< ପେରିତ୍ 18 >
1 ଇ ସଃବୁ ଗଃଟ୍ଣା ହଃଚେ ସେ ଆତିନି ହୁଣି କରନ୍ତିକେ ଗଃଲା ।
S'étant après cela éloigné d'Athènes, il vint à Corinthe,
2 ଆର୍ ସେ ଆକିଲା ନାଉଁଆର୍ ଗଟେକ୍ ଜିଉଦିଲକେ ବେଟ୍ ଅୟ୍ଲା, ପନ୍ତ ତାର୍ ଜଃଲମ୍ ମାଟି ଅଃଳକ୍ ଦିନ୍ ଅୟ୍ଲି ତାର୍ ଡକୁର୍ସି ପ୍ରିସ୍କିଲା ଇତାଲିଆ ହୁଣି ଆସି ରିଲି, କାୟ୍ତାକ୍ ବଃଲେକ୍ କ୍ଲାଉଦିଆ ସଃବୁ ଜିଉଦିମଃନ୍କେ ରମ୍ ହୁଣି ବାରାୟ୍ ଜଃଉଁକେ ବଲ୍ ଦଃୟ୍ ରିଲା । ପାଉଲ୍ ସେମଃନାର୍ ସଃଙ୍ଗ୍ ବେଟ୍ ଅଃଉଁକେ ଗଃଲା ।
et y ayant trouvé un certain Juif, nommé Aquilas, originaire du Pont, récemment arrivé d'Italie avec Priscilla sa femme, à cause de l'injonction faite à tous les Juifs de quitter Rome, il s'associa à eux,
3 ଆର୍ ସେମଃନ୍ ସଃଙ୍ଗ୍ ରିଲା, ଆର୍ କାମ୍ କଃରୁକେ ଦଃର୍ଲା, କାୟ୍ତାକ୍ବଃଲେକ୍ ସେମଃନ୍ ତୁମ୍ ବୁଣ୍ତା ଲକ୍ ରିଲାୟ୍ ଏହେଁ ଇ ବେବାରେ ଜିଉତିରିଲା ।
et, comme ils exerçaient le même métier, il habita avec eux et ils travaillaient ensemble; ils étaient en effet faiseurs de tentes de leur métier.
4 ଆରେକ୍ ହଃତି ବିସାଉଁଣିବାର୍ ଦିନ୍ ସେ ପାର୍ତ୍ନା ଗଃରେ ଆଲ୍ଚଃନା କଃରି ଜିଉଦି ଆର୍ ଗ୍ରିକ୍ ମଃନାର୍ ବିସ୍ୱାସ୍ କଃରାଉଁକ୍ ମଃନ୍ ହାଚ୍ତି ରିଲା ।
Cependant il discourait dans la synagogue chaque sabbat, et il persuadait Juifs et Grecs.
5 ସଃଡେବଃଳ୍ ସିଲା ଆର୍ ତିମତି ମାକିଦନିଆୟ୍ ହୁଣି ଆୟ୍ଲାୟ୍ ସଃଡେବଃଳ୍ ପାଉଲ୍ ମାପ୍ରୁର୍ କଃତା ପର୍ଚାର୍ କଃରୁକେ ଲାଗିହଃଳିରିଲା, ଆର୍ ଜିସୁ ଜେ କ୍ରିସ୍ଟ ବଃଲେକ୍ ମସିଅ ଇରି ଜିଉଦି ମଃନ୍କେ ସାକି ଦେତିରିଲା ।
Or, quand Silas et Timothée arrivèrent de Macédoine, Paul était tout occupé de la parole, et attestait aux Juifs que Jésus était le Christ,
6 ମଃତର୍ ସେମଃନ୍ ବିରଦ୍ ଆର୍ ଲିନ୍ଦା କଃଲାୟ୍, ସେ ଅଃହ୍ଣାର୍ ହଃଚ୍ୟା ହାହଳି ସେମଃନ୍କେ କୟ୍ଲା, ତୁମିମଃନାର୍ ବଃନି ତୁମାର୍ ମୁଣ୍ଡେ ହଃଳ, ମୁୟ୍ଁ ନିର୍ଦସ୍, ଅଃବେହୁଣି ମୁୟ୍ଁ ଅଜିଉଦି ଲକ୍ମଃନାର୍ ତଃୟ୍ ଜାଇନ୍ଦ୍ ।
mais comme ceux-ci lui résistaient et l'injuriaient, il secoua ses vêtements et leur dit: « Que votre sang retombe sur votre tête; pour moi j'en suis net; dès ce moment j'irai auprès des Gentils. »
7 ସେତାକ୍ ସେ ଟାଣ୍ ହୁଣି ତିତସ୍ ଜୁସ୍ତ ନାଉଁଆର୍ ଇସ୍ୱର୍ ବିସ୍ୱାସି ଗଃରେ ଗଃଲା, ସେତି ପାର୍ତ୍ନା କଃରୁକେ ଲାଗିରିଲି ।
Et, sortant de là, il se rendit dans la maison d'un nommé Titius Justus, adorateur de Dieu, dont la maison était contiguë à la synagogue.
8 ମଃତର୍ ପାର୍ତ୍ନା ଗଃରାର୍ ମୁଳିକା କ୍ରିସ୍ପ ଆର୍ ଗଃର୍କୁଟୁମ୍ ମାପ୍ରୁକ୍ ବିସ୍ୱାସ୍ କଃଲାୟ୍, ଆର୍ କରନ୍ତି ଲକ୍ମଃନାର୍ ବିତ୍ରେ ଗାଦେକ୍ ଲକ୍ ସିକ୍ୟା ସୁଣି ବିସ୍ୱାସ୍ କଃରୁକେ ଦଃର୍ଲାୟ୍ ଆର୍ ବାପ୍ତିସମ୍ ନିଲାୟ୍ ।
Cependant Crispus, le chef de la synagogue, crut au seigneur avec toute sa famille; et plusieurs Corinthiens qui aimaient l'entendre croyaient et recevaient le baptême.
9 ଆରେକ୍ ମାପ୍ରୁ ରାତିବଃଳ୍ ଦଃକାୟ୍ଅୟ୍ ପାଉଲ୍କେ କୟ୍ଲା, “ଡିର୍ ନାୟ୍, ତୁନ୍ ନଃହାଳି ପର୍ଚାର୍ କଃରୁକେ ବନ୍ଦ୍ ନଃକେର୍ ।
Or le Seigneur, dans une vision nocturne, dit à Paul: « Ne crains point, mais parle et ne te tais point,
10 କାୟ୍ତାକ୍ବଃଲେକ୍ ଅଃମି ତର୍ ସଃଙ୍ଗ୍ ଆଚୁ କୁୟ୍ ଲକ୍ ତକ୍ କାୟ୍ କଃରୁକେ ନାହାରେ, ବଃଲେକ୍ ଅଃମାର୍ ଗାଦେକ୍ ଲକ୍ ଇ ଗଃଳେ ଆଚ୍ତି ।”
parce que je suis avec toi, et que personne ne se jettera sur toi pour te maltraiter, car je possède un peuple nombreux dans cette ville-ci. »
11 ଆରେକ୍ ସେ ସେମଃନାର୍ ତଃୟ୍ ଇସ୍ୱରାର୍ କଃତା ସିକ୍ୟା ଦଃୟ୍ ବଃର୍ସେକ୍ ଚଅ ମାସ୍ ସେତି ବାସ୍ କଃଲା ।
Et il fit un séjour d'un an et six mois en enseignant parmi eux la parole de Dieu.
12 ମଃତର୍ ଗାଲିଅନ୍ ଆକାୟା ରମିୟ ରାଇଜ୍ କଃର୍ତା ବଃଳ୍ ଜିଉଦିମଃନ୍ ଜେ ପାଉଲ୍ ବିରଦେ ଉଟି ତାକେ ବେରାଣ୍ ମଃଣ୍ଡାୟ୍ ବିଚାର୍ କଃରୁକେ ଆଣି କୟ୍ଲାୟ୍ ।
Or, pendant que Gallion était proconsul de l'Achaïe, les Juifs se soulevèrent unanimement contre Paul, et ils l'amenèrent devant le tribunal,
13 “ଇ ଲକ୍ ମସାର୍ ବିଦିର୍ ବିରଦାର୍ ଇସ୍ୱର୍କେ ସେବା କଃରୁକେ ଲକ୍ମଃନ୍କେ ବୁଲ୍କାଉଁଲା ।”
en disant: « Celui-ci persuade les hommes d'adorer Dieu contrairement à la loi. »
14 ମଃତର୍ ପାଉଲ୍ ଟଣ୍ଡ୍ ହୁଟାୟ୍ କଃତା କଃଉଁକ୍ ଦଃର୍ଲା ବଃଳ୍, ଗାଲିଅନ୍ ଜିଉଦିମଃନ୍କେ କୟ୍ଲା, “ଏ ଜିଉଦିମଃନ୍ କାୟ୍ ଅଃନ୍ୟାୟ୍ ଅୟ୍ରିଲେକ୍ ସଃମ୍ବାଳିକଃରି ତୁମିମଃନାର୍ କଃତା ସୁଣୁକ୍ ଟିକ୍ ଅୟ୍ଲି ହୁଣି ।
Mais, au moment où Paul allait ouvrir la bouche, Gallion dit aux Juifs: « S'il s'agissait d'un crime ou d'un délit, ô Juifs, j'aurais naturellement accueilli votre plainte,
15 ମଃତର୍ ଇ ସଃବୁ ଅଃବ୍କା କଃତା, ନାଉଁ ଆର୍ ଅଃର୍ତ୍ ତୁମିମଃନାର୍ ମସାର୍ ବିଦିର୍ କଃତା ଲାଗି, ତୁମିମଃନ୍ ବୁଜା, ମୁୟ୍ଁ ଇ ସଃବୁ କଃତା ବିଚାର୍ ନଃକେରି ।”
mais, puisqu'il s'agit de questions relatives à une doctrine, à des noms propres, et à votre loi, vous aviserez vous-mêmes; pour moi, je ne veux pas me constituer juge de ces choses-là. »
16 ଇରି କୟ୍ ସେମଃନ୍କେ ବେରାଣେ ହୁଣି ବାର୍କଃରି କଃଦ୍ଲା ।
Et il les chassa du tribunal.
17 ସେତାକ୍ ସଃବୁ ଲକ୍ ପାର୍ତ୍ନା ଗଃରାର୍ ମୁଳିକା ସସ୍ତନାକେ ଦଃରି ବେରାଣ୍ ମୁୟେ ମାଡ୍ ମାରୁକ୍ ଦଃର୍ଲାୟ୍, ମଃତର୍ ଗାଲିଅନ୍ ସେ ସଃବୁ କଃତାକ୍ ନଃମାନ୍ଲା ।
Mais, s'étant tous saisis de Sosthène le chef de la synagogue, ils le frappaient devant le tribunal; et de tout cela Gallion ne prenait aucun souci.
18 ପାଉଲ୍ ବୁତେକ୍ ଦିନ୍ ଦଃରି କରନ୍ତିଏ ବିସ୍ୱାସି ବାୟ୍ବେଣିମଃନାର୍ ସଃଙ୍ଗ୍ ରିଲା । ତାର୍ ହଃଚେ ସେଲଃଗେ ରିଲା ସିକିରାକେ ଗଃଲା, ହୁର୍ବାର୍ ତାର୍ ଗଟେକ୍ ମାନ୍ସିକ୍ କଃରିରିଲା ହଃର୍କାରେ କେଙ୍କେରିଆ ତଃୟ୍ଁ ସେ ତାର୍ ମୁଣ୍ଡ୍ କୁରାୟ୍ଲା । ତାର୍ହଃଚେ ପ୍ରିସ୍କିଲା ଆର୍ ଆକିଲା ସଃଙ୍ଗ୍ ହାଣି ଜାଜେ ସିରିଆ ଜଃଉଁକେ ବାରାୟ୍ଲା ।
Cependant Paul, après avoir encore fait un long séjour, prit congé des frères, et s'embarqua pour la Syrie, et avec lui Priscilla et Aquilas, après s'être fait raser la tête à Cenchrées, car il avait fait un vœu.
19 ହଃଚେ ସେମଃନ୍ ଏପିସିଏ ହଚ୍ଲାୟ୍, ଆରେକ୍ ସେଟାଣେ ସେମଃନ୍କେ ଚାଡି ନିଜେ ପାର୍ତ୍ନା ଗଃର୍ ବିତ୍ରେ ଜାୟ୍ ଜିଉଦିମଃନ୍କାର୍ ସଃଙ୍ଗ୍ ଆଲ୍ଚଃନା କଃଲା ।
Or, quand ils furent arrivés à Éphèse, il les y laissa, tandis qu'étant entré lui-même dans la synagogue, il discuta avec les Juifs,
20 ଆରେକ୍ ସେମଃନ୍ ତାକେ ଅଃଦିକ୍ ଦିନ୍ ରେଉଁକ୍ ଗଃଉଆରି କଃଲାୟ୍, ମଃତର୍ ସେ ମଃନ୍ ନଃକେଲା ।
et, comme ils lui demandaient de prolonger son séjour, il n'y consentit pas,
21 ମଃତର୍ ସେମଃନାର୍ ତଃୟ୍ହୁଣି ମେଲାଣି ନଃୟ୍ କୟ୍ଲା, “ଇସ୍ୱରାର୍ ଇଚା ଅୟ୍ଲେକ୍, ଆରେକ୍ ଗଟ୍ତର୍ ତୁମାର୍ ତଃୟ୍ ବାଉଳି ଆସିନ୍ଦ୍ ।” ଆରେକ୍ ସେ ଏପିସିଏ ହୁଣି ହାଣି ଜାଜେ ଚଃଗି ଗଃଲା ।
mais, après avoir pris congé d'eux en disant: « Je reviendrai derechef auprès de vous, si Dieu le veut, » il partit d'Éphèse,
22 କାଇସରିଆ ହଃଚି ସେ ଜାଜେ ହୁଣି ଉତୁର୍ଲା ଆର୍ ଜାୟ୍ ବିସ୍ୱାସିମଃନ୍କେ ଜୁଆର୍ କଃରି ଆନ୍ତିଅକିଆକ୍ ଗଃଲା ।
et, étant débarqué à Césarée, il monta saluer l'église et redescendit ensuite à Antioche.
23 ସେଟାଣେ କଃତି ଦିନ୍ ରିଲା ହଃଚେ ସେ ସେତି ହୁଣି ଗଃଲା, ଆର୍ ଗାଲାତି ହଲି ଆର୍ ପ୍ରୁଗିଆ ବାଟ୍ ଜଃଉଁଜଃଉଁ ଚେଲାମଃନ୍କେ ସାସ୍ଦିଲା ।
Au bout d'un certain temps, il partit, et parcourut successivement le pays de Galatie et la Phrygie, fortifiant tous les disciples.
24 ଇ ବିତ୍ରେ ଆପଲ୍ ନାଉଁଆର୍ ଗଟେକ୍ ଜିଉଦି ଏପିସିଏ ଆୟ୍ଲା, ତାର୍ ଜଃଲମ୍ ମାଟି ଆଲେକ୍ଜେଣ୍ଡ୍ରିଆ, ନିକ କଃଉଁ ହାର୍ତାର୍ ଆର୍ ଦଃର୍ମ୍ ସାସ୍ତର୍ ଜାଣ୍ଲା ଲକ୍ ରିଲା ।
Cependant un Juif, nommé Apollos, originaire d'Alexandrie, homme éloquent et très versé dans les Écritures, arriva à Éphèse.
25 ଇ ମାନାୟ୍ ମାପ୍ରୁର୍ ବାଟ୍ ବିସୟେ ସିକ୍ୟା ହାୟ୍ରିଲା, ଆରେକ୍ ଆତ୍ମାୟ୍ ହୁର୍ନ୍ ଅୟ୍ ଜିସୁର୍ କଃତା ନିକ କଃରି ସିକ୍ୟା ଦେତିରିଲା ମଃତର୍ ସେ ଅଃବ୍କା ଜହନାର୍ ବାପ୍ତିସମ୍ କଃତା ଜାଣିରିଲା ।
Il avait été instruit de la doctrine du seigneur, et était d'un esprit plein de ferveur; aussi prêchait-il et enseignait-il exactement ce qui concernait Jésus, quoiqu'il ne connût que le baptême de Jésus,
26 ସେ ପାର୍ତ୍ନା ଗଃରେ ସାସ୍ ଦଃରି ସିକ୍ୟା ଦେଉଁକ୍ଦଃର୍ଲା । ମଃତର୍ ପ୍ରିସ୍କିଲା ଆର୍ ଆକିଲା ତାର୍ କଃତା ସୁଣି ତାକାର୍ ସଃଙ୍ଗ୍ ନୟ୍ ଅଃଦିକ୍ ନିକ କଃରି ଇସ୍ୱରାର୍ ବାଟ୍ କଃତା ସେମଃନ୍ ବୁଜାୟ୍ଲାୟ୍ ।
et il se mit à parler librement dans la synagogue. Mais Priscilla et Aquilas l'ayant entendu le prirent avec eux et lui exposèrent plus exactement la doctrine de Dieu.
27 ସେ ଆକାୟା ଦେସ୍କେ ଜଃଉଁକେ ମଃନ୍କଃଲାକ୍ ବାୟ୍ମଃନ୍ ତାକେ ବଃର୍ସା ଦଃୟ୍ ତାକେ ଆଗଳି ଦଃରୁକ୍ ଚେଲାମଃନ୍କେ ଚିଟି ଲେକ୍ଲାୟ୍ । ସେ ସେତି ହଚି ଜୁୟ୍ମଃନ୍ ସଃତ୍କଃରି ରିଲାୟ୍, ଇସ୍ୱର୍ ଦଃୟା ତଃୟ୍ ସେମଃନାର୍ କଃତେକ୍ ଉହ୍କାର୍ କଃଲା ।
Cependant, comme il voulait passer en Achaïe, les frères, après l'y avoir encouragé, écrivirent aux disciples de lui faire un bon accueil. Une fois arrivé il se rendit très utile par la grâce de Dieu à ceux qui avaient cru,
28 କାୟ୍ତାକ୍ବଃଲେକ୍ ଜିସୁ ଜେ କ୍ରିସ୍ଟ, ଇରି ଦଃର୍ମ୍ ସାସ୍ତର୍ ତଃୟ୍ହୁଣି ବୁଜାୟ୍ ସେ ଡାକେହାକେ ସଃକ୍ତିର୍ ସଃଙ୍ଗ୍ ଜିଉଦିମଃନାର୍ କଃତାକ୍ କାଟ୍ତିରିଲା ।
car il réfutait vigoureusement les Juifs en public, en démontrant par les Écritures que Jésus était le Christ.