< ଏବ୍ରି 10 >
1 ବଃଲେକ୍ ଜିଉଦି ବିଦି ସଃତ୍ ବିସୟାର୍ ସାୟ୍ ହର୍, ସେ ସଃବୁ ବିସୟାର୍ ନଃବାଦୁଲ୍ତା ରୁହ୍ ନୟ୍ଲାକ୍ ଜାଜକ୍ମଃନ୍ ବଃର୍ସ୍କେ ବଃର୍ସ୍ ସଃବୁବଃଳ୍ ସେ ଗଟେକ୍ ରଃକମାର୍ ହୁଜା ଟେକି ଦେତାର୍ ଗିନେ ହୁଜାକଃରୁମଃନ୍କେ ସେରି କଃବେହେଁ ସିଦ୍ କଃରୁ ନାହାରେ ।
For the law having a shadow of the good things that are coming, not the same substance of the events, with the same sacrifices that are offered continually each year, they are never able to fully perfect those who are approaching.
2 ଜଦି ଲକ୍ମଃନ୍ ହୁଜା ଦିଲେକ୍ ସବୁ ହୁଜା ସଃର୍ଲି ହୁଣି ତାକ୍ ଆରେକ୍ ସେମଃନ୍ ହାହି ବଃଲି ବାବି ନଃକେଲାୟ୍ହୁଣି,
Otherwise would they not have ceased being offered, because of those who worship, once having been cleansed, to have no further conscience of sins?
3 ମଃତର୍ ସେସଃବୁ ହୁଜା ତଃୟ୍ ବଃର୍ସ୍କେ ବଃର୍ସ୍ ହାହ୍କେ ଏତାଉଁକେ ଅଃଉଁଲି ।
But in them is a reminder of sins each year.
4 କାୟ୍ତାକ୍ବଃଲେକ୍ ବଃୟ୍ଲ୍ ଆର୍ ଚେଳିର୍ ବଃନି ଜେ ହାହ୍ ନଃୟ୍ଦ୍, ଇରି କଃବେ ହେଁ ନୟ୍ ।
For it is impossible for the blood of bulls and goats to take away sins.
5 ସେତାର୍ ଗିନେ କ୍ରିସ୍ଟ ଜଃଗତେ ଆସ୍ତା ହୁର୍ବେ ଇସ୍ୱର୍କେ କୟ୍ରିଲା, “ହସୁ ହୁଜା ଆର୍ ଦାନ୍ ଦେତା ତଃୟ୍ ତର୍ ମଃନ୍ ନାୟ୍, ମଃତର୍ ତୁୟ୍ ମର୍ ଗିନେ ଗଟେକ୍ ଗଃଗାଳ୍ ତିଆର୍ କଃରିଆଚ୍ସି ।
Therefore when he comes into the world, he says, Sacrifice and offering thou did not desire, but thou prepared for me a body.
6 ହସୁହୁଜା ଆର୍ ହାହ୍ କେମା ଅଃଉତା ହୁଜା ତଃୟ୍ ତୁୟ୍ ସଃର୍ଦା ନୟ୍ଲିସ୍ ।
In whole burnt offerings, and for sin thou were not pleased.
7 ସଃଡେବଃଳ୍ ମୁୟ୍ଁ କୟ୍ଲେ, ‘ଦଃକା, ସାସ୍ତରେ ମର୍ ବିସୟେ ଲେକା ଆଚେ, ଏ ଇସ୍ୱର୍, ତର୍ ଇଚା ହୁରୁଣ୍ କଃରୁକେ ମୁୟ୍ଁ ଆସିଆଚି ।’”
Then I said, Lo, I come (in the volume of a book it is written about me) to do thy will, O God,
8 କ୍ରିସ୍ଟ କୟ୍ଲା, “ହୁଜା ଦେତାର୍, ଦାନ୍ ଦେତାର୍, ହସୁହୁଜା ଆର୍ ହାହ୍ କେମା ଅଃଉତା ହୁଜା ତୁୟ୍ ଲଳୁ ନଃଚ୍ଲିସ୍, କି ସେତି ତର୍ ସଃର୍ଦା ନଃରିଲି” ଜାୟ୍ରି ସଃବୁ ବିଦି ହଃର୍କାରେ ସଃହ୍ରି ଦେଉଁକ୍ ଅୟ୍ଦ୍ ।
saying above, Sacrifice and offering and whole burnt offerings and for sin thou did not desire, nor were thou pleased with things that are offered according to the law.
9 ତାର୍ହଃଚେ ସେ କଃଉଁଲା, “ଦଃକ୍, ତର୍ ଇଚା ହୁରୁଣ୍ କଃରୁକେ ମୁୟ୍ଁ ଆସିଆଚି ।” ହଃଚାର୍ ନିୟମ୍ ତାହୁନ୍ କଃରୁକେ ସେ ହଃର୍ତୁର୍ ବିଦି ନାସ୍ କଃରିଆଚେ ।
Then he said, Lo, I come to do thy will, O God. He takes away the first, so that he may establish the second.
10 ଇସ୍ୱରାର୍ ଜଃଜ୍ନାକେ ଜିସୁ କ୍ରିସ୍ଟ ହୁରୁଣ୍ କଃଲାକ୍ ତାର୍ ଗଃଗାଳ୍କେ ଗଟେତର୍କେ ସଃବୁ ଲକାର୍ ହାଁୟ୍ ସଃହ୍ରି ଦିଲାକ୍ ଅଃମିମଃନ୍ ହାହେ ହୁଣି ନିର୍ମୁଳ୍ ଅୟ୍ଲୁ ।
By which will we are sanctified through the one time offering of the body of Jesus Christ.
11 ଆରେକ୍ ହେଁ, ସଃବୁ ଜାଜକ୍ ହଃତି ଦିନ୍ ସେବା କଃରୁକେ ଆର୍ ତର୍କେତର୍ ସେ ଗଟେକ୍ ରଃକମାର୍ ହୁଜା ଦେଉଁକ୍ ଟିଆ ଅୟ୍ ରେତି; ଇରଃକମ୍ ହୁଜା କଃବେ ହେଁ ହାହ୍ କେମା କଃରୁ ନାହାରେ ।
And indeed every priest stands daily serving and offering the same sacrifices often, which can never take away sins.
12 ମଃତର୍ ସେ ହାହ୍ ଗିନେ ଅଃବ୍କା ଗଟେକ୍ ହୁଜା ଟେକି ଦିଲା ହଃଚେ ଇସ୍ୱରାର୍ କାତା ବାଟ୍ୟା ସଃବୁ ଦିନାର୍ ଗିନେ ବଃସ୍ଲା ।
But this man, having offered one sacrifice on behalf of sins forever, sat down at the right hand of God,
13 ସେ ଦିନ୍ମଃନ୍ ଇସ୍ୱର୍ ସଃତ୍ରୁମଃନ୍କେ ତାର୍ ହାଦ୍ ତଃଳେ ସଃଙ୍ଗାଉତା ହଃତେକ୍ ସେ ଜାଗୁଲା ।
waiting henceforth until his enemies are placed a footstool of his feet.
14 ଗଟେକ୍ ମଃତର୍ ହୁଜା ଟେକି ଦିଲା ତଃୟ୍ ସେ ପବିତ୍ର କଃରା ଅୟ୍ରିଲା ଲକ୍ମଃନ୍କେ ସଃବୁ ଦିନାର୍ ଗିନେ ସିଦ୍ କଃରିଆଚେ ।
For by one offering he has fully perfected forever those being sanctified.
15 ଆର୍ ପବିତ୍ର ଆତ୍ମା ହେଁ ଅଃମିମଃନ୍ ସାକି ଦଃୟ୍ଆଚେ ।
And the Holy Spirit also testifies to us, after indeed foretelling,
16 ବଃଲେକ୍ ମାପ୍ରୁ ଇ କଃତା କଃଉଁଲା, “ସେ ବେଳା ହଃଚେ ମୁୟ୍ଁ ସେମଃନାର୍ ସଃଙ୍ଗ୍ ଜୁୟ୍ ନିୟମ୍ ସଃଙ୍ଗାୟ୍ ଆଚି, ସେରି ଇ ନଃଉଆଁ ନିଅମ୍, ମୁୟ୍ଁ ସେମଃନାର୍ ବାବ୍ନାୟ୍ ନିଜାର୍ ବିଦି ଦଃୟ୍ନ୍ଦ୍, ଆରେକ୍ ସେମଃନାର୍ ମଃନେ ସେସଃବୁ ଲେକିନ୍ଦ୍,”
This is the covenant that I will ordain with them after those days, says the Lord, giving my laws on their hearts, and on their minds I will write them,
17 ଆର୍ ସେ କଃଉଁଲା ସେମଃନାର୍ ହାହ୍ ଆର୍ ସେମଃନାର୍ ଦଃସ୍ ସଃବୁ ମୁୟ୍ଁ ଆରେକ୍ ଏତାଉଁକେ ନଃଚି ।
and, Their sins and their lawlessness I will, no, not further remember.
18 ହାହ୍ କେମା ଅଃଉତା ଟାଣେ ହାହ୍ ଗିନେ ଆରେକ୍ ହୁଜା ଟେକି ଦେତାର୍ ଦଃର୍କାର୍ ନାୟ୍ ।
Now where there is remission of these, there is no more offering for sin.
19 ତଃବେ ଏ ବାୟ୍ବେଣିମଃନ୍, ଜିସୁର୍ ମଃର୍ନ୍ ଲାଗି ଅଃମିମଃନ୍ ବଃଡେ ପବିତ୍ର ଜଃଗାୟ୍ ହୁରୁକେ ଅଃଦିକାର୍ ହାୟ୍ ଆଚୁ ।
Having therefore, brothers, boldness for entrance into the holy things by the blood of Jesus,
20 ସେ ତାର୍ ଗଃଗାଳ୍ ହର୍ ପର୍ଦା ବାଟ୍ ଦଃୟ୍ ଅଃମିମଃନାର୍ ଗିନେ ଗଟେକ୍ ନଃଉଆଁ ଜିବନ୍ ବାଟ୍ ଉଗାଳି ଆଚେ ।
which he inaugurated for us, a new and living way through the curtain, that is, his flesh,
21 ଆରେକ୍ ଇସ୍ୱରାର୍ ଗଃର୍ ଅଃବେ ଅଃମିମଃନାର୍ ଗଟେକ୍ ବଃଡ୍ ଜାଜକ୍ ଆତେ ଆଚେ ।
and a great priest over the house of God,
22 ଆସା, ଅଃମିମଃନ୍ କ୍ରିସ୍ଟର୍ ବଃନିସଃଙ୍ଗ୍ ଦୟ୍କଃରି ବିଟାଳ୍ ବାବ୍ନା ନିର୍ମୁଳ୍ କଃରୁଆଁ ଆର୍ ନିର୍ମୁଳ୍ ହାଣାୟ୍ ଗଃଗାଳ୍ ଦୟ୍କଃରି ଦିର୍ ମଃନେ ହୁର୍ନ୍ ବିସ୍ୱାସେ ଇସ୍ୱରାର୍ ଚଃମେ ଅଃଉଁଆ;
let us approach with a true heart in full assurance of faith, our hearts sprinkled from an evil conscience, and our body washed in pure water.
23 ଅଃମିମଃନ୍ ଜୁୟ୍ ସାସ୍ କଃରିଆଚୁ, ସେରି ଅଃଟୁଆ ବାବେ ନିକକଃରି ଦଃରୁଆଁ, କାୟ୍ତାକ୍ବଃଲେକ୍ ଜେ ସଃୟ୍ତ୍ କଃରିଆଚେ, ସେ ବିସ୍ୱାସାର୍ ଜୟ୍ଗ୍ ।
Let us hold firm the affirmation of the hope unwavering, for he who promised is faithful.
24 ଆରେକ୍ ଲାଡ୍ ଆର୍ ସଃତ୍ କାମେ କଃତା ସିକାଉଁକ୍ ଏକ୍ଆରେକାର୍ ବିସୟେ ମଃନ୍ ଦେଉଁଆ ।
And let us examine each other for provocation of love and good works.
25 ଆର୍ କେକେ ଜଃନ୍କଃରି ମଣ୍ଡ୍ଳିର୍ ପାର୍ତ୍ନା ଚାଡି ରେତି, ଅଃମିମଃନ୍ ସେବାନ୍ୟା କଃରୁ ନଃଚୁଆଁ, ମଃତର୍ ଏକ୍ଆରେକ୍କେ ସାସ୍ ଦେଉଁଆ, ମୁଳ୍କଃରି ଜଃଡେବଃଳ୍ ତୁମିମଃନ୍ ମାପ୍ରୁର୍ ଦିନ୍ ଚଃମେ ଅୟ୍ ଆସୁଲି ବଃଲି ଦଃକୁଲାସ୍ ।
Not forsaking the assembling together of ourselves, as is the habit of some, but exhorting, and so much the more as long as ye see the day approaching.
26 କାୟ୍ତାକ୍ବଃଲେକ୍ ସଃତ୍ ଗ୍ୟାନ୍ ହାୟ୍ଲା ହଃଚେ ଜଦି ଅଃମିମଃନ୍ ଜାଣି ସୁଣି ନିଜାର୍ ଇଚାୟ୍ ହାହ୍ କଃର୍ତି ରେଉଁନ୍ଦ୍, ତଃବେ ଆର୍ ହାହ୍ କେମା କଃର୍ତା ହୁଜା ହାହେ ହୁଣି ମୁକ୍ଳାଉଁ ନାହାରେ ।
For when we sin willfully after taking the knowledge of the truth, there remains no more a sacrifice for sins,
27 ମଃତର୍ ବିଚାର୍ ଗଟେକ୍ ରଃକମାର୍ ବୟଃଙ୍କାର୍ ଜାଗ୍ତାର୍ ଆର୍ ବିରଦିମଃନ୍କେ ନାସ୍ କଃର୍ତା ବୟ୍ଙ୍କାର୍ ଜୟ୍ ଉବ୍ରି ରଃୟ୍ଦ୍ ।
but a certain fearful expectation of judgment and of fire, a fervor that is going to devour the opposition.
28 କେ ମସାର୍ ବିଦିକ୍ ଅମାନ୍ୟା କଃଲେକ୍, ସେ ଦଃୟା ନଃହାୟ୍ ଦୁୟ୍ କି ତିନି ଲକାର୍ ସାକିର୍ ମୁଏଁ ମାରା ଅୟ୍ଦ୍ ।
Any man who has disregarded the law of Moses dies without mercies from two or three witnesses.
29 ତଃବେ ବାବି ଦଃକା, ଜେ ଇସ୍ୱରାର୍ ହୟ୍ସିକ୍ ହାଦ୍ତଃଳେ କଃରି ଆଚେ, ନିଅମାର୍ ଜୁୟ୍ ବଃନିଏ ସେ ପବିତ୍ର କଃରା ଅୟ୍ରିଲା, ତାକେ ହଲ୍ୟା ବଃଲି ମଃନେ କଃରିଆଚେ ଆର୍ ଦଃୟା ଦେତା ଆତ୍ମାକେ ଲିନ୍ଦା କଃରି ଆଚେ, ସେ କଃତେକ୍ ଅଃଦିକ୍ ଦଃଣ୍ଡାର୍ ଜୟ୍ଗ୍ ନୟ୍ ।
By how much worse punishment do ye think he will deserve who has trampled the Son of God, and who considered profane the blood of the covenant by which he was sanctified, and who treated the Spirit of grace contemptuously?
30 ବଃଲେକ୍ “ବାଦ୍ଲା ନେତାର୍ ଅଃମାର୍ ଅଃଦିକାର୍, ଅଃମି କାମାର୍ ହଃଳ୍ ଦେଉଁନ୍ଦ୍,” ଜେ ଇ କଃତା କୟ୍ଆଚେ, “ତାକେ ଅଃମିମଃନ୍ ଜାଣିଆଚୁ; ଆରେକ୍ ମାପ୍ରୁ ଅଃହ୍ଣାର୍ ଲକ୍ମଃନାର୍ ଟିକ୍ ବିଚାର୍ କଃରେଦ୍ ।”
For we know him who said, Vengeance is for me, I will repay, says the Lord. And again, The Lord will judge his people.
31 ଜିବନ୍ ଇସ୍ୱରାର୍ ଆତେ ଦଃରା ହଃଳ୍ଲେକ୍ ବୟ୍ଙ୍କାର୍ ବିସୟ୍ ।
It is a fearful thing to fall into the hands of the living God.
32 ମଃତର୍ ଇସ୍ୱରାର୍ ଉଜାଳ୍ ହାୟ୍ଲା ହଃଚେ ଜଃଡେବଃଳ୍ ତୁମିମଃନ୍ ନାନା ଦୁକ୍ ବୟଃଗ୍ ହର୍ କଃସ୍ଟାର୍ ଜୁଜ୍ ସଃମ୍ବାଳି ରିଲାସ୍, ସେ ହୁର୍ବାର୍ ବେଳାକ୍ ଏତାଉଆ ।
But remember the former days, in which, after being enlightened, ye endured a great contest of sufferings,
33 ଗଟେକ୍ ବେଳାୟ୍ ମାନ୍ତି ହାୟ୍ ନଃରିଲାସ୍ ଆର୍ ତୁମି କଃସ୍ଟ୍ ହାୟ୍ରିଲାସ୍, ବିନ୍ ବେଳାୟ୍ ସେ ରଃକମ୍ ଚାଲାଚାଲ୍ତି ହାଉତା ଲକ୍ମଃନାର୍ ବାଗିଦାର୍ ଅୟ୍ରିଲାସ୍ ।
partly made a spectacle, both by reviling and afflictions, and partly having become companions of those so treated.
34 କାୟ୍ତାକ୍ବଃଲେକ୍ କଃଇଦିମଃନାର୍ ସଃଙ୍ଗ୍ ଦୁକ୍ ବୟ୍ଗ୍ କଃରି ରିଲାସ୍, ଆର୍ ତୁମିମଃନାର୍ ନିଜାର୍ ଜେ ଅଃଦିକ୍ ନିକ ଆର୍ ସଃବୁଦିନ୍ ରେତା ଦଃନ୍ ଆଚେ, ଇରି ଜାଣି ସଃର୍ଦାୟ୍ ତୁମିମଃନାର୍ ଦଃନ୍ ଚରି ନିଲାକ୍ ସଃମ୍ବାଳିରିଲାସ୍ ।
For ye were both compassionate about my bonds, and ye accepted with joy the plundering of your possessions, knowing yourselves to have a superior and an enduring existence in the heavens.
35 ସେତାକ୍ ତୁମିମଃନାର୍ ସାସ୍ ଚାଡା ନାୟ୍, ବଃଲେକ୍ ସେତି ବଃଡ୍ ପୁରିସ୍କାର୍ ଆଚେ ।
Therefore do not throw off your boldness, which has great recompense of reward.
36 ଜୁୟ୍ତାର୍ ଗିନେ ତୁମିମଃନ୍ ଇସ୍ୱରାର୍ ଇଚା ହୁରୁଣ୍ କଃରି ସଃୟ୍ତାର୍ ହଃଳ୍ ହାଉଁ ହାରାସ୍, ସେତାର୍ଗିନେ ତୁମିମଃନ୍ ସଃମ୍ବାଳ୍ତାର୍ ଲକ୍ ଅଃଉତାର୍ ଦଃର୍କାର୍ ।
For ye have need of perseverance, so that, having done the will of God, ye may receive the promise.
37 ବଃଲେକ୍ ସାସ୍ତରେ ଲେକା ଆଚେ, “ଆରେକ୍ ଅଃଳକ୍ ବେଳା ମଃତର୍ ଆଚେ, ଜାର୍ ଆସ୍ତାର୍ ଆଚେ, ସେ ଆସେଦ୍ ଆର୍ ବେଳ୍ ନଃକେରେ ।
For yet a very little while, he who is coming will come, and will not delay.
38 ଅଃମାର୍ ଦଃର୍ମି ମାନାୟ୍ ବିସ୍ୱାସାର୍ ଗିନେ ବଚେଦ୍, ମଃତର୍ ଜଦି ଜେକି ହଃଚେ ବାଉଳେଦ୍, ମର୍ ଆତ୍ମା ତାର୍ ତଃୟ୍ ସଃର୍ଦା ନାୟ୍ ।”
But the righteous man will live from faith, and if he should withdraw, my soul is not pleased with him.
39 ମଃତର୍ ଜୁୟ୍ ଲକ୍ମଃନ୍ ନାସ୍ ଅଃଉଁକ୍ ହଃଚେ ବାଉଳ୍ତି, ଅଃମିମଃନ୍ ସେମଃନାର୍ ଦଃଳାର୍ ଲକ୍ ନାୟ୍, ମଃତର୍ ଜୁୟ୍ ଲକ୍ମଃନ୍ ଆତ୍ମାର୍ ମୁକ୍ତି ହାଉଁକ୍ ବିସ୍ୱାସ୍ କଃର୍ତି, ଅଃମିମଃନ୍ ସେମଃନାର୍ ଦଃଳାର୍ ଲକ୍ ।
But we are not of retreat for destruction, but of faith for the preservation of the soul.