< ପେରିତ୍ 26 >
1 ସେତାକ୍ ଆଗ୍ରିପା ପାଉଲ୍କେ କୟ୍ଲା, “ତକ୍ ନିଜାର୍ ବିସୟେ କଃଉଁକେ ସୁବିଦା ଦିଆ ଅୟ୍ଲି, ସଃଡେବଃଳ୍ ପାଉଲ୍ ଆତ୍ ସାଗ୍ୟାକଃରି ସେ ନିଜାର୍ କଃତା କଃଉଁକେ ଦଃର୍ଲା ।”
Agrippa dit à Paul: « Il t'est permis de parler pour te défendre. » Alors Paul, ayant étendu la main, se justifiait en ces termes:
2 “ଏ ମଃହାରଃଜା ଆଗ୍ରିପା ଜିଉଦିମଃନ୍ ମର୍ ବିରଦେ ଜୁୟ୍ ସଃବୁ ମିଚ୍ ଦସ୍ମଃନ୍ କଃଉଁଲାୟ୍, ସେତାକ୍ ମୁୟ୍ଁ ଜେ ତର୍ ତଃୟ୍ ମର୍ ନିଜାର୍ ସାକି ଦେଉଁକ୍ ସୁବିଦା ହାୟ୍ ଆଚି ଇତାର୍ ଗିନେ ମୁୟ୍ଁ ନିଜ୍କେ ବାୟ୍ଗ୍ ମଃନେକଃରୁଲେ,
« Je m'estime heureux, roi Agrippa, d'avoir à me justifier aujourd'hui devant toi sur tout ce dont je suis accusé par les Juifs, parce que tu connais à fond toutes les coutumes et toutes les discussions qui existent parmi les Juifs.
3 କାୟ୍ତାକ୍ବଃଲେକ୍ ତୁୟ୍ ଜିଉଦିମଃନାର୍ ସଃବୁ ରିତିବିଦି ଆର୍ କଃତା ସଃବୁ ନିକକଃରି ଜାଣ୍ସି, ଇତାକ୍ ମଃନ୍ ଦଃୟ୍ ମର୍ କଃତା ସୁଣୁକ୍ ତକେ ଗଃଉଆରି କଃରୁଲେ ।”
C'est pourquoi je te prie de m'écouter avec patience:
4 “ହିଲାବଃଳ୍ ହୁଣି ନିଜାର୍ ଲକ୍ମଃନାର୍ ତଃୟ୍ ଆର୍ ଜିରୁସାଲମେ ମର୍ ଜିବନ୍ କାଟ୍ତାର୍ ଜିଉଦିମଃନ୍ ସଃବୁ ଜାଣିଆଚ୍ତି ।
Que j'aie, dès mon enfance, passé la première partie de ma vie au milieu de ma nation à Jérusalem, c'est ce que savent tous les Juifs
5 ସେମଃନ୍ ହଃର୍ତୁ ହୁଣି ମକ୍ ଜାଣି ଆଚ୍ତି, ଜଦି ମଃନ୍କଃର୍ତି ତଃବେ ସାକି ଦେଉଁକେ ହାର୍ତି ଜେ ମୁୟ୍ଁ ଅଃମାର୍ ଦଃର୍ମାର୍ ସଃବ୍କେ ଜିଣ୍ତେ କଃସ୍ଟ୍ ମାନିକଃରି ସେ ହଃର୍କାରେ ମୁୟ୍ଁ ପାରୁସି ଅୟ୍ ଜିବନ୍ କାଟ୍ଲେ ।
qui, me connaissant dès l'origine, peuvent témoigner, s'ils le veulent, que j'ai vécu en pharisien, selon les principes de la secte la plus austère de notre religion.
6 ଅଃମିମଃନାର୍ ଦାଦିବାବୁମଃନାର୍ ଟାଣେ ଇସ୍ୱର୍ ଜୁୟ୍ ସଃୟ୍ତ୍ କଃରିରିଲା ସେ ସଃୟ୍ତାର୍ ସଃତ୍କଃରି ମୁୟ୍ଁ ବିଚାର୍ ହାଉଁକେ ମୁୟ୍ଁ ଟିଆ ଅୟ୍ ଆଚି ।
Et maintenant je suis mis en jugement pour avoir espéré en la promesse que Dieu a faite à nos pères,
7 ଅଃମାର୍ ବାର ଗସ୍ଟି ସଃୟ୍ତାର୍ ହଃଳ୍ ହାଉଁକେ ଆସା ବଃର୍ସା କଃରି ଦିନ୍ ରାତି ଏକ୍ମଃନେ ଇସ୍ୱରାର୍ ହୁଜା କଃରୁଲାୟ୍, ଏ ମଃହାରଃଜା ସେ ସଃୟ୍ତାର୍ ଗିନେ ମୁୟ୍ଁ ଜିଉଦିମଃନାର୍ ତଃୟ୍ ବିଚାର୍ କଃରାୟ୍ ଅଃଉଁଲେ ।
et dont nos douze tribus, qui rendent nuit et jour un culte fervent, attendent la réalisation. C'est pour cette espérance, ô roi, que je suis accusé par des Juifs!
8 ଇସ୍ୱର୍ ଜେ ମଃଲା ଲକ୍କେ ଉଟାୟ୍ଦ୍ ଇରି କାୟ୍ତାକ୍ ତୁମାର୍ ବିଚାରେ ମିଚ୍ ବଃଲି ମଃନେ ବାବୁଲାସ୍?”
Pourquoi regarde-t-on parmi vous comme incroyable que Dieu ressuscite des morts?
9 “ନାଜରିତାର୍ ଜିସୁର୍ ନାଉଁଏ ମର୍ ଗାଦେକ୍ କାମ୍ ତାର୍ ନାଉଁ ବିରଦେ କଃରୁକେ ଆଚେ, ଇରି ମୁୟ୍ଁ ନିଜେ ମଃନେ ବାବ୍ତିରିଲେ ।
Pour en revenir à moi, j'ai cru devoir me livrer à toutes sortes d'attaques contre le nom de Jésus le Nazoréen;
10 ଆର୍ ଜିରୁସାଲମେ ମୁୟ୍ଁ ଇତି ହେଁ କୟ୍ରିଲେ ବଃଡ୍ ଜାଜକ୍ମଃନାର୍ ତଃୟ୍ ହୁଣି ଅଃଦିକାର୍ ହାୟ୍ ଇସ୍ୱରାର୍ ବିସ୍ୱାସିମଃନ୍କେ ଜଃଇଲେ ହୁରାୟ୍ ରିଲେ ଆର୍ ସେମଃନାର୍ ମଃର୍ନ୍ ଦଃଣ୍ଡ୍ ବଃଳ୍ ମୁୟ୍ଁ ସେମଃନାର୍ ଡଃଣ୍ଡ୍ ହାଉତା ଲକାର୍ ବିରଦେ ମର୍ ରାଜି ରିଲି ।
c'est pourquoi j'ai agi en conséquence à Jérusalem, et j'ai jeté plusieurs des saints dans les prisons, après en avoir reçu l'autorisation des grands prêtres, et, quand on les mettait à mort, j'y ai joint mon suffrage,
11 ଆର୍ ଜିଉଦିମଃନାର୍ ପାର୍ତ୍ନା ଗଃରେ ତର୍କେ ତର୍ ସେମଃନ୍କେ ଡଃଣ୍ଡ୍ ଦଃୟ୍ ସେମଃନ୍କେ ଜିସୁର୍ ଲିନ୍ଦା କଃରି ତାକେ ଚାଡୁକ୍ ବଃଳ୍ମାଡ୍ କଃର୍ତିରିଲେ ଆରେକ୍ ସେମଃନାର୍ ବିରଦେ ରିସା ଅୟ୍ ବିନ୍ ଦେସାର୍ ଗଃଳ୍ମଃନ୍କେ ହେଁ ଜାୟ୍ ସେମଃନ୍କେ କଃସ୍ଟ୍ ଦେତିରିଲେ ।”
et, dans toutes les synagogues, sévissant souvent contre eux, je les forçais de blasphémer; dans ma fureur envers eux je les ai même poursuivis jusques dans les villes étrangères.
12 “ଇ କାମ୍ କଃରୁକେ ବଃଡ୍ ଜାଜକ୍ମଃନାର୍ ତଃୟ୍ହୁଣି ଅଃଦିକାର୍ ଲେକା ଦଃରି ଦମେସକ୍ ଜାତା ବଃଳ୍,
C'est en me rendant pour ce motif à Damas, muni de l'autorisation et de la permission des grands prêtres,
13 ଏ ମଃହାରଃଜା, ମଃୟ୍ଦାନ୍ ବଃଳ୍ ବାଟେ ଅଃଗାସେ ହୁଣି ବେଳ୍ ତଃୟ୍ହୁଣି ବଃଳେ ଉଜାଳ୍ ମର୍ ସଃଙ୍ଗେ ରିଲା ଲକ୍ମଃନାର୍ ଚାରି ବେଳ୍ତ୍ ଉଜାଳ୍ ଅଃଉତାର୍ ଦଃକ୍ଲେ ।
qu'au milieu du jour je vis sur la route, ô roi, une lumière venant du ciel, d'un éclat plus vif que celui du soleil, et qui m'enveloppa ainsi que ceux qui voyageaient avec moi.
14 ଅଃମିମଃନ୍ ସଃବୁ ବୁୟେଁ ଅଦୁର୍ଲାକ୍ ମୁୟ୍ଁ ଏବ୍ରି ବାସାୟ୍ ମର୍ ଗିନେ ଇ କଃତା କଃଉଆ ଅୟ୍ଲି, ସାଉଲ୍, କାୟ୍ତାକ୍ ମକ୍ କଃସ୍ଟ୍ ଦେଉଁଲିସ୍ ତିତିର୍ ହିଲେ ବଃୟ୍ଲ୍ ଲାତ୍ ମାର୍ଲେକ୍ ବଃୟ୍ଲ୍କେ ଜଃନ୍କଃରି କଃସ୍ଟ୍ ଅୟ୍ଦ୍, ତକ୍ ହେଁ ସେନ୍ କଃସ୍ଟ୍ ଅୟ୍ଦ୍ ।
Et, étant tous tombés à terre, j'entendis une voix qui me disait en hébreu: « Saul, Saul, pourquoi me persécutes-tu? Il t'est dangereux de regimber contre des coups d'aiguillon. »
15 ସେତାକ୍ ମୁୟ୍ ହଃଚାର୍ଲେ, ‘ମାପ୍ରୁ ତୁୟ୍ କେ?’ ସେତାକ୍ ମାପ୍ରୁ କୟ୍ଲା, ‘ଜୁୟ୍ ଜିସୁକେ ତୁୟ୍ କଃସ୍ଟ୍ ଦେଉଁଲିସ୍ ମୁୟ୍ଁ ସେ,’
Mais je dis: « Qui es-tu, Seigneur? » Et le seigneur dit: « Je suis Jésus que tu persécutes;
16 ମଃତର୍ ଉଟ୍ କୁତ୍ମାଡି ଟିଆ ଅଃଉ, କାୟ୍ତାକ୍ବଃଲେକ୍ ମୁୟ୍ଁ ତକ୍ ମର୍ କାମ୍ କଃରୁକେ ଆର୍ ତୁୟ୍ ମର୍ ଜାୟ୍ଜାୟ୍ରି ଦଃକି ଆଚ୍ସି ଆରେକ୍ ଦଃକ୍ସି, ସେସଃବୁ କଃତାର୍ ବିନ୍ ଲକ୍ମଃନ୍କେ କଃଉଁକେ ତକ୍ ଦଃକାୟ୍ ଅୟ୍ ଆଚି ।
mais lève-toi sur tes pieds; car je te suis apparu afin de te choisir pour ministre, et pour témoin tant de ce que tu as vu de moi, que de ce que je te ferai voir,
17 ଦିଉଦି ଆର୍ ଅଜିଉଦି ଲକ୍ମଃନ୍ ଚଃମେ ମୁୟ୍ ତକେ ହଃଟାୟ୍ନ୍ଦ୍ । ସେମଃନାର୍ ତଃୟ୍ ହୁଣି ମୁୟ୍ଁ ତକେ ବାଚାୟ୍ନ୍ଦ ।
en te protégeant contre le peuple et contre les Gentils, vers lesquels je t'envoie
18 ତୁୟ୍ ସେମଃନାର୍ ଆକି ଦଃକାଉଁକେ ଅୟ୍ଦ୍ ଆର୍ ସେମଃନ୍କେ ଅଃନ୍ଦାରେ ହୁଣି ଉଜାଳେ ଆର୍ ସୟ୍ତାନ୍ ଅଃଦିକାରେ ହୁଣି ମାପ୍ରୁ ହାକ୍ ବାଉଳାୟ୍ ଆଣୁକେ ଅୟ୍ଦ୍ ଆର୍ ଜଃନ୍କଃରି ମର୍ ତଃୟ୍ ବିସ୍ୱାସାର୍ ଗିନେ ସେମଃନାର୍ ହାହ୍ କେମା ଅୟ୍ଦ୍ ଆର୍ ମାପ୍ରୁର୍ ବାଚ୍ଲା ଲକ୍ ମଃନାର୍ ତଃୟ୍ ସେମଃନ୍ ଟାଣ୍ ହାଉତି ।”
pour leur ouvrir les yeux, afin qu'ils passent des ténèbres à la lumière, et de l'autorité de Satan à Dieu, pour recevoir, par la foi en moi, la rémission des péchés et un lot parmi ceux qui ont été sanctifiés. »
19 “ଏ ମଃହାରଃଜା ଆଗ୍ରିପା ମୁୟ୍ଁ ସେ ସଃର୍ଗାର୍ ଜାୟ୍ରି ଦଃର୍ସନ୍ ଦଃକି ଆଚି ତାର୍ ଅମାନ୍ୟାର୍ ନୟ୍ଲେ ।
En conséquence, roi Agrippa, je ne résistai point à la céleste vision,
20 ମଃତର୍ ହଃର୍ତୁ ଦମେସକ୍ ଆର୍ ଜିରୁସାଲମାର୍ ଲକ୍ମଃନାର୍ ତଃୟ୍, ହଃଚେ ଜିଉଦା ରାଜି ଆର୍ ସଃବୁ ହଲି ତଃୟ୍, ଆରେକ୍ ଅଜିଉଦି ଲକ୍ମଃନାର୍ ତଃୟ୍ ହେଁ ପର୍ଚାର୍ କଃରୁକେ ଦଃର୍ଲେ, ଜଃନ୍କଃରି ସେମଃନ୍ ହାହେ ହୁଣି ମଃନ୍ ବାଦ୍ଲାୟ୍ କଃରି ଇସ୍ୱର୍ ହାକ୍ ବାଉଳି ଆସ୍ତି ଆର୍ ମଃନ୍ ବାଦୁଲାୟ୍ ଆଚୁ ବଃଲି ତାକାର୍ କାମେ ଦଃକାଉତି ।
mais, m'adressant d'abord à ceux qui étaient à Damas et à Jérusalem, et dans toute la Judée, puis aux Gentils, je les exhortai à se repentir et à se convertir à Dieu, en faisant des œuvres conformes à la repentance;
21 ଇତାର୍ ଗିନେ ଜିଉଦିମଃନ୍ ମନ୍ଦିର୍ ବିତ୍ରେ ମକ୍ ଦଃରି ମଃର୍ନେ ମାରୁକ୍ ଉପାୟ୍ କଃର୍ତି ରିଲାୟ୍ ।
c'est à cause de cela que des Juifs m'ayant surpris dans le temple voulaient se défaire de moi.
22 ତଃବେ ଇସ୍ୱର୍ ତଃୟ୍ ଉହ୍କାର୍ ହାୟ୍ ମୁୟ୍ଁ ଆଜି ହଃତେକ୍ ସାନ୍ ବଃଡ୍ ସଃବ୍କାର୍ ତଃୟ୍ ସାକି ଦଃୟ୍ ଆସୁଲେ ଆରେକ୍ ବାବ୍ବାଦିମଃନ୍ ଆର୍ ମସା ଜାୟ୍ ଜାୟ୍ରି ଗଃଟେଦ୍ ବଃଲି କୟ୍ରିଲାୟ୍ ସେରି ମୁୟ୍ଁ କଃଉଁଲେ ।
C'est donc grâce à la protection de Dieu que j'ai subsisté jusques à ce jour, rendant témoignage devant petits et grands, sans rien dire qui fût contraire à ce qu'ont dit soit les prophètes, soit Moïse, sur ce qui devait arriver,
23 ବଃଲେକ୍ କ୍ରିସ୍ଟ ବାୟ୍ଦ୍ରେ ଦୁକ୍ ବୟଃଗ୍ କଃରି ଆରେକ୍ ମଃଲା ଲକ୍ ତଃୟ୍ହୁଣି ହଃର୍ତୁ ଉଟ୍ଲା ହଃଚେ ଜିଉଦି ଆର୍ ଅଜିଉଦି ଲକ୍ମଃନାର୍ ତଃୟ୍ ମୁକ୍ତିର୍ ଉଜାଳ୍ ଦଃକାୟ୍ଦ୍ ।”
à savoir si le Messie devait souffrir, si, ressuscité le premier d'entre les morts, il devait proclamer la lumière au peuple et aux Gentils… »
24 ଅଃନ୍କଃରି ସେ ନିଜାର୍ କଃତା ସୁଣାଉତା ବଃଳ୍ ପେସ୍ଟ ବଃଡ୍ ଟଣ୍ଡ୍ କଃରି କୟ୍ଲା, ପାଉଲ୍ ତୁୟ୍ ବଃୟାଅୟ୍ଲିସ୍ ଜଃବର୍ ଗିଆନ୍ ତକ୍ ବଃୟା କଃରି ଆଚେ ।
A cet endroit de la justification, Festus s'écrie d'une voix forte: « Paul, tu es fou, ton grand savoir te jette dans le délire. »
25 ମଃତର୍ ପାଉଲ୍ କୟ୍ଲା, ଏ ମଃହାରଃଜା ପେସ୍ଟ୍ ମୁୟ୍ଁ ବଃୟା ନାୟ୍, ସଃତ୍ ଆର୍ ତିର୍ ବୁଦିର୍ କଃତା କଃଉଁଲେ ।
Mais Paul: « Je ne suis point fou, excellent Festus, mais je prononce des paroles vraies et réfléchies;
26 ରଃଜା ତୁୟ୍ ତ ଇ ସଃବୁ କଃତା ଜାଣି ଆଚ୍ସି, ଆର୍ ତର୍ ଚଃମେ ହେଁ ସାସେ କଃତା କଃଉଁଲେ, କାୟ୍ତାକ୍ବଃଲେକ୍ ଇ ସଃବୁ କଃତାର୍ କାୟ୍ କଃତା ତର୍ ନଃଜାଣ୍ଲାର୍ ନୟ୍ ବଃଲି ମର୍ ବିସ୍ୱାସ୍; ଇରି ତ ଲୁକ୍ଣେ କଃଲାର୍ ନୟ୍ ।
car le roi est instruit sur ces sujets, et c'est à lui que je m'adresse avec assurance parce que je suis convaincu qu'il n'ignore rien de tout cela; car ce n'est pas une chose qui se soit passée dans un coin.
27 ଏ ମଃହାରଃଜା, ଆଗ୍ରିପା, ତୁୟ୍ କାୟ୍ ବାବ୍ବାଦି ମଃନ୍କେ ବିସ୍ୱାସ୍ କଃରୁଲିସ୍? ତୁୟ୍ ବିସ୍ୱାସ୍ କଃରୁଲିସ୍ ବଃଲି ମୁୟ୍ଁ ଜାଣି ।
Crois-tu aux prophètes, roi Agrippa?… Je sais que tu y crois. »
28 ସେତାକ୍ ଆଗ୍ରିପା ପାଉଲ୍କେ କୟ୍ଲା, “କଃଡେକ୍ ବେଗି ତୁୟ୍ ମକ୍ କ୍ରିସ୍ଟାନ୍ କଃରିନ୍ଦ୍ ବଃଲି ବାବୁଲିସ୍ କି?”
Mais Agrippa dit à Paul: « C'est à peu de frais que tu veux me persuader de me faire chrétien. »
29 ପାଉଲ୍ ଉତୁର୍ ଦିଲା “ଅଃଳକ୍ ବେଳା ଅଃଉଅ କି ବୁତେକ୍ ବେଳା ଅଃଉଅ” ତୁୟ୍ ହଃକା ନାୟ୍, ମଃତର୍ ଜଃତେକ୍ ଲକ୍ ଆଜି ଇସ୍ୱର୍ ତଃୟ୍ “ମର୍ ପାର୍ତ୍ନା ସୁଣୁଲାୟ୍, ଜଃନ୍କଃରି ସେମଃନ୍ ସଃବୁ ହେଁ ମର୍ ହର୍ ଅଃଉଅତ୍, ମଃତର୍ ସେମଃନ୍କେ ଇ ବାନ୍ଦୁଣ୍ ନଃହେଳ, ଇରି ମୁୟ୍ଁ ଇସ୍ୱର୍ ତଃୟ୍ ପାର୍ତ୍ନା କଃରୁଲେ ।”
Et Paul: « Plût à Dieu, qu'avec peu ou beaucoup de frais, non seulement toi, mais tous ceux qui m'écoutent aujourd'hui, vous devinssiez tels que je suis moi-même, sauf ces chaînes. »
30 ସେତାକ୍ ରଃଜା ଆର୍ ତାର୍ ତଃଳାର୍ ଅଃଦିକାରି ବର୍ନକି ଆର୍ ସେମଃନାର୍ ସଃଙ୍ଗେ ରିଲା ଲକ୍ମଃନ୍ ଉଟ୍ଲାୟ୍ ।
Et le roi, le gouverneur et Bérénice se levèrent, ainsi que ceux qui étaient assis avec eux,
31 ଆର୍ ଜାତା ବଃଳ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅୟ୍ଲାୟ୍, “ଇ ଲକ୍ ମଃର୍ନ୍ ଡଃଣ୍ଡ୍ କି ସିକ୍ଳି ତଃୟ୍ ବାନ୍ଦାୟ୍ ଅଃଉତା କାୟ୍ କାମ୍ ନଃକେରେ ।”
et s'étant retirés, ils se disaient entre eux: « Cet homme n'a rien fait qui mérite la mort ou les chaînes. »
32 ଆର୍ ଆଗ୍ରିପା ପେସ୍ଟକେ କୟ୍ଲା, ଇ ଲକ୍ ଜଦି କାଇସର୍ ତଃୟ୍ ବିଚାର୍ କଃରାୟ୍ ଅଃଉଁକେ ଗଃଉଆରି କଃରି ନଃରିଲେକ୍ ତଃବେ ଚାଡି ଦିଆ ଅୟ୍ଲି ହୁଣି ।
Et Agrippa dit à Festus: « Cet homme pouvait être relâché, s'il n'en avait appelé à l'empereur. »