< ପେରିତ୍ 21 >
1 ସେମଃନାର୍ ତଃୟ୍ହୁଣି ମେଲାଣି ହାୟ୍ ଅଃମିମଃନ୍ ଗଟେକ୍ ଜାଜେ ଚଃଗି ସଃଳ୍କ୍ ବାଟେ କସ୍କେ ଆୟ୍ଲୁ, ଆର୍କ ଦିନ୍ ରଦାକେ, ଆରେକ୍ ସେତି ହୁଣି ପାତାରାକେ ଆୟ୍ଲୁ ।
And when it came to pass to launch us, after being drawn away from them, after going a straight course, we came to Cos, and the next day to Rhodes, and from there to Patara.
2 ସେତି ପଇନିକିଆ ଜାତା ଗଟେକ୍ ଡଙ୍ଗା ମିଳାୟ୍ ସେତି ଚଃଗି ଗଃଲୁ ।
And having found a ship crossing over to Phoenicia, having gotten on, we launched.
3 ହଃଚେ ସାଇପ୍ରସ୍ ଦଃକାଗଃଲାକେ ସେରି ଡେବ୍ରି ବାଟ୍ ଚାଡି ଅଃମିମଃନ୍ ସିରିଆକେ ଜାୟ୍କଃରି ସର୍ ତଃୟ୍ ହଚ୍ଲୁ, କାୟ୍ତାକ୍ବଃଲେକ୍ ସେତି ଡଙ୍ଗାୟ୍ ହୁଣି ଆସ୍ତିବାଡି ଉତ୍ରାଉତାର୍ ରିଲି ।
And having sighted Cyprus, and having left it behind on the left side, we sailed to Syria and came down to Tyre, for there the ship was unloading the merchandise.
4 ସେତି ବିସ୍ୱାସିମଃନ୍କେ ଲଳି ସେମଃନ୍କେ ବେଟ୍ହାୟ୍ ସେତି ସାତ୍ଦିନ୍ ରିଲୁ, ଆରେକ୍ ପାଉଲ୍ ଜଃନ୍କଃରି ଜିରୁସାଲମେ ନଃହଚେ, ଇତାର୍ ଗିନେ ସେମଃନ୍ ଆତ୍ମା ତଃୟ୍ ତାକେ କୟ୍ଲାୟ୍ ।
And having found disciples we remained there seven days, who said to Paul through the Spirit not to go up to Jerusalem.
5 ସାତ୍ ଦିନ୍ ରିଲା ହଃଚେ ଅଃମିମଃନ୍ ବାଉଳି ବାଟ୍ଦଃର୍ଲୁ, ଆରେକ୍ ସେମଃନ୍ ସଃବୁ ମାୟ୍ଜି ଆର୍ ହିଲାମଃନାର୍ ସଃଙ୍ଗ୍ ଗଃଳାର୍ ହଃଦା ହଃତେକ୍ ଅଃମିମଃନ୍କ୍ ଚାଡୁକ୍ ଆୟ୍ଲାୟ୍, ଆର୍ ସଃମ୍ନ୍ଦ୍ କଃଣ୍ଡାୟ୍ ମାଣ୍ଡିକୁଟା ଟେସି ଅଃମିମଃନ୍ ପାର୍ତ୍ନା କଃଲୁ ।
And when it came to pass for us to finish the days, having gone forth, we were departing, all accompanying us, with women and children, as far as outside the city. And having knelt on the beach we prayed.
6 ଆର୍ ଅଃମାର୍ ବିତ୍ରେ ମେଲାଣି ଦିଲୁ, ହଃଚେ ଅଃମିମଃନ୍ ଡଙ୍ଗାୟ୍ ଚଃଗ୍ଲୁ ଆର୍ ସେମଃନ୍ ଗଃର୍କେ ବାଉଳି ଗଃଳାୟ୍ ।
And having bid farewell to each other, we went up in the ship, and those men returned to their own things.
7 ଅଃମିମଃନ୍ ସର୍ ଗଃଳେ ହୁଣି ଜାଜେ ପତଲ୍ମାୟ୍ ତଃୟ୍ ହଚ୍ଲୁ, ଆର୍ ବାୟ୍ମଃନ୍କେ ଜୁଆର୍ କଃଲୁ ଆର୍ ଗଟେକ୍ ଦିନ୍ ସେମଃନାର୍ ସଃଙ୍ଗ୍ ରିଲୁ ।
And when we finished the voyage from Tyre, we came to Ptolemais. And having greeted the brothers, we remained with them one day.
8 ଆର୍କ ଦିନ୍ ଅଃମିମଃନ୍ କାଇସରିଆକେ ଗଃଲୁ ଆର୍ ସାତ୍ ଲକାର୍ ବିତ୍ରେ ଜିରୁସାଲମେ ରିଲାନିକ କବୁର୍ ପର୍ଚାର୍ କଃର୍ତା ପିଲିପ୍ ଗଃରେ ଜାୟ୍ ତାର୍ ସଃଙ୍ଗ୍ ରିଲୁ ।
And on the morrow, after going forth, those around Paul came to Caesarea. And having entered into the house of Philip the evangelist, being of the seven, we dwelt with him.
9 ତାର୍ ଚାରିଗଟ୍ ଦଃଙ୍ଗ୍ଳି ଟକି ରିଲାୟ୍, ସେମଃନ୍ ଇସ୍ୱରାର୍ ବାବ୍ବାଣି କଃଉତି ରିଲାୟ୍ ।
Now four virgin daughters who prophesied were with this man.
10 ସେଟାଣେ ଅଃମିମଃନ୍ ବୁତେକ୍ ଦିନ୍ ରିଲା ହଃଚେ ଆଗାବ୍ ନାଉଁଆର୍ ଗଟେକ୍ ବାବ୍ବାଦି ଜିଉଦା ରାଜି ହୁଣି ଆୟ୍ଲା ।
And as we remained more days, a certain prophet named Agabus came down from Judea.
11 ସେ ଅଃମାର୍ ଚଃମେ ଆସି ପାଉଲାର୍ ଅଃଟା ବାନ୍ଦୁଣ୍ ନେୟ୍କଃରି ଅଃହ୍ଣାର୍ ଆତ୍ଗଡ୍ ବାନ୍ଦି କଃରି କୟ୍ଲା, “ପବିତ୍ର ଆତ୍ମା ମକ୍ ଇରି କଃଉଁଲି, ‘ଇ ଅଃଟାବିଳା ବାନ୍ଦ୍ଲା ଲକ୍କେ’ ଜିରୁସାଲମାର୍ ଲକ୍ ଜିଉଦିମଃନ୍ ଅଃନ୍କଃରି ବାନ୍ଦି ଅଜିଉଦି ଲକ୍ମଃନାର୍ ଆତେ ସଃହ୍ରିଦେତି ।”
And having come to us, and having taken Paul's belt, having bound both his feet and hands, he said, The Holy Spirit says these things: Thus the Jews in Jerusalem will bind the man whose belt this is, and will deliver him into the hands of Gentiles.
12 ଇ ସଃବୁ କଃତା ସୁଣି ଜିରୁସାଲମ୍କେ ନଃଜ୍ଉଁକେ ଅଃମି ଆର୍ ସେଟାଣାର୍ ଲକ୍ମଃନ୍ ତାକେ ଗଃଉଆରି କଃଲୁ ।
And when we heard these things, both we and those local men urged him not to go up to Jerusalem.
13 ସେତାକ୍ ପାଉଲ୍ କୟ୍ଲା, “ତୁମିମଃନ୍ କାୟ୍ କଃରୁଲାସ୍ କାନ୍ଦିକଃରି ମର୍ ଗଃର୍ବ୍ ହଡାୟ୍ଲା ହର୍ କଃରୁଲାସ୍? କାୟ୍ତାକ୍ ବଃଲେକ୍ ମୁୟ୍ଁ ମାପ୍ରୁ ଜିସୁର୍ ନାଉଁ ଗିନେ ଜିରୁସାଲମେ ବାନ୍ଦାୟ୍ ଅଃଉଁକେ ରାଜି, ସଃତେକ୍ ନାୟ୍, ମଃତର୍ ମଃରୁକ୍ ହେଁ ରାଜି ଆଚି ।”
And Paul answered, What are ye doing, weeping and breaking my heart? For I fare ready not only to be bound, but also to die in Jerusalem for the name of the Lord Jesus.
14 ସେ ନଃମାନ୍ଲାକ୍ ଅଃମିମଃନ୍ ତୁନ୍ହଃଳ୍ଲୁ ଆର୍ କୟ୍ଲୁ, “ମାପ୍ରୁର୍ ଇଚା ହୁର୍ନ୍ ଅଃଉଅ ।”
And since he was not persuaded, we were quiet, having said, May the will of the Lord happen.
15 ଅଃଳକ୍ ଦିନ୍ ସେତି ରିଲା ହଃଚେ ଅଃମିମଃନ୍ ଆସ୍ତିବାଡି ଦଃରି ଜିରୁସାଲମ୍କେ ଗଃଲୁ ।
And after these days, having made preparation, we went up to Jerusalem.
16 ଆରେକ୍ କାଇସରିଆ ହୁଣି କଃତିଗଟ୍ ଚେଲା ହେଁ ଅଃମାର୍ ସଃଙ୍ଗ୍ ଆୟ୍ଲାୟ୍, ସେମଃନ୍ ସାଇପ୍ରସ୍ ମାନାସନ୍ ନାଉଁଆର୍ ଗଟେକ୍ ହଃର୍ତୁର୍ ଚେଲାକେ ସଃଙ୍ଗେ ଆଣ୍ଲା, ତାର୍ ଗଃରେ ଅଃମିମଃନାର୍ ରେଉଁକ୍ ରିଲି ।
And also the disciples from Caesarea went together with us, bringing a certain Mnason, a Cypriot, an old disciple with whom we would lodge.
17 ଅଃମିମଃନ୍ ଜିରୁସାଲମେ ହଚ୍ଲାକ୍ ବିସ୍ୱାସି ବାୟ୍ମଃନ୍ ଅଃମିମଃନ୍କ୍ ସଃର୍ଦାୟ୍ କୁଦ୍ଲାୟ୍ ।
And when we came to Jerusalem, the brothers received us gladly.
18 ଆର୍କ ଦିନ୍ ପାଉଲ୍ ଅଃମାର୍ ସଃଙ୍ଗ୍ ଜାକୁବର୍ ଗଃରେ ଗଃଲା; ଆର୍ ସଃବୁ ପାରାଚିନ୍ମଃନ୍ ସେତି ରିଲାୟ୍ ।
And on the following day Paul went in with us to James, and all the elders were present.
19 ପାଉଲ୍ ସେମଃନ୍କେ ଜୁଆର୍ କଃଲା ହଃଚେ, ଇସ୍ୱର୍ ତାର୍ ସେବା କାମାର୍ ଗିନେ ଅଜିଉଦି ଲକ୍ମଃନାର୍ ବିତ୍ରେ ଜୁୟ୍ ଜୁୟ୍ କାମ୍ କଃରି ରିଲା ସେ ସଃବୁ ଗଟେକ୍ ଗଟେକ୍ କଃରି ସେମଃନାର୍ ତଃୟ୍ କୟ୍ଲା ।
And having greeted them, he reported one by one what God did among the Gentiles through his ministry.
20 ସେମଃନ୍ ସେରି ସୁଣି ଇସ୍ୱରାର୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ । ଆରେକ୍ ତାକେ କୟ୍ଲାୟ୍, “ଏ ବାୟ୍ ପାଉଲ୍ ଜିଉଦିମଃନାର୍ ବିତ୍ରେ ଜେ କଃତି ଅଃଜାର୍ ବିସ୍ୱାସି ଆଚ୍ତି, ଇରି ତୁୟ୍ ଦଃକୁଲିସ୍, ସଃବୁ ଲକ୍ ମସାର୍ ବିଦିକେ ମାନୁକେ ଦଃରିବଃସ୍ତାର୍ମଃନ୍ ।
And when the men heard, they glorified God, having said to him, Thou see, brother, how many thousands there are of the Jews who have believed, and they are all zealots of the law.
21 ଆରେକ୍ ଅଜିଉଦି ମଃନ୍କାର୍ ଦେସେ ବାସା କଃର୍ତା ସଃବୁ ଜିଉଦି ମଃନ୍କେ ଅଃହ୍ଣା ଅଃହ୍ଣାର୍ ସାନ୍ ହିଲାମଃନ୍କେ ସୁନତ୍ ନଃକେରୁକ୍ ଆର୍ ମସାର୍ ବିଦି ହଃର୍କାରେ ନଃଚାଲୁକେ ସେମଃନ୍କେ ସିକ୍ୟା ଦଃୟ୍ଆଚ୍ସି ଇ କଃତା ସେମଃନ୍ ସୁଣି ଆଚ୍ତି ।”
And they were informed about thee, that thou teach all the Jews throughout the nations desertion from Moses, telling them not to circumcise the children nor to walk by the customs.
22 ତୁୟ୍ ଆସି ଆଚ୍ସି ବଃଲି ସେମଃନ୍ ବାୟ୍ଦ୍ରେ ସୁଣ୍ତି ତବେ କଃନ୍ କଃରୁଆଁ?
What is it therefore? Certainly the multitude needs to get together, for they will hear that thou have come.
23 ଇତାକ୍ ଅଃମିମଃନ୍ ତୁମିକେ ଜାୟ୍ରି କଃଉଁଲୁ ସେରି କଃର୍, ଅଃମାର୍ ଚଃମେ ଚାରି ଲକ୍ ଆଚ୍ତି ସେମଃନ୍ ଗଟେକ୍ ବ୍ରତ କଃରି ଆଚ୍ତି ।
Therefore do this that we say to thee. Four men are with us who have a vow on themselves.
24 ସେମଃନ୍କେ ନଃୟ୍କଃରି ସେମଃନାର୍ ସଃଙ୍ଗ୍ ନିଜ୍କେ ସୁଦ୍ କଃର୍, ଆର୍ ସେମଃନାର୍ ମୁଣ୍ଡ୍କୁରାୟ୍ଲା କଃର୍ଚ୍ ଦେସ୍, ତଃନ୍ ଅୟ୍ଲେକ୍ ତର୍ କଃତାୟ୍ ସେମଃନ୍ ଜୁୟ୍ ସଃବୁ କଃତା ସୁଣି ଆଚ୍ତି ସେତି କାୟ୍ ସଃତ୍ ନାୟ୍, ଆର୍ ତୁୟ୍ ହେଁ ନିଜେ ମସାର୍ ବିଦି ହାଳୁଲିସ୍, ଇରି ସଃବୁ ଜାଣ୍ତି ।
Having taken these, be purified with them. And pay expenses for them, so that they may shave the head. And all may know, that things of which they have been informed about thee, are nothing, but thou thyself also walk orderly, keeping the law.
25 ମଃତର୍ ଜୁୟ୍ ଅଜିଉଦି ଲକ୍ମଃନ୍ ବିସ୍ୱାସି ଅୟ୍ ଆଚ୍ତି, ସେମଃନାର୍ କଃତାକ୍ ମୁର୍ତି ଚଃମାର୍ ହୁଜାକାଦି, ବଃନି, ଟଟି ହିଚ୍ଲା ଜଃତୁର୍ ମାସ୍ ଆର୍ ଦାରି କାମ୍ ହୁଣି ଅଃହ୍ଣା ଆହ୍ଣାକେ ଅଃଲ୍ଗା କଃର୍ତାର୍ ଜେ ନିକ ଇରି ଅଃମିମଃନ୍ ବିଚାର୍ କଃରି ଲେକି ଆଚୁ ।
And about the Gentiles who have believed, we sent word, having decided for them to keep no such thing, except for them to guard against what is sacrificed to idols, and from blood, and from what is strangled, and from fornication.
26 ସେତାକ୍ ପାଉଲ୍ ସେ ଲକ୍ମଃନାର୍ ଗିନେ ଆର୍କ ଦିନ୍ ସେମଃନାର୍ ସଃଙ୍ଗ୍ ନିଜ୍କେ ନିର୍ମୁଲ୍ କଃରି ମନ୍ଦିର୍ ବିତ୍ରେ ଗଃଲା, ଆରେକ୍ ସେମଃନାର୍ ହଃତି ଲକାର୍ ଗିନେ ଦାନ୍ ଦେଉଁକେ ନିର୍ମୁଳ୍ କାମେ କଃତି ଦିନ୍ ଲାଗେଦ୍ ସେରି ଜାଣାୟ୍ଲା ।
Then Paul, having taken the men on the following day, having been purified with them, entered into the temple, declaring the fulfillment of the days of purification, until the offering was offered for each one of them.
27 ସେ ସାତ୍ ଦିନ୍ ସଃର୍ଲାକ୍ ଆସିଆର୍ ଜିଉଦିମଃନ୍ ମନ୍ଦିରେ ପାଉଲ୍କେ ଦଃକି ଲକ୍ମଃନ୍କେ ସିର୍ଜାୟ୍ଲାୟ୍, ଆରେକ୍ ତାକେ ଦଃରି ଉଲ୍ଗାଟ୍ ଅୟ୍ କଃଉଁକେ ଦଃର୍ଲାୟ୍,
And when the seven days were about to be completed, the Jews from Asia, when they saw him in the temple, stirred up all the people and threw hands on him,
28 “ଏ ଇସ୍ରାଏଲ୍ ଲକ୍ମଃନ୍” ସେମଃନ୍ ବେଲ୍କି ଅୟ୍ କୟ୍ଲାୟ୍ “ଜୁୟ୍ ଲକ୍ ସଃବୁ ଟାଣେ ଅଃମିମଃନାର୍ ବାସାର୍ ଲକ୍ ମସାର୍ ବିଦି ଆର୍ ଇ ଟାଣ୍ ବିରଦେ ସଃବ୍କେ ସିକ୍ୟା ଦେତି ରିଲା ସେ ଇ ଲକ୍, ଆର୍ ହେଁ ସେ ମନ୍ଦିର୍ ବିତ୍ରେ ଅଜିଉଦିମଃନ୍କେ ହେଁ ଆଣି ଇ ପବିତ୍ର ଟାଣ୍କେ ବିଟାଳ୍ କଃରି ଆଚେ ।”
crying out, Men, Israelites, help. This is the man who teaches all men everywhere against the people, and the law, and this place. And besides he also brought Greeks into the temple, and has defiled this holy place.
29 କାୟ୍ତାକ୍ ବଃଲେକ୍ ହୁର୍ବେ ଗଃଳ୍ ବିତ୍ରେ ଏପିସିର୍ ତ୍ରପିମ୍କେ ପାଉଲ୍ ସଃଙ୍ଗେ ଦଃକି ରିଲାୟ୍ ଆର୍ ସେ ମନ୍ଦିର୍ ବିତ୍ରେ ଆଣେଦ୍ ବଃଲି ବାବ୍ତି ରିଲାୟ୍ ।
For they were men who saw Trophimus the Ephesian in the city with him, whom they supposed that Paul brought into the temple.
30 ଇତାକ୍ ଗଃଳାର୍ ସଃବୁ ହାକ୍ ଉରାଟୁ ଅୟ୍ଲାୟ୍, ଆର୍ ଉର୍ଜି ଅୟ୍ଲି ଲକ୍ମଃନ୍ ଗଟେକ୍ ତଃୟ୍ ଦଃବୁଳ୍ଲାୟ୍ ଆରେକ୍ ସେମଃନ୍ ପାଉଲ୍କେ ଦଃରି ମନ୍ଦିରାର୍ ହଃଦାୟ୍ ଜିକି ଆଣ୍ଲାୟ୍, ଆର୍ ସେ ଦାହ୍ରେ ଦୁଆର୍ ସଃବୁ ଡାହ୍ଲାୟ୍ ।
And the whole city was moved, and there developed a running together of the people. And having taken Paul they dragged him out of the temple, and straightaway the doors were shut.
31 ଆରେକ୍ ସେମଃନ୍ ତାକେ ମାରି ହଃକାଉଁକ୍ ଉପାୟ୍ କଃଲାକ୍ ସଃବୁ ଜିରୁସାଲମେ ଗଃଣ୍ଡ୍ଗଳ୍ ଅୟ୍ଆଚେ ବଃଲି ସଃଇନ୍ ଦଃଳାର୍ ସଃଇନ୍ ଅଃଦିକାରି ଟାଣେ କଃବୁର୍ ଆୟ୍ଲି ।
And while seeking to kill him, a report went up to the chief captain of the band, that all Jerusalem has been stirred up.
32 ଇତାକ୍ ସେଦାହ୍ରେ ସଃଇନ୍ ଆର୍ ହାଁଚ୍ କଳି ସଃଇନ୍ ଉହ୍ରାର୍ ଅଃଦିକାରିକ୍ ଦଃରି ସେମଃନାର୍ ତଃୟ୍ ଦଃବୁଳ୍ଲା, ସେମଃନ୍ ସଃଇନ୍ ଅଃଦିକାରିକ୍, ଆର୍ ସଃଇନ୍ମଃନ୍କେ ଦଃକି ପାଉଲ୍କେ ମାରୁକେ ବଃନ୍ଦ୍ କଃଲାୟ୍ ।
And immediately after taking soldiers and centurions, he ran down to them. And they, when they saw the chief captain and the soldiers, stopped beating Paul.
33 ସଃଡେବଃଳ୍ ସଃଇନ୍ ଅଃଦିକାରି ଚଃମେ ଆସି ତାକେ ଦଃରି ଜଳେକ୍ ସିକ୍ଳାୟ୍ ବାନ୍ଦୁକେ କୟ୍ଲା, ଆର୍ ହଃଚାର୍ଲାୟ୍, “ଇ ଲକ୍ କେ? ଆର୍ କାୟ୍ କଃରିଆଚେ?”
And the chief captain having come near, he seized him, and commanded him to be bound with two chains. And he inquired whoever he may be, and what it is he has been doing.
34 ସେତାକ୍ ଲକ୍ମଃନାର୍ ବିତ୍ରେ କେକେ ଇ କଃତା ଆର୍ କଃତେକ୍ ସେ କଃତା କୟ୍ ଉରାଟୁ କଃରୁକେ ଦଃର୍ଲାୟ୍, ଆର୍ ସେ ଉରାଟୁର୍ ମୁଳ୍ ନିଜ୍କଃରି ଜାଣୁ ନଃହାର୍ଲାକ୍ ତାକେ ସଇନ୍ମଃନାର୍ ରେତା ଟାଣେ ନେଉଁକ୍ ଆଦେସ୍ ଦିଲା ।
And some among the crowd shouted out one thing, some another. And not being able to know the certainty because of the uproar, he commanded him to be carried into the fort.
35 ଜଃଡେବଃଳ୍ ତାକେ ହାଉଜ୍ ଉହ୍ରେ ଆଣ୍ଲାୟ୍, ସଃଡେବଃଳ୍ ଲକ୍ମଃନାର୍ ରିସାକ୍ ଦଃକି ସଇନ୍ମଃନ୍ ତାକେ ବୟ୍ ନେଉଁକ୍ ହଃଳ୍ଲି ।
And it came to pass when on the steps (it happened for him to be carried by the soldiers because of the violence of the crowd,
36 କାୟ୍ତାକ୍ ବଃଲେକ୍ ଗାଦେକ୍ ଲକ୍ ହଃଚେ ଜଃଉଁ ଜଃଉଁ ତାକେ “ମଃର୍ନେ ମାରା” ବଃଲି ଉଲ୍ଗାଟ୍ ଅୟ୍ କଃଉତି ରିଲାୟ୍ ।
for the mass of the people followed, crying out, Away with him),
37 ସେମଃନ୍ ପାଉଲ୍କେ ଗଃଳ୍ ବିତ୍ରେ ନେଉଁକ୍ ଦଃର୍ଲା ବଃଳ୍ ସେ ସଃଇନ୍ ଅଃଦିକାରିକ୍ କୟ୍ଲା, “ମୁୟ୍ଁ ତକ୍ କାୟ୍ରି କୟ୍ନ୍ଦ୍ କି?” “ସେ ତାକ୍ କୟ୍ଲା, ତୁୟ୍ କାୟ୍ ଗ୍ରିକ୍ ଜାଣ୍ସି?
and as Paul was going to be brought into the fort, he says to the chief captain, Is it permitted for me to speak to thee? And he said, Thou know Greek?
38 ତଃବେ ଇତାର୍ ହୁର୍ବେ ଜୁୟ୍ ମିସରାର୍ କଃଙ୍ଗାର୍ ଜେ ଚାରି ଆଜାର୍ ଲକ୍ମଃନ୍କେ ସୁକ୍ଲା ବଃଟାୟ୍ ନଃୟ୍ରିଲା ତୁୟ୍ କି ସେଲକ୍ ନାୟ୍?”
Then thou are not the Egyptian who revolted before these days, and who led out into the wilderness the four thousand men of the Assassins?
39 ସେତାକ୍ ପାଉଲ୍ କୟ୍ଲା, “ମୁୟ୍ଁ ଗଟେକ୍ ଜିଉଦି” ତାର୍ସୁସ୍ ଗଃଳାର୍ ଲକ୍ କିଲିକିଆର୍ ଗଟେକ୍ ବଃଡ୍ ଜାଣାସୁଣା ଗଃଳାର୍ ଲକ୍ । ଇ ଲକ୍ମଃନ୍କେ କଃତା କଃଉଁକେ ଆଦେସ୍ ଦେ ବଃଲି ତକେ ଗଃଉଆରି କଃରୁଲେ ।
But Paul said, I am really a Jewish man of Tarsus of Cilicia, a citizen of no insignificant city. And I beg thee, allow me to speak to the people.
40 ମୁଳିକା ମାନାୟ୍ କାଉଁକେ ଦିଲାକ୍ ପାଉଲ୍ ହାଉଜେ ଟିଆ ଅୟ୍ ସେମଃନ୍କେ ଆତ୍ସଃଗ୍ୟା କଃଲା, ଆର୍ ସଃବୁ ଲକ୍ ତୁନ୍ହଃଳ୍ଲାକ୍ ସେ ଏବ୍ରି ବାସାୟ୍ ସେମଃନ୍କେ କଃଉଁକେ ଦଃର୍ଲା ।
And having permitted him, Paul, having stood on the steps, motioned his hand to the people. And when a great hush developed, he called out in the Hebrew language, saying,