< ୨ ପିତର୍ 1 >
1 ସିମନ୍ ପିତର୍, ଜିସୁ କ୍ରିସ୍ଟର୍ ଗଟେକ୍ ଗତିଦଃଙ୍ଗ୍ଳା ଆର୍ ପେରିତ୍ ଅଃମିମଃନାର୍ ଇସ୍ୱରାର୍ ଆର୍ ମୁକ୍ତିକାରି ଜିସୁକ୍ରିସ୍ଟାର୍ ଦଃର୍ମି ଲାଗି ଜୁୟ୍ମଃନ୍ ଅଃମିମଃନାର୍ ସଃଙ୍ଗେ ସଃମାନ୍ ବାବେ ଜଃବର୍ ମଲାର୍ ବିସ୍ୱାସ୍ ହାୟ୍ ଆଚ୍ତି ସେମଃନାର୍ ହାକ୍ ଚିଟି ଲେକୁଲେ ।
Simon Peter, Jesu Kristi Tjener og Apostel, til dem, der have faaet samme dyrebare Tro som vi ved vor Guds og Frelsers Jesu Kristi Retfærdighed:
2 ଇସ୍ୱର୍ ଆର୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ବିସୟାର୍ ଗିଆନ୍ ଗିନେ ତୁମିମଃନ୍କେ ଦଃୟା ଆର୍ ସୁସ୍ତା ବୁତେକ୍ ଅଃଉଅ ।
Naade og Fred vorde eder mangfoldig til Del i Erkendelse af Gud og vor Herre Jesus.
3 ଜେ ଅଃହ୍ଣାର୍ ଜଃଜ୍ମାନ୍ ଆର୍ ସଃତ୍ଗୁଣେ ଅଃମିମଃନ୍କ୍ କୁଦିଆଚେ, ତାର୍ ବିସୟାର୍ ଗିଆନ୍ ତଃୟ୍ ଇସ୍ୱରାର୍ ସଃକ୍ତି ଅଃମିମଃନ୍କ୍ ଜିବନ୍ ଆର୍ ଦର୍ମି ଜିବନ୍ ଅଃଉଁକେ ସଃବୁ ଲଳାରିଲାର୍ ବିସୟ୍ ଦାନ୍ ଦଃୟ୍ ଆଚେ ।
Saasom hans guddommelige Magt har skænket os alt, hvad der hører til Liv og Gudfrygtighed ved Erkendelsen af ham, som kaldte os ved sin Herlighed og Kraft,
4 ସେତାର୍ଗିନେ ସେ ଅଃମିମଃନ୍କ୍ ବଃଡେ ମଲାର୍ ଆର୍ ସଃବ୍କେ ଉଟ୍ୟା ସଃୟ୍ତ୍ମଃନ୍ ଦିଲାଆଚେ, ଜଃନ୍କଃରି ସେରିସଃବୁ ତଃୟହୁଣି ତୁମିମଃନ୍ କଃରାବ୍ ଇଚା ତଃୟ୍ହୁଣି ଜୁୟ୍ ନାସ୍ଅଃଉତା ଜଃଗତେ ଆଚେ, ସେତିହୁଣି ବାଚିକ୍ରି ଇସ୍ୱରାର୍ ଗୁଣାର୍ ବାଟା ହାଉଆସ୍ ।
hvorved han har skænket os de største og dyrebare Forjættelser, for at I ved disse skulle faa Del i guddommelig Natur, naar I undfly Fordærvelsen i Verden, som har sin Grund i Begær,
5 ହେଁ ଇତାର୍ ଗିନେ ତୁମିମଃନ୍ ବଃଡେ ଜଃତୁନାର୍ ସଃଙ୍ଗ୍ ବିସ୍ୱାସ୍ ସଃଙ୍ଗ୍ ସଃତ୍ଗୁଣ୍, ସଃତ୍ଗୁଣ୍ ସଃଙ୍ଗ୍ ଗିଆନ୍,
saa anvender just derfor al Flid paa i eders Tro at udvise Dyd og i Dyden Kundskab
6 ଗିଆନାର୍ ସଃଙ୍ଗ୍ ନିଜ୍କେ ସଃମ୍ୱାଳ୍ତାର୍, ସଃମ୍ୱାଳ୍ତା ସଃଙ୍ଗ୍ ସାସ୍, ସାସ୍ ସଃଙ୍ଗ୍ ଦଃର୍ମି ଜିବନ୍,
og i Kundskaben Afholdenhed og i Afholdenheden Udholdenhed og i Udholdenheden Gudsfrygt
7 ଦଃର୍ମିଜିବନ୍ ସଃଙ୍ଗ୍ ବାୟ୍ ଲାଡ୍, ଆରେକ୍ ବାୟ୍ ଲାଡ୍ ସଃଙ୍ଗ୍ ଲାଡ୍ ମିସାଉଆ ।
og i Gudsfrygten Broderkærlighed og i Broderkærligheden Kærlighed.
8 ଇସଃବୁ ତୁମାର୍ ତଃୟ୍ ବାଡ୍ଲେକ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟାର୍ କଃତାର୍ ଗିଆନେ ହୁର୍ନ୍ ଅଃଉଁକେ ତୁମିମଃନ୍କେ ଅଃଳ୍ସିଆ ଆର୍ ହଃଳ୍ ନୟ୍ଲା ହର୍ ନଃଉଁଆସ୍ ।
Thi naar dette findes hos eder og er i Tiltagen, lader det eder ikke staa ørkesløse eller ufrugtbare i Erkendelsen af vor Herre Jesus Kristus;
9 ମଃତର୍ ଇ ସଃବୁ ଜାର୍ ତଃୟ୍ ନାୟ୍, ସେ ଦୁରିକ୍ ଦଃକ୍ତା ହର୍ ନଃୟ୍କଃରି କାଣା ଅୟ୍ଆଚେ, ଆରେକ୍ ଅଃହ୍ଣାର୍ ଆଗେ କ୍ରିରିଲା ହାହେହୁଣି ନିର୍ମୁଳ୍ ଅୟ୍ଲା କଃତା ହାସ୍ରି ଆଚେ ।
den nemlig, som ikke har dette, er blind, svagsynet, idet han har glemt Renselsen fra sine fordums Synder.
10 ବଃଲେକ୍ ଏ ବାୟ୍ବେଣିମଃନ୍, ତୁମିମଃନ୍ ଅଃହ୍ଣା ଅଃହ୍ଣାର୍ କୁଦ୍ଲାର୍ ଆର୍ ବାଚ୍ଲାର୍ ତିର୍ କଃରୁକେ ଅଃଦିକ୍ ଜାଗ୍ରତ୍ ଅଃଉଆ; ବଃଲେକ୍ ଇବାନ୍ୟା କଃଲେକ୍ ତୁମିମଃନ୍ କଃବେହେଁ ବିସ୍ୱାସେ ହୁଣି ଜଟ୍ୟାୟ୍ ନଃଉଁଆସ୍ ।
Derfor, Brødre! gører eder des mere Flid for at befæste eders Kaldelse og Udvælgelse; thi naar I gøre dette, skulle I ingen Sinde støde an.
11 ଆର୍ ଇରଃକମ୍ ଅଃମିମଃନାର୍ ମାପ୍ରୁ ଆର୍ ମୁକ୍ତିକଃର୍ତା ଜିସୁ କ୍ରିସ୍ଟର୍ ସଃବୁ ଦିନାର୍ ରାଇଜେ ସଃର୍ଦାୟ୍ ଜଃଉଁକେ ତୁମିମଃନ୍କେ ଦିଆ ଅୟ୍ଦ୍ । (aiōnios )
Thi saa skal der rigelig gives eder Indgang i vor Herres og Frelsers Jesu Kristi evige Rige. (aiōnios )
12 ବଃଲେକ୍ ତୁମିମଃନ୍ ଜଦି ଇ ସଃବୁ କଃତା ଜାଣାସ୍ ଆର୍ ହାୟ୍ରିଲା ସଃତି ତିର୍ କଃରା ଅୟ୍ ଆଚାସ୍, ଅୟ୍ଲେ, ହେଁ ମୁଁୟ୍ ଇ ସଃବୁ କଃତା ତୁମିମଃନ୍କେ ଏତାୟ୍ ଦେଉଁକେ ସଃବୁବଃଳ୍ ଜାଗ୍ରତ୍ ଅୟ୍ନ୍ଦ୍ ରଃୟ୍ଦ୍ ।
Derfor vil jeg ikke forsømme altid at paaminde eder om dette, ihvorvel I vide det og ere befæstede i den Sandhed, som er til Stede hos os.
13 ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟ ମକେ ଜଃନ୍କଃରି ଜାଣାୟ୍ ଆଚେ, ସେ ହଃର୍କାରେ ବେଗି ମକେ ଇ ଗଃଗାଳ୍ ହର୍ ତୁମ୍ ଜେ ଚାଡୁକ୍ ଟିକ୍ ଅୟ୍ଦ୍ ।
Men jeg anser det for ret at vække eder ved Paamindelse, saa længe jeg er i dette Telt,
14 ବେଗି ମୁୟ୍ଁ ଇ ନଃସ୍ଟ୍ ଅଃଉତା ଗଃଗାଳେ ହୁଣି ଦୁରି ଜାୟ୍ନ୍ଦ୍, ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟ କୟ୍ ଆଚେ ।
da jeg ved, at Aflæggelsen af mit Telt kommer brat, saaledes som jo vor Herre Jesus Kristus har givet mig til Kende.
15 ଆର୍ ମୁୟ୍ଁ ମଃଲା ହଃଚେ ତୁମିମଃନ୍ ଇସଃବୁ କଃତା ଜଃନ୍କଃରି ସଃବୁବଃଳ୍ ଏତାଉଁ ହାରାସ୍, ଇତାର୍ ଗିନେ ମୁୟ୍ଁ ଜଃତୁନ୍ କଃରିନ୍ଦ୍ ।
Og jeg vil ogsaa gøre mig Flid for, at I til enhver Tid efter min Bortgang kunne drage eder dette i Minde.
16 କାୟ୍ତାକ୍ବଃଲେକ୍ ଅଃମିମଃନ୍ ଜଃଡ୍ବଳ୍ ଅଃମିମଃନାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ସଃକ୍ତି ଆର୍ ଆସ୍ତା କଃତା ତୁମିମଃନ୍କେ ଜାଣାୟ୍ଲୁ, ସଃଡେବଃଳ୍ ଚଃଲାକି ସଃଙ୍ଗ୍ କାୟ୍ କଃତା ହେଁ ମଃନେ ହାଜି କୟ୍ ନଃରିଲୁ ମଃତର୍ ତାର୍ ଜଃଜ୍ମାନାର୍ ଆକାୟ୍ ଦଃକ୍ଲା ସାକି ଅୟ୍ରିଲୁ ।
Thi vi have ikke fulgt kløgtigt opdigtede Fabler, da vi kundgjorde eder vor Herres Jesu Kristi Kraft og Tilkommelse, men vi have været Øjenvidner til hans Majestæt,
17 ବଃଲେକ୍ ଜଃଡ୍ବଳ୍ ବଃଡେ ଜଃଜ୍ମାନ୍ ବିତ୍ରେହୁଣି ତାର୍ ଗିନେ ଇ କଃତା ସୁଣାଗଃଲି, “ଏ ମର୍ ଲାଡାର୍ ହଅ, ତର୍ ତଃୟ୍ଁ ମର୍ ବଃଡେ ସଃଲ୍ମତ୍, ସଃଡେବଃଳ୍ ସେ ଉବା ଇସ୍ୱରାର୍ ତଃୟହୁଣି ମାୟ୍ନ୍ ଆର୍ ଜଃଜ୍ମାନ୍ ହାୟ୍ଲା ।”
nemlig da han fik Ære og Herlighed af Gud Fader, idet en saadan Røst lød til ham fra den majestætiske Herlighed: „Denne er min Søn, den elskede, i hvem jeg har Velbehag.‟
18 ଅଃମିମଃନ୍ ତାର୍ ସଃଙ୍ଗ୍ ପବିତ୍ର ହଃର୍ବାତେ ରିଲାବଃଳ୍ ନିଜେ ଅଃଗାସେ ହୁଣି ଆୟ୍ଲାର୍ ଇ କଃତା ସୁଣ୍ଲୁ ।
Og vi hørte denne Røst lyde fra Himmelen, da vi vare med ham paa det hellige Bjerg.
19 ଇତାକ୍ ବାବ୍ବାଦିମଃନ୍ କୟ୍ରିଲା ବାବ୍ବାଣି ଅଃମିମଃନାର୍ ତଃୟ୍ ଅଃଦିକ୍ ଅଃଟୁଆ ଅୟ୍ଆଚେ, ତୁମିମଃନ୍ ସେରି ଜିଙ୍ଗ୍ଜିଙ୍ଗା ଅଃନ୍ଦାର୍ ଟାଣେ କଃଚ୍ତା କୁପି ହର୍ ମଃନେ ବାବି ଉଜାଳ୍ ନଃହାଉତା ହଃତେକ୍ ଆର୍ ତୁମିମଃନାର୍ ମଃନେ ହାଉଁତିଆ ତାରା ନଃଉଦ୍ତା ହଃତେକ୍ ତାକେ ମଃନ୍ ଦିଆନ୍ କଃଲେକ୍ ନିକ ଅୟ୍ଦ୍ ।
Og des mere stadfæstet have vi det profetiske Ord, hvilket I gøre vel i at agte paa som paa et Lys, der skinner paa et mørkt Sted, indtil Dagen bryder frem, og Morgenstjernen oprinder i eders Hjerter,
20 ହଃର୍ତୁ ଇରି ଜାଣା ଜେ, ସାସ୍ତରାର୍ କୁୟ୍ ହେଁ ବଃଚନ୍ ଅଃଲ୍ଗା ବାବେ ବାଡାୟ୍କଃରି କଃଉତା ବିସୟ୍ ନଃୟ୍ ।
idet I fornemmelig mærke eder dette, at ingen Profeti i Skriften beror paa egen Tydning.
21 କାୟ୍ତାକ୍ ବଃଲେକ୍ କୁୟ୍ ବାବ୍ବାଣି କଃବେ ହେଁ ମାନାଇର୍ ଇଚାୟ୍ ଉବ୍ଜି ନଃକେରେ, ମଃତର୍ ଇସ୍ୱର୍ ହଃଟାୟ୍ଲା ପେରିତ୍ ମାନାୟ୍ମଃନ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ କଃତା କୟ୍ରିଲାୟ୍ ।
Thi aldrig er nogen Profeti bleven fremført ved et Menneskes Villie; men drevne af den Helligaand talte hellige Guds Mænd.