< ପେରିତ୍ 10 >
1 କାଇସରିଆ ଗଃଳେ କର୍ନିଲିୟ ନାଉଆର୍ ଗଟେକ୍ ଲକ୍ ରିଲା “ସେ ଇତାଲିକ୍ ନାଉଁଆର୍ ରମିୟ୍ ସଃଇନ୍ ଦଃଳାର୍ ଗଟେକ୍ ହାଁଞ୍ଚ୍କଳି ସଃଇନାର୍ ଅଃଦିକାରି ।”
And there was a certain man in Caesarea, by name Cornelius, a centurion from a cohort that is called Italian,
2 ସେ ଗଟେକ୍ ଦଃର୍ମି ଲକ୍ ଆର୍ ତାର୍ ଗଃର୍କୁଟୁମ୍ ସଃବୁ ଇସ୍ୱର୍କେ ମାନ୍ତି ରିଲାୟ୍, ସେ ଦିଉଦି ଗଃରିବ୍ମଃନ୍କେ ଉହ୍କାର୍ କଃର୍ତିରିଲା ଆର୍ ସଃବୁବଃଳ୍ ମାପ୍ରୁକ୍ ପାର୍ତ୍ନା କଃର୍ତିରିଲା ।
pious, and fearing God with all his house, also doing many kind acts to the people, and always imploring God;
3 ଗଟ୍ ଦିନ୍ ଉହୁର୍ଅଳି ହାକାହାକି ତିନି ଗଃଟା ବଃଳ୍ ସେ ଦୁତ୍କେ ଦଃର୍ସନେ ନିକକଃରି ଦଃକ୍ଲା, ଜଃନ୍କଃରି ଇସ୍ୱରାର୍ ଦୁତ୍ ତାର୍ ଚଃମେ ଆସି କୟ୍ଲା, “ଏ କର୍ନିଲିୟ ।”
he saw in a vision openly, as it were the ninth hour of the day, a messenger of God coming in to him, and saying to him, “Cornelius”;
4 ସେତାକ୍ ତାକେ ନିକକଃରି ଦଃକି, ଡିରିକଃରି କୟ୍ଲା, “ଏ ମାପ୍ରୁ କାୟ୍ରି?” ସେ ତାକେ କୟ୍ଲା, “ଇସ୍ୱର୍ ତର୍ ପାର୍ତ୍ନା ଆର୍ ତର୍ ଦାନ୍ ଦେତା ତଃୟ୍ ସଃର୍ଦା ଅୟ୍ଆଚେ ଆର୍ ଉତୁର୍ ଦେଉଁକେ ଇଚା କଃରିଆଚେ ।
and he having looked earnestly on him, and becoming afraid, said, “What is it, Lord?” And he said to him, “Your prayers and your kind acts came up for a memorial before God,
5 ଅଃବେ ଜାପ ତଃୟ୍ ଲକ୍ ହଃଟାୟ୍ ସିମନ୍କେ କୁଦି ଆଣାଉ ତାର୍ ଆରେକ୍ ଗଟ୍ ନାଉଁ ଅଃଉଁଲି ପିତର୍ ।
and now send men to Joppa, and send for a certain one Simon, who is surnamed Peter;
6 ସେ ସିମନ୍ ନାଉଁଆର୍ ଚାମ୍ରାର୍ ଗଃରେ ଆଚେ, ତାର୍ ଗଃର୍ ସଃମ୍ନ୍ଦ୍ କଃଣ୍ଡାୟ୍ ।”
this one lodges with a certain Simon a tanner, whose house is by the sea; this one will speak to you what you must do.”
7 ଇରି କୟ୍ ଦୁତ୍ ଗଃଲା ହଃଚେ କର୍ନିଲିୟ ତାର୍ ଗଃରାର୍ ଦଃଙ୍ଗ୍ଳା ବିତ୍ରେ ଦୁୟ୍ଲକେ ଆର୍ ତାର୍ ସଃଇନ୍ମଃନାର୍ ବିତ୍ରେ ଗଟେକ୍ ଦଃର୍ମି ସଃଇନ୍କେ କୁଦ୍ଲା ।
And when the messenger who is speaking to Cornelius went away, having called two of his servants, and a pious soldier of those waiting on him continually,
8 ଆର୍ ସେମଃନ୍କେ ସଃବୁ କଃତା କୟ୍ ଜାପକେ ହଃଟାୟ୍ଲା ।
and having expounded all things to them, he sent them to Joppa.
9 ଆର୍କ ଦିନ୍ ସେମଃନ୍ ଜଃଉଁ ଜଃଉଁ ଜଃଡେବଃଳ୍ ସେ ଗଃଳାର୍ ଚଃମେ ଅୟ୍ଲାୟ୍, ସଃଡେବଃଳ୍ ପିତର୍ ଦିନ୍ ବାରଗଃଟା ବଃଳ୍ ପାର୍ତ୍ନା କଃରୁକେ ଚାନି ଉହ୍ରେ ଗଃଲା ।
And on the next day, as these are proceeding on the way, and are drawing near to the city, Peter went up on the housetop to pray, about the sixth hour,
10 ଆର୍ ସେ ବୁକ୍ ଅୟ୍ଲା, ଆର୍ କାଉଁକେ ମଃନ୍ କଃଲା ମଃତର୍ ସେମଃନ୍ କାଦି ରାନ୍ଦ୍ତା ବଃଳ୍ ସେ ଗଟେକ୍ ଦଃର୍ସନ୍ ଦଃକ୍ଲା ।
and he became very hungry, and wished to eat; and they making ready, there fell on him a trance,
11 ସେ ଦଃକ୍ଲା ଜେ, ଅଃଗାସ୍ ଉଗାଳି ଅୟ୍ଆଚେ ଆର୍ ଗଟେକ୍ ବଃଡ୍ ହଃଚ୍ୟା ଚାରିକନେ ଦଃରା ଅୟ୍ ହୁର୍ତିବି ଉହ୍ରେ ଗଃସ୍ରାୟ୍ ଦିଆ ଅଃଉଁଲି ।
and he beholds Heaven opened, and a certain vessel descending to him, as a great sheet, bound at the four corners, and let down on the earth,
12 ସେତି ହୁର୍ତିବିର୍ ସଃବୁ ହଃର୍କାର୍ ଚାରି ହଃଦୁମାର୍ ବଃନାର୍ ଜଃତୁମଃନ୍, ବୁୟେଁ ରାଙ୍ଗ୍ତା ଜିବ୍ ଜଃତୁମଃନ୍ ଆର୍ ଅଃଗାସାର୍ ଚେଳେମଃନ୍ ରିଲାୟ୍ ।
in which were all the four-footed beasts of the earth, and the wild beasts, and the creeping things, and the birds of the sky,
13 ଆର୍ ତାକେ ଇ କଃତା କଃଉଆ ଅୟ୍ଲି, “ଏ ପିତର୍ ଉଟ୍ ମାର୍ ଆର୍ କାଆ ।”
and there came a voice to him: “Having risen, Peter, slay and eat.”
14 ମଃତର୍ ପିତର୍ କୟ୍ଲା, “ନାୟ୍ ମାପ୍ରୁ, ମୁୟ୍ଁ କଃବେ ହେଁ ଅପବିତ୍ର ଆର୍ ବିଟାଳ୍ କାଦି ନଃକାୟ୍ ।”
And Peter said, “Not so, Lord; because at no time did I eat anything common or unclean”;
15 ଆରେକ୍ ଗଟ୍ତର୍ ତାକେ ଇ କଃତା ସୁଣା ଅୟ୍ଲି, “ଇସ୍ୱର୍ ଜାୟ୍ରି ନିର୍ମୁଳ୍ କଃରି ଆଚେ, ସେତାକ୍ ବିଟାଳ୍ ବଃଲି କଃଉନାୟ୍ ।”
and [there is] a voice again a second time to him: “What God cleansed, you do not declare common”;
16 ଅଃନ୍କଃରି ତିନିତର୍ ଅୟ୍ଲା ହଃଚେ, ଆର୍ ହଃଚ୍ୟା ତଃତ୍କାଣ୍ ଅଃଗାସେ ଉଟାୟ୍ ନିଆ ଅୟ୍ଲି ।
and this was done three times, and again was the vessel received up to Heaven.
17 ପିତର୍ ଜାୟ୍ରି ଦଃର୍ସନେ ଦଃକ୍ଲା ସେତାର୍ ବାବ୍ କାୟ୍ରି ଏତାୟ୍ ଏତାୟ୍ ସେ କାବା ଅୟ୍ଲା । ଅଃନ୍କାବଃଳ୍ କର୍ନିଲିୟ ହଃଟାୟ୍ଲା ଲକ୍ମଃନ୍ ସିମନାର୍ ଗଃର୍ ଲଳ୍ଲାୟ୍ ଆର୍ ତାର୍ ଦୁଆର୍ ଚଃମେ ଟିଆ ଅୟ୍ଲାୟ୍ ।
And as Peter was perplexed in himself what the vision that he saw might be, then, behold, the men who have been sent from Cornelius, having made inquiry for the house of Simon, stood at the gate,
18 ସିମନ୍ ପିତର୍ “ସେ ଗଃରେ ଆଚେ କି ନାୟ୍ ବଃଲି, କୁଦିକଃରି ହଃଚାର୍ଲାୟ୍ ।”
and having called, they were asking if Simon, who is surnamed Peter, lodges here.
19 ପିତର୍ ଦଃର୍ସନ୍ ଦଃକ୍ଲା କଃତା ବାବ୍ତାବଃଳ୍ ଆତ୍ମା ତାକେ କୟ୍ଲି, “ସୁଣ୍, ତଃଳେ ତିନି ଲକ୍ ତକେ ଲଳୁଲାୟ୍ ।
And Peter thinking about the vision, the Spirit said to him, “Behold, three men seek you;
20 ଉଟ୍ ତଃଳେ ଜାଆ ଆର୍ କାୟ୍ରି ଅଃହ୍ରାତ୍ ନଃବାବି ତାକାର୍ ସଃଙ୍ଗ୍ ଜାଆ କାୟ୍ତାକ୍ବଃଲେକ୍ ମୁୟ୍ଁ ସେମଃନ୍କେ ହଃଟାୟ୍ ଆଚି ।”
but having risen, go down and go on with them, doubting nothing, because I have sent them”;
21 ସେତାକ୍ ପିତର୍ ସେ ଲକ୍ମଃନାର୍ ହାକ୍ ଉତ୍ରି ଆସି କୟ୍ଲା, “ତୁମିମଃନ୍ ଜାକେ ଲଳୁଲାସ୍ ସେ ମୁୟ୍ଁ । ତୁମିମଃନ୍ କାୟ୍ତାକ୍ ଆସି ଆଚାସ୍?”
and Peter having come down to the men who have been sent from Cornelius to him, said, “Behold, I am he whom you seek, what [is] the cause for which you are present?”
22 ସେମଃନ୍ କୟ୍ଲାୟ୍, କର୍ନିଲିୟ ନାଉଁଆର୍ ଗଟେକ୍ ହାଁଞ୍ଚ୍କଳି ସଃଇନାର୍ ଅଃଦିକାରି, ସେ ଗଟେକ୍ ଦଃର୍ମି ଲକ୍ ଆର୍ ଇସ୍ୱର୍କେ ମାନ୍ତା ଲକ୍ ଆର୍ ସଃବୁ ଜିଉଦିମଃନାର୍ ତଃୟ୍ ଜାଣାସୁଣା ଲକ୍ । “ସେ ତାର୍ ଗଃରେ ତକ୍ କୁଦି ହଃଟାୟ୍ ଆଚେ ।” ଆର୍ ତର୍ କଃତା ସୁଣୁକ୍ “ପବିତ୍ର ଦୁତ୍ ତାକେ ଦଃର୍ସନ୍ ଦଃୟ୍ ଆଚେ ।”
And they said, “Cornelius, a centurion, a man righteous and fearing God, well testified to, also, by all the nation of the Jews, was divinely warned by a holy messenger to send for you, to his house, and to hear sayings from you.”
23 ସେତାକ୍ ସେମଃନ୍କେ ଗଟ୍ ରାତି ରେଉଁକେ ଗଃର୍ ବିତ୍ରେ କୁଦ୍ଲା, ତାର୍ ଆର୍କ ଦିନ୍ ଉଟି ତାକାର୍ ସଃଙ୍ଗ୍ ଗଃଲା, ଆରେକ୍ ଜାପର୍ ବିସ୍ୱାସି ବାୟ୍ମଃନାର୍ ବିତ୍ରେ କଃତେକ୍ ଲକ୍ ତାର୍ ସଃଙ୍ଗ୍ ଗଃଲାୟ୍ ।
Having called them in, therefore, he lodged them, and on the next day Peter went forth with them, and certain of the brothers from Joppa went with him,
24 ଆରେକ୍ ଗଟ୍ ଦିନ୍ ସେମଃନ୍ କାଇସରିଆ ହଚ୍ଲାୟ୍, ଜୁୟ୍ତି କର୍ନିଲିୟ ତାର୍ ନିଜାର୍ ଲକ୍ମଃନ୍କେ କୁଦି ସେମଃନ୍କେ ଜାଗ୍ତି ରିଲା ।
and on the next day they entered into Caesarea; and Cornelius was waiting for them, having called together his relatives and near friends,
25 ପିତର୍ ହଚ୍ଲାକ୍ କର୍ନିଲିୟ ତାକେ ବେଟ୍ ଅୟ୍ ଗଡ୍ତଃଳେ ଡୁଳି ଜୁଆର୍ କଃଲା ।
and as it came that Peter entered in, Cornelius having met him, having fallen at [his] feet, worshiped [him];
26 ମଃତର୍ ପିତର୍ ତାକେ ଉଟାୟ୍ କୟ୍ଲା, “ଟିଆ ଅଃଉ” ମୁୟ୍ଁ ହେଁ ଗଟେକ୍ ମାନାୟ୍ ।
and Peter raised him, saying, “Stand up; I am also a man myself”;
27 ସେତାକ୍ ସେ ତାର୍ ସଃଙ୍ଗ୍ କଃତା ଅଃଉଁ ଅଃଉଁ ଗଃର୍ ବିତ୍ରେ ଗଃଲା, ଆର୍ ଗାଦେକ୍ ଲକ୍ ରୁଣ୍ଡି ରିଲାର୍ ଦଃକ୍ଲା ।
and talking with him he went in, and finds many having come together.
28 ଆରେକ୍ ସେ ସେମଃନ୍କେ କୟ୍ଲା, ଅଜିଉଦି ଲକ୍ମଃନାର୍ ସଃଙ୍ଗ୍ ମିସ୍ତାର୍ କି ତାର୍ ଚଃମେ ଜାତାର୍ ଜିଉଦି ଲକ୍ମଃନାର୍ ବିଦି ନାୟ୍, ସେରି “ତୁମିମଃନ୍ ଜାଣାସ୍, ଅୟ୍ଲେକ୍ ହେଁ କୁୟ୍ ଲକ୍କେ ହାହି କି ବିଟାଳ୍ ବଃଲି ନଃକଃଉଁକ୍ ଇସ୍ୱର୍ ମକ୍ ଦଃର୍ସନ୍ ଦଃକାୟ୍କଃରି କୟ୍ଆଚେ ।
And he said to them, “You know how it is unlawful for a man, a Jew, to keep company with, or to come to, one of another race, but God showed to me to call no man common or unclean;
29 ସେତାକ୍ ତୁମି କୁଦ୍ଲାଦାହ୍ରେ ମୁୟ୍ଁ ନାୟ୍ ନଃବେଲି ତୁମାର୍ ଗଃରେ ଆୟ୍ଲେ । ଇତାକ୍ ମୁୟ୍ଁ ହଃଚାରୁଲେ କି କାୟ୍ତାକ୍ ମକ୍ କୁଦି ଆଚାସ୍?”
therefore also without contradicting I came, having been sent for; I ask, therefore, for what matter you sent for me?”
30 କର୍ନିଲିୟ କୟ୍ଲା, “ତିନ୍ ବିନ୍ ହୁର୍ବେ ଟିକ୍ ଇ ବେଳାୟ୍ ମର୍ ଗଃରେ ତିନିଗଃଟା ବେଳାୟ୍ ପାର୍ତ୍ନା କଃର୍ତିରିଲେ ଆର୍ ଗଟ୍ ଦଃବ୍ଳା ବଃସ୍ତର୍ ହିନ୍ଦିରିଲା ଗଟେକ୍ ଲକ୍ ମର୍ ଚଃମେ ଟିଆ ଅୟ୍ କୟ୍ଲା,
And Cornelius said, “Four days ago until this hour, I was fasting, and [at] the ninth hour praying in my house, and behold, a man stood before me in radiant clothing,
31 ‘କର୍ନିଲିୟ, ତର୍ ପାର୍ତ୍ନା ଇସ୍ୱର୍ ସୁଣି ଆଚେ ଆରେକ୍ ତର୍ ଦାନ୍ ସଃବୁ ଇସ୍ୱର୍ ଏତୁ କଃରି ଆଚେ ।’
and he said, Cornelius, your prayer was heard, and your kind acts were remembered before God;
32 ତଃବେ ଜାପକେ ଲକ୍ ହଃଟାୟ୍ ସିମନ୍ ପିତର୍କେ କୁଦି ଆଣ୍, ସେ ସଃମ୍ନ୍ଦ୍ କଃଣ୍ଡାୟ୍ ସିମନ୍ ଚାମ୍ରାର୍ ଗଃରେ ଆଚେ ।
send, therefore, to Joppa, and call for Simon, who is surnamed Peter; this one lodges in the house of Simon a tanner, by the sea, who having come, will speak to you;
33 ଇତାର୍ ଗିନେ ମୁୟ୍ଁ ସଃଙ୍ଗେ ସଃଙ୍ଗେ ତର୍ ତଃୟ୍ ଲକ୍ ହଃଟାୟ୍ଲେ ଆର୍ ତୁୟ୍ ଆସି ଆଚ୍ସି, ନିକ କଃରି ଆଚ୍ସି । ତଃବେ ମାପ୍ରୁ ତକ୍ ଜାୟ୍ରି ସଃବୁ କୟ୍ଆଚେ ସେରି ସୁଣୁକ୍ ଅଃମିମଃନ୍ ଇସ୍ୱରାର୍ ଚଃମେ ଆଚୁ ।”
at once, therefore, I sent to you; you also did well, having come; now, therefore, we are all present before God to hear all things that have been commanded you by God.”
34 ସେତାକ୍ ପିତର୍ ଟଣ୍ଡ୍ ହୁଟାୟ୍ କୟ୍ଲା, “ମୁୟ୍ଁ ଅଃବେ ସଃତ୍ ବୁଜୁ ହାରୁଲେ ଜେ, ଇସ୍ୱର୍ ସଃବ୍କେ ସଃମାନ୍ ବାବେ ଦଃକୁଲା ।”
And Peter having opened his mouth, said, “Of a truth, I perceive that God is not favoring by appearance,
35 ମଃତର୍ ହଃତି ଲକ୍ ଜେ ତାକେ ମାନେଦ୍ ଆର୍ ଦଃର୍ମ୍ କାମ୍ କଃରେଦ୍ ମାପ୍ରୁ ତାକେ ନିଜାର୍ କଃରେଦ୍, ଇରି ମୁୟ୍ଁ ସଃତ୍ କଃରି ବୁଜୁଲେ ।
but in every nation he who is fearing Him, and is working righteousness, is acceptable to Him;
36 ତୁମଃନ୍ ଜାଣି ଆଚାସ୍ ଜେ, ଇସ୍ୱର୍ ଇସ୍ରାଏଲ୍ମଃନାର୍ ହାକ୍ ଜୁୟ୍ ସେ ନିକ କବୁର୍ ହଃଟାୟ୍ ରିଲାର୍ ସେରି ହଃକା ଜିସୁ ପର୍ଚାର୍ କଃରି ରିଲାର୍ ସୁସ୍ତାର୍ କବୁର୍, ଇ ଜିସୁ କ୍ରିସ୍ଟ ସଃବ୍କାର୍ ମାପ୍ରୁ ।
the word that He sent to the sons of Israel, proclaiming good news—peace through Jesus Christ (this One is Lord of all),
37 ଜହନ୍ ପର୍ଚାର୍ କଃଲା ବାପ୍ତିସମ୍ ଗାଲିଲି ତଃୟ୍ହୁଣି ମୁଳ୍ୟାୟ୍ କଃରି ସଃବୁ ଜିଉଦା ରାଜାୟ୍ କାୟ୍ରି ଗଃଟ୍ଲି ସେତିର୍ କଃତା ତୁମିମଃନ୍ ଜାଣାସ୍ ।
you have known the word that came throughout all Judea, having begun from Galilee, after the immersion that John preached;
38 ବଃଲେକ୍ ନାଜରିତାର୍ ଜିସୁର୍ କଃତା, କଃନ୍କଃରି ଇସ୍ୱର୍ ତାକେ ପବିତ୍ର ଆତ୍ମାୟ୍ ଅବିସେକ୍ କଃଲା ଆର୍ ସଃକ୍ତି ଦଃୟ୍ରିଲା ଆର୍ ସେ ନିକ କାମ୍ କଃଲା, ଆର୍ ସୟ୍ତାନ୍ ଆତେ ହୁଣି ରଗି ମଃନ୍କେ ଉଜ୍ କଃରି ସଃବୁ ହାକ୍ ବୁଲ୍ଲା, କାୟ୍ତାକ୍ ବଃଲେକ୍ ଇସ୍ୱର୍ ତାର୍ ସଃଙ୍ଗ୍ ରିଲା ।
Jesus who [is] from Nazareth—how God anointed Him with the Holy Spirit and power; who went through, doing good, and healing all those oppressed by the Devil, because God was with Him;
39 ଆରେକ୍ ସେ ଜିଉଦିମଃନାର୍ ଦେସେ ଆର୍ ଜିରୁସାଲମେ ଜାୟ୍ ଜାୟ୍ରି କଃଲା ଅଃମିମଃନ୍ ସେ ସଃବୁର୍ ସାକି । ତାକେ ସେମଃନ୍ କ୍ରୁସେ ଜଃଗାୟ୍ ମାର୍ଲାୟ୍ ।
and we are witnesses of all things that He did, both in the country of the Jews, and in Jerusalem—whom they slew, having hanged [Him] on a tree.
40 ତାକେ ଇସ୍ୱର୍ ତିନିଦିନାର୍ ହଃଚେ ମଃଲା ତଃୟ୍ହୁଣି ଉଟାୟ୍ଲା ଆର୍ ଲକ୍ମଃନ୍କେ ଦଃକାୟ୍ଲା ।
This One God raised up [on] the third day, and gave Him to become visible,
41 ସେ ସଃବ୍କେ ଦଃକାୟ୍ ନଃୟ୍ଲା, ମଃତର୍ ଇସ୍ୱର୍ ହୁର୍ବେ ଟିକ୍ କଃଲା ସାକି ଜେ ଅଃମିମଃନ୍, ଅଃମିମଃନ୍କ୍ ଦଃକାୟ୍ ଅୟ୍ଲା, ସେ ମଃଲା ଲକ୍ ତଃୟ୍ହୁଣି ଉଟ୍ଲା ହଃଚେ ଅଃମିମଃନ୍ ତାର୍ସଃଙ୍ଗ୍ କାଉଆ ହିଉଆ କଃଲୁ ।
not to all the people, but to witnesses, to those having been chosen before by God—to us who ate with [Him], and drank with Him, after His rising out of the dead;
42 ଆର୍ ଲକ୍ମଃନ୍ ତଃୟ୍ ପର୍ଚାର୍ କଃରୁକେ ଆରେକ୍ ମଃଲା ଆର୍ ଜିବନ୍ ଲକ୍ମଃନ୍କେ ବିଚାର୍ କଃର୍ତା ଗିନେ ଇସ୍ୱର୍ ତାକେ ବାଚିଆଚେ ବଃଲି ସାକି ଦେଉଁକ୍ ସେ ଅଃମିମଃନ୍କ୍ ବାଚି ଆଚେ ।
and He commanded us to preach to the people, and to fully testify that it is He who has been ordained judge of living and dead by God—
43 ତାର୍ ବିସୟେ ଇ କଃତା କୟ୍ଲା ଜୁୟ୍ ଲକ୍ ତାକେ ସଃତ୍ କଃରେଦ୍ ସେ ତାର୍ ନାଉଁଏ ହାହ୍ କେମା ହାୟ୍ଦ୍ ଇରି ସଃବୁ ବାବ୍ବାଦି ମଃନ୍ କୟ୍ ଆଚ୍ତି ।
to this One do all the Prophets testify, that through His Name everyone that is believing in Him receives forgiveness of sins.”
44 ପିତର୍ ଇ ସଃବୁ କଃତା କଃଉତା ବଃଳ୍ ଜଃତେକ୍ ଲକ୍ ସୁଣ୍ତି ରିଲାୟ୍ ସେ ସଃବୁଲକାର୍ ଉହ୍ରେ ପବିତ୍ର ଆତ୍ମା ଉତୁର୍ଲି ।
While Peter is yet speaking these sayings, the Holy Spirit fell on all those hearing the word,
45 ସୁନତ୍ ହାୟ୍ଲା ପିତର୍ ସଃଙ୍ଗ୍ ଆୟ୍ଲା ଜିଉଦି ବିସ୍ୱାସିମଃନ୍ ସଃବୁଲକ୍ ଅଜିଉଦି ଲକ୍ମଃନାର୍ ଉହ୍ରେ ହେଁ ପବିତ୍ର ଆତ୍ମା ଆସ୍ତାର୍ ଦଃକି କାବା ଅୟ୍ଲାୟ୍ ।
and those of circumcision [who were] believing were astonished—as many as came with Peter—because the gift of the Holy Spirit has also been poured out on the nations,
46 କାୟ୍ତାକ୍ବଃଲେକ୍ ଜିଉଦି ବିସ୍ୱାସିମଃନ୍ ସେମଃନ୍କେ ବିନ୍ ବିନ୍ ବାସାୟ୍ କଃତା ଅଃଉତାର୍ ଆର୍ ଇସ୍ୱରାର୍ ଜଃଜ୍ମାନ୍ କଃର୍ତାର୍ ସୁଣ୍ଲାୟ୍ ସଃଡେବଃଳ୍ ପିତର୍ କୟ୍ଲା,
for they were hearing them speaking with tongues and magnifying God.
47 “ଇ ଜୁୟ୍ ଲକ୍ମଃନ୍ ଅଃମାର୍ ହର୍ ପବିତ୍ର ଆତ୍ମା ହାୟ୍ ଆଚ୍ତି ଇମଃନ୍ ଜଃନ୍କଃରି ବାପ୍ତିସମ୍ ନଃହାଉତି ସେତାକ୍ କେ କାୟ୍ ହାଣି ନାୟ୍ ବଃଲେଦ୍?”
Then Peter answered, “Is anyone able to forbid the water, that these may not be immersed, who received the Holy Spirit—even as us also?”
48 ଆରେକ୍ ସେମଃନ୍କେ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ଦେଉଁକ୍ ଆଦେସ୍ ଦିଲା, ହଃଚେ ସେମଃନ୍ କଃତି ଦିନ୍ ସେତି ରେଉଁକ୍ ତାକେ ଗଃଉଆରି କଃଲାୟ୍ ।
He commanded them to also be immersed in the Name of the LORD; then they implored him to remain certain days.