< ପେରିତ୍ 14 >
1 ଇକନିଆୟ୍ ହେଁ ସେନ୍କାର୍ ଗଃଟ୍ଲି, ପାଉଲ୍ ଆର୍ ବର୍ନବା ଜିଉଦିମଃନାର୍ ପାର୍ତ୍ନା ଗଃରେ ଜାୟ୍କଃରି ଇ କଃତା କୟ୍ଲାୟ୍ ଜେ, ଜିଉଦି ଆର୍ ଅଜିଉଦିମଃନାର୍ ବିତ୍ରେ ଗାଦେକ୍ ଲକ୍ ବିସ୍ୱାସ୍ କଃଲାୟ୍ ।
And it came to pass in Iconium, that they entered together into the synagogue of the Jews, and spoke, so that there believed a great multitude of both Jews and Greeks;
2 ମଃତର୍ ଜୁୟ୍ ଜିଉଦିମଃନ୍ ବିସ୍ୱାସ୍ ନଃକେଲାୟ୍ ସେମଃନ୍ ବିନ୍ ଅଜିଉଦି ଲକ୍ମଃନ୍କେ ସିର୍ଜାୟ୍ ବିସ୍ୱାସି ବାୟ୍ମଃନାର୍ ବିରଦେ ବିରଦ୍ ବାବ୍ ଜାତ୍କଃଲାୟ୍ ।
and the unbelieving Jews stirred up and made the souls of the nations evil against the brothers;
3 ପାଉଲ୍ ଆର୍ ବର୍ନବା ସେତି ବୁତେକ୍ ବିନ୍ ହଃତେକ୍ ରଃୟ୍ ମାପ୍ରୁର୍ ଉହ୍ରେ ବଃର୍ସା କଃରି, ସାସ୍ ଦଃରି ପର୍ଚାର୍ କଃଲାୟ୍, ଆର୍ ଇସ୍ୱର୍ ସେମଃନାର୍ ଆତେ ହୁଣି ଚିନ୍ ଆର୍ କାବା ଅଃଉତା କାମ୍ କଃରି ଅଃହ୍ଣାର୍ ଦଃୟାର୍ କଃତାକ୍ ସାକି ଦିଲାୟ୍ ।
[for a] long time, indeed, therefore, they abided speaking boldly in the LORD, who is testifying to the word of His grace, and granting signs and wonders to come to pass through their hands.
4 ମଃତର୍ ଗଃଳାର୍ ଲକ୍ମଃନ୍ ଦୁୟ୍ ବାଗ୍ ଅୟ୍ଲାୟ୍, ଗଟ୍ ଦଃଳେ ଜିଉଦିମଃନାର୍ ହାକ୍, ଆରେକ୍ ଗଟ୍ ଦଃଳ୍ ପେରିତ୍ ମଃନାର୍ ହାକ୍ ଅୟ୍ଲାୟ୍ ।
And the multitude of the city was divided, and some were with the Jews, and some with the apostles,
5 ତାର୍ହଃଚେ ଅଜିଉଦି ଲକ୍ମଃନ୍ ଆର୍ ଜିଉଦିମଃନ୍, ସେମଃନାର୍ ମୁଳିକାମଃନାର୍ ସଃଙ୍ଗ୍ ସେମଃନ୍କେ କଃସ୍ଟ୍ ଦେଉଁକ୍ ଦଃର୍ଲାୟ୍ ଆର୍ ଟେଳା ସଃତ୍ରୁକ୍ ତିର୍ କଃଲାୟ୍ ।
and when there was a purpose both of the nations and of the Jews with their rulers to mistreat [them], and to stone them,
6 ସଃଡେବଃଳ୍ ସେମଃନ୍ ସେରି ଜାଣୁ ହାରି ଲୁକାନିଆର୍ ଲୁସ୍ତ୍ରା ଆର୍ ଦର୍ବି ଗଃଳେ ଆର୍ ଚାରି ହଃକାର୍ ହଲିକ୍ ହଃଳାୟ୍ଲାୟ୍ ।
they having become aware, fled to the cities of Lycaonia, Lystra, and Derbe, and the surrounding region,
7 ଆର୍ ସେତି ସେମଃନ୍ ନିକ କବୁର୍ ପର୍ଚାର୍ କଃଲାୟ୍ ।
and there they were proclaiming good news.
8 ଲୁସ୍ତ୍ରାୟ୍ ଗଟେକ୍ ଚଟା ଲକ୍ ରିଲା ତାର୍ ହାଦ୍ ଦୁର୍ବୁଳ୍ ରିଲି ସେ ଜଃଲମେ ହୁଣି ଚଟା ଆର୍ ସେ କଃବେ ଇଣ୍ଡି ନଃରିଲା ।
And a certain man in Lystra, impotent in the feet, was sitting, being lame from the womb of his mother—who never had walked;
9 ସେ ଲକ୍ ପାଉଲାର୍ ପର୍ଚାର୍ ସୁଣ୍ତି ରିଲା, ପାଉଲ୍ ତାକେ ଦଃକି ଆର୍ ଉଜ୍ ଅଃଉଁକେ ତାର୍ ବିସ୍ୱାସ୍ ରିଲାର୍ ଦଃକି,
this one was hearing Paul speaking, who, having steadfastly beheld him, and having seen that he has faith to be saved,
10 ପାଉଲ୍ ବଃଡ୍ ଟଣ୍ଡ୍ କଃରି କୟ୍ଲା “ତର୍ ହାଦେ କୁତ୍ମାଡି ସିଦା ଟିଆ ଅଃଉ!” ସେତାକ୍ ସେ କୁତ୍ ମାଡି ଇଣ୍ଡୁକ୍ ଦଃର୍ଲା ।
said with a loud voice, “Stand up on your feet upright”; and he was springing and walking,
11 ପାଉଲ୍ ଜାୟ୍ରି କଃରିଆଚେ ଲକ୍ମଃନ୍ ସେରି ଦଃକି ଲୁକାନିଆ ବାସାୟ୍ ବଃଡ୍ ଟଣ୍ଡ୍ କଃରି କଃଉଁକେ ଦଃର୍ଲାୟ୍ “ଦେବ୍ତାମଃନ୍ ମାନାୟ୍ ବେସେ ଅଃମାର୍ ତଃୟ୍ ଉତ୍ରି ଆସି ଆଚ୍ତି ।”
and the multitudes having seen what Paul did, lifted up their voice in the speech of Lycaonia, saying, “The gods, having become like men, came down to us”;
12 ସେମଃନ୍ ବର୍ନବାକ୍ ବ୍ରୁହସ୍ପତି, ବଃଲେକ୍ ବଃଡ୍ ଦେବ୍ତା ବଃଲି କୟ୍ଲାୟ୍, ଆର୍ ପାଉଲ୍ ବେସି କଃତା କଃଉତିରିଲା ଲକ୍ ରିଲା, ତାକେ ବୁଦ, ବଃଲେକ୍ କଃତା କଃଉତା ଦେବ୍ତା ହେର୍ମାସ୍ ବଃଲି କୟ୍ଲାୟ୍ ।
they were also calling Barnabas Zeus, and Paul Hermes, since he was the leader in speaking.
13 ଗଃଳ୍ ଚଃମେ ରିଲା ବଃଡ୍ ଦେବ୍ତା ମନ୍ଦିରାର୍ ହୁଜେରି କଃତିଗଟ୍ ଗଃଚ୍ ଆର୍ ହୁଲ୍ମାଳ୍ ଗଃଳାର୍ ଦୁଆରେ ଆଣି ଲକ୍ମଃନାର୍ ସଃଙ୍ଗ୍ ପେରିତ୍ମଃନାର୍ ଚଃମେ ହୁଜା ଦେଉଁକ୍ ମଃନ୍ କଃର୍ତି ରିଲାୟ୍ ।
And the priest of the Zeus that is before their city, having brought oxen and garlands to the porches, wished to sacrifice with the multitudes,
14 ମଃତର୍ ପେରିତ୍ମଃନ୍ ବଃଲେକ୍ ବର୍ନବା ଆର୍ ପାଉଲ୍ ଇରି ସୁଣି ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ଚିରି ଲକ୍ମଃନାର୍ ଚଃମେ ଦଃବ୍ଳି ଜାୟ୍ ବଃଡ୍ ଟଣ୍ଡ୍ କଃରି କଃଉଁକେ ଦଃର୍ଲାୟ୍,
and having heard, the apostles Barnabas and Paul, having torn their garments, sprung into the multitude, crying
15 “ଏ ବାୟ୍ମଃନ୍, ଇରି ସଃବୁ କାୟ୍ତାକ୍ କଃରୁଲାସ୍? ଅଃମିମଃନ୍ ହେଁ ତୁମିମଃନାର୍ ହଃର୍ ନଃର୍ସେ, ଅଃମି ତୁମିମଃନାର୍ ଚଃମେ ଇ ନିକ କବୁର୍ ପର୍ଚାର୍ କଃରୁଲୁ, ଜଃନ୍କଃରି ତୁମିମଃନ୍ ଇ ସଃବୁ ମିଚ୍ ଦେବ୍ତା ତଃୟ ହୁଣି ଦୁର୍ ଅୟ୍ ଜିବନ୍ ଇସ୍ୱର୍ ତଃୟ୍ ବାଉଳା । ସେ ଅଃଗାସ୍ମଃଣ୍ଡ୍ଳ୍, ହୁର୍ତିବି, ସଃମ୍ନ୍ଦ୍ ଆର୍ ସେତି ରିଲାର୍ ସଃବୁ ଉବ୍ଜାୟ୍ ଆଚେ ।
and saying, “Men, why do you do these things? And we are similar-feeling men with you, proclaiming good news to you, to turn to the living God from these vanities, who made the heaven, and the earth, and the sea, and all the things in them;
16 ସେ ହୁର୍ବାର୍ ମାନାୟ୍ ମଃନାର୍ ତଃୟ୍ହୁଣି ଅୟ୍ ଆସ୍ତାର୍ ସଃବୁ ଲକ୍ମଃନ୍କେ ଅଃହ୍ଣା ଅଃହ୍ଣାର୍ ବାଟେ ଇଣ୍ଡୁକ୍ ଚାଡି ଦଃୟ୍ ରିଲା ।
who in the past generations permitted all the nations to go on in their ways,
17 ଅୟ୍ଲେକ୍ ହେଁ ସେ ଆହ୍ଣାକେ ଲୁକାୟ୍ନଃକେରି ନିକକାମ୍ କଃରି ସେ ନିକକଃରି ଆଚେ, ଆର୍ ଅଃଗାସେ ହୁଣି ବଃର୍ସା ଆର୍ ତାସ୍ ଆର୍ କାଦି ଦଃୟ୍ ସଃର୍ଦାୟ୍ ତୁମିମଃନାର୍ ମଃନ୍ ହୁରୁଣ୍ କଃରିଆଚେ ।”
though, indeed, He did not leave Himself without witness, doing good—giving rains to us from Heaven, and fruitful seasons, filling our hearts with food and gladness”;
18 ଇ ସଃବୁ କଃତା କୟ୍ ସେମଃନ୍ ବଃଡେ କଃସ୍ଟେ ସେମଃନାର୍ ଗିନେ ହୁଜା କଃର୍ତାତଃୟ୍ ହୁଣି ବଃନ୍ଦ୍କଃରାୟ୍ଲାୟ୍ ।
and saying these things, they scarcely restrained the multitudes from sacrificing to them.
19 ମଃତର୍ ପିସିଦିଆର୍ ଆନ୍ତିଅକିଆ ଆର୍ ଇକନିଆୟ୍ ହୁଣି ସେତି ଜିଉଦିମଃନ୍ ଆସି ଲକ୍ମଃନ୍କେ ଉସ୍କାୟ୍ ଦିଲାୟ୍ ଆରେକ୍ ପାଉଲ୍କେ ଟେଳା ମାରି, ସେ ମଃରି ଆଚେ ବଃଲି ମଃନେ ବାବିକଃରି ହଃଦାୟ୍ ଅଃର୍ଗଡି ନିଲାୟ୍ ।
And there came there, from Antioch and Iconium, Jews, and they having persuaded the multitudes, and having stoned Paul, drew him outside of the city, having supposed him to be dead;
20 ମଃତର୍ ଚେଲାମଃନ୍ ତାକେ ବେଳି ଟିଆ ଅୟ୍ଲାକ୍ ସେ ଉଟି ଗଃଳ୍ ବିତ୍ରେ ବାଉଳି ଗଃଲା, ଆର୍କ ଦିନ୍ ସେ ବର୍ନବା ସଃଙ୍ଗ୍ ଦର୍ବିକେ ଗଃଲା ।
and the disciples having surrounded him, having risen he entered into the city, and on the next day he went forth with Barnabas to Derbe.
21 ସେମଃନ୍ ଦର୍ବି ଗଃଳେ ନିକ କବୁର୍ ପର୍ଚାର୍ କଃଲାୟ୍ ଆର୍ ଗାଦେକ୍ ଲକ୍ମଃନ୍କେ ଚେଲା କଃଲା ହଃଚେ, ଲୁସ୍ତ୍ରା, ଇକନିଆ ଆର୍ ଆନ୍ତିଅକିଆକ୍ ବାଉଳି ଆୟ୍ଲାୟ୍ ।
Having also proclaimed good news to that city, and having discipled many, they turned back to Lystra, and Iconium, and Antioch,
22 ଆରେକ୍ ସେ ଟାଣେ ଚେଲାମଃନାର୍ ମଃନ୍କେ ତିର୍ କଃଲାୟ୍ ଆର୍ ବିସ୍ୱାସେ ତିର୍ ଅୟ୍ ରେଉଁକ୍ ସେମଃନ୍କେ ଗଃଉଆରି କଃରି ବଃର୍ସା କଃରାୟ୍ଲାୟ୍, “ବଃଡେ ଦୁକ୍କଃସ୍ଟ୍ ଅୟ୍ ଅଃମିକ୍ ଇସ୍ୱରାର୍ ରାଇଜେ ଜଃଉଁକେ ଅୟ୍ଦ୍ ।”
confirming the souls of the disciples, exhorting to remain in the faith, and that it is required of us to enter into the Kingdom of God through many tribulations,
23 ଆର୍ ସେମଃନ୍ ସେମଃନାର୍ ଗିନେ ହଃତି ମଣ୍ଡ୍ଳି ତଃୟ୍ ପାରାଚିନ୍ ବାଚି ଉହାସ୍ ସଃଙ୍ଗ୍ ପାର୍ତ୍ନା କଃଲାୟ୍ ଆର୍ ଜୁୟ୍ ମାପ୍ରୁ ତଃୟ୍ ସେମଃନ୍ ବିସ୍ୱାସ୍ କଃର୍ତି ରିଲାୟ୍ ତାର୍ ଆତେ ସେମଃନ୍କେ ସଃହ୍ରି ଦିଲାୟ୍ ।
and having appointed to them elders in every assembly by vote, having prayed with fastings, they commended them to the LORD in whom they had believed.
24 ହଃଚେ ସେମଃନ୍ ପିସିଦିଆ ବାଟ୍ ଦଃୟ୍, ପପୁଲିଆ ଆୟ୍ଲାୟ୍ ।
And having passed through Pisidia, they came to Pamphylia,
25 ଆର୍ ପର୍ଗି ତଃୟ୍ ମାପ୍ରୁର୍ କଃତା ପର୍ଚାର୍ କଃରି ଆତାଲିଆ ଗଃଳାୟ୍ ।
and having spoken the word in Perga, they went down to Attalia,
26 ସେତି ହୁଣି ହାଣି ଜାଜେ ସେମଃନ୍ ଆନ୍ତିଅକିଆକ୍ ବାଉଳି ଆୟ୍ଲାୟ୍, ସେମଃନ୍ ଜୁୟ୍ କାମ୍ କଃର୍ତି ରିଲାୟ୍ ସେରି କଃରୁକେ ଇସ୍ୱରାର୍ ଦଃୟାୟ୍ ସଃହ୍ରିଅୟ୍ ସେଟାଣେ ହୁଣି ବାରାୟ୍ ଗଃଲାୟ୍ ।
and [from] there sailed to Antioch, from where they had been given by the grace of God for the work that they fulfilled;
27 ସେମଃନ୍ ଆନ୍ତିଅକିଆ ହଚି, ମଣ୍ଡ୍ଳିର୍ ଲକ୍ମଃନ୍କେ ଗଟ୍ତଃୟ୍ ରୁଣ୍ଡାୟ୍ଲାୟ୍ ଆର୍ ଇସ୍ୱର୍ ସେମଃନାର୍ ସଃଙ୍ଗେ ରଃୟ୍ ଜୁୟ୍ ସଃବୁ କାମ୍ କଃରି ରିଲା ଆର୍ ଅଜିଉଦି ଲକ୍ମଃନ୍କେ ବିସ୍ୱାସାର୍ ଦୁଆର୍ ଉଗାଳି ଦଃୟ୍ରିଲାୟ୍ ସେ ସଃବୁ ଗଟେକ୍ ଗଟେକ୍ କଃରି କୟ୍ଲାୟ୍ ।
and having come and gathered the assembly together, they declared as many things as God did with them, and that He opened a door of faith to the nations;
28 ଆର୍ ସେମଃନ୍ ବିସ୍ୱାସିମଃନାର୍ ସଃଙ୍ଗ୍ ବୁତେକ୍ ବିନ୍ ହଃତେକ୍ ସେତି ରିଲାୟ୍ ।
and they abided there with the disciples [for] not a short time.