< ପେରିତ୍ 16 >
1 ହଃଚେ ପାଉଲ୍ ଦର୍ବି ଆର୍ ଲୁସ୍ତ୍ରା ହେଁ ଆୟ୍ଲା ଆର୍ ସେଟାଣେ ତିମତି ନାଉଁଆର୍ ଗଟେକ୍ ଚେଲା ରିଲା, ସେ ଗଟେକ୍ ବିସ୍ୱାସି ଜିଉଦି ମାୟ୍ଜିର୍ ହୟ୍ସି, ମଃତର୍ ତାର୍ ଉବାସି ଗ୍ରିକ୍ ଲକ୍ ରିଲା ।
Og han kom til Derbe og Lystra, og se, der var der en Discipel ved Navn Timotheus, Søn af en troende Jødinde og en græsk Fader.
2 ଲୁସ୍ତ୍ରା ଆର୍ ଇକନିଆୟ୍ ରେତା ବାୟ୍ବେଣି ତିମତିକେ ନିକଲକ୍ ବଃଲି ସାକି ହାୟ୍ ରିଲାୟ୍ ।
Han havde godt Vidnesbyrd af Brødrene i Lystra og Ikonium.
3 ତାକେ ସଃଙ୍ଗେ ନେଉଁକ୍ ପାଉଲ୍ ମଃନ୍କଃଲା ଆର୍ ସେ ସଃବୁ ହଲିୟେ ରିଲା ଜିଉଦିମଃନାର୍ ଗିନେ ତାକେ ନଃୟ୍ ସୁନତି କଃଲା । କାୟ୍ତାକ୍ ବଃଲେକ୍ ତାର୍ ଉବାସି ଗଟେକ୍ ଗ୍ରିକ୍ ଲକ୍ ବଃଲି ସଃବୁ ଜାଣି ରିଲାୟ୍ ।
Ham vilde Paulus have til at drage med sig, og han tog og omskar ham for Jødernes Skyld, som vare på disse Steder; thi de vidste alle, at hans Fader var en Græker.
4 ଆରେକ୍ ସେମଃନ୍ ବିନ୍ବିନ୍ ଗଃଳ୍ମଃନ୍କେ ଜଃଉଁଜଃଉଁ ଜିରୁସାଲମାର୍ ପେରିତ୍ମଃନାର୍ ଆର୍ ପାରାଚିନ୍ମଃନାର୍ ଟିକ୍ କଃରି ତିର୍ କଃଲା ବଲ୍ ମାନୁକ୍ ସେମଃନାର୍ ତଃୟ୍ ସଃହ୍ରିଦିଲା ।
Men alt som de droge igennem Byerne, overgave de dem de Bestemmelser at holde, som vare vedtagne af Apostlene og de Ældste i Jerusalem,
5 ଅଃନ୍କଃରି ମଣ୍ଡ୍ଳିମଃନ୍ ବିସ୍ୱାସେ ତିର୍ ଅୟ୍ ଦିନ୍ ଦିନ୍କେ ବୁତେକ୍ ଅଃଉଁକେ ଦଃର୍ଲାୟ୍ ।
Så styrkedes Menighederne i Troen og voksede i Antal hver Dag.
6 ସେତାକ୍ ସେମଃନ୍ ଆସିଆ ତଃୟ୍ ମାପ୍ରୁର୍ କଃତା ପର୍ଚାର୍ କଃରୁକେ ପବିତ୍ର ଆତ୍ମା ମଃନ୍ ନଃକେଲାକ୍ ପ୍ରୁଗିଆ ଆର୍ ଗାଲାତି ବାଟ୍ ଅୟ୍ଗଃଲାୟ୍
Men de droge igennem Frygien og det galatiske Land, da de af den Helligånd vare blevne forhindrede i at tale Ordet i Asien.
7 ଆର୍ ସେମଃନ୍ ମୁସିଆ ତଃୟ୍ ହଚି ବିତୁନିଆ ଜଃଉଁକେ ମଃନ୍ କଃଲାୟ୍, ମଃତର୍ ଜିସୁର୍ ଆତ୍ମା ସେମଃନ୍କେ ଜଃଉଁକେ ନଃଦିଲି ।
Da de nu kom hen imod Mysien, forsøgte de at drage til Bithynien; og Jesu Ånd tilstedte dem det ikke.
8 ସେତାକ୍ ସେମଃନ୍ ମୁସିଆ ବାଟଅୟ୍ ତ୍ରୟା ହଚ୍ଲାୟ୍ ।
De droge da Mysien forbi og kom ned til Troas.
9 ଆର୍ ରାତିବଃଳ୍ ପାଉଲ୍ ଗଟେକ୍ ଦଃର୍ସନ୍ ଦଃକ୍ଲା, ମାକିଦନିଆର୍ ଗଟେକ୍ ଲକ୍ ଟିଆଅୟ୍ ତାକେ ଗଃଉଆରିକଃରି କଃଉଁଲା । “ମାକିଦନିଆ ତଃୟ୍ହୁଣି ଅଃମାର୍ ତଃୟ୍ ଆସି ଅଃମାର୍ ଉହ୍କାର୍ କଃର୍ ।”
Og et Syn viste sig om Natten for Paulus: En makedonisk Mand stod der og bad ham og sagde: "Kom over til Makedonien og hjælp os!"
10 ସେ ଦଃର୍ସନ୍ ଦଃକ୍ଲା ହଃଚେ ଆମିମଃନ୍ ତଃତ୍କାଣ୍ ମାକିଦନିଆକେ ଜଃଉଁକେ ତିଆର୍ ଅୟ୍ଲୁ କାୟ୍ତାକ୍ବଃଲେକ୍ ସେମଃନାର୍ ଚଃମେ ସେମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ଇସ୍ୱର୍ ଆମିମଃନ୍କେ କୁଦି ଆଚେ ବଃଲି ଆମିମଃନ୍ ବୁଜ୍ଲୁ ।
Men da han havde set dette Syn, ønskede vi straks at drage over til Makedonien; thi vi sluttede, at Gud havde kaldt os derhen til at forkynde Evangeliet for dem.
11 ସେତାକ୍ ତ୍ରୟା ତଃୟ୍ହୁଣି ହାଣି ଜାଜେ ଅଃମିମଃନ୍ ସାମତ୍ରାକିକେ ଆର୍ ଆର୍କ ବିନ୍ ନିଆପଲିକେ ହଚ୍ଲୁ ।
Vi sejlede da ud fra Troas og styrede lige til Samothrake og den næste Dag til Neapolis
12 ସେତି ହୁଣି ପିଲିପକେ ଗଃଲୁ, ଇରି ମାକିଦନିଆ ଜିଲାର୍ ଗଟେକ୍ ବଃଡ୍ ଗଃଳ୍ ଆର୍ ରମ୍ ଦେସାର୍ ଲକ୍ମଃନ୍ ଆସି ବାସା କଃର୍ତା ଗଟେକ୍ ଟାଣ୍, ସେ ଗଃଳେ ଆମିମଃନ୍ ବୁତେକ୍ ଦିନ୍ ରିଲୁ ।
og derfra til Filippi, hvilken er den første By i den Del af Makedonien, en Koloni. I denne By opholdt vi os nogle Dage.
13 ବିସାଉଁଣିବାର୍ ଦିନ୍ ଗଃଳ୍ ଦୁଆରେ ହୁଣି ବାରାୟ୍ ଗାଡ୍କଃଣ୍ଡାୟ୍ ଗଃଲୁ, ସେତି ପାର୍ତ୍ନା କଃର୍ତା ଟାଣ୍ ଆଚେ ବଃଲି ଆମିମଃନ୍ ମଃନେ ବାବ୍ତି ରିଲୁ ଆର୍ ଅଃମିମଃନ୍ ବଃସି ରୁଣ୍ଡିରିଲା ମାୟ୍ଜିମଃନ୍କେ କଃତା ଅଃଉଁକେ ଦଃର୍ଲୁ ।
Og på Sabbatsdagen gik vi uden for Porten ved en Flod, hvor vi mente, at der var et Bedested", og vi satte os og talte til de Kvinder, som kom sammen.
14 ଆରେକ୍ ତୁୟତିରା ଗଃଳାର୍ କଃଚା ହଃତ୍ରିଆ ବଃସ୍ତର୍ ବିକ୍ତା ଲୁଦିଆ ନାଉଁଆର୍ ଗଟେକ୍ ମାୟ୍ଜି ସେ ଇସ୍ୱର୍କେ ମାନ୍ତି ରିଲି, ସେ ଅଃମାର୍ କଃତା ସୁଣ୍ତି ରିଲି । ସେ ଜଃନ୍କଃରି ପାଉଲାର୍ କୟ୍ଲା କଃତାମଃନ୍ ଦିଆନ୍ ଦେତିରିଲି ଇତାର୍ ଗିନେ ମାପ୍ରୁ ତାର୍ ମଃନ୍ ଉଗାଳ୍ଲା ।
Og en Kvinde ved Navn Lydia, en Purpurkræmmerske fra Byen Thyatira, en Kvinde, som frygtede Gud, hørte til, og hendes Hjerte oplod Herren til at give Agt på det, som blev talt af Paulus.
15 ଆରେକ୍ ସେ ଆର୍ ତାର୍ ଗଃର୍କୁଟୁମ୍ ବାପ୍ତିସମ୍ ନିଲା ହଃଚେ, ସେମଃନଃକେ ଗଃଉଆରି କଃରି କୟ୍ଲି, ତୁମିମଃନ୍ ଜଦି ମକ୍ ମାପ୍ରୁର୍ ବିସ୍ୱାସି ଲକ୍ ବଃଲି ବିଚାର୍ କଃରୁଲାସ୍, “ତଃବେ ମର୍ ଗଃରେ ଆସି ରିଆ ବଃଲି ସେ ଆମିମଃନ୍କେ କଃଉଁକେ ଦଃର୍ଲି ।”
Men da hun og hendes Hus var blevet døbt, bad hun og sagde: "Dersom I agte mig for at være Herren tro, da kommer ind i mit Hus og bliver der!" Og hun nødte os.
16 ଗଟ୍ଦିନ୍ ଆମିମଃନ୍ ପାର୍ତ୍ନା ଟାଣେ ଜଃଉଁଜଃଉଁ ସୟ୍ତାନ୍ ସଃକ୍ତି ରିଲା ଗଟେକ୍ ଗତିଦଃଙ୍ଗ୍ଳି ଆମିମଃନ୍କେ ବେଟ୍ ଅୟ୍ଲି । ସେ ଲକ୍ମଃନାର୍ ହାଞ୍ଜି ଦଃକ୍ତି ରିଲି । ସେତାକ୍ ତାର୍ ସାଉକାରାର୍ ବଃଡେ ଲାବ୍ ହାଉତିରିଲା ।
Men det skete, da vi gik til Bedestedet, at en Pige mødte os, som havde en Spådomsånd og skaffede sine Herrer megen Vinding ved at spå.
17 ସେ ପାଉଲ୍ ଆର୍ ଅଃମାର୍ ହଃଚେ ହଃଚେ ଆସି ଉଲ୍ଗାଟ୍ ଅୟ୍ କଃଉଁକେ ଦଃର୍ଲି “ଇ ଲକଃମଃନ୍ ସଃବ୍କେ ବଃଡ୍ ଇସ୍ୱରାର୍ ଗତିଦଃଙ୍ଗ୍ଳାମଃନ୍, ସେମଃନ୍ ତୁମିମଃନ୍କେ ମୁକ୍ଳାଉତା ବାଟ୍ ଦଃକାଉଁଲାୟ୍ ।”
Hun fulgte efter Paulus og os, råbte og sagde: "Disse Mennesker ere den højeste Guds Tjenere, som forkynde eder Frelsens Vej."
18 ସେ ବୁତେକ୍ ଦିନ୍ ହଃତେକ୍ ଇରି କଃଲି, ମଃତର୍ ପାଉଲ୍ ରିସା ଅୟ୍ ଉଲ୍ଟି ଦଃକି ସେ ଆତ୍ମାକେ କୟ୍ଲା, “ଜିସୁ କ୍ରିସ୍ଟର୍ ନାଉଁଏ କଃଉଁଲେ, ତାର୍ ତଃୟ୍ହୁଣି ବାରୟ୍ଜାଆ ।” ଇତାକ୍ ସେଦାହ୍ରେ ବାରାୟ୍ ଗଃଲି ।
Og dette gjorde hun i mange Dage. Men Paulus blev fortrydelig derover, og han vendte sig og sagde til Ånden: "Jeg byder dig i Jesu Kristi Navn at fare ud af hende." Og den for ud i den samme Stund.
19 ମଃତର୍ ତାର୍ ସାଉକାର୍ମଃନ୍ ତାକାର୍ ଲାବାର୍ ବଃର୍ସା ଗଃଲି ବଃଲି ପାଉଲ୍ ଆର୍ ସିଲାକ୍ ଦଃରି ଗଃଳାର୍ ବଃଜାରାର୍ ମଃଜିଟାଣେ ସେମଃନ୍କେ ସଃର୍କାରି ଅଃଦିକାରିମଃନାର୍ ଚଃମେ ନିଲାୟ୍ ।
Men da hendes Herrer så, at deres Håb om Vinding var forsvundet, grebe de Paulus og Silas og slæbte dem hen på Torvet for Øvrigheden.
20 ଆର୍ ସେମଃନ୍ ସେମଃନ୍କେ ରମିୟ ବିଚାର୍ କଃର୍ତା ଲକାର୍ ତଃୟ୍ ଆଣି କୟ୍ଲାୟ୍, “ଇ ଲକ୍ମଃନ୍ ଜିଉଦି, ଇମଃନ୍ ଅଃମାର୍ ଗଃଳେ ଗଲ୍ମାଲ୍ କଃରୁଲାୟ୍ ।
Og de førte dem til Høvedsmændene og sagde: "Disse Mennesker, som ere Jøder, forvirre aldeles vor By.
21 ଅଃମାର୍ ରମିୟ୍ ଲକ୍ମଃନାର୍ ଜୁୟ୍ ସଃବୁ ତିରିବିଦି ମାନ୍ତାର୍ ବିଦି ନାୟ୍ ସେରି ଇମଃନ୍ ସିକାଉଁଲାୟ୍ ।
og de forkynde Skikke, som det ikke er tilladt os, der ere Romere, at antage eller øve."
22 ସେତାକ୍ ଲକ୍ମଃନ୍ ହେଁ ସେମଃନାର୍ ବିରଦେ ଉଟ୍ଲାୟ୍ । ଆରେକ୍ ବିଚାର୍ କଃର୍ତା ଲକ୍ମଃନ୍ ସେମଃନାର୍ ବଃସ୍ତର୍ କାଡି ସେମଃନ୍କେ ବେତ୍ଡାଙ୍ଗ୍ ସଃଙ୍ଗ୍ ମାରୁକ୍ କୟ୍ଲାୟ୍ ।
Og Mængden rejste sig imod dem, og Høvedsmændene lode Klæderne rive af dem og befalede at piske dem.
23 ସେମଃନ୍ ସେମଃନ୍କେ ଜଃବର୍ ମାର୍ଲାୟ୍, ଆର୍ ଜଃଇଲ୍ ଗଃରେ ହୁରାୟ୍ କଃରି ଜଃଇଲାର୍ ଅଃଦିକାରିକ୍ ସେମଃନ୍କେ ଜାଗ୍ରତେ ଜାଗିରେଉଁକେ କୟ୍ଲାୟ୍ ।”
Og da de havde givet dem mange Slag, kastede de dem i Fængsel og befalede Fangevogteren at holde dem sikkert bevogtede.
24 ସେ ଅଃନ୍କାର୍ ଆଦେସ୍ ହାୟ୍ ସେମଃନ୍କେ ଜଃୟ୍ଲ୍ ଜାଗ୍ଉଆଳି ବିତୁର୍ ଜଃଇଲେ ହୁରାୟ୍ ସେମଃନାର୍ ଗଡେ ବଃଡ୍ କଟ୍ଲା ବାନ୍ଦ୍ଲାୟ୍ ।
Da han havde fået sådan Befaling, kastede han dem i det inderste Fængsel og sluttede deres Fødder i Blokken.
25 ମଃତର୍ ମଃଜାରାତି ପାଉଲ୍ ଆର୍ ସିଲା ଇସ୍ୱର୍ ତଃୟ୍ ପାର୍ତ୍ନା ଆର୍ ପ୍ରସଂସାର୍ ଗିତ୍ କଃଉତି ରିଲାୟ୍, ଆର୍ ବିନ୍ କଃୟ୍ଦିମଃନ୍ ସୁଣ୍ତି ରିଲାୟ୍ ।
Men ved Midnat bade Paulus og Silas og sang Lovsange til Gud; og Fangerne lyttede på dem.
26 ସଃଡେବଃଳ୍ ତଃତ୍କାଣ୍ ଦଃର୍ତି ଲଃଦ୍ବଃଦ୍ଲି ଆର୍ ଜଃଇଲ୍ ଗଃରାର୍ କୁନାଦି ଦଃଲ୍କି ଜଃଉଁକେ ଆରୁମ୍ ଅୟ୍ଲି ଆର୍ ତଃତ୍କାଣ୍ ସଃବୁ ଦୁଆର୍ ଉଗାଳି ଅୟ୍ଲି ଆର୍ ହଃତି ଲକାର୍ ଆତ୍ଦଃଣ୍ଡା ଇଟ୍ଲି ।
Men pludseligt kom der et stort Jordskælv, så at Fængselets Grundvolde rystede, og straks åbnedes alle Dørene, og alles Lænker løstes.
27 ଇତାକ୍ ଜୁୟ୍ ଜଃଇଲ୍ ଅଃଦିକାରି ନିଦେ ହୁଣି ଉଟି ଜଃଇଲାର୍ ଦୁଆର୍ ଉଗାଳି ଅୟ୍ଲାର୍ ଦଃକି କଃୟ୍ଦିମଃନ୍ ହଃଳାୟ୍ ଜାୟ୍ ଆଚ୍ତି ବଃଲି ମଃନେ ବାବି କଃଣ୍ଡା ବାର୍କଃରି ନିଜେ ମାରିଅଃଉଁକେ ଜାତି ରିଲା ।
Men Fangevogteren for op at Søvne, og da han så Fængselets Døre åbne, drog han et Sværd og vilde dræbe sig selv, da han mente, at Fangerne vare flygtede.
28 ମଃତର୍ ପାଉଲ୍ ବଃଡ୍ ଟଣ୍ଡ୍ କଃରି କୟ୍ଲା, “ତର୍ ନିଜାର୍ କାୟ୍ରି କଃର୍ ନାୟ୍, କାୟ୍ତାକ୍ବଃଲେକ୍ ଅଃମିମଃନ୍ ସଃବୁ ଇତି ଆଚୁ ।”
Men Paulus råbte med høj Røst og sagde: "Gør ikke dig selv noget ondt; thi vi ere her alle."
29 ଜଃୟ୍ଲ୍ ଜାଗୁ ଅଳା ଆଣୁକେ କୟ୍ ଡଃଗାୟ୍ ଡିର୍କେ ତଃର୍ତଃରି ପାଉଲ୍ ଆର୍ ସିଲାର୍ ଚଃମେ ହଃଳାୟ୍ ଆସି ହାଦ୍ ତଃଳେ ଡୁଳ୍ଲା ।
Men han forlangte Lys og sprang ind og faldt skælvende ned for Paulus og Silas.
30 ଆର୍ ସେମଃନ୍କେ ହଃଦାୟ୍ ଆଣି କୟ୍ଲା, “ମାପ୍ରୁ, ହାହେ ହୁଣି ମୁକ୍ଳୁକ୍ ମକ୍ କାୟ୍ କଃରୁକେ ଅୟ୍ଦ୍ ।”
Og han førte dem udenfor og sagde: "Herrer! hvad skal jeg gøre, for at jeg kan blive frelst?"
31 ସେମଃନ୍ କୟ୍ଲାୟ୍, “ମାପ୍ରୁ ଜିସୁ ତଃୟ୍ ବିସ୍ୱାସ୍ କଃର୍ ତଃନ୍ଅୟ୍ଲେକ୍ ତୁମି ଗଃରାର୍ ସଃବୁ ଲକ୍ ହାହେ ହୁଣି ମୁକ୍ଳାସ୍ ।”
Men de sagde: "Tro på den Herre Jesus Kristus, så skal du blive frelst, du og dit Hus."
32 ହଃଚେ ସେମଃନ୍ ତାକେ ଆର୍ ତାର୍ ଗଃରେ ରିଲା ସଃବ୍କେ ମାପ୍ରୁର୍ କଃତା କୟ୍ଲାୟ୍ ।
Og de talte Herrens Ord til ham og til alle dem, som vare i hans Hus.
33 ଆର୍ ଜଃୟ୍ଲ୍ ଜାଗୁ ସେମଃନ୍କେ ରାତି ବଃଳ୍ ନଃୟ୍ ସେମଃନାର୍ ମାଡ୍ କାୟ୍ଲା ଗାଉ ସଃବୁ ହାଣାୟ୍ ଦୟ୍ଦିଲା, ଆରେକ୍ ସେ ଆର୍ ତାର୍ ଗଃର୍ କୁଟୁମ୍ ସେଦାହ୍ରେ ବାପ୍ତିସମ୍ ନିଲାୟ୍ ।
Og han tog dem til sig i den samme Stund om Natten og aftoede deres Sår; og han selv og alle hans blev straks døbte.
34 ତାର୍ହଃଚେ ସେ ଅଃହ୍ଣାର୍ ଗଃରେ ନଃୟ୍ କାଉଁକେ ଦିଲା ଆର୍ ସଃବୁ ଗଃର୍ କୁଟୁମ୍ ସଃଙ୍ଗ୍ ଇସ୍ୱର୍କେ ବିସ୍ୱାସ୍ କଃରି ବଃଡେ ସଃର୍ଦା ଅୟ୍ଲାୟ୍ ।
Og han førte dem op i sit Hus og satte et Bord for dem og frydede sig over, at han med hele sit Hus var kommen til Troen på Gud.
35 ସଃକାଳ୍ ଅୟ୍ଲାକ୍ ବିଚାର୍ କଃର୍ତା ରମିୟ ଅଃଦିକାରି ସଃଇନ୍ମଃନ୍କେ ଇରି କୟ୍ ହଃଟାୟ୍ଲାୟ୍ “ସେ ଲକ୍ମଃନ୍କେ ଚାଡି ଦିଆସ୍ ।”
Men da det var blevet Dag, sendte Høvedsmændene Bysvendene hen og sagde: "Løslad de Mænd!"
36 ସେତାକ୍ ଜଃଇଲ୍ ଅଃଦିକାରି ପାଉଲ୍କେ ଇ କଃତା ଜାଣାୟ୍ଲା, “ତୁମିମଃନ୍କେ ଚାଡି ଦେଉଁକେ ବିଚାର୍ କଃର୍ତା ଅଃଦିକାରିମଃନ୍ ହଃଟାୟ୍ ଆଚ୍ତି, ଇତାକ୍ ବାରୟ୍ ଆସି ସୁସ୍ତାୟ୍ ଜାହା ।”
Men Fangevogteren meldte Paulus disse Ord: "Høvedsmændene have sendt Bud, at I skulle løslades; så drager nu ud og går bort med Fred!"
37 ମଃତର୍ ପାଉଲ୍ ସେମଃନ୍କେ କୟ୍ଲା, “ରମିୟ୍ ଲକ୍ ଜେ ଅଃମିମଃନ୍ ଅଃମାର୍ ବିଚାର୍ ନଃକେରି ସେମଃନ୍ ସଃବ୍କାର୍ ମୁଏଁ ଅଃମିକ୍ ମାଡ୍ ମାର୍ଲା ହଃଚେ ଜଃଇଲେ ହୁରାୟ୍ ଆଚ୍ତି ଆର୍ ଅଃବେ କି ଲୁକ୍ଣେ କି ଆମିମଃନ୍କେ ଚାଡି ଦେଉଁଲାୟ୍? ସେରି ନାୟ୍ ମଃତର୍ ସେମଃନ୍ ନିଜେ ଆସି ଆମିମଃନ୍କେ ବାର୍କଃରତ୍ ।”
Men Paulus sagde til dem: "De have ladet os piske offentligt og uden Dom, os, som dog ere romerske Mænd, og kastet os i Fængsel, og nu jage de os hemmeligt bort! Nej, lad dem selv komme og føre os ud!"
38 ସେତାକ୍ ସଃଇନ୍ ମଃନ୍ ବିଚାର୍ କଃର୍ତା ମୁଳିକାମଃନ୍କେ ଇ ସଃବୁ କଃତା ଜାଣାୟ୍ଲାୟ୍ ଆରେକ୍ ସେମଃନ୍ ଜେ ରମିୟ ଲକ୍ ଇରି ସୁଣି ଡିରି ଗଃଲାୟ୍ ।
Men Bysvendene meldte disse Ord til Høvedsmændene; og de bleve bange, da de hørte, at de vare Romere.
39 ଆର୍ ସେମଃନ୍ ଆସି ସେମଃନ୍କେ ଗଃଉଆରି କଃଲାୟ୍, ଆର୍ ସେମଃନ୍କେ ବାର୍କଃରି ଆଣି ଗଃଳେ ହୁଣି ବାରାୟ୍ ଜଃଉଁକେ ସେମଃନ୍କେ ଗଃଉଆରି କଃଲାୟ୍ ।
Og de kom og gave dem gode Ord, og de førte dem ud og bade dem at drage bort fra Byen.
40 ସେତାକ୍ ପାଉଲ ଆର୍ ସିଲା ଜଃଇଲେ ହୁଣି ବାର୍ଅୟ୍ ଜାୟ୍ ଲୁଦିଆର୍ ଗଃରେ ଗଃଲାୟ୍ । ଆର୍ ବାୟ୍ ମଃନାର୍ ସଃଙ୍ଗ୍ ମିସି ସେମଃନ୍କେ ବଃର୍ସା କଃତା କୟ୍ଲା ହଃଚେ ସେତି ହୁଣି ଗଃଲାୟ୍ ।
Og de gik ud af Fængselet og gik ind til Lydia; og da de havde set Brødrene. formanede de dem og droge bort.