< ପେରିତ୍ 14 >
1 ଇକନିଆୟ୍ ହେଁ ସେନ୍କାର୍ ଗଃଟ୍ଲି, ପାଉଲ୍ ଆର୍ ବର୍ନବା ଜିଉଦିମଃନାର୍ ପାର୍ତ୍ନା ଗଃରେ ଜାୟ୍କଃରି ଇ କଃତା କୟ୍ଲାୟ୍ ଜେ, ଜିଉଦି ଆର୍ ଅଜିଉଦିମଃନାର୍ ବିତ୍ରେ ଗାଦେକ୍ ଲକ୍ ବିସ୍ୱାସ୍ କଃଲାୟ୍ ।
In Iconium the same thing happened. Paul and Barnabas went to the Jewish synagogue and spoke so convincingly that many of both the Jewish and Greek-speaking worshipers trusted in Jesus.
2 ମଃତର୍ ଜୁୟ୍ ଜିଉଦିମଃନ୍ ବିସ୍ୱାସ୍ ନଃକେଲାୟ୍ ସେମଃନ୍ ବିନ୍ ଅଜିଉଦି ଲକ୍ମଃନ୍କେ ସିର୍ଜାୟ୍ ବିସ୍ୱାସି ବାୟ୍ମଃନାର୍ ବିରଦେ ବିରଦ୍ ବାବ୍ ଜାତ୍କଃଲାୟ୍ ।
But the Jews that refused to believe in Jesus stirred up the feelings of the foreigners, and poisoned them against the believers.
3 ପାଉଲ୍ ଆର୍ ବର୍ନବା ସେତି ବୁତେକ୍ ବିନ୍ ହଃତେକ୍ ରଃୟ୍ ମାପ୍ରୁର୍ ଉହ୍ରେ ବଃର୍ସା କଃରି, ସାସ୍ ଦଃରି ପର୍ଚାର୍ କଃଲାୟ୍, ଆର୍ ଇସ୍ୱର୍ ସେମଃନାର୍ ଆତେ ହୁଣି ଚିନ୍ ଆର୍ କାବା ଅଃଉତା କାମ୍ କଃରି ଅଃହ୍ଣାର୍ ଦଃୟାର୍ କଃତାକ୍ ସାକି ଦିଲାୟ୍ ।
Paul and Barnabas stayed there a long time, speaking to them boldly in the Lord, who confirmed their message of grace through the miraculous signs that they were enabled to perform.
4 ମଃତର୍ ଗଃଳାର୍ ଲକ୍ମଃନ୍ ଦୁୟ୍ ବାଗ୍ ଅୟ୍ଲାୟ୍, ଗଟ୍ ଦଃଳେ ଜିଉଦିମଃନାର୍ ହାକ୍, ଆରେକ୍ ଗଟ୍ ଦଃଳ୍ ପେରିତ୍ ମଃନାର୍ ହାକ୍ ଅୟ୍ଲାୟ୍ ।
The inhabitants of the town were divided, with some supporting the Jews and some the apostles.
5 ତାର୍ହଃଚେ ଅଜିଉଦି ଲକ୍ମଃନ୍ ଆର୍ ଜିଉଦିମଃନ୍, ସେମଃନାର୍ ମୁଳିକାମଃନାର୍ ସଃଙ୍ଗ୍ ସେମଃନ୍କେ କଃସ୍ଟ୍ ଦେଉଁକ୍ ଦଃର୍ଲାୟ୍ ଆର୍ ଟେଳା ସଃତ୍ରୁକ୍ ତିର୍ କଃଲାୟ୍ ।
But then the foreigners and the Jews, together with their leaders, decided to attack and stone Paul and Barnabas.
6 ସଃଡେବଃଳ୍ ସେମଃନ୍ ସେରି ଜାଣୁ ହାରି ଲୁକାନିଆର୍ ଲୁସ୍ତ୍ରା ଆର୍ ଦର୍ବି ଗଃଳେ ଆର୍ ଚାରି ହଃକାର୍ ହଲିକ୍ ହଃଳାୟ୍ଲାୟ୍ ।
However, they found out about it and fled to the region of Lycaonia, to the towns of Lystra and Derbe,
7 ଆର୍ ସେତି ସେମଃନ୍ ନିକ କବୁର୍ ପର୍ଚାର୍ କଃଲାୟ୍ ।
where they continued to share the good news.
8 ଲୁସ୍ତ୍ରାୟ୍ ଗଟେକ୍ ଚଟା ଲକ୍ ରିଲା ତାର୍ ହାଦ୍ ଦୁର୍ବୁଳ୍ ରିଲି ସେ ଜଃଲମେ ହୁଣି ଚଟା ଆର୍ ସେ କଃବେ ଇଣ୍ଡି ନଃରିଲା ।
In the town of Lystra there was a disabled man who was lame in both feet. He had been crippled from birth and had never been able to walk.
9 ସେ ଲକ୍ ପାଉଲାର୍ ପର୍ଚାର୍ ସୁଣ୍ତି ରିଲା, ପାଉଲ୍ ତାକେ ଦଃକି ଆର୍ ଉଜ୍ ଅଃଉଁକେ ତାର୍ ବିସ୍ୱାସ୍ ରିଲାର୍ ଦଃକି,
He sat there listening to Paul speaking. When Paul looked directly at him, and realized that the man was trusting in God to heal him,
10 ପାଉଲ୍ ବଃଡ୍ ଟଣ୍ଡ୍ କଃରି କୟ୍ଲା “ତର୍ ହାଦେ କୁତ୍ମାଡି ସିଦା ଟିଆ ଅଃଉ!” ସେତାକ୍ ସେ କୁତ୍ ମାଡି ଇଣ୍ଡୁକ୍ ଦଃର୍ଲା ।
Paul said in a loud voice, “Stand up on your feet!” The man jumped to his feet and started walking.
11 ପାଉଲ୍ ଜାୟ୍ରି କଃରିଆଚେ ଲକ୍ମଃନ୍ ସେରି ଦଃକି ଲୁକାନିଆ ବାସାୟ୍ ବଃଡ୍ ଟଣ୍ଡ୍ କଃରି କଃଉଁକେ ଦଃର୍ଲାୟ୍ “ଦେବ୍ତାମଃନ୍ ମାନାୟ୍ ବେସେ ଅଃମାର୍ ତଃୟ୍ ଉତ୍ରି ଆସି ଆଚ୍ତି ।”
When the crowds saw what Paul had done, they shouted out in the language of Lycaonia, “The gods have come down to us looking like men!”
12 ସେମଃନ୍ ବର୍ନବାକ୍ ବ୍ରୁହସ୍ପତି, ବଃଲେକ୍ ବଃଡ୍ ଦେବ୍ତା ବଃଲି କୟ୍ଲାୟ୍, ଆର୍ ପାଉଲ୍ ବେସି କଃତା କଃଉତିରିଲା ଲକ୍ ରିଲା, ତାକେ ବୁଦ, ବଃଲେକ୍ କଃତା କଃଉତା ଦେବ୍ତା ହେର୍ମାସ୍ ବଃଲି କୟ୍ଲାୟ୍ ।
They identified Barnabas as the Greek god Zeus, and Paul as the god Hermes because he was one who did most of the talking.
13 ଗଃଳ୍ ଚଃମେ ରିଲା ବଃଡ୍ ଦେବ୍ତା ମନ୍ଦିରାର୍ ହୁଜେରି କଃତିଗଟ୍ ଗଃଚ୍ ଆର୍ ହୁଲ୍ମାଳ୍ ଗଃଳାର୍ ଦୁଆରେ ଆଣି ଲକ୍ମଃନାର୍ ସଃଙ୍ଗ୍ ପେରିତ୍ମଃନାର୍ ଚଃମେ ହୁଜା ଦେଉଁକ୍ ମଃନ୍ କଃର୍ତି ରିଲାୟ୍ ।
The priest of the temple of Zeus that lay just outside the town, brought oxen and wreaths to the town gates. He planned to carry out a sacrifice in front of the crowds.
14 ମଃତର୍ ପେରିତ୍ମଃନ୍ ବଃଲେକ୍ ବର୍ନବା ଆର୍ ପାଉଲ୍ ଇରି ସୁଣି ଅଃହ୍ଣା ଅଃହ୍ଣାର୍ ବଃସ୍ତର୍ ଚିରି ଲକ୍ମଃନାର୍ ଚଃମେ ଦଃବ୍ଳି ଜାୟ୍ ବଃଡ୍ ଟଣ୍ଡ୍ କଃରି କଃଉଁକେ ଦଃର୍ଲାୟ୍,
But when the apostles Barnabas and Paul learned what was happening, they tore their clothes, and rushed into the crowds, shouting out,
15 “ଏ ବାୟ୍ମଃନ୍, ଇରି ସଃବୁ କାୟ୍ତାକ୍ କଃରୁଲାସ୍? ଅଃମିମଃନ୍ ହେଁ ତୁମିମଃନାର୍ ହଃର୍ ନଃର୍ସେ, ଅଃମି ତୁମିମଃନାର୍ ଚଃମେ ଇ ନିକ କବୁର୍ ପର୍ଚାର୍ କଃରୁଲୁ, ଜଃନ୍କଃରି ତୁମିମଃନ୍ ଇ ସଃବୁ ମିଚ୍ ଦେବ୍ତା ତଃୟ ହୁଣି ଦୁର୍ ଅୟ୍ ଜିବନ୍ ଇସ୍ୱର୍ ତଃୟ୍ ବାଉଳା । ସେ ଅଃଗାସ୍ମଃଣ୍ଡ୍ଳ୍, ହୁର୍ତିବି, ସଃମ୍ନ୍ଦ୍ ଆର୍ ସେତି ରିଲାର୍ ସଃବୁ ଉବ୍ଜାୟ୍ ଆଚେ ।
“People, what are you doing? We are human beings with the same kind of nature as you. We came to bring you good news, so you could turn from these pointless things to a God who is truly alive. He is the one who made heaven, earth, and sea, and everything in them.
16 ସେ ହୁର୍ବାର୍ ମାନାୟ୍ ମଃନାର୍ ତଃୟ୍ହୁଣି ଅୟ୍ ଆସ୍ତାର୍ ସଃବୁ ଲକ୍ମଃନ୍କେ ଅଃହ୍ଣା ଅଃହ୍ଣାର୍ ବାଟେ ଇଣ୍ଡୁକ୍ ଚାଡି ଦଃୟ୍ ରିଲା ।
In past times he allowed all the nations to follow their own ways.
17 ଅୟ୍ଲେକ୍ ହେଁ ସେ ଆହ୍ଣାକେ ଲୁକାୟ୍ନଃକେରି ନିକକାମ୍ କଃରି ସେ ନିକକଃରି ଆଚେ, ଆର୍ ଅଃଗାସେ ହୁଣି ବଃର୍ସା ଆର୍ ତାସ୍ ଆର୍ କାଦି ଦଃୟ୍ ସଃର୍ଦାୟ୍ ତୁମିମଃନାର୍ ମଃନ୍ ହୁରୁଣ୍ କଃରିଆଚେ ।”
Even so he still provided evidence of himself by doing good, sending you rain from heaven and crops in their seasons, providing all the food you need, and filling you with happiness.”
18 ଇ ସଃବୁ କଃତା କୟ୍ ସେମଃନ୍ ବଃଡେ କଃସ୍ଟେ ସେମଃନାର୍ ଗିନେ ହୁଜା କଃର୍ତାତଃୟ୍ ହୁଣି ବଃନ୍ଦ୍କଃରାୟ୍ଲାୟ୍ ।
With these words they barely managed to stop the crowds from offering sacrifices to them.
19 ମଃତର୍ ପିସିଦିଆର୍ ଆନ୍ତିଅକିଆ ଆର୍ ଇକନିଆୟ୍ ହୁଣି ସେତି ଜିଉଦିମଃନ୍ ଆସି ଲକ୍ମଃନ୍କେ ଉସ୍କାୟ୍ ଦିଲାୟ୍ ଆରେକ୍ ପାଉଲ୍କେ ଟେଳା ମାରି, ସେ ମଃରି ଆଚେ ବଃଲି ମଃନେ ବାବିକଃରି ହଃଦାୟ୍ ଅଃର୍ଗଡି ନିଲାୟ୍ ।
But then some Jews from Antioch and Iconium arrived and won over the crowds. They stoned Paul, and dragged him outside the town, thinking he was dead.
20 ମଃତର୍ ଚେଲାମଃନ୍ ତାକେ ବେଳି ଟିଆ ଅୟ୍ଲାକ୍ ସେ ଉଟି ଗଃଳ୍ ବିତ୍ରେ ବାଉଳି ଗଃଲା, ଆର୍କ ଦିନ୍ ସେ ବର୍ନବା ସଃଙ୍ଗ୍ ଦର୍ବିକେ ଗଃଲା ।
But when the believers gathered around him, he got up, and went back into the city. The next day he and Barnabas left for Derbe.
21 ସେମଃନ୍ ଦର୍ବି ଗଃଳେ ନିକ କବୁର୍ ପର୍ଚାର୍ କଃଲାୟ୍ ଆର୍ ଗାଦେକ୍ ଲକ୍ମଃନ୍କେ ଚେଲା କଃଲା ହଃଚେ, ଲୁସ୍ତ୍ରା, ଇକନିଆ ଆର୍ ଆନ୍ତିଅକିଆକ୍ ବାଉଳି ଆୟ୍ଲାୟ୍ ।
After sharing the good news with the people in that town, and after many had become believers, they went back to Lystra, Iconium, and Antioch.
22 ଆରେକ୍ ସେ ଟାଣେ ଚେଲାମଃନାର୍ ମଃନ୍କେ ତିର୍ କଃଲାୟ୍ ଆର୍ ବିସ୍ୱାସେ ତିର୍ ଅୟ୍ ରେଉଁକ୍ ସେମଃନ୍କେ ଗଃଉଆରି କଃରି ବଃର୍ସା କଃରାୟ୍ଲାୟ୍, “ବଃଡେ ଦୁକ୍କଃସ୍ଟ୍ ଅୟ୍ ଅଃମିକ୍ ଇସ୍ୱରାର୍ ରାଇଜେ ଜଃଉଁକେ ଅୟ୍ଦ୍ ।”
They encouraged the believers to remain firm and to continue to trust in Jesus. “We have to go through many trials to enter God's kingdom,” they said.
23 ଆର୍ ସେମଃନ୍ ସେମଃନାର୍ ଗିନେ ହଃତି ମଣ୍ଡ୍ଳି ତଃୟ୍ ପାରାଚିନ୍ ବାଚି ଉହାସ୍ ସଃଙ୍ଗ୍ ପାର୍ତ୍ନା କଃଲାୟ୍ ଆର୍ ଜୁୟ୍ ମାପ୍ରୁ ତଃୟ୍ ସେମଃନ୍ ବିସ୍ୱାସ୍ କଃର୍ତି ରିଲାୟ୍ ତାର୍ ଆତେ ସେମଃନ୍କେ ସଃହ୍ରି ଦିଲାୟ୍ ।
After they had appointed elders for every church, and had prayed and fasted with them, Paul and Barnabas left them in the Lord's care, the one that they trusted in.
24 ହଃଚେ ସେମଃନ୍ ପିସିଦିଆ ବାଟ୍ ଦଃୟ୍, ପପୁଲିଆ ଆୟ୍ଲାୟ୍ ।
They passed through Pisidia, and arrived in Pamphylia.
25 ଆର୍ ପର୍ଗି ତଃୟ୍ ମାପ୍ରୁର୍ କଃତା ପର୍ଚାର୍ କଃରି ଆତାଲିଆ ଗଃଳାୟ୍ ।
They spoke God's word in Perga, and then went on to Attalia.
26 ସେତି ହୁଣି ହାଣି ଜାଜେ ସେମଃନ୍ ଆନ୍ତିଅକିଆକ୍ ବାଉଳି ଆୟ୍ଲାୟ୍, ସେମଃନ୍ ଜୁୟ୍ କାମ୍ କଃର୍ତି ରିଲାୟ୍ ସେରି କଃରୁକେ ଇସ୍ୱରାର୍ ଦଃୟାୟ୍ ସଃହ୍ରିଅୟ୍ ସେଟାଣେ ହୁଣି ବାରାୟ୍ ଗଃଲାୟ୍ ।
From there they sailed back to Antioch where they had started out, having been dedicated there in God's grace to the work they had now accomplished.
27 ସେମଃନ୍ ଆନ୍ତିଅକିଆ ହଚି, ମଣ୍ଡ୍ଳିର୍ ଲକ୍ମଃନ୍କେ ଗଟ୍ତଃୟ୍ ରୁଣ୍ଡାୟ୍ଲାୟ୍ ଆର୍ ଇସ୍ୱର୍ ସେମଃନାର୍ ସଃଙ୍ଗେ ରଃୟ୍ ଜୁୟ୍ ସଃବୁ କାମ୍ କଃରି ରିଲା ଆର୍ ଅଜିଉଦି ଲକ୍ମଃନ୍କେ ବିସ୍ୱାସାର୍ ଦୁଆର୍ ଉଗାଳି ଦଃୟ୍ରିଲାୟ୍ ସେ ସଃବୁ ଗଟେକ୍ ଗଟେକ୍ କଃରି କୟ୍ଲାୟ୍ ।
When they arrived, they called the church together. They reported everything God had done through them, and how he had opened a door for the foreigners to trust in him.
28 ଆର୍ ସେମଃନ୍ ବିସ୍ୱାସିମଃନାର୍ ସଃଙ୍ଗ୍ ବୁତେକ୍ ବିନ୍ ହଃତେକ୍ ସେତି ରିଲାୟ୍ ।
They stayed there with the believers for a long time.