< ପେରିତ୍‌ 15 >

1 ଇ ବିତ୍ରେ କଃତେକ୍‌ ଲକ୍‌ ଜିଉଦା ରାଜାୟ୍‌ ହୁଣି ଆସି ବିସ୍ୱାସିମଃନ୍‌କେ ଇ ସିକ୍ୟା ଦେଉଁକ୍‌ ଦଃର୍ଲାୟ୍‌, “ମସାର୍‌ ବିଦି ହଃର୍କାରେ ତୁମିମଃନାର୍‌ ସୁନତ୍‌ ନୟ୍‌ଲେକ୍‌ ହାହେ ହୁଣି ମୁକ୍ଳୁକ୍‌ ନାହାରାସ୍‌ ।”
Es kamen aber Leute aus Judäa dorthin, die lehrten die Brüder: "Wenn ihr euch nicht nach mosaischer Sitte beschneiden laßt, so könnt ihr nicht selig werden."
2 ଇତାକ୍‌ ପାଉଲ୍‌ ଆର୍‌ ବର୍ନବା ସେମଃନାର୍‌ ସଃଙ୍ଗ୍ କଃତା କାଟାକାଟି ଅୟ୍‌ଲାକ୍‌ ବାୟ୍‌ମଃନ୍ ପାଉଲ୍‌, ବର୍ନବା ଆର୍‌ ତାକାର୍‌ ବିତ୍ରେ ଆର୍‌ କଃତିଲକ୍‌ ଇ କଃତାକ୍‌ ଦଃରି ଜିରୁସାଲମାର୍‌ ପେରିତ୍‌ ଆର୍‌ ପାରାଚିନ୍‌ମଃନାର୍‌ ତଃୟ୍‌ ଜଃଉଅ ବଃଲି ତିର୍‌ କଃଲାୟ୍‌ ।
Mit diesen Leuten kamen Paulus und Barnabas in einen lebhaften Streit und Wortwechsel. Die Brüder bestimmten endlich, Paulus und Barnabas sollten mit einigen anderen aus der Gemeinde wegen dieser Streitfrage zu den Aposteln und Ältesten nach Jerusalem hinaufgehen.
3 ତଃବେ ମଣ୍ଡ୍‌ଳିର୍‌ ଲକ୍‌ମଃନ୍ ସେମଃନ୍‌କେ ବାଟ୍‌ ହଃତେକ୍‌ ନଃୟ୍‌ ଚାଡି ଦିଲା ହଃଚେ, ସେମଃନ୍ ପଇନିକିଆ ଆର୍‌ ସମିରଣ ବାଟ୍‌ ଅୟ୍‌ ଜଃଉଁ ଜଃଉଁ ଅଜିଉଦି ଲକ୍‌ମଃନାର୍‌ ମଃନ୍ ବାଦ୍‌ଲାଉତାର୍‌ କଃତା କୟ୍‌କଃରି ସଃବୁ ବାୟ୍‌ମଃନାର୍‌ ବଃଡେ ସଃର୍ଦା କଃରାୟ୍‌ଲାୟ୍‌ ।
Sie traten ihre Reise an, von einigen Gemeindegliedern (eine Strecke weit) geleitet. Anf. 49 n. Chr. Sie zogen durch Phönizien und Samaria, erzählten dort den Brüdern ausführlich von der Bekehrung der Heiden und machten ihnen allen damit eine große Freude.
4 ହଃଚେ ସେମଃନ୍ ଜିରୁସାଲମେ ହଚି, ମଣ୍ଡ୍‌ଳି ଆର୍‌ ପେରିତ୍‌ ଆର୍‌ ପାରାଚିନ୍‌ମଃନାର୍‌ ତଃୟ୍‌ ହଚି ମାନ୍‌ତି ହାୟ୍‌ଲାୟ୍‌ ଆର୍‌ ଇସ୍ୱର୍‌ ସେମଃନାର୍‌ ସଃଙ୍ଗ୍ ରଃୟ୍‌ ଜୁୟ୍‌ ସଃବୁ କାମ୍‌ କଃରି ରିଲା ସେରି ସଃବୁ ଗଟେକ୍‌ ଗଟେକ୍‌ କଃରି କୟ୍‌ଲାୟ୍‌ ।
Bei ihrer Ankunft in Jerusalem wurden sie von der Gemeinde, den Aposteln und den Ältesten herzlich empfangen; und sie erzählten, wie Großes Gott durch sie getan hatte.
5 ମଃତର୍‌ ପାରୁସି ଦଃଳାର୍‌ କଃତି ଲକ୍‌ ଜିଉଦି ବିସ୍ୱାସି ମଃନ୍‌ କୟ୍‌ଲାୟ୍‌ “ଅଜିଉଦି ଚେଲାମଃନ୍ ସୁନତ୍‌ ଅୟ୍‌ ମସାର୍‌ ବିଦି ମାନ୍‌ତା ଲଳା ଆଚେ ।”
Einige aber, die früher der pharisäischen Richtung angehört hatten und nun gläubig geworden waren, traten mit der Forderung auf: "Man muß die Heidenchristen beschneiden und von ihnen verlangen, daß sie das Gesetz Moses halten."
6 ହଃଚେ ଇ ବିସୟେ କଃତାବାର୍ତା କଃରୁକେ ପେରିତ୍‌ ଆର୍‌ ପାରାଚିନ୍‌ମଃନ୍ ରୁଣ୍ଡ୍‌ଲାୟ୍‌ ।
Da versammelten sich die Apostel und die Ältesten, um diese Frage zu erwägen.
7 କଃତେକ୍‌ କଃତାବାର୍ତା ଅୟ୍‌ଲା ହଃଚେ ପିତର୍‌ ଉଟି ସେମଃନ୍‌କେ କୟ୍‌ଲା, “ଏ ବାୟ୍‌ବେଣିମଃନ୍ ତୁମିମଃନ୍ ଜାଣାସ୍‌ ଜେ, ମର୍‌ ଟଣ୍ଡେହୁଣି ଅଜିଉଦି ଲକ୍‌ମଃନ୍ ଜଃନ୍‌କଃରି ନିକ କବୁର୍‌ ସୁଣି ବିସ୍ୱାସ୍‌ କଃର୍ତି, ଇତାକ୍‌ ବୁତେକ୍‌ ଦିନ୍ ତଃଳେ ଇସ୍ୱର୍‌ ତୁମିମଃନାର୍‌ ବିତ୍ରେ ମକ୍‌ ବାଚିରିଲା ।
Es wurde viel hin und her geredet. Endlich erhob sich Petrus und sprach zu ihnen: "Liebe Brüder, wie ihr selbst wißt, hat Gott mich schon vor langer Zeit unter euch dazu erwählt, daß die Heiden durch meinen Mund das Wort der Heilsbotschaft vernähmen und zum Glauben kämen.
8 ସଃବ୍‌କାର୍‌ ମଃନାର୍‌ କଃତା ଜାଣ୍‌ତା ଇସ୍ୱର୍‌ ଅଃମିମଃନ୍‌କ୍‌ ଜଃନ୍‌କଃରି ପବିତ୍ର ଆତ୍ମା ଦଃୟ୍‌ଆଚେ, ସେମଃନ୍‌କେ ହେଁ ସେନ୍‌କଃରି ଦଃୟ୍‌ ସେମଃନ୍‌କେ କୁଦିଆଚେ ।
Und Gott, der Herzenskündiger, hat sich zu ihnen bekannt und ihnen den Heiligen Geist gegeben ebenso wie uns.
9 ଆର୍‌ ସେ ଅଃମିମଃନାର୍‌ ଆର୍‌ ସେମଃନାର୍‌ ମଃନ୍‌ ବିତ୍ରେ କାୟ୍‌ ଅଃହ୍ରାତ୍‌ ନଃବାବି କଃରି ବିସ୍ୱାସ୍‌ ଗିନେ ସେମଃନାର୍‌ ହାହ୍‌ କେମା କଃରି ଆଚେ ।
So hat er zwischen uns und ihnen keinen Unterschied gemacht, als er durch den Glauben ihre Herzen gereinigt hatte.
10 ଇତାକ୍‌ ଜୁୟ୍‌ ଜିଅଡି ଅଃମାର୍‌ ଦାଦିବାବୁ ଆର୍‌ ଅଃମିମଃନ୍‌ ବଃଉଁକ୍‌ ନଃହାର୍‌ଲୁ, ସେ ଜିଅଡି ଚେଲାମଃନାର୍‌ କଃନ୍ଦେ ଲାଦିଦଃୟ୍‌ କାୟ୍‌ତାକ୍‌ ତୁମିମଃନ୍ ଇସ୍ୱର୍‌କେ ପରିକ୍ୟା କଃରୁଲାସ୍‌?
Warum wollt ihr denn nun Gott versuchen und den Jüngern ein Joch auf den Hals legen, das weder unsere Väter noch wir haben tragen können?
11 ନୟ୍‌ ଇରି ଟିକ୍‌ ନାୟ୍‌ ମଃତର୍‌ ସେମଃନ୍ ଜଃନ୍‌କଃରି ବିସ୍ୱାସ୍‌ କଃରି ହାହେ ହୁଣି ମୁକ୍‌ଳି ଆଚ୍‌ତି, ଅଃମିମଃନ୍‌ ହେଁ ସେନ୍‌କାର୍‌ ମାପ୍ରୁ ଜିସୁର୍‌ ଦଃୟାୟ୍‌ ହାହେ ହୁଣି ମୁକ୍ତି ହାଉଁନ୍ଦ୍‌ ବଃଲି ବିସ୍ୱାସ୍‌ କଃରିଆଚୁ ।”
Nein, durch die Gnade des Herrn Jesus glauben wir das Heil zu erlangen ganz ebenso wie sie."
12 ସେତାକ୍‌ ସଃର୍ନେ ଲକ୍‌ ତୁନ୍‌ ହାଳ୍‌ଲାୟ୍‌ ଆର୍‌ ବର୍ନବା ଆର୍‌ ପାଉଲ୍‌ ତଃୟ୍‌ହୁଣି ଅଜିଉଦି ଲକ୍‌ ବିତ୍ରେ ଇସ୍ୱର୍‌ ଜୁୟ୍‌ ସଃବୁ ଚିନ୍ ଆର୍‌ କାବା ଅଃଉତା କାମ୍‌ କଃରି ରିଲାୟ୍‌, ସେମଃନ୍ ତଃୟ୍‌ହୁଣି ସେତିର୍‌ ସଃବୁ କଃତା ସୁଣୁକ୍‌ ଦଃର୍ଲାୟ୍‌ ।
Da schwiegen alle still, und man hörte nun dem Bericht zu, den Barnabas und Paulus von allen ihren Zeichen und Wundern gaben, die Gott unter den Heiden durch sie getan hatte.
13 ସେମଃନାର୍‌ କଃତା ସଃର୍ଲାହଃଚେ ଜାକୁବ ଟିଆ ଅୟ୍‌ କୟ୍‌ଲା, “ଏ ବାୟ୍‌ବେଣିମଃନ୍‌ ମର୍‌ କଃତା ସୁଣା ।”
Nach ihrem Bericht nahm Jakobus das Wort. "Liebe Brüder", so begann er, "hört mir zu!
14 ଇସ୍ୱର୍‌ ଅଃହ୍‌ଣାର୍‌ ନାଉଁ ଗିନେ ଅଜିଉଦି ଲକ୍‌ମଃନାର୍‌ ବିତ୍ରେ କଃତେକ୍‌ ଲକ୍‌କେ ମାନୁକ୍‌ କଃନ୍‌କଃରି ସେମଃନ୍‌କେ ଦଃୟା କଃରିରିଲା, ସେରିମଃନ୍ ସିମନ୍ କୟ୍‌ଆଚେ ।
Symeon hat erzählt, wie Gott den ersten Schritt getan, um aus den Heiden ein Volk zu gewinnen, das seinen Namen trägt.
15 ଆରେକ୍‌ ବାବ୍‌ବାଦିମଃନାର୍‌ କଃତା ଇତାର୍‌ ସଃଙ୍ଗ୍ ମିସୁଲି, ଜଃନ୍‌କଃରି ସାସ୍ତରେ ଲେକାଆଚେ-
Und dies stimmt mit den Worten der Propheten überein. Denn es steht geschrieben:
16 “ମାପ୍ରୁ କୟ୍‌ଲା, ଇତାର୍‌ ହଃଚେ ମୁୟ୍‌ଁ ବାଉଳି ଆସିନ୍ଦ୍‌, ଆର୍‌ ଦାଉଦାର୍‌ ବଃସୁଳ୍‌ଲା ଗଃର୍‌ ଆରେକ୍‌ ବାନ୍ଦିନ୍ଦ୍‌ । ଆରେକ୍‌ ତାର୍‌ ବଃସମ୍‌ ଟାଣ୍ ସଃବୁ ଆରେକ୍‌ ବାନ୍ଦି ସେରି ଆରେକ୍‌ ଟିଆ କଃରିନ୍ଦ୍‌ ।”
Später will ich wiederkehren und Davids zerfallene Hütte wiederherstellen. Ihre Trümmer will ich wieder aufbauen und sie wieder aufrichten,
17 ଜଃନ୍‌କଃରି ଉବୁର୍ଲା ଲକ୍‌ ଆର୍‌ ଜୁୟ୍‌ ସଃବୁ ଅଜିଉଦି ଲକ୍‌ ମର୍‌ ନାଉଁଏ ଡାକ୍‌ ହୁଟାଅୟ୍‌ ସେମଃନ୍ ମାପ୍ରୁକ୍‌ ଲଳ୍‌ତି । ସଃବୁ ସାଦୁନ୍‌ କଃର୍ତା ମାପ୍ରୁ ଇରି କଃଉଁଲା ।
damit die übrigen Menschen den Herrn suchen, nämlich alle Heiden, die nach meinem Namen genannt sind, spricht der Herr, der dieses tut.
18 ମାପ୍ରୁ ଇ କଃତା କଃଉଁଲା, ଜେ ହୁର୍ବ୍‌କାଳେ ହୁଣି ଇ କଃତା ଜାଣାୟ୍‌ରିଲା । (aiōn g165)
Diese Weissagung ist von altersher bekannt. (aiōn g165)
19 “ତଃବେ ମର୍‌ ବିଚାର୍‌ ଇରି ଅଜିଉଦି ଲକ୍‌ ବିତ୍ରେ ଜୁୟ୍‌ ମଃନ୍ ଇସ୍ୱର୍‌ ହାକ୍‌ ବାଉଳ୍‌ତି ସେମଃନ୍‌କେ ଅଃମିମଃନ୍‌ ବଜ୍‌ ବଳାଉଁ ନଃଚୁଆଁ ।
Ich meine deshalb: Man soll den Heiden, die sich zu Gott bekehren, nicht unnötige Lasten aufbürden.
20 ମଃତର୍‌ ମୁର୍ତି ବିସୟାର୍‌ ବିଟାଳ୍‌, ଦାରି, ଟଟି ହିଚି ମଃରାୟ୍‌ଲାର୍‌ ଜଃତୁ ଆର୍‌ ବଃନି ହୁଣି ଅଃଲ୍‌ଗା ରେଉଁକ୍‌ ଅଃମି ସେମଃନ୍‌କେ ଚିଟି ଲେକୁଆଁ ।
Wir wollen ihnen nur schreiben, sie sollen meiden: den Genuß von Götzenopferfleisch, die Ehe mit Heiden, das Fleisch von Tieren, die man in Schlingen fängt, und das Essen des Blutes geschlachteter Tiere.
21 କାୟ୍‌ତାକ୍‌ବଃଲେକ୍‌ ହୁର୍ବ୍‌ କାଳେହୁଣି ହଃତି ଗଃଳେ ମସାର୍‌ ପର୍ଚାର୍‌ କଃର୍ତା ଲକ୍‌ମଃନ୍ ଆଚ୍‌ତି; ହଃତି ବିସାଉଁଣିବାର୍‌ ଦିନ୍ ପାର୍ତ୍‌ନା ଗଃରେ ତାର୍‌ ବିଦି ହାଟ୍‌ କଃରାଅଉଁଲି ।”
Denn Mose hat seit unvordenklichen Zeiten in jeder Stadt seine eigenen Verkündiger, weil er in den Versammlungshäusern jeden Sabbat vorgelesen wird."
22 ତାର୍‌ହଃଚେ ପେରିତ୍‌ ଆର୍‌ ପାରାଚିନ୍‌ମଃନ୍ ସଃବୁ ମଣ୍ଡ୍‌ଳି ସଃଙ୍ଗ୍ ତାକାର୍‌ ତାକାର୍‌ ବିତ୍ରାର୍‌ ଲକ୍‌, ବଃଲେକ୍‌ ବାୟ୍‌ମଃନାର୍‌ ବିତ୍ରେ ମୁଳିକା ବର୍ସବା ନାଉଁଏ ଡାକ୍‌ହୁଟା ଜିଉଦା ଆର୍‌ ସିଲାକ୍‌ ବାଚି କଃରି ପାଉଲ୍‌ ଆର୍‌ ବର୍ନବା ସଃଙ୍ଗ୍ ଆନ୍ତିଅକିଆକ୍‌ ହଃଟାଉଁକ୍‌ ତିର୍‌ କଃଲାୟ୍‌ ।
Da beschlossen die Apostel und die Ältesten im Einverständnis mit der ganzen Gemeinde, aus ihrer Mitte geeignete Männer zu wählen und sie mit Paulus und Barnabas nach Antiochia zu senden. Judas, mit dem Beinamen Barsabbas, und Silas, die bei den Brüdern in hohem Ansehen standen, wurden dazu bestimmt.
23 ଆର୍‌ ସେମଃନ୍ ସେମଃନାର୍‌ ଆତେ ଇ ଚିଟି ଲେକି ହଃଟାୟ୍‌ଲାୟ୍‌, “ଆନ୍ତିଅକିଆ, ସୁରିଆ ଆର୍‌ କିଲିକିଆର୍‌ ଅଜିଉଦି ବାୟ୍‌ବେଣିମଃନ୍‌କେ ପେରିତ୍‌ ଆର୍‌ ପାରାଚିନ୍ ବାୟ୍‌ମଃନାର୍‌ ଜୁଆର୍‌ ।
Ihnen gab man folgenden Brief mit: "Die Apostel und die Ältesten entbieten als Brüder den in Antiochia, Syrien und Zilizien wohnenden Brüdern aus den Heiden ihren Gruß.
24 ଅଃମିମଃନ୍‌ ସୁଣି ଆଚୁ ଜେ, ଅଃମିମଃନ୍‌ ଜୁୟ୍‌ ଲକ୍‌ମଃନ୍‌କେ କାୟ୍‌ ବଲ୍‌ ନଃଦେଉଁ ଅଃମାର୍‌ ବିତ୍ରାର୍‌ ଅଃନ୍‌କାର୍‌ କଃତେକ୍‌ ଲକ୍‌ କଃତାୟ୍‌ ତୁମିମଃନାର୍‌ ମଃନ୍‌କେ ବିଗଃଳାୟ୍‌ କଃରି କାବା କଃରାୟ୍‌ ଆଚ୍‌ତି ।
Es ist uns kundgeworden, daß einige aus unserer Mitte, ohne daß sie Auftrag von uns empfangen hätten, auf eigene Hand ausgezogen sind und euch mit ihren Reden in euerm Gemüt aufs höchste beunruhigt haben.
25 ଆର୍‌ ଅଃମିମଃନ୍‌ ଲକମଃନ୍ ଅୟ୍‌ ଗଟେ ଟାଣେ କଃରି ହଃଟାଉଁକେ ବାଚି ଆଚୁ ସେମଃନ୍ ଲାଡାର୍‌ ବର୍ନବା ଆର୍‌ ପାଉଲ୍‌ ସଃଙ୍ଗ ଜାତି,
Deshalb haben wir einmütig beschlossen, geeignete Männer auszuwählen und sie zu euch zu senden im Verein mit unseren lieben Freunden Barnabas und Paulus,
26 ଏ ବାୟ୍‌ମଃନ୍‌ ମାପ୍ରୁ ଜିସୁ କ୍ରିସ୍ଟର୍‌ ସେବାୟ୍‌ ଅଃହ୍‌ଣାର୍‌ ଜିବନ୍ ବିବ୍‌ତି ତଃୟ୍‌ ହଃକାୟ୍‌ ଆଚ୍‌ତି ।
die ihr Leben für die Sache unseres Herrn Jesus Christus aufs Spiel gesetzt haben.
27 ଇତାକ୍‌ ଅଃମିମଃନ୍‌ ଜିଉଦା ଆର୍‌ ସିଲାକେ ହଃଟାଉଁଲୁ ଇମଃନ୍‌ ହେଁ ତାକାର୍‌ ମୁଏଁ ତୁମିମଃନ୍‌କେ ସେସଃବୁ କଃତା ଜାଣାଉତି ।
Wir senden euch nun Judas und Silas, die euch mündlich dieselbe Botschaft bringen werden.
28 କଃତେକ୍‌ ଲଳାରି ବିଦିଚାଡି ତୁମିମଃନାର୍‌ ଉହ୍ରେ ଆରେକ୍‌ କାୟ୍‌ହେଁ ବଜ୍‌ ନଃଦେଉଁକେ ଅଃମି ପବିତ୍ର ଆତ୍ମା ତଃୟ୍‌ ହୁଣି ଆଦେସ୍‌ ହାୟ୍‌ଆଚୁ ।
Denn der Heilige Geist und wir haben es für gut befunden, euch weiter keine Last aufzulegen als diese notwendigen Bestimmungen:
29 ସେ କଃତିଗଟ୍‌ ନିୟମ୍‌ ଅୟ୍‌ଲି ମୁର୍ତି ହୁଜାକାଦି କାହା ନାୟ୍‌ ବଃନି କାହା ନାୟ୍‌ ଆର୍‌ ଗଃଳା ନଃକାଟି ମାରିରିଲା ହସୁ ମାସ୍‌ କାହା ନାୟ୍‌, ଦାରି କାମ୍‌ ଚାଡି ଦିଆସ୍‌ ଇସଃବୁ କାମ୍‌ ନଃକେରୁକେ ଜଃଗ୍ରାତ୍‌ ରିଲେକ୍‌ ଉହ୍‌କାର୍‌ ଅୟ୍‌ଦ୍‌ । ଅଃମାର୍‌ ଜୁଆର୍‌ ହାଉଆ ।”
ihr habt zu meiden den Genuß von Götzenopferfleisch, das Blut geschlachteter Tiere, das Fleisch von Tieren, die man in Schlingen fängt, und die Ehen mit Heiden. Wenn ihr euch davor hütet, so wird's gut mit euch stehen. Lebt wohl!"
30 ସେମଃନ୍‌କେ ମେଲାଣି ଦିଲାକ୍‌ ଆନ୍ତିଅକିଆକ୍‌ ଆୟ୍‌ଲାୟ୍‌ । ଆର୍‌ ବିସ୍ୱାସି ମଃନ୍‌କେ ରୁଣ୍ଡାୟ୍‌ ଚିଟି ଦିଲାୟ୍‌ ।
Die Abgesandten wurden von der Gemeinde entlassen und kamen nach Antiochia, wo sie die Schar der Jünger versammelten und das Schreiben übergaben.
31 ସେମଃନ୍ ସେରି ହଳି, ସୁସ୍ତା ଅୟ୍‌ ସଃର୍ଦା ଅୟ୍‌ଲାୟ୍‌ ।
Die Gemeinde las es und freute sich über den tröstlichen Zuspruch, den es enthielt.
32 ଆରେକ୍‌ ଜିଉଦା ଆର୍‌ ସିଲା ନିଜେ ନିଜେ ହେଁ ବାବ୍‌ବାଦି ରିଲାକେ ବୁତେକ୍‌ ଗଃଳି କଃତା କୟ୍‌ ସେ କଃତାକ୍‌ ବୁଜାୟ୍‌ ବାୟ୍‌ମଃନ୍‌କେ ହେଁ ତିର୍‌ କଃଲାୟ୍‌ ।
Judas und Silas, die Propheten waren, trösteten auch ihrerseits die Brüder durch mannigfaltigen Zuspruch und stärkten sie im Glauben.
33 ଆର୍‌ ସେତି ସେମଃନ୍ କଃତି ଦିନ୍ ରିଲା ହଃଚେ ସେମଃନ୍‌କେ ହଃଟାୟ୍‌ ରିଲା ଲକ୍‌ମଃନ୍ ହାକ୍‌ ବାଉଳି ଜଃଉଁକେ ବିସ୍ୱାସି ବାୟ୍‌ମଃନ୍‌ ସୁସ୍ତାୟ୍‌ ମେଲାଣି ଦିଲାୟ୍‌ ।
Nach einiger Zeit wurden sie von den Brüdern unter Segenswünschen verabschiedet, um zu denen, die sie gesandt hatten, zurückzukehren.
34 ମଃତର୍‌ ସିଲା ସେତି ରେଉଁକ୍‌ ମଃନ୍‌ ନଃକେଲା ।
35 ଆରେକ୍‌ ପାଉଲ୍‌ ଆର୍‌ ବର୍ନବା ଆନ୍ତିଅକିଆୟ୍‌ ରଃୟ୍‌ ଗାଦେକ୍‌ ଲକାର୍‌ ସଃଙ୍ଗ୍ ମିସି ମାପ୍ରୁର୍‌ କଃତା ସିକ୍ୟା ଦିଲାୟ୍‌ ଆର୍‌ ନିକ କବୁର୍‌ ପର୍ଚାର୍‌ କଃରୁକେ ଦଃର୍ଲାୟ୍‌ ।
Paulus aber und Barnabas blieben in Antiochia: sie lehrten und verkündigten noch mit vielen anderen das Wort des Herrn.
36 କଃତି ଦିନ୍ ହଃଚେ ପାଉଲ୍‌ ବର୍ନବାକ୍‌ କୟ୍‌ଲା, “ଆଉ ଆମିମଃନ୍ ଜୁୟ୍‌ ଗଃଳେ ମଃନ୍ ମାପ୍ରୁର୍‌ କଃତା ପର୍ଚାର୍‌ କଃରି ଆଚୁ ସେ ସଃବୁ ଗଃଳ୍‌କେ ବାଉଳି ଜାୟ୍‌ ବାୟ୍‌ମଃନ୍ କଃନ୍‌କାର୍‌ ଆଚ୍‌ତି ସେରି ଦଃକୁକ୍‌ ଜୁ ।”
Nach einiger Zeit sprach Paulus zu Barnabas: "Laß uns doch die Brüder in allen Städten, wo wir das Wort des Herrn verkündigt haben, wieder besuchen, um zu sehen, wie es ihnen geht!"
37 ଜହନ୍‌ ମାର୍କକେ ହେଁ ସଃଙ୍ଗେ ନେଉଁକ୍‌ ବର୍ନବାର୍‌ ମଃନ୍ ରିଲି ।
Barnabas wollte auch Johannes, mit dem Beinamen Markus, mitnehmen.
38 ମଃତର୍‌ ସେ ସେମ୍‌ନଃକେ ଚାଡି ପପୁଲିଆ ହୁଣି ଆସିରିଲା ଆର୍‌ ସେମଃନାର୍‌ ସଃଙ୍ଗ୍ ପର୍ଚାର୍‌ କାମ୍‌କେ ଜାୟ୍‌ ନଃରିଲା, ତାକେ ସଃଙ୍ଗେ ନେଉଁକ୍‌ ପାଉଲ୍‌ ଟିକ୍‌ ନାୟ୍‌ ବଃଲି ବାବ୍‌ଲା ।
Paulus aber hielt es nicht für richtig, ihn mitzunehmen, weil er sie einst in Pamphylien verlassen und sie nicht bei ihrer Arbeit begleitet hatte.
39 ସେତାକ୍‌ ପାଉଲ୍‌ ଆର୍‌ ବର୍ନବା ବଃଡେ ଉଳାଉଳି ଅୟ୍‌ଲାକ୍‌ ସେମଃନ୍ ତାକାର୍‌ ବିତ୍ରେ ଅଃଲ୍‌ଗା ଅୟ୍‌ଲାୟ୍‌; ବର୍ନବା ଜଃନ୍‌ମାର୍କ ମାର୍କକେ ସଃଙ୍ଗେ ନଃୟ୍‌ ହାଣିଜାଜେ ସାଇପ୍ରସ୍‌ ହାକ୍‌ ଗଃଲା ।
Über diese Frage kamen sie in einen heftigen Wortwechsel, so daß sie sich voneinander trennten. Während Barnabas mit Markus nach Zypern hinüberfuhr,
40 ମଃତର୍‌ ପାଉଲ୍‌ ସିଲାକ୍‌ ବାଚିକଃରି ବାୟ୍‌ମଃନାର୍‌ ତଃୟ୍‌ହୁଣି ମାପ୍ରୁର୍‌ ଦଃୟାୟ୍‌ ସଃହ୍ରିଅୟ୍‌ ବାଉଳି ଗଃଲା ।
erkor sich Paulus den Silas zum Gefährten und, von den Brüdern der Gnade des Herrn befohlen, trat er seine Reise an. Frühling 49 n. Chr.
41 ଆର୍‌ ସେ ସୁରିଆର୍‌ କିଲିକିଆ ବାଟ୍‌ ଅୟ୍‌ ଜଃଉଁଜଃଉଁ ମଣ୍ଡ୍‌ଳିମଃନ୍‌କେ ସୁସ୍ତିର୍‌ କଃଲା ।
Er zog zunächst durch Syrien und Zilizien und stärkte dort die Gemeinden.

< ପେରିତ୍‌ 15 >