< ୨ ତିମତି 4 >
1 ମୁୟ୍ଁ ଇସ୍ୱରାର୍ ମୁଏଁ, ଆର୍ ଜୁୟ୍ ଜିସୁକ୍ରିସ୍ଟର୍ ମୁଏଁ ଜେ କି ମଃଲା ଲକ୍ ଆର୍ ଜିବନ୍ ରିଲା ଲକ୍ମଃନ୍କେ ହେଁ ବିଚାର୍ କଃରୁକେ ଜଃଉଁଲା, ତାର୍ ମୁଏଁ, ଆର୍ ତାର୍ ଆରେକ୍ ଆସ୍ତାର୍ ଆର୍ ରାଇଜାର୍ ସଃୟ୍ତ୍ କଃରି ତକ୍ ଆଦେସ୍ ଦେଉଁଲେ ।
Jag uppmanar dig allvarligt inför Gud och Kristus Jesus, inför honom som skall döma levande och döda, jag uppmanar dig vid hans tillkommelse och hans rike:
2 ମାପ୍ରୁର୍ କଃତା ପର୍ଚାର୍ କଃର୍, ବେଳା କି ଅବେଳାୟ୍ହେଁ ସେତିର୍ ଦିଆନ୍ ଦେସ୍, ହୁରା ସଃମ୍ବାଳିକଃରି ସିକ୍ୟାଦଃୟ୍ ବୁଜାୟ୍ ଦଃମ୍କି ଦେସ୍ ଆର୍ କଃଡେ କଃଡେବଃଳ୍ ବଃର୍ସା ଦେସ୍ ।
Predika ordet, träd upp i tid och otid, bestraffa tillrättavisa, förmana med allt tålamod och med undervisning i alla stycken.
3 ବଃଲେକ୍ ବେଳା ଆସେଦ୍, ଜଃଡେବଃଳ୍ ସେମଃନ୍ ନିକ କଃତାର୍ ସିକ୍ୟା ନଃସୁଣ୍ତି, ମଃତର୍ ସୁଣୁକ୍ ମଦୁର୍ କଃତାୟ୍ ସଃର୍ଦାଅୟ୍ ଇଚା ହଃର୍କାରେ ନିଜାର୍ ହାଁୟ୍ ଗାଦାଗଟ୍ ଗୁରୁମଃନ୍କେ କୁଦ୍ତି ।
Ty den tid kommer, då de icke längre skola fördraga den sunda läran, utan efter sina egna begärelser skola samla åt sig lärare hoptals, alltefter som det kliar dem i öronen,
4 ଆର୍ ସଃତ୍ କଃତାୟ୍ କାନ୍ ନଃଦେୟ୍ ମଃନେହାଜି କୟ୍ଲା କଃତାୟ୍ ମଃନ୍ଦେତି ।
en tid då de skola vända sina öron från sanningen, och i stället vända sig till fabler.
5 ମଃତର୍ ତୁୟ୍ ସଃବୁ କଃତାୟ୍ ଜଃଗ୍ରାତ୍ ଅଃଉ, ଦୁକ୍ ସଃମ୍ବାଳ୍, ନିକ କବୁର୍ ପର୍ଚାର୍ କଃର୍, କାମ୍ କଃର୍, ତର୍ ସେବାର୍ କାମ୍ ହୁରୁଣ୍ କଃର୍ ।
Men du, var nykter i allting, bär ditt lidande, utför en evangelists verk, fullgör i allo vad som tillhör ditt ämbete.
6 ମର୍ ଜିବନ୍କେ ହୁଜା ଦଃୟ୍ ଇ ଜଃଗତ୍କେ ଚାଡି ଜାତା ବେଳା ଆସି ଆଚେ ।
Ty själv är jag nu på väg att offras, och tiden är inne, då jag skall bryta upp.
7 ମୁୟ୍ଁ ନିକ ଜୁଜେ ହଃରାଣ୍ ଦଃୟ୍କଃରି ଜୁଜ୍ କଃରି ଆଚି, ସଃରାସଃରି ହଃତେକ୍ ଦଃବ୍ଳୁଲେ ଆଚି, ମୁୟ୍ଁ ବିସ୍ୱାସ୍କେ ଦଃରି ଆଚି ।
Jag har kämpat den goda kampen, jag har fullbordat mitt lopp, jag har bevarat tron.
8 ଆଜି ହଃତେକ୍ ମର୍ ଗିନେ ଦଃର୍ମାର୍ ମୁକୁଟ୍ ସଃଙ୍ଗାଅୟ୍ ଆଚେ, ସେରି ସେ ବିଚାର୍ ବିନ୍ ନ୍ୟାୟ୍ର୍ ବିଚାର୍ କଃର୍ତା ମାପ୍ରୁ ମକେ ଦଃୟ୍ଦ୍, ମଃତର୍ ମକେ ହଃକା ନୟ୍ ଜୁୟ୍ମଃନ୍ ତାର୍ ଆୟ୍ଲେକ୍ ଲାଡାର୍ ଅଃଉତି, ସେ ସଃବ୍କେ ହେଁ ଦଃୟ୍ଦ୍ ।
Nu ligger rättfärdighetens segerkrans tillreds åt mig, och Herren, den rättfärdige domaren, skall giva den åt mig på "den dagen", och icke åt mig allenast, utan åt alla som hava älskat hans tillkommelse.
9 ବେଗି ମର୍ ତଃୟ୍ ଆସୁକ୍ ଜଃତୁନ୍ ଅଃଉ
Låt dig angeläget vara att snart komma till mig.
10 ବଃଲେକ୍ ଦିମା ଇ ଅଃବାର୍ ଜଃଗତାର୍ ଲାଡ୍କଃରି ମକେ ଚାଡ୍ଲା ଆଚେ ଆର୍ ତେସଲନିକିକେ ଜାୟ୍ଆଚେ, କ୍ରେସ୍କେନେସ୍ ଗାଲାତିଆକେ, ଆର୍ ତିତସ୍ ଦଲୁତଆକୁ ଜାୟ୍ ଆଚ୍ତି । (aiōn )
Ty av kärlek till denna tidsålders väsende har Demas övergivit mig och har begivit sig till Tessalonika; Krescens har begivit sig till Galatien och Titus till Dalmatien. (aiōn )
11 ଏକ୍ଲା ଲୁକ ହଃକା ମର୍ ସଃଙ୍ଗ୍ ଆଚେ, ମାର୍କକେ ମିସ୍ଣେ ତର୍ ସଃଙ୍ଗ୍ ଆଣ୍; ବଃଲେକ୍ ସେ ମର୍ ସେବା କାମେ ଉହ୍କାର୍ କଃରେଦ୍ ।
Lukas är den ende som är kvar hos mig. Tag Markus med dig hit; ty han kan i mycket vara mig till gagn och tjäna mig.
12 ମୁୟ୍ଁ ତୁକିକକେ ଏପିସିଏ ହଃଟାୟ୍ ଆଚି ।
Tykikus har jag sänt till Efesus.
13 ତ୍ରୟାଇ କାର୍ପର୍ ଲଃଗେ ମୁୟ୍ଁ ଜୁୟ୍ ଆଙ୍ଗି ଚାଡି ଆସିଆଚି, ତୁୟ୍ ଆସ୍ତା ବଃଳ୍ ସେରି ଆର୍ ପୁସ୍ତକ୍ମଃନ୍, ମୁଳ୍କଃରି ଚାମେ ତିଆର୍ କଃଲା ପୁସ୍ତକ୍ମଃନ୍ ଆଣ୍ ।
När du kommer, så hav med dig den mantel som jag lämnade kvar hos Karpus i Troas, så ock böckerna, först och främst pergamentskrifterna.
14 କାସାରି ଆଲେକ୍ଜେଣ୍ଡାର୍ ମର୍ ବୁତେକ୍ ନଃସ୍ଟ୍ କଃଲା ଆଚେ; ମାପ୍ରୁ ତାର୍ କାମ୍ ହଃର୍କାରେ ତାକେ ଡଃଣ୍ଡ୍ ଦଃୟ୍ଦ୍ ।
Alexander, smeden, har gjort mig mycket ont; Herren kommer att vedergälla honom efter hans gärningar.
15 ତୁୟ୍ ହେଁ ତାର୍ ଚଃମେ ଜଃଗ୍ରାତ୍ ରେଏ, ବଃଲେକ୍ ସେ ଅଃମିମଃନାର୍ କଃତାର୍ ଅଃନାୟ୍ ବିରଦ୍ କଃରି ରିଲା ।
Också du må taga dig till vara för honom, ty han har häftigt trätt upp emot det som vi hava talat.
16 ମର୍ ହଃର୍ତୁ ନିଜାର୍ ସାକି ଦେତା ବଃଳ୍ କେହେଁ ଆଡି ନୟ୍ଲାୟ୍, ମଃତର୍ ସଃବୁଲକ୍ ଚାଡିଦିଲାୟ୍, ଇରି ସେମଃନ୍କାର ବିରଦେ ଗଣିତା ନଃଅ ।
Vid mitt första försvar inför rätta kom ingen mig till hjälp, utan alla övergåvo mig; må det icke bliva dem tillräknat.
17 ମଃତର୍ ମାପ୍ରୁ ମର୍ବାଟ୍ୟା ଅୟ୍ ମକେ ବଃଳ୍ ଦିଲା ଆର୍ ମୁୟ୍ଁ ସିଅଁବାଗାର୍ ମୁଏଁ ହୁଣି ରଃକ୍ୟା ହାୟ୍ଲେ, ଜଃନ୍କଃରି ମର୍ ତଃୟ୍ହୁଣି ନିକ କବୁର୍ ହୁରୁଣ୍ କଃରି ପର୍ଚାର୍ ଅଃଉଁ ହାରେ ଆର୍ ଅଜିଉଦି ଲକ୍ମଃନ୍ ସେରି ସୁଣୁ ହାର୍ତି ।
Men Herren stod mig bi och gav mig kraft, för att genom mig ordet överallt skulle bliva predikat, så att alla hedningar finge höra det; och så blev jag räddad ur lejonets gap.
18 ମାପ୍ରୁ ମକ୍ ସଃବୁ କଃରାବ୍ କାମେ ହୁଣି ମୁକ୍ଳାୟ୍ଦ୍ ଆର୍ ମକ୍ ମୁକ୍ଳାୟ୍ କଃରି ନିଜାର୍ ସଃର୍ଗ୍ ରାଇଜେ ନଃୟ୍ଦ୍, ଜୁଗେଜୁଗେ ତାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ । (aiōn )
Ja, Herren skall rädda mig från alla ondskans tilltag och frälsa mig till sitt himmelska rike. Honom tillhör äran i evigheternas evigheter. Amen. (aiōn )
19 ପ୍ରିସ୍କିଲା, ଆର୍ ଆକିଲା ଆର୍ ଅନିସିପରାର୍ ଗଃର୍ କୁଟୁମ୍କେ ମର୍ ଜୁଆର୍ ଜାଣାଉ ।
Hälsa Priska och Akvila, så ock Onesiforus' hus.
20 ଏରାସ୍ଟ କରନ୍ତିୟେ ଆଚେ, ମଃତର୍ ତ୍ରପିମ୍ ମଃଳୁହଃଡି ରିଲାକେ ମୁୟ୍ଁ ତାକେ ମିଲିତିୟେ ଚାଡି ଆୟ୍ଲେ ଆଚି ।
Erastus stannade kvar i Korint, men Trofimus lämnade jag sjuk efter mig i Miletus.
21 ତୁୟ୍ ସିତ୍ ଆସ୍ତା ହୁର୍ବେ ଆସୁକ୍ ଜଃତୁନ୍ କଃର୍ । ଇଉବୁଲ୍, ପୁଦେନସ୍, ଲିନ୍, କ୍ଲାଉଦିଆ ଆର୍ ବାୟ୍ବେଣିମଃନ୍ ତକେ ଜୁଆର୍ ଜାଣାଉଁଲାୟ୍ ।
Låt dig angeläget vara att komma hit före vintern. Eubulus och Pudens och Linus och Klaudia och alla bröderna hälsa dig.
22 ମାପ୍ରୁ ତର୍ ଆତ୍ମା ସଃଙ୍ଗ୍ ରେଉଅ । ତୁମାର୍ ଉହ୍ରେ ଦଃୟା ଅଃଉଅ ।
Herren vare med din ande. Nåd vare med eder.