< ଜହନ୍ 11 >
1 ବେତାନିଆ ଗାଉଁଆର୍ ଲାଜାର୍ ନାଉଁଆର୍ ଗଟେକ୍ ଲକ୍ ମଃଳୁ ହଃଳି ରିଲା; ମରିୟମ୍ ଆର୍ ତାର୍ ବେଣ୍ସି ମାର୍ତା ସେ ଗାଉଁଏ ରେତିରିଲାୟ୍ ।
Now a man named Lazarus was sick. He was from Bethany, the village of Mary and her sister Martha.
2 ଜୁୟ୍ ମାୟ୍ଜି ଜିସୁ ମାପ୍ରୁର୍ ହାଦେ ବାସ୍ନା ଚିକଣ୍ ଡାଳି ନିଜାର୍ ମୁଣ୍ଡାର୍ ବାଳେ ଜିସୁର୍ ହାଦ୍ ହୁଚ୍ଲି, ଇରି ସେ ମରିୟମ୍; ତାର୍ ବାୟ୍ସି ଲାଜାର୍ ମଃଳୁ ହଃଳି ରିଲା ।
(Mary was the one who anointed the Lord with ointment and wiped his feet with her hair; it was her brother Lazarus who was sick.)
3 ତଃବେ ସେ ଦୁୟ୍ ବେଣି ଜିସୁର୍ ହାକ୍ କବୁର୍ ହଃଟାୟ୍ଲାୟ୍, “ମାପ୍ରୁ ଦଃକ୍ ଜାକେ ତୁୟ୍ ଲାଡ୍ କଃରୁଲିସ୍, ସେ ମଃଳୁ ହଃଳି ଆଚେ ।”
So the sisters sent word to Jesus, “Lord, behold, the one yoʋ love is sick.”
4 ମଃତର୍ ଜିସୁ ଇରି ସୁଣିକଃରି କୟ୍ଲା, “ଇ ଜଃର୍ ମଃରୁକ୍ ନୟ୍, ମଃତର୍ ଇସ୍ୱରାର୍ ଜଃଜ୍ମାନାର୍ ଗିନେ, ସେତାର୍ଗିନେ ଜଃନ୍କଃରି ଇସ୍ୱରାର୍ ଜଃଜ୍ମାନ୍ ଅଃଉତା ସଃଙ୍ଗ୍ ଇସ୍ୱରାର୍ ହୟ୍ସି ହେଁ ଜଃଜ୍ମାନ୍ ହାୟ୍ଦ୍ ।”
But when Jesus heard this, he said, “This sickness will not end in death but is for the glory of God, so that the Son of God may be glorified through it.”
5 ଜିସୁ ମାର୍ତା ଆର୍ ତାର୍ ବେଣ୍ସି, ମରିୟମ୍ ଆର୍ ଲାଜାର୍କେ ଲାଡ୍ କଃର୍ତିରିଲା ।
Now Jesus loved Martha, her sister Mary, and Lazarus.
6 ତଃବେ ଲାଜାର୍ ମଃଳୁ ହଃଳି ଆଚେ ବଃଲି ଜିସୁ ସୁଣ୍ଲାକ୍ ହେଁ, ସେ ଜୁୟ୍ ଜଃଗାୟ୍ ରିଲା, ସେତି ଆରେକ୍ ଦୁୟ୍ ବିନ୍ ରଃୟ୍ଗଃଲା ।
But when he heard that Lazarus was sick, he stayed where he was for two more days.
7 ଦୁୟ୍ ଦିନାର୍ ହଃଚେ ଜିସୁ ଚେଲାମଃନ୍କେ କୟ୍ଲା, “ଅଃମିମଃନ୍ ଜିଉଦାକେ ବାଉଳି ଜୁଆଁ ।”
After that he said to the disciples, “Let us go to Judea again.”
8 ଚେଲାମଃନ୍ ଜିସୁକେ କୟ୍ଲାୟ୍, “ଏ ଗୁରୁ, ଜିଉଦିମଃନ୍ କଃତିଦିନ୍ ତଃଳେ ତକ୍ ଟେଳା ସୁତ୍ରି ମାରୁକ୍ ଚେସ୍ଟା କଃର୍ତି ରିଲାୟ୍, ସେତି କାୟ୍ ଆରେକ୍ ଗଟ୍ତର୍ ବାଉଳି ଜଃଉଁକେ ମଃନ୍ କଃରୁଲିସ୍?”
The disciples said to him, “Rabbi, the Jews were just recently seeking to stone yoʋ, and yet you are going there again?”
9 ଜିସୁ ସେମଃନ୍କେ କୟ୍ଲା, “ଦିନ୍ କାୟ୍ ବାର ଗଃଟା ନାୟ୍? ଜେ ଦିନ୍ ବଃଳ୍ ବାଟ୍ ଇଣ୍ଡେଦ୍ ସେ ଜଟ୍ୟାୟ୍ ନୟ୍, ବଃଲେକ୍ ସଃଡେବଃଳ୍ ଉଜାଳ୍ ଜଃଗତ୍କେ ଦେତି ରଃୟ୍ଦ୍ ।
Jesus answered, “Are there not twelve hours in the day? If anyone walks in the day, he does not stumble, because he sees the light of this world.
10 ମଃତର୍ ରାତି ବଃଳ୍ ଇଣ୍ଡ୍ଲେକ୍ ସେ ଜଟ୍ୟାୟ୍ଅୟ୍ଦ୍, ବଃଲେକ୍ ତାର୍ ତଃୟ୍ ଉଜାଳ୍ ନାୟ୍ ।”
But if anyone walks in the night, he stumbles, because the light is not in him.”
11 ଜିସୁ ଇସଃବୁ କଃତା କୟ୍ଲା ହଃଚେ, ଚେଲାମଃନ୍କେ ଆରେକ୍ କୟ୍ଲା, “ଅଃମାର୍ ସଃଙ୍ଗ୍ବାୟ୍ ଲାଜାର୍ ନିଦୟ୍ଲା ଆଚେ, ମଃତର୍ ମୁୟ୍ ତାକ୍ ନିଦେ ହୁଣି ଉଟାଉତା ହାଁୟ୍ ଜଃଉଁଲେ ।”
After saying this, he said to them, “Our friend Lazarus has fallen asleep, but I am going there to wake him up.”
12 ସେତାକ୍ ଚେଲାମଃନ୍ ଜିସୁକେ କୟ୍ଲାୟ୍, “ମାପ୍ରୁ, ଜଦି ସେ ନିଦୟ୍ଲା ଆଚେ, ତଃନ୍ଅୟ୍ଲେକ୍ ସେ ଉଜ୍ ଅୟ୍ ଉଟେଦ୍ ।”
His disciples said, “Lord, if he has fallen asleep, he will recover.”
13 ଜିସୁ ଲାଜାରାର୍ ମଃର୍ନ୍ କଃତା କୟ୍ରିଲା, ମଃତର୍ ସେ ନିଦେ ସୟ୍ରିଲା କଃତା କୟ୍ଲା ବଃଲି ସେମଃନ୍ ମଃନେ ବାବ୍ଲାୟ୍ ।
(They thought Jesus was speaking about natural sleep, but he was actually speaking about Lazarus' death.)
14 ତଃବେ, ଜିସୁ ସଃଡେବଃଳ୍ ନିକ କଃରି ବୁଜାୟ୍ କୟ୍ଲା, “ଲାଜାର୍ ମଃରି ଆଚେ;
Then Jesus told them plainly, “Lazarus has died,
15 ଆର୍ ମୁୟ୍ ଜେ ସେ ଜଃଗାୟ୍ ନଃରିଲେ, ଜଃନ୍କଃରି ତୁମିମଃନ୍ ବିସ୍ୱାସ୍ କଃରାସ୍, ଇତାର୍ ଗିନେ ତୁମାର୍ ଗିନେ ସଃର୍ଦା କଃରୁଲେ; ଜୁଆଁ, ଅଃମିମଃନ୍ ତାର୍ ଲଃଗେ ଜୁଆଁ ।”
and I rejoice for your sake that I was not there, so that you may believe. But let us go to him.”
16 ସେତାକ୍ ତମା, ଜାକେ ଲକ୍ମଃନ୍ ଦିଦୁମ୍ ବଃଲେକ୍ ଜଃଉଁଣା ବଃଲି କଃଉତି । ସେ ନିଜାର୍ ସଃଙ୍ଗାର୍ ଚେଲାମଃନ୍କେ କୟ୍ଲା, “ଜୁଆଁ ଅଃମିମଃନ୍ ହେଁ ଜାୟ୍ ଜିସୁର୍ ସଃଙ୍ଗ୍ ମଃରୁଆଁ ।”
Then Thomas (called Didymus) said to his fellow disciples, “Let us go too, so that we may die with him.”
17 ଜିସୁ ବେତନିଆୟ୍ ହଚି ସୁଣ୍ଲା ଜେ, ଲାଜାର୍କେ ମଃସୁଣ୍ କାଲେ ତହିକଃରି ଚାରି ଦିନ୍ ଅୟ୍ଲିନି ।
When Jesus arrived, he found that Lazarus had been in the tomb for four days already.
18 ବେତାନିଆ ଜିରୁସାଲମ୍ ଲଃଗେ ରିଲି, ହାକାହାକି ଗଟ୍ କସ୍ ଦୁରି;
Now Bethany was less than two miles from Jerusalem,
19 ଆରେକ୍ ଜିଉଦିମଃନାର୍ ବିତ୍ରାର୍ କଃତେକ୍ ଲକ୍ ମାର୍ତା ଆର୍ ମରିୟମ୍କେ ସେମଃନାର୍ ବାୟ୍ର୍ ବିସୟେ ଦୁକ୍ହାସ୍ରାଉଁକ୍ ସେମଃନାର୍ ଲଃଗେ ଆସି ରିଲାୟ୍ ।
and many of the Jews had joined the women who were with Martha and Mary, to console them about their brother.
20 ସେତାକ୍ ଜିସୁ ଆସି ଆଚେ ବଃଲି ଜଃଡେବଃଳ୍ ମାର୍ତା ସୁଣ୍ଲି, ସଃଡେବଃଳ୍ ସେ ଜିସୁକେ ବେଟୁକ୍ ଗଃଲି, ମଃତର୍ ମରିୟମ୍ ଗଃରେ ବଃସିରିଲି ।
When Martha heard that Jesus was coming, she went to meet him, but Mary remained seated in the house.
21 ମାର୍ତା ଜିସୁକେ କୟ୍ଲି, “ମାପ୍ରୁ, ତୁୟ୍ ଇତି ରିଲେକ୍, ମର୍ ବାୟ୍ ନଃମେର୍ଲା ହୁଣି ।
Then Martha said to Jesus, “Lord, if yoʋ had been here, my brother would not have died.
22 ମଃତର୍ ଅଃବେ ହେଁ ତୁୟ୍ ଇସ୍ୱର୍କେ ଜାୟ୍ରି ମାଗ୍ସି, ଇସ୍ୱର୍ ଜେ ସେରି ତକ୍ ଦଃୟ୍ଦ୍, ଇରି ମୁୟ୍ ଜାଣି ।”
But even now I know that God will give yoʋ whatever yoʋ ask of him.”
23 ଜିସୁ ମାର୍ତାକ୍ କୟ୍ଲା, “ତୁମାର୍ ବାୟ୍ ଆରେକ୍ ଉଟେଦ୍ ।”
Jesus said to her, “Yoʋr brother will rise again.”
24 ମାର୍ତା ଜିସୁକେ କୟ୍ଲି, “ସେ ଜେ ସେସ୍ ଦିନ୍ ମଃରି ଉଟ୍ତାବଃଳ୍ ସେ ଉଟେଦ୍, ଇରି ମୁୟ୍ ଜାଣି ।”
Martha said to him, “I know that he will rise again in the resurrection on the last day.”
25 ଜିସୁ ତାକ୍ କୟ୍ଲା, “ମୁୟ୍ ମଃରି ଉଟ୍ତାର୍ ଆର୍ ଜିବନ୍, ଜୁୟ୍ ଲକ୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ ଜଦି ମଃରେଦ୍, ଅୟ୍ଲେକ୍ ହେଁ ସେ ବାଚେଦ୍ ।
Jesus said to her, “I am the resurrection and the life. He who believes in me, though he may die, yet shall he live.
26 ଆରେକ୍ ଜେ ବଚେଦ୍ ଆର୍ ମର୍ ତଃୟ୍ ବିସ୍ୱାସ୍ କଃରେଦ୍, ସେ କଃବେ ହେଁ ନଃମେରେ, ଇରି କାୟ୍ ବିସ୍ୱାସ୍ କଃରୁଲାସ୍?” (aiōn )
No one who lives and believes in me will ever die. Do yoʋ believe this?” (aiōn )
27 ସେ ଜିସୁକେ କୟ୍ଲି, “ଏ ମାପ୍ରୁ, ମୁୟ୍ ସେରି ବିସ୍ୱାସ୍ କଃରୁଲେ, ତୁୟ୍ ଜେ ଇସ୍ୱରାର୍ ହୟ୍ସି ସେ କ୍ରିସ୍ଟ, ଜେ ଜଃଗତ୍କେ ଆସ୍ତାର୍ ରିଲି ଇରି ମର୍ ବିସ୍ୱାସ୍ ।”
She said to him, “Yes, Lord, I have come to believe that yoʋ are the Christ, the Son of God, who is to come into the world.”
28 ଇରି କୟ୍ଲା ହଃଚେ, ମାର୍ତା ବାଉଳି ଜାୟ୍ ତାର୍ ବେଣ୍ସି ମରିୟମ୍କେ ଏକ୍ଲାକେ କୁଦି କୟ୍ଲି, “ଗୁରୁ ଆୟ୍ଲବେ, ଆର୍ ତକ୍ କୁଦୁଲା ।”
After saying this, she went and called her sister Mary, saying in private, “The Teacher is here and is calling for yoʋ.”
29 ମରିୟମ୍ ଇ କଃତା ସୁଣିକଃରି ଦାପେ ଉଟି ଜିସୁର୍ ଲଃଗେ ଗଃଲି ।
When Mary heard this, she rose quickly and went to him.
30 ଜିସୁ ସଃଡେବଃଳ୍ ହଃତେକ୍ ଗାଉଁ ବିତ୍ରେ ଆସି ନଃରିଲା, ମଃତର୍ ମାର୍ତା ତାକେ ଜୁୟ୍ ଜଃଗାୟ୍ ବେଟ୍ ଅୟ୍ରିଲି, ସଃଡେବଃଳ୍ ହଃତେକ୍, ଜିସୁ ସେ ଜଃଗାୟ୍ ରିଲା ।
(Now Jesus had not yet come into the village, but was in the place where Martha had met him.)
31 ତଃବେ ଜୁୟ୍ ଜିଉଦିମଃନ୍ ତାର୍ ସଃଙ୍ଗ୍ ଗଃରେ ରଃୟ୍ ତାକ୍ ଦୁକ୍ ହାସ୍ରାଉତି ରିଲାୟ୍, ସେମଃନ୍ ମରିୟମ୍କେ ଉଟିଜାତାର୍ ଦଃକିକଃରି ସେ ମଃସ୍ଣେ କାନ୍ଦୁକ୍ ଜଃଉଁଲି ବଃଲି ବାବି ତାର୍ ହଃଚେ ହଃଚେ ଗଃଳାୟ୍ ।
When the Jews who were in the house with Mary, consoling her, saw her rise quickly and go out, they followed her, saying, “She is going to the tomb to weep there.”
32 ଜିସୁ ଜୁୟ୍ ଜଃଗାୟ୍ ରିଲା, ମରିୟମ୍ ସେଲଃଗେ ହଚ୍ଲା ଦାହ୍ରେ, ସେ ଜିସୁର୍ ଗଡ୍ ତଃଳେ ଡୁଳି କୟ୍ଲି, “ମାପ୍ରୁ, ତୁୟ୍ ଇତି ରିଲେକ୍ ମର୍ ବାୟ୍ ନଃମେର୍ଲା ହୁଣି ।”
When Mary came to where Jesus was and saw him, she fell at his feet and said to him, “Lord, if yoʋ had been here, my brother would not have died.”
33 ମରିୟମ୍ ଆର୍ ତାର୍ ସଃଙ୍ଗ୍ ଆସିରିଲା ଜିଉଦି ଲକମଃନ୍କେ କାନ୍ଦ୍ତି ରିଲାର୍ ଦଃକିକଃରି ଜିସୁ ଆତ୍ମାୟ୍ ବଃଡେ ଦୁକ୍ କଃଲା ।
When Jesus saw her weeping, and the Jews who had come with her also weeping, he was deeply moved in his spirit and troubled.
34 ଜିସୁ ହଃଚାର୍ଲା, “କୁୟ୍ତି ତାକ୍ ସଃଙ୍ଗାୟ୍ ଆଚାସ୍?” ସେମଃନ୍ ଜିସୁକେ କୟ୍ଲାୟ୍, “ମାପ୍ରୁ, ଆଉ ଦଃକ୍ସି ।”
He said, “Where have you laid him?” They said to him, “Lord, come and see.”
36 ସେତାକ୍ ଜିଉଦିମଃନ୍ କୟ୍ଲାୟ୍, “ଦଃକା, ସେ ତାକ୍ କଃତେକ୍ ଲାଡ୍ କଃର୍ତିରିଲା ।”
So the Jews said, “See how he loved him!”
37 ମଃତର୍ ସେମଃନାର୍ ବିତ୍ରେ କେ କେ କୟ୍ଲାୟ୍, “ଇମାନାୟ୍ କାୟ୍ ସେ କାଣାର୍ ଆକି ଦଃକାୟ୍ ନଃରିଲା? ସେ ମଃନ୍ କଃଲେକ୍ କାୟ୍ ଲାଜାର୍କେ ମଃର୍ନେ ହୁଣି ବଚାଉଁକ୍ ନାହାର୍ଲା ହୁଣି?”
But some of them said, “Could not he who opened the eyes of the blind man have also kept this man from dying?”
38 ସେତାକ୍ ଜିସୁ ଆରେକ୍ ଦୁକ୍ ଅୟ୍ ମଃସ୍ଣେ ଗଃଲା; ସେ ମଃସୁଣ୍ ଗଟେକ୍ ହାର୍ ରିଲି, ସେ ବିତ୍ରେ ଲାଜାର୍କେ ସଃଙ୍ଗାୟ୍ ବାଟ୍ ମୁୟେ ଗଟ୍ ବଃଡ୍ ଟେଳା ଡାହି ରିଲାୟ୍ ।
Deeply moved once more, Jesus came to the tomb. (It was a cave, and a stone was lying against it.)
39 ଜିସୁ ମଃଲା ଲକାର୍ ବେଣ୍ସିକେ କୟ୍ଲା, “ଇ ଟେଳାକେ ଗୁଚାଉଆ ।” ମାର୍ତା କୟ୍ଲି, “ମାପ୍ରୁ, ସେ ଗଃନ୍ଦ୍ତି ରଃୟ୍ଦ୍, ବଃଲେକ୍ ସେ ମଃରିକଃରି ଚାରି ଦିନ୍ ଅୟ୍ଲିନି ।”
Jesus said, “Take away the stone.” Martha, the sister of the man who had died, said to him, “Lord, there is already a stench, for it is the fourth day.”
40 ଜିସୁ ତାକ୍ କୟ୍ଲା, “ଜଦି ତୁୟ୍ ବିସ୍ୱାସ୍ କଃର୍ସି, ତଃବେ ଇସ୍ୱରାର୍ ଜଃଜ୍ମାନ୍ କାମ୍ ଦଃକ୍ସି ବଃଲି ମୁୟ୍ କାୟ୍ ତକ୍ କୟ୍ ନଃରିଲେ?”
Jesus said to her, “Did I not tell yoʋ that if yoʋ believed yoʋ would see the glory of God?”
41 ସେତାକ୍ ସେମଃନ୍ ଟେଳା ଗୁଚାୟ୍ଲାୟ୍ । ଆର୍ ଜିସୁ ସଃର୍ଗ୍ ହାକ୍ ଦଃକି କଃରି ପାର୍ତ୍ନା କଃରି କୟ୍ଲା, “ଉବା, ତୁୟ୍ ମର୍ ପାର୍ତ୍ନା ସୁଣୁଲିସ୍ ବଃଲି ମୁୟ୍ ତକ୍ ଜୁଆର୍ କଃରୁଲେ ।
So they took away the stone from where the dead man was lying. Then Jesus lifted up his eyes and said, “Father, I thank yoʋ that yoʋ have heard me.
42 ତୁୟ୍ ସଃବୁବଃଳ୍ ମର୍ ପାର୍ତ୍ନା ସୁଣୁଲିସ୍, ଇରି ମୁୟ୍ ଜାଣି; ମଃତର୍ ଇ ଜୁୟ୍ ଲକମଃନ୍ଦା ମର୍ ଚାରିବେଳ୍ତ୍ ଟିଆ ଅୟ୍ ଆଚ୍ତି, ତୁୟ୍ ମକ୍ ହଃଟାୟ୍ ଆଚ୍ସି ବଃଲି ସେମଃନ୍ ଜଃନ୍କଃରି ବିସ୍ୱାସ୍ କଃର୍ତି, ଇତାର୍ ଗିନେ ସେମଃନାର୍ ଗିନେ ମୁୟ୍ ଇରି କଃଉଁଲେ ।”
I know that yoʋ always hear me, but I say this for the benefit of the crowd that is standing here, so that they may believe that yoʋ sent me.”
43 ଜିସୁ ଇରି କୟ୍ ବଃଡ୍ ଟଣ୍ଡ୍ କଃରି କୟ୍ଲା, “ଲାଜାର୍, ବାରାୟ୍ ଆଉ!”
After saying this, he cried out with a loud voice, “Lazarus, come out!”
44 ସେଦାହ୍ରେ ମଃଲା ଲାଜାର୍ ବାରାୟ୍ ଆୟ୍ଲା, ତାର୍ ଆତେ ଆର୍ ଗଡେ ଦବ୍ ତୁଆଲ୍ ବାନ୍ଦା ଅୟ୍ରିଲି, ଆରେକ୍ ତାର୍ ମୁୟେ କଃଣ୍ଡେକ୍ କଃଦି ଡାହି ରିଲାୟ୍, ଜିସୁ ସେମଃନ୍କେ କୟ୍ଲା, “ତାର୍ ବାନ୍ଦୁଣ୍ ଇଟାୟ୍ ଇଣ୍ଡୁକ୍ ଦିଆସ୍ ।”
Then the man who had died came out, his feet and his hands bound with strips of cloth, and his face wrapped in a cloth. Jesus said to them, “Unbind him, and let him go.”
45 ତଃବେ ଜିଉଦିମଃନାର୍ ବିତ୍ରେ ଗାଦେକ୍, ବଃଲେକ୍ ଜୁୟ୍ ଲକ୍ମଃନ୍ ମରିୟମ୍ ହାକ୍ ଆସି ରିଲାୟ୍ ଆର୍ ଜିସୁର୍ କାମ୍ ଦଃକିରିଲାୟ୍, ସେମଃନ୍ ତାର୍ତଃୟ୍ ବିସ୍ୱାସ୍ କଃଲାୟ୍ ।
Therefore many of the Jews who had come to Mary, and had seen what Jesus did, believed in him.
46 ଆରେକ୍ ସେମଃନାର୍ ବିତ୍ରାର୍ କେ କେ ପାରୁସିମଃନାର୍ ହାକ୍ ଜାୟ୍, ଜିସୁ ଜୁୟ୍ ଜୁୟ୍ରି କଃରିରିଲା, ସେରି ସଃବୁ ସେମଃନ୍କେ କୟ୍ଲାୟ୍ ।
But some of them went to the Pharisees and told them what Jesus had done.
47 ଇରି ସୁଣି ବଃଡ୍ ଜାଜକ୍ ଆର୍ ପାରୁସିମଃନ୍ ବଃଡ୍ ବେରାଣ୍ କୁଦାୟ୍ କୟ୍ଲାୟ୍, “ଅଃମିମଃନ୍ କାୟ୍ରି କଃରୁଆଁ? ଇ ଲକ୍ ତ ଗାଦେକ୍ କାବା ଅଃଉତା ଚିନ୍ କଃରୁଲା ।
So the chief priests and the Pharisees convened a meeting of the Sanhedrin and said, “What are we going to do? For this man is doing many signs.
48 ଜଦି ଅଃମିମଃନ୍ ତାକ୍ ଇରଃକମ୍ ଚାଡି ଦେଉଁଆ, ତଃନ୍ଅୟ୍ଲେକ୍ ସଃବୁଲକ୍ ତାର୍ ତଃୟ୍ ବିସ୍ୱାସ୍ କଃର୍ତି, ଆରେକ୍ ରମିୟମଃନ୍ ଆସି ଅଃମାର୍ ମନ୍ଦିର୍ ଆର୍ ଜାତିକ୍ ନଃସ୍ଟ୍ କଃରି ଦେତି ।”
If we allow him to continue like this, everyone will believe in him, and the Romans will come and take away our holy place and our nation.”
49 ମଃତର୍ ସେମଃନାର୍ ବିତ୍ରାର୍ ଏକ୍ଲା ବଃଲେକ୍ କୟାପା ନାଉଁଆର୍ ସେ ବଃର୍ସାର୍ ମୁଳ୍ ଜାଜକ୍ ସେମଃନ୍କେ କୟ୍ଲା, “ତୁମିମଃନ୍ କଃଡେକ୍ ଉଲୁ,
But one of them, Caiaphas, who was high priest that year, said to them, “You do not know anything,
50 ସଃବୁ ଲକ୍ ନଃସ୍ଟ୍ ନୟ୍କଃରି, ସଃବୁ ଲକାର୍ ଗିନେ ଏକ୍ଲା ଜେ ମଃର୍ତାର୍ ତୁମାର୍ ଗିନେ ନିକ, ଇରି ହେଁ ତୁମିମଃନ୍ ବୁଜୁ ନଃହାରୁଲାସ୍?”
nor do you consider that it is better for us to have one man die for the people than to have the whole nation perish.”
51 କୟାପା ନିଜାର୍ ତଃୟ୍ହୁଣି ଇରି ନଃକୟ୍, ମଃତର୍ ସେ ବଃର୍ସାର୍ ମୁଳ୍ ଜାଜକ୍ ଅୟ୍ରିଲାକ୍, ସେ ଜିସୁକେ ଜିଉଦି ଲକ୍ମଃନାର୍ ଗିନେ ମଃରୁକେ ଜଃଉଁଲା ବଃଲି ବାବ୍ବାଣି କଃଉତିରିଲା,
(He said this not of his own accord, but as high priest that year he prophesied that Jesus was going to die for the nation,
52 ଆର୍ ଅଃକାୟ୍ ସେ ଲକ୍ମଃନାର୍ ଗିନେ ନାୟ୍, ମଃତର୍ ଇସ୍ୱରାର୍ ଚିନ୍ବିନ୍ ଅୟ୍ରିଲା ହିଲାମଃନ୍କେ ହେଁ ରୁଣ୍ଡାୟ୍କଃରି ଗଟେକ୍ କଃରୁକେ ମଃର୍ନ୍ ଡଃଣ୍ଡ୍ ହାଉଁକ୍ ଜଃଉଁଲା, ଇତାର୍ ଗିନେ ଇ ବାବ୍ବାଣି କୟ୍ଲା ।
and not only for the nation, but also to gather together and unite the children of God scattered abroad.)
53 ସେତାକ୍ ସେ ଦିନ୍ ହୁଣି ଜିଉଦି ନେତାମଃନ୍ ଜିସୁକେ ମଃର୍ନେ ମାରୁକ୍ କୁଟ୍ କଃଲାୟ୍ ।
So from that day they plotted together to kill him.
54 ତଃବେ, ଜିସୁ ଜିଉଦିମଃନାର୍ ବିତ୍ରେ ଆରେକ୍ ଦଃକ୍ଣେ ଚାଲା ବୁଲା ନଃକେଲା, ମଃତର୍ ଜିସୁ ସେ ଜଃଗାୟ୍ ହୁଣି ବାରାୟ୍ ଜାୟ୍ ଟଃଙ୍ଗ୍ରା ବଃଟା ଲଃଗେ ରିଲା ଜଃଗାର୍ ଏପ୍ରିଅମ୍ ନାଉଁଆର୍ ଗଟେକ୍ ଗଃଳେ ଗଃଲା, ଆରେକ୍ ସେ ଚେଲାମଃନାର୍ ସଃଙ୍ଗ୍ ସେତି ରିଲା ।
Therefore Jesus no longer went around openly among the Jews. Instead, he departed from there to the region near the wilderness, to a town called Ephraim, where he spent time with his disciples.
55 ସଃଡେବଃଳ୍ ଜିଉଦିମଃନାର୍ ମୁକ୍ଳାଉଁଣି ହଃର୍ବ୍ ଲଃଗେ ଆସ୍ତିରିଲି, ଆରେକ୍ ଗାଉଁଏମଃନ୍ ହୁଣି ଅଃହ୍ଣା ଅଃହ୍ଣାକ୍ ନିର୍ମୁଳ୍ କଃରୁକେ ମୁକ୍ତି ହଃର୍ବ୍ ଆଗ୍ତୁ ଜିରୁସାଲମେ ଗଃଲାୟ୍ ।
Now the Passover of the Jews was near, and many people went up to Jerusalem from the countryside to purify themselves before the Passover.
56 ସେତାକ୍ ସେମଃନ୍ ଜିସୁକେ ଲଳୁ ଲଳୁ ମନ୍ଦିରେ ଟିଅୟ୍ ରିଲା ବଃଳ୍ ତାକାର୍ ତାକାର୍ ବିତ୍ରେ କଃଉଁକେ ଦଃର୍ଲାୟ୍, “ତୁମିମଃନ୍ କାୟ୍ରି ମଃନେ କଃରୁଲାସ୍? ସେ କାୟ୍ ହଃର୍ବ୍କେ ନାସେ?”
They were looking for Jesus and saying to one another as they stood in the temple courts, “What do you think? That he will not come to the feast at all?”
57 ବଃଡ୍ ଜାଜକ୍ ଆର୍ ପାରୁସିମଃନ୍ ଜିସୁକେ ଦଃରୁକ୍, ଜିସୁ କୁୟ୍ତି ଆଚେ, ଇରି ଜଦି କେ ଜାଣିଆଚେ, ତଃବେ ସେରି ସେମଃନ୍କେ ଜାଣାଉଁକ୍ ଆଦେସ୍ କଃରି ରିଲାୟ୍ ।
(Now the chief priests and the Pharisees had given an order that if anyone knew where Jesus was, he should report it, so that they could arrest him.)