< ଜାକୁବ 1 >
1 ମୁୟ୍ଁ ଜାକୁବ ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଗତିଦଃଙ୍ଗ୍ଳା ହୁର୍ତି ସଃରା ଜଃତ୍କଃତ୍ ଅୟ୍ରିଲା ଇସ୍ୱରାର୍ ବାରଗଟ୍ ବଃଉଁସାର୍ ଲକ୍ମଃନ୍କେ ଜୁଆର୍ ଜାଣାୟ୍କଃରି ଇ ଚିଟି ଲେକୁଲେ ।
James, a servant of God and of the Lord Jesus Christ, to the twelve tribes who are in the dispersion: Greetings!
2 ଏ ମର୍ ବାୟ୍ବେଣିମଃନ୍, ତୁମିମଃନ୍ ଜଃଡେବଃଳ୍ ବିନ୍ବିନ୍ ରଃକମାର୍ ପରିକ୍ୟାୟ୍ ହଃଳାସ୍, ସଃଡେବଃଳ୍ ସେରି ବଃଡେ ବାୟ୍ଗାର୍ କଃତା ବଃଲି ମଃନେ ବାବା ।
Count [it] all joy, my brothers, when you may fall into manifold temptations,
3 କାୟ୍ତାକ୍ବଃଲେକ୍ ଇରଃକମ୍ ଦୁକ୍ କଃସ୍ଟ୍ ହାୟ୍ଲା ବଃଳ୍ ବିସ୍ୱାସେ ତିର୍ ଅୟ୍ ରିଲେକ୍ ସଃମ୍ବାଳ୍ତାର୍ ସଃକ୍ତି ବାଡେଦ୍, ଇରି ତ ଜାଣି ଆଚାସ୍ ।
knowing that the proof of your faith works endurance,
4 ଆର୍ ତୁମିମଃନ୍ ଜଃନ୍କଃରି କୁୟ୍ କଃତାୟ୍ ହେଁ ଉଣା ନୟ୍ ଆର୍ ହୁର୍ନ୍ ଅଃଉଆସ୍, ଇତାର୍ ଗିନେ ତୁମିମଃନ୍ ସେସ୍ ହଃତେକ୍ ସଃମ୍ବାଳି ରିଆ ।
and let the endurance have a perfect work, that you may be perfect and complete, lacking in nothing.
5 ମଃତର୍ ତୁମିମଃନାର୍ ବିତ୍ରେ ଜଦି କାର୍ ଗ୍ୟାନ୍ ଉଣା ରଃୟ୍ଦ୍, ତଃବେ ଜୁୟ୍ ଇସ୍ୱର୍ ଦଃସ୍ ନଃଦେରି ମେଲା ଆତେ ସଃବ୍କେ ଦାନ୍ କଃରେଦ୍, ତାର୍ ଚଃମେ ସେ ପାର୍ତ୍ନା କଃର, ତଃବେ ତାକ୍ ଦିଆ ଅୟ୍ଦ୍ ।
And if any of you lacks wisdom, let him ask from God, who is giving to all generously, and not reproaching, and it will be given to him;
6 ମଃତର୍ ସେ ପାର୍ତ୍ନା କଃର୍ତା ବଃଳ୍ କାୟ୍ରି ହେଁ ଅଃହ୍ରାତ୍ ନଃକେରି ବିସ୍ୱାସ୍ ସଃଙ୍ଗ୍ ପାର୍ତ୍ନା କଃର, କାୟ୍ତାକ୍ବଃଲେକ୍ ଜେ ଅଃହ୍ରାତ୍ କଃରେଦ୍, ସେ ବାଉଏ ଏଣେ ତେଣେ ଅଃଉତା ସଃମ୍ନ୍ଦାର୍ ଉଲାଳ୍ ହର୍ ।
but let him ask in faith, doubting nothing, for he who is doubting has been like a wave of the sea, driven by wind and tossed;
7 ସେରଃକମ୍ ଲକ୍ ମାପ୍ରୁର୍ ତଃୟ୍ହୁଣି କାୟ୍ରି ହାୟ୍ନ୍ଦ୍ ବଃଲି ମଃନେ କଃର ନାୟ୍ ।
for do not let that man suppose that he will receive anything from the LORD—
8 ସେ ତ ଦୁୟ୍ମଃନ୍ୟା ଲକ୍, ଅଃହ୍ଣାର୍ ସଃବୁ ରଃକମାର୍ ବିସୟେ ତିର୍ ଅୟ୍ ନଃରେୟ୍ ।
a soul-split man [is] unstable in all his ways.
9 ଅଃର୍କିତ୍ କ୍ରିସ୍ଟବିସ୍ୱାସି ବାୟ୍ବେଣିକେ ଇସ୍ୱର୍ ଉଟାୟ୍ଲେକ୍ ଗଃର୍ବ୍ କଃର,
And let the brother who is low rejoice in his exaltation,
10 କ୍ରିସ୍ଟିଆନ୍ ମାଜନ୍ ଜଃଡେବଃଳ୍ ତଃଳେ ହଃଳେଦ୍ ସଃଡେବଃଳ୍ ସେ ଗଃର୍ବ୍ କଃର । କାୟ୍ତାକ୍ବଃଲେକ୍ ରଃନାର୍ ହୁଲ୍ ହର୍ ସେ ଜଃଳି ଜାୟ୍ଦ୍ ।
but the rich in his becoming low, because he will pass away as a flower of grass;
11 ବେଳ୍ ଉଦି ଜଃବର୍ କଃରା କଃଲେକ୍ ରଃନ୍ ଜଃନ୍କଃରି ସୁକି ଜାୟ୍ଦ୍ ଆର୍ ତାର୍ ହୁଲ୍ ଜଃଳି ଜାୟ୍ଦ୍, ଆରେକ୍ ତାର୍ ସୁନ୍ଦୁର୍ ରୁହ୍ ନଃସ୍ଟ୍ ଅୟ୍ଦ୍; ସେବାନ୍ୟା ଦଃନି ଲକ୍ ହେଁ ଅଃହ୍ଣାର୍ ସଃବୁ ବାଟ୍ କମ୍ଜି ଜାୟ୍ଦ୍ ।
for the sun rose with the burning heat, and withered the grass, and the flower of it fell, and the beauty of its appearance perished, so also the rich in his way will fade away!
12 ଜୁୟ୍ ଲକ୍ ପରିକ୍ୟା ସଃମ୍ବାଳେଦ୍, ତାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ମାପ୍ରୁ ଅଃହ୍ଣାର୍ ଲକ୍ମଃନ୍କେ ଜୁୟ୍ ଜିବନ୍ ମୁକୁଟ୍ ଦେଉଁକେ ସଃୟ୍ତ୍ କଃରିଆଚେ, ଜେ ଇସ୍ୱରାର୍ ଲାଡାର୍ ପରିକ୍ୟା ସିଦ୍ ଅୟ୍ଲା ହଃଚେ ସେ ଲକ୍ ଜିବନ୍ ମୁକୁଟ୍ ହାୟ୍ଦ୍ ।
Blessed [is] the man who endures temptation, because, becoming approved, he will receive the garland of life, which the LORD promised to those loving Him.
13 କେ ପରିକ୍ୟାୟ୍ ହଃଳ୍ଲେକ୍, “ମର୍ ଇ ପରିକ୍ୟା ଇସ୍ୱର୍ ତଃୟ୍ହୁଣି ଅଃଉଁଲି,” ବଃଲି କଃଉଅ ନାୟ୍, କାୟ୍ତାକ୍ବଃଲେକ୍ ଇସ୍ୱର୍ କଃରାବ୍ ତଃୟ୍ ପରିକ୍ୟା କଃରାୟ୍ ଅଃଉଁ ନାହାରେ, ଆର୍ ସେ ନିଜେ କାକେ ପରିକ୍ୟା ନଃକେରେ ।
Let no one who is being tempted say, “I am tempted from God,” for God is not tempted by evils, and Himself tempts no one,
14 ମଃତର୍ ମାନାୟ୍ ଅଃହ୍ଣାର୍ କଃରାବ୍ ଇଚା ତଃଳେ ହଃଳି ଆର୍ ଆସା ଅୟ୍ ପରିକ୍ୟାୟ୍ ହଃଳ୍ତି ।
but each one is tempted, being led away and enticed by his own desires;
15 ତାର୍ହଃଚେ ସେ କଃରାବ୍ ଇଚା ଆଙ୍ଗେ ଅୟ୍କଃରି ହାହ୍କେ ଜଃଲମ୍ କଃରେଦ୍, ଆରେକ୍ ହାହ୍ ବାଡିକଃରି ହୁର୍ନ୍ ଅୟ୍ ମଃର୍ନ୍ ଗଃଟାୟ୍ଦ୍ ।
afterward the desire having conceived, gives birth to sin, and sin having been perfected, brings forth death.
16 ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ଉଲୁ ଅଃଉଆ ନାୟ୍ ।
Do not be led astray, my beloved brothers.
17 ସଃବୁ ନିକ ଦାନ୍ ଆର୍ ସଃବୁ ନିକ ବର୍ ସଃର୍ଗାର୍ ଉବାର୍ ତଃୟ୍ହୁଣି ଆସେଦ୍, ସେ ଅଃଗାସାର୍ ସଃବୁ ଉଜାଳ୍ମଃନ୍ ବେଳ୍, ଜଃନ୍, ତାରାମଃନ୍କେ ହାଜିଆଚେ ସେ ସଃବୁବଃଳ୍ ସଃମାନ୍ ରଃୟ୍ଦ୍ ।
Every good giving, and every perfect gift, is from above, coming down from the Father of lights, with whom is no variation, or shadow of turning;
18 ସଃବୁ ଜଃଗତ୍ ବିତ୍ରେ ଅଃମି ଜଃନ୍କଃରି ହଃର୍ତୁ ଟାଣ୍ ହାଉଁନ୍ଦ୍ ଇତାର୍ ଗିନେ ସେ ନିଜାର୍ ଇଚାୟ୍ ସଃତ୍ ବଚନେ ଅଃମିମଃନ୍କ୍ ତିଆର୍ କଃଲା ।
having willed [it], He begot us with a word of truth, for our being a certain first-fruit of His creatures.
19 ଏ ମର୍ ଲାଡାର୍ ବାୟ୍ବେଣିମଃନ୍, ତୁମିମଃନ୍ ଇରି ଜାଣି ଆଚାସ୍ । ହଃତି ଲକ୍ ସୁଣୁକେ ଚଃଚଲ୍ ଅଃଉଆ, କଃତା କଃଉଁକେ ଦିର୍ ଆର୍ ରିସା ଅଃଉଁକେ ଦିର୍ ଅଃଉଆ ।
So then, my beloved brothers, let every man be swift to hear, slow to speak, slow to anger,
20 କାୟ୍ତାକ୍ବଃଲେକ୍ ମାନାୟ୍ର୍ ରିସା ଇସ୍ୱର୍ ମଃନ୍ କଃର୍ତା ଦଃର୍ମ୍ କାମ୍ ହୁରୁଣ୍ ନଃକେରେ ।
for the wrath of a man does not work the righteousness of God;
21 ତଃବେ ତୁମିମଃନ୍ ସଃବୁ ରଃକମାର୍ କଃରାବ୍ ଅବ୍ୟାସ୍ ଆର୍ ଦୁସ୍ଟ୍ କାମ୍ ଚାଡି, ଇସ୍ୱରାର୍ ତଃୟ୍ ନିଜ୍କେ ସଃହ୍ରି ଦିଆସ୍ ଆର୍ ତୁମାର୍ ମଃନ୍ବିତ୍ରେ ସେ ଜୁୟ୍ ବାକ୍ୟ ବୁଣି ଆଚେ ଆର୍ ଜୁୟ୍ରି ତୁମିମଃନାର୍ ଆତ୍ମାକ୍ ମୁକ୍ଳାଉଁକ୍ ହାରେଦ୍ ସେରି ଦଃରିରିଆ ।
for this reason, having put aside all filthiness and superabundance of evil, receive the implanted word in meekness, that is able to save your souls;
22 ମଃତର୍ ଅଃବ୍କା ସୁଣିକଃରି ଅଃହ୍ଣା ଅଃହ୍ଣାକ୍ ନଃଜେଟି ମାପ୍ରୁର୍ ବାକ୍ୟ ହଃର୍କାରେ କାମ୍ କଃରା ।
and become doers of the word, and not hearers only, deceiving yourselves,
23 କାୟ୍ତାକ୍ବଃଲେକ୍ ଜଦି କେ ମାପ୍ରୁର୍ କଃତା ହଃର୍କାରେ କାମ୍ ନଃକେରି ଅଃବ୍କା ସୁଣି ସୁଣି ରଃୟ୍ଦ୍, ତଃବେ ସେ ଦଃର୍ହାଣେ ଅଃହ୍ଣାର୍ ମୁଉଁକେ ଦଃକ୍ତା ମାନାୟ୍ ହର୍ ।
because, if anyone is a hearer of the word and not a doer, this one has been like to a man viewing his natural face in a mirror,
24 ତଃବେ ସେ ଅଃହ୍ଣାକ୍ ଦଃକ୍ଲା ହଃଚେ ବାରାୟ୍ ଜାୟ୍ ସେ କଃନ୍କା ଲକ୍, ସେରି ସେଦାହ୍ରେ ହାସ୍ରି ଜାୟ୍ଦ୍ ।
for he viewed himself, and has gone away, and immediately he forgot what kind of [man] he was;
25 ମଃତର୍ ନଃର୍ମଃନାର୍ ମୁକ୍ତି ହାୟ୍ଁ ଗଟେକ୍ ହୁର୍ନ୍ ବିଦି ଆଚେ । ଜୁୟ୍ଲକ୍ ସେରି ସୁଣିକଃରି ହାସ୍ରି ନଃଜାୟ୍ ଆର୍ ସେ ବିଦିକେ ମଃନ୍ହଃରାଣ୍ ଦଃୟ୍ ନିଜାର୍ ଜିବନେ ମାନେଦ୍, ତାର୍ ସଃବୁ କାମ୍କେ ଇସ୍ୱର୍ ଆସିର୍ବାଦ୍ କଃରେଦ୍ ।
but he who looked into [the] perfect law—that of liberty, and continued there, not becoming a forgetful hearer, but a doer of work—this one will be blessed in his doing.
26 ଜଦି କେ ଅଃହ୍ଣାକ୍ ଦଃର୍ମିଲକ୍ ବଃଲି ମଃନେ ବାବେଦ୍, ଆର୍ ନିଜାର୍ ଜିବ୍କେ ଆୟ୍ତ୍ ନଃକେରେ ସେ ନିଜ୍କେ ଟକୁଲା ତାର୍ ଦଃର୍ମ୍ କାମ୍ ସଃବୁ ହଲ୍ୟା ।
If anyone thinks to be religious among you, not bridling his tongue, but deceiving his heart, the religion of this one [is] vain;
27 ଟୁରାହିଲା ଆର୍ ରାଣ୍ଡିମଃନ୍କେ ସେମଃନାର୍ ଦୁକାର୍ ବେଳାୟ୍ ଜଃତୁନ୍ ନେତାର୍ ଆରେକ୍ ଜଃଗତେ ହୁଣି ଅଃହ୍ଣାକ୍ ନିର୍ଦସି କଃରି ରଃକ୍ୟା କଃର୍ତାର୍, ଇରି ଅଃମାର୍ ଇସ୍ୱର୍ ଆର୍ ଉବାର୍ ଚଃମେ ନିକ ଆର୍ ନିର୍ମୁଳ୍ ଦଃର୍ମ୍କାମ୍ ।
religion pure and undefiled with the God and Father is this: to look after orphans and widows in their tribulation—to keep himself unspotted from the world.