< ୩ ଜହନ୍ 1 >
1 ପାରାଚିନ୍ ଜହନ୍ ଜେ ମୁୟ୍ଁ, ମର୍ ଲାଡାର୍ ଗାୟର୍ ହାକ୍ ଇ ଚିଟି ଲେକୁଲେ, ତାକେ ମୁଁୟ୍ ସଃତ୍କଃରି ଲାଡ୍ କଃରୁଲେ ।
The elder to Gaius the beloved, whom I love in truth.
2 ଲାଡାର୍ ସଃଙ୍ଗ୍, ତର୍ ଆତ୍ମାର୍ ଜଃନ୍କଃରି ସୁବ୍ ଅଃଉଁଲି, ସେନ୍କଃରି ସଃବୁ ବିସୟେ ତର୍ ସୁବ୍ ଅଃଉଅ ଆର୍ ତର୍ ଗଃଗାଳ୍ ସଃବୁବଃଳ୍ ନିକ ରେଅ, ଇରି ମର୍ ପାର୍ତନା ।
Beloved, I pray that you may prosper in all things and be healthy, even as your soul prospers.
3 କାୟ୍ତାକ୍ବଃଲେକ୍ କଃତେକ୍ ବିସ୍ୱାସି ବାୟ୍ମଃନ୍ ଆସି ଜଃଡେବଃଳ୍ ସଃତ୍ ଉହ୍ରେ ତର୍ ସଃର୍ଦା, ଆଚେ ଆର୍ କଃନ୍କଃରି ଜିବନେ ସଃତ୍ ଚାଲାଚାଲ୍ତି କଃରୁଲିସ୍, ଇ କଃତା ସାକି ଦିଲାୟ୍ ସଃଡେବଃଳ୍ ମୁଁୟ୍ ବଃଡେ ସଃର୍ଦା ଅୟ୍ଲେ ।
For I rejoiced greatly when brothers came and testified about your truth, even as you walk in truth.
4 ମର୍ ହିଲାମଃନ୍ ଜେ ସଃତେ ରଃୟ୍ ଜିବନ୍ କାଟୁଲାୟ୍ ବଃଲି ସୁଣ୍ଲେକ୍ ମୁଁୟ୍ ବଃଡେ ସଃର୍ଦା ଅୟ୍ନ୍ଦ୍ ।
I have no greater joy than this: to hear about my children walking in truth.
5 ଲାଡାର୍ ସଃଙ୍ଗ୍, ତୁମି ବାୟ୍ମଃନ୍କେ ମୁଳ୍କଃରି ହଃର୍ବାସି କ୍ରିସ୍ଟିଆନ୍ ଗୁରୁମଃନ୍କେ ଜାୟ୍ରି କଃରୁଲିସ୍ ସେରି ସଃତ୍କଃରି କଃରୁଲିସ୍ ।
Beloved, you do a faithful work in whatever you accomplish for those who are brothers and strangers.
6 ସେମଃନ୍ ମଣ୍ଡ୍ଳିଏ ତର୍ ଲାଡ୍ କଃତା ସାକି ଦଃୟ୍ ଆଚ୍ତି; ଜୁୟ୍ ଜଦି ସେମଃନ୍କେ ଇସ୍ୱରାର୍ ଜୟ୍ଗ୍ ଉହ୍କାର୍ ଦଃୟ୍ ବାଟ୍ କାଡାୟ୍ ଦେସି, ତଃବେ ନିକ କାମ୍ କଃର୍ସି,
They have testified about your love before the assembly. You will do well to send them forward on their journey in a way worthy of God,
7 ବଃଲେକ୍ ସେମଃନ୍ ଅଜିଉଦିମଃନାର୍ ତଃୟ୍ହୁଣି କାୟ୍ରି ହେଁ ଉହ୍କାର୍ ନଃନେୟ୍ କ୍ରିସ୍ଟର୍ ନାଉଁ ଗିନେ ବାରାୟ୍ ଆଚ୍ତି ।
because for the sake of the Name they went out, taking nothing from the Gentiles.
8 ବଃଲେକ୍ ଅଃମିମଃନ୍ ଜଃନ୍କଃରି ସଃତ୍ ଗିନେ ସେମଃନାର୍ ସଃଙ୍ଗ୍ କାମ୍ କଃରୁ ହାରୁନ୍ଦ୍; ଇତାର୍ ଗିନେ ସେମଃନାର୍ ଉହ୍କାର୍ କଃର୍ତାର୍ ଅଃମାର୍ କାମ୍ ।
We therefore ought to receive such, that we may be fellow workers for the truth.
9 ମୁଁୟ୍ ତୁମାର୍ ମଣ୍ଡ୍ଳିକେ ଗଟେକ୍ ସାନ୍ ଚିଟି ଲେକି ରିଲେ, ମଃତର୍ ମଣ୍ଡ୍ଳି ବିତ୍ରେ ବଃଡ୍ ଅଃଉଁକେ ମଃନ୍କଃରି ଦିୟତ୍ରପା ମର୍ କଃତାକ୍ ନଃଦେର୍ଲାୟ୍ ।
I wrote to the assembly, but Diotrephes, who loves to be first among them, doesn’t accept what we say.
10 ସେ ଅଃମିମଃନାର୍ ବିରଦେ କଃରାବ୍ କଃତା କୟ୍ ଅଃମିମଃନ୍କ୍ ଲିନ୍ଦା କଃରୁଲା, ଆରେକ୍ ସଃତେକ୍ସେ ନୟ୍, ନିଜେ ବାୟ୍ମଃନାର୍ ସେବା ନଃକେରୁଲା, ଆରେକ୍ ବିନ୍ ଲକ୍ମଃନ୍ ଉହ୍କାର୍ କଃରୁକେ ମଃନ୍ କଃଲେକ୍, ସେମଃନ୍କେ ନଃକେରାଉଁଲା, ଆର୍ ମଣ୍ଡ୍ଳି ତଃୟ୍ହୁଣି ସେନଃନ୍କେ ବାର୍କଃରୁଲା; ମୁଁୟ୍ ଗଃଲେକ୍ ତାର୍ ଇରି ସଃବୁ କଃଲା କଃରାବ୍ କାମ୍ ମଃନେ ଏତାୟ୍ ଦଃୟ୍ନ୍ଦ୍ ।
Therefore, if I come, I will call attention to his deeds which he does, unjustly accusing us with wicked words. Not content with this, he doesn’t receive the brothers himself, and those who would, he forbids and throws out of the assembly.
11 ଲାଡାର୍ ସାଙ୍ଗ, ଜୁୟ୍ ମଃନ୍ଦ୍ କାମାର୍ ହଃଚେ ନଃଜାୟ୍କଃରି ସଃତ୍ କାମାର୍ ହଃଚେ ଜାଆ, ଜେ ସଃତ୍ କାମ୍ କଃରେଦ୍ ସେ ଇସ୍ୱରାର୍ ତଃୟ୍ହୁଣି ଜାତ୍, ଜେ କଃରାବ୍ କାମ୍ କଃରେଦ୍ ସେ ଇସ୍ୱର୍କେ ନଃଜାଣେ ।
Beloved, don’t imitate that which is evil, but that which is good. He who does good is of God. He who does evil hasn’t seen God.
12 ଦିମିତ୍ରିୟର୍ କଃତା ସଃବୁଲକ୍ ନିକ ସାକି ଦେଉଁଲାୟ୍; ସଃତ୍ ନିଜେ ହେଁ ସାକି ଦେଉଁଲି; ଅଃମିମଃନ୍ ହେଁ ସାକି ଦେଉଁଲୁ । ଆର୍ ଅଃମିମଃନାର୍ ସାକି ଜେ ସଃତ୍ ଇରି ତୁମି ଜାଣୁଲାସ୍ ।
Demetrius has the testimony of all, and of the truth itself; yes, we also testify, and you know that our testimony is true.
13 ତୁମାର୍ହାକ୍ ମର୍ ଗାଦେକ୍ କଃତା କଃଉତାର୍ ଆଚେ, ମଃତର୍ ସିରାୟ୍ ଆର୍ ପେନ୍ ତଃୟ୍ଁ ସେରି ଲେକୁକେ ମଃନ୍ ନଃକେରୁଲେ ।
I had many things to write to you, but I am unwilling to write to you with ink and pen;
14 ମର୍ ଆସା ଜେ, ବେଗି ତୁମାର୍ ସଃଙ୍ଗ୍ ବେଟ୍ ଅୟ୍ଦ୍ ଆର୍ ଅଃମିମଃନ୍ ଗଟେତଃୟ୍ ବଃସି ଗଟିକଃତା କଃରୁଆଁ । ତୁମାର୍ ଉହ୍ରେ ସୁସ୍ତା ଅଃଉଅ; ତୁମାର୍ ମିତ୍ରମଃନ୍ ତୁମିକେ ନାଉଁ ଦଃରି ଜୁଆର୍ ଜାଣାଉଁଲାୟ୍ । ଅଃମାର୍ ସଃବୁ ମିତ୍ରମଃନ୍କେ ମର୍ ନିଜାର୍ ଜୁଆର୍ ଜାଣାଉଆ ।
but I hope to see you soon. Then we will speak face to face. Peace be to you. The friends greet you. Greet the friends by name.