< ଏବ୍ରି 1 >

1 ଇସ୍ୱର୍‌ ହୁର୍ବ୍‌ କାଳେ ବିନ୍‌ବିନ୍‌ ବେଳାୟ୍‌ ଆର୍‌ ବିନ୍‌ବିନ୍‌ ରଃକମେ ବାବ୍‌ବାଦିମଃନାର୍‌ ଦଃୟ୍‌ ଦାଦିବାବୁମଃନ୍‌କେ କଃତା କୟ୍‌,
Nachdem Gott vielfältig und auf vielerlei Weise ehemals [O. vor alters] zu den Vätern geredet hat in den [O. durch die] Propheten,
2 ଇ ସେସ୍‌ କାଳେ ହୟ୍‌ସିର୍‌ ଦଃୟ୍‌ ଅଃମିମଃନ୍‌କ୍‌ କଃତା କୟ୍‌ଆଚେ; ତାକେ ସେ ସଃବୁ ବିସୟାର୍‌ ଅଃଦିକାରି କଃରି ବାଚ୍‌ଲା, ତାର୍‌ ଦଃୟ୍‌ ହେଁ ସଃବୁ ଜଃଗତାର୍‌ ଉବ୍‌ଜାୟ୍‌ଲା; (aiōn g165)
hat er am Ende dieser Tage zu uns geredet im Sohne, [d. h. in der Person des Sohnes, nicht nur durch den Sohn; es ist bezeichnend, daß der Artikel im Griechischen fehlt] den er gesetzt hat zum Erben aller Dinge, durch den er auch die Welten gemacht hat; (aiōn g165)
3 ସେ ତାର୍‌ ଜଃଜ୍‌ମାନାର୍‌ ଉଜାଳ୍‌ ଆର୍‌ ତାର୍‌ ଗ୍ୟାନାର୍‌ ମୁର୍ତି, ସେ ଅଃହ୍‌ଣାର୍‌ ସଃକାତ୍‌ ହୁର୍ନ୍‌ କଃତା ଦଃୟ୍‌ ସଃବୁ ବିସୟ୍‌ ଦଃରେଦ୍‌, ଆରେକ୍‌ ହାହ୍‌ କେମା କଃଲା ହଃଚେ ସଃର୍ଗାର୍‌ ଇସ୍ୱରାର୍‌ କାତା କୁଚି ବାଟ୍ୟା ବଃସିଆଚେ ।
welcher, der Abglanz [Eig. die Ausstrahlung] seiner Herrlichkeit und der Abdruck seines Wesens seiend und alle Dinge durch das Wort seiner [d. h. seiner eigenen] Macht tragend, nachdem er durch sich selbst die Reinigung der Sünden bewirkt, sich gesetzt hat zur Rechten der Majestät in der Höhe;
4 ସେ ଜୁୟ୍‌ ଇସାବେ ସଃର୍ଗ୍‌ ଦୁତ୍‌ମଃନାର୍‌ ତଃୟ୍‌ହୁଣି ଅଃଦିକ୍‌ ବଃଡ୍‌ ନାଉଁଆର୍‌ ଅଃଦିକାରି ଅୟ୍‌ଆଚେ, ସେ ଇସାବେ ସେ ସେମଃନାର୍‌ ତଃୟ୍‌ହୁଣି ଅଃଦିକ୍‌ ବଃଡ୍ ଅୟ୍‌ଆଚେ ।
indem er um so viel besser geworden ist als die Engel, als er einen vorzüglicheren Namen vor ihnen ererbt hat.
5 କାୟ୍‌ତାକ୍‌ବଃଲେକ୍‌ ଇସ୍ୱର୍‌ ଦୁତ୍‌ମଃନାର୍‌ ବିତ୍ରେ କାକେ କଃବେ ଇରି ନଃକୟ୍‌ଁ, “ତୁୟ୍‌ ମର୍‌ ହଅ, ଆଜି ମୁୟ୍‌ଁ ତକ୍‌ ଜଃଲମ୍‌ ଦଃୟ୍‌ ଆଚି ।” ଇସ୍ୱର୍‌ ହେଁ କୟ୍‌ଲା, “ମୁୟ୍‌ଁ ତାର୍‌ ଉବାସି ଅୟ୍‌ନ୍ଦ୍, ଆର୍‌ ସେ ମର୍‌ ହଅ ଅୟ୍‌ଦ୍‌ ।”
Denn zu welchem der Engel hat er je gesagt: "Du bist mein Sohn, heute habe ich dich gezeugt"? [Ps. 2,7] Und wiederum: "Ich will ihm zum Vater, und er soll mir zum Sohne sein"? [1. Chron. 17,13]
6 ଆରେକ୍‌ ଜୁୟ୍‌ ବେଳାୟ୍‌ ସେ ହଃର୍ତୁ ଜଃଲମ୍‌ ଅୟ୍‌ଲା ହୟ୍‌ସିକ୍‌ ଆରେକ୍‌ ଗଟ୍‌ତର୍‌ ଜଃଗତ୍‌ ବିତ୍ରେ ହଃଟାୟ୍‌ଦ୍‌, ସେ ବେଳାକ୍‌ ଦଃକି ସେ କଃଉଁଲା, “ଇସ୍ୱରାର୍‌ ସଃବୁ ଦୁତ୍‌ ତାକେ ଜୁଆର୍‌ କଃରତ୍‌ ।”
Wenn er aber den Erstgeborenen wiederum in den Erdkreis [O. die bewohnte Erde; so auch Kap. 2,5] einführt, spricht er: "Und alle Engel Gottes sollen ihn anbeten". [Ps. 97,7]
7 ଆର୍‌ ଇସ୍ୱର୍‌ ଦୁତ୍‌ମଃନାର୍‌ ବିସୟେ କଃଉଁଲା, “ସେ ଅଃହ୍‌ଣାର୍‌ ଦୁତ୍‌ମଃନ୍‌କେ ବାଉ ହର୍‌ କଃରେଦ୍‌, ଆରେକ୍‌ ଅଃହ୍‌ଣାର୍‌ ସେବା କଃରୁମଃନ୍‌କେ ଜୟ୍‌ଉଳା ହର୍‌ କଃରେଦ୍‌ ।”
Und in Bezug auf die Engel zwar spricht er: "Der seine Engel zu Winden [And.: zu Geistern] macht und seine Diener zu einer Feuerflamme"; [Ps. 104,4] in Bezug auf den Sohn aber:
8 ମଃତର୍‌ ବିନ୍ ବାଟ୍‌ ସେ ହୟ୍‌ସିର୍‌ ବିସୟେ କଃଉଁଲା, ଏ ଇସ୍ୱର୍‌, “ତର୍‌ ରାଇଜ୍‌ ଜୁଗେଜୁଗେ ରେତାର୍‌, ଆରେକ୍‌ ତୁୟ୍‌ ନ୍ୟାୟ୍‌ ସଃଙ୍ଗ୍ ତର୍‌ ଲକ୍‌ମଃନ୍‌କେ ସାସନ୍ କଃର୍ସି ।” (aiōn g165)
"Dein Thron, o Gott, ist von Ewigkeit zu Ewigkeit, [W. in das Zeitalter des Zeitalters] und ein Zepter der Aufrichtigkeit ist das Zepter deines Reiches; (aiōn g165)
9 “ତୁୟ୍‌ ଦଃର୍ମ୍‌ କଃତାକ୍‌ ଲାଡ୍‌ କଃରୁଲିସ୍‌ ଆର୍‌ ଅଃଦଃର୍ମ୍‌ କଃତାର୍‌ ଗିଣ୍ କଃରୁଲିସ୍‌, ସେତାକ୍‌ ଏ ଇସ୍ୱର୍‌, ତର୍‌ ଇସ୍ୱର୍‌ ତକେ ବାଚିଆଚେ, ତର୍‌ ସଃଙ୍ଗୁଆଳି ମଃନାର୍‌ ତଃୟ୍‌ହୁଣି ତକ୍‌ ଅଃଦିକ୍‌ ସଃର୍ଦାର୍‌ ଜିତ୍‌ଚିକଣ୍‌ ଅବିସେକ୍‌ କଃରିଆଚେ ।”
du hast Gerechtigkeit geliebt und Gesetzlosigkeit gehaßt; darum hat Gott, dein Gott, dich gesalbt mit Freudenöl über deine Genossen". [Ps. 45,6. 7.]
10 ଆରେକ୍‌ କଃଉଁଲା, “ଏ ମାପ୍ରୁ, ତୁୟ୍‌ ଆରୁମେ ହୁର୍ତିବିର୍‌ କୁନାଦି ତିଆର୍‌ କଃରି ଆଚ୍‌ସି, ଆରେକ୍‌ ଅଃଗାସ୍‌ ତର୍‌ ଆତେ କଃଲା କାମ୍‌ ।
Und: "Du, Herr, hast im Anfang die Erde gegründet, und die Himmel sind Werke deiner Hände;
11 ସେସଃବୁ ନାସ୍‌ ଅୟ୍‌ଦ୍‌, ମଃତର୍‌ ତୁୟ୍‌ ସଃବୁ ଦିନ୍ ରେସି; ସେ ସଃବୁ ବଃସ୍ତର୍‌ ହର୍‌ ଚିରି ଅୟ୍‌ଦ୍‌,”
sie werden untergehen, du aber bleibst; und sie alle werden veralten wie ein Kleid,
12 ଆରେକ୍‌ ତୁୟ୍‌ ହଃଚ୍ୟା ହର୍‌, ହିଁ ବଃସ୍ତର୍‌ ହର୍‌ ସେ ସଃବୁ ଦୁଣା କଃର୍ସି, ଆର୍‌ ସେସଃବୁ ବାଦ୍‌ଲେଦ୍‌ । ମଃତର୍‌ ତୁୟ୍‌ ସଃବୁବଃଳ୍‌ ସଃମାନ୍, ଆରେକ୍‌ ତର୍‌ ବଃର୍ସ୍‌ମଃନ୍ ସେସ୍‌ ନୟେ ।
und wie ein Gewand wirst du sie zusammenwickeln, und sie werden verwandelt werden. Du aber bist derselbe, [d. h. der ewig Unveränderliche] und deine Jahre werden nicht vergehen." [Ps. 102,25-27]
13 ଆର୍‌ ମୁୟ୍‌ଁ ଜଃବେ ହଃତେକ୍‌ ତର୍‌ ସଃତ୍ରୁମଃନ୍‌କେ ତର୍‌ ହାଦ୍‌ ତଃଳେ ନଃକେରି ଆଚି, ସେ ହଃତେକ୍‌ ମର୍‌ କାତା ବାଟ୍ୟା ବଃସି ରେ, ଇରି ସେ ଦୁତ୍‌ମଃନାର୍‌ ବିତ୍ରେ କାକେ କଃବେ ନଃକୟ୍‌ ।
Zu welchem der Engel aber hat er je gesagt: "Setze dich zu meiner Rechten, bis ich deine Feinde lege zum Schemel deiner Füße"? [Ps. 110,1]
14 ତଃବେ ସଃର୍ଗଦୁତ୍‌ ମଃନ୍‌ କେ? ଇମଃନ୍‌ ଇସ୍ୱରାର୍‌ ସେବାକଃର୍ତା ଆତ୍ମା । ଆରେକ୍‌ ମୁକ୍ତିର୍‌ ଅଃଦିକାରି ଅଃଉତା ଲକାର୍‌ ସେବା କଃରୁକେ ଇସ୍ୱର୍‌ ହଃଟାୟ୍‌ଲା ଆତ୍ମାମଃନ୍‌ ।
Sind sie nicht alle dienstbare Geister, ausgesandt zum Dienst um derer willen, welche die Seligkeit ererben sollen?

< ଏବ୍ରି 1 >