< ପେରିତ୍ 8 >
1 ସାଉଲ୍ ସ୍ତିପାନାର୍ ଜିବନ୍ ନାସ୍ କଃରୁକେ ମଃନ୍ରିଲି, ସେଦିନ୍ ହୁଣି ଜିରୁସାଲମାର୍ ମଣ୍ଡ୍ଳିକେ ବଃଡେ କଃସ୍ଟ୍ ଆୟ୍ଲି, ସେତାକ୍ ପେରିତ୍ମଃନ୍କ୍ ଚାଡି ବିନ ଚେଲାସଃବୁ ଜିଉଦାରାଜି ଆର୍ ସମିରଣ୍ ହଲିବାଟ୍ ଚାରିହାକ୍ ବିଚ୍ରି ଅୟ୍ଲାୟ୍ ।
Σαῦλος δὲ ἦν συνευδοκῶν τῇ ἀναιρέσει αὐτοῦ. Ἐγένετο δὲ ἐν ἐκείνῃ τῇ ἡμέρᾳ διωγμὸς μέγας ἐπὶ τὴν ἐκκλησίαν τὴν ἐν Ἱεροσολύμοις· πάντες δὲ διεσπάρησαν κατὰ τὰς χώρας τῆς Ἰουδαίας καὶ Σαμαρείας πλὴν τῶν ἀποστόλων.
2 ଅୟ୍ଲେକ୍ ହେଁ କଃତିଲକ୍ ସ୍ତିପାନ୍କେ ତହ୍ଲାୟ୍ ଆର୍ ତାର୍ ଗିନେ କାନ୍ଦ୍ଲାୟ୍ ।
συνεκόμισαν δὲ τὸν Στέφανον ἄνδρες εὐλαβεῖς καὶ ⸀ἐποίησανκοπετὸν μέγαν ἐπʼ αὐτῷ.
3 ମଃତର୍ ସାଉଲ୍ ଗଃରେ ଗଃରେ ହୁରି ଅଃଣ୍ଡ୍ରା ଆର୍ ମାୟ୍ଜି ମଃନ୍କେ ଜିକି ଆଣି ଜଃଇଲେ ହୁରାୟ୍ଲା, ଆର୍ ମଣ୍ଡ୍ଳିକେ ନଃସ୍ଟ୍ କଃରୁକେ ଦଃର୍ଲା ।
Σαῦλος δὲ ἐλυμαίνετο τὴν ἐκκλησίαν κατὰ τοὺς οἴκους εἰσπορευόμενος, σύρων τε ἄνδρας καὶ γυναῖκας παρεδίδου εἰς φυλακήν.
4 ସେତାକ୍ ଜୁୟ୍ମଃନ୍ ଜଃତ୍କଃତ୍ ଅୟ୍ରିଲାୟ୍ ସେମଃନ୍ ଚାରିହାକ୍ ବୁଲିବୁଲି ନିକ କବୁର୍ ପର୍ଚାର୍ କଃଲାୟ୍ ।
Οἱ μὲν οὖν διασπαρέντες διῆλθον εὐαγγελιζόμενοι τὸν λόγον.
5 ଆରେକ୍ ପିଲିପ୍ ସମିରଣକେ ଜାୟ୍ ବଃଡ୍ ବଃଡ୍ ଗଃଳାର୍ ଲକ୍ମଃନ୍କେ କ୍ରିସ୍ଟର୍ କଃତା ପର୍ଚାର୍ କଃରୁକେ ଦଃର୍ଲାୟ୍ ।
Φίλιππος δὲ κατελθὼν εἰς ⸀τὴνπόλιν τῆς Σαμαρείας ἐκήρυσσεν αὐτοῖς τὸν χριστόν.
6 ଆର୍ ଲକ୍ମଃନ୍ ପିଲିପାର୍ କଃତା ସୁଣି ଆର୍ ସେ କଃଲା କାବା ଅଃଉତା କାମ୍ ଦଃକି ଗଟେମଃନେ ତାର୍ କଃତାକ୍ ଦଃର୍ଲାୟ୍ ।
προσεῖχον ⸀δὲοἱ ὄχλοι τοῖς λεγομένοις ὑπὸ τοῦ Φιλίππου ὁμοθυμαδὸν ἐν τῷ ἀκούειν αὐτοὺς καὶ βλέπειν τὰ σημεῖα ἃ ἐποίει·
7 କାୟ୍ତାକ୍ବଃଲେକ୍ ବିଟାଳ୍ ଆତ୍ମାମଃନ୍ ଲକ୍ମଃନାର୍ ତଃୟ୍ହୁଣି କିର୍କିରି କଃରି ବାରାୟ୍ ଆସୁକ୍ ଦଃର୍ଲାୟ୍ ଆରେକ୍ ଗାଦେକ୍ ଏକ୍ଅଃଙ୍ଗି ଆର୍ ଚଟାମଃନ୍ ଉଜ୍ ଅଃଉଁକ୍ ଦଃର୍ଲାୟ୍ ।
⸀πολλοὶγὰρ τῶν ἐχόντων πνεύματα ἀκάθαρτα βοῶντα φωνῇ μεγάλῃ ⸀ἐξήρχοντο πολλοὶ δὲ παραλελυμένοι καὶ χωλοὶ ἐθεραπεύθησαν·
8 ସେତାକ୍ ସେ ଗଃଳେ ବଃଡେ ସଃର୍ଦା ଅୟ୍ଲି ।
⸂ἐγένετο δὲ ⸂πολλὴ χαρὰ ἐν τῇ πόλει ἐκείνῃ.
9 ମଃତର୍ ସିମନ୍ ନାଉଁଆର୍ ଗଟେକ୍ ଲକ୍ ଇତାର୍ ହୁର୍ବେ ଗୁରୁ ଗୁଣିଆକଃରି ନିଜ୍କେ ଗଟେକ୍ ବଃଡ୍ ଲକ୍ବଃଲି କୟ୍ ସମିରଣ୍ ତଃୟ୍ର୍ ଲକ୍ମଃନ୍କେ କାବା କଃର୍ତିରିଲା ।
Ἀνὴρ δέ τις ὀνόματι Σίμων προϋπῆρχεν ἐν τῇ πόλει μαγεύων καὶ ⸀ἐξιστάνωντὸ ἔθνος τῆς Σαμαρείας, λέγων εἶναί τινα ἑαυτὸν μέγαν,
10 ଇସ୍ୱରାର୍ ସଃକ୍ତିକ୍ ଜୁୟ୍ ବଃଡ୍ ବଃଲି କଃଉଆ ଅୟ୍ଦ୍ ସିମନ୍କେ ଏ ସେ ବଃଲି ତାକେ ମାନ୍ତି କଃର୍ତି ରିଲାୟ୍ ।
ᾧ προσεῖχον ⸀πάντεςἀπὸ μικροῦ ἕως μεγάλου λέγοντες· Οὗτός ἐστιν ἡ Δύναμις τοῦ θεοῦ ἡ ⸀καλουμένηΜεγάλη.
11 କାୟ୍ତାକ୍ ବଃଲେକ୍ ସେ ବୁତ୍ଦିନ୍ ହୁଣି ତାର୍ ଗୁରୁଗୁଣିଆ କାମ୍ କଃରି ସେମଃନ୍କେ କାବା କଃର୍ତିରିଲା ।
προσεῖχον δὲ αὐτῷ διὰ τὸ ἱκανῷ χρόνῳ ταῖς μαγείαις ἐξεστακέναι αὐτούς.
12 ମଃତର୍ ପିଲିପ୍ ଇସ୍ୱରାର୍ ରାଇଜାର୍ ଆର୍ ଜିସୁ କ୍ରିସ୍ଟର୍ ନାଉଁଏ ନିକ କବୁର୍ ପର୍ଚାର୍ କଃଲାକ୍ ସେମଃନ୍ ଜଃଡେବଃଳ୍ ସଃତ୍ କଃଲାୟ୍ ସଃଡେବଃଳ୍ ହୁଣି ଅଃଣ୍ଡ୍ରା ଆର୍ ମାୟ୍ଜିମଃନ୍ ବାପ୍ତିସମ୍ ଅଃଉଁକେ ଦଃର୍ଲାୟ୍ ।
ὅτε δὲ ἐπίστευσαν τῷ Φιλίππῳ εὐαγγελιζομένῳ ⸀περὶτῆς βασιλείας τοῦ θεοῦ καὶ τοῦ ὀνόματος Ἰησοῦ Χριστοῦ, ἐβαπτίζοντο ἄνδρες τε καὶ γυναῖκες.
13 ଆର୍ ସିମନ୍ ନିଜେ ହେଁ ବିସ୍ୱାସ୍ କଃରି ବାପ୍ତିସମ୍ ହାୟ୍ଲା ଆର୍ ପିଲିପାର୍ ସଃଙ୍ଗ୍ ରିଲା ଆର୍ କଃତେକ୍ କଃତେକ୍ ଚିନ୍ ଆର୍ ବଃଡ୍ବଃଡ୍ ସଃକ୍ତିର୍ କାମ୍ ଦଃକି କାବା ଅଃଉଁକେ ଦଃର୍ଲା ।
ὁ δὲ Σίμων καὶ αὐτὸς ἐπίστευσεν, καὶ βαπτισθεὶς ἦν προσκαρτερῶν τῷ Φιλίππῳ, θεωρῶν τε ⸂σημεῖα καὶ δυνάμεις μεγάλας γινομένας ἐξίστατο.
14 ସମିରଣ୍ ତଃୟ୍ର୍ ଲକ୍ମଃନ୍ ଜେ ଇସ୍ୱରାର୍ କଃତା ସୁଣିକଃରି ମାନି ଆଚ୍ତି, ଇରି ଜଃଡେବଃଳ୍ ଜିରୁସାଲମେ ରିଲା ପେରିତ୍ମଃନ୍ ସୁଣ୍ଲାୟ୍, ସଃଡେବଃଳ୍ ସେମଃନ୍ ପିତର୍ ଆର୍ ଜହନ୍କେ ସେମଃନାର୍ ତଃୟ୍ ହଃଟାୟ୍ଲାୟ୍ ।
Ἀκούσαντες δὲ οἱ ἐν Ἱεροσολύμοις ἀπόστολοι ὅτι δέδεκται ἡ Σαμάρεια τὸν λόγον τοῦ θεοῦ, ἀπέστειλαν πρὸς ⸀αὐτοὺςΠέτρον καὶ Ἰωάννην,
15 ସେମଃନ୍ ଜାୟ୍ ଜଃନ୍କଃରି ପବିତ୍ର ଆତ୍ମା ହାଉତି ଇତାକ୍ ସେମଃନାର୍ ଗିନେ ପାର୍ତ୍ନା କଃଲାୟ୍;
οἵτινες καταβάντες προσηύξαντο περὶ αὐτῶν ὅπως λάβωσιν πνεῦμα ἅγιον·
16 କାୟ୍ତାକ୍ ବଃଲେକ୍ ସେମଃନାର୍ ବିତ୍ରେ କାର୍ ଉହ୍ରେ ହେଁ ପବିତ୍ର ଆତ୍ମା ଉତ୍ରି ନଃରିଲି, ମଃତର୍ ସେମଃନ୍ ମାପ୍ରୁ ଜିସୁର୍ ନାଉଁଏ ବାପ୍ତିସମ୍ ହାୟ୍ ରିଲାୟ୍ ।
⸀οὐδέπωγὰρ ἦν ἐπʼ οὐδενὶ αὐτῶν ἐπιπεπτωκός, μόνον δὲ βεβαπτισμένοι ὑπῆρχον εἰς τὸ ὄνομα τοῦ ⸀κυρίουἸησοῦ.
17 ସଃଡେବଃଳ୍ ସେମଃନ୍ ପିତର୍ ଆର୍ ଜହନ୍ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ସେମଃନ୍ ପବିତ୍ର ଆତ୍ମା ହାୟ୍ଲାୟ୍ ।
τότε ⸀ἐπετίθεσαντὰς χεῖρας ἐπʼ αὐτούς, καὶ ἐλάμβανον πνεῦμα ἅγιον.
18 ପେରିତ୍ମଃନାର୍ ଆତ୍ ସଃଙ୍ଗାୟ୍ଲାକ୍ ଆତ୍ମା ଦିଆ ଅଃଉଁଲି ଇରି ଦଃକି ସିମନ୍ ସେମ୍ନଃକେ ଟଃକା ଜାଚି କୟ୍ଲା,
⸀ἰδὼνδὲ ὁ Σίμων ὅτι διὰ τῆς ἐπιθέσεως τῶν χειρῶν τῶν ἀποστόλων δίδοται τὸ ⸀πνεῦμαπροσήνεγκεν αὐτοῖς χρήματα
19 “ମକ୍ ହେଁ ଇ ଅଃଦିକାର୍ ଦିଆ, ମୁୟ୍ଁ ଜୁୟ୍ ଲକାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଦ୍ ସେ ପବିତ୍ର ଆତ୍ମା ହାଉଅ ।”
λέγων· Δότε κἀμοὶ τὴν ἐξουσίαν ταύτην ἵνα ᾧ ἐὰν ἐπιθῶ τὰς χεῖρας λαμβάνῃ πνεῦμα ἅγιον.
20 ମଃତର୍ ପିତର୍ ତାକେ କୟ୍ଲା, “ତର୍ ଟଃକା ତର୍ ସଃଙ୍ଗ୍ ନଃସ୍ଟ୍ ଅଃଉଅ, କାୟ୍ତାକ୍ ବଃଲେକ୍ ଇସ୍ୱରାର୍ ଦାନ୍କେ ଗେନୁକ୍ ବାବଃଲିସ୍ ।
Πέτρος δὲ εἶπεν πρὸς αὐτόν· Τὸ ἀργύριόν σου σὺν σοὶ εἴη εἰς ἀπώλειαν ὅτι τὴν δωρεὰν τοῦ θεοῦ ἐνόμισας διὰ χρημάτων κτᾶσθαι.
21 ଇ କଃତାୟ୍ ତର୍ ବାଗ୍ ନାୟ୍, କି ଅଃଦିକାର୍ ନାୟ୍, କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଚଃମେ ତର୍ ମଃନାର୍ ବାବ୍ନା ନିକ ନାୟ୍ ।
οὐκ ἔστιν σοι μερὶς οὐδὲ κλῆρος ἐν τῷ λόγῳ τούτῳ, ἡ γὰρ καρδία σου οὐκ ἔστιν εὐθεῖα ⸀ἔναντιτοῦ θεοῦ.
22 ତଃବେ ତର୍ ଦୁସ୍ଟ୍ ଚାଡି ମଃନ୍ ବାଦ୍ଲାୟ୍ ମାପ୍ରୁର୍ ତଃୟ୍ ପାର୍ତ୍ନା କଃର୍, କେଜାଣ୍ ତର୍ ମଃନାର୍ ବାବ୍ନା କେମା ଅଃଉଁ ହାରେ ।
μετανόησον οὖν ἀπὸ τῆς κακίας σου ταύτης, καὶ δεήθητι τοῦ ⸀κυρίουεἰ ἄρα ἀφεθήσεταί σοι ἡ ἐπίνοια τῆς καρδίας σου·
23 କାୟ୍ତାକ୍ ବଃଲେକ୍ ତୁୟ୍ ଡାରା କଃତାୟ୍ ହୁର୍ନ୍ ଅୟ୍ ହାହ୍ ବାନ୍ଦୁଣେ ବାନ୍ଦାୟ୍ ଅୟ୍ ଆଚ୍ସି ବଃଲି ମୁୟ୍ଁ ଜାଣୁଲେ ।”
εἰς γὰρ χολὴν πικρίας καὶ σύνδεσμον ἀδικίας ὁρῶ σε ὄντα.
24 ସେତାକ୍ ସିମନ୍ ପିତର୍ ଆର୍ ଜହନ୍କେ କୟ୍ଲା, “ତୁମିମଃନ୍ ଜାୟ୍ଜାୟ୍ରି କଃଉଁଲାସ୍ ସେତିର୍ କାୟ୍ କଃତା ହେଁ ମକ୍ ନଃଉଅ, ଇତାକ୍ ତୁମିମଃନ୍ ମର୍ ଗିନେ ମାପ୍ରୁ ତଃୟ୍ ପାର୍ତ୍ନା କଃରା ।”
ἀποκριθεὶς δὲ ὁ Σίμων εἶπεν· Δεήθητε ὑμεῖς ὑπὲρ ἐμοῦ πρὸς τὸν κύριον ὅπως μηδὲν ἐπέλθῃ ἐπʼ ἐμὲ ὧν εἰρήκατε.
25 ଅଃନ୍କଃରି ସେମଃନ୍ ଜିସୁର୍ ସାକି ଦେଉଁକେ ଆର୍ ମାପ୍ରୁର୍ କଃତା କୟ୍ ସମିରଣିୟର୍ ଗାଉଁମଃନ୍କେ ନିକ କବୁର୍ ପର୍ଚାର୍ କଃରି ପିତର୍ ଆର୍ ଜହନ୍ ଜିରୁସାଲମ୍ ବାଉଳ୍ଲାୟ୍ ।
Οἱ μὲν οὖν διαμαρτυράμενοι καὶ λαλήσαντες τὸν λόγον τοῦ κυρίου ⸀ὑπέστρεφονεἰς ⸀Ἱεροσόλυμα πολλάς τε κώμας τῶν Σαμαριτῶν ⸀εὐηγγελίζοντο
26 ହଃଚେ ଇସ୍ୱରାର୍ ଗଟେକ୍ ଦୁତ୍ ପିଲିପକେ କୟ୍ଲା, “ଉଟ୍, କାତା ଦିଗେ ଜୁୟ୍ ବାଟ୍ ଜିରୁସାଲମ୍ ହୁଣି ଗାଜା ହାକ୍ ଜାୟ୍ଆଚେ ସେ ବାଟେ ଜାଆ” ଆଜିକାଲି ଲକ୍ ସେ ବାଟ୍ ଅୟ୍ ନଃଜାତି ।
Ἄγγελος δὲ κυρίου ἐλάλησεν πρὸς Φίλιππον λέγων· Ἀνάστηθι καὶ πορεύου κατὰ μεσημβρίαν ἐπὶ τὴν ὁδὸν τὴν καταβαίνουσαν ἀπὸ Ἰερουσαλὴμ εἰς Γάζαν· αὕτη ἐστὶν ἔρημος.
27 ସେତାକ୍ ପିଲିପ୍ ଉଟିଗଃଲା, ଆର୍ ଦଃକ୍ଲା, ଇତିଅପିଆର୍ ଦେସାର୍ କାଣ୍ଡାକି ନାଉଁଆର୍ ରାଣିର୍ ତଃଳାର୍ ବଃଡ୍ହଃଦ୍ ହାୟ୍ଲା ଇତିଅପିଆର୍ ବେଜୁ, ଜେ ରାଣିର୍ ସଃବୁଦଃନ୍ ବଃଣ୍ଡାରାର୍ ଅଃଦିକାରି ରିଲା, ସେ ସେବା କଃରୁକେ ଜିରୁସାଲମ୍ ଆସିରିଲା ।
καὶ ἀναστὰς ἐπορεύθη, καὶ ἰδοὺ ἀνὴρ Αἰθίοψ εὐνοῦχος δυνάστης ⸀Κανδάκηςβασιλίσσης Αἰθιόπων, ὃς ἦν ἐπὶ πάσης τῆς γάζης αὐτῆς, ὃς ἐληλύθει προσκυνήσων εἰς Ἰερουσαλήμ,
28 ସେ ବାଉଳି ଜଃଉଁଜଃଉଁ, ଅଃହ୍ଣାର୍ ରଃତ୍ ଉହ୍ରେ ବଃସି ଜିସାୟ୍ ବାବ୍ବାଦିର୍ ସାସ୍ତର୍ ଉଲ୍ଗାଟ୍ ଅୟ୍ ହଳ୍ତି ରିଲା ।
ἦν ⸀τεὑποστρέφων καὶ καθήμενος ἐπὶ τοῦ ἅρματος αὐτοῦ καὶ ἀνεγίνωσκεν τὸν προφήτην Ἠσαΐαν.
29 ସଃଡେବଃଳ୍ ପବିତ୍ର ଆତ୍ମା ପିଲିପକେ କୟ୍ଲି, “ଚଃମେ ଜାୟ୍ ରଃତ୍ ଚାଲାଉ ସଃଙ୍ଗ୍ ଜାଆ”
εἶπεν δὲ τὸ πνεῦμα τῷ Φιλίππῳ· Πρόσελθε καὶ κολλήθητι τῷ ἅρματι τούτῳ.
30 ସେତାକ୍ ପିଲିପ୍ ଦଃବ୍ଳି ଜାୟ୍ ସେ ଜିସାୟ୍ ବାବ୍ବାଦିର୍ ସାସ୍ତର୍ ହଃଳ୍ତାର୍ ସୁଣି ହଃଚାର୍ଲା, “ତୁୟ୍ ଜାୟ୍ରି ହଳୁଲିସ୍, ସେରି କାୟ୍ ବୁଜୁଲିସ୍ ।”
προσδραμὼν δὲ ὁ Φίλιππος ἤκουσεν αὐτοῦ ἀναγινώσκοντος ⸂Ἠσαΐαν τὸν προφήτην καὶ εἶπεν· Ἆρά γε γινώσκεις ἃ ἀναγινώσκεις;
31 ବେଜୁ କୟ୍ଲା “କେ ମକ୍ ବୁଜାୟ୍ ନଃଦିଲେକ୍ ମୁୟ୍ଁ କଃନ୍କଃରି ବୁଜୁ ହାରିନ୍ଦ୍?” ଆର୍ ସେ ରଃତ୍ ଉହ୍ରେ ଚଃଗି ଆସି ଅଃହ୍ଣାର୍ ଚଃମେ ବଃସୁକ୍ ଗଃଉଆରି କୟ୍ଲା ।
ὁ δὲ εἶπεν· Πῶς γὰρ ἂν δυναίμην ἐὰν μή τις ⸀ὁδηγήσειμε; παρεκάλεσέν τε τὸν Φίλιππον ἀναβάντα καθίσαι σὺν αὐτῷ.
32 ସାସ୍ତରାର୍ ଜୁୟ୍ରି ସେ ହଳ୍ତିରିଲା ସେରି ଇରି- “ସେ ମେଣ୍ଡା ହର୍ ହୁଜା କଃରୁକେ ନେତା ମେଣ୍ଡା ହର୍ ଚିମ୍ରା ଅୟ୍ରିଲା, ଆରେକ୍ ଗଃଡ୍ରା ମେଣ୍ଡାର୍ ରମ୍ କାଟ୍ତା ଲକ୍ମଃନାର୍ ତଃୟ୍ ଜଃନ୍କଃରି ତୁନ୍ହଃଳି ରଃୟ୍ଦ୍, ସେନ୍କାର୍ ସେ ଟଣ୍ଡ୍ ହୁଟାୟ୍ ନଃକେଲା ।
ἡ δὲ περιοχὴ τῆς γραφῆς ἣν ἀνεγίνωσκεν ἦν αὕτη· Ὡς πρόβατον ἐπὶ σφαγὴν ἤχθη, καὶ ὡς ἀμνὸς ἐναντίον τοῦ ⸀κείραντοςαὐτὸν ἄφωνος, οὕτως οὐκ ἀνοίγει τὸ στόμα αὐτοῦ.
33 ସେ ଦୁକ୍ ସଃମ୍ବାଳ୍ଲାକ୍ ତାର୍ ଡଃଣ୍ଡ୍ ଉଣା ନୟ୍ଲି । ତାର୍ ବଃଉଁସ୍ କେ କଃଉ ହାରେ? କାୟ୍ତାକ୍ ବଃଲେକ୍ ତାର୍ ଜିବନ୍ ହୁର୍ତିବି ତଃୟ୍ ହୁଣି ନିଆ ଅୟ୍ଲି ।”
ἐν τῇ ⸀ταπεινώσειἡ κρίσις αὐτοῦ ἤρθη· ⸀τὴνγενεὰν αὐτοῦ τίς διηγήσεται; ὅτι αἴρεται ἀπὸ τῆς γῆς ἡ ζωὴ αὐτοῦ.
34 ଗୁମୁସ୍ତାବେଜୁ ପିଲିପକେ କୟ୍ଲା, “ମୁୟ୍ଁ ତକ୍ ଗଃଉଆରି କଃରୁଲେ, ବାବ୍ବାଦି କାର୍ କଃତା କଃଉଁଲା, ତାର୍ କଃତା କି ଆର୍ କାର୍ କଃତା?”
ἀποκριθεὶς δὲ ὁ εὐνοῦχος τῷ Φιλίππῳ εἶπεν· Δέομαί σου, περὶ τίνος ὁ προφήτης λέγει ⸀τοῦτο περὶ ἑαυτοῦ ἢ περὶ ἑτέρου τινός;
35 ସେତାକ୍ ପିଲିପ୍ ଟଣ୍ଡ୍ ହୁଟାୟ୍ ସାସ୍ତରାର୍ ଇ କଃତାୟ୍ ହୁଣି ମୁଳ୍ୟାୟ୍ ତାର୍ ତଃୟ୍ ଜିସୁର୍ ନିକ କବୁର୍ ପର୍ଚାର୍ କଃଲା ।
ἀνοίξας δὲ ὁ Φίλιππος τὸ στόμα αὐτοῦ καὶ ἀρξάμενος ἀπὸ τῆς γραφῆς ταύτης εὐηγγελίσατο αὐτῷ τὸν Ἰησοῦν.
36 ଆର୍ ସେମଃନ୍ ବାଟେ ଜଃଉଁଜଃଉଁ, କୁଣ୍ ଗଟେକ୍ ହାଣିନାଳେ ହଚ୍ଲାୟ୍, ସେତାକ୍ ବେଜୁ କୟ୍ଲା, “ଇତି ତ ହାଣି ଆଚେ, ମର୍ ବାପ୍ତିସମ୍ ହାଉଁକ୍ କାୟ୍ ବାଦା ଆଚେ?”
ὡς δὲ ἐπορεύοντο κατὰ τὴν ὁδόν, ἦλθον ἐπί τι ὕδωρ, καί φησιν ὁ εὐνοῦχος· Ἰδοὺ ὕδωρ, τί κωλύει με ⸀βαπτισθῆναι;
37 ପିଲିପ୍ କୟ୍ଲା ତୁୟ୍ ସଃବୁ ମଃନ୍ ହଃରାଣ୍ ସଃଙ୍ଗ୍ ଜଦି ବିସ୍ୱାସ୍ କଃର୍ସି ତଃବେ ଅଃଉଁ ହାରେ । ସେତାକ୍ ବେଜୁ କୟ୍ଲା ଜିସୁ କ୍ରିସ୍ଟ ଜେ ଇସ୍ୱରାର୍ ହୟ୍ସି ଇରି ମୁୟ୍ଁ ବିସ୍ୱାସ୍ କଃରୁଲେ ।
38 ଆରେକ୍ ବେଜୁ ରଃତ୍ ତେବାଉଁକେ କୟ୍ଲା । ତଃବେ ପିଲିପ୍ ଆର୍ ବେଜୁ ହାଣି ବିତ୍ରେ ଉତୁର୍ଲାୟ୍ ଆର୍ ପିଲିପ୍ ତାକେ ବାପ୍ତିସମ୍ ଦିଲା ।
καὶ ἐκέλευσεν στῆναι τὸ ἅρμα, καὶ κατέβησαν ἀμφότεροι εἰς τὸ ὕδωρ ὅ τε Φίλιππος καὶ ὁ εὐνοῦχος, καὶ ἐβάπτισεν αὐτόν.
39 ସେମଃନ୍ ହାଣି ବିତ୍ରେ ହୁଣି ବାରାୟ୍ ଆୟ୍ଲାକ୍ ମାପ୍ରୁ ଆତ୍ମା ପିଲିପକେ କେଣେ ଦଃରିଗଃଲି ଆରେକ୍ ବେଜୁ ଆର୍ ପିଲିପକେ ଦଃକୁ ନଃହାର୍ଲା, ଅୟ୍ଲେକ୍ ହେଁ ସେ ସଃର୍ଦା ଅୟ୍କଃରି ତାର୍ ବାଟେ ଗଃଲା ।
ὅτε δὲ ἀνέβησαν ἐκ τοῦ ὕδατος, πνεῦμα κυρίου ἥρπασεν τὸν Φίλιππον, καὶ οὐκ εἶδεν αὐτὸν οὐκέτι ὁ εὐνοῦχος, ἐπορεύετο γὰρ τὴν ὁδὸν αὐτοῦ χαίρων.
40 ମଃତର୍ ପିଲିପ୍ ଅସ୍ଦତ୍ ତଃୟ୍ ଦଃକାୟ୍ ଅୟ୍ଲା; ଆର୍ ସେ ଜଃଉଁଜଃଉଁ ଗଃଳେମଃନ୍ ଜିସୁର୍ ନିକ କବୁର୍ ପର୍ଚାର୍ କଃରି କାଇସରିଆ ତଃୟ୍ ହଚ୍ଲା ।
Φίλιππος δὲ εὑρέθη εἰς Ἄζωτον, καὶ διερχόμενος εὐηγγελίζετο τὰς πόλεις πάσας ἕως τοῦ ἐλθεῖν αὐτὸν εἰς Καισάρειαν.