< ୨ ତେସଲନିକି 3 >
1 ଏ ବାୟ୍ବେଣିମଃନ୍, ସଃରାସଃରି ଅଃମିମଃନାର୍ ଗିନେ ପାର୍ତ୍ନା କଃରା, ମାପ୍ରୁର୍ କଃତା ତୁମିମଃନାର୍ ବିତ୍ରେ ଜଃନ୍କଃରି ଉର୍ଜି ଅୟ୍ରିଲି, ସେରଃକମ୍ ସଃବୁହାକ୍ ବେଗି ଉର୍ଜିଅୟ୍ ଜଃଜ୍ମାନ୍ ହାୟ୍ଦ୍,
FINALLY, brethren, pray for us, that the word of the Lord may have free course, and be glorified, even as it is with you:
2 ଆରେକ୍ ପାର୍ତ୍ନା କଃରା, ଇସ୍ୱର୍ ଜଃନ୍କଃରି ଅଃମିମଃନ୍କ୍ କଃରାବ୍ ଲକ୍ ଆର୍ ଦୁସ୍ଟ୍ ଲକ୍ମଃନାର୍ ତଃୟ୍ହୁଣି ରଃକ୍ୟା କଃରେଦ୍ କାୟ୍ତାକ୍ବଃଲେକ୍ ସଃବୁ ଲକ୍ ନିକ କବୁର୍କେ ବିସ୍ୱାସ୍ ନଃକେର୍ତି ।
And that we may be delivered from unreasonable and wicked men: for all men have not faith.
3 ମଃତର୍ ମାପ୍ରୁ ବିସ୍ୱାସାର୍ ଜୟ୍ଗ୍, ସେ ତୁମିମଃନ୍କେ ତିର୍କଃରି ସୟ୍ତାନ୍ ତଃୟ୍ହୁଣି ବାଚାୟ୍ଦ୍ ।
But the Lord is faithful, who shall stablish you, and keep you from evil.
4 ଅଃମିମଃନ୍ ଜୁୟ୍ସଃବୁ ବଲ୍ ଦଃୟ୍ଆଚୁ, ସେସଃବୁ ଜେ ତୁମିମଃନ୍ କଃରୁଲାସ୍ ଆର୍ କଃରାସ୍, ଇରି ତୁମିମଃନାର୍ କଃତାୟ୍ ମାପ୍ରୁର୍ ତଃୟ୍ ଅଃମିମଃନାର୍ ବଃଡେ ବିସ୍ୱାସ୍ ଆଚେ ।
And we have confidence in the Lord touching you, that ye both do and will do the things which we command you.
5 ଆର୍ ମାପ୍ରୁ ତୁମିମଃନାର୍ ମଃନ୍କ୍ ଇସ୍ୱରାର୍ ଲାଡ୍ ଆର୍ କ୍ରିସ୍ଟର୍ ସଃମ୍ବାଳ୍ତା ହର୍ ବାଟେ କାଡାୟ୍ ନେଉଅ ।
And the Lord direct your hearts into the love of God, and into the patient waiting for Christ.
6 ଏ ବାୟ୍ବେଣିମଃନ୍, ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ତୁମିମଃନ୍କେ ଇ ଆଦେସ୍ ଦେଉଁଲୁ, ଜୁୟ୍ ବାୟ୍ବେଣିମଃନ୍ ଅଃଳ୍ସିଆ ଜିବନ୍ କାଟ୍ତି ଆର୍ ଅଃମାର୍ ତଃୟ୍ହୁଣି ହାୟ୍ଲା ସିକ୍ୟା ହଃର୍କାରେ ଜିବନ୍ ନଃକାଟେ, ଆର୍ ସେ ବାୟ୍ମଃନାର୍ ତଃୟ୍ହୁଣି ଅଃହ୍ଣା ଆହ୍ଣାକେ ଅଃଲ୍ଗା କଃରି ରିଆ ।
Now we command you, brethren, in the name of our Lord Jesus Christ, that ye withdraw yourselves from every brother that walketh disorderly, and not after the tradition which he received of us.
7 କାୟ୍ତାକ୍ବଃଲେକ୍ କଃନ୍କଃରି ଅଃମିମଃନ୍କ୍ କାମ୍ ହଃର୍କାରେ ତୁମିମଃନ୍କେ କଃର୍ତାର୍ ଲଳା, ସେରି ତୁମିମଃନ୍ ନିଜେ ଜାଣୁଲାସ୍; ତୁମିମଃନାର୍ ସଃଙ୍ଗ୍ ରିଲାବଃଳ୍ ଅଃମିମଃନ୍ ଅଃଳ୍ସିଆ ଅୟ୍ ନଃରିଲୁ,
For yourselves know how ye ought to follow us: for we behaved not ourselves disorderly among you;
8 କି ତଃନେ ତଃନେ କାର୍ ଅଃର୍ନ୍ କାୟ୍ନଃରିଲୁ, ମଃତର୍ ତୁମିମଃନାର୍ ବିତ୍ରେ କାର୍ ଉହ୍ରେ ବଜ୍ ହର୍ ନଃଉଁକ୍ କଃସ୍ଟ୍ ଆର୍ ଦୁକ୍ ସଃଙ୍ଗ୍ ଦିନ୍ରାତି କାମ୍ କଃରିରିଲୁ ।
Neither did we eat any man’s bread for nought; but wrought with labour and travail night and day, that we might not be chargeable to any of you:
9 ତୁମିମଃନାର୍ ତଃୟ୍ହୁଣି କାୟ୍ରି ନେଉଁକ୍ ଜେ ଅଃମିମଃନାର୍ ଅଃଦିକାର୍ ନାୟ୍, ସେରି ନାୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ଅଃମିମଃନାର୍ କାମ୍ କଃରାସ୍, ଇତାର୍ ଗିନେ ଅଃମିକ୍ ଦଃକି ତୁମି ସିକୁକ୍ ସେବାନ୍ୟା କଃଲୁ ।
Not because we have not power, but to make ourselves an ensample unto you to follow us.
10 କାୟ୍ତାକ୍ବଃଲେକ୍ ତୁମିମଃନାର୍ ସଃଙ୍ଗ୍ ରେତାବଃଳ୍ ଅଃମିମଃନ୍ ତୁମିମଃନ୍କେ ଇ ବଲ୍ ଦଃୟ୍ରିଲୁ, “ଜୁୟ୍ ଲକ୍ କାମ୍ କଃରୁକେ ମଃନ୍ ନଃକେରେ, ସେ ଅଃର୍ନ୍ ହେଁ କାଉଅ ନାୟ୍ ।”
For even when we were with you, this we commanded you, that if any would not work, neither should he eat.
11 ତୁମିମଃନାର୍ ବିତ୍ରେ କେ କେ ଅଃଳ୍ସିଆ ଜିବନ୍ କାଟୁଲାୟ୍ ଆର୍ ନିଜାର୍ କାୟ୍ କାମ୍ ନଃକେରି ବିନ୍ ଲକାର୍ କାମେ ବାଦା ଦେଉଁକ୍ ଲାଗିରେତି ବଃଲି ଅଃମିମଃନ୍ ସୁଣୁଲୁ ।
For we hear that there are some which walk among you disorderly, working not at all, but are busybodies.
12 ଇରଃକମ୍ ଲକ୍ମଃନ୍କେ ସୁସ୍ତା ବାବେ କାମ୍ କଃରି ନିଜାର୍ ନିଜାର୍ ଅଃର୍ନ୍ କାଉଁକେ ଅଃମିମଃନ୍ ମାପ୍ରୁ ଜିସୁ କ୍ରିସ୍ଟର୍ ନାଉଁଏ ଆଦେସ୍ ଆର୍ ଚେତ୍ନା ଦେଉଁଲୁ ।
Now them that are such we command and exhort by our Lord Jesus Christ, that with quietness they work, and eat their own bread.
13 ମଃତର୍ ଏ ବାୟ୍ବେଣିମଃନ୍, ସଃତ୍ କାମ୍ କଃରୁକେ ତୁମିମଃନ୍ ତାକା ନାୟ୍ ।
But ye, brethren, be not weary in well doing.
14 ଆର୍ ଜଃବେ କେ ଇ ଚିଟି ତଃୟ୍ ଲେକା ଅୟ୍ଲା ଅଃମିମଃନାର୍ ସିକ୍ୟାକେ ନଃମାନେ, ତଃବେ ସେ ଲକ୍କେ ଚିନି ରିଆ, ଆରେକ୍ ସେ ଜଃନ୍କଃରି ଲାଜ୍ ଅୟ୍ଦ୍, ଇତାର୍ ଗିନେ ତାର୍ ସଃଙ୍ଗ୍ ମିସାବିଳା କଃରାନାୟ୍ ।
And if any man obey not our word by this epistle, note that man, and have no company with him, that he may be ashamed.
15 ଅୟ୍ଲେକ୍ ହେଁ ତାକେ ସଃତ୍ରୁ ବଃଲି ମଃନେ ବାବା ନାୟ୍, ମଃତର୍ ତାକେ କ୍ରିସ୍ଟ ବିସ୍ୱାସି ବାୟ୍ ବଃଲି ମଃନେ ବାବି ଚେତ୍ନା ଦିଆସ୍ ।
Yet count him not as an enemy, but admonish him as a brother.
16 ସୁସ୍ତା ଦେଉଁକେ ମାପ୍ରୁ ନିଜେ ତୁମିମଃନ୍କେ ସଃବୁବଃଳ୍ ଆର୍ ସଃବୁ ରଃକମେ ସୁସ୍ତା ଦେଅ । ମାପ୍ରୁ ତୁମି ସଃବୁ ଲକାର୍ ସଃଙ୍ଗେ ସଃଙ୍ଗେ ରେଅ ।
Now the Lord of peace himself give you peace always by all means. The Lord be with you all.
17 ମୁୟ୍ଁ ପାଉଲ୍, ମର୍ ନିଜାର୍ ଆତେ ଲେକି ଜୁଆର୍ ଜାଣାଉଁଲେ; ସଃବୁ ଚିଟି ତଃୟ୍ ଇରି ଚିନ୍ ହର୍, ମୁୟ୍ଁ ଇବାନ୍ୟା ଲେକିନ୍ଦ୍ ।
The salutation of Paul with mine own hand, which is the token in every epistle: so I write.
18 ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମି ସଃବୁଲକାର୍ ଉହ୍ରେ ଅଃଉଆ ।
The grace of our Lord Jesus Christ be with you all. Amen. The second epistle to the Thessalonians was written from Athens.