< ପେରିତ୍ 20 >
1 ସେ ଗଃଣ୍ଡ୍ଗଳ୍ ସଃର୍ଲା ହଃଚେ, ପାଉଲ୍ ଚେଲାମଃନ୍କେ କୁଦି ସେମଃନ୍କେ ବଃର୍ସା ଦିଲା ଆର୍ ସେମଃନାର୍ ତଃୟ୍ହୁଣି ମେଲାଣି ମାଗି ମାକିଦନିଆକେ ଜଃଉଁକେ ବାରାୟ୍ଲା ।
And after the ceasing of the tumult, Paul having called near the disciples, and having embraced [them], went forth to go on to Macedonia;
2 ସେ ସଃବୁ ହଲିବାଟ୍ ଗଃଲାବଃଳ୍ ସେ ଚେଲାମଃନ୍କେ ବଃର୍ସା ଦିଲା ହଃଚେ ଆକାୟାକେ ଆୟ୍ଲା ।
and having gone through those parts, and having exhorted them with many words, he came to Greece;
3 ସେତି ତିନି ମାସ୍ ରଃୟ୍, ଜଃଡେବଃଳ୍ ଜାଜେ ଚଃଗି ସୁରିଆକ୍ ଜଃଉଁକେ ମଃନ୍ କଃଲା, ସଃଡେବଃଳ୍ ଜିଉଦିମଃନ୍ ତାର୍ ବିରଦେ କୁଟ୍ କଃଲାକ୍ ସେ ମାକିଦନିଆ ବାଟ୍ ଅୟ୍ ବାଉଳୁକ୍ ମଃନ୍କଃଲା ।
and having continued three months—a counsel of the Jews having been against him—being about to set forth to Syria, there came [to him] a resolution of returning through Macedonia.
4 ଆର୍ ପୁରର୍ ହୟ୍ସି ବେରିଆର୍ ସପାତ୍ର, ତେସଲନିକି ମଃନାର୍ ବିତ୍ରେ ଆରିସ୍ତାର୍କ୍ ଆର୍ ସେକୁନ୍ଦ୍, ଦର୍ବିର୍ ଗାୟ, ତିମତି ଆର୍ ଆସିଆର୍ ଲକ୍ମଃନାର୍ ବିତ୍ରେ ତୁକିକ୍ ଆର୍ ତ୍ରପିମ୍ ତାର୍ ସଃଙ୍ଗ୍ ଗଃଳାୟ୍ ।
And there were accompanying him to Asia, Sopater of Pyrrhus from Berea, and of Thessalonians Aristarchus and Secundus, and Gaius of Derbe, and Timotheus, and of Asians Tychicus and Trophimus;
5 ଇମଃନ୍ ସଃବୁ ଆଗ୍ତୁ ଜାୟ୍ ତ୍ରୟା ତଃୟ୍ ଅଃମିମଃନ୍କେ ଜାଗ୍ତି ରିଲାୟ୍ ।
these, having gone before, remained for us in Troas,
6 ଆର୍ କମିର୍ ନୟ୍ଲା ରୁଟିର୍ ହଃର୍ବ୍ ହଃଚେ ଅଃମିମଃନ୍ ଜାଜେ ଚଃଗି ପିଲିପି ଗଃଳେ ହୁଣି ଗଃଲୁ ଆରେକ୍ ହାଁଚ୍ଦିନ୍ ଅୟ୍ଲି ତ୍ରୟା ତଃୟ୍ ସେମଃନାର୍ ଟାଣେ ଆୟ୍ଲୁ; ସେତି ଅଃମିମଃନ୍ ସାତ୍ ଦିନ୍ ରିଲୁ ।
and we sailed, after the days of the Unleavened [Bread], from Philippi, and came to them to Troas in five days, where we abided seven days.
7 ସାତ୍ ରୟ୍ବାର୍ ଦିନ୍ ସଃଞ୍ଜ୍ବେଳାୟ୍ ଜଃଡେବଃଳ୍ ଅଃମିମଃନ୍ କାଉଁକ୍ ଏକ୍ ଅୟ୍ରିଲୁ, ସଃଡେବଃଳ୍ ପାଉଲ୍ ଆର୍କ ଦିନ୍ ଜଃଉଁକେ ମଃନ୍କଃର୍ତିରିଲା, ମଃଜା ରାତି ହଃତେକ୍ ପର୍ଚାର୍ କଃଲା ।
And on the first [day] of the weeks, the disciples having been gathered together to break bread, Paul was discoursing to them, about to depart on the next day, he was also continuing the discourse until midnight,
8 ଜୁୟ୍ ଉହ୍ରାର୍ ବଃକ୍ରାୟ୍ ଅଃମିମଃନ୍ ରୁଣ୍ଡିରିଲୁ ଗାଦାଗଟ୍ କୁପି ଲାଗିରିଲି ।
and there were many lamps in the upper chamber where they were gathered together,
9 ଆର୍ ଇଉତୁକ୍ ନାଉଁଆର୍ ଗଟେକ୍ ଦଃଙ୍ଗ୍ଳା ଜର୍କା ଉହ୍ରେ ବଃସିରିଲା, ତାକେ ବଃଡେ ନିଦ୍ ଅଃଉତି ରିଲି, ପାଉଲ୍ ପର୍ଚାର୍ ଡେଙ୍ଗ୍ କଃଲାକ୍ ସେ ନିଦାର୍ ଗିନେ ତିନିତାଲାୟ୍ ହୁଣି ତଃଳେ ଅଦୁର୍ଲା ଆର୍ ତାକେ ଉଟାୟ୍ଲାକ୍, ସେ ମଃଲା ବଃଲି ଜାଣାହଃଳ୍ଲା ।
and there a certain youth was sitting, by name Eutychus, on the window—being borne down by a deep sleep, Paul discoursing long—he having sunk down from the sleep, fell down from the third story, and was lifted up dead.
10 ସେତାକ୍ ପାଉଲ୍ ତଃଳେ ଉତ୍ରି ତାକେ ହଃଟଳିକଃରି ତାକେ ଚୁମିକଃରି କୟ୍ଲା, “ଚିନ୍ତାକଃରାନାୟ୍” କାୟ୍ତାକ୍ ବଃଲେକ୍ “ସେ ଜିବନ୍ ଆଚେ ।”
And Paul, having gone down, fell on him, and having embraced [him], said, “Make no tumult, for his life is in him”;
11 ହଃଚେ ସେ ଉହ୍ରେ ଜାୟ୍ ସେମଃନାର୍ ସଃଙ୍ଗ୍ ରୁଟି ବାଙ୍ଗି କାୟ୍ଲାୟ୍ ଆରେକ୍ ସଃକାଳ୍ ଅଃଉତା ହଃତେକ୍ ସେମଃନାର୍ ସଃଙ୍ଗ୍ ବୁତେକ୍ କଃତାବାର୍ତା କଃରି ପାଉଲ୍ ଗଃଲା ।
and having come up, and having broken bread, and having tasted, for a long time also having talked—until daylight, so he went forth,
12 ଆର୍ ସେମଃନ୍ ସେ ହିଲାକ୍ ଜିବନ୍ ରିଲାକ୍ ତାକାର୍ ସଃଙ୍ଗ୍ ଗଃରେ ନିଲାୟ୍ ଆର୍ ସଃର୍ଦା ହାୟ୍ଲାୟ୍ ।
and they brought up the boy alive, and were comforted in no ordinary measure.
13 ମଃତର୍ ଅଃମିମଃନ୍ ଆଗ୍ତୁ ଡଙ୍ଗାୟ୍ ଚଃଗି ଆସସ୍କେ ଜଃଉଁକେ ଦଃର୍ଲୁ, ସେତି ହୁଣି ଅଃମିମଃନ୍ ପାଉଲ୍କେ ନେଉଁକ୍ ମଃନ୍ କଃରି ରିଲୁ କାୟ୍ତାକ୍ ବଃଲେକ୍ ସେ ନିଜେ ଇଣ୍ଡି ଇଣ୍ଡି ଜଃଉଁକେ ତିର୍ କଃରିରିଲା ।
And we having gone before to the ship, sailed to Assos, there intending to take in Paul, for so he had arranged, intending himself to go on foot;
14 ସଃଡେବଃଳ୍ ସେ ଆମିମଃନ୍କେ ଆସସ୍ ତଃୟ୍ ବେଟ୍ ଅୟ୍ଲା, ଅଃମିମଃନ୍ ତାକେ ଜାଜେ ମିତୁଲିନିକ୍ ଗଃଲୁ ।
and when he met with us at Assos, having taken him up, we came to Mitylene,
15 ଆର୍ ସେତି ହୁଣି ଜାଜ୍ ସଃଙ୍ଗ୍ ଅଃମିମଃନ୍ ଆର୍କ ଦିନ୍ କିଅସ୍ ଚଃମେ ଆୟ୍ଲୁ, ତାର୍ ଆର୍କ ଦିନ୍ ସାମ ତଃୟ୍ ଜାଜ୍ ତେବାୟ୍ଲୁ ଆର୍ ତାର୍ ଆର୍କ ଦିନ୍ ମିଲିତ ତଃୟ୍ ହଚ୍ଲୁ ।
and there having sailed, on the next day we came opposite Chios, and the next day we arrived at Samos, and having remained in Trogyllium, on the following day we came to Miletus,
16 କାୟ୍ତାକ୍ ବଃଲେକ୍ ଆସିଆ ତଃୟ୍ ପାଉଲ୍କେ ରେଉଁକ୍ ନଃହେଳେ ଇତାକ୍ ସେ ଏପିସିଏ ଚାଡି ଜଃଉଁକେ ମଃନେ ତିର୍ କଃରିରିଲା, ସେତାକ୍ ସେ ପେଣ୍ଟିକସ୍ଟ୍ ଦିନ୍ ଜିରୁସାଲମେ ହଚୁକ୍ ମଃନ୍ କଃର୍ତି ରିଲା ।
for Paul decided to sail past Ephesus, that there may not be to him a loss of time in Asia, for he was hurrying, if it were possible for him, to be at Jerusalem on the day of the Pentecost.
17 ମିଲିତ ତଃୟ୍ହୁଣି ପାଉଲ ଏପିସିଏ ଲକ୍ ହଃଟାୟ୍ ମଣ୍ଡ୍ଳିର୍ ପାରାଚିନ୍ମଃନ୍କେ ଅଃହ୍ଣାର୍ ଚଃମେ କୁଦାୟ୍ଲା ।
And from Miletus, having sent to Ephesus, he called for the elders of the assembly,
18 ସେମଃନ୍ ତାର୍ ଚଃମେ ହଚ୍ଲାକ୍, ସେ ସେମଃନ୍କେ କୟ୍ଲା, “ଆସିଆ ଆୟ୍ଲା ହଃର୍ତୁ ଦିନ୍ ହୁଣି ମୁୟ୍ଁ ସଃବୁବଃଳ୍ ତୁମାର୍ ବିତ୍ରେ କଃନ୍କଃରି ଦିନ୍ ବିତାୟ୍ଲେ ।
and when they were come to him, he said to them, “You know from the first day in which I came to Asia, how I was with you at all times;
19 ମଃନେ ମଃନେ ଆସୁ ଗଃସ୍ରାୟ୍ ଜିଉଦିମଃନାର୍ ହେଟ୍କୁଟାର୍ ଗିନେ ମକ୍ ଜଃନ୍କାର୍ କଃଟ୍ହାଳ୍ ଗଃଟ୍ତି ରିଲି ସେ ସଃବୁ ବିତ୍ରେ କଃନ୍କଃରି ମାପ୍ରୁର୍ ସେବାକାମ୍ କଃର୍ତି ରିଲେ ।
serving the LORD with all humility, and many tears, and temptations, that befell me in the counsels of the Jews against [me];
20 କଃନ୍କଃରି କାୟ୍ ନିକ କଃତା ତୁମାର୍ ତାଣେ ଜାଣାଉଁକେ ଆର୍ ତୁମିମଃନ୍କେ, ଉହ୍କାର୍ ଅୟ୍ଦ୍ ସେରି ଗଃରେଗଃରେ କଃଉଁକେ ଲୁକାୟ୍ ନଃରିଲେ
how I kept back nothing of what things are profitable, not to declare to you, and to teach you publicly, and in every house,
21 ସେମଃନ୍ ହାହେହୁଣି ଇସ୍ୱରାର୍ ହାକ୍ ମଃନ୍ ବାଦ୍ଲାୟ୍ ଅଃମିମଃନାର୍ ଜିସୁକେ ସଃତ୍ କଃରୁକେ ଜିଉଦି ଆର୍ ଅଜିଉଦି ଲକ୍ମଃନ୍କେ ହେଁ ଅଃକାହର୍ ସାକି ଦେତିରିଲେ । ସେରି ତୁମି ଜାଣାସ୍ ।
testifying fully both to Jews and Greeks, conversion toward God, and faith toward our Lord Jesus Christ.
22 ଅଃବେ ଦଃକା ମୁୟ୍ଁ ଆତ୍ମାର୍ ବଃଳେ ଜିରୁସାଲମ୍କେ ଜଃଉଁଲେ, ସେତି ମକ୍ କାୟ୍ କାୟ୍ରି ଅୟ୍ଦ୍ ସେରି ମୁୟ୍ଁ ନଃଜାଣି । ମଃତର୍ ଅଃତେକ୍ ଜାଣି,
And now, behold, I—bound in the Spirit—go on to Jerusalem, not knowing the things that will befall me in it,
23 ମର୍ ଗିନେ ବାନ୍ଦୁଣ୍ ଆର୍ କଃସ୍ଟ୍ ଆଚେ, ଇରି ପବିତ୍ର ଆତ୍ମା ମକ୍ ସଃବୁ ଗଃଳେ ସାକି ଦେଉଁଲି ।
except that the Holy Spirit fully testifies in every city, saying that bonds and tribulations remain for me;
24 ମଃତର୍ ଜଃନ୍କଃରି ମର୍ ଟିକ୍ ଅୟ୍ଲା ବାଟେ ସଃରାସଃରି ହତେକ୍ ଦଃବ୍ଳୁକ୍ ହାରିନ୍ଦ୍ ଆର୍ ଇସ୍ୱରାର୍ ଦଃୟାର୍ ତଃୟ୍ ନିକ କବୁର୍ ଗିନେ ସାକି ଅଃଉଁକେ ଜୁୟ୍ ପର୍ଚାର୍ କଃର୍ତା କାମ୍ ମାପ୍ରୁ ଜିସୁ ତଃୟ୍ ହୁଣି ହାୟ୍ ଆଚି, ସେରି ହୁର୍ନ୍ କଃରୁକେ ହାରି ଇତାକ୍ ମୁୟ୍ଁ ଅଃହ୍ଣାର୍ ହଃର୍ ଜିବନ୍କେ ଲାଡ୍ ନଃକେରି ସେରି ସାନ୍ ବଃଲି ବାବୁଲେ ।”
but I make account of none of these, neither do I count my life precious to myself, so that I finish my course with joy, and the ministry that I received from the Lord Jesus, to fully testify [to] the good news of the grace of God.
25 “ଆରେକ୍ ଅଃବେ ଦଃକା ତୁମିମଃନାର୍ ବିତ୍ରେ ଇସ୍ୱରାର୍ ରାଇଜ୍ ପର୍ଚାର୍ କଃରି ବୁଲ୍ଲେ ଅଃନ୍କାର୍ ଜେ ତୁମିମଃନ୍ କଃବେ ଆର୍ ମକେ ଦଃକୁ ନଃହାରାସ୍ ବଃଲି ମୁୟ୍ଁ ଜାଣି ।
And now, behold, I have known that you will no longer see my face, among all you [to] whom I went preaching the Kingdom of God;
26 ସେତାକ୍ ମୁୟ୍ଁ ସଃବ୍କାର୍ ବଃନି ତଃୟ୍ହୁଣି ମର୍ ଦାୟ୍ତ୍ ନାୟ୍ ଇରି ମୁୟ୍ଁ ଆଜି ତୁମିମଃନ୍କେ କଃଉଁଲେ ।
for this reason I take you to witness this day, that I [am] clear from the blood of all,
27 ଇସ୍ୱରାର୍ ସଃବୁ ଇଚା ମୁୟ୍ଁ ତୁମିମଃନ୍କେ ଜାଣାଉଁକେ ଲାଜ୍ ଅୟ୍ନଃରିଲେ ।
for I did not keep back from declaring to you all the counsel of God.
28 ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ ବିସୟେ ଆର୍ ଜୁୟ୍ ମଣ୍ଡ୍ଳି ଇସ୍ୱର୍ ଅଃହ୍ଣାର୍ ନିଜାର୍ ବଃନି ଦଃୟ୍ ଗେନି ଆଚେ ତାର୍ ସେ ମଣ୍ଡ୍ଳିକେ ହାଳି ପବିତ୍ର ଆତ୍ମା ଜୁୟ୍ ସଃବୁ ମଃନ୍ଦା ବିତ୍ରେ ତୁମିମଃନ୍କେ ମୁଳିକା ହର୍ ବାଚି ଆଚେ, ସେମଃନାର୍ ବିସୟେ ଜଃଗ୍ରତ୍ ଅୟ୍ରିଆ ।
Take heed, therefore, to yourselves, and to all the flock, among which the Holy Spirit made you overseers, to feed the Assembly of God that He acquired through His own blood,
29 ମର୍ ଗଃଲା ହଃଚେ ବାଗ୍ମଃନ୍ ତୁମାର୍ ବିତ୍ରେ ହୁରି ମଃନ୍ଦାକେ ଦଃୟା ନଃକେରି ଜଃତ୍କଃତ୍ କଃର୍ତି ।
for I have known this, that there will enter in, after my departing, grievous wolves to you, not sparing the flock,
30 ଆରେକ୍ ତୁମିମଃନାର୍ ବିତ୍ରେ ହେଁ ଲକ୍ମଃନ୍ ଚେଲାମଃନ୍କେ ଅଃହ୍ଣାର୍ ହଃଚେ ଜିକି ନେଉଁକ୍ ଉଲ୍ଟା କଃତାମଃନ୍ କଃଉତି, ଇରି ମୁୟ୍ଁ ଜାଣି ।
and there will arise men of your own selves, speaking perverse things, to draw away the disciples after them.
31 ତଃବେ ତୁମିମଃନ୍ ଜାଗି ରିଆ ଆର୍ ମୁୟ୍ଁ ତିନିବଃର୍ସ୍ ହଃତେକ୍ ଦିନ୍ ରାତି ଆସୁ ଗଃସ୍ରାୟ୍ ହଃତି ଲକ୍କେ ଚେତ୍ନା ଦେଉଁକେ ବଃନ୍ଦ୍ କଃରିନଃରିଲେ, ଇରି ଏତୁ କଃରା ।”
Therefore, watch, remembering that three years, night and day, I did not cease with tears warning each one;
32 “ଅଃବେ ମୁୟ୍ଁ ତୁମିମଃନ୍କେ ଇସ୍ୱରାର୍ ଟାଣେ ଆର୍ ତାର୍ ଦଃୟାର୍ କଃତା ତଃୟ୍ ଦେଉଁଲେ ସେ ତୁମିମଃନ୍ ସଃବ୍କେ ଦଃର୍ମି ଆର୍ ନିର୍ମୁଳ୍ ଲକ୍ ଅଃଉଁକେ କଃରୁ ହାରେ ।
and now, I commend you, brothers, to God, and to the word of His grace, that is able to build up, and to give you an inheritance among all those sanctified.
33 ମୁୟ୍ଁ କାର୍ ରୁହା କି ସନା କି ବଃସ୍ତର୍ ଲଃବ୍ କଃରି ନଃରିଲେ ।
I coveted the silver or gold or clothing of no one;
34 ମର୍ ଇ ଜଳେକ୍ ଆତେ ମର୍ ଆର୍ ମର୍ ସଃଙ୍ଗୁଆଳି ମଃନାର୍ ଅକେଟ୍ ହୁରୁଣ୍ କଃରୁକେ କାମ୍ କଃରି ଆସୁଲେ, ଇତି ତୁମିମଃନ୍ ନିଜେନିଜେ ଜାଣାସ୍ ।
and you yourselves know that to my necessities, and to those who were with me, these hands ministered;
35 ଅଃନ୍କଃରି ହାୟ୍ଟି କଃରି ନିଗାଳ୍ ଲକ୍ମଃନ୍କେ ଉହ୍କାର୍ କଃର୍ତାର୍ ଆରେକ୍ ହାଉତା ବାଦୁଲେ ଦାନ୍କଃର୍ତାର୍ ନିକ ବଃଲିନ୍ଦ୍, ମାପ୍ରୁ ଜିସୁ ନିଜେ ଇ ଜୁୟ୍ କଃତା କୟ୍ଆଚେ ସେରି ଏତାଉତାର୍ ତୁମିମଃନାର୍ କଃତା । ଇସାବ୍ କଃତା ମୁୟ୍ଁ ତୁମିମଃନ୍କେ ମର୍ କାମ୍ ତଃୟ୍ ଦଃକାୟ୍ ଆଚି ।”
I showed you all things, that, thus laboring, it is necessary to partake with the ailing, to also be mindful of the words of the Lord Jesus, that He Himself said: It is more blessed to give than to receive.”
36 ଇ ସଃବୁ କଃତା କୟ୍ଲା ହଃଚେ, ମାଣ୍ଡିକୁଟା ଦଃୟ୍ ସେମଃନାର୍ ସଃଙ୍ଗ୍ ପାର୍ତ୍ନା କଃଲା ।
And having said these things, having bowed his knees, with them all, he prayed,
37 ଆର୍ ସେମଃନ୍ ସଃବୁଲକ୍ କାନ୍ଦିକାନ୍ଦି ପାଉଲ୍କେ ହଃଟଳି ଚୁମୁକେ ଦଃର୍ଲାୟ୍ ।
and there came a great weeping to all, and having fallen on the neck of Paul, they were kissing him,
38 ଆରେକ୍ ସେମଃନ୍ ତାର୍ ମୁଁ ଆର୍ ଦଃକୁ ନଃହାର୍ତି ବଃଲି ସେ ଜୁୟ୍ କଃତା କୟ୍ରିଲା ସେତାର୍ଗିନେ ମଃନଦୁକ୍ କଃଲା ହଃଚେ ସେମଃନ୍ ତାକେ ଡଙ୍ଗା ହଃତେକ୍ ହଚାଉଁକ୍ ଗଃଳାୟ୍ ।
sorrowing most of all for the word that he had said—that they are about to see his face no longer; and they were accompanying him to the ship.