< ଜହନ୍‌ 17 >

1 ଜିସୁ ଇ ସଃବୁ କଃତା କୟ୍‌ ସଃରାୟ୍‌ ସଃର୍ଗ୍‌ ବାଟ୍ୟା ଦଃକିକଃରି କୟ୍‌ଲା, “ଉବା, ମର୍‌ ବେଳା ହଚ୍‌ଲିନି, ତର୍‌ ହୟ୍‌ଦିକ୍‌ ଜଃଜ୍‌ମାନ୍ କଃର୍‌, ଜଃନ୍‌କଃରି ହୟ୍‌ଦି ହେଁ ତକ୍‌ ଜଃଜ୍‌ମାନ୍ କଃରେଦ୍‌,
Dieses redete Jesus und hob seine Augen auf gen Himmel und sprach: Vater, die Stunde ist gekommen; verherrliche deinen Sohn, auf daß dein Sohn dich verherrliche.
2 ତୁୟ୍‌ ତାକ୍‌ ସଃବୁ ମାନାୟ୍‌ ଜାତି ଉହ୍ରେ ଅଃଦିକାର୍‌ ଦଃୟ୍‌ଆଚ୍‌ସି । ଜଃନ୍‌କଃରି ତୁୟ୍‌ ଜୁୟ୍‌ମଃନ୍‌କ୍‌ ତାର୍‌ ଆତେ ସଃହ୍ରି ଦଃୟ୍‌ ଆଚ୍‌ସି, ସେମଃନ୍‌କେ ସେ ଅଃମ୍ବର୍‌ ଜିବନ୍ ଦଃୟ୍‌ଦ୍‌ । (aiōnios g166)
Gleichwie du ihm Gewalt gegeben hast über alles Fleisch, auf daß er allen, die du ihm gegeben, [Eig. auf daß alles, was du ihm gegeben, er ihnen usw.] ewiges Leben gebe. (aiōnios g166)
3 ଆର୍‌, ଗଟେକ୍‌ ବଃଲି ସଃତ୍ୟା ଇସ୍ୱର୍‌ ଜେ ତୁୟ୍‌, ତକ୍‌ ଆର୍‌ ତୁୟ୍‌ ହଃଟାୟ୍‌ଲା ଜିସୁ କ୍ରିସ୍ଟକେ ଜାଣ୍‌ତାର୍‌ ହଃକା ଅଃମ୍ବର୍‌ ଜିବନ୍ । (aiōnios g166)
Dies aber ist das ewige Leben, daß sie dich, den allein wahren Gott, und den du gesandt hast, Jesum Christum, erkennen. (aiōnios g166)
4 ତୁୟ୍‌ ମକ୍‌ ଜୁୟ୍‌ କାମ୍‌ କଃରୁକେ ଦଃୟ୍‌ଆଚ୍‌ସି, ସେରି ମୁୟ୍‌ ସଃରାୟ୍‌ କଃରି ହୁର୍ତିବିଏ ତକ୍‌ ଜଃଜ୍‌ମାନ୍ କଃରି ଆଚି ।
Ich habe dich verherrlicht auf der Erde; das Werk habe ich vollbracht, welches du mir gegeben hast, daß ich es tun sollte.
5 ଏ ଉବା, ଜଃଗତାର୍‌ ଉବ୍‌ଜାଣ୍‌ ହୁର୍ବେ ତର୍‌ ସଃଙ୍ଗ୍ ମର୍‌ ଜୁୟ୍‌ ଜଃଜ୍‌ମାନ୍‌ ରିଲି, ଅଃବେ ତର୍‌ ମୁୟେ ତୁୟ୍‌ ମକ୍‌ ଜଃଜ୍‌ମାନ୍ କଃର୍‌ ।
Und nun verherrliche du, Vater, mich bei dir selbst mit der Herrlichkeit, die ich bei dir hatte, ehe die Welt war.
6 ତୁୟ୍‌ ମକ୍‌ ଜଃଗତାର୍‌ ବିତ୍ରେ ଜୁୟ୍‌ ଲକ୍‌ମଃନ୍‌କେ ସଃର୍ହି ଦଃୟରିଲିସ୍‌, ମୁୟ୍‌ ସେମଃନାର୍‌ ଲଃଗେ ତର୍‌ ନାଉଁ ଜାଣାୟ୍‌ଲେ ଆଚି; ସେମଃନ୍ ତର୍‌ ରିଲାୟ୍‌, ଆର୍‌ ତୁୟ୍‌ ସେମଃନ୍‌କେ ମକ୍‌ ସଃର୍ହି ଦିଲିସ୍‌, ଆର୍‌ ସେମଃନ୍ ତର୍‌ କଃତା ମାନ୍‌ଲାୟ୍‌ ଆଚ୍‌ତି ।
Ich habe deinen Namen geoffenbart den Menschen, die du mir aus der Welt gegeben hast. Dein waren sie, und du hast sie mir gegeben, und sie haben dein Wort bewahrt. [O. gehalten]
7 ତୁୟ୍‌ ମକ୍‌ ଜୁୟ୍‌ ଜୁୟ୍‌ରି ସଃର୍ହି ଦଃୟ୍‌ ଆଚ୍‌ସି, ସେ ସଃବୁ ଜେ ତର୍‌ ତଃୟ୍‌ହୁଣି ଆସି ଆଚେ, ଇରି ସେମଃନ୍ ଅଃବେ ବୁଜି ଆଚ୍‌ତି ।
Jetzt haben sie erkannt, daß alles, was du mir gegeben hast, von dir ist;
8 କାୟ୍‌ତାକ୍‌ବଃଲେକ୍‌ ତୁୟ୍‌ ମକ୍‌ ଜୁୟ୍‌ ସଃବୁ କଃତା ସଃର୍ହି ଦିଲିସ୍‌, ମୁୟ୍‌ ସେମଃନ୍‌କେ ସେସଃବୁ ସଃର୍ହି ଦିଲେ ଆଚି, ଆର୍‌ ସେମଃନ୍ ଦଃରି ଆଚ୍‌ତି, ଆରେକ୍‌ ମୁୟ୍‌ ଜେ ତର୍‌ ଲଃଗେହୁଣି ଆସି ଆଚି, ଆର୍‌ ତୁୟ୍‌ ମକ୍‌ ହଃଟାୟ୍‌ ଆଚ୍‌ସି ବଃଲି ନିଜ୍‌କଃରି ଜାଣ୍‌ଲାୟ୍‌ ଆର୍‌ ବିସ୍ୱାସ୍‌ କଃରୁଲାୟ୍‌ ।
denn die Worte, [O. Aussprüche, Mitteilungen] die du mir gegeben hast, habe ich ihnen gegeben, und sie haben sie angenommen und wahrhaftig erkannt, daß ich von dir ausgegangen bin, und haben geglaubt, daß du mich gesandt hast.
9 ମୁୟ୍‌ ସେମଃନାର୍‌ ଗିନେ ପାର୍ତ୍‌ନା କଃରୁଲେ; ଜଃଗତାର୍‌ ଗିନେ ପାର୍ତ୍‌ନା ନଃକେରି, ମଃତର୍‌ ତୁୟ୍‌ ମକ୍‌ ଜୁୟ୍‌ମଃନ୍‌କ୍‌ ଦଃୟ୍‌ ଆଚ୍‌ସି, ସେମଃନାର୍‌ ଗିନେ ପାର୍ତ୍‌ନା କଃରୁଲେ, କାୟ୍‌ତାକ୍‌ବଃଲେକ୍‌ ସେମଃନ୍ ତର୍‌;
Ich bitte für sie; [Eig. betreffs ihrer [der, derer]; so auch v 20] nicht bitte ich für die [Eig. betreffs ihrer [der, derer]; so auch v 20] Welt, sondern für die, [Eig. betreffs ihrer [der, derer]; so auch v 20] welche du mir gegeben hast, denn sie sind dein,
10 ଜୁୟ୍‌ ଜୁୟ୍‌ରି ମର୍‌, ସେ ସଃବୁ ତର୍‌, ଆରେକ୍‌ ଜୁୟ୍‌ ଜୁୟ୍‌ରି ତର୍‌, ସେ ସଃବୁ ମର୍‌; ଆର୍‌ ମୁୟ୍‌ ସେମଃନାର୍‌ ତଃୟ୍‌ହୁଣି ଜଃଜ୍‌ମାନ୍ ହାୟ୍‌ଆଚି ।
[und alles, was mein ist, ist dein, und was dein ist, mein] und ich bin in ihnen verherrlicht.
11 ମୁୟ୍‌ ଆରେକ୍‌ ଇ ଜଃଗତେ ନଃରେୟ୍‌ଁ, ମଃତର୍‌ ଇମଃନ୍‌ ଜଃଗତେ ରେଉଁଲାୟ୍‌; ଆରେକ୍‌, ମୁୟ୍‌ ତର୍‌ ଲଃଗେ ଜଃଉଁଲେ । ପବିତ୍ର ଉବା, ତୁୟ୍‌ ମକ୍‌ ଦିଲା ନାଉଁଆର୍‌ ସଃକ୍ତିୟେ ସେମଃନ୍‌କେ ବଚାଉ; ଜଃନ୍‌କଃରି ଅଃମିମଃନ୍‌ ଗଟେକ୍‌, ସେମଃନ୍ ସେବାନ୍ୟା ଗଟେକ୍‌ ଅଃଉଁକେ ଉହ୍‌କାର୍‌ କଃର୍‌ ।
Und ich bin nicht mehr in der Welt, und diese sind in der Welt, und ich komme zu dir. Heiliger Vater! bewahre sie in deinem Namen, den du mir [O. viell.: in welchem du sie mir] gegeben hast, auf daß sie eins seien, gleichwie wir.
12 ସେମଃନାର୍‌ ସଃଙ୍ଗ୍ ରେତି ରିଲାବଃଳ୍‌ ମୁୟ୍‌ ସେମଃନ୍‌କେ ତର୍‌ ନାଉଁଆର୍‌ ସଃକ୍ତିୟେ ବାଚାୟ୍‌ ଆସିଆଚି, ଜୁୟ୍‌ ନାଉଁ ତୁୟ୍‌ ମକ୍‌ ଦଃୟ୍‌ଆଚ୍‌ସି; ଆର୍‌ ମୁୟ୍‌ ସେମଃନ୍‌କେ ଜଃଗ୍ରାତ୍‌ କଃରି ବାଚାୟ୍‌ ଆଚି ଆର୍‌ ଦଃର୍ମ୍‌ ସାସ୍ତର୍‌ ତଃୟ୍‌ର୍‌ ବଃଚନ୍ ଜଃନ୍‌କଃରି ହୁରୁଣ୍ ଅୟ୍‌ଦ୍‌, ଇତାର୍‌ ଗିନେ ଜୁୟ୍‌ ଲକ୍‌ ନଃସ୍ଟ୍‌ ଅଃଉଁକେ ରିଲି ସେ ହଃକା ନଃସ୍ଟ୍‌ ଅୟ୍‌ଲା ଆଚେ ଆର୍‌ ସେମଃନାର୍‌ ବିତ୍ରେ ଗଟେକ୍‌ ହେଁ ନଃସ୍ଟ୍‌ ନଃଉତି ।
Als ich bei ihnen war, bewahrte ich sie in deinem Namen, den du mir gegeben hast; und ich habe sie behütet, [O. nach and. Les.: Namen. Die du mir gegeben hast, habe ich behütet] und keiner von ihnen ist verloren, [O. verdorben] als nur der Sohn des Verderbens, auf daß die Schrift erfüllt werde.
13 ଆର୍‌ ଅଃବେ ମୁୟ୍‌ ତର୍‌ ଲଃଗେ ଆସୁଲେ, ଆର୍‌ ସେମଃନାର୍‌ ମଃନ୍ ବିତ୍ରେ ମର୍‌ ସଃର୍ଦା ଜଃନ୍‌କଃରି ହୁରା ଅୟ୍‌ଦ୍‌, ସେତାର୍‌ ଗିନେ ଜଃଗତେ ରେଉଁ ରେଉଁ ମୁୟ୍‌ ଇ ସଃବୁ କଃତା କଃଉଁଲେ ।
Jetzt aber komme ich zu dir; und dieses rede ich in der Welt, auf daß sie meine Freude völlig in sich haben.
14 ମୁୟ୍‌ ସେମଃନ୍‌କେ ତର୍‌ ବଃଚନ୍ ଦଃୟ୍‌ ଆଚି, ଆର୍‌ ଜଃଗତ୍‌ ସେମଃନ୍‌କେ ବିରଦ୍‌ କଃରିଆଚେ, କାୟ୍‌ତାକ୍‌ବଃଲେକ୍‌ ମୁୟ୍‌ ଜଃନ୍‌କଃରି ଇ ଜଃଗତାର୍‌ ଲକ୍‌ ନାୟ୍‌, ସେମଃନ୍ ହେଁ ସେବାନ୍ୟା ଇ ଜଃଗତାର୍‌ ଲକ୍‌ ନାୟ୍‌ ।
Ich habe ihnen dein Wort gegeben, und die Welt hat sie gehaßt, weil sie nicht von der Welt sind, gleichwie ich nicht von der Welt bin.
15 ତୁୟ୍‌ ସେମଃନ୍‌କେ ଜଃଗତେ ହୁଣି ନେ ବଃଲି ମୁୟ୍‌ ପାର୍ତ୍‌ନା ନଃକେରି, ମଃତର୍‌ ସେମଃନ୍‌କେ ଦୁସ୍ଟ୍‌ ଲକାର୍‌ ଆତେ ହୁଣି ବଚାଉ ବଃଲି ପାର୍ତ୍‌ନା କଃରୁଲେ ।
Ich bitte nicht, daß du sie aus der Welt wegnehmest, sondern daß du sie bewahrest vor dem Bösen.
16 ମୁୟ୍‌ ଜଃନ୍‌କଃରି ଇ ଜଃଗତାର୍‌ ଲକ୍‌ ନାୟ୍‌, ସେମଃନ୍ ହେଁ ସେବାନ୍ୟା ଇ ଜଃଗତାର୍‌ ଲକ୍‌ ନାୟ୍‌ ।
Sie sind nicht von der Welt, gleichwie ich nicht von der Welt bin.
17 ସଃତ୍‌ ସଃଙ୍ଗ୍ ସେମଃନ୍‌କେ ପବିତ୍ର କଃର୍‌, ତର୍‌ ବଃଚନ୍ ତ ସଃତ୍‌ ।
Heilige sie durch die [O. in [der]] Wahrheit: dein Wort ist Wahrheit.
18 ତୁୟ୍‌ ମକ୍‌ ଜଃନ୍‌କଃରି ଜଃଗତେ ହଃଟାୟ୍‌ ଆଚ୍‌ସି, ମୁୟ୍‌ ହେଁ ସେମଃନ୍‌କେ ସେବାନ୍ୟା ଜଃଗତେ ହଃଟାୟ୍‌ ଆଚି ।
Gleichwie du mich in die Welt gesandt hast, habe auch ich sie in die Welt gesandt;
19 ଆର୍‌ ସେମଃନ୍ ହେଁ ଜଃନ୍‌କଃରି ସଃତ୍‌ ସଃଙ୍ଗ୍ ପବିତ୍ର ଅଃଉତି, ଇତାର୍‌ ଗିନେ ମୁୟ୍‌ ସେମଃନାର୍‌ ଗିନେ ନିଜ୍‌କେ ପବିତ୍ର କଃରୁଲେ ।
und ich heilige mich selbst für sie, auf daß auch sie Geheiligte seien durch [O. in [der]] Wahrheit.
20 ମୁୟ୍‌ ଅଃବ୍‌କା ଇମଃନାର୍‌ ଗିନେ ପାର୍ତ୍‌ନା ନଃକେରି, ମଃତର୍‌ ଇମଃନାର୍‌ ବଃଚନ୍ ସଃଙ୍ଗ୍ ଜୁୟ୍‌ ଲକ୍‌ମଃନ୍ ମର୍‌ ଲଃଗେ ବିସ୍ୱାସ୍‌ କଃର୍ତି, ସେମଃନାର୍‌ ଗିନେ ହେଁ ପାର୍ତ୍‌ନା କଃରୁଲେ ।
Aber nicht für diese allein bitte ich, sondern auch für die, welche durch ihr Wort an mich glauben;
21 ଜଃନ୍‌କଃରି ସେମଃନ୍ ସଃବୁ ଲକ୍‌ ଗଟେକ୍‌ ଅଃଉତି ଇରି ମର୍‌ ପାର୍ତ୍‌ନା; ଏ ଉବା, ତୁୟ୍‌ ଜଃନ୍‌କଃରି ମର୍‌ ଲଃଗେ ଆଚ୍‌ସି ଆର୍‌ ମୁୟ୍‌ ତର୍‌ ଲଃଗେ ଆଚି, ସେମଃନ୍ ହେଁ ସେବାନ୍ୟା ଅଃମାର୍‌ ଲଃଗେ ରେଅତ୍‌, ଜଃନ୍‌କଃରି ତୁୟ୍‌ ମକ୍‌ ହଃଟାୟ୍‌ଲିସ୍‌ ବଃଲି ଜଃଗତ୍‌ ବିସ୍ୱାସ୍‌ କଃରେଦ୍‌ ।
auf daß sie alle eins seien, gleichwie du, Vater, in mir und ich in dir, auf daß auch sie in uns eins seien, auf daß die Welt glaube, daß du mich gesandt hast.
22 ଆର୍‌, ତୁୟ୍‌ ମକ୍‌ ଜୁୟ୍‌ ଜଃଜ୍‌ମାନ୍‌ ଦଃୟ୍‌ ଆଚ୍‌ସି, ମୁୟ୍‌ ସେମଃନ୍‌କେ ସେରି ଦଃୟ୍‌ ଆଚି, ଜଃନ୍‌କଃରି ତୁୟ୍‌ ଆର୍‌ ମୁୟ୍‌ ଗଟେକ୍‌, ସେମଃନ୍ ସେବାନ୍ୟା ଗଟେକ୍‌ ଅଃଉତି;
Und die Herrlichkeit, die du mir gegeben hast, habe ich ihnen gegeben, auf daß sie eins seien, gleichwie wir eins sind;
23 ମୁୟ୍‌ ସେମଃନାର୍‌ ଲଃଗେ, ଆର୍‌ ତୁୟ୍‌ ମର୍‌ ଲଃଗେ, ଜଃନ୍‌କଃରି ସେମଃନ୍ ମିସି ଗଟେକ୍‌ ଅଃଉତି, ତଃବେ ଜଃଗତ୍‌ ବୁଜେଦ୍‌ ଜେ ତୁୟ୍‌ ମକ୍‌ ହଃଟାୟ୍‌ଲିସ୍‌, ଆରେକ୍‌ ମକ୍‌ ଜଃନ୍‌କାର୍‌ ଲାଡ୍‌ କଃଲିସ୍‌, ସେମଃନ୍‌କେ ସେବାନ୍ୟା ଲାଡ୍‌ କଃରୁଲିସ୍‌ ।”
ich in ihnen und du in mir, auf daß sie in eins vollendet seien, und auf daß die Welt erkenne, daß du mich gesandt und sie geliebt hast, gleichwie du mich geliebt hast.
24 “ଏ ଉବା, ତୁୟ୍‌ ମକ୍‌ ଜୁୟ୍‌ମଃନ୍‌କ୍‌ ଦଃୟ୍‌ ଆଚ୍‌ସି, ମୁୟ୍‌ ଜୁୟ୍‌ ଲଃଗେ ରଃୟ୍‌ନ୍ଦ୍, ସେମଃନ୍ ହେଁ ସେତି ଜଃନ୍‌କଃରି ମର୍‌ ସଃଙ୍ଗ୍ ରେତି ଆର୍‌ ଜଃଗତାର୍‌ ଉବ୍‌ଜାଣ୍‌ ହୁର୍ବେ ତୁୟ୍‌ ମକ୍‌ ଲାଡ୍‌ କଃରି ରିଲାକ୍‌ ମକ୍‌ ଜୁୟ୍‌ ଜଃଜ୍‌ମାନ୍‌ ଦଃୟ୍‌ ଆଚ୍‌ସି, ମର୍‌ ସେ ଜଃଜ୍‌ମାନ୍ ସେମଃନ୍ ଜଃନ୍‌କଃରି ଦଃକ୍‌ତି, ଇରି ମର୍‌ ମଃନ୍ ।
Vater, ich will, daß die, welche du mir gegeben hast, auch bei mir seien, wo ich bin, [W. Vater, die [nach and. Les.: was] du mir gegeben hast, -ich will, wo ich bin, auch jene bei mir seien] auf daß sie meine Herrlichkeit schauen, die du mir gegeben hast, denn du hast mich geliebt vor Grundlegung der Welt.
25 ଏ ଦଃର୍ମି ଉବା, ଜଃଗତ୍‌ ତକ୍‌ ନଃଜାଣେ, ମଃତର୍‌ ମୁୟ୍‌ ତକ୍‌ ଜାଣି ଆଚି; ଆର୍‌, ତୁୟ୍‌ ଜେ ମକ୍‌ ହଃଟାୟ୍‌ଲିସ୍‌, ସେରି ଇମଃନ୍‌ ଜାଣି ଆଚ୍‌ତି ।
Gerechter Vater! -und die Welt hat dich nicht erkannt; ich aber habe dich erkannt, und diese haben erkannt, daß du mich gesandt hast.
26 ଆରେକ୍‌, ତୁୟ୍‌ ମକ୍‌ ଜୁୟ୍‌ ଲାଡ୍‌ କଃଲିସ୍‌, ସେରି ଜଃନ୍‌କଃରି ସେମଃନାର୍‌ ତଃୟ୍‌ ରଃୟ୍‌ଦ୍‌ ଆର୍‌ ମୁୟ୍‌ ସେମଃନାର୍‌ ତଃୟ୍‌ ରଃୟ୍‌ନ୍ଦ୍, ଇତାର୍‌ ଗିନେ ମୁୟ୍‌ ସେମଃନ୍‌କେ ତର୍‌ ନାଉଁ ଜାଣାୟ୍‌ ଆଚି ଆର୍‌ ସଃବୁବଃଳ୍‌ ଜାଣାୟ୍‌ଦ୍‌ ।”
Und ich habe ihnen deinen Namen kundgetan und werde ihn kundtun, auf daß die Liebe, womit du mich geliebt hast, in ihnen sei und ich in ihnen.

< ଜହନ୍‌ 17 >