< ୨ ଜହନ୍ 1 >
1 ପାରାଚିନ୍ ଜେ ମୁଁୟ୍, ମୁଁୟ୍ ମାପ୍ରୁ ବାଚ୍ଲା ମାୟ୍ଜିଟକି, ଆର୍ ଇସ୍ୱରାର୍ ହିଲାମଃନାର୍ ହାକ୍ ଇ ଚିଟି ଲେକୁଲେ । ସେମଃନ୍କେ ମୁଁୟ୍ ସଃତ୍କଃରି ଲାଡ୍ କଃରୁଲେ, ଆର୍ ଅଃକାୟ୍ ମୁଁୟ୍ ନାୟ୍ ମଃତର୍ ସଃତ୍ ଜାଣି ରେତା ସଃବୁ ଲକ୍ ହେଁ ଲାଡ୍ କଃର୍ତି ।
ο πρεσβυτερος εκλεκτη κυρια και τοις τεκνοις αυτης ους εγω αγαπω εν αληθεια και ουκ εγω μονος αλλα και παντες οι εγνωκοτες την αληθειαν
2 ଜୁୟ୍ ସଃତ୍ ଅଃମିମଃନାର୍ ମଃନ୍ବିତ୍ରେ ଆଚେ ଆର୍ ସଃବୁବଃଳ୍ ଅଃମାର୍ ସଃଙ୍ଗ୍ ରଃୟ୍ଦ୍, ସେ ସଃତାର୍ ଗିନେ ସେମଃନ୍କେ ଲାଡ୍ କଃରୁଲୁ । (aiōn )
δια την αληθειαν την μενουσαν εν ημιν και μεθ ημων εσται εις τον αιωνα (aiōn )
3 ଉବା ଇସ୍ୱର୍ ଆର୍ ସେ ଉବାର୍ ହୟ୍ସି ଜିସୁ କ୍ରିସ୍ଟର୍ ତଃୟ୍ ହୁଣି ଉହ୍କାର୍, ଦଃୟା ଆର୍ ସୁସ୍ତା ଅଃମାର୍ ସଃଙ୍ଗ୍ ସଃତ୍ ଆର୍ ଲାଡେ ରଃୟ୍ଦ୍ ।
εσται μεθ υμων χαρις ελεος ειρηνη παρα θεου πατρος και παρα κυριου ιησου χριστου του υιου του πατρος εν αληθεια και αγαπη
4 ତୁମାର୍ ହିଲାମଃନାର୍ ବିତ୍ରେ କଃତେକ୍ ଉବାର୍ ତଃୟ୍ହୁଣି ହାୟ୍ରିଲା ବିଦି ହଃର୍କାରେ ସଃତେ ଚାଲ୍ଚାଲ୍ତି ଜାଣି ମୁଁୟ୍ ବଃଡେ ସଃର୍ଦା ।
εχαρην λιαν οτι ευρηκα εκ των τεκνων σου περιπατουντας εν αληθεια καθως εντολην ελαβομεν παρα του πατρος
5 ଲାଡାର୍ ଆୟା ଅଃବେ ମୁଁୟ୍ ଜେ ତର୍ ହାକ୍ ନଃଉଆଁ ବିଦି ଲେକୁଲେ ସେରି ନାୟ୍, ମଃତର୍ ଆରୁମେ ହୁଣି ହାୟ୍ଲା ବଲ୍କେ ଲେକି ଗଃଉଆରି କଃରୁଲେ ଜେ, ଅଃମିମଃନ୍ ସଃବ୍କେ ଅଃହ୍ଣା ଅଃହ୍ଣା ମଃନ୍କାର୍ ବିତ୍ରେ କଃରୁନ୍ଦ୍ ।
και νυν ερωτω σε κυρια ουχ ως εντολην γραφων σοι καινην αλλα ην ειχομεν απ αρχης ινα αγαπωμεν αλληλους
6 ଆର୍ ଅଃମିମଃନ୍ ଜେ, ତାର୍ ବିଦି ହଃର୍କାରେ ଚାଲ୍ଚାଲ୍ତି କଃରୁଆଁ, ଇରି ହଃକା ଲାଡାର୍ ଅଃର୍ତ୍ । ତୁମିମଃନ୍ ଆରୁମେ ହୁଣି ଜାୟ୍ରି ସୁଣି ଆଚାସ୍, ସେ ହଃର୍କାରେ ଚାଲ୍ଚାଲ୍ତି କଃରା ଇରି ସେ ବଲ୍ ।
και αυτη εστιν η αγαπη ινα περιπατωμεν κατα τας εντολας αυτου αυτη εστιν η εντολη καθως ηκουσατε απ αρχης ινα εν αυτη περιπατητε
7 ବଃଲେକ୍ ଜୁୟ୍ ଲକ୍ମଃନ୍ ଜିସୁ କ୍ରିସ୍ଟ ନଃର୍ ଗଃଗାଳ୍ ଦଃରି ଆସି ଆଚେ ବଃଲି ବିସ୍ୱାସ୍ ନଃକେର୍ତି, ଇରଃକମ୍ ଗାଦେକ୍ ଟକୁମଃନ୍ ଜଃଗତେ ବାରାୟ୍ ଆସି ଆଚ୍ତି । ଇବାନ୍ୟା ଲକ୍ ଅଃଉଁଲାୟ୍ ଟକୁମଃନ୍ ଆର୍ କ୍ରିସ୍ଟର୍ ସଃତ୍ରୁ ।
οτι πολλοι πλανοι εισηλθον εις τον κοσμον οι μη ομολογουντες ιησουν χριστον ερχομενον εν σαρκι ουτος εστιν ο πλανος και ο αντιχριστος
8 ତୁମିମଃନ୍ ଜଃନ୍କଃରି ଅଃମିମଃନାର୍ କଃଲା କାମାର୍ ହଃଳ୍ ଆରାୟ୍ ନଃକେରି ଜଃନ୍କଃରି ସେତିର୍ ହୁର୍ନ୍ କଃରି ପୁରିସ୍କାର୍ ହାଉଆସ୍; ସେତାର୍ ଗିନେ ନିଜାର୍ ନିଜାର୍ ବିସୟେ ଜଃଗ୍ରାତ୍ ରିଆ ।
βλεπετε εαυτους ινα μη απολεσωμεν α ειργασαμεθα αλλα μισθον πληρη απολαβωμεν
9 ଜୁୟ୍ଲକ୍ କ୍ରିସ୍ଟର୍ ସିକ୍ୟାର୍, ବିତ୍ରେ ନଃରେୟ୍ ଜଦି ବିନେ ଜାୟ୍ଦ୍, ସେ ଇସ୍ୱର୍କେ ନଃହାୟ୍; ସିକ୍ୟାର୍ ବିତ୍ରେ ରଃୟ୍ଦ୍, ସେ ଉବାକ୍ ଆର୍ ହୟ୍ସିକ୍ ଦୁୟ୍ଲକେ ହାୟ୍ ଆଚେ ।
πας ο παραβαινων και μη μενων εν τη διδαχη του χριστου θεον ουκ εχει ο μενων εν τη διδαχη του χριστου ουτος και τον πατερα και τον υιον εχει
10 କେ ଜଦି ଇ ସିକ୍ୟା ନଃୟ୍ ତୁମିମଃନାର୍ ହାକ୍ ଆସେଦ୍, ତଃବେ ତାକ୍ ତୁମାର୍ ଗଃରେ କୁଦାନାୟ୍ କଃରାନାୟ୍, ଆର୍ ତର୍ ସୁସ୍ତା ଅଃଉଅ ବଃଲି କୟ୍କଃରି ତାକେ ଜୁଆର୍ କଃରାନାୟ୍ ।
ει τις ερχεται προς υμας και ταυτην την διδαχην ου φερει μη λαμβανετε αυτον εις οικιαν και χαιρειν αυτω μη λεγετε
11 ବଃଲେକ୍ ଜୁୟ୍ଲକ୍ ତାର୍ ସୁସ୍ତା ଅଃଉଅ ବଃଲି କୟ୍ଦ୍, ସେ ତାର୍ କଃରାବ୍ କାମାର୍ ବାଗିଦାରି ସଃଇନ୍ ।
ο γαρ λεγων αυτω χαιρειν κοινωνει τοις εργοις αυτου τοις πονηροις
12 ତୁମିମଃନାର୍ ହାକ୍ ଗାଦେକ୍ କଃତା ଲେକ୍ତାର୍ ଆଚେ, ମଃତର୍ କାଗଜେ ଆର୍ ପେନେ ସେରି ଲେକୁକେ ମଃନ୍ ନଃକେରୁଲେ ମର୍ ଆସା ଜେ, ତୁମାର୍ ଲଃଗେ ଆସି ନିଜେ ମୁକାମୁକି କଃତାବାର୍ତା କଃରିନ୍ଦ୍, ଜଃନ୍କଃରି ଅଃମିମଃନାର୍ ସଃର୍ଦା ହୁର୍ନ୍ ଅୟ୍ଦ୍ ।
πολλα εχων υμιν γραφειν ουκ ηβουληθην δια χαρτου και μελανος αλλα ελπιζω ελθειν προς υμας και στομα προς στομα λαλησαι ινα η χαρα ημων η πεπληρωμενη
13 ଇସ୍ୱର୍ କୁଦ୍ଲାର୍ ତୁମାର୍ ବେଣିର୍ ହିଲାମଃନ୍ ତୁମିକେ ଜୁଆର୍ ଜାଣାଉଁଲାୟ୍ ।
ασπαζεται σε τα τεκνα της αδελφης σου της εκλεκτης αμην