< ପେରିତ୍ 13 >
1 ସଃଡେବଃଳ୍ ଆନ୍ତିଅକିଆର୍ ମଣ୍ଡ୍ଳି ତଃୟ୍ ବର୍ନବା, ସିମିୟନ୍ ଜାକେ ନିଗର୍ ବଃଲି କଃଉତି, କୁରିଣିୟର୍ ଲୁକିଅର୍ ତଃଳିଆ ରଃଜା ହେରଦ୍ ତାକେ ବାଡାୟ୍ ରିଲା ମନହେମ୍ ଆର୍ ସାଉଲ୍ ଅଃନ୍କଃରି ବାବ୍ବାଦି ଆର୍ ସିକାଉତା ଲକ୍ ରିଲାୟ୍ ।
Di dalam jemaat di Antiokhia ada nabi-nabi dan guru-guru, yaitu Barnabas, Simeon yang dijuluki Si Hitam, Lukius dari Kirene, Menahem yang dibesarkan bersama-sama Raja Herodes, dan Saulus.
2 ସେମଃନ୍ ମାପ୍ରୁର୍ ସେବା ଆର୍ ଉହାସ୍ କଃର୍ତାବଃଳ୍ ପବିତ୍ର ଆତ୍ମା କୟ୍ଲି, ଜୁୟ୍ କାମାର୍ ଗିନେ ଅଃମି ବର୍ନବା ଆର୍ ସାଉଲ୍କେ କୁଦି ଆଚୁ ସେତାକ୍ ସେମଃନ୍କେ ବିନେ କଃରା ।
Ketika mereka sedang beribadat kepada Tuhan dan berpuasa, Roh Allah berkata kepada mereka, "Pilihlah Barnabas dan Saulus khusus untuk-Ku, supaya mereka mengerjakan pekerjaan yang sudah Kutentukan untuk mereka."
3 ସେତାକ୍ ସେମଃନ୍ ଉହାସ୍ ଆର୍ ପାର୍ତ୍ନା କଃଲା ହଃଚେ, ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାୟ୍ ଆର୍ ସେମଃନ୍କେ ହଃଟାୟ୍ଲାୟ୍ ।
Setelah berpuasa dan berdoa mereka meletakkan tangan ke atas Barnabas dan Saulus lalu mengutus mereka berdua.
4 ଇ ହଃର୍କାରେ ବର୍ନବା ଆର୍ ସାଉଲ୍ ପବିତ୍ର ଆତ୍ମା ହଃଟାୟ୍ଲାକେ ସେଲୁକିଆକ୍ ଗଃଲାୟ୍, ସେତି ହୁଣି ହାଣି ଜାଜେ ଚଃଗି ସାଇପ୍ରସ୍ ହାକ୍ ଗଃଲାୟ୍ ।
Karena diutus oleh Roh Allah, Barnabas dan Saulus berangkat ke Seleukia. Dari sana mereka berlayar ke pulau Siprus.
5 ସେମଃନ୍ ସାଲମି ତଃୟ୍ ହଚ୍ଲା ହଃଚେ ଜିଉଦିମଃନାର୍ ସଃବୁ ପାର୍ତ୍ନା ଗଃରେ ଇସ୍ୱରାର୍ କଃତା ପର୍ଚାର୍ କଃରୁକେ ଦଃର୍ଲାୟ୍, ଆର୍ ଜହନ୍ ମାର୍କ ହେଁ ସେମଃନ୍କେ ଉହ୍କାର୍ କଃରୁକେ ସେମଃନାର୍ ସଃଙ୍ଗ୍ ରିଲା ।
Ketika sampai di Salamis, mereka memberitakan perkataan Allah di rumah-rumah ibadat Yahudi. Yohanes Markus membantu mereka dalam perjalanan mereka.
6 ଆରେକ୍ ସେମଃନ୍ ଚାରିହାକ୍ ଟାପୁମଃନ୍କେ ବୁଲି ବୁଲି ପାପସ୍କେ ଆସି ଗଟେକ୍ ବମ୍ଳାଉତା ବାବ୍ବାଦିକେ ଦଃକ୍ଲାୟ୍, ସେ ଗଟେକ୍ ଜିଉଦି ଆର୍ ତାର୍ ନାଉଁ ବାର୍ଜିସୁ ।
Seluruh pulau itu mereka jelajahi sampai ke Pafos. Di sana mereka berjumpa dengan seorang Yahudi, bernama Bar Yesus. Ia tukang sihir yang mengaku diri nabi.
7 ସେ ରଃଜା ବାଚ୍ଲା ଗୁମୁସ୍ତା ସେର୍ଗିଅ ପାଉଲାର୍ ସଃଙ୍ଗୁଆଳି ରିଲା, ସେ ରଃଜା ବାଚ୍ଲା ଗୁମୁସ୍ତା ଲକ୍ ଗଟେକ୍ ବୁଦିମାନ୍ ଲକ୍ ରିଲା, ସେ ଇସ୍ୱରାର୍ କଃତା ସୁଣୁକ୍ ମଃନ୍ କଃରି ବର୍ନବା ଆର୍ ସାଉଲ୍କେ ତାର୍ ଚଃମେ କୁଦାୟ୍ଲା ।
Sergius Paulus, gubernur pulau itu adalah kawan dekat tukang sihir itu. Gubernur itu adalah seorang yang cerdas dan bijaksana. Ia memanggil Barnabas dan Saulus sebab ia ingin mendengar perkataan Allah.
8 ମଃତର୍ ସେ ଗୁଣିଆ ଏଲିମା, ଇରି ତାର୍ ଗ୍ରିକ୍ ନାଉଁ, ସେ ରଃଜାର୍ ବାଚ୍ଲା ଅଃଦିକାରି ଜଃନ୍କଃରି କି କ୍ରିସ୍ଟକେ ବିସ୍ୱାସ୍ ନଃକେରେ ସେତାର୍ଗିନେ ସେମଃନ୍କେ ବାଦା ଦେଉଁକ୍ ଦଃର୍ଲା ।
Tetapi Barnabas dan Saulus ditentang oleh Elimas ahli sihir itu, karena Elimas (itulah namanya dalam bahasa Yunani) berusaha supaya gubernur itu jangan sampai percaya kepada Yesus.
9 ମଃତର୍ ସାଉଲ୍ ଜାକେ ପାଉଲ୍ ବଃଲି ହେଁ କଃଉତି, ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ ତାକେ ଗଃଡିୟା ଗଃଡିୟା ଦଃକି କଃରି କୟ୍ଲା,
Tetapi Saulus--yang disebut juga Paulus--dikuasai oleh Roh Allah, sehingga ia memandang ahli sihir itu,
10 “ଏ ସୟ୍ତାନାର୍ ହୟ୍ସି ତୁୟ୍ ସଃବୁ ହଃର୍କାର୍ ହେଟ୍କୁଟ୍ୟା ଆର୍ ଟକୁଆ ଆର୍ ସଃବୁ ହଃର୍କାର୍ ଦଃର୍ମାର୍ ସଃତ୍ରୁ, ତୁୟ୍ ସଃବୁବଃଳ୍ ମାପ୍ରୁର୍ ସଃତ୍କେ ମିଚ୍ କଃରୁକେ ଚେସ୍ଟା କଃରୁଲିସ୍ ।
lalu berkata, "Hai penipu ulung, anak jahanam! Kau musuh segala yang baik. Mengapa kau tidak mau berhenti merusak rencana Allah untuk menyelamatkan manusia?
11 ଆର୍ ଅଃବେ ଦଃକ୍ ମାପ୍ରୁର୍ ଆତ୍ ତର୍ ଉହ୍ରେ ଆଚେ, ତୁୟ୍ କାଣା ଅୟ୍ କଃତି ଗଃଟା ହଃତେକ୍ ବେଳ୍କେ ଦଃକୁ ନଃହାର୍ସି । ସେଦାହ୍ରେ ଦୁୟେଁରି ଆର୍ ଅଃନ୍ଦାର୍ ତାକେ ଡାହ୍ଲି” ସେତାକ୍ ତାକେ ଆତ୍ ଦଃରି କାଡାଉଁକ୍ ସେ ଏଣେ ତେଣେ ଆଣ୍ଡଳି ଲକ୍କେ ଲଳୁକ୍ ଦଃର୍ଲା ।
Sekarang lihat, Tuhan akan menghukum engkau! Kau akan menjadi buta, sampai kau tidak dapat melihat cahaya matahari lagi sementara waktu." Saat itu juga Elimas merasa ada kabut yang hitam menutupi matanya, sehingga ia berjalan meraba-raba mencari orang untuk menuntunnya.
12 ସେ ରଃଜା ବାଚ୍ଲା ଗୁମୁସ୍ତା ଇ ଗଃଟ୍ଣା ଦଃକି ମାପ୍ରୁର୍ ତଃୟ୍ ବିସ୍ୱାସ୍ କଃଲା ବଃଲେକ୍ ସେ ମାପ୍ରୁର୍ କଃତା ସୁଣି କାବା ଅୟ୍ରିଲା ।
Ketika gubernur itu melihat apa yang telah terjadi, ia percaya kepada Yesus; sebab ia kagum sekali akan ajaran tentang Tuhan.
13 ହଃଚେ ପାଉଲ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ ପାପସ୍ ଟାଣେ ହୁଣି ହାଣି ଜାଜେ ପପୁଲିଆର୍ ପର୍ଗିକେ ଆୟ୍ଲାୟ୍, ମଃତର୍ ଜହନ୍ ମାର୍କ ସେମଃନ୍କେ ଚାଡିକଃରି ଜିରୁସାଲମ୍ ବାଉଳି ଗଃଲା ।
Dari Pafos, Paulus dan kawan-kawannya berlayar ke Perga di Pamfilia. Di situ Yohanes Markus meninggalkan mereka, lalu kembali ke Yerusalem.
14 ସେମଃନ୍ ପର୍ଗି ହୁଣି ଜାୟ୍କଃରି ପିସିଦିଆର୍ ଆନ୍ତିଅକିଆ ହଚ୍ଲାୟ୍ ଆର୍ ବିସାଉଁଣିବାର୍ ବିନ୍ ଜିଉଦିମଃନାର୍ ପାର୍ତ୍ନା ଗଃରେ ଜାୟ୍ ବଃସ୍ଲାୟ୍ ।
Dari Perga, mereka melanjutkan perjalanan ke Antiokhia di Pisidia, kemudian pada hari Sabat mereka pergi duduk dalam rumah ibadat.
15 ଆରେକ୍ ମସାର୍ ସାସ୍ତର୍ ଆର୍ ବାବ୍ବାଦିର୍ ସାସ୍ତର୍ ହଳ୍ଲା ହଃଚେ ପାର୍ତ୍ନା ଗଃରାର୍ ମୁଳିକାମଃନ୍ ସେମଃନାର୍ ହାକ୍ ଇରି କୟ୍ ହଃଟାୟ୍ଲାୟ୍ “ବାୟ୍ମଃନ୍ ଲକ୍ମଃନାର୍ ଗିନେ ଜଦି ତୁମିମଃନାର୍ କାୟ୍ ସିକ୍ୟା ଦେତାର୍ କଃତା ଆଚେ ତଃବେ କଃଉଆ ।”
Setelah Buku Musa dan Buku Nabi-nabi dibacakan, pemimpin-pemimpin rumah ibadat itu menyuruh orang bertanya kepada Paulus dan kawan-kawannya, "Saudara-saudara, kalau Saudara punya sesuatu nasihat untuk orang-orang ini, silakan menyampaikan nasihat itu."
16 ସେତାକ୍ ପାଉଲ୍ ଟିଆ ଅୟ୍ ଆତ୍ସଃଗ୍ୟା କଃରି କଃଉଁକେ ଦଃର୍ଲା ଏ ଇସ୍ରାଏଲ୍ ଲକ୍ମଃନ୍ ଆର୍ ଇସ୍ୱର୍କେ ମାନ୍ତା ଲକ୍ମଃନ୍ ମର୍ କଃତା ସୁଣା,
Paulus pun berdiri, lalu memberi isyarat dengan tangannya, kemudian berkata, "Saudara-saudaraku bangsa Israel dan semua saudara-saudara yang lainnya di sini yang taat kepada Allah! Coba dengarkan saya:
17 ଇସ୍ରାଏଲ୍ ଜାତିର୍ ଇସ୍ୱର୍ ଅଃମିମଃନାର୍ ଦାଦିବାବୁମଃନ୍କେ ବାଚ୍ଲା ଆର୍ ସେମଃନ୍ ମିସର୍ ଦେସେ ବାସା କଃର୍ତି ରିଲାୟ୍ ସଃଡେବଃଳ୍ ସେମ୍ନଃକେ ଉହ୍ରେ ଉଟାୟ୍ଲା ଆରେକ୍ ତାର୍ ବଃଳ୍ ସଃକାତ୍ ଆତେ ସେତି ହୁଣି ସେମ୍ନଃକେ ବାର୍କଃରି ଆଣ୍ଲା ।
Allah bangsa Israel sudah memilih nenek moyang kita, dan menjadikan bangsa ini bangsa yang besar sewaktu mereka tinggal di Mesir sebagai orang asing. Kemudian dengan kuasa yang besar Allah membawa mereka keluar dari Mesir.
18 ହଃଚେ ଚାଳିସ୍ ବଃର୍ସ୍ ହଃତେକ୍ ସୁକ୍ଲା ବଃଟାୟ୍ ସେମଃନାର୍ ଗେଞ୍ଜ୍ଣା ସମ୍ୱାଳ୍ଲା ।
Ia bersabar terhadap tingkah laku mereka di padang gurun empat puluh tahun lamanya.
19 ଆରେକ୍ କିଣାନ୍ ଦେସାର୍ ସାତ୍ଗଟ୍ ବଃଉଁସାର୍ ଲକ୍ମଃନ୍କେ ନାସ୍ କଃରି,
Tujuh bangsa Ia musnahkan di negeri Kanaan untuk membagi-bagikan negeri itu kepada bangsa Israel supaya negeri itu menjadi milik mereka.
20 ହାକାହାକି ଚାରିସଅ ଦୁୟକଳିଦଃସ୍ ବଃର୍ସ୍ ବିତ୍ରେ ଇସଃବୁ ଗଃଟ୍ଣା ଗଃଟ୍ଲି । “ଇତାର୍ ହଃଚେ ବାବ୍ବାଦି ସାମୁଏଲ୍ ହଃତେକ୍ ବିଚାର୍କ୍ର୍ତା ଲକ୍ମଃନ୍କେ ବାଚ୍ଲା ।”
Semuanya itu berlangsung 450 tahun lamanya. Sesudah pembagian negeri Kanaan itu, Allah memberikan kepada mereka hakim-hakim. Hakim terakhir ialah Nabi Samuel.
21 ତାର୍ ହଃଚେ ସେମଃନ୍ ଗଟେକ୍ ରଃଜା ହାଉଁକେ ପାର୍ତ୍ନା କଃଲାୟ୍, ଆର୍ ଇସ୍ୱର୍ ଦୁୟ୍କଳି ବଃର୍ସ୍ ହଃତେକ୍ ବିନ୍ୟାମିନ୍ ବଃଉଁସାର୍ କିସାର୍ ହୟ୍ସି ସାଉଲ୍କେ ସେମଃନ୍କେ ରଃଜା କଃରି ଦିଲା ।
Kemudian mereka minta seorang raja. Allah memberikan kepada mereka Saul anak Kis dari suku bangsa Benyamin untuk menjadi raja mereka selama empat puluh tahun.
22 ହଃଚେ ଇସ୍ୱର୍ ତାକେ ରଃଜା ହଃଦ୍ କାଡିକଃରି ସେମଃନାର୍ ରଃଜା ଅଃଉଁକେ ଦାଉଦ୍କେ ବାଚ୍ଲା ସେ ହେଁ ତାର୍ କଃତା ସାକି ଅୟ୍ କୟ୍ଲା ଅଃମି ଜିସିର୍ ଦାଉଦ୍କେ ମିଳାୟ୍ ଆଚୁ ସେ ଅଃମାର୍ ମଃନ୍ କଃଲା ଲକ୍, ସେ ସଃବୁ କଃତାୟ୍ ଅଃମାର୍ ଇଚା ମାନେଦ୍ ।
Setelah Allah menggeserkan dia dari kedudukannya, Allah mengangkat pula Daud menjadi raja mereka. Dan inilah yang dikatakan Allah tentang Daud, 'Aku sudah mendapati Daud anak Isai itu seorang yang menyenangkan hati-Ku. Ialah orang yang akan melaksanakan kemauan-Ku.'
23 ତାର୍ ବଃଉଁସ୍ ହୁଣି ଇସ୍ୱରାର୍ ସଃୟ୍ତ୍ ହଃର୍କାରେ ଇସ୍ରାଏଲାର୍ ଗିନେ ଗଟେକ୍ ମୁକ୍ଳାଉତା ଲକ୍ ବଃଲେକ୍ ଜିସୁକେ ହଃଟାୟ୍ଦ୍ ।
Dari keturunan Daud itulah Allah menyediakan bagi bangsa Israel seorang Raja Penyelamat, seperti yang telah dijanjikan-Nya. Dan Yesus itulah Raja Penyelamat itu.
24 ଜିସୁ ତାର୍ କାମ୍ ଆରୁମ୍ କଃର୍ତା ହୁର୍ବେ ଜହନ୍ ସଃବୁ ଇସ୍ରାଏଲ୍ ଲକାର୍ ଚଃମେ ହଃର୍ତୁ ମଃନ୍ ବାଦ୍ଲାଉତା ବାପ୍ତିସମ୍ ପର୍ଚାର୍ କଃରି ରିଲା ।
Sebelum Yesus mulai menjalankan tugas-Nya, Yohanes sudah menyerukan kepada orang-orang Israel supaya mereka bertobat dari dosa mereka dan dibaptis.
25 ଆର୍ ଜହନ୍ ଅଃହ୍ଣାର୍ ଟିକ୍ କଃଲା କାମ୍ ସଃରାଉଁ ସଃରାଉଁ ଲକ୍ମଃନ୍କେ କୟ୍ଲା, ମୁୟ୍ଁ ଜେ ବଃଲି ତୁମିମଃନ୍ ମଃନେ ବାବୁଲାସ୍ ମୁୟ୍ଁ ସେ ନାୟ୍, ମଃତର୍ ଦଃକା ମର୍ ହଃଚେ ଗଟେକ୍ ଲକ୍ ଆସୁଲା, ତାର୍ ହାଦାର୍ ହାଣ୍ଡାୟ୍ କୁସ୍ଳାଉଁକେ ମୁୟ୍ଁ ଜୟ୍ଗ୍ ନାୟ୍ ।
Dan menjelang akhir pekerjaannya, Yohanes berkata kepada orang-orang, 'Siapakah saya ini menurut pendapat kalian? Saya bukan Orang yang kalian tunggu-tunggu. Ingat, Orang itu akan datang sesudah saya; untuk membuka sepatu-Nya pun saya tidak layak.'
26 “ଏ ବାୟ୍ମଃନ୍ ଅବ୍ରାହାମ୍ ବଃଉଁସାର୍ ହିଲାମଃନ୍ ଆର୍ ତୁମିମଃନାର୍ ବିତ୍ରେ ଇସ୍ୱର୍ କେ ମାନ୍ତା ଅଜିଉଦିମଃନ୍ ଅଃମାର୍ ଚଃମେ ଇ ମୁକ୍ଳାଉତା କଃତା କୟ୍ ହଃଟାୟ୍ ଆଚେ ।”
Saudara-saudara keturunan Abraham, dan semua Saudara-saudara yang lainnya di sini yang taat kepada Allah! Allah sudah mengirim kepada kita berita keselamatan itu;
27 କାୟ୍ତାକ୍ବଃଲେକ୍ ଜିରୁସାଲମାର୍ ଲକ୍ମଃନ୍ ଆରେକ୍ ସେମଃନାର୍ ମୁଳିକାମଃନ୍ ଜିସୁକେ ମୁକ୍ତିକାରି ବଃଲି ନଃଜାଣି ଆରେକ୍ ହଃତି ବିସାଉଁଣିବାର୍ଦିନ୍ ହଳ୍ତା ବାବ୍ବାଦିମଃନାର୍ କଃତା ସଃବ୍କେ ନଃଜାଣିକଃରି ତାକେ ଦସି ବାବେ ବିଚାର୍ କଃରି ସଃବୁ ହୁରୁଣ୍ କଃଲାୟ୍ ।
sebab orang-orang yang tinggal di Yerusalem dan pemimpin-pemimpin mereka tidak menyadari bahwa Dialah penyelamat itu. Mereka tidak mengerti ajaran nabi-nabi yang dibacakan setiap hari Sabat, sehingga mereka menghukum Yesus. Tetapi justru dengan melakukan yang demikian mereka menyebabkan bahwa apa yang dinubuatkan oleh nabi-nabi itu terjadi.
28 ଆର୍ ମଃର୍ନ୍ ଦଃଣ୍ଡାର୍ କାୟ୍ ଦଃସ୍ ନଃହାୟ୍ଲେକ୍ ହେଁ ତାକେ ମାରୁକ୍ ପିଲାତକେ ଗଃଉଆରି କଃଲାୟ୍ ।
Meskipun mereka tidak bisa menemukan sesuatu pun pada-Nya yang patut dihukum dengan hukuman mati, namun mereka minta kepada Pilatus supaya Ia dibunuh.
29 ଆରେକ୍ ତାର୍ ବିସୟେ ଦଃର୍ମ୍ସାସ୍ତରେ ଜୁୟ୍ ସଃବୁ ଲେକା ଆଚେ ସେମଃନ୍ ସେ ସଃବୁ ହୁର୍ନ୍ କଃଲା ହଃଚେ ତାକେ କ୍ରୁସେ ହୁଣି ଉତ୍ରାୟ୍ ଆଣି ମଃସ୍ଣେ ସଃଙ୍ଗାୟ୍ଲାୟ୍ ।
Dan setelah mereka selesai melaksanakan semuanya yang sudah tertulis dalam Alkitab tentang Dia, mereka menurunkan jenazah-Nya dari kayu salib, lalu meletakkan-Nya di dalam kubur.
30 ମଃତର୍ ଇସ୍ୱର୍ ତାକେ ମଃଲା ତଃୟ୍ ହୁଣି ଉଟାୟ୍ଲା ।
Tetapi Allah menghidupkan-Nya kembali dari kematian.
31 ଆରେକ୍ ଜୁୟ୍ ଲକ୍ମଃନ୍ ତାର୍ ସଃଙ୍ଗ୍ ଗାଲିଲି ହୁଣି ଜିରୁସାଲମ୍ ଆସି ରିଲାୟ୍ ସେମଃନ୍ ବୁତେକ୍ ଦିନ୍ ହଃତେକ୍ ତାକେ ଦଃକ୍ଲାୟ୍, ସେମଃନ୍ ଇସ୍ରାଏଲ୍ ଲକ୍ମଃନାର୍ ଗିନେ ସାକି ।
Kemudian berhari-hari lamanya Ia datang memperlihatkan diri kepada orang-orang yang sudah datang dengan Dia dari Galilea ke Yerusalem. Mereka itulah yang sekarang menjadi saksi-saksi untuk Dia kepada bangsa Israel.
32 ଆର୍ ଦାଦିବାବୁ ମଃନାର୍ ଚଃମେ କଃଲା ସଃୟ୍ତ୍ ଆମିମଃନ୍ ତୁମିମଃନଃକେ ଇ ନିକ କବୁର୍ ପର୍ଚାର୍ କଃରୁଲୁ ।
Jadi, sekarang ini kami menyampaikan Kabar Baik itu kepadamu: Apa yang Allah sudah janjikan kepada nenek moyang kita,
33 ଇସ୍ୱର୍ ଜିସୁକେ ଉଟାୟ୍ କଃରି ସେମଃନାର୍ ହିଲା ଜେ ଆମିମଃନ୍ ଅଃମାର୍ ଗିନେ ସେ ସଃୟ୍ତ୍ ହୁରୁଣ୍ କଃରିଆଚେ, ଜଃନ୍କଃରି ଗିତ୍ସଙ୍ଗିତା ଦୁୟ୍ ଲଃଗେ ଲେକା ଆଚେ- “ତୁୟ୍ ଅଃମାର୍ ହଅ; ଆଜି ମୁୟ୍ଁ ତର୍ ଉବାଦି ଅୟ୍ଲେ ।”
itu sudah Ia laksanakan pada kita dengan menghidupkan Yesus kembali dari kematian. Sebab di dalam Mazmur yang kedua ada tertulis, 'Engkaulah Anak-Ku, pada hari ini Aku telah menjadi Bapa-Mu.'
34 ସେ ଜେ ମଃଲା ଲକ୍ ତଃୟ୍ହୁଣି ଉଟାୟ୍ ଆଚେ ଆରେକ୍ ସେ ଜେ, ଆର୍ ନଃସ୍ଟ୍ ଜଃଗାୟ୍ ନଃଲେଉଟେ ଇ କଃତା ଇ ହଃର୍କାରେ କୟ୍ଆଚେ- “ମୁୟ୍ଁ ଦାଉଦାର୍ ଚଃମେ ସଃୟ୍ତ୍ କଃଲା ପବିତ୍ର, ଆର୍ ତିର୍ ରେତା ଆସିର୍ବାଦାର୍ ଜୟ୍ଗ୍ ଦଃୟ୍ନ୍ଦ୍ ।”
Allah sudah menghidupkan Dia kembali dari kematian. Sekarang Ia tidak akan lagi mengalami kematian di dalam kubur. Tentang hal itu Allah berkata, 'Aku akan memberikan kepada-Mu janji suci yang pasti akan ditepati, yang sudah Kujanjikan kepada Daud.'
35 ଆରେକ୍ ହେଁ ସାସ୍ତରାର୍ ଗଟେକ୍ ତଃୟ୍ ଲେକାଆଚେ- “ତୁୟ୍ ତକ୍ ମାନ୍ତା ଲକ୍କେ ମଃସ୍ଣେ ନଃସ୍ଟ୍ ଅଃଉଁକେ ନଃଦେସି ।”
Begitu juga di dalam ayat lain dikatakan, 'Engkau tidak akan membiarkan Hamba-Mu yang setia itu membusuk di dalam kubur.'
36 ଦାଉଦ୍ ତ ଅଃହ୍ଣାର୍ କାଳାର୍ ଲକ୍ମଃନାର୍ ବିତ୍ରେ ଇସ୍ୱରାର୍ ଇଚା ହଃର୍କାରେ ସେବା କାମ୍ କଃଲା ହଃଚେ ମଃରି ଗଃଲା ଆର୍ ଅଃହ୍ଣାର୍ ଦାଦିବାବୁ ମଃନାର୍ ଚଃମେ ତହ୍ଲାକ୍ ତାର୍ ଗଃଗାଳ୍ ନଃସ୍ଟ୍ ଅୟ୍ଲି,
Daud sudah mati dan dikuburkan juga bersama-sama dengan nenek moyangnya, sesudah ia melakukan apa yang Allah suruh ia lakukan. Mayat Daud pun sudah hancur habis semuanya.
37 ମଃତର୍ ଜାକେ ଇସ୍ୱର୍ ମଃର୍ନେହୁଣି ଉଟାୟ୍ଲା ଆଚେ ସେ ନଃସ୍ଟ୍ ନଃୟ୍ ।
Tetapi Yesus, yang Allah hidupkan kembali dari kematian, Yesus itu tidak hancur habis.
38 ତଃବେ ଏ ବାୟ୍ମଃନ୍ ସୁଣା, ତୁମିମଃନ୍ ଇରି ଜାଣି ରିଆ ଜେ, ଇ ଲକାର୍ ତଃୟ୍ହୁଣି ତୁମାର୍ ଚଃମେ ହାହ୍ କେମାର୍ ନିକ କବୁର୍ ପର୍ଚାର୍ କଃରାଅୟ୍ଆଚେ ମସାର୍ ବିଦି ତଃୟ୍ ସଃବୁ ଲକ୍ ବିସ୍ୱାସ୍ କଃଲେକ୍ ଉଦାର୍ ହାଉତି ।
Sebab itu Saudara-saudara, haruslah kalian tahu bahwa melalui Yesus ini berita tentang pengampunan dosa diberitakan kepadamu; kalian harus tahu bahwa setiap orang yang percaya kepada-Nya, dibebaskan dari segala dosa yang tidak bisa dihapuskan melalui perintah-perintah Allah yang disampaikan oleh Musa.
39 ଆରେକ୍ ମସାର୍ ସାସ୍ତର୍ ତଃୟ୍ହୁଣି ଜୁୟ୍ ସଃବୁ ବିସୟ୍ ତୁମିମଃନ୍ ଉଦାର୍ ହାୟ୍ ଦଃର୍ମି ଗଃଣା ନୟ୍ଲାସ୍ ବିସ୍ୱାସ୍ କଃର୍ତା ହଃତିଲକ୍ ତାର୍ ତଃୟ୍ହୁଣି ସେସଃବୁ କଃତାୟ୍ ହୁଣି ମୁକ୍ଳି ଦଃର୍ମି ଗଃଣା ଅଃଉତି ।
40 ସେତାକ୍ ଜାଗ୍ରତ୍, କଃଡେବଃଳ୍ ବାବ୍ବାଦିମଃନାର୍ ସାସ୍ତରେ ଜାୟ୍ରି କଃଉଆ ଅୟ୍ଆଚେ ସେରି ଜଃନ୍କଃରି ତୁମିମଃନ୍କେ ନଃଗଟେ ।
Itu sebabnya kalian harus memperhatikan baik-baik, jangan sampai terjadi pada kalian apa yang nabi-nabi katakan ini,
41 ଏ ଅମାନ୍ୟାର୍ ଲକ୍ମଃନ୍ ତୁମିମଃନ୍ କାବା ଅୟ୍ ମଃରା, ଇତାକ୍ ମୁୟ୍ଁ ତୁମିମଃନାର୍ ବେଳାୟ୍ ଗଟେକ୍ କାମ୍ କଃରୁଲେ, ଜଦି ସେ କେ ସେ କାମ୍ ତୁମାର୍ ଚଃମେ ଗଟେକ୍ ଗଟେକ୍ କଃରି କାୟ୍ରି କୟ୍ଦ୍, ତଃବେ ତୁମିମଃନ୍ କଃନ୍କଃରି ହେଁ “ସେରି ସଃତ୍ କଃରା ନାୟ୍ ।”
'Perhatikan baik-baik, hai kamu orang-orang yang suka menghina! Kamu akan heran, lalu mati! Sebab pada zaman ini Aku sedang melakukan sesuatu yang kamu sendiri tidak akan mempercayainya, meskipun ada orang menerangkannya kepadamu.'"
42 ପାଉଲ୍ ଆର୍ ବର୍ନବା ପାର୍ତ୍ନା ଗଃରେହୁଣି ବାରୟ୍ ଜାତାବଃଳ୍ ଜଃନ୍କଃରି ଆରେକ୍ ଗଟ୍ ବିସାଉଁଣିବାର୍ଦିନ୍ ସେ ସଃବୁ କଃତା ସେମଃନ୍କେ କଃଉଆ ଅୟ୍ଦ୍ ଇତାର୍ ଗିନେ ସେମଃନ୍ ଗଃଉଆରି କଃରୁକେ ଦଃର୍ଲାୟ୍ ।
Ketika Paulus dan Barnabas meninggalkan rumah ibadat itu, orang-orang di rumah ibadat itu minta mereka kembali lagi pada hari Sabat berikutnya, untuk menerangkan lebih lanjut tentang hal-hal itu.
43 ପାର୍ତ୍ନା ସଃର୍ଲା ହଃଚେ ଜିଉଦି ଆର୍ ଜିଉଦି ଦଃର୍ମ୍ ଦାରାୟ୍ ମିସ୍ଲା ଅଜିଉଦି ଲକ୍ମଃନାର୍ ବିତ୍ରେ ଗାଦେକ୍ ଲକ୍ ପାଉଲ୍ ଆର୍ ବର୍ନବାର୍ ହଃଚେହଃଚେ ଗଃଲାୟ୍, ପେରିତ୍ମଃନ୍ ସେମଃନାର୍ ସଃଙ୍ଗ୍ କଃତାବାର୍ତା କଃରି ଇସ୍ୱରାର୍ ଦଃୟାୟ୍ ତିର୍ ଅୟ୍ ରେଉଁକ୍ ବୁଜାୟ୍ଲାୟ୍ ।
Sesudah orang-orang keluar dari rumah ibadat itu, Paulus dan Barnabas diikuti oleh banyak orang Yahudi dan orang bangsa lain yang sudah masuk agama Yahudi. Maka rasul-rasul itu menasihati mereka supaya mereka terus bersandar pada rahmat Allah.
44 ଆରେକ୍ ଗଟେକ୍ ବିସାଉଁଣି ବିନ୍ ଗଃଳାର୍ ସଃବୁଲକ୍ ଇସ୍ୱର୍ କଃତା ସୁଣୁକ୍ ଗଟେତଃୟ୍ ଅୟ୍ଲାୟ୍ ।
Pada hari Sabat berikutnya, hampir semua orang di kota itu datang mendengar perkataan Tuhan.
45 ମଃତର୍ ଜିଉଦିମଃନ୍ ଲକ୍ମଃନ୍କେ ଦଃକି ଡାରାୟ୍ ହୁର୍ନ୍ ଅୟ୍ଲାୟ୍, ଆରେକ୍ ଲିନ୍ଦା କଃରି ପାଉଲାର୍ କଃତାକ୍ ଜଃବର୍ ବିରଦ୍ କଃରୁକେ ଦଃର୍ଲାୟ୍ ।
Ketika orang-orang Yahudi melihat orang banyak itu, mereka iri hati sekali. Mereka menghina Paulus dan menentang semua yang dikatakannya.
46 ସେତାକ୍ ପାଉଲ୍ ଆର୍ ବର୍ନବା ସାସ୍ ଦଃରି କୟ୍ଲାୟ୍ ହଃର୍ତୁ ତୁମିମଃନାର୍ ତଃୟ୍ ଇସ୍ୱରାର୍ କଃତା କଃଉତା ଲଳାରିଲି, ମଃତର୍ ତୁମିମଃନ୍ ସେରି ନଃସୁଣ୍ଲାସ୍, ଅଃହ୍ଣା ଆହ୍ଣାକେ ଅଃମ୍ବର୍ ଜିବନାର୍ ଜୟ୍ଗ୍ ନାୟ୍ ବଃଲି ବିଚାର୍ କଃଲାକ୍, ଦଃକା ଅଃମି ତୁମିମଃନ୍କେ ଚାଡି ଅଜିଉଦିମଃନାର୍ ତଃୟ୍ ଜଃଉଁଲୁ । (aiōnios )
Tetapi dengan lebih berani lagi Paulus dan Barnabas berbicara terus terang. Mereka berkata, "Perkataan Allah memang harus disampaikan kepada kalian dahulu. Tetapi karena kalian tidak mau menerimanya, kalian sudah menentukan sendiri bahwa kalian tidak patut menerima hidup sejati dan kekal. Dan sekarang kami meninggalkan kalian dan pergi kepada bangsa lain. (aiōnios )
47 କାୟ୍ତାକ୍ ବଃଲେକ୍ ମାପ୍ରୁ ଆମିମଃନ୍କେ ଇ ଆଦେସ୍ ଦଃୟ୍ଆଚେ “ଆମିମଃନ୍ ଇ ଅଜିଉଦି ଲକ୍ମଃନାର୍ ଉଜାଳ୍ ହର୍ ତୁମିମଃନ୍କେ ବାଚି ଆଚୁ ।” ଜଃନ୍କଃରି ତୁମି ହୁର୍ତିବିର୍ ସେସ୍ ହଃତେକ୍ ମୁକ୍ଳାଉତା “ଲକ୍ ହର୍ ଅଃଉଆସ୍ ।”
Sebab inilah perintah Tuhan kepada kami; Tuhan berkata, 'Aku sudah menentukan kamu menjadi suatu terang bagi orang-orang bangsa lain yang bukan Yahudi, supaya kamu mendatangkan keselamatan kepada seluruh dunia.'"
48 ଅଜିଉଦିମଃନ୍ ଇରି ସୁଣି ସଃର୍ଦା ଅୟ୍ଲାୟ୍ ଆର୍ ଇସ୍ୱରାର୍ କଃତାକ୍ ଜଃଜ୍ମାନ୍ କଃରୁକେ ଦଃର୍ଲାୟ୍ ଆରେକ୍ ଜଃତେକ୍ ଲକ୍ ଅଃମ୍ବର୍ ଜିବନ୍ ଗିନେ ବାଚ୍ଲାର୍ ଅୟ୍ରିଲା, ସେମଃନ୍ ବିସ୍ୱାସ୍ କଃଲାୟ୍ । (aiōnios )
Pada waktu orang-orang bangsa lain yang bukan Yahudi mendengar itu, mereka senang sekali, lalu memuji-muji perkataan Tuhan. Dan orang-orang yang sudah ditentukan oleh Allah untuk mendapat hidup sejati dan kekal, orang-orang itu percaya. (aiōnios )
49 ଆର୍ ସଃବୁ ହଲିତଃୟ୍ ମାପ୍ରୁର୍ କଃତା ପର୍ଚାର୍ ଅୟ୍ଲି ।
Perkataan Tuhan pun tersebar ke mana-mana di seluruh daerah itu.
50 ମଃତର୍ ଜିଉଦି ଅଃଦିକାରି ଅଜିଉଦି ଡାକ୍ ହୁଟା ମାୟ୍ଜିମଃନ୍କେ ଆର୍ ଗଃଳାର୍ ବଃଡ୍ଜାଜକ୍ ଲକ୍ମଃନ୍କେ ଜିଉଦିମଃନ୍ ସଃର୍ଜାୟ୍ଲାୟ୍ । ଆରେକ୍ ପାଉଲ୍ ଆର୍ ବର୍ନବାକ୍ ତାଳ୍ନା କଃରି ଅଃହ୍ଣାର୍ ସଃନ୍ଦି ତଃୟ୍ ହୁଣି ସେମଃନ୍କେ ବାର୍କଃଲାୟ୍ ।
Tetapi pembesar-pembesar kota itu dan wanita-wanita dari golongan orang-orang tinggi yang takut kepada Allah, dihasut oleh orang-orang Yahudi. Mereka menimbulkan permusuhan terhadap Paulus dan Barnabas, dan mengusir mereka berdua dari daerah itu.
51 ସେତାକ୍ ପେରିତ୍ମଃନ୍ ଅଃହ୍ଣା ଅଃହ୍ଣାର୍ ହାଦାର୍ ଦୁଳି ସେମଃନାର୍ ବିରଦେ ହାହଳି ଇକନିଆକେ ଗଃଲାୟ୍ ।
Maka rasul-rasul itu mengebaskan debu kaki mereka di hadapan orang-orang itu sebagai peringatan, lalu pergi ke Ikonium.
52 ଆର୍ ଆନ୍ତିୟକିଆୟ୍ ଚେଲାମଃନ୍ ସଃର୍ଦାଅୟ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅଃଉଁକେ ଦଃର୍ଲାୟ୍ ।
Pengikut-pengikut di Antiokhia sangat gembira dan dikuasai Roh Allah.