସ୍; ଆରେକ୍ ତାର୍ ସାକି ସଃତ୍ୟା, ଆର୍ ସେ ଜେ ସଃତ୍ କଃଉଁଲା, ଇରି ସେ ଜାଣେଦ୍ ।
യോ ജനോഽസ്യ സാക്ഷ്യം ദദാതി സ സ്വയം ദൃഷ്ടവാൻ തസ്യേദം സാക്ഷ്യം സത്യം തസ്യ കഥാ യുഷ്മാകം വിശ്വാസം ജനയിതും യോഗ്യാ തത് സ ജാനാതി|
36 କାୟ୍ତାକ୍ବଃଲେକ୍ ଦଃର୍ମ୍ ସାସ୍ତର୍ ତଃୟ୍ର୍ ଇ ବଃଚନ୍ ହୁରୁଣ୍ ଅଃଉଁକେ ଇସଃବୁ ବିସୟ୍ ଗଃଟ୍ଲି, “ତାର୍ କଃଣ୍ଡେକ୍ ଆଡ୍ ହେଁ ନଃବାଙ୍ଗେ ।”
തസ്യൈകമ് അസ്ധ്യപി ന ഭംക്ഷ്യതേ,
37 ଦଃର୍ମ୍ ସାସ୍ତର୍ ତଃୟ୍ ଆରେକ୍ ଗଟେକ୍ ବଃଚନ୍ ଲେକା ଅୟ୍ଆଚେ, “ସେମଃନ୍ ଜାକେ ବାଲା ସଃଙ୍ଗ୍ ବୁସ୍ଲାୟ୍, ତାକ୍ ଦଃକ୍ତି ।”
തദ്വദ് അന്യശാസ്ത്രേപി ലിഖ്യതേ, യഥാ, "ദൃഷ്ടിപാതം കരിഷ്യന്തി തേഽവിധൻ യന്തു തമ്പ്രതി| "
38 ଇ ସଃବୁ ଗଃଟ୍ଲା ହଃଚେ, ଜୁୟ୍ ହାରାମାତିଆର୍ ଜସେପ୍ ଜିସୁର୍ ଗଟେକ୍ ଚେଲା ରିଲା, ମଃତର୍ ଜିଉଦି ଅଃଦିକାରିମଃନ୍କେ ଡିରିକଃରି ଜାଣାୟ୍ ନଃଉତିରିଲା, ସେ ଜିସୁର୍ ଗଃଗାଳ୍ ନେଉଁକ୍ ପିଲାତକେ ଗଃଉଆରି କଃଲା । ସେତାକ୍ ପିଲାତ ନେ ବଃଲି କୟ୍ଲା । ତଃବେ ସେ ଆସି ଜିସୁର୍ ଗଃଗାଳ୍ ନିଲା ।
അരിമഥീയനഗരസ്യ യൂഷഫ്നാമാ ശിഷ്യ ഏക ആസീത് കിന്തു യിഹൂദീയേഭ്യോ ഭയാത് പ്രകാശിതോ ന ഭവതി; സ യീശോ ർദേഹം നേതും പീലാതസ്യാനുമതിം പ്രാർഥയത, തതഃ പീലാതേനാനുമതേ സതി സ ഗത്വാ യീശോ ർദേഹമ് അനയത്|
39 ଜୁୟ୍ ନିକଦିମ ହଃର୍ତୁମ୍ ରାତି ବଃଳ୍ୟା ଜିସୁର୍ ଲଃଗେ ଆସିରିଲା, ସେ ହେଁ ହଃକାହାକି ପଚାସ୍ ସେର୍ ବାସ୍ନା ଚିକଣ୍ ମିସ୍ଲା ଦୁହ୍ଣି ଦଃରି ଆୟ୍ଲା ।
അപരം യോ നികദീമോ രാത്രൗ യീശോഃ സമീപമ് അഗച്ഛത് സോപി ഗന്ധരസേന മിശ്രിതം പ്രായേണ പഞ്ചാശത്സേടകമഗുരും ഗൃഹീത്വാഗച്ഛത്|
40 ସେମଃନ୍ ଜିସୁର୍ ଗଃଗାଳ୍ ନଃୟ୍ ଜିଉଦିମଃନାର୍ ମଃସ୍ଣେ ତହ୍ତା ରିତି ହଃର୍କାରେ ସେରି ବାସ୍ନା ଚିକଣ୍ ହାଦ୍ଳାୟ୍ ତାକ୍ ଦବ୍ ମଃସ୍ଣି ହଃଚ୍ୟା ଗୁଳ୍ୟାୟ୍ଲାୟ୍ ।
തതസ്തേ യിഹൂദീയാനാം ശ്മശാനേ സ്ഥാപനരീത്യനുസാരേണ തത്സുഗന്ധിദ്രവ്യേണ സഹിതം തസ്യ ദേഹം വസ്ത്രേണാവേഷ്ടയൻ|
41 ଜୁୟ୍ ଟାଣେ ଜିସୁକେ କ୍ରୁସ୍ ଉହ୍ରେ ଚଃଗା ହାୟ୍ରିଲି, ସେ ଟାଣେ ଗଟେକ୍ ବାଳ୍ ରିଲି, ଆର୍ ସେ ବାଳେ ଗଟେକ୍ ନଃଉଆଁ ମଃସୁଣ୍ ରିଲି, ସେତି କଃବେ କାକେ ହେଁ ସଃଙ୍ଗାୟ୍ ନଃରିଲାୟ୍ ।
അപരഞ്ച യത്ര സ്ഥാനേ തം ക്രുശേഽവിധൻ തസ്യ നികടസ്ഥോദ്യാനേ യത്ര കിമപി മൃതദേഹം കദാപി നാസ്ഥാപ്യത താദൃശമ് ഏകം നൂതനം ശ്മശാനമ് ആസീത്|
42 ଆର୍ ଜିଉଦିମଃନାର୍ ତିଆର୍ ହଃଳ୍ତା ଦିନ୍ ରିଲାକ୍ ସେ ଟାଣେ ସେମଃନ୍ ଜିସୁକେ ସଃଙ୍ଗାୟ୍ଲାୟ୍, କାୟ୍ତାକ୍ବଃଲେକ୍ ସେ ମଃସୁଣ୍ ଲଃଗେ ରିଲି ।
യിഹൂദീയാനാമ് ആസാദനദിനാഗമനാത് തേ തസ്മിൻ സമീപസ്ഥശ്മശാനേ യീശുമ് അശായയൻ|