< ପେରିତ୍ 13 >
1 ସଃଡେବଃଳ୍ ଆନ୍ତିଅକିଆର୍ ମଣ୍ଡ୍ଳି ତଃୟ୍ ବର୍ନବା, ସିମିୟନ୍ ଜାକେ ନିଗର୍ ବଃଲି କଃଉତି, କୁରିଣିୟର୍ ଲୁକିଅର୍ ତଃଳିଆ ରଃଜା ହେରଦ୍ ତାକେ ବାଡାୟ୍ ରିଲା ମନହେମ୍ ଆର୍ ସାଉଲ୍ ଅଃନ୍କଃରି ବାବ୍ବାଦି ଆର୍ ସିକାଉତା ଲକ୍ ରିଲାୟ୍ ।
Були ж у церкві, що була в Антиохиї, деякі пророки та вчителі: Варнава та Симеон, званий Нигером, та Лукий Киринейський, та Манаіл, зрощений з Іродом четверовластником, та Савло.
2 ସେମଃନ୍ ମାପ୍ରୁର୍ ସେବା ଆର୍ ଉହାସ୍ କଃର୍ତାବଃଳ୍ ପବିତ୍ର ଆତ୍ମା କୟ୍ଲି, ଜୁୟ୍ କାମାର୍ ଗିନେ ଅଃମି ବର୍ନବା ଆର୍ ସାଉଲ୍କେ କୁଦି ଆଚୁ ସେତାକ୍ ସେମଃନ୍କେ ବିନେ କଃରା ।
Як же служили Господеві та постили, рече Дух сьвятий: Відлучіть мені Варнаву та Савла на діло, до котрого покликав я їх.
3 ସେତାକ୍ ସେମଃନ୍ ଉହାସ୍ ଆର୍ ପାର୍ତ୍ନା କଃଲା ହଃଚେ, ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାୟ୍ ଆର୍ ସେମଃନ୍କେ ହଃଟାୟ୍ଲାୟ୍ ।
Тоді вони, попостивши та помолившись і положивши руки на них, відпустили їх.
4 ଇ ହଃର୍କାରେ ବର୍ନବା ଆର୍ ସାଉଲ୍ ପବିତ୍ର ଆତ୍ମା ହଃଟାୟ୍ଲାକେ ସେଲୁକିଆକ୍ ଗଃଲାୟ୍, ସେତି ହୁଣି ହାଣି ଜାଜେ ଚଃଗି ସାଇପ୍ରସ୍ ହାକ୍ ଗଃଲାୟ୍ ।
Вони ж, послані від Духа сьвятого, прийшли у Селевкию, а звідтіля відплили в Кипр.
5 ସେମଃନ୍ ସାଲମି ତଃୟ୍ ହଚ୍ଲା ହଃଚେ ଜିଉଦିମଃନାର୍ ସଃବୁ ପାର୍ତ୍ନା ଗଃରେ ଇସ୍ୱରାର୍ କଃତା ପର୍ଚାର୍ କଃରୁକେ ଦଃର୍ଲାୟ୍, ଆର୍ ଜହନ୍ ମାର୍କ ହେଁ ସେମଃନ୍କେ ଉହ୍କାର୍ କଃରୁକେ ସେମଃନାର୍ ସଃଙ୍ଗ୍ ରିଲା ।
І, бувши в Саламинї, проповідували слово Боже по школах Жидівських, мали ж і Йоана за слугу.
6 ଆରେକ୍ ସେମଃନ୍ ଚାରିହାକ୍ ଟାପୁମଃନ୍କେ ବୁଲି ବୁଲି ପାପସ୍କେ ଆସି ଗଟେକ୍ ବମ୍ଳାଉତା ବାବ୍ବାଦିକେ ଦଃକ୍ଲାୟ୍, ସେ ଗଟେକ୍ ଜିଉଦି ଆର୍ ତାର୍ ନାଉଁ ବାର୍ଜିସୁ ।
Пройшовши ж остров аж до Пафи, знайшли одного чарівника, Жидівського лжепророка, на ймя Вар-Ісуса,
7 ସେ ରଃଜା ବାଚ୍ଲା ଗୁମୁସ୍ତା ସେର୍ଗିଅ ପାଉଲାର୍ ସଃଙ୍ଗୁଆଳି ରିଲା, ସେ ରଃଜା ବାଚ୍ଲା ଗୁମୁସ୍ତା ଲକ୍ ଗଟେକ୍ ବୁଦିମାନ୍ ଲକ୍ ରିଲା, ସେ ଇସ୍ୱରାର୍ କଃତା ସୁଣୁକ୍ ମଃନ୍ କଃରି ବର୍ନବା ଆର୍ ସାଉଲ୍କେ ତାର୍ ଚଃମେ କୁଦାୟ୍ଲା ।
котрий був у старости Сергія Павла, чоловіка розумного. Сей, покликавши Варнаву та Савла, бажав слухати слово Боже.
8 ମଃତର୍ ସେ ଗୁଣିଆ ଏଲିମା, ଇରି ତାର୍ ଗ୍ରିକ୍ ନାଉଁ, ସେ ରଃଜାର୍ ବାଚ୍ଲା ଅଃଦିକାରି ଜଃନ୍କଃରି କି କ୍ରିସ୍ଟକେ ବିସ୍ୱାସ୍ ନଃକେରେ ସେତାର୍ଗିନେ ସେମଃନ୍କେ ବାଦା ଦେଉଁକ୍ ଦଃର୍ଲା ।
Противив ся ж їм Єлима чарівник (так бо перекладаєть ся імя його), шукаючи одвернути старосту од віри.
9 ମଃତର୍ ସାଉଲ୍ ଜାକେ ପାଉଲ୍ ବଃଲି ହେଁ କଃଉତି, ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ ତାକେ ଗଃଡିୟା ଗଃଡିୟା ଦଃକି କଃରି କୟ୍ଲା,
Савло ж, - (він же) й Павел, сповнившись сьвятим Духом, і подивившись на него,
10 “ଏ ସୟ୍ତାନାର୍ ହୟ୍ସି ତୁୟ୍ ସଃବୁ ହଃର୍କାର୍ ହେଟ୍କୁଟ୍ୟା ଆର୍ ଟକୁଆ ଆର୍ ସଃବୁ ହଃର୍କାର୍ ଦଃର୍ମାର୍ ସଃତ୍ରୁ, ତୁୟ୍ ସଃବୁବଃଳ୍ ମାପ୍ରୁର୍ ସଃତ୍କେ ମିଚ୍ କଃରୁକେ ଚେସ୍ଟା କଃରୁଲିସ୍ ।
сказав: Ой ти, повний усякого підступу і всякого зла, сину дияволів, вороже всякої правди! чи (нїколи) не перестанеш розвертати праві дороги Господні?
11 ଆର୍ ଅଃବେ ଦଃକ୍ ମାପ୍ରୁର୍ ଆତ୍ ତର୍ ଉହ୍ରେ ଆଚେ, ତୁୟ୍ କାଣା ଅୟ୍ କଃତି ଗଃଟା ହଃତେକ୍ ବେଳ୍କେ ଦଃକୁ ନଃହାର୍ସି । ସେଦାହ୍ରେ ଦୁୟେଁରି ଆର୍ ଅଃନ୍ଦାର୍ ତାକେ ଡାହ୍ଲି” ସେତାକ୍ ତାକେ ଆତ୍ ଦଃରି କାଡାଉଁକ୍ ସେ ଏଣେ ତେଣେ ଆଣ୍ଡଳି ଲକ୍କେ ଲଳୁକ୍ ଦଃର୍ଲା ।
Оце ж рука Господня на тебе, й будеш слїпий, і не бачити меш сонця до часу. І зараз обняв його туман і темрява й слоняючись (мацяючи) шукав, хто б його провів за руку.
12 ସେ ରଃଜା ବାଚ୍ଲା ଗୁମୁସ୍ତା ଇ ଗଃଟ୍ଣା ଦଃକି ମାପ୍ରୁର୍ ତଃୟ୍ ବିସ୍ୱାସ୍ କଃଲା ବଃଲେକ୍ ସେ ମାପ୍ରୁର୍ କଃତା ସୁଣି କାବା ଅୟ୍ରିଲା ।
Тодї видївши староста, що сталось, увірував, дивуючись наукою Господньою.
13 ହଃଚେ ପାଉଲ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ ପାପସ୍ ଟାଣେ ହୁଣି ହାଣି ଜାଜେ ପପୁଲିଆର୍ ପର୍ଗିକେ ଆୟ୍ଲାୟ୍, ମଃତର୍ ଜହନ୍ ମାର୍କ ସେମଃନ୍କେ ଚାଡିକଃରି ଜିରୁସାଲମ୍ ବାଉଳି ଗଃଲା ।
Пустивши ся ж із Пафи ті, що круг Павла, прийшли в Пергию Панфилську; Йоан же, відлучившись від них, вернувсь у Єрусалим.
14 ସେମଃନ୍ ପର୍ଗି ହୁଣି ଜାୟ୍କଃରି ପିସିଦିଆର୍ ଆନ୍ତିଅକିଆ ହଚ୍ଲାୟ୍ ଆର୍ ବିସାଉଁଣିବାର୍ ବିନ୍ ଜିଉଦିମଃନାର୍ ପାର୍ତ୍ନା ଗଃରେ ଜାୟ୍ ବଃସ୍ଲାୟ୍ ।
Вони ж, перейшовши з Пергиї, прибули в Антиохию Писидийську, і ввійшовши в школу субітнього дня, посідали.
15 ଆରେକ୍ ମସାର୍ ସାସ୍ତର୍ ଆର୍ ବାବ୍ବାଦିର୍ ସାସ୍ତର୍ ହଳ୍ଲା ହଃଚେ ପାର୍ତ୍ନା ଗଃରାର୍ ମୁଳିକାମଃନ୍ ସେମଃନାର୍ ହାକ୍ ଇରି କୟ୍ ହଃଟାୟ୍ଲାୟ୍ “ବାୟ୍ମଃନ୍ ଲକ୍ମଃନାର୍ ଗିନେ ଜଦି ତୁମିମଃନାର୍ କାୟ୍ ସିକ୍ୟା ଦେତାର୍ କଃତା ଆଚେ ତଃବେ କଃଉଆ ।”
Як же прочитано з закону та пророків, післала старшина шкільна до них, говорячи: Мужі брати, коли маєте слово утїшення до людей, то промовте.
16 ସେତାକ୍ ପାଉଲ୍ ଟିଆ ଅୟ୍ ଆତ୍ସଃଗ୍ୟା କଃରି କଃଉଁକେ ଦଃର୍ଲା ଏ ଇସ୍ରାଏଲ୍ ଲକ୍ମଃନ୍ ଆର୍ ଇସ୍ୱର୍କେ ମାନ୍ତା ଲକ୍ମଃନ୍ ମର୍ କଃତା ସୁଣା,
Вставши ж Павел і повівши рукою, рече: Мужі Ізраїлські і богобоязливі, слухайте:
17 ଇସ୍ରାଏଲ୍ ଜାତିର୍ ଇସ୍ୱର୍ ଅଃମିମଃନାର୍ ଦାଦିବାବୁମଃନ୍କେ ବାଚ୍ଲା ଆର୍ ସେମଃନ୍ ମିସର୍ ଦେସେ ବାସା କଃର୍ତି ରିଲାୟ୍ ସଃଡେବଃଳ୍ ସେମ୍ନଃକେ ଉହ୍ରେ ଉଟାୟ୍ଲା ଆରେକ୍ ତାର୍ ବଃଳ୍ ସଃକାତ୍ ଆତେ ସେତି ହୁଣି ସେମ୍ନଃକେ ବାର୍କଃରି ଆଣ୍ଲା ।
Бог народу Ізраїлського вибрав отців наших, і підняв угору народ, як був він захожим у землї Єгипецькій, і рамям високим вивів їх з неї.
18 ହଃଚେ ଚାଳିସ୍ ବଃର୍ସ୍ ହଃତେକ୍ ସୁକ୍ଲା ବଃଟାୟ୍ ସେମଃନାର୍ ଗେଞ୍ଜ୍ଣା ସମ୍ୱାଳ୍ଲା ।
І до сорока літ годував їх у пустині.
19 ଆରେକ୍ କିଣାନ୍ ଦେସାର୍ ସାତ୍ଗଟ୍ ବଃଉଁସାର୍ ଲକ୍ମଃନ୍କେ ନାସ୍ କଃରି,
А зруйнувавши, сїм народів у землї Канаанській, попаював їм землю їх.
20 ହାକାହାକି ଚାରିସଅ ଦୁୟକଳିଦଃସ୍ ବଃର୍ସ୍ ବିତ୍ରେ ଇସଃବୁ ଗଃଟ୍ଣା ଗଃଟ୍ଲି । “ଇତାର୍ ହଃଚେ ବାବ୍ବାଦି ସାମୁଏଲ୍ ହଃତେକ୍ ବିଚାର୍କ୍ର୍ତା ଲକ୍ମଃନ୍କେ ବାଚ୍ଲା ।”
А після сього лїт з чотириста й пятьдесять давав (їм) суддів до Самуїла пророка.
21 ତାର୍ ହଃଚେ ସେମଃନ୍ ଗଟେକ୍ ରଃଜା ହାଉଁକେ ପାର୍ତ୍ନା କଃଲାୟ୍, ଆର୍ ଇସ୍ୱର୍ ଦୁୟ୍କଳି ବଃର୍ସ୍ ହଃତେକ୍ ବିନ୍ୟାମିନ୍ ବଃଉଁସାର୍ କିସାର୍ ହୟ୍ସି ସାଉଲ୍କେ ସେମଃନ୍କେ ରଃଜା କଃରି ଦିଲା ।
А потім забажали вони царя, і дав їм Бог Саула, сина Кисового, чоловіка з роду Веняминового, на сорок лїт.
22 ହଃଚେ ଇସ୍ୱର୍ ତାକେ ରଃଜା ହଃଦ୍ କାଡିକଃରି ସେମଃନାର୍ ରଃଜା ଅଃଉଁକେ ଦାଉଦ୍କେ ବାଚ୍ଲା ସେ ହେଁ ତାର୍ କଃତା ସାକି ଅୟ୍ କୟ୍ଲା ଅଃମି ଜିସିର୍ ଦାଉଦ୍କେ ମିଳାୟ୍ ଆଚୁ ସେ ଅଃମାର୍ ମଃନ୍ କଃଲା ଲକ୍, ସେ ସଃବୁ କଃତାୟ୍ ଅଃମାର୍ ଇଚା ମାନେଦ୍ ।
А відсунувши його, підняв їм Давида за царя, котрому сьвідкуючи, рече: Знайшов я Давида сина Єссеєвого, чоловіка по серцю моєму, котрий вчинить усю волю мою.
23 ତାର୍ ବଃଉଁସ୍ ହୁଣି ଇସ୍ୱରାର୍ ସଃୟ୍ତ୍ ହଃର୍କାରେ ଇସ୍ରାଏଲାର୍ ଗିନେ ଗଟେକ୍ ମୁକ୍ଳାଉତା ଲକ୍ ବଃଲେକ୍ ଜିସୁକେ ହଃଟାୟ୍ଦ୍ ।
Із його ж насіння підняв Бог по обітуванню Ізраїлеві Спаситедя Ісуса,
24 ଜିସୁ ତାର୍ କାମ୍ ଆରୁମ୍ କଃର୍ତା ହୁର୍ବେ ଜହନ୍ ସଃବୁ ଇସ୍ରାଏଲ୍ ଲକାର୍ ଚଃମେ ହଃର୍ତୁ ମଃନ୍ ବାଦ୍ଲାଉତା ବାପ୍ତିସମ୍ ପର୍ଚାର୍ କଃରି ରିଲା ।
перед котрого приходом проповідував Йоан хрещеннє покаяння всьому народові Ізраїлевому.
25 ଆର୍ ଜହନ୍ ଅଃହ୍ଣାର୍ ଟିକ୍ କଃଲା କାମ୍ ସଃରାଉଁ ସଃରାଉଁ ଲକ୍ମଃନ୍କେ କୟ୍ଲା, ମୁୟ୍ଁ ଜେ ବଃଲି ତୁମିମଃନ୍ ମଃନେ ବାବୁଲାସ୍ ମୁୟ୍ଁ ସେ ନାୟ୍, ମଃତର୍ ଦଃକା ମର୍ ହଃଚେ ଗଟେକ୍ ଲକ୍ ଆସୁଲା, ତାର୍ ହାଦାର୍ ହାଣ୍ଡାୟ୍ କୁସ୍ଳାଉଁକେ ମୁୟ୍ଁ ଜୟ୍ଗ୍ ନାୟ୍ ।
Сповнивши ж Йоан путь свій, рече: Хто я, думаєте ви? Се не я. А ось іде за мною, котрому я недостоєн обувє ніг розвязати.
26 “ଏ ବାୟ୍ମଃନ୍ ଅବ୍ରାହାମ୍ ବଃଉଁସାର୍ ହିଲାମଃନ୍ ଆର୍ ତୁମିମଃନାର୍ ବିତ୍ରେ ଇସ୍ୱର୍ କେ ମାନ୍ତା ଅଜିଉଦିମଃନ୍ ଅଃମାର୍ ଚଃମେ ଇ ମୁକ୍ଳାଉତା କଃତା କୟ୍ ହଃଟାୟ୍ ଆଚେ ।”
Мужі брати, синове роду Авраамового, і всі богобоязливі між вами, вам слово спасення сього послано.
27 କାୟ୍ତାକ୍ବଃଲେକ୍ ଜିରୁସାଲମାର୍ ଲକ୍ମଃନ୍ ଆରେକ୍ ସେମଃନାର୍ ମୁଳିକାମଃନ୍ ଜିସୁକେ ମୁକ୍ତିକାରି ବଃଲି ନଃଜାଣି ଆରେକ୍ ହଃତି ବିସାଉଁଣିବାର୍ଦିନ୍ ହଳ୍ତା ବାବ୍ବାଦିମଃନାର୍ କଃତା ସଃବ୍କେ ନଃଜାଣିକଃରି ତାକେ ଦସି ବାବେ ବିଚାର୍ କଃରି ସଃବୁ ହୁରୁଣ୍ କଃଲାୟ୍ ।
Ті бо, що жили в Єрусалимі, і князї їх, не зрозумівши сього і голосів пророчих, читаних що - суботи, сповнили їх, осудивши Його,
28 ଆର୍ ମଃର୍ନ୍ ଦଃଣ୍ଡାର୍ କାୟ୍ ଦଃସ୍ ନଃହାୟ୍ଲେକ୍ ହେଁ ତାକେ ମାରୁକ୍ ପିଲାତକେ ଗଃଉଆରି କଃଲାୟ୍ ।
і, не знайшовши нїякої вини смерти, просили Пилата убити Його.
29 ଆରେକ୍ ତାର୍ ବିସୟେ ଦଃର୍ମ୍ସାସ୍ତରେ ଜୁୟ୍ ସଃବୁ ଲେକା ଆଚେ ସେମଃନ୍ ସେ ସଃବୁ ହୁର୍ନ୍ କଃଲା ହଃଚେ ତାକେ କ୍ରୁସେ ହୁଣି ଉତ୍ରାୟ୍ ଆଣି ମଃସ୍ଣେ ସଃଙ୍ଗାୟ୍ଲାୟ୍ ।
Як же скінчилось усе, що пре Него писано, знявши з дерева, положили у гробі;
30 ମଃତର୍ ଇସ୍ୱର୍ ତାକେ ମଃଲା ତଃୟ୍ ହୁଣି ଉଟାୟ୍ଲା ।
Бог же воскресив Його з мертвих,
31 ଆରେକ୍ ଜୁୟ୍ ଲକ୍ମଃନ୍ ତାର୍ ସଃଙ୍ଗ୍ ଗାଲିଲି ହୁଣି ଜିରୁସାଲମ୍ ଆସି ରିଲାୟ୍ ସେମଃନ୍ ବୁତେକ୍ ଦିନ୍ ହଃତେକ୍ ତାକେ ଦଃକ୍ଲାୟ୍, ସେମଃନ୍ ଇସ୍ରାଏଲ୍ ଲକ୍ମଃନାର୍ ଗିନେ ସାକି ।
Многі днї являв ся Він тим, що поприходили з Ним з Галилеї в Єрусалим; вони сьвідки Його перед людьми.
32 ଆର୍ ଦାଦିବାବୁ ମଃନାର୍ ଚଃମେ କଃଲା ସଃୟ୍ତ୍ ଆମିମଃନ୍ ତୁମିମଃନଃକେ ଇ ନିକ କବୁର୍ ପର୍ଚାର୍ କଃରୁଲୁ ।
А ми вам благовіствуємо обітуваннє, дане отцям,
33 ଇସ୍ୱର୍ ଜିସୁକେ ଉଟାୟ୍ କଃରି ସେମଃନାର୍ ହିଲା ଜେ ଆମିମଃନ୍ ଅଃମାର୍ ଗିନେ ସେ ସଃୟ୍ତ୍ ହୁରୁଣ୍ କଃରିଆଚେ, ଜଃନ୍କଃରି ଗିତ୍ସଙ୍ଗିତା ଦୁୟ୍ ଲଃଗେ ଲେକା ଆଚେ- “ତୁୟ୍ ଅଃମାର୍ ହଅ; ଆଜି ମୁୟ୍ଁ ତର୍ ଉବାଦି ଅୟ୍ଲେ ।”
що його Бог сповнив нам, дітям їх, піднявши Ісуса, як і в другій псальмі написано: Син мій єси Ти; я сьогодні родив Тебе.
34 ସେ ଜେ ମଃଲା ଲକ୍ ତଃୟ୍ହୁଣି ଉଟାୟ୍ ଆଚେ ଆରେକ୍ ସେ ଜେ, ଆର୍ ନଃସ୍ଟ୍ ଜଃଗାୟ୍ ନଃଲେଉଟେ ଇ କଃତା ଇ ହଃର୍କାରେ କୟ୍ଆଚେ- “ମୁୟ୍ଁ ଦାଉଦାର୍ ଚଃମେ ସଃୟ୍ତ୍ କଃଲା ପବିତ୍ର, ଆର୍ ତିର୍ ରେତା ଆସିର୍ବାଦାର୍ ଜୟ୍ଗ୍ ଦଃୟ୍ନ୍ଦ୍ ।”
А що воскресив Його з мертвих, так, що більш не вернеть ся на зотлїннє, то так глаголав: дам вам сьвятий Давидів завіт.
35 ଆରେକ୍ ହେଁ ସାସ୍ତରାର୍ ଗଟେକ୍ ତଃୟ୍ ଲେକାଆଚେ- “ତୁୟ୍ ତକ୍ ମାନ୍ତା ଲକ୍କେ ମଃସ୍ଣେ ନଃସ୍ଟ୍ ଅଃଉଁକେ ନଃଦେସି ।”
Тим і в иншій (псальмі) глаголе: Не даси Сьвятому твоєму видїти зотлїння.
36 ଦାଉଦ୍ ତ ଅଃହ୍ଣାର୍ କାଳାର୍ ଲକ୍ମଃନାର୍ ବିତ୍ରେ ଇସ୍ୱରାର୍ ଇଚା ହଃର୍କାରେ ସେବା କାମ୍ କଃଲା ହଃଚେ ମଃରି ଗଃଲା ଆର୍ ଅଃହ୍ଣାର୍ ଦାଦିବାବୁ ମଃନାର୍ ଚଃମେ ତହ୍ଲାକ୍ ତାର୍ ଗଃଗାଳ୍ ନଃସ୍ଟ୍ ଅୟ୍ଲି,
Давид бо, послуживши своєму родові, Божою волею уснув, і положено його до батьків його, і ввидїв зотлїннє;
37 ମଃତର୍ ଜାକେ ଇସ୍ୱର୍ ମଃର୍ନେହୁଣି ଉଟାୟ୍ଲା ଆଚେ ସେ ନଃସ୍ଟ୍ ନଃୟ୍ ।
Той же, що Його Бог підняв, не видїв зотлїння.
38 ତଃବେ ଏ ବାୟ୍ମଃନ୍ ସୁଣା, ତୁମିମଃନ୍ ଇରି ଜାଣି ରିଆ ଜେ, ଇ ଲକାର୍ ତଃୟ୍ହୁଣି ତୁମାର୍ ଚଃମେ ହାହ୍ କେମାର୍ ନିକ କବୁର୍ ପର୍ଚାର୍ କଃରାଅୟ୍ଆଚେ ମସାର୍ ବିଦି ତଃୟ୍ ସଃବୁ ଲକ୍ ବିସ୍ୱାସ୍ କଃଲେକ୍ ଉଦାର୍ ହାଉତି ।
Відоме ж нехай буде вам, мужі к брати, що через Него вам прощеннє гріхів проповідуєть ся;
39 ଆରେକ୍ ମସାର୍ ସାସ୍ତର୍ ତଃୟ୍ହୁଣି ଜୁୟ୍ ସଃବୁ ବିସୟ୍ ତୁମିମଃନ୍ ଉଦାର୍ ହାୟ୍ ଦଃର୍ମି ଗଃଣା ନୟ୍ଲାସ୍ ବିସ୍ୱାସ୍ କଃର୍ତା ହଃତିଲକ୍ ତାର୍ ତଃୟ୍ହୁଣି ସେସଃବୁ କଃତାୟ୍ ହୁଣି ମୁକ୍ଳି ଦଃର୍ମି ଗଃଣା ଅଃଉତି ।
і від чого не могли ви у законі: , Мойсейовім справдити ся, у Тому всякий віруючий оправдуєть ся.
40 ସେତାକ୍ ଜାଗ୍ରତ୍, କଃଡେବଃଳ୍ ବାବ୍ବାଦିମଃନାର୍ ସାସ୍ତରେ ଜାୟ୍ରି କଃଉଆ ଅୟ୍ଆଚେ ସେରି ଜଃନ୍କଃରି ତୁମିମଃନ୍କେ ନଃଗଟେ ।
Гледїть же, щоб не прийшло на вас те, що сказано в пророків:
41 ଏ ଅମାନ୍ୟାର୍ ଲକ୍ମଃନ୍ ତୁମିମଃନ୍ କାବା ଅୟ୍ ମଃରା, ଇତାକ୍ ମୁୟ୍ଁ ତୁମିମଃନାର୍ ବେଳାୟ୍ ଗଟେକ୍ କାମ୍ କଃରୁଲେ, ଜଦି ସେ କେ ସେ କାମ୍ ତୁମାର୍ ଚଃମେ ଗଟେକ୍ ଗଟେକ୍ କଃରି କାୟ୍ରି କୟ୍ଦ୍, ତଃବେ ତୁମିମଃନ୍ କଃନ୍କଃରି ହେଁ “ସେରି ସଃତ୍ କଃରା ନାୟ୍ ।”
Дивіть ся, гордівники, та дивуйтесь, та й пощезайте, бо дїло роблю я в днї ваші, діло, котрому не увірили б, коли б хто розказував вам.
42 ପାଉଲ୍ ଆର୍ ବର୍ନବା ପାର୍ତ୍ନା ଗଃରେହୁଣି ବାରୟ୍ ଜାତାବଃଳ୍ ଜଃନ୍କଃରି ଆରେକ୍ ଗଟ୍ ବିସାଉଁଣିବାର୍ଦିନ୍ ସେ ସଃବୁ କଃତା ସେମଃନ୍କେ କଃଉଆ ଅୟ୍ଦ୍ ଇତାର୍ ଗିନେ ସେମଃନ୍ ଗଃଉଆରି କଃରୁକେ ଦଃର୍ଲାୟ୍ ।
Як же виходили вони з школи, просили їх погане, щоб і другої суботи говорили слова сї.
43 ପାର୍ତ୍ନା ସଃର୍ଲା ହଃଚେ ଜିଉଦି ଆର୍ ଜିଉଦି ଦଃର୍ମ୍ ଦାରାୟ୍ ମିସ୍ଲା ଅଜିଉଦି ଲକ୍ମଃନାର୍ ବିତ୍ରେ ଗାଦେକ୍ ଲକ୍ ପାଉଲ୍ ଆର୍ ବର୍ନବାର୍ ହଃଚେହଃଚେ ଗଃଲାୟ୍, ପେରିତ୍ମଃନ୍ ସେମଃନାର୍ ସଃଙ୍ଗ୍ କଃତାବାର୍ତା କଃରି ଇସ୍ୱରାର୍ ଦଃୟାୟ୍ ତିର୍ ଅୟ୍ ରେଉଁକ୍ ବୁଜାୟ୍ଲାୟ୍ ।
Як же розійшлась школа, тоді многі з Жидів і побожних нововірцїв ішли слїдом за Павлом та Варнавою, котрі, розмовляючи з ними, напоминали їх, щоб пробували в благодатї Божій.
44 ଆରେକ୍ ଗଟେକ୍ ବିସାଉଁଣି ବିନ୍ ଗଃଳାର୍ ସଃବୁଲକ୍ ଇସ୍ୱର୍ କଃତା ସୁଣୁକ୍ ଗଟେତଃୟ୍ ଅୟ୍ଲାୟ୍ ।
А другої суботи мало не ввесь город зібрав ся слухати слово Боже.
45 ମଃତର୍ ଜିଉଦିମଃନ୍ ଲକ୍ମଃନ୍କେ ଦଃକି ଡାରାୟ୍ ହୁର୍ନ୍ ଅୟ୍ଲାୟ୍, ଆରେକ୍ ଲିନ୍ଦା କଃରି ପାଉଲାର୍ କଃତାକ୍ ଜଃବର୍ ବିରଦ୍ କଃରୁକେ ଦଃର୍ଲାୟ୍ ।
Видївши ж Жиди народ, сповнились завистю, і перечили речам Павла та хулили.
46 ସେତାକ୍ ପାଉଲ୍ ଆର୍ ବର୍ନବା ସାସ୍ ଦଃରି କୟ୍ଲାୟ୍ ହଃର୍ତୁ ତୁମିମଃନାର୍ ତଃୟ୍ ଇସ୍ୱରାର୍ କଃତା କଃଉତା ଲଳାରିଲି, ମଃତର୍ ତୁମିମଃନ୍ ସେରି ନଃସୁଣ୍ଲାସ୍, ଅଃହ୍ଣା ଆହ୍ଣାକେ ଅଃମ୍ବର୍ ଜିବନାର୍ ଜୟ୍ଗ୍ ନାୟ୍ ବଃଲି ବିଚାର୍ କଃଲାକ୍, ଦଃକା ଅଃମି ତୁମିମଃନ୍କେ ଚାଡି ଅଜିଉଦିମଃନାର୍ ତଃୟ୍ ଜଃଉଁଲୁ । (aiōnios )
Озвавшись Павел та Варнава, сказали сьміливо: До вас треба було перше промовити слово Боже; коли ж відкинули ви його і вважаєте себе за недостойних життя вічнього, то ось обертаємось до поган. (aiōnios )
47 କାୟ୍ତାକ୍ ବଃଲେକ୍ ମାପ୍ରୁ ଆମିମଃନ୍କେ ଇ ଆଦେସ୍ ଦଃୟ୍ଆଚେ “ଆମିମଃନ୍ ଇ ଅଜିଉଦି ଲକ୍ମଃନାର୍ ଉଜାଳ୍ ହର୍ ତୁମିମଃନ୍କେ ବାଚି ଆଚୁ ।” ଜଃନ୍କଃରି ତୁମି ହୁର୍ତିବିର୍ ସେସ୍ ହଃତେକ୍ ମୁକ୍ଳାଉତା “ଲକ୍ ହର୍ ଅଃଉଆସ୍ ।”
Так бо заповів нам Господь: Я поставив тебе сьвітлом поганам, щоб був ти на спасеннє до краю землї.
48 ଅଜିଉଦିମଃନ୍ ଇରି ସୁଣି ସଃର୍ଦା ଅୟ୍ଲାୟ୍ ଆର୍ ଇସ୍ୱରାର୍ କଃତାକ୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ ଆରେକ୍ ଜଃତେକ୍ ଲକ୍ ଅଃମ୍ବର୍ ଜିବନ୍ ଗିନେ ବାଚ୍ଲାର୍ ଅୟ୍ରିଲା, ସେମଃନ୍ ବିସ୍ୱାସ୍ କଃଲାୟ୍ । (aiōnios )
Слухаючи ж погане, зраділи, і прославляли слово Господнє, і увірували, скільки було їх призначено до вічнього життя. (aiōnios )
49 ଆର୍ ସଃବୁ ହଲିତଃୟ୍ ମାପ୍ରୁର୍ କଃତା ପର୍ଚାର୍ ଅୟ୍ଲି ।
Розносило ся ж слово Боже по всій тій сторонї.
50 ମଃତର୍ ଜିଉଦି ଅଃଦିକାରି ଅଜିଉଦି ଡାକ୍ ହୁଟା ମାୟ୍ଜିମଃନ୍କେ ଆର୍ ଗଃଳାର୍ ବଃଡ୍ଜାଜକ୍ ଲକ୍ମଃନ୍କେ ଜିଉଦିମଃନ୍ ସଃର୍ଜାୟ୍ଲାୟ୍ । ଆରେକ୍ ପାଉଲ୍ ଆର୍ ବର୍ନବାକ୍ ତାଳ୍ନା କଃରି ଅଃହ୍ଣାର୍ ସଃନ୍ଦି ତଃୟ୍ ହୁଣି ସେମଃନ୍କେ ବାର୍କଃଲାୟ୍ ।
Жиди ж наустили побожних та І поважних жінок і перших у городі, і підняли гоненнє на Павла та Варнаву, та й вигнали їх із гряниць своїх.
51 ସେତାକ୍ ପେରିତ୍ମଃନ୍ ଅଃହ୍ଣା ଅଃହ୍ଣାର୍ ହାଦାର୍ ଦୁଳି ସେମଃନାର୍ ବିରଦେ ହାହଳି ଇକନିଆକେ ଗଃଲାୟ୍ ।
Вони ж обтрусивши порох од ніг своїх на них, пійшли в Іконию.
52 ଆର୍ ଆନ୍ତିୟକିଆୟ୍ ଚେଲାମଃନ୍ ସଃର୍ଦାଅୟ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅଃଉଁକେ ଦଃର୍ଲାୟ୍ ।
Ученики ж сповнились радощами та сьвятим Духом.