< ୨ ତେସଲନିକି 1 >
1 ପାଉଲ୍, ସିଲା ଆର୍ ତିମତି ତଃୟ୍ହୁଣି ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ ରିଲା ତେସଲନିକି ବିସ୍ୱାସି ଦଃଳ୍କେ ଚିଟି ଲେକୁଲେ ।
Paul, et Sylvanus, et Timothée, à l'église des Thessaloniciens, en Dieu notre Père et dans le seigneur Jésus-Christ:
2 ଉବା ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନାର୍ ଉହ୍ରେ ଅଃଉଅ ।
que la grâce et la paix vous soient données par Dieu le Père et par le seigneur Jésus-Christ!
3 ଏ ବାୟ୍ବେଣିମଃନ୍, ତୁମିମଃନାର୍ ଗିନେ ଇସ୍ୱର୍କେ ସଃବୁବଃଳ୍ ଦନ୍ୟବାଦ୍ କଃର୍ତାର୍ ଅଃମିମଃନାର୍ ଲଳା, ଆର୍ ସେରି କଃର୍ତାର୍ ଟିକ୍, କାୟ୍ତାକ୍ବଃଲେକ୍ ତୁମିମଃନାର୍ ବିସ୍ୱାସ୍ ଦିନ୍କେ ଦିନ୍ ବାଡୁଲି, ଆରେକ୍ ନିଜାର୍ ନିଜାର୍ ବିତ୍ରେ ତୁମି ସଃବୁଲକାର୍ ଲାଡ୍ ବାଡୁଲି,
Nous devons rendre de constantes actions de grâces à Dieu à votre sujet, frères, comme il est juste, parce que votre foi prend un grand accroissement, et que la charité de chacun de vous tous, les uns pour les autres, s'augmente toujours plus,
4 ଇବାନ୍ୟା ତୁମିମଃନ୍ ଜୁୟ୍ ସଃବୁ କଃସ୍ଟ୍ ଆର୍ ଦୁକ୍ ବୟଃଗ୍ କଃରୁଲାସ୍, ସେତାର୍ ବିତ୍ରେ ତୁମିମଃନାର୍ ସଃମ୍ବାଳ୍ତାର୍ ଆର୍ ବିସ୍ୱାସ୍ ଗିନେ ଅଃମିମଃନ୍ ନିଜେ ଇସ୍ୱରାର୍ ବିସ୍ୱାସି ଦଃଳ୍ ତଃୟ୍ମଃନ୍ ତୁମିମଃନାର୍ ଗିନେ ଗଃର୍ବ୍ କଃରୁଲୁ ।
en sorte que nous-mêmes nous nous glorifions à propos de vous parmi les églises de Dieu, à cause de votre persévérance et de votre foi au milieu de toutes vos persécutions et des tribulations auxquelles vous êtes en butte,
5 ଇସ୍ୱରାର୍ ରାଇଜ୍ ଗିନେ ତୁମିମଃନ୍ ଜୁୟ୍ ଦୁକ୍ ବୟଃଗ୍ କଃରୁଲାସ୍, ସେତାର୍ ଜୟ୍ଗ୍ ବଃଲି ଜାଣାଉଁକେ ଇରି ତ ଇସ୍ୱରାର୍ ଟିକ୍ ବିଚାର୍ ଆର୍ ହଃର୍ମାଣ୍ ।
ce qui est un présage du juste jugement de Dieu qui vous déclarera dignes de Son royaume, pour lequel, vous aussi, vous souffrez;
6 ଜୁୟ୍ରି ଟିକ୍ ସେରି ସେ ସାଦୁନ୍ କଃରେଦ୍ ଆର୍ ଜୁୟ୍ ମଃନ୍ ତୁମିମଃନ୍କେ ତାଳ୍ନା କଃରୁଲାୟ୍ ଇସ୍ୱର୍ ସେମଃନ୍କେ ଡଃଣ୍ଡ୍ ଦଃୟ୍ଦ୍ ।
si du moins il est juste, de la part de Dieu, de rétribuer par la persécution ceux qui vous persécutent,
7 ଇସ୍ୱର୍ ତୁମାର୍ ଦୁକ୍ବଗାର୍ ସେସ୍ କଃରି ଅଃମିକ୍ ହେଁ ବିସାଉଁଣି ଦଃୟ୍ଦ୍ ଇସ୍ୱର୍ ଇ କାମ୍ ସାଦୁନ୍ କଃରେଦ୍, ମାପ୍ରୁ ଜିସୁ ଜଃଡେବଃଳ୍ ଅଃହ୍ଣାର୍ ସଃକ୍ତିମାନ୍ ଦୁତ୍ମଃନାର୍ ସଃଙ୍ଗ୍ ଲାଗ୍ତା ଜୟ୍ସଃଙ୍ଗ୍ ସଃର୍ଗେହୁଣି ଆସେଦ୍ ।
et par la délivrance vous, qui êtes persécutés, et nous-mêmes aussi, lors de la révélation du Seigneur Jésus, venant du ciel avec les anges de sa puissance,
8 ଜୁୟ୍ ଲକ୍ମଃନ୍ ଇସ୍ୱର୍କେ ନଃଜାଣ୍ତି ଆର୍ ଅଃମିମଃନାର୍ ମାପ୍ରୁ ଜିସୁର୍ ନିକ କବୁର୍ ନଃମାନ୍ତି, ସେମଃନ୍କେ ସେ ସଃଡେବଃଳ୍ ଟିକ୍ ଡଃଣ୍ଡ୍ ଦଃୟ୍ଦ୍ ।
entouré d'une flamme de feu, pour punir ceux qui ne connaissent pas Dieu, et ceux qui n'obéissent pas à l'évangile de notre Seigneur Jésus,
9 ସେ ଦିନ୍ ସେମଃନ୍ ଡଃଣ୍ଡ୍ ହାଉତି, ବଃଲେକ୍ ମାପ୍ରୁର୍ ତଃୟ୍ହୁଣି ଆର୍ ତାର୍ ସଃକ୍ତିର୍ ଜଃଜ୍ମାନ୍ ତଃୟ୍ହୁଣି ବାର୍କଃରା ଅୟ୍ ସଃବୁ ଦିନାର୍ ନାସ୍ ବୟଃଗ୍ କଃର୍ତି, (aiōnios )
lesquels subiront comme châtiment une perdition éternelle, loin de la face du seigneur et de la gloire de sa force, (aiōnios )
10 ମଃତର୍ ସେଦିନ୍ ସେ ତାର୍ ଲକ୍ମଃନାର୍ ତଃୟ୍ ହୁଣି ଆର୍ ସଃବୁ ବିସ୍ୱାସି ମଃନାର୍ ତଃୟ୍ହୁଣି ମାନ୍ତି ଆର୍ ଜଃଜ୍ମାନ୍ ହାୟ୍ଦ୍, ଇମଃନାର୍ ବିତ୍ରେ ତୁମିହେଁ ମିସାସ୍ । କାୟ୍ତାକ୍ ବଃଲେକ୍ ଅଃମି ତୁମିକେ ଜୁୟ୍ ସଃବୁ ଦଃୟ୍ ରିଲୁ ସେରି ତୁମି ସଃତ୍ କଃରି ଆଚାସ୍ ।
lorsqu'il sera venu pour être, en ce jour-là, glorifié dans ses saints et admiré dans tous ceux qui auront cru, car le témoignage que nous avons porté devant vous a été cru.
11 ଇତାର୍ ଗିନେ ଅଃମାର୍ ଇସ୍ୱର୍ ନିଜେ ଜଃନ୍କଃରି ତୁମିମଃନ୍କେ କୁଦ୍ଲାର୍ ଜୟ୍ଗ୍ ବଃଲି ଗଃଣିତା କଃରେଦ୍, ଆରେକ୍ ତୁମିମଃନାର୍ ସଃବୁ ସଃତ୍ଇଚା ଆର୍ ବିସ୍ୱାସାର୍ କାମ୍ ତାର୍ ସଃକ୍ତିୟେ ହୁରୁଣ୍ କଃରେଦ୍, ସେତାର୍ଗିନେ ହେଁ ଅଃମିମଃନ୍ ସଃବୁବଃଳ୍ ତୁମିମଃନାର୍ ଗିନେ ପାର୍ତ୍ନା କଃରୁଲୁ ।
C'est en vue de cela aussi que nous adressons pour vous de constantes prières, afin que notre Dieu vous juge dignes de Son appel, et qu'il accomplisse avec puissance toute disposition de bien faire, et l'œuvre de la foi,
12 ସେବାନ୍ୟା ଅୟ୍ଲେକ୍ ଅଃମିମଃନାର୍ ଇସ୍ୱର୍ ଆର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ହଃର୍କାରେ ଅଃମିମଃନାର୍ ମାପ୍ରୁ ଜିସୁର୍ ନାଉଁ ତୁମିମଃନାର୍ ତଃୟ୍ ଜଃଜ୍ମାନ୍ ହାୟ୍ଦ୍, ଆର୍ ତୁମିମଃନ୍ ତାର୍ ତଃୟ୍ ଜଃଜ୍ମାନ୍ ହାଉଆସ୍ ।
afin que le nom de notre seigneur Jésus soit glorifié en vous, et vous en lui, selon la grâce de notre Dieu et du Seigneur Jésus-Christ.